BJP ସରକାର ଯାହା କହିଥିଲା କରିକି ଦେଖାଇଲା

Поділитися
Вставка
  • Опубліковано 17 лис 2024

КОМЕНТАРІ • 659

  • @SunaramSundi123
    @SunaramSundi123 2 місяці тому +269

    ଯେତେ ହେଲେବି ସେ ଆମ ଆଦିବାସୀ ମୁଖ୍ୟମନ୍ତ୍ରୀ। ଆଦିବାସୀ ମାନଙ୍କ ହୃଦୟ ବହୁତ୍ ନମ୍ବ୍ର। ମୋହନ sir ଙ୍କୁ ବହୁତ୍ ଧନ୍ୟ ବାଦ।

    • @hariharnodisha
      @hariharnodisha 2 місяці тому +17

      Bhai adibasi kuhani khanti odia loka kuha. Adibasi kahile congress aneibasichi fata srusti kariba pain.

    • @Aditya23688
      @Aditya23688 2 місяці тому +2

      Thik katha 😊​@@hariharnodisha

    • @tarunparida6278
      @tarunparida6278 Місяць тому +4

      I will salute to mohan majhi sir

    • @JoyantirautoJamuna
      @JoyantirautoJamuna Місяць тому

      CT pl😂 TFT i p, vn@@hariharnodisha

    • @anantadaharua5458
      @anantadaharua5458 Місяць тому

      Right

  • @JoytiPenthia
    @JoytiPenthia 2 місяці тому +101

    ଧନ୍ୟବାଦ ଆଜ୍ଞା କୋଟି କୋଟି ପ୍ରଣାମ ଜଣାଉଛି

  • @menkaparida2735
    @menkaparida2735 2 місяці тому +164

    ଧନ୍ୟବାଦ୍ ଜଣାଉଛୁ ନିଜର ହୁଦୟାରୁ କଥା କହିଥିବାରୁ 🌹

  • @stuluachary
    @stuluachary 2 місяці тому +143

    ଧନ୍ୟବାଦ୍ ମୋହନ ଚରଣ ମାଝି ସରକାରଙ୍କୁ🎉🎉🎉

  • @lalit98193
    @lalit98193 2 місяці тому +106

    Homeguard କୁ ରେଗୁଲାର କରାଯାଉ

    • @asishdebata497
      @asishdebata497 2 місяці тому +2

      Jahara jouthi abasyaka sia seithi rahiba uchit.

  • @upendrabhanja5174
    @upendrabhanja5174 2 місяці тому +46

    ମିଡିଆ ଭାଇଙ୍କୁ ହୃଦୟ ର ସହିତ ଧନ୍ୟବାଦ୍ ଆମ ହୋମ ଗାର୍ଡ ଙ୍କ କଥା ସମସ୍ତଙ୍କୁ ଜଣାଉଛନ୍ତି ଆଉ specially ଶ୍ରୀଯୁକ୍ତ ମୁଖ୍ୟମନ୍ତ୍ରୀ sir ଙ୍କୁ କୋଟି କୋଟି ପ୍ରଣାମ ଆମକୁ ଏମିତି ଦୃଷ୍ଟି ଦେଉଥାନ୍ତୁ

  • @tusarkantasahu1064
    @tusarkantasahu1064 2 місяці тому +57

    Many many thanks for your valuable steps.. ମୋହନ ସରକାର ଜିନ୍ଦା ବାଦ୍

  • @bhishmabuda5886
    @bhishmabuda5886 2 місяці тому +48

    ଗୁଡ଼ 🙏🙏🙏🙏🙏🙏🙏🙏🙏🙏🙏🙏🙏ଅତି ସୁନ୍ଦର 🙏🙏👌🙏🙏

  • @bibhutisahu4204
    @bibhutisahu4204 2 місяці тому +91

    ଯାହାହେଉ ସତ ସାହସ ଦେଖାଇ ସତ କହି ଥିବାରୁ ଭାଇ

  • @BhaktaBirganthia
    @BhaktaBirganthia 2 місяці тому +53

    ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ କୋଟିକୋଟି ମନମନ୍ ଓ ସାଧୁବାଦ selut sir

  • @ranunayak5735
    @ranunayak5735 2 місяці тому +41

    ଧନ୍ୟବାଦ ଭାଇ

  • @dibyaprakashacharya8576
    @dibyaprakashacharya8576 2 місяці тому +38

    ଓଡିଶାରେ One lakh ରୁ ଅଧିକ outsourcing employees କାମ କରୁଛନ୍ତି। ସେମାନେ ବହୁତ୍ କମ୍ salary and govt benefit ପାଉଛନ୍ତି କିନ୍ତୁ govt employees ଠାରୁ ବହୁତ୍ ଅଧିକ୍ ସମୟ, ଦାୟିତ୍ଵ ସହ ସବୁ କାମ କରୁଛନ୍ତି। ତାହା ସହ ସବୁବେଳେ ଭୟରେ .. ଚାକିରିରୁ ବାହାର କରିଦେବାର ଭୟ, ଖାଲି ଖାଲି କିଛି ଭୁଲ ନଥାଇ ଗାଳି ଖାଇବାର ଭୟ, ଦରମା ଠିକ୍ ସମୟର ମିଳିବ କି ନାହିଁ। ଯଦି ନମିଳେ ସେ ଖାଇବ କଣ୍ ମାସ ସାରା ବଞ୍ଚିବ କେମିତି ତାହା ଭୟ। ଏତେ କମ୍ salary ରେ କେମିତି ଯେ ନିଜ family maintenance କରୁଛନ୍ତି God ଜାଣନ୍ତି। Govt employees and outsourcing employees ଭିତରେ ଆକାଶ ପାତାଳ ଫରକ୍ କାହିକି।
    ଆମେ govt sector ରେ ଚାକିରି କରୁଛୁ କିନ୍ତୁ govt employees ନୁହେଁ। ଏତେ କମ୍ salary ଆସୁଛି ଯେ
    ମାସ ଶେଷକୁ ଟଙ୍କାଟିଏ ବି ରହୁନି।
    ଏମିତି କେତେ ଦିନ outsourcing employees ମାନେ କାନ୍ଧିବେ।
    Nabin sir ଙ୍କ Govt 24 years ହେଲା ଶୋଷଣ କଲେ ଆଶା କେବଳ
    ମୋହନ sirn ଙ୍କ govt ଉପରେ।
    ନ୍ୟାୟ ଦିଅନ୍ତୁ outsourcing employees ମାନଙ୍କୁ sir

    • @asishdebata497
      @asishdebata497 2 місяці тому +2

      Sidhi baat no bakwaas (hak jadi achi chadeiki nia bhika magana jama)

  • @ASISH_JENA
    @ASISH_JENA 2 місяці тому +59

    ଠିକ୍ କଥା ସାର୍ ସରକାର ସୁପର୍ ବିଜେପି ସୁପର୍

  • @haramohansahoo5028
    @haramohansahoo5028 2 місяці тому +26

    Heartly ❤ thanks to Honourable chief minister Sir

  • @Shivap644
    @Shivap644 2 місяці тому +27

    ଶତ କୁ ସାମ୍ନା କୁ ଆଣି ଥିବାରୁ ଧନ୍ୟବାଦ୍ ରଞ୍ଜନ ବାବୁ

  • @bibhutisahu4204
    @bibhutisahu4204 2 місяці тому +59

    ମୁଁ ଦେଖିଛି ଭାଇ ହୋମ ଗାର୍ଡ ମାନେ ଡରି ଡରି ରହୁଥିଲେ, ଗାଁ ମାନ ଙ୍କର ଅପାଠୁଆ କୁଜି ନେତା ମାନେ ବି ହୋମ ଗାର୍ଡ ମାନ ଙ୍କୁ ନାଲି ଆଖି ଦେଖାଉଥିଲେ

    • @rockin-rk
      @rockin-rk 2 місяці тому

      ଗାଁ ର ତଳିଆ ଫାଲତୁ କୁଜି ନେତା ତଥା ଜନତା ମାନେ ହୋମଗାର୍ଡ ମାନଙ୍କୁ ମଣିଷ ବୋଲି ଭାବୁ ନ ଥିଲେ କୁକୁର ମାଙ୍କଡ଼ ଭଳିଆ ବ୍ୟବହାର କରନ୍ତି

  • @srikanta671
    @srikanta671 2 місяці тому +40

    24ବଷ କଳୀଯୁଗ ଶେଷ ହେଇଗଲା
    ବିଜେଡି ସରକାର ଖେଳ

    • @Raskarusikaofficial
      @Raskarusikaofficial 16 днів тому

      Bjp sarkar khelo dekhuchoto bhai Abe bjd thu odhiko khelo cholou chi bhai sei khelo adibasi se bhoguchi

  • @SundarayKhada
    @SundarayKhada Місяць тому +8

    ବହୁତ ବହୁତ ଧନ୍ୟବାଦ ଓଡିଶା ମୁଖ୍ୟ ମନ୍ତ୍ରୀ ମୋହନ sir ଙ୍କୁ ନମ୍ବ୍ର ତାର ସହିତ ❤❤❤

  • @swapneswarsahoo6170
    @swapneswarsahoo6170 2 місяці тому +26

    Very beautiful steps for BJP sarkar thank you

  • @drgoutambiswal6717
    @drgoutambiswal6717 2 місяці тому +52

    ବିଜେଡି ଦଳ ନେତା ଏହି ହୋମଗାର୍ଡ ଭାଇ ମାନଙ୍କ କଥା କାନ ଡେରି ଶୁଣିଲ😢 ତୁମ ନବୀନ ପଟ୍ଟନାୟକ କେବେ ବି ଏପରି କରି ନ ଥିଲେ

    • @RamaSwami-k2s
      @RamaSwami-k2s 2 місяці тому +3

      Jadi andha bhakta ranga badalala ku bhala kahe auu kn କୁହାଯିବ

    • @Cool_boy_Deepak5005
      @Cool_boy_Deepak5005 2 місяці тому

      ​@@RamaSwami-k2s jal salaaaaaa

    • @BhajaharidasDas-h6u
      @BhajaharidasDas-h6u 2 місяці тому

      ​@@RamaSwami-k2swait kara hajijiba bjd

    • @anilbag141
      @anilbag141 2 місяці тому +3

      ​@@RamaSwami-k2smane to hisab re...se Tamil chora thik na...

    • @JosephBunny-vi8hj
      @JosephBunny-vi8hj 2 місяці тому +2

      ​@@RamaSwami-k2same hauchu bhai tama maa au bhauni bia bhakta daba tama maa au bahuni nka bia tike bia chhodi pilaa ghoda gei pila dandashi gei pila hadi gei pila pandu ku to maa ki baha karei de

  • @ChittaGoureeOffcial
    @ChittaGoureeOffcial 2 місяці тому +14

    ମଦ ବନ୍ଦ କଲେ ଜାଣିବି ଠିକି ସରକାର

  • @REENADIGAL-jk3pc
    @REENADIGAL-jk3pc 2 місяці тому +24

    Thank u C M sir🙏🙏🙏👍👍👍

  • @BayijantiPingua-rf8sk
    @BayijantiPingua-rf8sk Місяць тому +7

    Thank you sir mohan majhi sir jay shree jagannath 🙏🙏🌹

  • @mahabirsingh3294
    @mahabirsingh3294 14 днів тому +3

    ଧନ୍ୟବାଦ ଭାଇ ଖୁବ ସୁନ୍ଦର କଥା ଟିଏ କହିଲ ତୁମକୁ କୋଟି କୋଟି ଧନ୍ୟବାଦ 🙏

  • @ramachandramahalik854
    @ramachandramahalik854 Місяць тому +20

    ସବୁଠୁ,ଭଲ,ମୋହନ,ସରକାର

  • @brajeswarisingh909
    @brajeswarisingh909 Місяць тому +13

    ପୁଅ ତୁମକୁ ଅଶେଷ ଧନ୍ୟବାଦ, ଆଜି ହୋମ ଗାର୍ଡ ଅଛ, ଆଗକୁ ଆହୁରି ଉପରକୁ ଯାଅ

  • @hariharmeher9670
    @hariharmeher9670 2 місяці тому +18

    Very very goods BJP'S mohan sarkar....🙏🙏🙏🙏🙏

  • @PrinceCovidSinku
    @PrinceCovidSinku 2 місяці тому +15

    Good sir ଆବୁ ଆଦିବାସୀ

  • @BikashDash-j7r
    @BikashDash-j7r Місяць тому +3

    Jay ho majhi sir 🙏🙏🙏🎉🎉🎉, bahut sundar lagila Aama odisha home guard police Bhai nka pakhare thiba Manisha pania 🎉🎉🎉 Jay Jagannath 🙏🕉️🙏🕉️🙏🕉️

  • @Binayakumaradhal
    @Binayakumaradhal Місяць тому +5

    ଧନ୍ୟବାଦ ମୋର ଭାଇ ସତ୍ୟ କଥା କହିଥିବାରୁ

  • @bijayasethi5388
    @bijayasethi5388 Місяць тому +7

    ଭାଇ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ହିପିହିପି ହୁରେ ।

  • @1980deepakdihudi
    @1980deepakdihudi Місяць тому +7

    ଦେଖା ଦେଇ କଥା ଦେଇ ଥିବାରୁ ମାଝି ସରକାର ଙ୍କୁ ଧନ୍ୟବାଦ୍

  • @sahadevsaha4721
    @sahadevsaha4721 14 днів тому +1

    Mohan majhi ଗରିବ ମାଟିର ଲୋକ,ୟେ ସବୁ କଥା ଶୁଣିବ ,ଏମାନେ ଶାନ୍ତ, ନିରୀହ, ଜୟ ଜଗନ୍ନାଥ

  • @prakasha1612
    @prakasha1612 2 місяці тому +10

    Thank you mohan sir

  • @sasmitamishra-n8h
    @sasmitamishra-n8h Місяць тому +3

    24 ବର୍ଷ ହେଲା ଆମେ ମୁଖ୍ୟମନ୍ତ୍ରୀ ଙ୍କ ଛାଈମାଡ଼ିନଥିଲୁ କିନ୍ତୁ ଏବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଲି ଆଉ ଆମ ଦୁଃଖ କାଗଜ ମାଧ୍ୟମରେ ଜଣାଇଲି ଆଉ ସେ ବୁଝିବେ ବୋଲି କହିଲେ ବହୁତ ଖୁସି ରୁ ଖୁସି ଲାଗିଲା 🙏🏻🙏🏻💐💐💐🌹🌹❤️❤️

  • @saratachandramahanta2314
    @saratachandramahanta2314 Місяць тому +4

    ସ୍ପଷ୍ଟ ଅପ୍ରିୟ ସତ୍ଯ ସାହସର ସହ ପ୍ରକାଶ କରିଥିବାରୁ ଧନ୍ୟବାଦ

  • @rabinarayansahoo3877
    @rabinarayansahoo3877 2 місяці тому +7

    Sicurity ଗାର୍ଡ କୁଆଡେ ଗଲେ ତାଙ୍କ ଦୁଃଖ କେବ ଦୂର ହେବ ମୋହନ ମାଝୀ ଙ୍କୁ ଅନୁରୋଧ ଘରେଇ କରନ୍ ବନ୍ଦ ହେଉ ସବ ସାଥ ସବ କା ବିକାସ ସବ କା ବିଶ୍ୱାସ

  • @PrakashTarai-q9u
    @PrakashTarai-q9u 2 місяці тому +14

    Right brother 👍👍👍👍

  • @DrubashPradhan
    @DrubashPradhan Місяць тому +4

    ବହୁତ ବଢିଆ ଆମ ବିଜେପି ସରକାର

  • @patorajasobora5975
    @patorajasobora5975 2 місяці тому +10

    Great mohan sir.

  • @rajendramallick6894
    @rajendramallick6894 2 місяці тому +8

    ଜୟ ମୋହନଜି ସରକାର

  • @MisGita-fg1oj
    @MisGita-fg1oj Місяць тому +3

    Jai mohan sir Jai odisha Jai jagannath 🙏❤❤❤🎉🎉

  • @bikashroul217
    @bikashroul217 14 днів тому +1

    ବହୁତ ବହୁତ ସୁନ୍ଦର ଭିଡିଓ 🙏

  • @harekrushnapagal1405
    @harekrushnapagal1405 2 місяці тому +10

    ❤ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ଜୟ ସାରା ଓଡ଼ିଶା ଵାଶି ଜୟ ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ ତେଜଶ୍ବି ଜସ୍ଵଶି ପ୍ରଧାନମନ୍ତ୍ରୀ GOD ମେ।ଦିଜୀ ଜୟ ଓ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମେ।ହନ ଚରଣ ମାଝି ସାର୍ ଜୟ ଓ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ବିଜେପି BJP ପରିବାର କ୍ରର୍ମ କରତା ମାନେ ଜୟ ❤

  • @parsuramnayak4093
    @parsuramnayak4093 Місяць тому +3

    Odissaଏତେ ତଳକୁ ଖସିଯାଇ ଛି ସଜାଡିବାକୁ ବହୁତ ସମ଼ୟ ଲାଗିବ ।ମୋହନ ଧିରେଧିରେ ସବୁ ପୋରଣ କରିବ ।

  • @PreetiG_sahu28
    @PreetiG_sahu28 16 днів тому +1

    କୋଟି କୋଟି ପ୍ରଣାମ ମୁଖ୍ୟ ମନ୍ତ୍ରୀ ମୋହନ ସାର ଏମିତି ସବୁ ଓଡ଼ିଶା ବାସୀଙ୍କ ଦୁଃଖ ବୁଝନ୍ତୁ 🙏🙏🙏🙏🙏🙏🙏

  • @gobindamahabhoi1200
    @gobindamahabhoi1200 Місяць тому +3

    ଜୟ ଶ୍ରୀ ରାମ 🙏🙏🙏🙏

  • @niharranjandash8869
    @niharranjandash8869 2 місяці тому +25

    ଠିକ କଥା ବିଜେପି 3 ମାସ ରେ କରି ଛି କାରଣ ବକପ କହିଲା ସୃଷ୍ଟି କର୍ତା ଜଗନ୍ନାଥ ମୋଦି ର ଭକ୍ତ

    • @bhanumatibhoi1358
      @bhanumatibhoi1358 Місяць тому +1

      ଜଗନ୍ନାଥ ମଦିର ଭକ୍ତ ଏମିତି କାହିଁକି କହିଲେ ଆପଣ 😥😥😥ମୋ ପ୍ରଭୁ ଜଗନ୍ନାଥ କଉଠି ଆଉ ଏ ମଦି କଉଠି 😥😥😥🙏🙏🙏

  • @garibihindustani651
    @garibihindustani651 Місяць тому +4

    ଧନ୍ୟବାଦ୍ ସାର

  • @mananayak.697
    @mananayak.697 28 днів тому +1

    ହୃଦ୍ୟୟର ଶୋଇତ ବାସନ ଦେଇଥିବାରୁ ତାଙ୍କୁ ଅନେକ ସମୟରେ ମନରେ ପ୍ରଶ୍ନ ଥିଲା ଏହି ବ୍ୟବସ୍ଥା କାର୍ଯ୍ୟକାରୀ,

  • @HitayaMurmu
    @HitayaMurmu Місяць тому +1

    Luka କହୁଛନ୍ତି ଏମିତି ଅନେକ ଦଶ ମାସ ମଧ୍ୟରେ ସବୁ କାମ କରିବା ପାଇଁ ଆମେ ଗ୍ରାମବାସୀଙ୍କୁ ଗରିବ ଲୋକଙ୍କ ପାଇଁ ପ୍ରଥମ ଚେଷ୍ଟା କରନ୍ତୁ ❤❤❤❤

  • @jagannathmohanty3671
    @jagannathmohanty3671 2 місяці тому +17

    good job sir

  • @brajeswarisingh909
    @brajeswarisingh909 Місяць тому +6

    ଅନେକ ଲୋକ ଅନେକ କଥା କହିବେ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ନ ଦେଇ, ଆପଣ ନ୍ୟାୟ ପଥରେ ଚାଲନ୍ତୁ, ପ୍ରଭୁ ଜଗନ୍ନାଥ, ଆପଣଙ୍କୁ ଗାଦି ଦେଇଛନ୍ତି, ତେଣୁ ପ୍ରଭୁଙ୍କ ଆଶୀର୍ବାଦ ଅଛି ଆପଣଙ୍କ ଉପରେ, କାରଣ ପ୍ରଭୁ ନ ଚାହିଁଲେ କିଛି ହୋଇ ପାରିବନି, ମୋର ଅନୁରୋଧ, କୌଣସି ମହିଳା ରାତି 11 ପରେ ବାହାରକୁ ବାହାରିବେନି, ଯେତେ ବଡ଼ ଧନ ଶାଳୀ ବ୍ୟକ୍ତି ହୁଅନ୍ତୁ, ଏହି ନିୟମ ପ୍ରଣୟନ କରିବା ସହିତ, ଯାହାର କୌଣସି ଅସୁବିଧା ହେବ, ସେ ସକାଳେ ଯାଇ କ୍ଳେମ କରିପାରିବ ଥାନାରେ l ଆଉ ଥାନାବାବୁ ଭଦ୍ରାମିର ସହିତ ତାଙ୍କ ଦରଖାସ୍ତ ଗ୍ରହଣ କରି, ନ୍ୟାୟ ଦେବେ, ସେ ଗରୀବ ଅବା ଧନୀ ବ୍ୟକ୍ତି ହୁଅନ୍ତୁ ଏହି ନିୟମ କରନ୍ତୁ 🙏

  • @IsraelChhatria-wz7we
    @IsraelChhatria-wz7we 2 місяці тому +13

    Good news...!!

  • @sasmitamishra-n8h
    @sasmitamishra-n8h Місяць тому +1

    ଅପଣଂକ ସ୍ବପ୍ନ ପୂରଣ ହେଲା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମହାଶୟ ଙ୍କୁ ଧନ୍ୟବାଦ କିନ୍ତୁ ମୁଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ଙ୍କ ପାଖରୁ ଆଶୀର୍ବାଦ କରନ୍ତୁ ଆଉ ଆମ ସ୍ବପ୍ନ ପୂରଣ କରନ୍ତୁ ଏହା ହିଁ ଏକାନ୍ତ କାମ୍ୟ 🙏🏻🙏🏻

  • @RajendraRaju-qs7hf
    @RajendraRaju-qs7hf 2 місяці тому +11

    Jay mohan sir Jay bjp

  • @Dukhapradhan-dp7yw
    @Dukhapradhan-dp7yw Місяць тому +4

    Apna good

  • @Hakimofficial0.1
    @Hakimofficial0.1 День тому

    ମହନ୍ ମାଝୀ ଠିକ୍
    BJP ଶର୍କାର୍
    ଦେଖ ଆଗକୁ କେମିତି କ'ଣ
    କରୁଛନ୍ତି ❤❤❤❤

  • @SURENDRAKUMAR-df7xo
    @SURENDRAKUMAR-df7xo Місяць тому +1

    Thank you Bhai. You have exposed the shameless culture of Naveen Patnaik. 🙏🌹🌹🌹🙏

  • @pradeepkumarbhuyan9681
    @pradeepkumarbhuyan9681 Місяць тому +2

    ବିଜେପି ଜ଼ିନ୍ଦାବାଦ 👌🌹🇮🇳

  • @abhayacharanapatra3502
    @abhayacharanapatra3502 2 місяці тому +4

    Mohan Majhi sir Odishaku bahut aagaku nebe
    ଜୟ odisha

  • @Mukesh-f7t
    @Mukesh-f7t 2 місяці тому +5

    Thank you Sri Mohan majhi sir

  • @manaromaswain9328
    @manaromaswain9328 2 місяці тому +8

    Beautiful decision

  • @harekrushnanaik5650
    @harekrushnanaik5650 26 днів тому +2

    JaySriRam

  • @sitamajhi9641
    @sitamajhi9641 2 місяці тому +4

    Thank you sir 🙏🙏

  • @santoshbiharismartteaching1639
    @santoshbiharismartteaching1639 Місяць тому +2

    bahut bhalakatha thank you👍👍👍👍👍👍👍👍

  • @Tandikana
    @Tandikana 14 днів тому

    ❤❤❤❤ ଜୟ ହୋ ବିଜେପି ସରକାର, god bless you sir

  • @BeshiTejeswarRao
    @BeshiTejeswarRao 2 місяці тому +11

    Good government

  • @madhupandar7263
    @madhupandar7263 4 дні тому

    ବହୁତ ବହୁତ ଧନ୍ୟବାଦ ସାର ଯାହାକହିଲେ

  • @rajeshbanchhor3033
    @rajeshbanchhor3033 2 місяці тому +6

    ଦରମା କେଭେ ବଢିବ ଭାଇ

    • @asishdebata497
      @asishdebata497 2 місяці тому

      Mohan majhi ku kuha sitaramana ku kahiba darama badhiba katha

  • @dharmendrabehera6743
    @dharmendrabehera6743 2 місяці тому +10

    Very good BJP

  • @susantanag9208
    @susantanag9208 2 місяці тому +2

    Good decision BJP ସରକାର

  • @RabindranathSamal-c7j
    @RabindranathSamal-c7j 2 місяці тому +11

    Very good

  • @Pratapmajhi3943
    @Pratapmajhi3943 Місяць тому +1

    26 ମାସ ରେ କଲର୍ ବଦଳେଇବା କାମ କରିଛନ୍ତି କି? ଯଦି କରିବାର ଅଛି ତ ନୂଆଁ କିଛି କରନ୍ତୁ ଜଣଙ୍କ ର ସ୍ମୃତି କୁ କଣ Change କରୁଛନ୍ତି ନୂଆଁ କିଛି କାରିକି ଦେଖାଅ ସବୁତିକ BJD ସରକାର କରିଥିବା ଯୋଜନା କୁ ନା change କରି use କରୁଛି ଆଉ ଗୋଟେ କଥା ଏବେ ଯଉ osssc exam ହେଉଛି ସେଥିରେ କେତେ ଛାତ୍ର ଛାତ୍ରୀ ଅସୁବିଧା ହେଉଛନ୍ତି ନିଜ ନିଜ ଜିଲ୍ଲା ରେ exam centre କରିଦେଇ ପାରିଲା ନାହିଁ ଆଉ କଣ କରୁଛି ସବୁ ବେକାରିୟା video ରେ କାହିଁକି viral କରୁଛନ୍ତି 😅😂 ଏଟି ସବୁ ମାୟା ରେ ବାୟା

  • @AshokMsllick-j8m
    @AshokMsllick-j8m 4 дні тому

    ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ ମୋହନ ଆଜ୍ଞା

  • @prakashjena6695
    @prakashjena6695 2 місяці тому +8

    ଆଗେ ହେଲାପରେ ଖୁସି ହବ 24ମାସରେ କିଛିକରିନି ଲୋକମାନଙ୍କୁ କେବଳ ହଇରାଣ କରୁଛି

  • @manju6084
    @manju6084 Місяць тому

    ଧନ୍ୟବାଦ

  • @SuryakantGajendra-j3q
    @SuryakantGajendra-j3q 3 дні тому

    Thanks sir you are great

  • @SurendraKumar-t4h2s
    @SurendraKumar-t4h2s Місяць тому

    ଧନ୍ୟବାଦ ସାର

  • @LastEfforts-c1u
    @LastEfforts-c1u Місяць тому +1

    ବାଳନା ସାଧାରଣ ଲୋକଙ୍କୁ ଖାଲି ହ ଇ ରାନ କରାଯାଉଛି😢

  • @qxztr
    @qxztr 2 місяці тому +2

    ସମସ୍ତେ ନିଜ ନିଜ କର୍ମର ଫଳ ପାଆନ୍ତି। ତୁମ କହିବା ଅନୁସାରେ ତୁମେ ବି କର୍ମ ଫଳ ପାଇବ, କିଛି ଅସୁବିଧା ନାହିଁ।

  • @hrudanandasahuofficial
    @hrudanandasahuofficial Місяць тому

    ବିଜେପିସରକାର ବହୁତଭଳ 👍

  • @subashdash3137
    @subashdash3137 Місяць тому

    Thanks for telling the truth from the core of the heart.

  • @RabindrakumarSahu-v3i
    @RabindrakumarSahu-v3i 13 днів тому

    Bahut badhia kahile bhai

  • @rashmiranjanswain934
    @rashmiranjanswain934 Місяць тому

    କଳା କ୍ରୀଡା ଶିକ୍ଷକ ଦୀର୍ଘ ୧୨ ବର୍ଷ ହେବ କାର୍ଯ୍ୟରତ ସ୍ୱଳ୍ପ ଦରମାରେ ବହୁତ ଦୁଃଖ କଷ୍ଟରେ ଅଛୁ ,ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଆମ କଳା କ୍ରୀଡ଼ା ଶିକ୍ଷକ ଙ୍କୁ ରେଗୁଲାର କରି ୫ ହଜାର ଦୁଃଖ କଷ୍ଟରେ ଚଲୁଥିବା ପରିବାର ମୁହଁରେ ହସ ଫେରାଇ ସର୍ବଶ୍ରେଷ୍ଠ ସ୍ଥାନ ଆମ ହୃଦୟରେ ରଖିବାର ସୁଯୋଗ ଦିଅନ୍ତୁ,ଅପେକ୍ଷା ରେ ୫ ହଜାର ଦୁଃଖ କଷ୍ଟରେ ଚଳୁଥିବା ପରିବାର।

  • @NibeditaPanda-l6s
    @NibeditaPanda-l6s 2 місяці тому +7

    🎉🎉🎉congratulations

  • @Jayjagannathodisha-s5w
    @Jayjagannathodisha-s5w Місяць тому

    ଯିଏ ସବୁ ଟେଣ୍ଡର ରେ କାମ କରୁଛନ୍ତି 7ରୁ 8ବର୍ଷ ହେଲାଣି କିଛି ସୁବିଧା ମିଳୁନି ସେଇ ପ୍ରତି ଟିକେ ଧ୍ୟାନ ଦେଲେ ଭଲ ହୁଅନ୍ତା... ଧନ୍ୟବାଦ

  • @balakrushnamohanty4219
    @balakrushnamohanty4219 23 дні тому

    Congratulations 🎉👏 all home Guard employees ❤best wishes 🙏

  • @JibitPadhan1234
    @JibitPadhan1234 Місяць тому

    Really right bat Sir. Salut Sir

  • @ajitnayak5890
    @ajitnayak5890 Місяць тому

    ଠିକ ଠିକ ଭାଇ କହିଲ ବଡ଼ ବଡ଼ିଆ ପୋଲିସ ମାନେ ଏଇ ସବୁ ପର୍ସନାଲ ନିଜ କାମରେ ଲଗାନ୍ତି 😭😭

  • @GaneswarRout-f9e
    @GaneswarRout-f9e Місяць тому

    Thanks to Nikhila Utkal Home Guard Association,Odisha for appreciating the constructive thought,action,speech,personality and popularity of Hon'ble C.M Sjt Mohan Charan Majhi and preparation to extend possible support which is really praiseworthy. Please very honestly carry out responsibility that will be better realised by Janata Janardan.
    Thank to Media for focussing the matter.
    Ganeswar Rout

  • @KamalakantaBoitei
    @KamalakantaBoitei Місяць тому

    Ranjan bhai tamaku Salam

  • @bahadursagar1698
    @bahadursagar1698 Місяць тому

    Thank u sir.

  • @pradipkumarnayak1522
    @pradipkumarnayak1522 2 місяці тому +1

    ଜୟ ଶ୍ରୀଜଗନ୍ନାଥ ।

  • @HariharSwain-bo9mv
    @HariharSwain-bo9mv Місяць тому

    Bhai tumaku hridaya ru salute

  • @jyoticreation1253
    @jyoticreation1253 Місяць тому

    U r great😊

  • @BidyadharaPradhan-jl1ec
    @BidyadharaPradhan-jl1ec Місяць тому

    Thankyou very nicee

  • @Bisupas-f7y
    @Bisupas-f7y 20 днів тому

    😊😊😊 nice work 👍👍👍👍

  • @Rajutibehera-l1b
    @Rajutibehera-l1b 2 місяці тому +3

    ରେଇଲ ଗ୍ରେଟ ମୋହନସାର

  • @bibhutibhushannaik4255
    @bibhutibhushannaik4255 Місяць тому

    ବଢିଆ ଲାଇନିରେ କହିଲ ଭାଇ