Jhia Janma Dukha Kahani ll ଏନ୍ତୁଡ଼ି ଶାଳରୁ ମଶାଣି ଯାଏ ଶୁଣୁ ଶୁଣ ମାଆ ଭଉଣୀ ll music&singer Priyadarshini

Поділитися
Вставка
  • Опубліковано 8 вер 2024
  • #JhiajanmaDukhakahani #Bolehunti #Sinuthibamabhauni #Jhiabidabelagita #Manabadharmisong #Entudisalaru #Masanibhuin #Jhiabahagharasong #Priyadarshininayaksong #Pragnyashreenewrealise #Saipragnyacreation #Bahagharasong2024 ll Jhiajanmralivestory #
    Song : Jhia Janma Dukha Kahani Bolehunti
    Singer : Priyadarshini Nayak
    lyrics : Himansu bhusan Mahanty
    Music, Priyadarshini nayak
    copyright by Saipragnyacreation UA-cam channels 5
    el 🙏SAI PRAGNYA CREATEION UA-cam CHANEL ତରଫରୁ ସମସ୍ତ VEAWRS ମାନଙ୍କୁ ଆମ TEAM, ବହୁତ ବହୁତ ଧନ୍ୟବାଦ ଜଣାଉଛି II ପୁଣି ଆଉ ଏକ ସୁନ୍ଦର ଗୀତ ଯାହା ଗୋଟେ ଝିଅ ଜୀବନରେ ଘଟିଥାଏ II ଝିଅର ବାପ ଘରେ ଜଳୁଛି ଏନ୍ତୁଡ଼ି ନିଆଁ କିନ୍ତୁ ଶାଶୂଘରେ ଜଳେ ମଶାଣି ନିଆଁ II ଝିଅଟିଏ ଜନ୍ମ ହେଲେ ଗୋଟେ ମା ' ତା ପାଇଁ କେତେ କଥା ଶୁଣିବାକୁ ପଡେ ll ଝିଅଟି ଧୀରେ ଧୀରେ ବଡ଼ ହେଉଛି, ସ୍କୁଲ ଯାଉଛି, ସାଙ୍ଗ ସାଥି ମାନଙ୍କ ସହିତ ରଜ ଓ କୁମାର ପୁନେଇଁ ଖେଳୁଛି କେତେ ଆନନ୍ଦରେ ତା ଦିନ ଗୁଡିକ କଟିଯାଏ ll ପୁଣି ସେଇ ଝିଅ ବାହାହୋଇ ଝିଅରୁ ବୋହୁ, ବୋହୁରୁ ମା' ମାଆ 'ରୁ ଶାଶୁ ହେବାର ଦାୟିତ୍ୱ କିପରି ଲିଭାଉଛି ll ସବୁ ଦୁଃଖ କଷ୍ଟ ପୁଣି ସବୁ ହସ ଖୁସି କୁ କେମିତି ସହିପାରୁଛି,ଏ ସବୁ ବିଷୟକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି Lyricist Himansu bhusan Mahanty ଏବଂ ଗାଇଛନ୍ତି Priyadarshini Nayak ll ଗୀତଟି ବହୁତ ସୁନ୍ଦର ହୋଇଛି ll ଆଶା କରେ ଗୀତ ଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଶୁଣିବେ 🙏🙏🙏 ll Plz
    • Kou Mase Kou Paraba ll...
    • Video
    • Dukha Hari Sukha Deulo...
    • Sudasa Bratara Kahani ...
    ll LIKE ll SHARE ll SUBSCRIB II
    • Dukha Hari Sukha Deulo...
    Thanks You For Your Love And Support.

КОМЕНТАРІ • 37