Finally Emami ଜଗନ୍ନାଥ ମନ୍ଦିର ଦେଖିଲି || Emami Temple Baleswar
Вставка
- Опубліковано 18 жов 2024
- Finally Emami ଜଗନ୍ନାଥ ମନ୍ଦିର ଦେଖିଲି || Emami Temple Baleswar @jituannavlogs
About video
Emami Jagannath temple ବାଲେଶ୍ୱର ଜିଲ୍ଲା ରେ ଅବସ୍ତିତ। ଏହି ମନ୍ଦିର ର କାରୁକାଯ୍ୟ ଓ ଦେଖିବାକୁ ଅତି ମନୋରମ। ଏଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସହିତ ଅନେକ ଦେବାଦେବୀ ଙ୍କ ମନ୍ଦିର ଅଛି। ଯଦି ଆପଣ ମାନେ ଆସିବାକୁ ଚାହୁଁଛନ୍ତି ତେବେ ଆପଣ ସନ୍ଧ୍ୟା ସମୟ ରେ ଆସିଲେ ଆପଣ ଙ୍କୁ ବହୁତ ଭଲ ଲାଗିବ
ଯଦି ମୋ video ଆପଣ ଙ୍କୁ ଭଲ ଲାଗୁଥାଏ ତେବେ କମେଣ୍ଟ କରି ଜଣେଇବେ
ନମସ୍କାର 🙏
Emami temple
Jagannath temple emami
Baleswa
#emamijagannathtemple
#dailyvlog
#lifestyle
#jituannavlogs
Beautiful temple.....
Bahut sundar
Apana puri jai nathile...?
Gote hinn namo Jay Jagannath 🙏🙏