Jibanare Bele Bele | Full Video Song | Babul Supriyo | Malay Mishra | Pabitra Entertainment

Поділитися
Вставка
  • Опубліковано 29 лис 2024

КОМЕНТАРІ • 3,5 тис.

  • @kishorekumarbhitiria747
    @kishorekumarbhitiria747 4 роки тому +279

    ଏମିତିକା ହୃଦୟଟେ ନାହିଁ.. ଜମା ଯିଏ ଭଲ ପାଇନାହିଁ..,ହୋ କିଏ ସେଇ କୁହ କିଏ ଅଛି ପ୍ରେମ ବିନା ବଞ୍ଚି ସେ ପାରିଛି..Nice..Line..❤️❤️❤️❤️❤️

    • @akshayamalik4046
      @akshayamalik4046 2 роки тому

      👌

    • @jayadevrahul9957
      @jayadevrahul9957 2 роки тому

      Correct kahicha bhai

    • @geetanjalisahu8892
      @geetanjalisahu8892 Рік тому

      Right 👍

    • @soumyaranjanbeura143
      @soumyaranjanbeura143 Рік тому

      Perfect katha kahile

    • @swastikshrutimanmohanty6427
      @swastikshrutimanmohanty6427 Рік тому +7

      @Rrbn ହଁ ଭାଇ ଠିକ କହିଛନ୍ତି | ମୁଁ ତାକୁ ବହୁତ ଭଲ ପାଉଥିଲି କିନ୍ତୁ ସେ ଆଜି ଆଉ କାହାର ହୋଇଗଲା ( ଦୀର୍ଘ ୨୦ ବର୍ଷର ଏକତରଫା ପ୍ରେମ ) 🥺🥺🥺, ସତରେ ଏକତରଫା ପ୍ରେମ କରିବା ଭାରି ଯନ୍ତ୍ରଣାଦାୟକ ହୋଇଥାଏ | କାଶ୍ ମୁଁ ତାକୁ ମୁ ମୋ ମନର କଥା କହିପାରିଥାନ୍ତି | ତେଣୁ ମୁଁ ଏହି ଗୀତଟି ଶୁଣୁଛି ଏବଂ ତା ପ୍ରତି ଭଲ ପାଇବା ସେମିତି ସତେଜ ହୋଇ ରହିଥାଉ , ଏତିକି ମୁଁ ପ୍ରଭୁ ଜଗନ୍ନାଥ ନିକଟରେ ପ୍ରାର୍ଥନା କରୁଅଛି |

  • @gkhandei2973
    @gkhandei2973 3 роки тому +489

    ଏଇ ଗୀତ କୁ ଶୁଣିବା ପାଇଁ ମୋତେ ସାତ ଜନ୍ମ ନେବାକୁ ପଡିବ....
    ଧନ୍ୟ ତୁମେ ଲେଖକ...
    ପ୍ରତି ୱାର୍ଡ ହୃଦୟ ସ୍ପର୍ଶି..

  • @styliskuna8219
    @styliskuna8219 10 місяців тому +403

    ଜଉ ଗୀତ ଆମ ପିଲା ଦିନ କଥା ମନେପକାଉଦେଉଛି ସେଇ ଗୀତ ଜଉ ମାନେ ୨୦୨୪ ରେ ଶୁଣୁଛ ଲାଇକ ଗୋଟେ ହଉ

  • @sibanandasahoo9196
    @sibanandasahoo9196 2 роки тому +2099

    ଜଉ ଭାଇ ଭଉଣୀ ମାନେ ୨୦୨୩ ଓ ୨୦୨୪ ରେ ଶୁଣୁଛନ୍ତି କମେଣ୍ଟ ରେ ଲାଇକ ଟେ ହଉ 🥰

  • @mahapatrarakesh3783
    @mahapatrarakesh3783 3 роки тому +30

    ଲୋମ tankura ଗୀତ❤️❤️❤️🔥🔥🔥ବାବୁଲ ସୁପ୍ରିୟୋ କୁ ସହେ ସଲାମ...

  • @rajeshmalik012
    @rajeshmalik012 11 місяців тому +144

    ଯୋଉ ଭାଇ ଭଉଣୀ ମାନେ 2024 ଏହି ଗୀତ ଶୁଣୁଛନ୍ତି like ❤ this button

  • @ajabgajal8801
    @ajabgajal8801 2 роки тому +711

    2000 ମସିହା ରେ ଏହି ଗୀତ ରିଲିଜ ହୋହିଥିଲ,22ବର୍ଷ ପରେବି ଜୀବନ୍ତ, ଏଠୁ ଅନୁମେୟ କରାଯାଉ ପୁରୁଣା ଗୀତ କେତେ ସୁନ୍ଦର ଥିଲା...

    • @parabatidas9169
      @parabatidas9169 2 роки тому +15

      Karana asabu jibanta thila ... Abe ra song sabu gote session vali gote session pain famous tapare old

    • @SameerGD5280
      @SameerGD5280 2 роки тому +16

      Bhai e sabu ama immotion saha connected

    • @SameerGD5280
      @SameerGD5280 2 роки тому +7

      Puruna kahi lajita karanti nahin pls

    • @sagarmahanty2793
      @sagarmahanty2793 2 роки тому +2

      @@parabatidas9169 pa

    • @SanjaySharma-uq4oz
      @SanjaySharma-uq4oz Рік тому +10

      Afternoon 3.00pm ru 4.00 pm thila odia album ra golden era

  • @bighnarajacharya3719
    @bighnarajacharya3719 3 місяці тому +15

    ପୁରୁଣା ଗୀତ ସତରେ ବହୁତ ରୋମାଂଚିତ. ଏହି ଗୀତ ଯେତେବେଳେ ବାହାରିଥିଲା ପ୍ରଥମ କରି ସେତେବେଳେ ଯିଏ ଯିଏ ଯୌବନ ବୟସରେ ଥିଲେ ଗୋଟେ ମାତ୍ର like ହେଇଯାଉ.

  • @prakashviewsupdatesanalysi9759
    @prakashviewsupdatesanalysi9759 Рік тому +12

    କହନ୍ତି ପ୍ରେମ ଅଛି ମାନେ ପ୍ରତାରଣା ମଧ୍ଯ ଅଛି, ବେଳେ ବେଳେ ସମୟ ଏତେ ଆଗକୁ ନେଇଆସେ ପଛକୁ ଦେଖିଲେ ମନେହୁଏ କଣ ସେଦିନ ପୁଣି ଆସିପାରନ୍ତା! ମନ ଓ ମନର ମାନିନୀ କୁ ନେଇ ଏଇତ ମଣିଷ। ପ୍ରେମ ରେ ପାସ୍ ବା ଫେଲ ଯାହା ହେଲେ ବି ଏଇଟା ସତ ପ୍ରେମ ଦୁନିଆରେ ଗୋଟେ ସୁନ୍ଦର ଅନୁଭୂତି।

  • @swadhinsutar4108
    @swadhinsutar4108 4 роки тому +532

    ଇଏ କେବଳ ଗୋଟେ ଗୀତ ନୁହେଁ , ଅତୀତର ସ୍ମୃତିଭରା ସେଇ ଅଭୁଲା ଅତୀତର ବାସ୍ତବିକ ରୂପ। କୁଆଡେ ହଜିଗଲା ସେ ଦିନ 😭😭

    • @swaggamer6827
      @swaggamer6827 3 роки тому +3

      Very very popular song and heartly touchable. Now, such type of song is never found. Heartiest falicitation to the Lyricist, Music composer as well to Singer .

    • @gununayak1936
      @gununayak1936 3 роки тому +1

      Yes

    • @Madan_pro_editz
      @Madan_pro_editz 3 роки тому +1

      Sata katha bro

    • @BipinKumar-ll3xe
      @BipinKumar-ll3xe 3 роки тому +2

      Shatere r... 👍 Bro..😭

    • @shriradhahari7272
      @shriradhahari7272 3 роки тому +1

      😭

  • @abinashjenaofficial287
    @abinashjenaofficial287 4 роки тому +194

    ଏ ଗୀତ ମୋ ରକ୍ତରେ ମିଶିଯାଇଛି ଯେମିତି ମୁଁ ଆଗ ଜନମ ରେ ବି ଏ ଶୁଣିବାକୁ ମନ ହଉଚି

  • @rrcreation1092
    @rrcreation1092 8 місяців тому +226

    2024 re କୋଉ କୋଉ ମାନେ ଏଇ ଗୀତ ଶୁଣୁଛ like 🥰❤️💫

    • @anandkumartripathy3776
      @anandkumartripathy3776 3 місяці тому +3

      Punei.jhana.audio.casste.price.35.2000.sala.

    • @BijoyKamila-mn5lg
      @BijoyKamila-mn5lg 3 місяці тому

      ​@🎉❤🎉anandkumartripathy3776

    • @maheshpatra3230
      @maheshpatra3230 2 місяці тому +2

      Mu sunu chi au 2025.26.27re v sunibi

    • @Pradhan130
      @Pradhan130 Місяць тому +1

      Mu aji sunili..a song mo live re paly karibi...😊

  • @soumyarmallik9903
    @soumyarmallik9903 4 роки тому +67

    One of the evergreen songs of Odia Industry. Jebe bhi suna hrudaya ta bhari hei jae. ❤️ Lyrics 🙏 wow 😍. Makers of this song thank u guys for making such a beauty.

  • @madhusmitasahoo3757
    @madhusmitasahoo3757 5 років тому +108

    Tears are not stop...... After listen this song . I missed my childhood

  • @gopalpatra7018
    @gopalpatra7018 8 місяців тому +36

    Hart ରେ କାହାକୁ କାହାକୁ ଏ ଗୀତ ଛୁଇ ଗଲା like please

  • @bharatbhusanbehera781
    @bharatbhusanbehera781 3 роки тому +104

    Can't forget this era.....golden era of odia music industry... ❤️

  • @alienstarz4296
    @alienstarz4296 4 роки тому +186

    କିଛି ଗୀତ ପିଲା ଦିନ ର ସ୍ମୃତି ସବୁକୁ ଫେରେଇ ଆଣିଥାଏ ❤️

  • @somanathbiswal4240
    @somanathbiswal4240 2 роки тому +8

    ଏମିତିକା ହୂର୍ଦୟଟେ ନାହିଁ..... ଜୋମା ଯିଏ ଭଲ ପାଇ ନାହିଁ ...nice line ସତରେ ସେ ଦିନ ସବୁ କଉଟି ଗୋଲା...

  • @Defaulter_guy
    @Defaulter_guy 11 місяців тому +18

    ଭାଇ ୨୦୨୪ ରେ ବି ଏ ଗୀତ ଶୁଣିବାକୁ ଭଲ ଲାଗୁଚି😊

  • @mrmaheshkumarpapu8884
    @mrmaheshkumarpapu8884 4 роки тому +53

    ଗିତ ତ ନୁହଁ ପୁରା ଗପ
    One of my favorite Songs
    Childhood memories
    Love this song

  • @chittaranjansethi5082
    @chittaranjansethi5082 8 місяців тому +4

    ବହୁତ୍ ବଢିଆ ଲାଗିଲା ମୋ ପିଲା ଦିନରୁ ଏହି ଗୀତ ଗୁଡ଼ିକୁ ଆଜିବି ଗୁଣ୍ ଗୁଣ ଗାଏ ବହୁତ୍ ସୁନ୍ଦର ଗୀତ ଗାଇଦେଲେ ମନ ହାଲ୍କା ହେଇ ଯାଏ😢😢😢😢

  • @manas.21
    @manas.21 3 роки тому +186

    ଜୀବନର ବ୍ୟସ୍ତତା ଭିତରେ ଏଇ କମେଣ୍ଟ ଟି କରୁଛି। ଯଦି କେହି ଏଇ କମଣ୍ଟ କୁ ପଢ଼ ଦୟାକରି ଲାଇକ କି କମେଣ୍ଟ କରନ୍ତୁ। ଯାହାଦ୍ବାରା ମୋତେ ନୋଟିଫିକସନ୍ ମିଳିବ ଆଉ ମୁଁ ଏହି ଗୀତ କୁ ଶୁଣିବାକୁ ଆସିବି। ଧନ୍ୟବାଦ୍ 🙏🙏

  • @ranjansundaray649
    @ranjansundaray649 3 роки тому +63

    ବାବୁଲ supriyo ଙ୍କ ଗୀତ ସବୁବେଳେ ସୁପର ହିଟ୍।ସମସ୍ତ ଭାଇ ଓ ଭଉଣୀ ମାନଙ୍କ ମତାମତକୁ ଦେଖିଲେ ଲାଗୁଛି ସେମାନେ ପୁରୁଣା ଗୀତକୁ କେତେ ଭଲ ପାଆନ୍ତି।ମୁଁ ବି ଭଲପାଏ ସବୁ ପୁରୁଣା ଗୀତକୁ।ସବୁବେଳେ ତାଜା ଲାଗେ। ଲାଗୁଛି ସତେ ଯେମିତି ସେ ଦିନ ପୁଣି ଫେରି ଆସିଛି

  • @sumankumarnayak3651
    @sumankumarnayak3651 8 місяців тому +12

    2024 ରେ କିଏ କିଏ ଶୁଣିଛ ଏଇ ଗୀତ comment me

  • @ajeetdas4382
    @ajeetdas4382 10 місяців тому +37

    ଜଉ ଭାଇ ଓ ଭଉଣୀ ମାନେ ୨୦୨୪ ରେ ଏହି ଗୀତ କୁ ଶୁଣୁଛନ୍ତି ଲାଇକ ଟେ କରିବେ ❤❤

  • @akankshyapattanayak4158
    @akankshyapattanayak4158 5 років тому +102

    Babul Supriyo ... Blessings to Odia album 😍😍

    • @lyleandres1510
      @lyleandres1510 3 роки тому

      i dont mean to be so offtopic but does anybody know of a method to get back into an Instagram account??
      I stupidly lost my password. I would appreciate any assistance you can give me

    • @itspabitracreation4130
      @itspabitracreation4130 3 роки тому +2

      He is Very popular odia album song.
      Not Hindi song
      His all odia album song superhit.
      Suna farua. Suna maina. Suna palanka. Haladimuhin. Premika bhai.
      Fula kandhei. Sahitya didi. Raja nandini. And all album jukebox.
      Etc... One of my favourite Singer
      Babul Supriyo..

    • @bijendrakumarsahu5779
      @bijendrakumarsahu5779 2 роки тому

      @@lyleandres1510 à

  • @niharranjanpradhan5253
    @niharranjanpradhan5253 2 роки тому +70

    This is not a song, this a emotion for 90's kids❤

  • @sanatanapanda9550
    @sanatanapanda9550 11 місяців тому +9

    2000ମସିହା ର ମୋ ପିଲା ଦିନ ର ଗୀତ, ମଥାରେ ଦେଇ ପାଟ ଓଢଣୀ

  • @trilochandas6285
    @trilochandas6285 5 років тому +422

    ସତରେ ଏ ଗୀତ ର ମୂଲ୍ଯ କୁ କେବଳ ସେ ବୁଝିବ ଯା ପାଖରେ ସମୟ ର ମୁଲ୍ଯ ଅଧିକା ଥିବ ା

  • @mamapadmajachannel2542
    @mamapadmajachannel2542 12 днів тому +1

    ଏହି ଗୀତଟି ମେର ପିଲା ଦିନର ସତରେ ଏହି ଗୀତଟି ସୁଣିଲେ ମତେ ମେ ଅତି ତର କଥା ମନେ ପଡିଯାଏ❤❤❤

  • @deepakrath2853
    @deepakrath2853 2 роки тому +60

    ମଳୟ ମିଶ୍ର ଙ୍କ ସ୍ୱର ସଂଯୋଜନା ରେ ଗୀତ ଟି ଯେମିତି ପ୍ରାଣ ବନ୍ତ ହୋଇଉଠିଛି।ମଳୟ ମିଶ୍ର ଙ୍କ ଗୀତ ସବୁଠୁ ନିଆରା

  • @Johncena-pt8pw
    @Johncena-pt8pw Рік тому +3

    ଗୋରି ପୂଜା ଆଉ କପାଖାଇ ପାଇଁ ଏ ଗୀତ ସବବେଳେ ସୁନୁଚି କି ଜୀବନ ରେ ମଗିଆ 😢

    • @mission280
      @mission280 Рік тому

      Hau Bhai tension neani ame achu 😢😢😢😢

    • @Johncena-pt8pw
      @Johncena-pt8pw Рік тому

      ଠିକ୍ ଅଛି ଭାଈ ପୂଜା ତମକୁ ସେମିତି ସବୁଦିନେ ଭଲପାଉ ଥାଉ

    • @mission280
      @mission280 Рік тому

      Hau Bhai tm maipa Ku amaku daedea❤❤❤

    • @Johncena-pt8pw
      @Johncena-pt8pw Рік тому

      ତମେ ଓଡ଼ିଆରେ ଗେଇଦିଅ 😂

    • @mission280
      @mission280 Рік тому

      E Bhai tm pruthibi Ru Pala😂

  • @Kiran-ty7ww
    @Kiran-ty7ww 6 місяців тому +4

    ଏଇ ଗୀତ ଶୁଣିକି ମୁ ରାତିରେ ସଇଲା ବେଳେ ମୁ ଶୁନିକି ସଇ ପଡେ। ❤❤❤❤❤

  • @Mithunlovemita
    @Mithunlovemita 2 роки тому +8

    Old is gold ଏ ଗୀତ ମୁଁ କେବେବି ଭୁଲିପାରିବିନି ମୋ ପିଲା ବେଳ ଗୀତ ଏ , ଏ ଗୀତ ଯେତେବେଳେ ବି ମୁଁ ଶୁଣେ ମୋ ଛାତି ଭିତରେ କିଛି କିଛି ହେଇଯାଏ 😊😊 , babul supriyo voice unstoppable 😘😘

  • @biswajitmohanty6690
    @biswajitmohanty6690 5 років тому +609

    ଏ special ଗୀତ କେବଳ special ଲୋକଙ୍କର ହିଁ ମନେ ରହିବ। ଏକୁଟିଆ ଗୋଟେ ଶୂନ ଶାନ ଜାଗା କୁ ଯାଇ ଏ ଗୀତ ଶୁଣିବାର ମଜା ଅଲଗା

  • @Madhaba_Dora
    @Madhaba_Dora 3 місяці тому +4

    ଯେଉଁମାନେ ଏହି ହୃଦୟସ୍ପର୍ଶୀ ଗୀତଟି ବା ରୋମାଣ୍ଟିକ ଗୀତଟି ୨୦୨୪ ✅🔘ରେ ଶୁଣୁଛ 👍????old is gold

    • @Pradhan130
      @Pradhan130 Місяць тому

      Mast 🎉🎉🎉 dude..... HRUDAYA ku chhuin jaye.. emiti song mu paly karibi mo live re😊

  • @dkmohapatra450
    @dkmohapatra450 6 років тому +52

    Emitika manisate nahi ....jama jie bhul kari nahi ....
    Great lines suparab

  • @LiveWithNature235
    @LiveWithNature235 6 років тому +768

    Never forgettable song.... ସମୟ କେତେ ଶୀଘ୍ର ବଦଳି ଚାଲିଛି କିନ୍ତୁ ଏଇ ଗୀତଗୁଡିକୁ ଯେଉଁ Generation ପିଲାମାନେ ଦେଖିଲେ ମଧ୍ୟ ଭୁଲି ପାରିବେ ନାହିଁ ।

  • @PankajKumar-vr5nl
    @PankajKumar-vr5nl 7 місяців тому +1

    ଭାଇ ,ଗୀତଟି ମୋ ହୃଦୟ ରେ ସାଇତି ରଖିଛି,,chata ପିଲା ଟାଇମ ଶୁ ଲି ଚି ଆଜି ବି ଭଲ ଲାଗୁଚି,,

  • @harishchsingh8908
    @harishchsingh8908 6 років тому +113

    ଏଇ ଗୀତ ଯିଏ ଶୁଣେ ତା ମନ ମହୀ ଯାଏ ।
    ଏ ଗୀତ ଆଉ କାଇଁ pliss ଆଉ ଥରେ ଏମିତି ଗୀତ ଆରମ୍ଭ ହେଉ !

  • @sarthakfun375
    @sarthakfun375 10 місяців тому +6

    2024 re jau mane sunuchanti babul supriyo sir nka pain gote LIKE PLZ😊❤

  • @saipatramusicjogeswarpur2606
    @saipatramusicjogeswarpur2606 2 місяці тому +2

    ଜୀବନରେ ବେଳେ ବେଳେ ଏମିତିକା ଗୀତ ❤️❤️ସବୁବେଳେ ମିଳିନଥାଏ 👌🏿

  • @iamswapnasagar
    @iamswapnasagar 2 роки тому +23

    Those were the golden periods of odia album industry ❤💖

  • @padmakanta2886
    @padmakanta2886 6 років тому +122

    Song isko bolte hai
    Awesome
    Babul Supriya sir
    Full romantic

  • @adhira.12M
    @adhira.12M 11 місяців тому +6

    ୨୦୨୩ରେ କିଏ କିଏ ଏମିତି ପୁରୁଣା ଗୀତ କୁ download କରୀକି ଶୁଣୁଛ comment ଆଉ like ରେ ଜଣାଅ

  • @Mahesh-ox6sn
    @Mahesh-ox6sn 5 років тому +26

    What a meaningful song yaar.. this happens in life right..so many things to learn from this type songs.

  • @spearman7682
    @spearman7682 5 років тому +213

    ଏମିତିକା ହୃଦୟଟେ ନାହିଁ ଜମା ଯିଏ ଭଲ ପାଇଁ ନାହିଁ..

  • @khokanbanarji8611
    @khokanbanarji8611 2 роки тому +2

    ନିଜ ଭୁଲକୁ ଚିହ୍ନିବା ପାଇଁ ଗୀତଟିଏ

  • @shrigurusahoo5245
    @shrigurusahoo5245 10 місяців тому +10

    ଆପଣ ମାନେ ବି ୨୦୨୪ ରେ ଅଭୁଲା ସ୍ମୁତି କି ମନେପକାଉଛ... 😢😮😅

  • @smrutiranjanacharya2621
    @smrutiranjanacharya2621 2 роки тому +92

    National anthem for one side lovers at that time ❤️❤️❤️❤️

  • @SKcreations96
    @SKcreations96 Рік тому +5

    ଏତେ ସୁନ୍ଦର ଯେ ଭାଇ , memorable ହୋଇରହିଯାଇଛି,2023 ରେ ବି ସେହି ଫିଲିଂସ 🎉🎉

  • @trilochannayak7521
    @trilochannayak7521 2 роки тому +4

    ଛୋଟ ବେଳେ ଚୁଟି କାଟିବାକୁ ନିଜ ପାଳି ର ଅପେକ୍ଷା କରି କରି ଗୀତ ଗୁଡ଼ିକ ଶୁଣିଥିଲି ପୁଣି ବର୍ତ୍ତମାନ ଏହି ଗୀତ ଶୁଣି ସେହି କଥା ମନେ ପଡ଼ିଲା, ହାୟେ ସେ ପିଲାଦିନ 🤩🤩🤩

  • @gagerangafamily7728
    @gagerangafamily7728 4 роки тому +248

    2020 re kie kie sunuchha plz like

  • @amitdas817
    @amitdas817 Рік тому +4

    କାହା ଜୀବନ ରେ ଏମିତିକା ଭୁଲ୍ ହୋଇଛି କି
    ଜଦି ହୋଇଥାଏ ଲାଇକ୍ କର

  • @satyashibapanda7777
    @satyashibapanda7777 3 роки тому +21

    My favourite song in college time. At that time no mobile, no Facebook, no whatsapp, no social media but always cheerful.

  • @SOUMYARANJANSAHOO-x4u
    @SOUMYARANJANSAHOO-x4u 6 місяців тому +3

    କେତେ ଗୀତ ଆସିବ ଯିବ କିନ୍ତୁ ଏହି ସବୁ ଗୀତ ସବୁ ବେଳ ପାଇଁ ଅମର ହେଇ ରହିବ ଏଇ ଗୀତ ଏବେ କିଏ ଶୁଣିଛି ନ ଶୁଣିଛି ମୁଁ କହି ପାରିବିନି କିନ୍ତୁ ଓଡ଼ିଶା ରେ ଏବେ ବି ଯେତେ ସେଲୁନୁ ଓଡ଼ିଶା ରେ ଅଛି ସବୁ ସେଲୁନୁ ରେ ଏହି ଗୀତ ବାଯୁଛି

  • @chankyasingh185
    @chankyasingh185 2 роки тому +1

    ଗୀତ ଶୁଣିଲା ପରେ ଆଖି ରେ ଲୁହ ଚାଲି ଆସୁଛି

  • @binodsamalofficial
    @binodsamalofficial 2 роки тому +5

    I miss you my childhood Life 😭
    Miss you my childhood friends
    Miss you my Jaan 😭😭😭😭
    ଜୀବନରେ କିଛି ତ ଭୁଲ କରୁ
    ଗାୟକ ବାବୁଲ ସୁପ୍ରିୟୋ ସାର୍
    ବହୁତ୍ ସୁନ୍ଦର୍ ଗାୟକ ❤️❤️❤️❤️❤️

  • @tapasstudychanel3003
    @tapasstudychanel3003 10 місяців тому +4

    Keun mane 2024 re e geeta sunuchhanti❤❤❤

  • @BrajeshKumar-xz2uw
    @BrajeshKumar-xz2uw 7 місяців тому +1

    ଯୋଉ ଭାଇ ଭଉଣୀ ମାନେ ୨୦୨୫ ରେ ଏହି ଗୀତ ଶୁଣିଛନ୍ତି like karo 😇

  • @rakeshkumarmangaraj426
    @rakeshkumarmangaraj426 6 років тому +139

    ଭାରି ମନେ ପଡେ ,,,,,ଏ ଗୀତ ଏ music

  • @dambarudharharijan308
    @dambarudharharijan308 5 років тому +15

    ବହୁତ ସୁନ୍ଦର ଗୀତ ହୃଦୟ ଛୁଆଁ । 👌👌👌

  • @dilliprajroul6772
    @dilliprajroul6772 7 місяців тому +2

    ଆରେ ଭାଇ କହୁଛନ୍ତି old is gold but ମୁ କହୁଛି old is dimond ଭାଇ ବହୁତ୍ ପୁରୁଣା କଥା ମନେ ପକେଇ ଦଉଛି

  • @tapaspanda8760
    @tapaspanda8760 5 років тому +72

    Pure Odia lyrics thats connect to the heart....

    • @sampathi9515
      @sampathi9515 2 роки тому

      Those were not the days of mixture Odia songs.

  • @sudhansumeher2701
    @sudhansumeher2701 5 років тому +13

    Emitika Manisa tey nahin ....jama jie bhul Kari nahi..... Lovely song.... evergreen song....

  • @SREENUSREENU7183
    @SREENUSREENU7183 8 місяців тому +1

    Kie sunuchha 2024 re ❤❤❤

  • @spearman7682
    @spearman7682 5 років тому +257

    ଏ ଗୀତ ମୋ ଦେହର ରକ୍ତରେ ମିଶିଯାଇଛି...ମୁଁ ଆଉ ଥରେ ଜନ୍ମ ନେଲେ ବି କେବଳ ଏଇ ଗୀତ ଶୁଣିବା ପାଇଁ ଭୁଲ କରିବି...

  • @sonashok1624
    @sonashok1624 3 роки тому +7

    ଅପେକ୍ଷା ସେହି
    ଭଲପାଇବା ର ଶେଷ କବାଟ
    ଯୋଉ ଭଲପାଇବା ଜୀବନରେ ଥରେ ହୁଏ ସାରାଜୀବନ ପାଇଁ
    Lets a smile if you are lost your love.... forever

  • @corruption849
    @corruption849 10 місяців тому +1

    2024 re kie sunucha na nai bhai❤

  • @maamangalaproduction8596
    @maamangalaproduction8596 6 років тому +33

    My favorite singer BABUL SUPRIYO

  • @gourangamallick9588
    @gourangamallick9588 Рік тому +10

    Tears not stop.... listening this song 😭😭😭😭...miss my childhood...how best are those days.... 😭😭😭.....

  • @adhira.12M
    @adhira.12M Рік тому +1

    ସଧାବେଲେ ପୁରୁଣା song ହାର୍ଟ ଟଚ୍

  • @technostylishsubhra1443
    @technostylishsubhra1443 6 років тому +257

    ଏମିତି ଗୀତ ସବୁବେଳେ ବଞ୍ଚିଛି ଆଉ ବଞ୍ଚିରହିବ

  • @thefadedone4699
    @thefadedone4699 Рік тому +16

    An odia masterpiece💓

  • @Piku_1947
    @Piku_1947 2 роки тому +2

    ରେ ସମୟ ବୟସ କୁ ମୋର ନେଲୁ ଚୋରେଇ....

  • @gautampradhan3182
    @gautampradhan3182 6 років тому +19

    Best Music director 🔉🔊🔊🎹🎷🎹🎷🎹🎷 Malaya Mishra sir

  • @debaprakashsaho2004
    @debaprakashsaho2004 Рік тому +12

    The golden voice of Babul Supriyo , the evergreen star.

  • @senapatihints5237
    @senapatihints5237 10 місяців тому +1

    2024 re kia kia sunucha❤.

  • @binodsamalofficial
    @binodsamalofficial 4 роки тому +23

    I really miss you dear 😭😭😭
    Old is gold romantic voice babul supriyu sir

  • @softcorner6186
    @softcorner6186 3 роки тому +4

    ଭୁଲ୍ କରିବା ମଣିଷର ସହଜାତ ପ୍ରବୃତ୍ତି କିନ୍ତୁ ମଣିଷ ଜୀବନରେ ଏମିତି କିଛି ଭୁଲ୍ କରିଦିଏ ଯାହା ପାଇଁ ସେ ନିଜ ଜୀବନକୁ ଏକ ଅଭିଶପ୍ତ ଜୀବନ ଭାବରେ ଅତିବାହିତ କରିବାକୁ ପଡେ। ସେଥିପାଇଁ କିଛି କରିବା ପୂର୍ବରୁ ଟିକେ ଭଲସେ ଚିନ୍ତା କରି କରନ୍ତୁ,ଯାହା ପାଇଁ ଆପଣଙ୍କୁ ପୁନର୍ବାର ପଶ୍ଚ୍ୟାତ୍ତାପ କରିବାକୁ ନପଡେ।

  • @himansupera6421
    @himansupera6421 Рік тому +2

    ଏବେ ବି ନିଜ ଜୀବନ ରେ ଏହି ଗୀତ ମାନେ ଅନେକ ମୂଲ୍ୟ ରହିଛି ❤❤❤

  • @sunilbeura4777
    @sunilbeura4777 5 років тому +51

    Still listening in October 2019
    Some one else here🎶🎶🎶

    • @SuperRockyx
      @SuperRockyx 5 років тому

      Me also bhai .. juga juga ru rahi asichi and believe me bhai ame hauchey se generation pila who saw cassette player VCR, and CD and DVD player. Yes we r the generation between yesterday and tomorrow

  • @chittaranjansahoo8981
    @chittaranjansahoo8981 6 років тому +117

    ଆଲଵମ୍ ର ନାମ "ପୂନେଇ ଜହ୍ନ" Just reminding the College days.I used to listen these songs more than 100 times. Even today I remembered the lyric and music.What days were those?

    • @susanatkumar1554
      @susanatkumar1554 5 років тому +1

      Bhai album jugare Tama katha mane pade, punei janha, jhia jiba sasu ghara emiti kichhi album thila jahar sabu Gita sabubela pain Amar Hoi rahiba.

    • @skeslam5288
      @skeslam5288 5 років тому +1

      I love this song all time my favorite

    • @sarojpanigrahi3574
      @sarojpanigrahi3574 5 років тому

      Really bhai.. It was our time
      .😢😢😢

    • @gautampradhan3182
      @gautampradhan3182 4 роки тому

      @@susanatkumar1554 ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର ଶାର୍ ଅଛନ୍ତି

    • @Politics78900
      @Politics78900 4 роки тому

      N I'm more than 1 lakhs time listining

  • @sachindakua7602
    @sachindakua7602 Рік тому +1

    Jou bhai mananka fivorite song please like 👍👍

  • @laxmikantamahanta8175
    @laxmikantamahanta8175 5 років тому +19

    ଏହି ଗୀତ ସବୁ ହୃଦୟକୁ ଛୁଇଁ ଜା ଏ

  • @subhadranath7773
    @subhadranath7773 4 роки тому +76

    Beautiful creation in this world”song” And I am literally crying now. Its lyrics has touched my heart that I cannot forget this song till my last..

  • @SambitBarik-sr4iy
    @SambitBarik-sr4iy 4 місяці тому +2

    Kichi gita,,pila bela raa katha Mane pakei die ,,jete bele gote sune au kichi purna gita sunibaku iccha hue...🥳🥳🥰🥰🥰🥰🥰JAY JAGANNATH 🙏🙏🙏🙏

  • @bhanjanathsharma6281
    @bhanjanathsharma6281 6 років тому +41

    ଜୀବନରେ ବେଳେବେଳେ ଏମିତିକା ଭୂଲ୍ ହେଇଯାଏରେ, Nice song (ଅଭୁଲା ଅତୀତ)

    • @tapaskumar7882
      @tapaskumar7882 6 років тому

      Bhanja Nathsharma gbc

    • @gyanendrakumar7369
      @gyanendrakumar7369 6 років тому

      Most popular songs heart filling songs

    • @firojbeura8478
      @firojbeura8478 6 років тому

      ଏ ଯୁଗ ଚାଲି ଯିବ ହେଲେ ଏଭଳି ଗୀତ ମିଳିବ ନାହଁ

    • @ganeshraj4049
      @ganeshraj4049 6 років тому

      Wow my feb

  • @bhagirathisahoojaga.garadh498
    @bhagirathisahoojaga.garadh498 6 років тому +139

    ବହୁତ ସୁନ୍ଦର ଗୀତ ଏ ଗୀତ ଏବେବି ସମସ୍ତଙ୍କ ମନ ହୃଦୟରେ ସୃତି ହୋଇ ରହିଛି

  • @dwarisahoo229
    @dwarisahoo229 3 дні тому

    କଲେଜ ରେ ପଢିଲା ବେଳେ ଏ ଆଲବମ ଗୀତ ସବୁ ଆସୁଥିଲା, କେତେ ସୁନ୍ଦର ସବୁ ସେ ଗୀତ ଥିଲା, ଆଲବମ ର ସେ ସମୟ ସୁବର୍ଣ୍ଣ ଯୁଗ ଥିଲା 🙏🙏

  • @jugalkrmr
    @jugalkrmr 6 років тому +28

    ମୋ ପାଇଁ ଏଇ ଗୀତ ସବୁଦିନ ମନେ ରହିବ. It was my first love time. Unfortunately its broke after 5 years.......

  • @AJAY7509
    @AJAY7509 4 роки тому +16

    I still want to go back to my childhood days when i used to listen this song after school.those days were something else that im still not able to get those emotions today.

  • @EBehera
    @EBehera Рік тому +1

    90s ra pila feel kari paruthibe eei gita ti

  • @bijayakumarpanigrahi4530
    @bijayakumarpanigrahi4530 5 років тому +14

    Dunia thila jae e gita rahiba
    This is evergreen song...l love it
    I personally thank to lyricist for writing such a great song .

  • @simply7712
    @simply7712 3 роки тому +15

    Heart touchingly meaningful, The Every time while I listening to this song, it makes me feel...like something that can't be expressed. Simply its one of the best songs I ever listened. Lyrics superb

  • @jajatikhatua8603
    @jajatikhatua8603 9 місяців тому +1

    ବହୁତ ସୁନ୍ଦର ଗୀତ ❤❤

  • @applegrapes9440
    @applegrapes9440 6 років тому +101

    I love this song's superb

  • @BTSARMY-pf1gs
    @BTSARMY-pf1gs 4 роки тому +18

    Best childhood memories
    Missing this types of songs

  • @Kahani.163
    @Kahani.163 10 місяців тому +1

    2024 re🎉bi mo fev.... ❤song🎶 taa

  • @rjrojalin1111
    @rjrojalin1111 2 роки тому +7

    My childhood memory , this lyrics is very heart touching ❤❤❤my eyes always watering 😢