250 Crore govt land scam | ୪ ଆଇପିଏସଙ୍କ ସମେତ ଜଣେ ରାଜନେତା ସାମିଲ | The Quiver News

Поділитися
Вставка
  • Опубліковано 22 чер 2024
  • #୪_ଆଇପିଏସଙ୍କ_ସମେତ_ଜଣେ_ରାଜନେତା_ସାମିଲ
    ଭୂମିହୀନ ଦର୍ଶାଇ ଚାଷ କରିବାକୁ ଜମି ଲିଜରେ ନେଲେ । ଷଡଯନ୍ତ୍ରକାରୀ ସାଜି ସରକାରୀ ଜମିକୁ ଅକ୍ତିଆର କରି ଘର ତିଆରି କଲେ , ଭଡା ଆକାରରେ କୋଟି କୋଟି ରୋଜଗାର କଲେ । ଘର କରିବାକୁ ବିଡିଏ ଦେଇଥିଲା ପ୍ଲାନ ଆପ୍ରୁଭାଲ । ଏମିତିକି ଲିଜରେ ନେଇଥିବା ଜମି କିଣା ବିକା ବି ହେଲା । ସାମିଲ ଥିଲେ ୪ ଜଣ ଆପିଏସ ଅଫିସର ଓ ଜଣେ ରାଜନେତା ।
    #odisha #land_scam #250crore #land_mfia #RTIofficiel #bjd_link
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in UA-cam! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews

КОМЕНТАРІ • 12

  • @Luvsahu4836
    @Luvsahu4836 4 дні тому +5

    BJD କୁ ୨୪-୨୫ ବର୍ଷ ଧରି ସରକାର ବନେଇ କରି ଓଡ଼ିଶା ବାସୀ ବହୁତ ବଡ଼ ଭୁଲ କରିସାରିଛନ୍ତି।

  • @shakaharipruthivi8696
    @shakaharipruthivi8696 4 дні тому +5

    ଏମାନଙ୍କ ସମସ୍ତ ସମ୍ପତ୍ତି ଜବତ ହେବା ସହ ବୁଲ ଡୋଜର ଦ୍ଵାରା ନିର୍ମିତ ଘର ଭଙ୍ଗା ଯାଉ। ଗଛ ଲଗାଇ ସବୁଜ ଜଙ୍ଗଲ ହେଉ। ଅପରାଧୀ ମାନଙ୍କୁ ମୃତ୍ୟୁ ଦଣ୍ଡ ନ ହେଲେ encounter କରା ଯାଇ। ଏ ହେଉଛି ରାଜ୍ୟ ଦ୍ରୋହ। ସରକାର ନିର୍ଭୀକ ହୋଇ କିଛି ବଡପଦକ୍ଷେପ ନେଲେ ଓଡ଼ିଶା ରୁ ଦୁର୍ନୀତି ରହି ପାରିବ ନାହିଁ।

  • @shinquanone8714
    @shinquanone8714 3 дні тому +1

    ସଭିଙ୍କ ନାଁ ବି ପ୍ରକାଶ କର। ଆଉ ସେ ତହସିଲଦାର ର ନାଁ ବି।

  • @chhabindramansingh73
    @chhabindramansingh73 4 дні тому +3

    କୁଆଡେ ଗଲେ bjd କ୍ରୀତଦାସ, ତମ ମାନ୍ୟବର କେତେ ଭଲ ନିର୍ଲଜ

  • @snehalatarath6659
    @snehalatarath6659 4 дні тому

    ENQUIRY HO SAATH SAATH PROPERTY ACTION SELL HO JAYE 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @user-gh5iv6zp4t
    @user-gh5iv6zp4t 4 дні тому

    1 no CM thau thau kemiti ghatla Sabu durniti ama rajya re kn bhabineba ku padiba odisha eka aparadhika rajya boli odisha paine kalanka

  • @akpanda833
    @akpanda833 4 дні тому +1

    Nothing new in Odisha . Tamils have occupied & Odiya MLA had no say

  • @biprapriya
    @biprapriya 4 дні тому

    ଜାଆଁଳା ର ଓଗଳପଡା ଏବଂ ଅଳକର ମୌଜାରେ ମଧ୍ୟ ଏହି ପରି ଲିଜ cancel ହୋଇଥିବା ଜମିକୁ ଅନେକ ଅଣ ଓଡିଆ ବ୍ୟବସାୟୀ ସାଗମାଛ ଦରରେ କିଣି କିଛି ଅସାଧୁ ଉପାୟରେ ନିଜ ନାମରେ କରି ନେଇଛନ୍ତି। ଏହା ର ଯଦି ସଠିକ୍ ଭାବରେ ଜାଞ୍ଚ୍ କରାଯାଏ ଅନେକ କଥା ପରଦାଫାସ ହୋଇ ପାରିବ।

  • @chittaranjandas5018
    @chittaranjandas5018 4 дні тому

    Ahuri BJD ku vote dia odisha ku biki deba

  • @dilipkumarsamantasinghar1128
    @dilipkumarsamantasinghar1128 4 дні тому +1

    Salaa nku bhidi aana be... No FIR no talk, faisalaa on the spot

  • @kamalakpanda8642
    @kamalakpanda8642 3 дні тому

    Pando chora