ଅପରାଜିତା ଯଦି ବିଜେଡିକୁ ଆସନ୍ତି!! | samata bichara

Поділитися
Вставка
  • Опубліковано 8 лис 2024

КОМЕНТАРІ • 83

  • @chakradharsahoo4367
    @chakradharsahoo4367 Місяць тому +21

    ଆପଣ ସଠିକ ସମ୍ବାଦ ପରିବେଷଣ କରି ପ୍ରକୃତ ସାମ୍ବାଦିକତା ର ଭୂମିକା ତୁଲାଉଥିବାରୁ ମୋ ତରଫରୁ ଆପଣଙ୍କୁଅଶେଷ ଅଶେଷ ଧନ୍ୟବାଦ

  • @SidharthPrasadDas
    @SidharthPrasadDas Місяць тому +29

    ଆପଣଙ୍କ ନିର୍ଭିକତା ସମ୍ବାଦ ବହୁତ ସୁନ୍ଦର 👌👍

  • @SimanchalChaudhuri
    @SimanchalChaudhuri Місяць тому +20

    Absolutely right sir କିନ୍ତୁ ଅପରାଜିତା ମାଡ଼ାମ୍ ଙ୍କୁ ଖୁସି କରିବାପାଇଁ ଦଳ କିଛି ଭଲ ଦାୟୀତ୍ବ ଦେଇପାରେ

  • @s.mohapatra-i1k
    @s.mohapatra-i1k Місяць тому +11

    କାହାଣୀ ଏସବୁ / ଅପେରା ବିହାରୀ ଯଦି bjd କୁ ଯିବ ତେବେ bjd ନେତା କଂଗ୍ରେସ କିମ୍ବା bjp କୁ ଚାଲିଯିବେ ସେ ଗୋଟେ ଗ୍ରହ ସେ ଜୁୟାଦେ ଯିବେ ସେଠୁ ସବୁ ନେତା ପଳାଇଯିବେ

  • @Ambassador_Christ
    @Ambassador_Christ Місяць тому +10

    ଅପରାଜିତା ଯଦି ବିଜେଡି କୁ ଆସିଯିବେ ତେବେ ଏଇ ଲୋକେ କହିବେ ତାମିଲ ଶାସନ ଚାଲିଥିଲା ଏବେ ବିହାରୀ ଶାସନ ଚାଲିଛି. Bjp ଯାହା କଲେ ବି କିଛି ନାହିଁ

  • @khiroddash8685
    @khiroddash8685 Місяць тому +5

    ଅପରାଜିତା ନିଜର ସମର୍ଥକଙ୍କ ମାଧ୍ୟାମରେ ଏ ଭଳି ପ୍ରଚାରକରି ଦଳ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି

  • @pkpanda1371
    @pkpanda1371 Місяць тому +10

    ସାଂସଦ ଅପରାଜିତା ଷଡ଼ଙ୍ଗୀ ଯଦି ବିଜେଡ଼ି କୁ ଆସିବେ ତା ହେଲେ ବିଜେଡ଼ି ଶେଷ ହୋଇ ଯିବ। ବିଜେଡ଼ି ଦଳ ର ନାରୀ ଶକ୍ତି ଓ ନେତ୍ରୀ ମାନେ ଝାଡୁ ଧରି ଅପେକ୍ଷା କରନ୍ତୁ।
    ସାଂସଦ ଅପରାଜିତା ଷଡ଼ଙ୍ଗୀ ସୋସିଆଲ ମିଡ଼ିଆ କୁ ଟଙ୍କା ଦେଇ ଏକ ଗୁଜବ ସୃଷ୍ଟି କରୁ ଛନ୍ତି। କେତେକ ମିଡିଆ ଅପରାଜିତା ଙ୍କ ଠାରୁ ଟଙ୍କା ନେଇ ଛନ୍ତି। ଅପରାଜିତା ଷଡ଼ଙ୍ଗୀ ଙ୍କ ଯାଗାରେ ଯାଗାରେ ସାଂସଦ Sulata Deo, ସୁଲୋଚନା ଦାସ, ଲେଖା ଶ୍ରୀ ସାମନ୍ତ ସିଂହାର, ଶ୍ରୀ ମୟୀ ବିଜେଡ଼ି ଦଳ ପାଇଁ ଯଥେଷ୍ଟ। Top class ନେତୃତ୍ବ ନେବା ପାଇଁ।
    ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେଡ଼ି ଦଳ କୁ ଆସିବେ। ଏହା ଗୁଜବ news ପରିବେଷଣ ଅଟେ। ତଥାପି ବିଜେଡ଼ି ଦଳ ଝାଡୁ ଧରି ଅପେକ୍ଷା କରିବା ଠିକ୍ ହେବ। ବିଜୁ ଜନତା ଦଳ ଭାରତ ର ଏକ top class ର ଆଂଚଳିକ ଦଳ। ଏହାର ବିକଳ୍ପ ନାହିଁ।

  • @saraswatisahoo5171
    @saraswatisahoo5171 Місяць тому +2

    ବିଜେପି ସରକାର ଯେତେ ଶୀଘ୍ର ଭାଂଗିବ ସେତେ ଭଲ ହେବ

  • @surendranathrath504
    @surendranathrath504 Місяць тому

    ସତରେ ଏଭଳି ସଠିକ୍ ରାଜନୈତିକ ବିଶ୍ଳେଷଣ ସମାଜ ମଙ୍ଗଳ କାରୀ, ବିଶ୍ବ ପ୍ରସିଦ୍ଧ ଗଣତନ୍ତ୍ର ର ସୁରକ୍ଷା କବଚ ଗଣମାଧ୍ୟମ ର ସୁଯୋଗ୍ୟ ସାମ୍ବାଦିକ ଯେଉଁ ରାଜ୍ୟରେ ଥିବେ,ସେ ରାଜ୍ୟ ବିନାଶ ପାଇଁ ଆଉ କାହାର ଆବଶ୍ୟକତା ନାହିଁ।

  • @s.mohapatra-i1k
    @s.mohapatra-i1k Місяць тому +7

    2024 ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ ବାହାରି ଥିଲା (ମୁଁ ମୁଖ୍ୟମନ୍ତ୍ରୀ ହେଲେ କେମିତି ହୁଅନ୍ତା)ସେହି ପୋଷ୍ଟ ଅପଲୋଡ଼ କରୁ ଥିବା ଅପରେଟର୍ ମାନେ ଏହି ଅପେରା ବିହାରୀ ର ଦିନ ମଜୁରିଆ ଥିଲେ ଦିନ ରାତି ଅପେରା ର ଫୋଟୋ ଦେଇ ପୋଷ୍ଟ କରୁ ଥିଲେ

  • @saratranjanbehera6661
    @saratranjanbehera6661 Місяць тому +3

    କେଦାର ବାବୁ 🙏
    ସବୁ ନାଟ ର ଗୁରୁ ହେଉଛି ସେଇ ଧର୍ମେନ୍ଦ୍ର ପ୍ରଧାନ... ସେ କାହାର ପ୍ରଶଂସା ସହି ପାରିବ ନାହିଁ... ତେଣୁ ସମସ୍ତ ଙ୍କର ପକ୍ଷ ଛେଦନ ମୂଳ ନାୟକ ଧର୍ମେନ୍ଦ୍ର.. ଯିଏ ଓଡ଼ିଶାର ବିଜେପି ପତନ ର ନିଶ୍ଚୟ କାରଣ ହେବ

  • @dhananjaysahoo4579
    @dhananjaysahoo4579 Місяць тому +2

    Actually ବିଜେପି ଓଡ଼ିଆ ଅସ୍ମିତା କାହିଁକି ଶାସନ କୁ ଆସିଛି,ଅପରାଜିତା ଙ୍କୁ ଯଦି ଆଗରେ ରଖିଥାନ୍ତା,ତାହାଲେ ବିଜେଡି କଣ ଓଡ଼ିଆ ଅସ୍ମିତା ର ପ୍ରଶ୍ନ ଉଠେଇ ନ ଥାଆନ୍ତା କି?

  • @rakeshkumarpradhan9171
    @rakeshkumarpradhan9171 Місяць тому +8

    ନ ଆସିଲେ ଭଲ BJD କୁ

  • @ajayaonlinevideo
    @ajayaonlinevideo Місяць тому

    Bahut badhia upasthaapana sir..welcome

  • @BishwanathSethiBishwa
    @BishwanathSethiBishwa Місяць тому +7

    ଗାଈ ମାରିଲେ ମଲେ ଗାଈକୁ ମାରିଲେ ବି ମଲେ ଏଭଳି ପାରିସ୍ଥିତିରେ ଅଛନ୍ତି ।

  • @SoumyaranjanPandey-do8ke
    @SoumyaranjanPandey-do8ke Місяць тому +6

    Very well explained ❤❤❤❤🙏🙏👌

  • @sanjuktamohanty9668
    @sanjuktamohanty9668 Місяць тому +4

    Thank you so much for your right information 😊 ☺️ 🙏

  • @TapaswiniAcharya-j3e
    @TapaswiniAcharya-j3e Місяць тому +3

    Jay jaganath

  • @debasishmohapatra3355
    @debasishmohapatra3355 Місяць тому +4

    Point to point talk...Very well presented ❤

  • @dusmant139
    @dusmant139 Місяць тому +2

    brave journalism....

  • @subashbaraj
    @subashbaraj 25 днів тому

    Can't believe sir, Not possible at all, Thanks,,

  • @SMILAN_143
    @SMILAN_143 Місяць тому +3

    Dhanyabad sir ❤❤❤❤

  • @saratlenka-qo6zu
    @saratlenka-qo6zu Місяць тому +3

    You are Right sir

  • @balaramsuna6451
    @balaramsuna6451 Місяць тому +2

    Val heba next CM

  • @pravashmishra1178
    @pravashmishra1178 Місяць тому +1

    ଅସମ୍ଭବ @ ବିଜେପି ଆ ନିଯେ ନିଜେ ସୃଷ୍ଟି କରିବା ରେ ଲାଗିଛନ୍ତି ଏ ଗୁଜବ @ ଗୋଷ୍ଠି ସମସ୍ୟା ଆରମ୍ଭ ହୋଇ ସାରିଲାଣି 😂😂😂

  • @khirodmohanty3629
    @khirodmohanty3629 Місяць тому

    Brother , BJD should not be welcome to Aparajita.

  • @saismita993
    @saismita993 Місяць тому +1

    Why do bjd will accept Aparajita

  • @SanatanchattarChattar
    @SanatanchattarChattar Місяць тому

    ହା,,,ହା,,,ହା,,କିଛି ପାଗଳ ମିଡ଼ିଆ ବାଲା ପ୍ରଚାର କରିଥିବ

  • @pramodbehera6350
    @pramodbehera6350 Місяць тому +1

    Bhai pura fake..BJD will not accept Aparajita khali aprajita ra chamcha nka eta gote plan..khali power pai ba pai...best analysis by you..jai NAVEEN sir 🙏💐🙏

  • @sanjibkumardash8966
    @sanjibkumardash8966 Місяць тому

    Aparajita was required to attack BJD as the intelligent people of Bhubaneswar to be influenced. Now the requirement is achieved and the lobby or show of power at Bhubaneswar by the old and loyal are denying leadership of madam. So nothing surprised.

  • @debiprasadmishra2699
    @debiprasadmishra2699 Місяць тому

    ଅପରାଜିତାଙ୍କ ବ୍ଯକ୍ତିତ୍ୱ ଓଡିଶା ରାଜ୍ଯ ବିଜେପି ଦଳରେ ଥିବା ଅନ୍ଯ ସମସ୍ତ ନେତାଙ୍କ ଠାରୁ ବିଶାଳ।
    ରାଜ୍ଯ ର ବିକାଶ ସମ୍ପର୍କ ରେ ତାଙ୍କର ନିଜସ୍ୱ ଦୂରଦ୍ରୁଷ୍ଟି ଅଛି ।
    ସେ ଚଳଚଞ୍ଚଳ,କର୍ମଠ।
    ବିଜେପି ଅପରାଜିତାଙ୍କ ଦକ୍ଷତା କୁ ଅଣଦେଖା କରୁଛି।
    ଅପରାଜିତା ଅସହିଷ୍ଣୁତାର ଶିକାର ହୋଇଛନ୍ତି।
    ସେ ବିଜେପିରେ ବେଶି ଦିନ ସ୍ୱଚ୍ଛନ୍ଦ ରେ ତିଷ୍ଟି ପାରିବେନି।
    ( ଐର ଖାରବେଳ ସ୍ୱାଇଁ ପରି ବ୍ଯକ୍ତି ବୁଜେପିରେ ଅପାଂକ୍ତେୟ ହୋଇଗଲେ।)
    ମାତ୍ର ଯିବେ କୁଆଡେ !
    ବିଜେଡି କୁ ନୁହେଁ। ସେ ବିଜେଡି ର ଦ୍ରୁଢ ସମାଲୋଚକ।
    କଂଗ୍ରେସ କୁ ଯିବେ କି ?
    ହୋଇପାରେ ।
    କଂଗ୍ରେସ ରେ ଯୁବ ନେତ୍ରୁତ୍ୱ ଦିଶୁନି। ପ୍ରସାଦ ହରିଚନ୍ଦନ ବହୁ ଦିନରୁ ଚୁପ୍ ହୋଇଗଲେଣି।

  • @diptikantmohapatra9580
    @diptikantmohapatra9580 Місяць тому

    May be

  • @prafullamishra5697
    @prafullamishra5697 Місяць тому

    Ias service chhadiki Shrimati Aparajita sarangi Rajaniti ku aau bjp ku jiba seita tanka ra gote Jaghanya aparadha ate Aparajita sarangi nka ra sabu pratisthata nast hei sarilani bjp ku jaiki

  • @Odisha_News_Live
    @Odisha_News_Live Місяць тому

    Hot topic

  • @amarendramalla681
    @amarendramalla681 Місяць тому

    ଅପରାଜିତା Madam ଙ୍କ ଠାରୁ ଚାଲାକ୍ କେହି ନାହାନ୍ତି। ED ଓ CBI ର ଭୟ ତାଙ୍କୁ ବିଶେଷ ଭାବରେ ଜଣା ଥିବ। IAS ଥିଲେ ପରା। ତେଣୁ ପ୍ରଶ୍ନ ଉଠୁନି । ଆକଳନ ପୁରା ମିଥ୍ୟା। ଦିଲ୍ଲୀ ଦରବାର ପ୍ରତି ତାଙ୍କର ଶ୍ରଦ୍ଧା, ଭକ୍ତି ଓ ସମ୍ମାନ ଅତ୍ୟନ୍ତ ସ୍ପଷ୍ଟ। ଓଡିଶା ରେ ସେ ନଣନ୍ଦ, ଶାଶୁ, ଶଶୁର, ଦିଅର ମାନଂକ ପ୍ରତି ଯେମିତି ନ୍ୟାୟ କରିବା କଥା ଠିକ୍ କରନ୍ତି। ଖାତିର କରନ୍ତି ନାହିଁ କହିବାକୁ ଗଲେ।

  • @aiswaryamohapatra.6710
    @aiswaryamohapatra.6710 Місяць тому +1

    Sir ,mu science student, English pg, science teacher kintu apanakara video dekhi dekhi rajaniti re kichi kichi sikhigalini just like ant.

  • @yogeswarpradhan2689
    @yogeswarpradhan2689 Місяць тому

    Soumya Ranjan ppattnaikku anithila Kan kala BJD.... Konathesa....

  • @sayanodisha9650
    @sayanodisha9650 Місяць тому

    Her robust and arrogant attitude is a big impediment. She may be a good administrator but politics is a different game.

  • @HemantaDas-v2y
    @HemantaDas-v2y Місяць тому

    Very intelligent person aparajita mam🎉

  • @MuralidharMulia
    @MuralidharMulia Місяць тому

    ଏଗୁଡ଼ିକ ଉଡା କଥା।

  • @Raudysha5714
    @Raudysha5714 Місяць тому +1

    You are Just like Ravish kumar

  • @TrilochanPanda-f8y
    @TrilochanPanda-f8y Місяць тому

    Right

  • @debasisacharya8954
    @debasisacharya8954 Місяць тому +1

    Better heba.

  • @biranchinarayansarangi9439
    @biranchinarayansarangi9439 Місяць тому

    Sir ଆଜି ବିଜେପି ଅଫିସରୁ ରାଜମହଲ ପର୍ଯ୍ୟନ୍ତ ପ୍ରାୟ ନେତାମାଙ୍କର ଫୋଟୋ ଦେଖିବାପାଇଁ ମିଳୁଛି ମାତ୍ର ଅପରାଜିତା mam ଙ୍କର ନାହିଁ , ଏହାର କାରଣ କଣ ହେଇପାରେ sir ? ଲୋକଙ୍କ ଠୁ ଦୂରେଇବା ପାଇଁ ନା ଦଳଠାରୁ ଦୂରେଇବା ପାଇଁ ? ଜଣେ ସୁସାମ୍ବାଦିକ ଭାବେ ଆପଣଙ୍କ ମତାମତ ରଖିବେ sir !

  • @indumatirath9573
    @indumatirath9573 Місяць тому

    Aparajita is now in. highest offer But not to touch Mohan Majhi ln. which. way n how far. she. Is. deceived😅

  • @rashmiranjankabirashmiranj8279
    @rashmiranjankabirashmiranj8279 Місяць тому

    Right sir

  • @subashbaraj
    @subashbaraj Місяць тому

    Is it true?

  • @technogeek8006
    @technogeek8006 Місяць тому

    Non odia behare

  • @smaranikachannel3390
    @smaranikachannel3390 Місяць тому

    Right 👍

  • @soniabpriya239
    @soniabpriya239 Місяць тому

    Sata ..katha kahichanty.......

  • @RASMIRANJANDASA
    @RASMIRANJANDASA Місяць тому

    Na asiba ta bhalla..

  • @iftekharalli2977
    @iftekharalli2977 Місяць тому +1

    After Maharashtra election.aparajita join bjd

  • @pravatnag8992
    @pravatnag8992 Місяць тому

    Satha katha ki just rumour

  • @lifeismiracle9678
    @lifeismiracle9678 Місяць тому

    Except Naveen Patnaik.....no one can.

  • @PanchananParida-ot8cx
    @PanchananParida-ot8cx Місяць тому

    Dear sir Doubt about.

  • @mamatamaharana1784
    @mamatamaharana1784 Місяць тому

    Aparajita madam nije kahu thile se conservative area ru asi chhanti , IAS officer heba kete muskil thila tanka pai , service chhadai Rajniti re nautanki karu chhanti .

  • @nayakchandra1083
    @nayakchandra1083 Місяць тому

    Perfect katha kahile😅😅 Aparajita Michua Party chads and join BJD , after CM Naveen u will be the super power

  • @kalpatarusahoo8707
    @kalpatarusahoo8707 Місяць тому

    It's the begining of the bjp decimation in odisha.it never comes once again in 25 years.same like congress
    .the way Modi has been advised to the state it's not working..putting rubber stamp in each state does not help

  • @chitta127
    @chitta127 Місяць тому

    Thanks

  • @duryodhanmahanta5728
    @duryodhanmahanta5728 Місяць тому

    ପାଣ୍ଡିଆନ ତେବେ ବିଜେପି କୁ ଯିବେ । ଗୋଟେ ଦଳରେ ଦୁଇଟି ମୁରବି କେମିତି ରହିବେ ?

  • @DilipKumarNayak-d9j
    @DilipKumarNayak-d9j Місяць тому

    Bihari budhi lagauchi aparajita

  • @saismita993
    @saismita993 Місяць тому

    Kedar babu your explanation is meticulous

  • @bijaysahoo9
    @bijaysahoo9 Місяць тому

    Jadi bjd. Ku. Aparajita. Jaanti apatajitankara. Politics lose heba

  • @SantoshKumar-ke2gx
    @SantoshKumar-ke2gx Місяць тому

    Sir make an issue of these events as on Iron pot the Mahaprassad is preparing at Shree Jagannath Mandir, Puri, 2- It was declared by the GST officials that 87 kg Gold and 200 kg Silver was siezed at Biju Patnaik airport and now the government is declaring 30 kg Gold was siezed, So in this connection another 57 kg Gold is where? Wheather due sun shines it was contrasted? What's this?

  • @babulalmeher5092
    @babulalmeher5092 Місяць тому

    Bekar katha

  • @JibanJiban-ih8mq
    @JibanJiban-ih8mq Місяць тому

    Nirlaja katha

  • @debiprasadmishra2699
    @debiprasadmishra2699 Місяць тому +4

    ପୂରା ଗୁଲି ଗପ।ଅପରାଜୀତା ବିଜେଡିକୁ ଆସୁନାହାନ୍ତି/ଅସିବେନାହିଁ। ଯଦି କେବେ ଆସିବେ,ବିଜେଡିକୁ ଭିତରୁ ଖୋଳ କରିଦେବେ ଓ କିଛି ସମର୍ଥକଙ୍କୁ ଧରି ନିଜ ଆଞ୍ଚଳିକ ଦଳ ଗଢିବେ।
    ସେ ସମର୍ଥା।
    ପ୍ରଧାନମନ୍ତ୍ରୀ ଅପରାଜୀତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଗ୍ରହଣ କରନ୍ତୁ।

  • @debabratasahoo6771
    @debabratasahoo6771 Місяць тому

    Majhi ra control nahi Odisha BJP party upare

  • @pintusahoo-informative
    @pintusahoo-informative Місяць тому

    ଆରେ ଭାଇ ସାମିଲ କରାହଉନି ନୁହେଁ.....ତାଙ୍କୁ invite ହେଇଚି ହେଲେ ସେ bzy ଅଛନ୍ତି,ଆପଣ tension ନିଅନ୍ତୁ ନାହିଁ

  • @aurobindajena6487
    @aurobindajena6487 Місяць тому +2

    Thanks

  • @smaranikachannel3390
    @smaranikachannel3390 Місяць тому +1

    Right sir

  • @ritamohanty7586
    @ritamohanty7586 Місяць тому

    Right

  • @bibhuprasadnanda6922
    @bibhuprasadnanda6922 Місяць тому +1

    Right

  • @zinstorm7430
    @zinstorm7430 Місяць тому

    Right sir