Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
୨୦୨୪ ରେ କିଏ ଏହି ଗୀତକୁ ଶୁଣୁଛନ୍ତି like କରନ୍ତୁ ।
ମନେ ପଡିଯାଏ ପିଲାବେଳ ର କଥା.. ଗାଁ ଦାଣ୍ଡ ରେ ଧୂଳି ବାଲି ଖେଳିବା ସମୟରେ କାହା ବାହାଘର ରେ ଏ ଗୀତ ବାଜୁଥିଲା...
Ur right 👍 sir 😩😫😣😢😥
Hm. Bhai Ebe bahaghara bele faltu Gita hi bajuchi Kerala 90s Pila mane hi janiparibe ehi Gita
@@user-fj6gi2ey6y ଠିକ କହିଲେ... 👍
😮
Bhai right
ଏ ଗୀତ ର ପ୍ରତିଟି ଧାଡିରେ ଅନେକ ରହସ୍ଯ ଲୁଚି ରହିଛି । ଏମିତି ଅନେକ ଜୀବନରେ ଏମିତି ଘଟଣା ଘଟିଛି ❤
😅😅😅😂😂😂
Bhai thiki katha
ଏତେ ବଡ଼ ଦୁନିଆ ରେ ଯେତେ ବେଳେ ଏକା ଲାଗେ ଏହି ଗୀତ ଗୁଡ଼ିକ ସାହାରା ହୁଏ।
👍right bhai
Right bhai 😭😭
right brother
@@chandanmohanty2875 .
Hmm re bhai
କୀ ସୁନ୍ଦର୍ ଏହି ସଙ୍ଗୀତ ଟି ପିଲା ଦିନରେ କାହାର ବାହାଘର ବାଜିଲେ କୀ ଆନନ୍ଦ ଲାଗେ
2023 ରେ ଏ ଗୀତ କିଏ ଶୁଣୁଛନ୍ତି ତେବେ ତଳେ like କରନ୍ତୁ 👍👍👍
My favourite song
Laxmi Dha😊 2:05
Supar song..🥰
❤❤❤❤
ଏ ଗୀତ ଶୁଣିଲେ ହଜିଯାଇଥିବା ଦିନ ମନେ ପଡିଯାଉଛି ଆଜି ଉଭୟ ନିଜ ନିଜ ବାଟରେ ସେ ଦିନ ସବୁ ସେ ଅଭୁଲା ସମୟ ଆଜି ସବୁ ସ୍ମୃତି ହେଇ ରହିଯାଇଛି
ସମୟ ର ଖେଳ ଭାଇ 🙏
ସୁପର ଗୀତ ❤️👌 । ଏ ଗୀତର ପ୍ରତେକେ ଧାଡ଼ିର । କଥା କିଛି ଅଲଗା । 😍❤ ଏମତି କେହି ନାହିଁ ଯିଏ । ତା ଭଲ ପାଇଲା କଥା ମନେପଡ଼ିନି ।😢😢😢
2021 ରେ ମଧ୍ୟ ଏହି ଗୀତ କିଏ ଶୁଣୁଛନ୍ତି ତେବେ ଗୋଟେ ଲାଇକ କରନ୍ତୁ 👍👍👍👍👍👇👇👇👇👇👇👇👇👇👇👇
Old is gold
2022 re mu sunuchhi bhai
2022 re sunuchi
2023 re mu sunu6i
Mu eabe bi sunuchhi.😭😭😭
ଆଉ ସେ ପୁରୁଣା ମନେ ପକାନା ଆଉ ଭାରି ଦୁଃଖ ଲାଗେ🙏🙏🙏🙏🙏🙏
ଏଇ ଗୀତ କୁ ଯଦି 2022 ଶୁଣୁଛନ୍ତି ତାହେଲେ like କର
ଆହା କୀ ସୁନ୍ଦର ସୁମଧୁର ଓଡ଼ିଆ ସଙ୍ଗୀତ ଟିଏ 👍👍 ଜେତେ ଶୁଣିଲେ ବି ପିଲାଦିନର ସେହି ଅଭୁଲା ସ୍ମୃତି କୁ ମନେପଡେ ଘଟଣା ଗୁଡ଼ିକ ଏହି ପୁରୁଣା ଗୀତ ଗୁଡ଼ିକରୁ ବିଭିନ୍ନ ଅଭିନୟ କରିଥିବା କଳାକାର ଙ୍କୁ ଅନେକ ଅନେକ ଶୁଭେଚ୍ଛା
ଏ ଗୀତ ମୁଁ ଯେତେବେଳେ ବେଳେ ଶୁଣେ ମତେ ମୋର ଅତୀତ ମନେ ପଡିଯାଏ
2024 ରେ କିଏ କିଏ ଏ ଗୀତ ଶୁଣୁଛନ୍ତି like କର
ଭାଇ ଏ ଦୁନିଆ ବହୁତ ସ୍ୱାର୍ଥପର ଏଠି ବଞ୍ଚିବା ବହୁତ କଷ୍ଟକରକାହା ପାଇଁ ପ୍ରତୀକ୍ଷ୍ୟା ତ କାହା ପାଇଁ ତପସ୍ୟା,🙏🌹
ବହୁତ ସୁନ୍ଦର ସ୍ୱର ସଂଯୋଜନା, ଏ ଦରଦୀ କଣ୍ଠ ସ୍ୱର ଆମ ମାନଙ୍କର ଲୁହ ଗଡାଇବା ପାଇଁ
Such a wonderful timeI really miss my childhood lifeନା ସେଦିନ ଅଛି ନା ସେଦିନ କେବେ ଫେରିବଆଜି ତ କେବଳ ବିଷୟ ବାସନା ରେ ହିଁ ସଂସାର ଚାଲିଲାନା ସାତ୍ତ୍ୱିକ ପ୍ରେମ ଅଛି ନା ସେ ପବିତ୍ର ସମ୍ପର୍କଅଚ୍ୟୁତ ଶରଣଂପ୍ରେମ ଚିରନ୍ତନ ସତ୍ୟ ଆଉ ସନାତନ🙏🙏🙏🙏🙏🙏
Me toooo😢😢
This song is evergreen ଆଜିବି ଶୁଣି ଲେ ଲାଗୁଚି କାଲି ଆସିଚି ନୂଆ ଗୀତ ❤️❤️❤️ really heart touching 💘💘💘
You are right 👍 sir
Right 👍
So sweet singing and nice fillings 🌺🌺go forward towards a great my lovely sister 👍👍👍👍👍🌺🌺🌺🌺🌺🥰
Sundar trupti ra abasad nahi jete sunuthile man bhare nahi old is gold
ଯେତେ ଦୁଃଖ ରେ ଥିଲେ ବି ମନ ଟା ଭଲ ଲାଗେ
Tumar dukha kan
ଏ ଗୀତ ର ପ୍ରତିଟି ଧାଡିରେ ଅନେକ ରହସ୍ୟ ଲୁଚି ରହିଛି ! ଅନେକ ଜୀବନରେ ଏମିତି ଘଟଣା ଘଟିଛି
ବହୁତ ସୁନ୍ଦର ଗିତHeart touching song 💞💞
ସତରେ....ସେ ବେଳର ଗୀତରେ କିଛି ତ ଗୋଟେ ଥିଲା....ଯାହା ଆଜି କାଲିକା ଗୀତରେ ଦେଖିବାକୁ ଜମା ମିଳୁନି....Thank U Narendra Kumar for entertaining us
Right
Right Right Right
@@jitendrakumarsubudhi898 momommmommomomm km mmmomom
Ppmoooooooooooo
Setebele music Start helaEbe sarigala
so beautiful songକେବେ କହାକୁ ଭଲ ପାଇବନିଏମିତି ହୁଏ
ଏ ଗିତ ଵହୁତ ଭଲ
The marvelous childhood song thanks dear Pabitra entertainment❤❤❤
Very nice song lekhak bhai bahut bahut dhanyabad❤😊👌👍Gayak bhai nku b Dhanya bad...
Evergreen, ❤❤❤song,, heart, touchinglove, u
କି ସୁନ୍ଦର ସ୍ବର ,,,ଆହା ହୃଦୟ କୁ ଛୁଇଁଗଲା
Taro mrg poro thu a geeto Moro amiti heijauchi j dino ku kichi nohehe 50 thoro mo mobile re bajuchi...miss u sikki😭😭
Life re agaku jibaku padiba
ମୁଁ ସବୁବେଳେ ଶୁଣେ ଆଲବମ୍ ଗୀତ ❤❤❤❤❤❤❤❤❤❤
2024 ରେ କିଏ ସୁଣୁଛ ଲାଇକ କର।
❤❤❤, Nalini, super, song, ❤❤❤
Dhkoa to bhuth khaiche .. kintu ajee ve ye song sunle bahut mone paduchi....I love you Anjali
Such a really evergreen song one of my favourite songs heart touching love u
👌👌👌 Thanks singer, writter, director......
Love
@@bansingbaghel4311 Thanks....
heart touching song 🎉🎉🎉Ever Green lyric❤❤❤
ସତରେ ଏ ଦୁନିଆରେ ସଵୁଠୁ ଯେତେ ନିଜର ଲୋକ ହେଉଥାଉନା କାହିଁକି। ଧୋକା ଆଗ ରେ ଜଣକୁ ଛାଡି ଆଉ ଜଣକୁ ଧରିଵେ ,ଖାଲି ଟିକେ ଦେହ ସୁଖ ପାଇଁ ଜଣଙ୍କ ସହ ସମପରକ୍ ରଖିକି ଆଉ କାହା ସହ 😢
Every Line Is Very Nice❤️ Though Song
2024 ରେ ଯିଏ ଶୁଣିଛ । silence rahiba
Malay misha sir.you are my favorite singer
Nice song mu jetebale sune mora kichi college time mane padi jaeee
So cute ❤❤❤❤❤
ସତ ରେ ଦୁଖ ଲାଗୁଛି 😭😭😭
ଆଉ କେହି ଦେଈ ପାରି ବେନି ଏ ଗୀତ
ଭାଇ ଏବେ ବି ଗୀତ ମନେ ପଡ଼ୁଚି
মন কাঁদানো গান।😢😢😢
It's touched my heart ❤️❣️❣️❤️
.୨୦୨୫ ରେ କିଏ କିଏ ସବୁ ଏ ଗୀତ ଶୁଣୁଛ....
ଆଜିର ଦିନ ରେ ଆଉ ଏବେ ବି ଭୁଲି ପାରୁନି
Meaning full song... ଏମିତି ଗୀତ ହୃଦୟ କୁ ଛୁଇଁ ଯାଏ
Thik
@@jitendrakumarsubudhi898 5
Bhai lovere padichha....
WOW ! Excellent bro 👍
2023 ରେ କିଏ ସୁଣୁଚି। ବହୁତ୍ ବଢିଆ ଗୀତ ଟେ
2023 nunge 24
Bhai old id Gold remember it
Old is gold.this type of song's not available in this time.very meaningful song👍👍👍👍👍👍❤️❤️❤️❤️
U r r8
Super 🤔🤔🤔🤔
Old is gold Heart touching song ❤❤❤
2023 re ehi gito sunibaaku bhala laaguchhi❤❤😭😭
ମତେ ବହୁତ ଭଲଲାଗେ ଏ ଗୀତ
2024ରେ ଶୁଣୁଥିଲେ like❤କର
Bahut sundar song
Old is gold ❤❤❤❤
Ur right sir
Sindura Pindhichu bolí Priya vari hasuchu Sabu jhia micha bhagwaan sata
ଭୁଲ କଥା ଭାଇ
2023 re kie sunuchh e smruti bhara alibha git ku?
Shiva is such a great singer who sings with feelings
Bahut sundar song 😢😢😢
Mereko abhi bhi yaad arahahey...is song ko sunne ke bad...I am so unlucky 😢😢
Nice song... Pachha katha mane pakei deuchhi
ସତରେ ଭାଇ.... ମୁଁ ବାଙ୍ଗାଲୋର ରୁ ପ୍ରଥମ କରି ଫେରିଥିଲି ଗାଁ କୁ, କିନ୍ତୁ ମନ ଲାଗୁ ନଥାଏ ଘରେ, କେମିତି ଯାଇ ତାକୁ(My L)ଭେଟିବି.. ସେହି ସମୟରେ ଏହି ଗୀତ ଟିକୁ ବାରମ୍ବାର ଶୁଣୁଥିଲି (Walkman) ରେ... 😭❤️..କିନ୍ତୁ ଆଜି ସେ ମୋ ଠାରୁ ବହୁତ ଦୂରରେ...
Se samaya ra gita kahni ❤
Samastanka jibanare praeta evali samay ase
Feelings and emotions both are in this song and now a days this type of song can't write by author...
Bhaut sunder Lage ..e song ..jete thara sunile bi .nijaku bhaut santii lage.
40/50 DVD 📀 ରେ ଦେଖିଛି ବହୁତ ସୁନ୍ଦର movie 🎥 all songs upload କରନ୍ତୁ ଭାଈ
My favourite singar siba ❤❤❤❤❤ super voice I love siba ❤❤❤❤❤❤
ଏମିତି ଗୀତ ଆଉ ଶୁଣିବାକୁ ମିଳୁନାହିଁ
Ati sundara git tie manaku chhuin gala very nice
Fantastic,,song from a Zakhmi Dil,,oref Broken 💔 Heart ❤️❤️
Cassette lagei e Geeta Kiya Kiya sunichi like kara😊
ଏ ଗୀତ ଶୁଣି ମନରେ ବହୁତ କଷ୍ଟ ହେଉଥିବାର ଲାଗୁଛି
I think you are in deep love just like me❤
ଏକ ଅଭୂଲା ସ୍ମୃତି
Mohini❤❤❤, very, nice, song
2022 re A gita kiye kiye dekhucho like kor
କଥା ଥିଲା ଯଦି କେବେ ଦେବି ତତେ ଉପହାର, ସୁନା ଲଗା ଫରୁଆରେ ଦେବି ଟୋପାଏ ସିନ୍ଦୁର
Nice song. Pachha katha mane pakai deuchhi
Very nice song
BIPRA
Supare
7735309883
Mind blowing 😁😁😁😁😁😁😄😄😃😃😃😃😃
Gita sunile akhiru luha jhari jay😭😭😭😭😭😭😭😭😭😭🙏
Ahi gitara pratyaka line full Hart touching.... 😔
Wonderful song heart toching😢😢
Mate old album song bahut bhala laguchhi
Love song 👍
Nise
A song re Pacha kataa mane paduchi......
Old is gold but super song excellnet
ହୃଦୟସ୍ଵର୍ଶୀ ଗୀତ
This song is very heart touching ❤️
All time hitsong .,my favorite song
Meaningful song 🎵 🎵
Childhood memories song 😢❤
Jay ho maa
A gita sunile bahut mane paduche
୨୦୨୪ ରେ କିଏ ଏହି ଗୀତକୁ ଶୁଣୁଛନ୍ତି like କରନ୍ତୁ ।
ମନେ ପଡିଯାଏ ପିଲାବେଳ ର କଥା.. ଗାଁ ଦାଣ୍ଡ ରେ ଧୂଳି ବାଲି ଖେଳିବା ସମୟରେ କାହା ବାହାଘର ରେ ଏ ଗୀତ ବାଜୁଥିଲା...
Ur right 👍 sir 😩😫😣😢😥
Hm. Bhai
Ebe bahaghara bele faltu Gita hi bajuchi
Kerala 90s Pila mane hi janiparibe ehi Gita
@@user-fj6gi2ey6y ଠିକ କହିଲେ... 👍
😮
Bhai right
ଏ ଗୀତ ର ପ୍ରତିଟି ଧାଡିରେ ଅନେକ ରହସ୍ଯ ଲୁଚି ରହିଛି । ଏମିତି ଅନେକ ଜୀବନରେ ଏମିତି ଘଟଣା ଘଟିଛି ❤
😅😅😅😂😂😂
Bhai thiki katha
ଏତେ ବଡ଼ ଦୁନିଆ ରେ ଯେତେ ବେଳେ ଏକା ଲାଗେ ଏହି ଗୀତ ଗୁଡ଼ିକ ସାହାରା ହୁଏ।
👍right bhai
Right bhai 😭😭
right brother
@@chandanmohanty2875
.
Hmm re bhai
କୀ ସୁନ୍ଦର୍ ଏହି ସଙ୍ଗୀତ ଟି ପିଲା ଦିନରେ କାହାର ବାହାଘର ବାଜିଲେ କୀ ଆନନ୍ଦ ଲାଗେ
2023 ରେ ଏ ଗୀତ କିଏ ଶୁଣୁଛନ୍ତି ତେବେ ତଳେ like କରନ୍ତୁ 👍👍👍
My favourite song
Laxmi Dha
😊 2:05
Supar song..🥰
❤❤❤❤
ଏ ଗୀତ ଶୁଣିଲେ ହଜିଯାଇଥିବା ଦିନ ମନେ ପଡିଯାଉଛି ଆଜି ଉଭୟ ନିଜ ନିଜ ବାଟରେ ସେ ଦିନ ସବୁ ସେ ଅଭୁଲା ସମୟ ଆଜି ସବୁ ସ୍ମୃତି ହେଇ ରହିଯାଇଛି
ସମୟ ର ଖେଳ ଭାଇ 🙏
ସୁପର ଗୀତ ❤️👌 । ଏ ଗୀତର ପ୍ରତେକେ ଧାଡ଼ିର । କଥା କିଛି ଅଲଗା । 😍❤ ଏମତି କେହି ନାହିଁ ଯିଏ । ତା ଭଲ ପାଇଲା କଥା ମନେପଡ଼ିନି ।😢😢😢
2021 ରେ ମଧ୍ୟ ଏହି ଗୀତ କିଏ ଶୁଣୁଛନ୍ତି ତେବେ ଗୋଟେ ଲାଇକ କରନ୍ତୁ 👍👍👍👍👍
👇👇👇👇👇👇👇👇👇👇👇
Old is gold
2022 re mu sunuchhi bhai
2022 re sunuchi
2023 re mu sunu6i
Mu eabe bi sunuchhi.😭😭😭
ଆଉ ସେ ପୁରୁଣା ମନେ ପକାନା ଆଉ ଭାରି ଦୁଃଖ ଲାଗେ🙏🙏🙏🙏🙏🙏
ଏଇ ଗୀତ କୁ ଯଦି 2022 ଶୁଣୁଛନ୍ତି ତାହେଲେ like କର
ଆହା କୀ ସୁନ୍ଦର ସୁମଧୁର ଓଡ଼ିଆ ସଙ୍ଗୀତ ଟିଏ 👍👍 ଜେତେ ଶୁଣିଲେ ବି ପିଲାଦିନର ସେହି ଅଭୁଲା ସ୍ମୃତି କୁ ମନେପଡେ ଘଟଣା ଗୁଡ଼ିକ ଏହି ପୁରୁଣା ଗୀତ ଗୁଡ଼ିକରୁ ବିଭିନ୍ନ ଅଭିନୟ କରିଥିବା କଳାକାର ଙ୍କୁ ଅନେକ ଅନେକ ଶୁଭେଚ୍ଛା
ଏ ଗୀତ ମୁଁ ଯେତେବେଳେ ବେଳେ ଶୁଣେ ମତେ ମୋର ଅତୀତ ମନେ ପଡିଯାଏ
2024 ରେ କିଏ କିଏ ଏ ଗୀତ ଶୁଣୁଛନ୍ତି like କର
ଭାଇ ଏ ଦୁନିଆ ବହୁତ ସ୍ୱାର୍ଥପର ଏଠି ବଞ୍ଚିବା ବହୁତ କଷ୍ଟକର
କାହା ପାଇଁ ପ୍ରତୀକ୍ଷ୍ୟା ତ କାହା ପାଇଁ ତପସ୍ୟା,🙏🌹
ବହୁତ ସୁନ୍ଦର ସ୍ୱର ସଂଯୋଜନା, ଏ ଦରଦୀ କଣ୍ଠ ସ୍ୱର ଆମ ମାନଙ୍କର ଲୁହ ଗଡାଇବା ପାଇଁ
Such a wonderful time
I really miss my childhood life
ନା ସେଦିନ ଅଛି ନା ସେଦିନ କେବେ ଫେରିବ
ଆଜି ତ କେବଳ ବିଷୟ ବାସନା ରେ ହିଁ ସଂସାର ଚାଲିଲା
ନା ସାତ୍ତ୍ୱିକ ପ୍ରେମ ଅଛି ନା ସେ ପବିତ୍ର ସମ୍ପର୍କ
ଅଚ୍ୟୁତ ଶରଣଂ
ପ୍ରେମ ଚିରନ୍ତନ ସତ୍ୟ ଆଉ ସନାତନ
🙏🙏🙏🙏🙏🙏
Me toooo😢😢
This song is evergreen ଆଜିବି ଶୁଣି ଲେ ଲାଗୁଚି କାଲି ଆସିଚି ନୂଆ ଗୀତ ❤️❤️❤️ really heart touching 💘💘💘
You are right 👍 sir
Right 👍
So sweet singing and nice fillings 🌺🌺go forward towards a great my lovely sister 👍👍👍👍👍🌺🌺🌺🌺🌺🥰
Sundar trupti ra abasad nahi jete sunuthile man bhare nahi old is gold
ଯେତେ ଦୁଃଖ ରେ ଥିଲେ ବି ମନ ଟା ଭଲ ଲାଗେ
Tumar dukha kan
ଏ ଗୀତ ର ପ୍ରତିଟି ଧାଡିରେ ଅନେକ ରହସ୍ୟ ଲୁଚି ରହିଛି ! ଅନେକ ଜୀବନରେ ଏମିତି ଘଟଣା ଘଟିଛି
ବହୁତ ସୁନ୍ଦର ଗିତ
Heart touching song 💞💞
ସତରେ....ସେ ବେଳର ଗୀତରେ କିଛି ତ ଗୋଟେ ଥିଲା....ଯାହା ଆଜି କାଲିକା ଗୀତରେ ଦେଖିବାକୁ ଜମା ମିଳୁନି....Thank U Narendra Kumar for entertaining us
Right
Right Right Right
@@jitendrakumarsubudhi898 momommmommomomm km mmmomom
Ppmoooooooooooo
Setebele music Start hela
Ebe sarigala
so beautiful song
କେବେ କହାକୁ ଭଲ ପାଇବନି
ଏମିତି ହୁଏ
ଏ ଗିତ ଵହୁତ ଭଲ
The marvelous childhood song thanks dear Pabitra entertainment❤❤❤
Very nice song lekhak bhai bahut bahut dhanyabad❤😊👌👍
Gayak bhai nku b Dhanya bad...
Evergreen, ❤❤❤song,, heart, touchinglove, u
କି ସୁନ୍ଦର ସ୍ବର ,,,ଆହା ହୃଦୟ କୁ ଛୁଇଁଗଲା
Taro mrg poro thu a geeto Moro amiti heijauchi j dino ku kichi nohehe 50 thoro mo mobile re bajuchi...miss u sikki😭😭
Life re agaku jibaku padiba
ମୁଁ ସବୁବେଳେ ଶୁଣେ ଆଲବମ୍ ଗୀତ ❤❤❤❤❤❤❤❤❤❤
2024 ରେ କିଏ ସୁଣୁଛ ଲାଇକ କର।
❤❤❤, Nalini, super, song, ❤❤❤
Dhkoa to bhuth khaiche .. kintu ajee ve ye song sunle bahut mone paduchi....I love you Anjali
Such a really evergreen song one of my favourite songs heart touching love u
👌👌👌 Thanks singer, writter, director......
Love
@@bansingbaghel4311 Thanks....
heart touching song 🎉🎉🎉
Ever Green lyric❤❤❤
ସତରେ ଏ ଦୁନିଆରେ ସଵୁଠୁ ଯେତେ ନିଜର ଲୋକ ହେଉଥାଉନା କାହିଁକି। ଧୋକା ଆଗ ରେ ଜଣକୁ ଛାଡି ଆଉ ଜଣକୁ ଧରିଵେ ,ଖାଲି ଟିକେ ଦେହ ସୁଖ ପାଇଁ ଜଣଙ୍କ ସହ ସମପରକ୍ ରଖିକି ଆଉ କାହା ସହ 😢
Every Line Is Very Nice
❤️ Though Song
2024 ରେ ଯିଏ ଶୁଣିଛ । silence rahiba
Malay misha sir.you are my favorite singer
Nice song mu jetebale sune mora kichi college time mane padi jaeee
So cute ❤❤❤❤❤
ସତ ରେ ଦୁଖ ଲାଗୁଛି 😭😭😭
ଆଉ କେହି ଦେଈ ପାରି ବେନି ଏ ଗୀତ
ଭାଇ ଏବେ ବି ଗୀତ ମନେ ପଡ଼ୁଚି
মন কাঁদানো গান।😢😢😢
It's touched my heart ❤️❣️❣️❤️
.୨୦୨୫ ରେ କିଏ କିଏ ସବୁ ଏ ଗୀତ ଶୁଣୁଛ....
ଆଜିର ଦିନ ରେ ଆଉ ଏବେ ବି ଭୁଲି ପାରୁନି
Meaning full song... ଏମିତି ଗୀତ ହୃଦୟ କୁ ଛୁଇଁ ଯାଏ
Thik
@@jitendrakumarsubudhi898 5
Bhai lovere padichha....
WOW ! Excellent bro 👍
2023 ରେ କିଏ ସୁଣୁଚି। ବହୁତ୍ ବଢିଆ ଗୀତ ଟେ
2023 nunge 24
Bhai old id Gold remember it
Old is gold.this type of song's not available in this time.very meaningful song👍👍👍👍👍👍❤️❤️❤️❤️
U r r8
Super 🤔🤔🤔🤔
Old is gold
Heart touching song ❤❤❤
2023 re ehi gito sunibaaku bhala laaguchhi❤❤😭😭
ମତେ ବହୁତ ଭଲଲାଗେ ଏ ଗୀତ
2024ରେ ଶୁଣୁଥିଲେ like❤କର
Bahut sundar song
Old is gold ❤❤❤❤
Ur right sir
Sindura Pindhichu bolí Priya vari hasuchu
Sabu jhia micha bhagwaan sata
ଭୁଲ କଥା ଭାଇ
2023 re kie sunuchh e smruti bhara alibha git ku?
Shiva is such a great singer who sings with feelings
Bahut sundar song 😢😢😢
Mereko abhi bhi yaad arahahey...is song ko sunne ke bad...I am so unlucky 😢😢
Nice song... Pachha katha mane pakei deuchhi
ସତରେ ଭାଇ.... ମୁଁ ବାଙ୍ଗାଲୋର ରୁ ପ୍ରଥମ କରି ଫେରିଥିଲି ଗାଁ କୁ, କିନ୍ତୁ ମନ ଲାଗୁ ନଥାଏ ଘରେ, କେମିତି ଯାଇ ତାକୁ(My L)ଭେଟିବି.. ସେହି ସମୟରେ ଏହି ଗୀତ ଟିକୁ ବାରମ୍ବାର ଶୁଣୁଥିଲି (Walkman) ରେ... 😭❤️..
କିନ୍ତୁ ଆଜି ସେ ମୋ ଠାରୁ ବହୁତ ଦୂରରେ...