BJD Supremo Naveen Patnaik Campaigns For Sambalpur LS Candidate Pranab Prakash Das

Поділитися
Вставка
  • Опубліковано 14 тра 2024
  • BJD Supremo Naveen Patnaik's marathon campaigning in Western Odisha.
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #NaveenPatnaik #BJD

КОМЕНТАРІ • 94

  • @RamNayakRN
    @RamNayakRN Місяць тому +17

    ପ୍ରତିଟି ଜୀବନ ମୂଲ୍ୟବାନ । ସମସ୍ତଙ୍କ ଯତ୍ନ ନେଉଛନ୍ତି ନବୀନ । ସାଢେ ୪ କୋଟି ଓଡିଶାବାସୀଙ୍କୁ ନିଜ ପରିବାର ଭାବି ସେବା ଯୋଗାଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @AlokOjha238
    @AlokOjha238 Місяць тому +11

    ସେ ସେବାରେ ବିଶ୍ୱାସୀ, ସମୃଦ୍ଧିରେ ବିଶ୍ୱାସୀ । କଥା କମ୍, କାମରେ କରି ଦେଖାଉଥିବା ସଫଳ ପୁରୁଷ, ନୂଆ ଓଡିଶା ଗଢିବାରେ ନିମଗ୍ନ ନିର୍ମାତା...

  • @AlokOjha238
    @AlokOjha238 Місяць тому +9

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @BabuNayak243
    @BabuNayak243 Місяць тому +7

    ଦକ୍ଷ ଦୂରଦୃଷ୍ଟି ଓ ସ୍ୱଚ୍ଛ ଶାସନ ପାଇଁ ଆଜି ସାରା ବିଶ୍ୱରେ ନବୀନଙ୍କ ବିକାଶର ମଡେଲ୍ ଅନୁକରଣୀୟ । ଓଡିଶା ଆଜି ଅନେକ କ୍ଷେତ୍ରରେ ଅଗ୍ରଣୀ ।

  • @BabuNayak243
    @BabuNayak243 Місяць тому +5

    ଶାସନ ନୁହେଁ ସେବାରେ ବିଶ୍ୱାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତି, ସବୁଥିରେ ମୁକାବିଲାରେ ମାଷ୍ଟର ନବୀନ ସରକାର ।

    • @AkashNayak-dv4yx
      @AkashNayak-dv4yx Місяць тому +1

      ବାଳ ନା...😂😂 ଶଳା ଓଡ଼ିଶା କୁ ନଷ୍ଟ କରି ଦେଲା 😂😂😂😂

    • @amitsaraf3630
      @amitsaraf3630 Місяць тому

      ​@@AkashNayak-dv4yx Tu bala be

    • @satyabratmahalik7237
      @satyabratmahalik7237 Місяць тому

      ​@@AkashNayak-dv4yxkn janicha tame andha bhakta

    • @AkashNayak-dv4yx
      @AkashNayak-dv4yx Місяць тому

      @@satyabratmahalik7237 ଅନ୍ଧ ତାମିଲ୍ ମୂର୍ଖ ଗୋଲାମ ଭକ୍ତ...✅👍🤣 କେବେ ସୁଧୁରିବ...
      ନବୀନ ଙ୍କ ବିକାଶ ଦେଖୁ ଯିଏ ବିଜେଡି କୁ ଭୋଟ ଦେବ, ସେ ଗଜମୂର୍ଖ କିମ୍ବା ଘୋଡା ମଦୁଆ ହୋଇଥୁବା ନବୀନା ଭଳି.
      1. 15000 ପ୍ରାଥମିକ ବିଦ୍ୟାଳୟ ବନ୍ଦ
      2. 300 ରୁ ଅଧୂକ ପ୍ଲାଣ୍ଡ ବନ୍ଦ
      3. ଶିକ୍ଷକ ନିଯୁକ୍ତି 10 ଲକ୍ଷ ରେ ବିକ୍ରି, ବିନା ପରୀକ୍ଷା ରେ aso
      ପିଲା ଚାକିରୀ ପାଇଲେ,8 ବର୍ଷ ହେଲା ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତି ନାହିଁ।
      4. ଡାକ୍ତର ଅଭାବ,
      5. ଜଳସେଚନ ନାହିଁ କି କୋଲଡଷ୍ଟର ଗୋଟିଏ ହେଲାନି
      6. ସବୁ କ୍ଷେତ୍ରରେ ଦୁର୍ନୀତି
      7. ଓଡିଶା ଶିଶୁ ମୃତୁହାର ଏବଂ ମାତୃମୃତୁହାର ରେ ପ୍ରଥମ
      8. ବେକାରୀ ରେ ଓଡିଶା ପ୍ରଥମ
      ୨. ଦାଦନରେ ଓଡିଶା ପ୍ରଥମ
      10. ମହଙ୍ଗା ଓଡିଶା ରେ 4.20% ଭାରତରେ ସର୍ବାଧୂକ.
      ଶେଷ ରେ...
      ମୋର ବି କିଛି ଟା point ଅଛି,,, ,🧐🧐😯😯
      ନବିନ ଜିତିଲେ କଣ ଅସୁବିଧା ହେବ,,, ?????😮😯
      1. ନାରୀ ମାନଙ୍କ ପ୍ରତି ଦୁଷ୍କର୍ମ ହେଲେ ଦୋଷୀ ଦଣ୍ଡ ପାଇବନି,
      2. ଦାଦନ ସଂଖ୍ୟା ବୃଦ୍ଧି ପାଇବ.
      3. ନିବିନ ନାମ ରେ ରାଜ୍ୟ କୁ ଅନ୍ୟ ଲୋକ ଚଲେଇବ,
      4. ଦୁର୍ନୀତି, ଭ୍ରଷ୍ଟାଚାର ବୃଦ୍ଧି ପାଇବ
      5. ଓଡ଼ିଶା ର ଖଣିଜ ସମ୍ପଦ ହ୍ରାସ ପାଇଯିବ,
      6. ଶେଷରେ ଓଡ଼ିଶା କୁ ବିକି ଦେଇ ନବିନ ଯମ ପୁର କୁ ଯିବ, ସେଠି ନର୍କ ଯନ୍ତ୍ରଣା ଭୋଗିବ,
      ଏହି ଭଳି ଆହୁରି ଅନେକ ସମସ୍ୟା ଅଛି, କହିବ ଯଦି ଉତ୍ତର ଦେବି,so don't vote to BJD please ,Jay jaganath 🙏🙏

  • @AbhisekBeheraAB
    @AbhisekBeheraAB Місяць тому +4

    ବେକାରୀ ହାତରେ ଚାକିରୀ । ନିଯୁକ୍ତିର ନୂଆ ସୁଯୋଗ ଆଣିଛି ଯୁବପିଢିଙ୍କ ମୁହଁରେ ଖୁସିର ଲହରୀ ।

  • @AbhisekBeheraAB
    @AbhisekBeheraAB Місяць тому +7

    ଉନ୍ନତିର ନବୀନ ମଡେଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ସବୁଥିରେ ଅଗ୍ରଣୀ ଥିବା ଓଡିଶାକୁ ଅନୁକରଣ କରୁଛନ୍ତି ଦେଶର ଅନେକ ରାଜ୍ୟ ...

  • @BLPlus6940
    @BLPlus6940 Місяць тому

    ପ୍ରଣବ ପ୍ରକାଶ ଦାସ ଜିନ୍ଦାବାଦ ❤
    ଜୟ ଜଗନ୍ନାଥ ❤
    ଜୟ ମା ସମଲେଇ ❤
    ଘରେ ଘରେ ଶଙ୍ଖ ଘରେ ଘରେ ନବୀନ ❤

  • @RamNayakRN
    @RamNayakRN Місяць тому +4

    ନବୀନଙ୍କ ରାଇଜରେ, ସାଢେ ୪ କୋଟି ଓଡିଶାବାସୀ ରହିଛନ୍ତି ଖୁସିରେ । ପରିବାର ଭଳି ପାଳୁଛନ୍ତି, ସଭିଙ୍କ ଭଲମନ୍ଦ ବୁଝୁଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ ।

  • @SanjayDas008
    @SanjayDas008 Місяць тому +2

    ନବୀନ ସରକାରରେ କୃଷକଙ୍କର ହେଉଛି କଲ୍ୟାଣ, ବିନା ସୁଧରେ ମିଳୁଛି ଋଣ । ଚାଷୀ ଭାଇ ଓଠରେ ହସ ଦେଖିବାକୁ ଆମ ମୁଖ୍ୟମନ୍ତ୍ରୀ କରିଛନ୍ତି ପଣ ।

  • @SonaliNayak233
    @SonaliNayak233 Місяць тому +1

    ଓଡିଶା ମୋ ପରିବାର... ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହେବା ମୋ ଅଧିକାର । ମାଟିର ବିକାଶ, ରାଜ୍ୟରେ ରୂପାନ୍ତରଣ ଆଣିବା ମୋ କର୍ତ୍ତବ୍ୟ... ଏମିତି ଆମ ମୁଖ୍ୟମନ୍ତ୍ରୀ, ଯାହାଙ୍କ ପ୍ରାଣ ସବୁବେଳେ ଲୋକସେବାରେ ସମର୍ପିତ ।

  • @PuriBhauja47
    @PuriBhauja47 Місяць тому +2

    ଲୋକଙ୍କ ବଳ, ଲୋକଙ୍କ ଦଳ- ବିଜୁ ଜନତା ଦଳ । ମୁଁ ଗର୍ବିତ ମୋ ଦଳ ପାଇଁ, ମୁଁ ଗର୍ବିତ ମୋ ସୁପ୍ରିମୋଙ୍କ ପାଇଁ...

  • @sujitparija4767
    @sujitparija4767 Місяць тому +2

    Jaha b kale BJP asiba

  • @RajaPradhanRPR
    @RajaPradhanRPR Місяць тому +2

    ଆମ ନବୀନ ସରକାର, ଆମେ ସବୁ ତାଙ୍କ ପରିବାର । ହାତ ପାହାନ୍ତାରେ ଦେଇଛନ୍ତି ସବୁ ସୁବିଧା । ଖାଇବା, ପିଇବା, ରହିବାରେ ହେଉନି କିଛି ଅସୁବିଧା ।

  • @SonaliNayak233
    @SonaliNayak233 Місяць тому +1

    ଗାଁକୁ ଗଡୁଛି ବିକାଶର ବସ୍ । ଫିଟୁଛି ଅପହଞ୍ଚ ଇଲାକାକୁ ବାଟ । ଗାଁ ଗାଁକୁ ରାସ୍ତା ଓ ଗମନାଗମନରେ ସୁବିଧା ଆଣିଛନ୍ତି ଆମ ନବୀନ ସରକାର ।

  • @suresuccess6313
    @suresuccess6313 Місяць тому +1

    Dharmendra kumbhira pari kanduchi 🐊🐊🐊🐊🐊🐊🐊

  • @PuriBhauja47
    @PuriBhauja47 Місяць тому +1

    ରାଜନୀତି ନୁହେଁ ସେବାନୀତିରେ ସବୁବେଳେ ବିଶ୍ୱାସ କରେ ବିଜେଡି । ଦଳର ନୀତି, ନୈତିକତା ସ୍ପଷ୍ଟ । ଗୋଟିଏ ଲକ୍ଷ୍ୟ- ଲୋକଙ୍କ ସେବା, ଓଡିଶାର ଉନ୍ନତି ।

  • @pradiptamohanty1364
    @pradiptamohanty1364 Місяць тому +3

    Mr pandiyan nka katha Navin babu nka munhare....
    Navin babu microphone 🎤 jeunthi dhariba abastare re nahanti, se kan rajyara shashan vara nebe.....
    Ethare Navin babu nka photo dekhai chief minister hoi tamil babu odisha ku lutiba re......

  • @user-yx9jm7pb6w
    @user-yx9jm7pb6w Місяць тому +4

    Only bjp 🎉🎉❤

  • @RajaPradhanRPR
    @RajaPradhanRPR Місяць тому +1

    ଲୋକଙ୍କ ସ୍ୱାର୍ଥ ସାଧନ, ଲୋକଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ସେବା କରିବା ହିଁ ବିଜେଡିର ମୂଳମନ୍ତ୍ର, ନୀତି, ଆଦର୍ଶ ।

  • @rubismitaparida1722
    @rubismitaparida1722 Місяць тому +6

    Only bjp

  • @user-xj7kp7fh9y
    @user-xj7kp7fh9y Місяць тому +2

    Hariba darkar

  • @realloveexpress4640
    @realloveexpress4640 Місяць тому +1

    Ama cm ku gote normal loka ta durara katha tanka minister Mane dekha kariparunahanti au problem kn bujhibe khali election time re dekha au katha bahare cm au cm heinahanti rubar stamp... ..
    My vote for BJP

  • @Ramachandrakhatua-us1qy
    @Ramachandrakhatua-us1qy Місяць тому +1

    ଏଥର ମିଛର ଆସରାରେ ନବୀନ ସରକାର।।।।

  • @bansheedharparida649
    @bansheedharparida649 Місяць тому

    Jay navin

  • @nikunjabihariparida1038
    @nikunjabihariparida1038 Місяць тому

    ଜୟ ମା ସମଲେଶ୍ୱରୀ 🙏🌹🙏

  • @pratyuspradhan2657
    @pratyuspradhan2657 Місяць тому +2

    BJD Hatao Odisha Bachao

  • @sudhansusekhardash9010
    @sudhansusekhardash9010 Місяць тому

    BJP ର ଭଡ଼ାଟୀୟା ବହୁତ୍ ବାହାରୁ ଆସି ପ୍ରଚାର କରୁଛନ୍ତି।

  • @NA-jd4lx
    @NA-jd4lx Місяць тому +1

    Bye Bye Michuaa Radhuaa Navin Pattnaik BJD

  • @trilochannag3265
    @trilochannag3265 Місяць тому +1

    ଏତେ ବର୍ଷ ପରେ ନବୀନ ପଟ୍ଟନାୟକ ବିଜୁଳି ଦେଉ ଅଛନ୍ତି ସେତୋ ମରିଯିବ

  • @readytohelp30
    @readytohelp30 Місяць тому

    sabubele late ..karan kan..

  • @sachikantabiswal353
    @sachikantabiswal353 Місяць тому

    HAR HAR BJD GHAR GHAR BJD ❤❤❤❤❤❤

  • @hrudanandamishra2333
    @hrudanandamishra2333 Місяць тому

    Lut Karu thiba Loka Nka Sangare Kendra Sarkaar Bhaga Achi

  • @ecoedutainment-ecot5802
    @ecoedutainment-ecot5802 Місяць тому

    ଆପଣ ଅଡ଼ିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଉନ୍ନତି କରିପାରିଲେ ନାହିଁ
    ଆଉ ଓଡ଼ିଶାର ଉନ୍ନତି କ'ଣ କରିବେ?

  • @user-bi4xz6hi4x
    @user-bi4xz6hi4x Місяць тому +1

    I love you BJP

  • @Xyz1998-si7mu
    @Xyz1998-si7mu Місяць тому +1

    Hatao jajpuria kobi ku

  • @arvindpati9752
    @arvindpati9752 Місяць тому

    Bjd sarkar chasinka pain ketata sitalbhandar karichanti tike uttara rakhibe ki mahashaya

  • @kartiksahu70
    @kartiksahu70 Місяць тому

    Agaru chakiria kuade jaithhile.bahuta chakiria marigale dekhuthhila bjd.ebe nida bhangila ki

  • @debasishjena1003
    @debasishjena1003 Місяць тому

    Dharama tu haribu au tora party smash hoi jiba

  • @chinmayaprasadnathsharma1613
    @chinmayaprasadnathsharma1613 Місяць тому

    ଯାହା କହିବାର ଅଛି ତାହା ଆମ ମୁଖ୍ୟମନ୍ତ୍ରୀ କହବେ କିନ୍ତୁ ପାଣ୍ଡୁ କହିଲେ ତାକୁ ବିରୋଧ କରାଯିବ

  • @ecoedutainment-ecot5802
    @ecoedutainment-ecot5802 Місяць тому

    ଆପଣ କେନ୍ଦ୍ର ମନ୍ତ୍ରୀ ହୋଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଉନ୍ନତି କରିପାରିଲେ ନାହିଁ।

  • @anandadas2271
    @anandadas2271 27 днів тому

    ତମ ସାଧୁ

  • @kartiksahu70
    @kartiksahu70 Місяць тому

    Pandian nabin ra kana au odisha ra kana

  • @bijaykhuntia868
    @bijaykhuntia868 Місяць тому

    Minus corruption Naveen Pattnayak & BJD good, but should not be under controlled by one outsider...

  • @pradeepkumar4009
    @pradeepkumar4009 Місяць тому

    Odisa.bjd.kebal

  • @nirmalnaik4786
    @nirmalnaik4786 Місяць тому

    Only BJD

  • @MRRIDELITAN
    @MRRIDELITAN Місяць тому

    Laguchi BJD Baha habaku asichi

  • @user-mf9sh8kl3s
    @user-mf9sh8kl3s Місяць тому

    Tame habani kandani

  • @GSMvlog1
    @GSMvlog1 Місяць тому

    Pudamunha

  • @Iamkirazz_2
    @Iamkirazz_2 Місяць тому

    BJP ସରକାର କରିବା ଦରକାର୍

  • @user-ss8nx6sz6t
    @user-ss8nx6sz6t Місяць тому

    Dramendra chora

  • @srustidhardey5817
    @srustidhardey5817 Місяць тому +5

    BJP must

  • @Orn35thj
    @Orn35thj Місяць тому

    Tora 1000 crore net worth asila kouthu

  • @jpofficial5440
    @jpofficial5440 Місяць тому

    Puppet chief minister

  • @ullasakumarjena9573
    @ullasakumarjena9573 Місяць тому

    Nabina nk pm kia

  • @jpofficial5440
    @jpofficial5440 Місяць тому +1

    BJP ALREADY WIN

  • @AjitBehera-hm9lx
    @AjitBehera-hm9lx Місяць тому

    BJD ✌️

  • @hr_lyricals51
    @hr_lyricals51 Місяць тому

    Pandu pai sabu😂

  • @srustidhardey5817
    @srustidhardey5817 Місяць тому +4

    Only BJP win କରିବ ଓଡ଼ିଶା ରେ 🎉🎉🎉🎉🎉🎉🎉🎉❤❤❤❤❤❤❤❤

  • @gyanendrasahoo3318
    @gyanendrasahoo3318 Місяць тому

    Amara au e hinjida Sasan darakar nahi

  • @ajitkumarmuduli33
    @ajitkumarmuduli33 Місяць тому

    Total BJD win

  • @SuryakantaMohanty-yv1fq
    @SuryakantaMohanty-yv1fq Місяць тому +1

    Bjp

  • @user-vj5fi7if3d
    @user-vj5fi7if3d Місяць тому

    Only bjd no 1 CM 💚🙏

  • @user-gv4mh8xh2t
    @user-gv4mh8xh2t Місяць тому

    ପୁଣି ନବୀନ ସରକାର

  • @user-fi5vj8nc7y
    @user-fi5vj8nc7y Місяць тому

    Desa ku bjp bikisarilani

  • @Xyz1998-si7mu
    @Xyz1998-si7mu Місяць тому

    Bjd hatiba

  • @user-xj7kp7fh9y
    @user-xj7kp7fh9y Місяць тому

    BJP hariba darkar

  • @seshapareddevparida4148
    @seshapareddevparida4148 Місяць тому

    Bjde jiteba

  • @suresuccess6313
    @suresuccess6313 Місяць тому

    BJP kumbhira kandana kanduchi 🐊🐊🐊🐊🐊🐊🐊

  • @rohitbhai7341
    @rohitbhai7341 Місяць тому

    Pila tamaku pela debe gote

  • @user-fi5vj8nc7y
    @user-fi5vj8nc7y Місяць тому

    Bjp mulpochha heba

  • @sankardandpat9361
    @sankardandpat9361 Місяць тому

    Tame bi voda re aniki prochar karucha tamar mane nahi ki Dharmendra babu

  • @rajibgiri7735
    @rajibgiri7735 Місяць тому

    Tu aknambar chora

  • @dmytmaster9038
    @dmytmaster9038 Місяць тому +1

    Nabina sir asile kamiba kiii

  • @dm5297
    @dm5297 Місяць тому +1

    only BJP Jong bad

  • @sanjaysahoo9885
    @sanjaysahoo9885 Місяць тому +1

    ଉଜ୍ଜଳ କୁଆଡେ ଗଲେ

  • @PUBGGAMER-bs8mx
    @PUBGGAMER-bs8mx Місяць тому

    Arun Pattnaik come soon for star camping,+ve for bjd and odisha pupils

  • @satishpanda9307
    @satishpanda9307 Місяць тому +1

    Bjp

  • @user-uu4qs1yf8p
    @user-uu4qs1yf8p Місяць тому +4

    Bjp

  • @BiswanthaSahu
    @BiswanthaSahu 29 днів тому

    Bjp