Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଏ ସମସ୍ତ ଗପ ମୁଁ ବହୁ ବର୍ଷ ପୂର୍ବ ରୁ ଶୁଣିଛି। ବହୁ ବର୍ଷ ସଦଗୁରୁ ଆଶ୍ରୟ ରେ ସଂସାର ଛାଡ଼ି ଗୁରୁକୁଳ ରେ ରହି ଗୁରୁ ବାକ୍ୟ ପାଳନ କରି , ମୁ ଅନୁଭବ କଲି ଗୁରୁଗୃହ କୁ ଗଲା ବେଳେ ମୁ ହାଲୁକା ହୋଇ ଯାଇ ଥିଲି ,ଫେରିବି ନାହିଁ ବୋଲି ଭାବି ଥିଲି କିନ୍ତୁ ପୁଣି ସମାଜ କୁ ଫେରିଲି ଓଜନିଆ ହୋଇ। ଗୁରୁବ।ଖ୍ୟ ପାଳନ ରେ ଜ୍ଞାନ ଓ ଅନୁଭୂତି ତ ବହୁତ୍ ମିଳିଲା କିନ୍ତୁ , ପରିଣାମ ସ୍ବରୂପ ରୋଗ, ଶତ୍ରୁ ସମସ୍ୟା ଆର୍ଜିଲି କଠୋରତା ସହକାରେ ବାକ୍ୟ ପାଳନ ରେ। ହେଉ ମାନେ ଦେଖଣିଆ ଭାବେ ଗୁରୁ ଙ୍କ ବାକ୍ୟ ପାଳନ କରୁ ଥିଲେ ,ଅନେକ ଦୋଷ ଇଚ୍ଛା କୃତ ଭାବେ କରୁଥିଲେ ସେମାନେ ସର୍ବତ୍ର ଜୟ ଏବଂ ଭଲରେ ରହିଲେ। ମୁଁ ଆଜ୍ଞା ପାଳନ କରି ଅନାବଶ୍ୟକ ରୋଗ, ଶତ୍ରୁ ଓ ସମସ୍ୟା ଅର୍ଜିଲି।ତେଣୁ ମୋର କହିବା କଥା ଗପ ଶୁଣିବାକୁ ଭଲ ଲାଗେ ମାତ୍ର କେତେଜଣ ଭୂମି ଉପରେ କରିଛନ୍ତି। ଆଜି ଦିନରେ ଯାହାଙ୍କୁ ବ୍ରହ୍ମା, ବିଷ୍ଣୁ , ଗଣେଶ, ଲକ୍ଷ୍ମୀ ଆଦି ଦେବତା ଓ ଦେବୀ କୁହା ଯାଇ ,ସେମାନଙ୍କ ବାସ୍ତବ ସ୍ୱରୂପ ମୁ ଅନୁଭବ କରି ସାରିଛି। ଏମାନେ କେହି ଧର୍ମ ର ରକ୍ଷକ ନୁହନ୍ତି, ଏ ସମସ୍ତେ ପ୍ରଚ୍ଛଦ ପଟ୍ଟ ରେ ପାପ ଓ ପାପି ଙ୍କୁ ସୁରକ୍ଷା ଦିଅନ୍ତି, ସହଯୋଗ କରନ୍ତୁ, ଯେ ସତ୍ ପଥ ଅନୁସରଣ କରି ତାକୁ ପାଦେ ପଡେ କଷ୍ଟ ଯନ୍ତ୍ରଣା ଦିଅନ୍ତି, ଧର୍ମ କୁ ରକ୍ଷା କରନ୍ତି ନାହିଁ ମୋର କଷ୍ଟ ଲଭ୍ ଅନୁଭବ ସତ୍ କର୍ମ କର ନିଜ ଜୀବନ ର ଡୋରି ନିଜ ହାତରେ ରଖ, ଏ ଘୋର କଲି ରେ କେହି ଭଗବାନ ତ ଛାଡ ଯୋଉ ମାନଙ୍କ ତୁମେ ବହୁତ୍ ସେବା ସାହୋଜୋଗ କରି ଥିବ ସେ ବି ତୁମ ବିପଦ ରେ ସାହାଯ୍ୟ କରିବେ ନାହିଁ। ମୁଁ ଗୁରୁ ଓ ଈଶ୍ୱର ଙ୍କୁ ବହୁ ବର୍ଷ ଗୃହ ଛାଡ଼ି, ତିଳ ତିଳ ଜାଲି ବି କୋଉ ଈଶ୍ୱର ମୋତେ ଉଧାର କରିବାକୁ ଆସି ନାହାନ୍ତି, ଯଦିଓ କଥା ତା ଥିଲା। ଏ ଘୋର କଲି ରେ ଏ ଏକ ମୂର୍ଖାମି। କେବଳ ମୋ ନିଜ କଥା ନୁହେଁ, ମୋ ଦେଖିବାରେ ଯେଉଁ ମାନେ ସତ୍ ପଥ ରେ ଚାଲିଛନ୍ତି ସେମାନଙ୍କୁ କଷ୍ଟ ଯନ୍ତ୍ରଣା, ମିଥ୍ୟା ନିନ୍ଦା ଅପବାଦ ଦଣ୍ଡ ମିଳିଛି। ଯେଉଁମାନେ ଚୋରି, ନାରୀ , ଦାରି କରିଛନ୍ତି ସେମାନଙ୍କୁ ପୁରସ୍କାର,ଧନ, ଜନ ଗୋପ ଲକ୍ଷ୍ମୀ ପ୍ରୋତ୍ସାହନ,ନାମ ପ୍ରଶନସା ମିଳିଛି।ତେଣୁ ଯେଉଁ ମଣିଷ ମାନେ ସରଳ ବିଶ୍ୱାସୀ, ଈଶ୍ୱର ବିଶେଷ କରି ବ୍ରହ୍ମା, ବିଷ୍ଣୁ, ଗଣେଶ , ଲକ୍ଷ୍ମୀ , ଶନି ଆଦି ଙ୍କୁ ମାନନ୍ତି ସାବଧାନ ଠକି ଯିବ। ତେଣିକି ନିଜ ନିଜ ଜୀବନ ନିଜ ହାତରେ ପରୀକ୍ଷା କରି ଦେଖି ପାରନ୍ତି। ସେତେବେଳକୁ ଆଉ କିଛି ନଥିବ।
ବେକାର କଥା, ଗୁରୁ ତୁମକୁ ଗୀତାର ଦିତୀୟ ଅଧ୍ୟାୟଟି ପଢ଼ାଇ ନାହାନ୍ତି ।
ହୃଦୟରୁ ବହୁତ ବହୁତ ଅନ୍ୟବାଦ ସାର🙏❤️
ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣକମଳରେ ସତ କୋଟି ପ୍ରଣାମ ମଣିମା।
ଭଗବାନ ବିଷ୍ଣୁଙ୍କର ଭାବ ରେ ଭକ୍ତି ରେ ପୂରା ହଜିଯାଏ ।ଦୁଇ ଝିଅକୂଂ ବି ମୋରି ସଂସ୍କାର ରେ ଅନୁପ୍ରାଣିତ କଲି ।ସେମାନଙ୍କର ପ୍ରକୃତି ବି ମୋ ପରି ହେଲା ।କିନ୍ତୁ....
Sir !! ମୁଁ ଏତେ "ଭିତିରି କଥା "ଆପଣ ଙ୍କର ଶୁଣିଛି, ପ୍ରାରବ୍ଧ କଥା ଟି ବେଶ ମନକୁ ଶତ ପ୍ରତିଶତ ଛୁଇଁଛି. ପୁରା ଆଧ୍ୟାତ୍ମିକ. 👌👌ଏବଂ କହିଲା ବେଳେ ଆପଣ କାନ୍ଦି ପକାଇଲେ. ଏମିତି କହୁଥାନ୍ତୁ 🙏
ଖୁବ ସୁନ୍ଦର ଭାବେ ପ୍ରାରବ୍ଧ କଥା କହିଲେ, ଅତି ଉପାଦେୟ କଥା, ଖୁବ ଭଲ ଲାଗିଲା
ଆଜ୍ଞା ନମସ୍କାର. ଏହିଭଳି ଦିବ୍ୟ ବାଣୀ କୁ ପଥ ଗାମୀ ମଣିଷ ସମାଜ କୁ ଦେଉ ଥାଆନ୍ତୁ. 🙏
ବହୁତ୍ ସୁନ୍ଦର୍ ଏଇ ଭାଗବତ ଓ ଗୀତା ବାଣୀ । ଯେତେ ଶୁଣିଲେ ସେତେ ଭଲ ଲାଗୁଛି । ଆପଣଙ୍କୁ ପ୍ରଣାମ ।🙏🏻🙏🏻🙏🏻🙏🏻🙏🏻
ଜୟ ଜଗନ୍ନାଥ।ମହାରାଜ , ଆପଣଙ୍କ ର ଏ ବାଣୀ ମନକୁ ବୁଝାଇବାକୁ। ହେଲେ ଏବେ ପରା ସେ ବଧିର ହୋଇ ଯାଇଛନ୍ତି।
ସାର ଆପଣଙ୍କୁ ମୋର ପ୍ରଣାମ
😭 ଧନ୍ୟ ଧନ୍ୟ ପ୍ରଭୁ ହେ ଇଶ୍ଵର ଜଗତ୍ ପିତା ମାତା 🙏 ମୋ'ର ସତରେ ତମଠୁ ବଡ ଦୟାନନ୍ଦ ଆଉ ଏ ସୃଷ୍ଟି ରେ କେହି ନାହାନ୍ତି 😭 ମୋ'ର ବି ସବୁ ଭୁଲ୍ କୁ ଖ୍ୟମା ଦେଈ ଦିଅ 😭🙏 ହୃଦୟ ରୁ ମୁ ଅନୁତାପ କରୁଛି.... ପ୍ରଭୁ ଟିକିଏ ତ ଦୟାକରି ନିଅ ଏ ଅଭାଗିନୀ ଝିଅ ଟା କୁ
ପ୍ରଣାମ,ଅମୂଲ ମୂଲ୍ୟ ବାଣୀ ।
@@satyapriyasamal9576 🙏
Proud of you bapa.
ସାର୍ ଆପଣଙ୍କୁ ପ୍ରଣାମ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏
ହେ ମାହାତ୍ମ୍ୟା ମୁଁ ପ୍ରତିଦିନ ଗୀତା ଓ ଭାଗବତ ପଢେ ।ନାମ ସଂକୀର୍ତ୍ତନ କରେ ।ଅତ୍ୟନ୍ତ ଗଭୀର ପ୍ରେମ ଓ ଭକ୍ତି ର ସହିତ ।ଏମିତି ଭାବ ରେ କରେ ଯେ ରୋମ ଟାକୁଂରୁ ଥିବ ଧାର ଧାର ଲୁହ ଗଡୁଥିବ
❤
Super❤️❤️
❤❤
@@Dipendra9999qqqqqqqqqqq
ଆପଣଙ୍କ ମୁକ୍ତିଲାଭ ସୁନିଶ୍ଚିତ
ହେ ଦିବ୍ୟଆତ୍ମନ ଆପଣଙ୍କୁ କୋଟି ପ୍ରଣାମ
Hmm.. Angya mo jiban re emiti heichi.. Apank katha akshya re akshya re sata..Jagannath nku daki Sadguru nk krupa paili..aau prarabdha ru mukuli paruchi.. 🙏🙏🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏
ଆପଣଙ୍କୁ କୋଟି ପ୍ରଣାମ 🙏
ଜୟ ଜଗନ୍ନାଥ ସାର୍ ! ଅତି ଅମୂଲ୍ୟ, ଦୁର୍ଲଭ କଥା ବସ୍ତୁ ଟିଏ ଉପସ୍ଥାପନା କରି ଆପଣ ଜନତା ଜନାର୍ଦ୍ଦନ ଙ୍କ ର ଯେଉଁ ସଂଶୟ ଦୂର କରି କଲ୍ୟାଣ ର ପଥ ସୁଗମ କରିଲେ ସେଥିପାଇଁ ଆପଣ ସର୍ବ ଶକ୍ତିମାନ ଭଗଵାନ ଙ୍କ ର କୃପା ଦୃଷ୍ଟି ରେ ରହିଗଲେ ! ଆପଣ ଙ୍କୁ କଳା ସାଆନ୍ତେ ଶଙ୍ଖ ରେ ପୁରେଇ ଘଣ୍ଟ ରେ ଘୋଡେ଼ଇ ଚକ୍ର ଆଢ଼ୁଆଳରେ ରଖିବେ ଏହା ମୋର ଅତୁଟ ବିଶ୍ୱାସ ! ସେ ଆପଣଙ୍କୁ ଦୀର୍ଘଜୀବି କରନ୍ତୁ ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଏଥିପାଇଁ ଆପଣଙ୍କୁ ଧନ୍ୟବାଦ୍ ଏହା ଅତ୍ୟନ୍ତ ଗ୍ରହଣୀୟ ବିଷୟବସ୍ତୁ ।
ଯୀଶୁ ଖ୍ରୀଷ୍ଟ ଙ୍କ କଥା କେଉଁ ଶାସ୍ତ୍ର ରେ ଅଛି, ଯୀଶୁ ଖ୍ରୀଷ୍ଟ ଥିଲେ ବୋଲି ପ୍ରମାଣ କଣ ? ସେ ଗୋଲ ପୃଥିବୀ ର ଲୋକ ନା ଚେପଟା ପୃଥିବୀର ଲୋକ । ତାଙ୍କଠୁ ଦିବ୍ଯଦୃଷ୍ଟି ପାଇଥିବା ଲୋକମାନେ ଗାଲିଲିଓ ଙ୍କୁ ମାରିଦେଲେ କାହିଁକି।ଯାହାର ଶିକ୍ଷା ଗାଲିଲିଓଙ୍କ ପରି କେତେ ସତ୍ୟବାଦୀ ଲୋକଙ୍କ ଜୀବନକୁ ଅନ୍ଧାର ଭିତରକୁ ଠେଲି ଦେଇଛି , ସେ ପୁଣି ଜଣେ ଶରଣାପନ୍ନ ଲୋକଙ୍କୁ ଆଖି ଦେଇଦେଲେ ଏକଥାଟା ସତ କି ମିଛବୁଝି ହେଉନି । ମିଶ୍ର ନନା , ବିଜ୍ଞାନ ସାଙ୍ଗରେ ଟିକେ ଅଜ୍ଞାନ ମିଶ୍ରଣ ଅଛି କି ? ଦିହକୁ କଥାଟା ଟାଣିବେନି 🙏
Bhai Joy Guru. Very Very useful Jajan
ବହୁତ ସୁନ୍ଦର ନୀତି ବାଣୀ' ଆପଣଙ୍କୁ ମୋର କୋଟି ପ୍ରଣାମ ।
ଜୟ ଜଗନ୍ନାଥ🙏🙏ବହୁତ ସୁନ୍ଦର କଥା ଆଜ୍ଞା🙏 ମହାପ୍ରଭୁଙ୍କ ଦୟା ହେଲେ ସଦ୍ ଗୁରୁ ଙ୍କ ମାର୍ଗ ଦର୍ଶନ ମିଳିଲେ ହୋଇ ପାରିବ।
Jai jagannath swami nayanapathagami bhabatume🎉
Bohut bohut dhanybad ete Sundar katha kahithibaru🙏
ହରେ କୃଷ୍ଣ
Shree jayajagannath🙏🙏🙏
ବହୁତ ଭଲ ଭାବରେ ବୁଜେଇ ଛନ୍ତି
Ati sunder o shiksyaniya alochona, ases2 dhanyabad namaskar ji 🙏🙏
👌🙏 ହରିବୋଲ 🙌👏👍👍👍
Sir...jai shree ram...very very good ....advice...
ଜୟ ଜଗନ୍ନାଥ ସାର୍। ବହୁତ ସୁନ୍ଦର କଥା ଉପସ୍ଥାପନା କଲେ।
Ati sunder katha kahile 🙏🙏🙏🙏😭😭
Jay Jagannath Jay Jagannath mahaprabhu koti koti pranam 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
❤ ବହୁତ୍ ବହୁତ୍ ହୃଦୟ ବିଦାରକ ଉପସ୍ଥାପନା,,,
ହୃଦୟରୁ ନମସ୍କାର | ଆଜିକା ସମାଜକୁ ଉତ୍ତମ ବାର୍ତ୍ତା |
ସୁନ୍ଦର ବ୍ଯାଖା
Joy jagarnath radhe radhe koti koti pranam ATI sunder katha
Pranam 🙏
ହୃଦୟରୁ ପ୍ରଣାମ
Hariom prabhuji Jay jagannath Jay gurudev
Ati Sundar !! 👌👌 Pranam Angya 🙏🙏
କି ସୁନ୍ଦର କଥା 🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଆପଣଙ୍କର ଏ ପ୍ରାରବ୍ଧ କଥା ପୂରା ଅନ୍ତରକୁ ଛୁଇଁ ଯାଉଛି 🙏ବୁଝିବା ଲୋକ ନିଶ୍ଚିତ ମୁକ୍ତି ପାଇବ🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ହଁ ମହାତ୍ମା ସେ ଝିଅ ର ଜନ୍ମ ପୁଣି ପୁନିମା ଦିନ ଓ ଭାଗବତ ଜନ୍ମ ଦିନ ହୋଇଥିଲା ।
Pranam Jaya jagannath Bahuta sundar katha
Jay shree jagannath 🙏❤️ bht sundar katha apana kahuchanti mahatmya🙏 bht bht anada laguchi sunni Kiri✨.
🙏🙏🌹ପ୍ରଣାମ. ଜୟଜଗନ୍ନାଥ
So nice of you sir.
Jay Jagannath Mahaprabhu 🙏❤️🙏
Dhanyabaad. Sir. Aapananka. Vidio ti bahuta sundara thila. Samasta ka pain. Aaloka sadrusa.
Bahut sunder apank udaharan bhitik prabdha karmaru muktipaiba marga
Bohot val katha kahile sir
Pranamami .
JayaGuru...🙏
Omm Hariomm tatsat hela jibanara Sara.
Sir Jay Jagannath💖🙏🏻💖
ati sundar katha kahile 👌
Thank you so much sir for your video
Jai Jagannath 🙏🏼
Many many thanks for presenting this topic. Thanks.
Hari om,Jai Jagannath swami 🙏🙏🙏pranam guru bhai🙏bahutt he sunder katha amaku sunaeley,sethipai ....Thankyou very much 🙏❤
ଜୟ ଶ୍ରୀ ରାମ ପ୍ରଣାମ ପ୍ରଭୁ
🙏🙏🙏sir .bahut sundar ..jay jagannath
Pranam. Pranam. Pranam.
Ati.sundra.bisya.jay.jagnath
Apan thik kahichhanti agyan
ନମସ୍ତେ 🙏🙏🙏ବହୁତ ଭଲ ଲାଗିଲା
ହରି ଓଁ ତତ ସତ 🚩🙏
Bahut sundar bhakti purna baktabya. Hrudaya ru pranama.
Naman
Thanks sir namaskar
😊🙏❤️🙏ଜୟ ସଚ୍ଚିଦାନନ୍ଦ
SirBahutBadhiaKatbaApanaKahichhanti❤❤
Om sai ram Krishna Hari Jay jagannath swami Jay jagadisa hare 🙏👣💝🙏🚩🙏...
Pranaam sir 🎉🌹🌹🌷🙏
This is the beautiful topic.Thank you sir.
Ati sundar❤
Jay ĵagannatha pranam sir
🙏 Excellent Sir👌 thank you soomuch ever and forever 💞 Jay Jagannath 💓🙏💓
Sir pranaam. You have given valuable advice to us. Sir, please make this type of videos which gives light to change the thought of the atheist. 🙏🙏🙏❤❤❤
Thanks for very nice sweet self inspiring satsang gyan. OM.
Pranam sir
pranam sir
Jaya sree rama
Jay Jagannath sir 🙏
Pranam
Thank you bhai, your advice is very heart touching, because God allways be with you.Thank you once again .Lot of people they know a lot
Thanks sir 🙏🏽
Ati sundar katha.
NAMASKAR🙏🙏Dhanywad
Namaskar DHANYWAD
🙏
Jay jagannath swami nayan patha gami bhaba tumhe.
Valuable advice
Thanks.
ପ୍ରଣାମ
ସାରେ ଆପଣ ଙ୍କୁ କୋଟି ପ୍ରଣାମ ଆପଣ ଙ୍କର ପ୍ରାରବ୍ଧ କର୍ମ ର ଫଳର ମୁକ ଶାଖୀ ମୁଁ
ଜୟ ଜଗନ୍ନାଥ 🙏🙏🙏
⭕❗⭕ ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ 🙏🙏🙏🙏
ଏ ସମସ୍ତ ଗପ ମୁଁ ବହୁ ବର୍ଷ ପୂର୍ବ ରୁ ଶୁଣିଛି। ବହୁ ବର୍ଷ ସଦଗୁରୁ ଆଶ୍ରୟ ରେ ସଂସାର ଛାଡ଼ି ଗୁରୁକୁଳ ରେ ରହି ଗୁରୁ ବାକ୍ୟ ପାଳନ କରି , ମୁ ଅନୁଭବ କଲି ଗୁରୁଗୃହ କୁ ଗଲା ବେଳେ ମୁ ହାଲୁକା ହୋଇ ଯାଇ ଥିଲି ,ଫେରିବି ନାହିଁ ବୋଲି ଭାବି ଥିଲି କିନ୍ତୁ ପୁଣି ସମାଜ କୁ ଫେରିଲି ଓଜନିଆ ହୋଇ। ଗୁରୁବ।ଖ୍ୟ ପାଳନ ରେ ଜ୍ଞାନ ଓ ଅନୁଭୂତି ତ ବହୁତ୍ ମିଳିଲା କିନ୍ତୁ , ପରିଣାମ ସ୍ବରୂପ ରୋଗ, ଶତ୍ରୁ ସମସ୍ୟା ଆର୍ଜିଲି କଠୋରତା ସହକାରେ ବାକ୍ୟ ପାଳନ ରେ। ହେଉ ମାନେ ଦେଖଣିଆ ଭାବେ ଗୁରୁ ଙ୍କ ବାକ୍ୟ ପାଳନ କରୁ ଥିଲେ ,ଅନେକ ଦୋଷ ଇଚ୍ଛା କୃତ ଭାବେ କରୁଥିଲେ ସେମାନେ ସର୍ବତ୍ର ଜୟ ଏବଂ ଭଲରେ ରହିଲେ। ମୁଁ ଆଜ୍ଞା ପାଳନ କରି ଅନାବଶ୍ୟକ ରୋଗ, ଶତ୍ରୁ ଓ ସମସ୍ୟା ଅର୍ଜିଲି।
ତେଣୁ ମୋର କହିବା କଥା ଗପ ଶୁଣିବାକୁ ଭଲ ଲାଗେ ମାତ୍ର କେତେଜଣ ଭୂମି ଉପରେ କରିଛନ୍ତି। ଆଜି ଦିନରେ ଯାହାଙ୍କୁ ବ୍ରହ୍ମା, ବିଷ୍ଣୁ , ଗଣେଶ, ଲକ୍ଷ୍ମୀ ଆଦି ଦେବତା ଓ ଦେବୀ କୁହା ଯାଇ ,ସେମାନଙ୍କ ବାସ୍ତବ ସ୍ୱରୂପ ମୁ ଅନୁଭବ କରି ସାରିଛି। ଏମାନେ କେହି ଧର୍ମ ର ରକ୍ଷକ ନୁହନ୍ତି, ଏ ସମସ୍ତେ ପ୍ରଚ୍ଛଦ ପଟ୍ଟ ରେ ପାପ ଓ ପାପି ଙ୍କୁ ସୁରକ୍ଷା ଦିଅନ୍ତି, ସହଯୋଗ କରନ୍ତୁ, ଯେ ସତ୍ ପଥ ଅନୁସରଣ କରି ତାକୁ ପାଦେ ପଡେ କଷ୍ଟ ଯନ୍ତ୍ରଣା ଦିଅନ୍ତି, ଧର୍ମ କୁ ରକ୍ଷା କରନ୍ତି ନାହିଁ
ମୋର କଷ୍ଟ ଲଭ୍ ଅନୁଭବ ସତ୍ କର୍ମ କର ନିଜ ଜୀବନ ର ଡୋରି ନିଜ ହାତରେ ରଖ, ଏ ଘୋର କଲି ରେ କେହି ଭଗବାନ ତ ଛାଡ ଯୋଉ ମାନଙ୍କ ତୁମେ ବହୁତ୍ ସେବା ସାହୋଜୋଗ କରି ଥିବ ସେ ବି ତୁମ ବିପଦ ରେ ସାହାଯ୍ୟ କରିବେ ନାହିଁ। ମୁଁ ଗୁରୁ ଓ ଈଶ୍ୱର ଙ୍କୁ ବହୁ ବର୍ଷ ଗୃହ ଛାଡ଼ି, ତିଳ ତିଳ ଜାଲି ବି କୋଉ ଈଶ୍ୱର ମୋତେ ଉଧାର କରିବାକୁ ଆସି ନାହାନ୍ତି, ଯଦିଓ କଥା ତା ଥିଲା। ଏ ଘୋର କଲି ରେ ଏ ଏକ ମୂର୍ଖାମି। କେବଳ ମୋ ନିଜ କଥା ନୁହେଁ, ମୋ ଦେଖିବାରେ ଯେଉଁ ମାନେ ସତ୍ ପଥ ରେ ଚାଲିଛନ୍ତି ସେମାନଙ୍କୁ କଷ୍ଟ ଯନ୍ତ୍ରଣା, ମିଥ୍ୟା ନିନ୍ଦା ଅପବାଦ ଦଣ୍ଡ ମିଳିଛି। ଯେଉଁମାନେ ଚୋରି, ନାରୀ , ଦାରି କରିଛନ୍ତି ସେମାନଙ୍କୁ ପୁରସ୍କାର,ଧନ, ଜନ ଗୋପ ଲକ୍ଷ୍ମୀ ପ୍ରୋତ୍ସାହନ,ନାମ ପ୍ରଶନସା ମିଳିଛି।
ତେଣୁ ଯେଉଁ ମଣିଷ ମାନେ ସରଳ ବିଶ୍ୱାସୀ, ଈଶ୍ୱର ବିଶେଷ କରି ବ୍ରହ୍ମା, ବିଷ୍ଣୁ, ଗଣେଶ , ଲକ୍ଷ୍ମୀ , ଶନି ଆଦି ଙ୍କୁ ମାନନ୍ତି ସାବଧାନ ଠକି ଯିବ। ତେଣିକି ନିଜ ନିଜ ଜୀବନ ନିଜ ହାତରେ ପରୀକ୍ଷା କରି ଦେଖି ପାରନ୍ତି। ସେତେବେଳକୁ ଆଉ କିଛି ନଥିବ।
ବେକାର କଥା, ଗୁରୁ ତୁମକୁ ଗୀତାର ଦିତୀୟ ଅଧ୍ୟାୟଟି ପଢ଼ାଇ ନାହାନ୍ତି ।
ହୃଦୟରୁ ବହୁତ ବହୁତ ଅନ୍ୟବାଦ ସାର🙏❤️
ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣକମଳରେ ସତ କୋଟି ପ୍ରଣାମ ମଣିମା।
ଭଗବାନ ବିଷ୍ଣୁଙ୍କର ଭାବ ରେ ଭକ୍ତି ରେ ପୂରା ହଜିଯାଏ ।ଦୁଇ ଝିଅକୂଂ ବି ମୋରି ସଂସ୍କାର ରେ ଅନୁପ୍ରାଣିତ କଲି ।ସେମାନଙ୍କର ପ୍ରକୃତି ବି ମୋ ପରି ହେଲା ।କିନ୍ତୁ....
Sir !! ମୁଁ ଏତେ "ଭିତିରି କଥା "ଆପଣ ଙ୍କର ଶୁଣିଛି, ପ୍ରାରବ୍ଧ କଥା ଟି ବେଶ ମନକୁ ଶତ ପ୍ରତିଶତ ଛୁଇଁଛି. ପୁରା ଆଧ୍ୟାତ୍ମିକ. 👌👌ଏବଂ କହିଲା ବେଳେ ଆପଣ କାନ୍ଦି ପକାଇଲେ. ଏମିତି କହୁଥାନ୍ତୁ 🙏
ଖୁବ ସୁନ୍ଦର ଭାବେ ପ୍ରାରବ୍ଧ କଥା କହିଲେ, ଅତି ଉପାଦେୟ କଥା, ଖୁବ ଭଲ ଲାଗିଲା
ଆଜ୍ଞା ନମସ୍କାର. ଏହିଭଳି ଦିବ୍ୟ ବାଣୀ କୁ ପଥ ଗାମୀ ମଣିଷ ସମାଜ କୁ ଦେଉ ଥାଆନ୍ତୁ. 🙏
ବହୁତ୍ ସୁନ୍ଦର୍ ଏଇ ଭାଗବତ ଓ ଗୀତା ବାଣୀ । ଯେତେ ଶୁଣିଲେ ସେତେ ଭଲ ଲାଗୁଛି । ଆପଣଙ୍କୁ ପ୍ରଣାମ ।🙏🏻🙏🏻🙏🏻🙏🏻🙏🏻
ଜୟ ଜଗନ୍ନାଥ।ମହାରାଜ , ଆପଣଙ୍କ ର ଏ ବାଣୀ ମନକୁ ବୁଝାଇବାକୁ। ହେଲେ ଏବେ ପରା ସେ ବଧିର ହୋଇ ଯାଇଛନ୍ତି।
ସାର ଆପଣଙ୍କୁ ମୋର ପ୍ରଣାମ
😭 ଧନ୍ୟ ଧନ୍ୟ ପ୍ରଭୁ ହେ ଇଶ୍ଵର ଜଗତ୍ ପିତା ମାତା 🙏 ମୋ'ର ସତରେ ତମଠୁ ବଡ ଦୟାନନ୍ଦ ଆଉ ଏ ସୃଷ୍ଟି ରେ କେହି ନାହାନ୍ତି 😭 ମୋ'ର ବି ସବୁ ଭୁଲ୍ କୁ ଖ୍ୟମା ଦେଈ ଦିଅ 😭🙏 ହୃଦୟ ରୁ ମୁ ଅନୁତାପ କରୁଛି.... ପ୍ରଭୁ ଟିକିଏ ତ ଦୟାକରି ନିଅ ଏ ଅଭାଗିନୀ ଝିଅ ଟା କୁ
ପ୍ରଣାମ,ଅମୂଲ ମୂଲ୍ୟ ବାଣୀ ।
@@satyapriyasamal9576 🙏
Proud of you bapa.
ସାର୍ ଆପଣଙ୍କୁ ପ୍ରଣାମ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏
ହେ ମାହାତ୍ମ୍ୟା ମୁଁ ପ୍ରତିଦିନ ଗୀତା ଓ ଭାଗବତ ପଢେ ।ନାମ ସଂକୀର୍ତ୍ତନ କରେ ।ଅତ୍ୟନ୍ତ ଗଭୀର ପ୍ରେମ ଓ ଭକ୍ତି ର ସହିତ ।ଏମିତି ଭାବ ରେ କରେ ଯେ ରୋମ ଟାକୁଂରୁ ଥିବ ଧାର ଧାର ଲୁହ ଗଡୁଥିବ
❤
Super❤️❤️
❤❤
@@Dipendra9999qqqqqqqqqqq
ଆପଣଙ୍କ ମୁକ୍ତିଲାଭ ସୁନିଶ୍ଚିତ
ହେ ଦିବ୍ୟଆତ୍ମନ ଆପଣଙ୍କୁ କୋଟି ପ୍ରଣାମ
Hmm.. Angya mo jiban re emiti heichi.. Apank katha akshya re akshya re sata..Jagannath nku daki Sadguru nk krupa paili..aau prarabdha ru mukuli paruchi.. 🙏🙏🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏
ଆପଣଙ୍କୁ କୋଟି ପ୍ରଣାମ 🙏
ଜୟ ଜଗନ୍ନାଥ ସାର୍ ! ଅତି ଅମୂଲ୍ୟ, ଦୁର୍ଲଭ କଥା ବସ୍ତୁ ଟିଏ ଉପସ୍ଥାପନା କରି ଆପଣ ଜନତା ଜନାର୍ଦ୍ଦନ ଙ୍କ ର ଯେଉଁ ସଂଶୟ ଦୂର କରି କଲ୍ୟାଣ ର ପଥ ସୁଗମ କରିଲେ ସେଥିପାଇଁ ଆପଣ ସର୍ବ ଶକ୍ତିମାନ ଭଗଵାନ ଙ୍କ ର କୃପା ଦୃଷ୍ଟି ରେ ରହିଗଲେ ! ଆପଣ ଙ୍କୁ କଳା ସାଆନ୍ତେ ଶଙ୍ଖ ରେ ପୁରେଇ ଘଣ୍ଟ ରେ ଘୋଡେ଼ଇ ଚକ୍ର ଆଢ଼ୁଆଳରେ ରଖିବେ ଏହା ମୋର ଅତୁଟ ବିଶ୍ୱାସ ! ସେ ଆପଣଙ୍କୁ ଦୀର୍ଘଜୀବି କରନ୍ତୁ ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଏଥିପାଇଁ ଆପଣଙ୍କୁ ଧନ୍ୟବାଦ୍ ଏହା ଅତ୍ୟନ୍ତ ଗ୍ରହଣୀୟ ବିଷୟବସ୍ତୁ ।
ଯୀଶୁ ଖ୍ରୀଷ୍ଟ ଙ୍କ କଥା କେଉଁ ଶାସ୍ତ୍ର ରେ ଅଛି, ଯୀଶୁ ଖ୍ରୀଷ୍ଟ ଥିଲେ ବୋଲି ପ୍ରମାଣ କଣ ? ସେ ଗୋଲ ପୃଥିବୀ ର ଲୋକ ନା ଚେପଟା ପୃଥିବୀର ଲୋକ । ତାଙ୍କଠୁ ଦିବ୍ଯଦୃଷ୍ଟି ପାଇଥିବା ଲୋକମାନେ ଗାଲିଲିଓ ଙ୍କୁ ମାରିଦେଲେ କାହିଁକି।ଯାହାର ଶିକ୍ଷା ଗାଲିଲିଓଙ୍କ ପରି କେତେ ସତ୍ୟବାଦୀ ଲୋକଙ୍କ ଜୀବନକୁ ଅନ୍ଧାର ଭିତରକୁ ଠେଲି ଦେଇଛି , ସେ ପୁଣି ଜଣେ ଶରଣାପନ୍ନ ଲୋକଙ୍କୁ ଆଖି ଦେଇଦେଲେ ଏକଥାଟା ସତ କି ମିଛ
ବୁଝି ହେଉନି । ମିଶ୍ର ନନା , ବିଜ୍ଞାନ ସାଙ୍ଗରେ ଟିକେ ଅଜ୍ଞାନ ମିଶ୍ରଣ ଅଛି କି ? ଦିହକୁ କଥାଟା ଟାଣିବେନି 🙏
Bhai Joy Guru. Very Very useful Jajan
ବହୁତ ସୁନ୍ଦର ନୀତି ବାଣୀ' ଆପଣଙ୍କୁ ମୋର କୋଟି ପ୍ରଣାମ ।
ଜୟ ଜଗନ୍ନାଥ🙏🙏
ବହୁତ ସୁନ୍ଦର କଥା ଆଜ୍ଞା🙏 ମହାପ୍ରଭୁଙ୍କ ଦୟା ହେଲେ ସଦ୍ ଗୁରୁ ଙ୍କ ମାର୍ଗ ଦର୍ଶନ ମିଳିଲେ ହୋଇ ପାରିବ।
Jai jagannath swami nayanapathagami bhabatume🎉
Bohut bohut dhanybad ete Sundar katha kahithibaru🙏
ହରେ କୃଷ୍ଣ
Shree jayajagannath🙏🙏🙏
ବହୁତ ଭଲ ଭାବରେ ବୁଜେଇ ଛନ୍ତି
Ati sunder o shiksyaniya alochona, ases2 dhanyabad namaskar ji 🙏🙏
👌🙏 ହରିବୋଲ 🙌👏👍👍👍
Sir...jai shree ram...very very good ....advice...
ଜୟ ଜଗନ୍ନାଥ ସାର୍। ବହୁତ ସୁନ୍ଦର କଥା ଉପସ୍ଥାପନା କଲେ।
Ati sunder katha kahile 🙏🙏🙏🙏😭😭
Jay Jagannath Jay Jagannath mahaprabhu koti koti pranam 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
❤ ବହୁତ୍ ବହୁତ୍ ହୃଦୟ ବିଦାରକ ଉପସ୍ଥାପନା,,,
ହୃଦୟରୁ ନମସ୍କାର | ଆଜିକା ସମାଜକୁ ଉତ୍ତମ ବାର୍ତ୍ତା |
ସୁନ୍ଦର ବ୍ଯାଖା
Joy jagarnath radhe radhe koti koti pranam ATI sunder katha
Pranam 🙏
ହୃଦୟରୁ ପ୍ରଣାମ
Hariom prabhuji Jay jagannath Jay gurudev
Ati Sundar !! 👌👌 Pranam Angya 🙏🙏
କି ସୁନ୍ଦର କଥା 🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଆପଣଙ୍କର ଏ ପ୍ରାରବ୍ଧ କଥା ପୂରା ଅନ୍ତରକୁ ଛୁଇଁ ଯାଉଛି 🙏ବୁଝିବା ଲୋକ ନିଶ୍ଚିତ ମୁକ୍ତି ପାଇବ🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ହଁ ମହାତ୍ମା ସେ ଝିଅ ର ଜନ୍ମ ପୁଣି ପୁନିମା ଦିନ
ଓ ଭାଗବତ ଜନ୍ମ ଦିନ ହୋଇଥିଲା ।
Pranam
Jaya jagannath
Bahuta sundar katha
Jay shree jagannath 🙏❤️ bht sundar katha apana kahuchanti mahatmya🙏 bht bht anada laguchi sunni Kiri✨.
🙏🙏🌹ପ୍ରଣାମ. ଜୟଜଗନ୍ନାଥ
So nice of you sir.
Jay Jagannath Mahaprabhu 🙏❤️🙏
Dhanyabaad. Sir. Aapananka. Vidio ti bahuta sundara thila. Samasta ka pain. Aaloka sadrusa.
Bahut sunder apank udaharan bhitik prabdha karmaru muktipaiba marga
Bohot val katha kahile sir
Pranamami .
JayaGuru...🙏
Omm Hariomm tatsat hela jibanara Sara.
Sir Jay Jagannath💖🙏🏻💖
ati sundar katha kahile 👌
Thank you so much sir for your video
Jai Jagannath 🙏🏼
Many many thanks for presenting this topic. Thanks.
Hari om,
Jai Jagannath swami 🙏🙏🙏pranam guru bhai🙏bahutt he sunder katha amaku sunaeley,sethipai ....
Thankyou very much 🙏❤