Odisha CM Naveen Patnaik disburses more than 933 crores in Kalia scheme to Farmers || Kalinga TV

Поділитися
Вставка
  • Опубліковано 10 бер 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 84

  • @deepikasamal846
    @deepikasamal846 3 місяці тому +3

    ଚାଷୀ ଭାଇ ମାନଙ୍କ ସୁଖ ଓ ଦୁଃଖ ର ସାଥି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଚାଷୀ ମାନଙ୍କ ସହିତ ସବୁବେଳେ ଛିଡା ହୋଇ ଆସିଛନ୍ତି l

  • @sangramprasad1542
    @sangramprasad1542 3 місяці тому

    ରାଜ୍ୟର କୃଷିକ୍ଷେତ୍ରର ଆହୁରି ଆଗକୁ ନେବା ପାଇଁ ଚାଷୀମାନଙ୍କ ଜଳସେଚିତ ପାଇଁ ସୁବିଧା ମଧ୍ୟ୍ୟ କରିଛନ୍ତି l

  • @sangramprasad1542
    @sangramprasad1542 3 місяці тому

    ଓଡିଶାବାସୀଙ୍କ ଭଲ ଚିନ୍ତାକରି ଚାଷୀଋଣକୁ ଶୁଝିବାପାଇଁ ରାଜ୍ୟ ସରକାର ଏଭଳି ଚିନ୍ତାଧାରା ଗ୍ରହଣ କରିଛନ୍ତି l

  • @PritipratimaPatra-wc3fp
    @PritipratimaPatra-wc3fp 3 місяці тому

    ରାଜ୍ୟ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି।

  • @Harekrushnamallick747
    @Harekrushnamallick747 3 місяці тому

    ଏହା ବର୍ତ୍ତମାନ ରାଜ୍ୟ ତଥା ବାହାରେ ଅନେକ ପ୍ରମୁଖ ଅନୁଷ୍ଠାନକୁ ଅନ୍ତର୍ଭୁକ୍ତ କରିବ | ଏହାପୂର୍ବରୁ, ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଉଥିଲା, ଅନ୍ୟମାନଙ୍କ ମଧ୍ୟରେ NIT, IIT, IIM ଏବଂ AIIMS ଥିଲା |

  • @PritipratimaPatra-wc3fp
    @PritipratimaPatra-wc3fp 3 місяці тому

    ଚାଷୀଙ୍କ ଆକାଉଣ୍ଟକୁ ଅଠର ଲକ୍ଷ ରୁ ଅଧିକ ଏବଂ ଭୂମିହୀନ ଚାଷୀଙ୍କୁ ତିନିଶହ ଷାଠିଏ କୋଟିର ଅତିରିକ୍ତ ସହାୟତା ଦିଆଯାଇଛି l

  • @deepikasamal846
    @deepikasamal846 3 місяці тому

    46 ଲକ୍ଷ ଓଡିଶା ର ବିଭିନ୍ନ ବର୍ଗ ର ଚାଷୀ ମାନେ କାଳିଆ ଟଙ୍କା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଇଛନ୍ତି,

  • @kartik-igcs
    @kartik-igcs 3 місяці тому

    ଓଡିଶା ର କୃଷକ ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାଳିଆ ଯୋଜନା ଆଶୀର୍ବାଦ ସଦୃଶ୍ୟ ପ୍ରମାଣିତ ହୋଇଛି!

  • @Harekrushnamallick747
    @Harekrushnamallick747 3 місяці тому

    ଓଡିଶାର ପ୍ରତ୍ୟେକ କୃଷକଙ୍କ ପରିବାର ସମ୍ମାନର ସହ ବଞ୍ଚିବା, ସଶକ୍ତ ହେବା ଏବଂ ରାଜ୍ୟର ପ୍ରଗତିରେ ମଧ୍ୟ ଭାଗ ନେବା ଆବଶ୍ୟକ,

  • @sangramprasad1542
    @sangramprasad1542 3 місяці тому

    ଓଡିଶା ର କୃଷକ ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାଳିଆ ଯୋଜନା ଆଶୀର୍ବାଦ ସଦୃଶ୍ୟ ପ୍ରମାଣିତ ହୋଇପାରିଛି ।

  • @Harekrushnamallick747
    @Harekrushnamallick747 3 місяці тому

    କାଲିଆ ଯୋଜନା ଅଧୀନରେ ସରକାର ଅଭାବୀ ଚାଷୀଙ୍କୁ ସେମାନଙ୍କ ଚାଷ କାର୍ଯ୍ୟ ଆଗକୁ ବଢାଇବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରନ୍ତି

  • @kartik-igcs
    @kartik-igcs 3 місяці тому

    କୃଷକ ଓ କୃଷି ର ବିକାଶ ହେଲେ ରାଜ୍ୟ ର ବିକାଶ ସମ୍ଭବ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଭାବରେ ବୁଝନ୍ତି!

  • @AlokKumarDas-ig4ig
    @AlokKumarDas-ig4ig 3 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ମାନଙ୍କୁ ସର୍ବଦା ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ୧୮ ଲକ୍ଷରୁ ଅଧିକ ଭୂମିହୀନ କୃଷକ ପରିବାରକୁ କାଳିଆ ଟଙ୍କା ସହାୟତା ପ୍ରଦାନ କରି ସେମାନଙ୍କ ମନରେ ଖୁସିର ଲହରୀ ଭରି ଦେଇଛନ୍ତି ।

  • @AlokKumarDas-ig4ig
    @AlokKumarDas-ig4ig 3 місяці тому

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଚାଷୀ ପରିବାର ସମ୍ମାନ ସହ ବଞ୍ଚନ୍ତୁ, ସଶକ୍ତ ହୁଅନ୍ତୁ ଏବଂ ଓଡ଼ିଶାର ସମୃଦ୍ଧିରେ ଯୋଗଦାନ ରଖନ୍ତୁ ବୋଲି ମୁଁ ଚାହେଁ।

  • @sangramprasad1542
    @sangramprasad1542 3 місяці тому

    ରାଜ୍ୟ ସରକାର ଓଡିଶାବାସୀଙ୍କୁ ପୁଣିଥରେ କୃଷିକାର୍ଯ୍ୟକୁ ଆଗକୁ ନେବା ପାଇଁ ଲୋକଙ୍କ ଖାତକୁ ଟଙ୍କା ପ୍ରଦାନ କଲେ l

  • @sangramprasad1542
    @sangramprasad1542 3 місяці тому

    ରାଜ୍ୟବାସୀଙ୍କୁ ଭଲରେ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କିଛି କିଛି ଯୋଜନା ମାଧ୍ୟମରେ ସହାୟତା ହୋଇଥାନ୍ତି l

  • @sangramprasad1542
    @sangramprasad1542 3 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କୃଷକ ମାନଙ୍କ ସହାୟତା ପାଇଁ ଏହିଭଳି ଏକ ଯୋଜନା କରିଥିଲେ ଯାହା ଫଳରେ କୃଷକ ଭାଇମାନେ ବେଶ୍ ଉପକୃତ ହେଉଛନ୍ତି।

  • @PritipratimaPatra-wc3fp
    @PritipratimaPatra-wc3fp 3 місяці тому

    ଚାଷୀ ମାନେ ହେଲେ ଆମ ଦେଶର ମେରୁଦଣ୍ଡ, ସେମାନଙ୍କ ର ସଶକ୍ତିକରଣ ପାଇଁ ରାଜ୍ୟ ସରକାର ସହାୟତା ରାଶି ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  • @sangramprasad1542
    @sangramprasad1542 3 місяці тому

    ନାମମାତ୍ରା ଏବଂ ଭୁମିହୀନ ଚାଷୀ ମାନଙ୍କର କୃଷିକାର୍ଯ୍ୟର ସମସ୍ୟାକୁ ସମାଧାନ କରିବା ରାଜ୍ୟ ସରକାର ଏଭଳି ଏକ ଯୋଜନା ଆରମ୍ଭ କରି ଥିଲେ l

  • @PritipratimaPatra-wc3fp
    @PritipratimaPatra-wc3fp 3 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର କୃଷକ ମାନଙ୍କ ବିକାଶ ପାଇଁ କାଳିଆ ଯୋଜନା ଆଶୀର୍ବାଦ ସଦୃଶ୍ୟ ପ୍ରମାଣିତ କରିଛନ୍ତି l

  • @sangramprasad1542
    @sangramprasad1542 3 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ମାନଙ୍କୁ ସର୍ବଦା ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ କାଳିଆ ଟଙ୍କା ସହାୟତା ପ୍ରଦାନ କରି ସେମାନଙ୍କ ମନରେ ଖୁସିର ଲହରୀ ଆଣି ଦେଇଛନ୍ତି ।

  • @Harekrushnamallick747
    @Harekrushnamallick747 3 місяці тому

    ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର କୃଷକମାନଙ୍କୁ ଏହି ଯୋଜନା ଅଧୀନରେ 13,793 କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇଛି

  • @AlokKumarDas-ig4ig
    @AlokKumarDas-ig4ig 3 місяці тому

    ଓଡିଶା ର କୃଷକ ଙ୍କ ଆର୍ଥିକ ସମସ୍ୟା କୁ ଦୃଷ୍ଟି ରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାଳିଆ ଯୋଜନା ମାଧ୍ୟମରେ କୃଷକ ମାନଙ୍କୁ ୨୦୦୦ ଟଙ୍କା ଲେଖାଏଁସହାୟତା ରାଶି ପ୍ରଦାନ କରିଛନ୍ତି ।

  • @AlokKumarDas-ig4ig
    @AlokKumarDas-ig4ig 3 місяці тому

    ଆହୁରି ତିନିବର୍ଷ କାଳିଆ ଯୋଜନାର ସମୟ ସୀମାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ '

  • @Harekrushnamallick747
    @Harekrushnamallick747 3 місяці тому

    ଆର୍ଥିକ ସହାୟତା ଉପାଦାନ ଏବଂ ସୁଧ ସବଭେନ୍ସନ୍ ସହିତ, KALIA ବୀମା କଭରେଜ୍ ପାଇଁ ସବସିଡି ପ୍ରଦାନ କରେ |

  • @deepikasamal846
    @deepikasamal846 3 місяці тому

    କାଳିଆ ଟଙ୍କା ସହାୟତା କରି ମୁଖ୍ୟମନ୍ତ୍ରୀ ଓଡ଼ିଶାର ଚାଷୀମାନଙ୍କୁ ନୂଆ ଦିଗ ଦର୍ଶନ କରାଇ ପାରିଛନ୍ତି.

  • @sangramprasad1542
    @sangramprasad1542 3 місяці тому

    ରାଜ୍ୟର 46 ଲକ୍ଷ ଖୁଦ୍ର କୃଷକ, ନାମମାତ୍ର କୃଷକ ଓ ଭୂମିହୀନ କୃଷକ ଙ୍କୁ ମିଳିବ ଏହି କାଳିଆ ସହାୟତା ରାଶି ପ୍ରଦାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @AlokKumarDas-ig4ig
    @AlokKumarDas-ig4ig 3 місяці тому

    କାଳିଆ ସହାୟତା ରାଶି ଓଡ଼ିଶାରେ ଥିବା ସମସ୍ତ ଚାଷୀ ମାନଙ୍କୁ ଚାଷକରିବାକୁ ଉତ୍ସାହିତ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।

  • @AlokKumarDas-ig4ig
    @AlokKumarDas-ig4ig 3 місяці тому

    ପ୍ରତି ଚାଷୀ ଭାଇ ଭଉଣୀ ମାନଙ୍କ ଏକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଏଥିପାଇଁ୯୩୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟସରକାର '

  • @AlokKumarDas-ig4ig
    @AlokKumarDas-ig4ig 3 місяці тому

    5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ତିଆନ କହିଛନ୍ତି ।ସାରା ଭାରତ ବର୍ଷଭିତରେ ଗୋଟିଏ ରାଜ୍ୟ ଯାହାକି ଓଡିଶା ଭଳି ଏକ ରାଜ୍ୟରେ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ '

  • @kartik-igcs
    @kartik-igcs 3 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାଳିଆ ଯୋଜନା ଲାଗୁ ହେବା ପରେ ଓଡିଶା ରେ ଚାଷୀ ଆତ୍ମହତ୍ୟା ଆଉ ନାହିଁ!

  • @Harekrushnamallick747
    @Harekrushnamallick747 3 місяці тому

    ଜଣେ କୃଷକ ବାର୍ଷିକ 4,000 ଟଙ୍କା ଦୁଇଟି କିସ୍ତିରେ - ଖରିଫ ପାଇଁ 2,000 ଏବଂ ରବି ଫସଲ ପାଇଁ 2,000 ଟଙ୍କା |

  • @AlokKumarDas-ig4ig
    @AlokKumarDas-ig4ig 3 місяці тому

    ଆଜି ୪୬ ଲକ୍ଷ ରୁ ଅଧିକ ଚାଷୀ ମାନଙ୍କ ଏକାଉଣ୍ଟକୁ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

  • @AlokKumarDas-ig4ig
    @AlokKumarDas-ig4ig 3 місяці тому

    ରାଜ୍ୟର ଚାଷୀ ଭାଇଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ ସବୁଜିଲ୍ଲାରେ କାଳିଆ ବୈଷୟିକ କେନ୍ଦ୍ର ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @deepikasamal846
    @deepikasamal846 3 місяці тому

    ଆହୁରି ତିନିବର୍ଷ କାଳିଆ ଯୋଜନାର ସମୟ ସୀମାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.

  • @Harekrushnamallick747
    @Harekrushnamallick747 3 місяці тому

    ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 46 ଲକ୍ଷ ଚାଷୀଙ୍କୁ 1,293 କୋଟି ଟଙ୍କା ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ କ୍ରୁଶକ ସହାୟତା ପାଇଁ ଜୀବିକା ଏବଂ ଆୟ ବୃଦ୍ଧି (କାଲିଆ) ଯୋଜନା ଅଧୀନରେ ପ୍ରଦାନ କରିଛନ୍ତି ଏବଂ ଏହାକୁ ଆହୁରି ତିନି ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

  • @Harekrushnamallick747
    @Harekrushnamallick747 3 місяці тому

    KALIA କେନ୍ଦ୍ରଗୁଡିକ ନବସୃଜନ ଏବଂ ଉତ୍ସ କେନ୍ଦ୍ର ଭାବରେ କାର୍ଯ୍ୟ କରିବ |

  • @kartik-igcs
    @kartik-igcs 3 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାଳିଆ ଯୋଜନା ଦୁଇ ହଜାର ଅଠର ମସିହା ରେ ଓଡିଶା ର କୃଷକ ଙ୍କ ଉନ୍ନତି ପାଇଁ କରିଥିଲେ!

  • @kartik-igcs
    @kartik-igcs 3 місяці тому

    ଅଠର ଲକ୍ଷ ଚାଷୀ ଙ୍କୁ ଏଥର ଅତିରିକ୍ତ ସହାୟତା 360 କୋଟି ଟଙ୍କା ର ଅତିରିକ୍ତ ଅର୍ଥ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  • @Harekrushnamallick747
    @Harekrushnamallick747 3 місяці тому

    ରାଜ୍ୟ କ୍ୟାବିନେଟ୍ ଘୋଷଣା କରିଛି ଯେ ଏହି ଯୋଜନା କେବଳ କ୍ଷୁଦ୍ର ଏବଂ କ୍ଷୁଦ୍ର କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଶେୟାରକ୍ରପ୍ 2026-27 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ |

  • @deepikasamal846
    @deepikasamal846 3 місяці тому

    ରାଜ୍ୟର 46 ଲକ୍ଷ ବ୍ୟାଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଯୋଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.

  • @sangramprasad1542
    @sangramprasad1542 3 місяці тому

    ଓଡିଶା ର କୃଷକ ଙ୍କ ଆର୍ଥିକ ସମସ୍ୟା କୁ ଦୃଷ୍ଟି ରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାଳିଆ ଯୋଜନା ଆରମ୍ଭ କରିଥିଲେ!

  • @PritipratimaPatra-wc3fp
    @PritipratimaPatra-wc3fp 3 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କୃଷକ ମାନଙ୍କ ସହାୟତା ପାଇଁ ଏହିଭଳି ଏକ ଯୋଜନା କରିଥିଲେ!

  • @kartik-igcs
    @kartik-igcs 3 місяці тому

    ନ ଶହ ତିରିଶ କୋଟି ଟଙ୍କା ର କାଳିଆ ରାଶି ଆଜି କୃଷକ ମନଙ୍କୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  • @PritipratimaPatra-wc3fp
    @PritipratimaPatra-wc3fp 3 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଯୋଜନା ଟଙ୍କା ନଅଶହ ତେତିଶି କୋଟି ଟଙ୍କା ଟଙ୍କା ରାଶି ପ୍ରଦାନ କରିଛନ୍ତି l

  • @PritipratimaPatra-wc3fp
    @PritipratimaPatra-wc3fp 3 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପାଇଁ ନ ଶହ ତିରିଶ କୋଟି ଟଙ୍କା ର କାଳିଆ ରାଶି ଆଜି କୃଷକ ମନଙ୍କୁ ପ୍ରଦାନ କରିଛନ୍ତି l

  • @deepikasamal846
    @deepikasamal846 3 місяці тому

    18 ଲକ୍ଷରୁ ଅଧିକ ଭୂମିହୀନ ଚାଷୀଙ୍କୁ 360 କୋଟିର ଅତିରିକ୍ତ ଅର୍ଥ ସହାୟତା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.

  • @Harekrushnamallick747
    @Harekrushnamallick747 3 місяці тому

    ଡିସେମ୍ବର 2018 ଠାରୁ, ରାଜ୍ୟ 6.28 ନିୟୁତ କୃଷକଙ୍କ ପାଇଁ, 5 12,500 କୋଟି ଖର୍ଚ୍ଚ କରିଛି ଯେଉଁଥିରେ 4.38 ନିୟୁତ କ୍ଷୁଦ୍ର ତଥା କ୍ଷୁଦ୍ର କୃଷକ ଏବଂ 1.89 ନିୟୁତ ଭୂମିହୀନ କୃଷକ ରହିଛନ୍ତି ଯାହା ଦ୍ୱାରା ସେମାନେ ମଞ୍ଜି, ସାର ଏବଂ କୀଟନାଶକ ଭଳି ଗୁଣାତ୍ମକ ଚାଷ ଇନପୁଟ କ୍ରୟ କରିପାରିବେ।

  • @PritipratimaPatra-wc3fp
    @PritipratimaPatra-wc3fp 3 місяці тому

    କୃଷକ ସଶକ୍ତ କାରଣ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ମାଧ୍ୟମରେ ସହାୟତା ରାଶି ବଣ୍ଟନ କରୁଛନ୍ତି

  • @thankyoujesus5912
    @thankyoujesus5912 3 місяці тому +2

    Nice Information

  • @PritipratimaPatra-wc3fp
    @PritipratimaPatra-wc3fp 3 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 46 ଲକ୍ଷ କୃଷକ ମାନଙ୍କ ବ୍ୟାଙ୍କ ଖାତାକୁ 2000 ଟଙ୍କା ଅର୍ଥ ପ୍ରଦାନ କରିଛନ୍ତି l

  • @kartik-igcs
    @kartik-igcs 3 місяці тому

    ଓଡିଶା ର ଖୁଦ୍ର କୃଷକ, ନାମମାତ୍ର କୃଷକ ଭୂମିହୀନ କୃଷକ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହା ଏକ ବଡ଼ ଉପହାର!

  • @KalpataruBhuyan-zo9rw
    @KalpataruBhuyan-zo9rw 3 місяці тому +2

    ଆମର ଆସିନି ମାଗିହା ସରକାର ମିଛ କହୁଛି

  • @Harekrushnamallick747
    @Harekrushnamallick747 3 місяці тому

    ପଟ୍ଟନାୟକ ମଧ୍ୟ 2026-27 ପର୍ଯ୍ୟନ୍ତ KALIA ଯୋଜନାର ସମ୍ପ୍ରସାରଣ ଘୋଷଣା କରିଥିଲେ। ଏଥିପାଇଁ ସରକାର 6,030 କୋଟି ଟଙ୍କା ଖର୍ଚ୍ଚ କରିବେ

  • @ManashLipu
    @ManashLipu 3 місяці тому +2

    ଟଙ୍କା ଆସିନାହିଁ

  • @kartik-igcs
    @kartik-igcs 3 місяці тому

    କୃଷକ ଙ୍କ କୃଷି ପାଇଁ ଏହି କାଳିଆ ରାଶି ସବୁବେଳେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି!

  • @kartik-igcs
    @kartik-igcs 3 місяці тому

    କାଳିଆ ଯୋଜନା ଓଡିଶା ର ସାଧାରଣ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏକ ବଡ଼ ଉପହାର!

  • @kartik-igcs
    @kartik-igcs 3 місяці тому

    46 ଲକ୍ଷ ଓଡିଶା ର ବିଭିନ୍ନ ବର୍ଗ ର ଚାଷୀ ମାନେ କାଳିଆ ଟଙ୍କା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଇଛନ୍ତି!

  • @kartik-igcs
    @kartik-igcs 3 місяці тому

    କାଳିଆ ଯୋଜନା ହେଉଛି ଦେଶ ର ପ୍ରଥମ କୃଷକ
    ସହାୟତା ଯୋଜନା ଯାହା ସାରା ଦେଶ ରେ ସେତେବେଳେ ଆଲୋଡନ ସୃଷ୍ଟି କରିଥିଲା!

  • @user-dw5to3ep9i
    @user-dw5to3ep9i 3 місяці тому +1

    Aamar thin ni aasi

  • @pkcommunication509
    @pkcommunication509 3 місяці тому +1

    Asini sir

  • @dhananjaysahoo
    @dhananjaysahoo 3 місяці тому

  • @narayan6595
    @narayan6595 Місяць тому

    Bahu.loka.farmer.i.d.thila.be.kalia.tanka.ru.banchita.2019.re..b.j.d.vote.nala.ta.lara.dala.nk

  • @kartik-igcs
    @kartik-igcs 3 місяці тому

    46 ଲକ୍ଷ ଚାଷୀ ଙ୍କ ବ୍ୟାଙ୍କ ଖାତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ହଜାର ଟଙ୍କା କାଳିଆ ସହାୟତା ପ୍ରଦାନ କରିଛନ୍ତି!

  • @samirbehera4990
    @samirbehera4990 3 місяці тому

    Mor asini

  • @kanhupadhan9157
    @kanhupadhan9157 3 місяці тому

    Paisa asini

  • @umakantbag4800
    @umakantbag4800 3 місяці тому

    Asi nahi

  • @user-dz2uj6yb2o
    @user-dz2uj6yb2o 3 місяці тому

    Ete din kena suithila

    • @Jyotiraajan
      @Jyotiraajan 3 місяці тому

      Tame maane khuchi tha baela budha 😂

  • @PritipratimaPatra-wc3fp
    @PritipratimaPatra-wc3fp 3 місяці тому

    ଚାଷୀ ଭାଇ ମାନଙ୍କ ସୁଖ ଓ ଦୁଃଖ ର ସାଥି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଚାଷୀ ମାନଙ୍କ ସହିତ ସବୁବେଳେ ଛିଡା ହୋଇ ଆସିଛନ୍ତି l

  • @deepikasamal846
    @deepikasamal846 3 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ମାନଙ୍କୁ ସର୍ବଦା ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ କାଳିଆ ଟଙ୍କା ସହାୟତା ପ୍ରଦାନ କରି ସେମାନଙ୍କ ମନରେ ଖୁସିର ଲହରୀ ଆଣି ଦେଇଛନ୍ତି ।

  • @AlokKumarDas-ig4ig
    @AlokKumarDas-ig4ig 3 місяці тому

    ରାଜ୍ୟବାସୀଙ୍କୁ ଭଲରେ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀ ଭାଇ ଭଉଣୀ ମାନଙ୍କୁ ସହାୟତା କରିଥା ଆନ୍ତି l

  • @kartik-igcs
    @kartik-igcs 3 місяці тому

    ଅଠର ଲକ୍ଷ ଚାଷୀ ଙ୍କୁ ଏଥର ଅତିରିକ୍ତ ସହାୟତା 360 କୋଟି ଟଙ୍କା ର ଅତିରିକ୍ତ ଅର୍ଥ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  • @PritipratimaPatra-wc3fp
    @PritipratimaPatra-wc3fp 3 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କୃଷକ ମାନଙ୍କ ସହାୟତା ପାଇଁ ଏହିଭଳି ଏକ ଯୋଜନା କରିଥିଲେ!

  • @kartik-igcs
    @kartik-igcs 3 місяці тому

    ଓଡିଶା ର କୃଷକ ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାଳିଆ ଯୋଜନା ଆଶୀର୍ବାଦ ସଦୃଶ୍ୟ ପ୍ରମାଣିତ ହୋଇଛି!

  • @kartik-igcs
    @kartik-igcs 3 місяці тому

    ଓଡିଶା ର କୃଷକ ଙ୍କ ଆର୍ଥିକ ସମସ୍ୟା କୁ ଦୃଷ୍ଟି ରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାଳିଆ ଯୋଜନା ଆରମ୍ଭ କରିଥିଲେ!

  • @sangramprasad1542
    @sangramprasad1542 3 місяці тому

    ଚାଷୀ ଭାଇ ମାନଙ୍କ ସୁଖ ଓ ଦୁଃଖ ର ସାଥି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଚାଷୀ ମାନଙ୍କ ସହିତ ସବୁବେଳେ ଛିଡା ହୋଇ ଆସିଛନ୍ତି l

  • @deepikasamal846
    @deepikasamal846 3 місяці тому

    କାଳିଆ ସହାୟତା ରାଶି ଓଡ଼ିଶାରେ ଥିବା ସମସ୍ତ ଚାଷୀ ମାନଙ୍କୁ ଚାଷକରିବାକୁ ଉତ୍ସାହିତ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।