CM Naveen Patnaik wished all the best & expressed confidence to Sambalpur MP candidate Bobby Das

Поділитися
Вставка
  • Опубліковано 29 кві 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 151

  • @narayanbehera1373
    @narayanbehera1373 28 днів тому +7

    କଥାରେ ନୁହେଁ କାର୍ଯ୍ୟରେ ବିଶ୍ବାସ ରଖନ୍ତି ଆମ ନବୀନ ସରକାର।ଏହାକୁ ଠିକ୍ ବୁଝି ଗଲେଣି ସାରା ସମ୍ବଲପୁର ବାସୀ।

    • @RakeshChandan-cf2sb
      @RakeshChandan-cf2sb 25 днів тому +1

      Yes bro bjp will win in sambalpur. Mg cutkia bobi das . 😂😂😂

  • @lipsadas4353
    @lipsadas4353 28 днів тому +6

    ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସ ବାଜିମାତ କରିବେ ନିଶ୍ଚୟ।

  • @odisha_tv_news
    @odisha_tv_news 28 днів тому +8

    All the best ❤ Babi bhai

  • @odisha_tv_news
    @odisha_tv_news 28 днів тому +8

    Congratulations ❤

  • @narayanbehera1373
    @narayanbehera1373 28 днів тому +5

    ବିକାଶ ପାଇଁ ସମ୍ବଲପୁରରେ ନିଶ୍ଚିତ ଭାବରେ ବାଜିମାତ କରିବ ବିଜୁ ଜନତା ଦଳ।

  • @lipsadas4353
    @lipsadas4353 28 днів тому +5

    ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦାନ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ସୂଚାଉଛି।

  • @RanajitSingha-cq3we
    @RanajitSingha-cq3we 28 днів тому +11

    Only BJD ❤❤❤❤❤❤❤❤❤

  • @muktiranjannayak2849
    @muktiranjannayak2849 28 днів тому +12

    Only BjD 🎉❤

    • @ommshree444
      @ommshree444 27 днів тому +1

      Only ବିଜେପି

  • @Silu.suni.express
    @Silu.suni.express 28 днів тому +9

    Only BJD 💚💚💚

  • @sheshadebmohanty4537
    @sheshadebmohanty4537 28 днів тому +9

    All the best to all the bjd candidate.

  • @narayanbehera1373
    @narayanbehera1373 28 днів тому +3

    ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଗୋଟିଏ ବାକ୍ୟ ସାରା ସମ୍ବଲପୁର ବାସୀ ତଥା ବାବୁ ପ୍ରଣବ ପ୍ରକାଶ ଦାସ ଙ୍କୁ ଉତ୍ସାହିତ କରିଛି ।

  • @mohantykhoka
    @mohantykhoka 28 днів тому +5

    Mun BJD supporter semiti nuhan ..hele eyi loka taa ra emiti statement re dum thaaye. Naveen Patnaik nka election tym re statement bahut true n strong thaaye..

  • @lipsadas4353
    @lipsadas4353 28 днів тому +4

    ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନେଉଛନ୍ତି ପ୍ରଣବ ପ୍ରକାଶ ଦାସ।

  • @ajitsahu502
    @ajitsahu502 28 днів тому +3

    ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ରୁ ବିଜୟୀ ହୋଇ ଜାତୀୟ ସ୍ତର ରେ ନୂଆ ରେକର୍ଡ ସୃଷ୍ଟି କରିବା ପାଇଁ ଯାଉଛନ୍ତି l

  • @Rupalinprasad
    @Rupalinprasad 27 днів тому +3

    ବିଜୁ ଜନତା ଦଳ ସଶକ୍ତ ଏବଂ ସମୃଦ୍ଧ ଦଳ ଅଞ୍ଚଳିକ ଦଳ ହୋଇ ମଧ୍ୟ ତାର ଜନ କଲ୍ୟାଣ ଯୋଜନା ପାଇଁ ଆଜି ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଶାସନ କରି ଆସୁଛି l

  • @anmayeedas4839
    @anmayeedas4839 27 днів тому +2

    ମା'ଙ୍କ ଆଶୀର୍ବାଦ ରହିଛି,ମୁଖ୍ୟମନ୍ତ୍ରୀ ଙ୍କ ଆଶ୍ରିବାଦ ସହିତ ସମ୍ବଲପୁରବାସୀଙ୍କ ଭଲପାଇବା ଅଛି । ବିଜୟ ପାଇଁ ଏତିକି ଯଥେଷ୍ଟ ।

  • @Rupalinprasad
    @Rupalinprasad 27 днів тому +2

    ଆମର ମୁଖ୍ୟମନ୍ତ୍ରୀ ଯେଉଁ କାର୍ଯ୍ୟ କରାବା ଉଚିତ ସେ ସେହି କାର୍ଯ୍ୟକୁ ଠିକ ସମୟରେ କରନ୍ତି ଏହି ତାଙ୍କର ନିତ ଆଦର୍ଶ l

  • @KalapanaJena-jz9ir
    @KalapanaJena-jz9ir 27 днів тому +2

    ବିଜୁ ବାବୁଙ୍କର ଯେଉଁ ସ୍ବପ୍ନ ଅଧା ରେ ରହିଥିଲା ତାହାକୁ ଗୋଟିଏ ପରେ ଗୋଟିଏ ସ୍ବପ୍ନ ପୂରଣ କରି ପାରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @Rupalinprasad
    @Rupalinprasad 27 днів тому +2

    ନିଜର ସାଧନା ବଳରେ ଓଡ଼ିଶା କୁ ସୁଶାସନ କରି ଆସିଛନ୍ତି ଆମ‌‌‌ ନବୀନ ସରକାର ସେଥିପାଇଁ କୋଟି ଓଡିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି।

  • @SureshChandraSahoo-qs4bp
    @SureshChandraSahoo-qs4bp 22 дні тому +1

    Sambalpur re Babi bhai jitiba thaya jay naveen jay bjd jay pandian sir jay Babi Bhai ❤

  • @bijaytripathy2119
    @bijaytripathy2119 27 днів тому +1

    Manyavar mukhya mantri Navin Pattnaik nka hand ku support kari strong karibe Odishara janata

  • @dhananjayaswain3369
    @dhananjayaswain3369 27 днів тому +1

    Odisha ra Janata nkara bhala paeba sada bele mukhya mantri nka saha achi agaku madhya rahiba.

  • @satyabratasahoo7028
    @satyabratasahoo7028 28 днів тому +1

    JAY JAGANATH JAY MAA SAMALE SWARI JAY SANKHA JAY ODISHA JAY BJD JAY CM NAVEEN PATNAIK SIR JAY VK PANDIAN SIR JAY PRANAB PRAKASH DAS SIR JAY ROHIT PUJARI SIR 🙏🙏🙏

  • @raghunathdas-mb7yr
    @raghunathdas-mb7yr 27 днів тому

    ହଂସୁଛି ଓଡିଶା ନବୀନ ବାବୁ ଭାରି ବଢିଆ ନାରାରେ ଓଡିଶା ପ୍ରଙ୍କମ୍ପିତ ହେଉଛି |

  • @anmayeedas4839
    @anmayeedas4839 27 днів тому

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @anmayeedas4839
    @anmayeedas4839 27 днів тому

    ନବୀନବାବୁଙ୍କ କାର୍ଯ୍ୟ ଶୈଳୀ ଓ ବିକାଶର ଧାରାରେ ଓଡିଶା ଆଜି ବହୁତ ଆଗକୁ ଯାଇପାରିଛି ନବୀନବାବୁଙ୍କ ପାଇଁ ଓଡିଶା ଏକ ବିକଶିତ ରାଜ୍ୟରେ ପରିଣତ ହୋଇଛି।

  • @raghunathdas-mb7yr
    @raghunathdas-mb7yr 27 днів тому

    ସମ୍ବଲପୁର ଲୋକସଭା ଉଭୟ ପ୍ରଣବ ପ୍ରକାଶ ଦାସ ଏବଂ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପାଇଁ ସମ୍ମାନ ର ବିଷୟ ପାଲଟିଛି କିନ୍ତୁ ପ୍ରଣବ ଭାଇ ବାଜିମାତ କରିବେ |

  • @narayanbehera1373
    @narayanbehera1373 28 днів тому

    ଡବଲ ଇଞ୍ଜିନ ନବୀନ ଇଞ୍ଜିନ କୁ ସାକାର କରିବା ପାଇଁ ଆଜି ଉତ୍ସାହିତ ପ୍ରାର୍ଥୀ ଏବଂ ଜନତା ।

  • @dhananjayaswain3369
    @dhananjayaswain3369 27 днів тому +1

    Athara sambhal pur lokasabha re bahut bada fight hebaku jauchi athara sabuthire bjd hi jit hasal Kariba.

  • @Rupalinprasad
    @Rupalinprasad 27 днів тому

    ବିଜୁ ଜନତା ଦଳ ଦିନ ରାତି ଲୋକ ଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରେ ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରେ, ଲୋକ ଙ୍କ ଦୁଃଖ ରେ ଛିଡା ହୁଅନ୍ତି ।

  • @KalapanaJena-jz9ir
    @KalapanaJena-jz9ir 27 днів тому

    ବବି ଭାଇ ଲୋକଙ୍କ ସବୁ ପରିସ୍ଥିତି ରେ ଠିଆ ହେଇଛନ୍ତି ଏବଂ ସେହି ଜନତା ମାନଙ୍କ ଭଲ ପାଇବା ଆଜି ପୁଣି ଥରେ ଲୋକଙ୍କ ସେବା କରିବା ପାଇଁ ସୁଯୋଗ ମିଳିଛି।

  • @bapanbehera5228
    @bapanbehera5228 15 днів тому

    Biraja maa ra pua Babi Bhai❤❤

  • @mohantykhoka
    @mohantykhoka 28 днів тому +2

    Naveen Patnaik kahi dele means Dharmendra Babu nka nida haji jibani 😂 emiti ta haji jaaithilaa.. aaji raati ru Sleeping Pills ❤

  • @KalapanaJena-jz9ir
    @KalapanaJena-jz9ir 27 днів тому

    ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସଏହି ନିର୍ବାଚନରେ ବାଜିମାତ କରିବେ ରେକର୍ଡ ସଂଖ୍ୟା ରେ ବିଜୟ କରିବେ l

  • @umapatra1958
    @umapatra1958 15 днів тому

    Bjd super very good jagann th 💙🌹💞💕👍🏽👍🏽👍🏽

  • @devrajkumbhar6406
    @devrajkumbhar6406 28 днів тому +2

    bhai mane bjd bjp ku vote dia nai

  • @parfullakujur8961
    @parfullakujur8961 28 днів тому

    Congress ✅

  • @anmayeedas4839
    @anmayeedas4839 27 днів тому

    ହଜାର ହଜାର ସମର୍ଥକ ଙ୍କ ସହିତ ଆଗେଇ ଚାଲିଛନ୍ତି ବିଜୁ ଜନତା ଦଳର ବିଧାୟକ ଏବଂ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ l

  • @anmayeedas4839
    @anmayeedas4839 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଦର୍ଶିତ ନୀତି ଓ ଆଦର୍ଶ ହିଁ ଆମକୁ ଆଗାମୀ କାଲିର ଓଡିଶା ନିର୍ମାଣ ପାଇଁ ପ୍ରେରଣା ଦେଉଛି ଏବଂ ମାର୍ଗ ଦେଖାଉଛି I

  • @DEEPSANDAS
    @DEEPSANDAS 27 днів тому

    ସମ୍ବଲପୁର ନିର୍ବାଚନ ମଣ୍ଡଳୀ ଉପରେ ସାରା ଦେଶର ନଜର ରହିଛି। ତା ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ବିଜେଡ଼ି ଦଳ ସଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ବାବୁଙ୍କ ପାଇଁ ସାକାରାତ୍ମକ ପରିବେଶ ସୃଷ୍ଟି କରିଛି।

  • @Rupalinprasad
    @Rupalinprasad 27 днів тому

    ବିଜୁ ଜନତା ଦଳ ର ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ହେଉଛନ୍ତି ଗୋଟିଏ ପରିଚୟ ତାଙ୍କ ବିକାଶ ହେଉଛି ଗୋଟିଏ ପ୍ରସଙ୍ଗ l

  • @ajitsahu502
    @ajitsahu502 28 днів тому

    ଓଡ଼ିଶା ର ବିକାଶ କେବଳ ନବୀନ ପଟ୍ଟନାୟକଙ୍କର ସ୍ବପ୍ନ।ଆଉ ସେହି ସ୍ବପ୍ନ କୁ ନେଇ ଆଜି ଯାଏ ବିଜୁ ଜନତା ଦଳ ସବୁବେଳେ କାମ କରି ଆସିଛି ଓ ଆଗକୁ କରିବ ମଧ୍ୟ ପ୍ରତିଶୃତି ଦେଇଛନ୍ତି ପ୍ରଣପ୍ରକାଶ ଦାସ l

  • @DEEPSANDAS
    @DEEPSANDAS 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୟୀ ହେବା ପାଇଁ ଶୁଭେଚ୍ଛା ଜଣାଇ ପ୍ରଣବ ପ୍ରକାଶ ଦାସଙ୍କୁ ଉତ୍ସାହିତ କରିବା ସହିତ ମନରେ ଦମ୍ଭୋକ୍ତି ଭରି ଦେଇଛନ୍ତି।

  • @KalapanaJena-jz9ir
    @KalapanaJena-jz9ir 27 днів тому

    ପ୍ରଣବ ପ୍ରକାଶ ଦାସ ଙ୍କୁ ମୁଖ୍ୟମନ୍ତ୍ରୀ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି ସେ ସେଥିରେ ଉତୀର୍ଣ୍ଣ ହୋଇଛନ୍ତି ଏଥର ମଧ୍ୟ ସେ ଉତୀର୍ଣ୍ଣ ହେବେ ।

  • @anmayeedas4839
    @anmayeedas4839 27 днів тому

    ଜଣେ ବିଜୁ ଜନତା ଦଳ ର ସାଙ୍ଗଠନିକ ନେତା ଭାବରେ ନିଜ ର ପରିଚୟ ସୃଷ୍ଟି କରିଥିବା ବବି ଦାସ ସମ୍ବଲପୁର ପାଇଁ ଉପଯୁକ୍ତ ପ୍ରାର୍ଥୀ ଜନତା ନିଶ୍ଚୟ ବବି ଙ୍କୁ ଭୋଟ ଦେବେ ଓ ସମ୍ବଲପୁର ମାଟିର ବିକାଶ କୁ ଆଗେଇ ନେବେ l

  • @bijaytripathy2119
    @bijaytripathy2119 27 днів тому

    Sambalpur re super fight dikhiba janata

  • @Rupalinprasad
    @Rupalinprasad 27 днів тому

    ଏଥର ଯୋଡ଼ିଶଙ୍ଖ। ଯୋଡ଼ିଶଙ୍ଖ ଓଡ଼ିଶାର ପରିଚୟ, ବିକାଶର ପରିଚୟ । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଉଭୟ ବିଧାନସଭା ଓ ଲୋକସଭାରେ ବିପୁଳ ବିଜୟ ହାସଲ କରିବ। ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ।

  • @KalapanaJena-jz9ir
    @KalapanaJena-jz9ir 27 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଲୋକସଭା ପ୍ରାର୍ଥୀ ବବି ଭାଇଙ୍କୁ ବିଜୟୀ ହେବାର ଶୁଭେଚ୍ଛା ସହିତ ଆଶୀର୍ବାଦ କରିଛନ୍ତି.

  • @Rupalinprasad
    @Rupalinprasad 27 днів тому

    ଓଡିଶାକୁ ଗୋଟିଏ ସ୍ୱତନ୍ତ୍ର ଓଡିଶା ଭାବେ ଗଠନ କରି ଶ୍ରେଷ୍ଠ ଆଉ ସମୃଦ୍ଧିଶାଳୀ ରାଜ୍ୟଭାବେ ପ୍ରୟାସ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ l

  • @bijaytripathy2119
    @bijaytripathy2119 27 днів тому

    Manyavar mukhya mantri Navin Pattnaik katha nue kama ku importance dionti sethilagi Odishara janata tanku respect karanti

  • @bijaytripathy2119
    @bijaytripathy2119 27 днів тому

    Pranab prakasa Das nka rally re jana samudra rahichi sure win karibe

  • @dhananjayaswain3369
    @dhananjayaswain3369 27 днів тому

    Sada bele rajay ku sambhali asichanti rajay sarkar prati asubidha mahol re madhya agaku neichanti rjaay sarkar odisha ku.

  • @dhananjayaswain3369
    @dhananjayaswain3369 27 днів тому

    Sambal pur basinda nku bahut bhala apeba deichanti rajay sarkar

  • @ajitsahu502
    @ajitsahu502 28 днів тому

    ବିଜୁ ଜନତା ଦଳ ର ସମ୍ବଲପୁର ର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ କୁ ସମ୍ବଲପୁର ରେ ତରାନ୍ୱିତ କରିବେ l

  • @user-hv3tn9tm1t
    @user-hv3tn9tm1t 24 дні тому

    ଯାଜପୁରିଆ ବହୁତ୍ ଭୋଟରେ ହାରିବ

  • @babunadas4980
    @babunadas4980 19 днів тому

    All the best Babi vai

  • @anmayeedas4839
    @anmayeedas4839 27 днів тому

    ରାଜନୀତି ର ସ୍ବପ୍ନ ଅଭିଳାଷୀ ଯୁବ ସମାଜ ପାଇଁ ସଫଳ ନେତୃତ୍ୱ ର ପ୍ରେରଣା ହେଉଛନ୍ତି ବିଜୁ ଜନତା ଦଳ ର ସଂଗଠନ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକଶ ଦାସ (ବବି ଭାଇ)

  • @BibunaBibhuti
    @BibunaBibhuti 24 дні тому

    Dabal sankha nabeen odisha comes again joy

  • @bijaytripathy2119
    @bijaytripathy2119 27 днів тому

    Manyavar mukhya mantri Navin Pattnaik nka aji ra barta importance rahiba Pranaba prakasa Das nka lagi

  • @hemantnaik2150
    @hemantnaik2150 28 днів тому

    A. M LBjd. M P. Mukul Bhai

  • @KalapanaJena-jz9ir
    @KalapanaJena-jz9ir 27 днів тому

    ବିଜେଡି ସବୁବେଳେ ଓଡିଶା ର ସ୍ୱାର୍ଥ କୁ ପ୍ରଧାନୀୟ ଦେଇଆସିଛି ଓ ଓଡିଶା ବାସୀଙ୍କ ପାଇଁ କାମ କରି ଆସୁଛି କିନ୍ତୁ ବିଜେପି ନିଜ ସ୍ୱାର୍ଥ ପାଇଁ କାମ କରୁଛି l

  • @bijaytripathy2119
    @bijaytripathy2119 27 днів тому

    Bharatiya Janata party ku sambalpur janata support karibeni only Biju Janata Dala ra development ku believe karibe

  • @Rupalinprasad
    @Rupalinprasad 27 днів тому

    .ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡ଼ିଶା ବାସୀଙ୍କୁ ଦେଇଥିବା ପ୍ରତିଶୃତି କୁ କାମରେ କରିକି ଦେଖାଇଛନ୍ତି l ତାଙ୍କର ଏପରି କାର୍ଯ୍ୟ କୁ ଆମେ ସ୍ୱାଗତ ଜଣାଉଛୁ l

  • @Rupalinprasad
    @Rupalinprasad 27 днів тому

    ବିଶ୍ବ ଦରବାରରେ ଓଡିଶାକୁ ନୂଆ ପରିଚୟ ଦେଇଛନ୍ତି ନବୀନ। ଏହା ହିଁ ଆମର ଗର୍ବ ଓ ଗୌରବ। ସେଥିପାଇଁ ତ ଓଡ଼ିଶାବାସୀ ବାଛିଛନ୍ତି ନବୀନ ବାବୁଙ୍କୁ

  • @anmayeedas4839
    @anmayeedas4839 27 днів тому

    ଆମ ନବୀନ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା କେତେ କାର୍ଯ୍ୟକାରୀ ହୋଇଛି ତାହା ତୃଣମୂଳ ସ୍ତରକୁ ଯାଇ ଦେଖି ଆସନ୍ତୁ ବିଜେପି ନେତା ତାହେଲେ ଜାଣିବେ ବିକାଶ କାହାକୁ କୁହାଯାଏ l

  • @ajitsahu502
    @ajitsahu502 28 днів тому

    ସମ୍ବଲପୁର ବାସି ପ୍ରଣବ ପ୍ରକାଶ ଦାସଙ୍କୁ ଯେଉଁ ଭଳି ଭାବେ ସମର୍ଥନ କରୁଛନ୍ତି ଜନତା ତାହା ସୃଷ୍ଟ ଜଣାଯାଉଛି ବିପୁଳ ସଂଖ୍ୟାରେ ଜୟଯୁକୁ କରାଇ ଲୋକ ସଭା ଆସନରେ ବସାଇବେ ।

  • @ajitsahu502
    @ajitsahu502 28 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କରି ବିକାଶ କୁ ତାରାନ୍ୱିତ କରିଛନ୍ତି ସେଥିପାଇଁ ସମ୍ବଲପୁର ବାସୀ ବିଜେଡି ଦଳର ପାର୍ଥିକୁ ସ୍ୱାଗତ କରୁଛନ୍ତି l

  • @KalapanaJena-jz9ir
    @KalapanaJena-jz9ir 27 днів тому

    ସମ୍ବଲ ପୁରରେ ନିର୍ଦ୍ଵନ୍ଦରେ ବିଜେଡ଼ି ଦଳର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବିତିବେ ଏକ ତରଫା ବିଜୟ ଲାଭ କରିବେ ବୋଲି ବହୁତ ଆଗରୁ ସଂକେତ ଦେଇସାରିଛନ୍ତି ସମ୍ବଲପୁର ବାସୀ ।

  • @anmayeedas4839
    @anmayeedas4839 27 днів тому

    କେନ୍ଦ୍ର ରୁ ଯେତେ ବଡ଼ ନେତା କି ମନ୍ତ୍ରୀ ଆସୁନ୍ତୁ ନା କାହିଁକି ସମ୍ବଲପୁର ବାସୀଙ୍କ ପସନ୍ଦ ବିଜେଡି ଦଳର ନେତା ପ୍ରଣବ ପ୍ରକାଶ ଦାସଙ୍କୁ।

  • @dhananjayaswain3369
    @dhananjayaswain3369 27 днів тому

    Nijara jit ku na dekhi pranaba babu nkara jitibara prerana deicha ti rajay sarkar .

  • @narayanbehera1373
    @narayanbehera1373 27 днів тому

    ସମ୍ବଲପୁର ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିଷ୍ପତ୍ତି କୁ ସମ୍ମାନ ର ସହିତ ସ୍ଵାଗତ କରି ଆଗେଇ ଚାଲିଛନ୍ତି ଯାଜପୁର ବିକାଶ ର ବିନ୍ଧାଣି ବାବୁ ପ୍ରଣବ ପ୍ରକାଶ ଦାସ।

  • @anmayeedas4839
    @anmayeedas4839 27 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ପ୍ରତିଶ୍ରୁତି ଦିଅନ୍ତି ତାହାକୁ ସୁଚାରୁରୂପେ ସମ୍ପାଦନା କରିବାର ସାମର୍ଥ୍ୟ ମଧ୍ୟ ରଖନ୍ତି, ଏହାହିଁ ତାଙ୍କର ଶାସନର ନୀତି l

  • @bulubaral1704
    @bulubaral1704 15 днів тому

    Jay Jagnnath Jai Naveen sir Jai BJD jitiba bjd

  • @dhananjayaswain3369
    @dhananjayaswain3369 27 днів тому

    Nabin patnaik jaha bi uanti karjya arambh karanti taha sambal pur tharu hi arambh karitanti .

  • @raghunathdas-mb7yr
    @raghunathdas-mb7yr 27 днів тому

    ମୁଖ୍ୟମନ୍ତ୍ରୀ ଙ୍କ ଉପରେ ବିଶ୍ୱାସ ରଖିଛନ୍ତି ସମ୍ବଲପୁର ବାସୀ କାହିଁକି ନା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କଥା କମ କାମ ବେଶୀ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି |

  • @dhananjayaswain3369
    @dhananjayaswain3369 27 днів тому

    Ahi ucha abhilasa ku nei Sara bjd karmi odisha re bahut agami level ra karjya karibe

  • @narayanbehera1373
    @narayanbehera1373 28 днів тому

    ବାବୁ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତି ବିଶାଳ ଜନସମାଗମ ତଥା ସମର୍ଥକ ଦେଖି କଡ଼ା ଟକ୍କର କେଉଁଠି ନା କେଉଁଠି ଫିକା ପଡ଼ିଯାଇଛି।

  • @ajitsahu502
    @ajitsahu502 28 днів тому

    ପଦ୍ମ ଗଡ଼ରେ ବିଜୟର ଶୁଭ ଶଙ୍ଖ ଧ୍ଵନି ପ୍ରତିଧ୍ଵନିତ କରିବା ପାଇଁ ସଂକଳ୍ପ ବଦ୍ଧ ବିଜେଡି ସାଙ୍ଗଠନିକ ସମ୍ପାଦକ ବାବୁ ପ୍ରଣବ ପ୍ରକାଶ ଦାସ l

  • @dhananjayaswain3369
    @dhananjayaswain3369 27 днів тому

    Janata nkara sabubale bhala pai keunasi ki karjya ku adha rakhi nahanti rajay sarkar sada bele agare rakhichanti rajay basi nkara bhala karjya ku

  • @dhananjayaswain3369
    @dhananjayaswain3369 27 днів тому

    Sambal pur basinda nkara nabin patnaik nka prati bahut sara bhala apeba achi .

  • @user-hw2qn2yf3n
    @user-hw2qn2yf3n 23 дні тому

    Jay.naveen.

  • @dhananjayaswain3369
    @dhananjayaswain3369 27 днів тому

    Agami kichi Dian madhya re odiaha ku ahuri agaku neiki jibara asa gati Rahi achi rajay sarkar .nkara.

  • @bijaytripathy2119
    @bijaytripathy2119 27 днів тому

    Manyavar mukhya mantri Navin Pattnaik nka barta Pranab prakas Das nka mana ku strong kariba

  • @bijaytripathy2119
    @bijaytripathy2119 27 днів тому

    Double sankha ku vote dei bajayi karibe Odishara janata ei hope rakhichi Biju Janata Dala

  • @raghunathdas-mb7yr
    @raghunathdas-mb7yr 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଭିଡିଓ ବାର୍ତା ରୁ ଜଣା ପଡୁଛି ସେ ସମ୍ବଲପୁର ପାଇଁ କେତେ ବ୍ୟଗ୍ର |ସମ୍ବଲପୁର କୁ ମୁଖ୍ୟମନ୍ତ୍ରୀ ଯିବା ନେଇ ମଧ୍ୟ ଏହି ଭିଡିଓ ବାର୍ତା ରୁ ସ୍ପଷ୍ଟ ହୋଇଯାଉଛି |

  • @KalapanaJena-jz9ir
    @KalapanaJena-jz9ir 27 днів тому

    ପ୍ରଣବ ପ୍ରକାଶ ଦାସ ଙ୍କର ସମ୍ବଲପୁରର ପ୍ରର୍ଥୀତ୍ବକୁ ନେଇ ବିଜେପି ର କେନ୍ଦ୍ର ଅପାରଗ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୟଭୀତ ହୋଇ ପଡିଛନ୍ତି' ସେଥିପାଇଁ ତାଙ୍କ ପୋଷା ମିଡିଆରେ ସମାଲୋଚନା କରିବାରେ ଲାଗି ପଡିଛନ୍ତି ।

  • @raghunathdas-mb7yr
    @raghunathdas-mb7yr 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପୁର୍ଣ ବିଶ୍ୱାସ ରହିଛି ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ରେ ଜିତିବେ ସେଇଥି ପାଇଁ ନବୀନ ପଟ୍ଟନାୟକ ତାଙ୍କୁ ବେଷ୍ଟ ଉଇଶ ଜଣାଇଛନ୍ତି |

  • @ajitsahu502
    @ajitsahu502 28 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ କଥା କମ କାମ ବେଶୀ ରେ ବିଶ୍ୱାସ କରନ୍ତି।ସେଥିପାଇଁ ଓଡ଼ିଶା ର ଜନତା ବିଗତ ୨୫ ବର୍ଷ ଧରି ତାଙ୍କୁ ମୁଖ୍ୟମନ୍ତ୍ରୀ କରି ଆସୁଛନ୍ତି l

  • @KalapanaJena-jz9ir
    @KalapanaJena-jz9ir 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ହିଞ୍ଜିଳି ନିର୍ବାଚନ ରେ ନାମାଙ୍କନ ଦାଖଲ କରିବା ପାଇଁ ଯିବା ବାଟରେ ଭିଡିଓବାର୍ତା ରେ ବବି ଦାସ ଙ୍କୁ ଅଲଦା ବେଷ୍ଟ କହିଛନ୍ତି

  • @bhagabanrana4898
    @bhagabanrana4898 27 днів тому

    ତାମିଲ ଆକର୍ମା ସରକାର ଆଉ ନାହିଁ ଦରକାର ଏ ସରକାର ହଟାଓ

  • @KalapanaJena-jz9ir
    @KalapanaJena-jz9ir 27 днів тому

    ବିଜେଡ଼ି ଦଳ ବବି ଦାସଙ୍କୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରେ ସମ୍ବଲପୁର ବାସି ଙ୍କ ମନରେ ଆଶାର ନୂଆ ଉଦ୍ଦୀପନା ଖେଳିଯାଇଛି.

  • @raghunathdas-mb7yr
    @raghunathdas-mb7yr 27 днів тому

    ବିକାଶର କାରିଗର ଆମ ମୁଖ୍ୟମନ୍ତ୍ରୀ |ବିକାଶ ଯାହାଙ୍କ ମୁଖ୍ୟ ଏଜେଣ୍ଡା ତାଙ୍କୁ ବା କିଏ ହରାଇପାରିବ |

  • @dhananjayaswain3369
    @dhananjayaswain3369 27 днів тому

    Katha na kahi karjya re sada bele Kari dekhichanti rajay sarkar kebe bi hele rjaay re Anya ku prasar hebaku dei nahanti rajy sarkar .

  • @dhananjayaswain3369
    @dhananjayaswain3369 27 днів тому

    Pranab nkara jitibara sa ku samrudhi ra Saha agaku nebara prenana deichanti mukhyamantri .

  • @dhananjayaswain3369
    @dhananjayaswain3369 27 днів тому

    Odiaha ku jadi ahuri agaku badhi Ara achi tebe bjp bhali eka Hina mana ra dala ku kebe hele Stana deba abasyaka nuhe .

  • @bijaytripathy2119
    @bijaytripathy2119 27 днів тому

    Manyavar mukhya mantri Navin Pattnaik nka sipahi hoi sambalpur ru laduchanti Pranab prakas Das

  • @dhananjayaswain3369
    @dhananjayaswain3369 27 днів тому

    Athara odisha re nischaya bjd sarkar gathana Kariba seita pura nischita

  • @dhananjayaswain3369
    @dhananjayaswain3369 27 днів тому

    Nabin patnaik nkara ajira barta re sabu bjd karmi manaku bahut ucha abhilasa deichi .

  • @raghunathdas-mb7yr
    @raghunathdas-mb7yr 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଜିତିବା କଥା ନ କହି ପ୍ରଣବ ଙ୍କ ଜିତିବାକୁ ନେଇ କହିବା ସାରା ଓଡ଼ିଶବାସୀଙ୍କୁ ଙ୍କୁ ଜଣାଇଦେଲେ ବବି ଦାସ ସମ୍ବଲପୁର ରେ ନିଶ୍ଚିତ ଜିତିବେ ବୋଲି |

  • @ommshree444
    @ommshree444 27 днів тому

    ନବୀନ ନିଜେ ବଳ ପାଇବେନି ବବିକୁ ବାଳ ଦେବେ କଣ, ଏଥର ନବୀନ ଓ ବବି ୨ଜଣ ଯାକ ହରିବେ, ଓ ପୁରା ବିଜେଡି ହାରିବ