Kartika Mahatmya -୩ୟ ଅଧ୍ୟାୟ ପାଠ ଓ ଵ୍ୟାଖ୍ୟା | Pandit Bhajaram,Sebayata Managobinda | Sidharth Bhakti
Вставка
- Опубліковано 19 жов 2024
- ବରଷକ ବାର ମାସ ମଧ୍ୟରେ କାର୍ତ୍ତିକ ମାସ ସବୁଠୁ ପବିତ୍ର ମାସ l ଏହି ମାସର ମାହାତ୍ମ୍ୟ ମହାନ l ଏହି ମାସର ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ତୁଳସୀ ଚଉରା ମୂଳେ ଆକାଶ ଦୀପ ଜାଳି ପିତୃ ପୁରୁଷଙ୍କୁ ସ୍ମରଣ କରାଯାଏ l ସେମାନଙ୍କ ପଥକୁ ଆଲୋକିତ କରାଯାଏ l
କାର୍ତ୍ତିକ, ଧର୍ମ ଅର୍ଜନ କରିବାର ମାସ l
କାର୍ତ୍ତିକ, ପୁଣ୍ୟ ଅର୍ଜନ କରିବାର ମାସ l
କାର୍ତ୍ତିକ ମାସରେ ପ୍ରତ୍ୟେକ ଦିନ କାର୍ତ୍ତିକ ମାହାତ୍ମ୍ୟ ପଢିଲେ ଓ ଶୁଣିଲେ ସବୁ ପାପ କ୍ଷୟ ହୋଇଥାଏ l ମାସସାରା ହବିଷ୍ୟାଳି ମାନେ ସନ୍ଧ୍ୟାରେ ଏକତ୍ରିତ ହୋଇ କାର୍ତ୍ତିକ ମାହାମ୍ନ୍ୟର ଗୋଟିଏ ଗୋଟିଏ ଅଧ୍ୟାୟ ଶ୍ରବଣ କରି ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିଥାନ୍ତି l
ଏହି ପୁଣ୍ୟ କାର୍ତ୍ତିକର ମହାନ ମାହାମ୍ନ୍ୟକୁ ନେଇ ଆମର ଏଇ ନିଆରା ଭେଟି କାର୍ତ୍ତିକ ମାହାମ୍ନ୍ୟ, ଯାହାକୁ ପାଠ କରୁଛନ୍ତି ଶ୍ରୀମନ୍ଦିରର ସେବକ ମାନଗୋବିନ୍ଦ ଆପଟ ଓ ତାହାର ତତ୍ତ୍ୱ,ଅର୍ଥ ଏବଂ ମାହାତ୍ମ୍ୟକୁ ସରଳ ଓ ସୁନ୍ଦର ଭାବରେ ଵୁଝାଇ କହୁଛନ୍ତି ପଣ୍ଡିତ ଭଜରାମ ଶତପଥି l
Also watch this Programme on SIDHARTH BHAKTI CHANNEL.
Sidharth Bhakti : Dish TV-1395, Airtel-616,Sun-491,D2H-1395,Tata Play-1796
Sidharrth TV : Dish-1311,Tata Play-1757,Airtel-600,Sun Direct -657,D2H-1311
Sidharth Gold : Dish TV -1333, Airtel-602,Sun-658,D2H-1333,Tata Play-1766
Jay Jagannath : Dish-1397,Airtel-615,Sun Direct-490,Videocon D2H-1397,Tata Play-1799
SUBSCRIBE us for new shows every day:
UA-cam : / sidharthbhakti
Instagram : / sidharthbhakti
Facebook : / sidharthbhaktiodia
Subscribe our other Television Channels :
Sidharth TV : / sidharthtv
Sidharth Gold : bit.ly/3a1P4Ac
Jay Jagannath : bit.ly/3aa1lTa
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #jayjagannathtv
❤ ଜୟ ଜଗନ୍ନାଥ ❤
🙏🏻🙏🏻🌹🌹ପ୍ରଭୁ ଜୟ ଜଗନ୍ନାଥ 🌹🌹🙏🏻🙏🏻
ଜୟ ଶ୍ରୀ ଜଗନ୍ନାଥ 🙏🏻, ଅଜସ୍ର ଧନ୍ୟବାଦ ସିଦ୍ଧାର୍ଥ ଭକ୍ତି ଚାନେଲ ର କର୍ମ କର୍ତ୍ତା ମହୋଦୟ ଙ୍କୁ ଓ ଆମ୍ଭ ମାନଙ୍କୁ କାର୍ତ୍ତିକ ମାହାତ୍ମ୍ୟ ଶୁଣାଉଥିବା ମହୋଦୟ ଙ୍କୁ. 🙏🏻କୋଟି କୋଟି ପ୍ରଣାମ ଆପଣ ମାନଙ୍କୁ 🙏🏻ଘରେ ବସି ଆମେ ଶୁଣିବାର ସୁଯୋଗ ଲାଭ କରି ପାରୁଛୁ ଏହାଠୁ ବଳି ଭାଗ୍ୟ ର କଥା ଆଉ କଣ ହୋଇପାରେ 🙏🏻ବହୁତ ପ୍ରାଞ୍ଜଳ ଭାବରେ ବୁଝାଉ ଥିବାରୁ ଆପଣଙ୍କ ଶ୍ରୀ ଚରଣେ କୋଟି କୋଟି ଦଣ୍ଡ ବତ ପ୍ରଣାମ ଆଜ୍ଞା 🙏🏻ଆମେ ମନ ଧ୍ୟାନ ଦେଇ ଶୁଣୁଛୁ. ଧନ୍ୟବାଦ 🙏🏻
Jay jaganntha swami
Jay jagannath🙏🙏🙏
Jai jagannath
ଜୟ ଶ୍ରୀ ଜଗନ୍ନାଥ 🙏🏻ଓଁ ନୀଳାଚଳ ନିବାସାୟ, ନିତ୍ୟାୟ ପରମାତ୍ମନେ, ବଳଭଦ୍ର ସୁଭଦ୍ରା ଭ୍ୟାମ, ଜଗନ୍ନାଥାୟ ତେ ନମଃ 🙏🏻
ଓଁ ନମୋଃ କାର୍ତ୍ତିକ ବ୍ରତାୟ ନମୋଃ 🙏🙏🙏
Jay Jagannath 🙏🙏
Jay jagannath
ଜୟ ଜଗନ୍ନାଥ ସ୍ଵାମୀ ,👏👏🌹
Jay.Jay.JagannathaMahabahuJagataUdharaheu.SavinkaraManabanchhaPurnaheu.chharanesarana.🙏🙏🙏🙏🙏🙏🙏🙏🙏
Jay jay jaganath 🎉
ଜୟ ଗୁରୁଦେବ ଜୟ ଜଗନ୍ନାଥ 🙏🙏🙏🙏🙏
Jay shree Jagannath Mahaprabhu Nka Ra Jay
Jay jay jagnntha
Har Har Mahadev 🙏🔱❤️
Jay shree Jagannath 🙏
ଜୟ ଜଗନ୍ନାଥ 🙏🙏🙏🙏❤️❤️❤️❤️
Pandit mahodaya jiii apananku sadare pranam 🛐Ati sundar kartika mahatmyara ete sundar kathaku ete sundar bhabare bujhai deuchhanti satare pura niaara laguchhi🛐Prakutare ete mahan Adhyaya paain apananku bahut bahut dhanyabad pandit jiii 🛐
Jay jagannath swami🙏🙏
Jay jay shree jagannath 🌿🌿🌿jay jay shree jagannath 🌿🌿🌿jay jay shree jagannath 🌿🌿🌿🪔🪔🪔🛐🛐🛐
Jay shree Jagannath Swami nkara. Dhanyabad apana mananku mora hrudaya ru koti koti pranam 🙏❤️
Jay Jagannath Swami Nayan pathagami bhaba tume🙏🙏
Jay Jagannath ❤
ମାନଗୋବିନ୍ଦ ଭାଇ ଓ ଵାଵା ଙ୍କୁ ପ୍ରଣାମ 🙏🙏 ମୁଁ ପଶ୍ଚିମ ଓଡିଶା ବରଗଡ଼ ଡିଷ୍ଟିକ ଭେଡେନ ବ୍ଲକ ଉଦେପୁର ଗ୍ରାମ ରୁ ସୁଦେଷ୍ନା ଦାସ ଦେଖୁଛି ଜୟେ ଜଗନ୍ନାଥ 🙏🙏🌺🌺 ଜୟେ ପଞ୍ଚସଖା 🙏🙏🌺🌺 ଜୟେ ଶ୍ରୀ କୃଷ୍ଣ 🙏🙏🌺🌺
Jay Jagannath Swami
Jay Jagannath 🚩🙇💐🌺🌺🙏
Aati sunder..🙏Apana ehipari bhagabata katha bi jadi bujhei kuhante ame bahu upakruta hebu🙏🙏
JAY SHREE JAGANNATH
Jay sree jagannath
Jay Jagannath🙏🪷
🚩🚩🚩🚩🪔🪔🪔🌹🌹🌹👋👋👋
Jay jay jaganath
Jay jagannath🙏🙏
ଜୟ ଜଗନ୍ନାଥ ❤❤❤❤❤
Jay jagannath 🙏
Jay Jagannath 🙏🙏🙏🙏🙏
🙏ଜୟ ଜଗନ୍ନାଥ 🙏