Names of Police personnel who congregated to register protests over Bharatpur suspensions sought
Вставка
- Опубліковано 11 лис 2024
- Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
UA-cam: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews
😂 ଏଇ ସମସ୍ତେ ଅଲଜ୍ୟା ମାଘ୍ୟାଙ୍କୁ ଚାକିରିରୁ ବହିଷ୍କୃତ କରିଦିଆଯାଉ । ଏମାନେ ହେଉଛନ୍ତି ହାରାମି ଡ଼କାୟତ ଚୋର ।
It is clear that you are against police, but if any one will come to Police Station under influence of alcohol weather police will register a case basing on his report.
Right
Right
ଏଭଳି ଥନା ଦରକାର ନାହିଁ ଏଭଳି ପୋଲିସ ଵି ଦରକାର୍ ନାହଁ ଓଡ଼ିଶା ପାଇଁ
ଅନ୍ୟ ମାନେ ପ୍ରତିବାଦ କରିବାକୁ ଗଲେ ଗୋଡେଇ ଗୋଡେଇ ପିଟନ୍ତି, ଏବେ ଏମାନଙ୍କୁ ପିଟାଯାଉ,
Right
ସେ ସବୁୁ ପୋଲିସ୍ ମାନକୁଂ ସସପେଣ୍ଡ କରି ଦିଅନ୍ତୁ ମୋହନ ସରକାର
Samastanku pura Dismis kara
Dunia bisayarr kichi gyana achi ki nain
ସବୁଠାରୁ ବଡ଼ ମାଡୁଆ ଏ ସରକାର ଅନେକ ନୁଆ ଯୁବକ ବେକାର ଯୁବକଯୁବତୀଙ୍କ ଦକ୍ଷତା ରହିଛି
All states police are the same, suspensions are not solutions. Every police station should be CCTV system connected with state servers .
@@kartikarout7124bahut dakhya tame, jie aaji job re achi se bi dine dakhya thilaa
ଏହି ain🥰ଭଙ୍ଗକାରୀ ପୋଲିସ ଛଟେଇ କରି ନୂଆ ଯୁବକଙ୍କୁ ଭର୍ତ୍ତି କରନ୍ତୁ
😊😂
Good👍
Right
Right bro
Right
ମୋହନ ଭାଇ ପୋଲିସ ମାନଙ୍କୁ ଛାଡିଦେଲେ ବିନା action ରେ ତୁମ ପାଇଁ ବହୁତ ସମସ୍ୟା ସୃଷ୍ଟି କରିବ ଭବିଷ୍ୟତ ରେ .କାର୍ଯ୍ୟନୁଷ୍ଠାନ ନିହାତି ଆବଶ୍ୟକ
ଏମାନେ ସତରେ ପୋଲସ ନା କଣ ?ସବୁଠୁ ବିଶୃଙ୍ଖଳିତ ସେହିମାନେ.
Srunkhala bisayare kn janichu ??
@@Aadarsh_Vidyarthi😂
ଏଗୁଡ଼ାକୁ ବାଛି ବାଛି କୋରାପୁଟ ମାଲକାନାଗିରି ପଠାଦେଲେ ଠିକ୍ ସାବାଡ ହେଇଯିବେ। ଚାକିରି ନ କଲେ ଆଳୁ ବିକିକେ😂😂😂😂😂
Publc Police ସଂଗଠନ ଗଠନ କରି ଦୁର୍ନୀତି ରେ ଲିପ୍ତ ଥିବା ପୋଲିସ୍ ଙ୍କୁ ଉଚିତ୍ ଶିକ୍ଷା ଦେବା ଜରୁରୀ ଆବଶ୍ୟକତା ରହିଛି ।ଖୁବ୍ ଶୀଘ୍ର ଗଠନ କରାଯିବ ।
ଏଇ ପୋଲିସ୍ ମାନଙ୍କୁ ଚାକିରୀ ରୁ ବାହାର କରାଯାଉ !ଏବଂ ନୁଆ ପିଲାଙ୍କୁ ଚାକିରୀ ଦିଆଯାଉ !
1:58
Police badalo re ebe Army recruitment Kara jau no Police😂
Right
Tu karibu jadi form pakaa, ebe baharichi Post. Job kala pare to Sachot paniaa ku aame dekhibaa
ଏମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ହେଉ।ନୂଆ ଯୁବକ ଚାକିରି କରିବାକୁ ପ୍ରସ୍ତୁତ ଅଛନ୍ତି।
Semaane bi dine Nuaa jubaka thile , Ekathaa bi janithaa
Criminal Mane ek joot...😮😮
ଗୋଟି ଗୋଟି କରି ଏମାନଙ୍କୁ ଚିହ୍ନଟ କରି ଚାକିରି ରୁ ସମ୍ପୂର୍ଣ୍ଣ ଚଟେଇ କରାଯାଉ।
ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ଯେମିତି ଭବିଷ୍ୟତରେ ଏପରି କରିବାକୁ ସାହସ କରିବେନି ମୁଖ୍ୟ କାର୍ପଟଦାର କିଏ ତାକୁ ଘୋଷଡା ଯାଉ😂😂😂😂😂😂
Is it right to register a case on the report of a person under influence of alcohol.
@@ramakrushnadash1948good question ✅
Dipak Raut. Ei bhali comment karibaa chhada aau kn taa sikhichhu
ପୋଲିସ ବାଲାଙ୍କ କହିବା କଥା ଆମେ ଯେତେ ଭୁଲ କଲେ ମଧ୍ୟ ଆମକୁ ସସ୍ପେଣ୍ଡ କରି ପାରିବ ନାହିଁ କିମ୍ବା ଆମ ଉପରେ କିଛି ବି ଆକ୍ସନ ନେଇ ପାରିବ ନାହିଁ. ଆମେ ଦୋଷ କରି ମଧ୍ୟ ଷ୍ଟ୍ରାଇକ କରିବୁ କିନ୍ତୁ ସାଧାରଣ ଜନତା ଯଦି ତାଙ୍କର ଦରମା ନ ପାଇଲେ ବି ସେମାନେ ଷ୍ଟ୍ରାଇକ କରି ପାରିବେ ନାହିଁ. ଇଏ କେମିତି କା ନିୟମ. ପୋଲିସ ଵାଲା ଙ୍କ ପାଇଁ ଅନ୍ୟ ନିୟମ ଆଉ ସାଧାରଣ ଜନତା ଙ୍କ ପାଇଁ ଅନ୍ୟ ନିୟମ 😂😂😂
Ahankaar hi binash ra karana Jai shree jagannath 🙏
Dosha kn proof heichi ejaae. Tu judge ki ??
ଏ ମାନଙ୍କୁ ଚାକିରୀ ରୁ ବାହାର କରାଯାଉ ଓ ନୂତନ ପୋଷ୍ଟ ଦିଆଯାଉ। ଜୟ ହିନ୍ଦ୍।।
ମେଳି କରିଥିବା ସମସ୍ତ ପୋଲିସ୍ ଙ୍କୁ ବହିଷ୍କାର କରାଯିବା ଦରକାର ।
ନା ଭାଇ ତାଙ୍କ ମାଇକିନା ,ଘୋଇତା କାନ୍ଦିବେ ଯେ ତାପାଇଁ ମୁଁ ଗଟେ ଦଣ୍ଡ ଭାବୁଛି ସେମାନଙ୍କୁ ୧୦ ବର୍ଷ ଘରେ ବସାଇ ଦିଆ ଯାଉ ସେବି ବିନା ଦରମା ରେ ଆଉ କୋଣ ସି ବେପାର ଓ Biasness କରି ପରିବେ ନାହିଁ କେବଳ ମୁଲ ଲାଗିବେ ସାଧାରଣ ଜନତା ସେବା ସିଖି ଯିବେ ।(ମୋ ମତ ଭଲ ଲାଗିଲେ କମେଣ୍ଟ୍ କରି ଦିଅନ୍ତୁ)
right 😂😂😂
6 month salary cut kara jau
ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରୁଛି ଯେତେ ଶୀଘ୍ର ହେଉ ଏହି ପୋଲିସ ମାନଙ୍କୁ ସସ୍ପେଣ୍ଡ କରାଯାଉ,
ନୂଆ ପୋଲିସ ଭର୍ତି କରାଯାଉ.
Nuaa Police thik hebe boli Garranty dei paaribu ??
Semaane bi dine nuaa thile aau Toka thile ..
ଏ ଅସରନ୍ତି ଅପରାଧର କାହାଣୀ ପେଡ଼ି ଭରତପୁର ପୋଲିସ୍ ଫାଇଲ୍
ଯେଉଁମାନେ ମେଳି ରେ ଭାଗ ନେଇଥିଲେ ସେମାନଙ୍କୁ ଚାକିରି ରୁ ବାହାର କରି ନୂତନ ଶୃଙ୍ଖଳିତ ପିଲା ଙ୍କୁ ଭର୍ତ୍ତି କରାଯାଉ ।
Dismiss all these police personnel and stop their their family pensions. How dare them to make a strike?
Tu thile kn karithantu ?
How dare pacharibaa purbaru 100 thara bhabe nahele asubidhaa re padibu
ମୁଁ ଆଜି ପଯ୍ୟନ୍ତ ଗୋଟିଏ କଥା ବୁଝି ପାରୁନି ଯେ ଜଣେ ଦାଗି ପୋଲିସ ଅଫିସର ପାଇଁ ପୁରା ପୋଲିସ ଦିପାର୍ଟମେଣ୍ଟ ତାକୁ ବଞ୍ଚାଇବାରେ ବ୍ୟସ୍ତ 🤣🤣🤣
Chora chora ku help kare 😂
Daagi kn janichu ?
ଯୋଉ ପୋଲିସ ମାନେ ପ୍ରୋଟେଷ୍ଟ କରୁଥିଲେ ସେମାନଙ୍କୁ terminate କରି jail ରେ ପୁରେଇ ଦିଆଯାଉ. ନୂଆ ପୋଲିସ appointment କରାଯାଉ.
To kathara
ତୁମେ ଆଇନ ର ଜ୍ଞାନୀ ଲୋକ ଟେ ତ ଜେଲ ରେ ପୁରେଇଦିଓ । ତମ କଥାରେ ପଶିଯିବେ ।
@@routrout544ହଁ, ଆମ କଥାରେ। କାହିଁକି ନା ଆମ ପଇସାରେ ଦରମା ନେଉଛ।
@@routrout544ନା ତୋ କଥାରେ
Chup be tate ete kaiin badhuchi ghare Kia police re ki @@routrout544
Suspension order should be forwarded to all police officer who protest against the suspension order
Kn taa janichu tu ?
ଏକ ଶୃଙ୍ଖଳିତ ବ୍ୟବସ୍ଥା ରେ ଅନୁଶାସନ ର ଉଲଂଘନ।। ଶାସନ ବ୍ୟବସ୍ଥା ର କାର୍ଯ୍ୟ ପନ୍ଥା ନୀତି ଉପରେ କୁଠାର ଘାତ୍।।ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉ।। ଭବିଷ୍ୟତରେ ଆଗାମୀ ପୀଢ଼ି ଅନୁଶାସନ ପ୍ରତି ପ୍ରତିବଦ୍ଧତା ହୋଇ ରହିବେ।।
Sabu government job karu thiba employee strike kariki salary badei thanti hele police kn kari ki nija dabi rakhiba
Right sir 🙏🙏🙏🙏🙏
@@AJ.....440ଏହିଟା ଦରମା ପାଇଁ ନୁହେଁ ବରଂ ନିଜର ଶକ୍ତି ଦେଖେଇବା ପାଇଁ କରା ଯାଇଛି।
Army kebe straik karichhi sunicha
@AJ.... salary ପାଇଁ ହେଲେ apnku ଅଲଗା ପନ୍ଥା ଆପଣାଇବା ପାଇଁ bardi ହେଉଛି ଗୋଟେ emotion apnku CDS Bipin Rawat sir ଙ୍କ speech ଶୁଣନ୍ତୁ ଠିକ୍ ବୁଝି ପାରିବେ.440
ପୋଲିସ ଆଇନର ଉର୍ଧ୍ୱରେ ପ୍ରମାଣିତ ହୋଇଗଲା. ସେମାନେ ଯାହା କଲେବି ତାଙ୍କପାଇଁ କୌଣସି ଦଣ୍ଡ ବିଧାନ ଅନୁଚିତ. କେବଳ ଈଶ୍ୱର ଦଣ୍ଡ ବିଧାନ କରିବେ.
Kan Bhul kale Semaane ?
Discipline department, ସେମାନେ କିପରି ନିରବ ଆନ୍ଦୋଳନ କରିବେ କିପରି, ସେମାନେ କଣ ଆଇନ ପଢ଼ନ୍ତିନାହିଁ
Kemti karibe semaane apana kuhantu ?
ପୋଲିସ ସଳେ ମଲେ ରେ ଭାଇ , ସବୁ ପୋଲିସ ବାଲା ଏ ନିୟୁଜ ସୁଣିକି ଗାଣ୍ଡୀ ପୁତୁ ପୁତୁ ହୋଉଥିବ, ଆମ ଓଡ଼ିଶାର ଯେତେ ଥାନା ଅଛି ସବୁ ପୋଲିସ ବାଲା ମିଶିକି ଲେମ୍ବୁ ଲଂକା ପୁଜା କର ନହେଲେ ସବୁ ଜେଲ୍ ଯିବ , ଇତି --- ମୋହନ ସରକାର ଗୋଷ୍ଠୀ ସଂଗ
Prathame sabu police balanku jail ta pathei ki dakhajau kn hauchhi
@@JiwanSahooRaajya aau chalibani. Chora & Criminal maane maatibe Police na rahile aau kn taa heba
ତୁରନ୍ତ ସମସ୍ତ ଏକତ୍ରିତ ହୋଇ ଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
ଏ ସବୁ ପୋଲିସ ନୁହ ଏ ସବୁ ଅପରାଧୀଙ୍କ ସାଥୀ ଏ ମାନେ ଚୋରଙ୍କୁ କହନ୍ତି ଚୋରିକରି ଆମ କୁ ଅଧା ଦିଅ ଏ ମାନକୁ ବହିଷ୍କାର କରାଯାଉ
Send show cause notice to each one. If they can't give satisfactory reply, just dismiss them and appoint new crew. Many young healthy men and women are unemployed in Odisha.
ଗୋଟିଏ ରାଜ୍ୟରୁ ନକ୍ସଲ ହଟାଇ ପାରୁନାହାନ୍ତି। ଏମାନକୁଁ ଚାଇନା ବୋଡର କୁ ପଠାଯାଉ।
କୋଉଠୁ ଅନୁମତି ଆଣି ଏମିତି ପ୍ରତିବାଦ
ଏମାନଙ୍କୁ ଚାକୀରିରୁ ବାହାର କରାଜୀବା ଦରକାର
ରିଜର୍ଭ ଲାଇନ୍ ରେ ସମାବେଶ କରଥିବା ପୋଲିସ୍ ଅଧିକାରୀ ମାନଙ୍କୁ ଓଡିଶାର ସୀମାନ୍ତ ଅଞ୍ଚଳର ଥାନା ମାନଙ୍କରେ ତୁରନ୍ତ ବଦଳି କରିବା ନିତାନ୍ତ କରିବା ଉଚିତ୍। ଯଦି ମୋହନ ସରକାର କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସର୍ବଦା ବଦନାମ୍ ହେଉଥିବେ।
ଏମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଉ ଏବଂ 10 ବର୍ଷ କାରାଦଣ୍ଡ ଦରକାର।
ସାଧାରଣ ଜନତାଙ୍କ ଜୀବନ ଉପରେ ଏହି ପ୍ରକାର ପୋଲିସ୍ କର୍ମଚାରୀମାନେ ଅତ୍ୟାଚାର କରନ୍ତି, ଧନୀ ବ୍ୟକ୍ତିଙ୍କଠାରୁ ସର୍ବଦା ଲାଞ୍ଚ ନେଇ ଗରିବ ଲୋକଙ୍କ ଉପରେ ଅତ୍ୟାଚାର କରନ୍ତି। ନିର୍ଦଶିଙ୍କୁ ଦଶିଭାବରେ ଦଣ୍ଡ ଦିଅନ୍ତି ବିଚରା ଗରିବ ପରିବାର କାନ୍ଦି ବସନ୍ତି, ସେମାନଙ୍କର ଦୁଃଖ ଅନେକ ହୁଏ।
ଏହି ଦୁଷ୍ଟ ପୋଲିସ୍ ଅଫିସର ସମସ୍ତଙ୍କୁ ଉଚିତ୍ ଦଣ୍ଡ ଦେବା ଆବଶ୍ୟକ
Very good decision...
1 months salary deduction all police staff fine it
ଏମାନଙ୍କୁ ଜଲଦି ନିଲମ୍ବିତ କରା ଜଉ ଆଉ ନୂଆ ପୋଷ୍ଟିଙ୍ଗ ଦିଆଯାଉ
Baigyanik bhaliaa kathaa taa kahilu...
ଏ ମନୁଙ୍କୁ ଶସ୍ପେଣ୍ଡ କରି ନୁଆ ନିଯୁକ୍ତି କରାଯାଉ
ପୋଲିସ ମାନେ ଭଲ କର୍ମ କର ଖାଲି ପେଟ ପାଇଁ ଚାକିରି କରୁଛନ୍ତି ଆଉ କିଛି ଭଲ କର୍ମ ନାହିଁ ଯଦି ଖରାପ କର ପୋଲିସ ଜାଣି ରଖ ତମ କର୍ମର ଫଳ ଭୋଗିବ ସେତେବେଳେ କହିବ ମୋ ଭାଗ୍ୟରେ ଥିଲା
ସରକାର ଙ୍କ ବିରୋଧ କରିବା ମାନେ ଗଣତନ୍ତ୍ର ପ୍ରତି ବିପଦ
ପଇସା ଖାଇକି ପୋଲିସ ଦଲାଲି କରୁଛି
ଏ ବାବୁ ମାନଙ୍କୁ ମାଲକାନଗିରି, କୋରାପୁଟ ଅଞ୍ଚଳ କୁ ସ୍ଥାନାନ୍ତରିତ କରି ସେଠିକାର ବାବୁ ମାନଙ୍କୁ ଏଠାକୁ ଅଣା ଯାଉ
ଏହି ପରି ଘଟଣାରେ ଯଦି ସରକାରଙ୍କ ଦ୍ଵାରା ସଠିକ ନ୍ୟାୟ କରା ନଯାଏ ତେବେ ସାଧାରଣ ଜନତା ଏହାର ଜବାବ 29 ନିର୍ବାଚନରେ ନିଶ୍ଚିତ ଦେବେ,,,
ଆମେମାନେ ଓଡ଼ିଶା ସରକାର କୁ ଅନୁରୁଧ କରିବୁ ସବୁ ପୋଲିସ ମାନଙ୍କର ଘରେ ଆୟକର ବିଭାଗ ଦ୍ଵାରା ଚଢ଼ାଉ କରାଯାଉ ଦେଲେ ଜଣା ପଡ଼ିବ ଏମାନେ ସବୁ କେତେ ବଡ଼ ଚୁର
ଡକାୟତ କୁ ବଞ୍ଚାଇବା ପାଇଁ ଏ ମେଳି, । ଏମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଅ ଯାଉ
ପାଞ୍ଚ ଶହ ପୁଲିସି ବାହାର କର ନୂଆ ପିଲା ରହିବେ
Nuaa Pilaa Puraa Sadhu jana naai ..., jie aaji achanti se bi dine nuaa thile Ekathaa bhuli janaa
ପୋଲିସ ନିଜକୁ ଭାରି ଚାଲାକ ଭାବୁଛି ନିଜକୁ ସେ ସମୟ ଆଉ ନାହଁ ପୋଲିସ ଭାଇ
Sab odisha police ko dusra rajya main posting karwado, odisha main santi milega 🙏
Hn jou Mane prepare karuchanti tanku diejau police jakiri odisha ra
@@sanjeevkumarsoren1534sie sabu bahut bhala naa ??? Ete murkha kathaa kouthu sikhucha sabu
ଏମାନେ ଭୁଲ କୁ ଘୋଡାଇବାକୁ ଚାହୁଁଛନ୍ତି
ଏ ସବୁ mg ପୁଲିସ ଙ୍କୁ ବରଖାସ୍ତ କର
ଏମାନଙ୍କ ଗୋଟେ ମାସର ଦରମା କୋଟା ଯାଉ ଆଉ ସେଇ ପଇସା ରେ ଯୋଉ ଥାନା ରେ ସିସିଟିଭି ନାହିଁ ସେଇ ଥାନା ଗୁଡିକରେ ସିସିଟିଭି ଲଗାଯାଉ 🙏
ସବୁ ସେହି ଅଚୁତ ଜଗନ୍ନାଥ ପ୍ରଭୁଙ୍କ ଲୀଳା
ଚୁର ପାଇଁ ଚୁର ଚାକିରି ଛାଡ଼ି ଘରକୁ ଯାଇ ଚିନ୍ତାକୋରୋ
ପୋଲିସ ନାମରେ ଆଗରୁ କଳଙ୍କ ଯାଇନି,ଆଉ ଏବେ,,,,,,
ବହୁତ୍ ସୁନ୍ଦର ଆଇନ୍ ମୋହନ ସରକାର ଙ୍କୁ ସେ ଲୁଟ୍ ଏହି କେସ୍ ତଦନ୍ତ ଚାଲିଛି କିଏ ଯାଣିଛି ଅଙ୍କିତା ଭୁଲ୍ କିଏ ଯାଣିଲା ପୋଲିସ୍ ର ଭୁଲ ଏସବୁ ସରକାର କରିବେ ଆପଣମାନେବି ଫସିଗଲେ ପ୍ରଥମେ ନିଜ ଚିନ୍ତା ନଯେ କରନ୍ତୁ
mohan sir police manankar chakiri 10 ru 15 yr karajao....aau nua sikhita pilanku chakiri diajao
ବିସ୍ଫୋରକ ପରିସ୍ଥିତି ହେବାକୁ ଯାଉଛି ki?
ସମସ୍ତଙ୍କର ଦରମା 6 ମାସର ବଂଦ କରିଦିଆ ଯାଉ କାରଣ ଉପରସ୍ତ ଅଫିରଙ୍କ ବିରୋଧରେ ଧରଣା ଅର୍ଥ ଉପରିସ୍ଛ ଅଫିସରଙ୍କ ଅବମାନନା ଧରିବାକୁ ପଡିବ।
band kale kn heba uparii paisare chalijibe
ଆଇନ ର ରକ୍ଷକ ଯଦି ଭକ୍ଷକ ହେବ ଓ ଏଭଳି ଆଚରଣ କରିବେ ତେବେ ସର୍ବସାଧାରଣ କାହାକୁ ଭରସା କରିବେ
ପୋଲିସ ଚାକିରି କଣ ଆଇନ ର ଉର୍ଦ୍ଧରେ
ପୋଲିସ ଚାକିରିଆ ବାହାରେ ଭଲ
ଥାନାରେ ବେବହାର ଅତ୍ୟନ୍ତ ଖରାପ
ସରକାର ପୋଲିସ କର୍ମଚାରୀଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ
ଓଡ଼ିଶାରେ ଯାହା ଥିଲା ଗତ ବିଗତ ଶାସନରୁ ଏମାନଙ୍କର ନୀୟମଠାରୁ ବେନିୟମ କାର୍ଯ୍ୟ ବହୁ ମାତ୍ରା ରେ ବହୁଗୁଣିତ। ସର୍ବ ପ୍ରଥମ ଏମାନଙ୍କୁ ସସପେଣନଡ କାର୍ଯ୍ୟନୁଷ୍ଠାନ ଡିଗ୍ରେସନ ହେବା increment ବନ୍ଦ କେବଳ ପେ ଛଡା ଅନ୍ୟାନ୍ୟ ସୁବିଧା ବନ୍ଦ ହେବା ଆବଶ୍ୟକ କାରଣ ପୁଲିସ୍ ଓ ହୋମ୍ ଅଧିକାରୀ ମାନଙ୍କୁ ଖାତିରି ଏମାନଙ୍କର ନାହିଁ ତ ଅନ୍ୟ ମାନଙ୍କୁ ଖାତିରି କ'ଣ କରିବେ ଭାବୁଛନ୍ତି। ତେଣୁ ବର୍ତମାନ ସରକାରଙ୍କ ଦାୟିତ୍ଵ ଆଗାମୀ ଭବିଷ୍ୟତ କହିବ।
Samasta strike re thina police ru chakiri ru hatao... New recruitment kara plzz
ସମସ୍ତ ଙ୍କ ର ଏକ ଦିନର ଦରମା କଟାଯାଉ ଡ୍ୟୁଟି କରିନଥିବାରୁ କାମରେ ଯୋଗ ନଦେଲେ ନିଲମ୍ବନ କରାଯାଉ
ଏମାନେ ସବୁ ନବୀନ ପୋଲିସ 24 ବର୍ଷ ହେଲାଣି ଏମିତି ଧକଲା ବାଜି କାମ କରୁ ଥିଲେ ଧରା ପଡିଲେ ନିଛିନ୍ତ ଚିଆଁ ଲାଗିବ
Only yogi model action required.
ଡବଲ ଇଞ୍ଜିନ ସରକାରଙ୍କ ଅସଲ ଓଡ଼ିଆ ଅସ୍ମିତା
୧- ମିଛ ସୁଭଦ୍ରା ନାଁ ରେ CSC ଜନସେବା କେନ୍ଦ୍ର ଟଙ୍କା ଲୁଟୁଛନ୍ତି
୨- ଆଧାର କାର୍ଡ ନୂତନ ପଂଜିକୃତ ପାଇଁ ପଇସା ଲୁଟ ହେଉଛି CSC
୩- ଅଙ୍ଗନବାଡି କେନ୍ଦ୍ରରେ ଲୁଟ ଚାଲିଛି
୪- ସବୁ ଛକରେ ପେଟ୍ରୋଲିଙ୍ଗ ନାଁରେ ବଟି ଆଦାୟ ହେଉଛି
୫- ମିଛ ୩୦୦ ୟୁନିଟ ବିଜୁଳି ନାଁରେ ସୂର୍ଯ୍ୟଘର ଯୋଜନା
Govt should looking into this matter seriously 🙏💐
Mohan Sir , please follow Yogi Aditynath formula .
ଆରେ ଦେଶ ବାସୀ crime କୁ ବଢ଼ାଉଛନ୍ତି ଏଇ ପୋଲିସବାବୁମାନେ,, ନହେଲେ ତାଙ୍କର commission ପଇସା ଉଠୁନି
Remove all police & appoint fresh police in Odisha. Send all police to Jail.
Serving police officers are protesting the arrest of one of their
Officer who has allegedly tortured a lady complainant. This is pure indiscipline ....action needed against these participating police officers.
Tortured lady ????
Se lady ra Harkat wala video dekhina bodhe , dekhilaa pare bi Satya kan Micha kan jaani paruna jadi tamaku andha naa aau kn kuhaa jiba
Right❤❤❤❤👍👍👍💐💐👍👍welcome step honourable chief minister
କାହାର ନିର୍ଦ୍ଦେଶନା ରେ ଓ କ'ଣ ପାଇଁ ଏହି ମେଳି ହେଲା,ତାଙ୍କ ଥାନାରେ କିଏ ଡ୍ୟୁଟିରେ ଥିଲେ, ପୁଲିସ୍ ଉତ୍ତର ଦେଉ।
Association ର ଭୟ ଦେଖେଇବାକୁ ଚେଷ୍ଟା chaleichanti , ଓଡିଶା ସରକାର କୁ
Ma Giya Police Ku Saspand Karo Aau Jail re Rakha
Dismiss all police,if i am cm....if Nayak movie
Taa pare kan karibu ??
Lajya laguni a police balanku ,hatao a sabu ku.suspend all
Police nija duty karuchi ki ?? Laza kahaku lagiba Katha , discipline janapduchi nighty pindhi thanare kabadi khela 😢😮
@@soumyaranjanmoharana8793kabbadi khela tu Refri thilu ki , naa khaali kathaa kahibaa sikhichhu ?
Suspend all , Governor bhaliaa katha barta karuchu. Kichi jana naahi bodhe dina raati tate ??
Thank you Kalinga News for sensitising people. The Media should be so strong to high light the social issues and exersise power.There will be positive changes and let them understand that Media and people are not weak to tolerate the torture.The power of people is stronger to protest and able to bring changes.The persons should impartially mobilise support and raise voice against illegal activities as right and conscious human beings.
Many many thanks to Hon'ble Law Minister for his statement to take prompt and appropriate action for protecting women from torture and giving justice.People have confidence upon you and regards.
With regards to all .
Ganeswar Rout
ଜଣେ ଚାକିରି କଲା ବୋଲି କଣ ତାର ମାନ, ସମ୍ମାନ, izzat, କିଛି ନାହିଁ କି,ଯିଏ ଆସିଲା ମନ ଇଚ୍ଛା ଯାହା ପାରି ତାହା କହିବେ,କି
ଧନ୍ୟବାଦ
Out kari new employment dia ntu
ଯୋଉ ମାନେ ସମର୍ଥନ କଲେ ସେମାନେ ଗୋଟେ ଗୋଟେ ରେପେଷ୍ଟ
This is the difference between ARMY & ODISHA POLICE,
Thanks for your valuable information.
Right Sir
ଜବୁ ଚୋର ଭ୍ରଷ୍ଟାଚାର ପୋଲିସ୍ ଗୋଟେ ଜାଗାରେ
ପ୍ରତିବାଦ କରିବା ପୋଲିସଙ୍କୁ suspend କରାଯାଉ।
ଏଇ ସବୁ bjd ପୋଲିସ.... ପାଣ୍ଡିଆନ ଙ୍କ କଥା ରେ ପୋଲିସ ମେଲି.....
ତୁରନ୍ତ ଏକ ଜୋଟ ହୁଇଥିବା ପୁଲିସି କର୍ମଚାରୀ ମାନଙ୍କ ପ୍ରତି ଦୃଢ କାର୍ଯାନୁଷ୍ଠାନ ହେଲେ ସାଧାରଣ ଲୋକ ଉପଯୁକ୍ତ ନ୍ୟାୟ ପାଇବାରେ ସକ୍ଷମ ହେବେ.
You are right.
All police personnel should be dismissed from service.
Sabu policeku sasped karajau mohan sir
Very good Sir
Comment ପଢ଼ିବାକୁ ମଜା ଲାଗୁଛି 😂😂😂
Very good 👍 👍👍👍
ତୁମେ ଗୋଟିଏ ଦିନ ସରକାରୀ କାମ କରିନ ମାନେ ଦରମା କେମିତି ପାଇବ
ଭାରତୀୟ ଜବାନ ଏବଂ ତାଙ୍କ ବାନ୍ଧଵି ସହ ଯାହା ହେଇଛି ତାହାର ନ୍ୟାୟ ଦିଆଯାଉ ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ
Action as deemed proper