ଜନ୍ମଦିନ ପାଇଁ ଖର୍ଚ୍ଚ କୋଟି କୋଟି ଟଙ୍କା କିନ୍ତୁ ଦିଆଯାଉଛି ୮୩୩ ଟଙ୍କା | ASPN News

Поділитися
Вставка
  • Опубліковано 18 вер 2024
  • ଜନ୍ମଦିନ ପାଇଁ ଖର୍ଚ୍ଚ କୋଟି କୋଟି ଟଙ୍କା କିନ୍ତୁ ଦିଆଯାଉଛି ୮୩୩ ଟଙ୍କା |
    #aspnnews #odishanews #odishacongress #bjpodisha
    Advance system for public News
    This is an Official Channel of ASPN NEWS Channel.
    Odisha's Most Growing Digital News web Portal...
    This is one of the leading Digital News Platforms of the Odisha & is Coming up with various Objectives and Issues of Human intrests since last 3 year.
    ASPN NEWS delivers reliable information across including Television, Internet, Newspaper
    A news channel for the People.
    Not Owned by any Politician, Businessman or any other's.
    A Digital news Channel of True Journalists..
    Subscribe our Channel / aspn news to get latest news and Updates.
    Please follow up page facebok.com/Aspn news to watch Social issues, Special Story, Political issues with the latest videos added every hour.
    Please visit our website www.aspnnews.in, www.aspnnews.live for latests Opinion and Detailed news coverage.

КОМЕНТАРІ • 115

  • @AmulyaParida-sj9bv
    @AmulyaParida-sj9bv 2 дні тому +36

    ମୋଦି ହେଲା ଗୋଟେ ଡକାୟତ ଇଣ୍ଡିଆ ର ସବୁ ଠୁ ବଡ଼ ଟାଉଟର ମିଛୁଆ ବେଈମାନ ନରେନ୍ଦ୍ର ମୋଦି... ଓଡିଶା କୁ କାଙ୍ଗାଳ କରି ଅଦାନୀ ଆଉ ଅମ୍ବାନୀ କୁ ଓଡିଶା କୁ ବିକ୍ରି କରିବାକୁ ଆସୁଛି... ତାକୁ କାଳୀ ମାଡ ଆଉ ଅଣ୍ଡା ମାଡ କରି ସ୍ୱାଗତ କର

    • @hardworkneverdies5679
      @hardworkneverdies5679 2 дні тому +4

      ବେପାରୀ ଟା

    • @kalingaranjan2074
      @kalingaranjan2074 2 дні тому +3

      ସୁଭଦ୍ରା ସ୍କିମ୍ ହେଉଛି ଏକ ଅସ୍ପଷ୍ଟ ଏବଂ ବିଭ୍ରାନ୍ତକାରୀ ଯୋଜନା ,ଏହି ଯୋଜନା ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ନାହିଁ |

    • @ajayakumarrout5854
      @ajayakumarrout5854 2 дні тому +1

      ଯାହା କରା ଯାଉଛି ଏହାର ଉପକାର ମହିଳା ମାନଙ୍କ ପାଇଁ। ଆପଣ ଏହାକୁ ଚାଲାକି କରୁ ଛନ୍ତି କାହିଁକି ?

    • @hardworkneverdies5679
      @hardworkneverdies5679 День тому

      @@ajayakumarrout5854 uneducated ୨.୨cr mahila ru only 60 lakh ksnhiki paeibe??

  • @prabirkumardas641
    @prabirkumardas641 2 дні тому +7

    କୋଟି କୋଟି ଖର୍ଚ୍ଚ ହେଇଯାଉ। ପରବାୟ ନାହିଁ । ଅନ୍ଧ ଭକ୍ତ ଗଦ ଗଦ । ତାଙ୍କ ଅନୁସାରେ ଭଗବାନ ଶ୍ରୀରାମ ଆସୁଛନ୍ତି ।

  • @Ritesh_Bloges
    @Ritesh_Bloges 2 дні тому +11

    ମୁଦି ତା ବାପା ଧାନ ବିକ୍ରି କରି ଦେଇଛନ୍ତି ସେଥିପାଇଁ ତା ଜନ୍ମ ଦିନରେ ଟଙ୍କା ଦେଉଛନ୍ତି

  • @GhasiramNaik-m1i
    @GhasiramNaik-m1i 2 дні тому +8

    Very good question ⁉️

  • @rukmananag6921
    @rukmananag6921 2 дні тому +7

    ସାହାରା ଇଣ୍ଡିଆ ପରିବାର କମ୍ପାନୀ ରେ ନିବେଶ କରିଥିବା ଟଙ୍କା କାହିଁକି ଏପର୍ଯ୍ୟନ୍ତ ଭାରତ ସରକାର ନିବେଶକମାନକୁ ଫେରେଇ ନାହାନ୍ତି ନଅ ମାସ ସମୟ ଦେଇଥିଲେ କିନ୍ତୁ ବର୍ତ୍ତମାନ 18 ମାସ ହୋଇସାରିଛି

  • @user-cw9gp5ty9f
    @user-cw9gp5ty9f 2 дні тому +5

    ସମସ୍ତଙ୍କ ରଙ୍ଗ ଢଙ୍ଗ ଦେଖି , ସାଧାରଣ ଲୋକଟିଏ ଭାବିବାକୁ ବାଧ୍ଯ ହେବ ଯେ "ସର୍ବେପି କପିଳାଃ" ।ଓଡ଼ିଶାବାସୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥ ହିଁ ଭରସା ।

    • @indumatirath9573
      @indumatirath9573 День тому

      Exact message Each oridasha basi should. realise it Ladies section r mostly innocent n illiterate. How they visuaiise it Our Lord Jahhannath. save them

  • @brajasundarsahoo1590
    @brajasundarsahoo1590 2 дні тому +5

    କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରି ନିଜ ଜନ୍ମ ଦିନରେ ସୁଭଦ୍ରା ଯୋଜନା ଟଙ୍କା ବାଣ୍ଟିବା ପାଇଁ ଏବଂ PM ଆବାସ ପାଇଥିବା ହିତାଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଅତି ସାଧାରଣ କାର୍ଯ୍ୟରେ PM ଓଡ଼ିଶାକୁ ଆସିବା ଯଥାର୍ଥତା କଣ ଅଛି ? ଅନେକ କାର୍ଯ୍ୟ ଭର୍ଚୁଆଲରେ କଲା ଭଳି ଏହାକୁ ମଧ୍ୟ କରି ପାରିଥାନ୍ତେ l

  • @ranjanmallick6797
    @ranjanmallick6797 2 дні тому +2

    ରାହୁଲ ଗାନ୍ଧୀ ଆଗରୁ କହିଥିଲେ ଓଡିଶା ରେ ସବୁ ବିକ୍ରି ହେବ

  • @kalingaranjan2074
    @kalingaranjan2074 2 дні тому +1

    ସୁଭଦ୍ରା ସ୍କିମ୍ ହେଉଛି ଏକ ଅସ୍ପଷ୍ଟ ଏବଂ ବିଭ୍ରାନ୍ତକାରୀ ଯୋଜନା ,ଏହି ଯୋଜନା ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ନାହିଁ |

  • @Nayanadeipradhan99
    @Nayanadeipradhan99 2 дні тому +4

    ଏହି ଯୋଜନାରେ ଯଦି ଜନତା ମୈଦାନରେ କୋଟି କୋଟି ଟଙ୍କା ଖର୍ଚ୍ଚ ସେହି ପଇସାରେ କେତେ ଗରିବଙ୍କର ପ୍ରାଣ ରକ୍ଷା ହୋଇ ଥାନ୍ତା ।ଏସବୁ କଣ ନିହାତି ଦରକାର ଥିଲା ।

  • @sudhansusekhardash9010
    @sudhansusekhardash9010 2 дні тому +2

    ପାଞ୍ଚ ହଜାର ଟଙ୍କା ରେ ପ୍ରଗତି, ସମୃଦ୍ଧି, ଆତ୍ମନିର୍ଭରଶୀଳ ଏ ଶବ୍ଦ ପାଇଁ ଖୁସି ନାଁ ଦୁଃଖ।

  • @sureshbehera2870
    @sureshbehera2870 2 дні тому +2

    Right sir 👍👍👍👍 speak

  • @ramachandramohanty2088
    @ramachandramohanty2088 2 дні тому +2

    Right katha bhai

  • @rabinarayan2414
    @rabinarayan2414 2 дні тому +2

    ନିଜ ପଇସା ନିଜ ଜନ୍ମଦିନରେ ବାଣ୍ଟୁ ନି ମୋଦି...

  • @DebendraDas-n8f
    @DebendraDas-n8f 2 дні тому +1

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ କେତେ ଖର୍ଚ୍ଚ ହୁଏ ?

  • @aravindapattanayak2966
    @aravindapattanayak2966 2 дні тому +1

    You are 100 % right sir
    Common people should aware, diligent and raise their voice strongly, after your anylise

  • @jawaharlalsethi6238
    @jawaharlalsethi6238 2 дні тому +2

    ❤Right❤

  • @kashinathmalik3835
    @kashinathmalik3835 2 дні тому +2

    Right

  • @purnasahoo7859
    @purnasahoo7859 2 дні тому +2

    Jaya nabin

  • @Damo587
    @Damo587 2 дні тому +2

    Right sir thik kahichhanti apana 🙏🙏🙏🙏

  • @rnmohanty1052
    @rnmohanty1052 2 дні тому +2

    Super Michhu PM. Double engine sarakar.

  • @biswajitbehera4132
    @biswajitbehera4132 2 дні тому +4

    Gujarati gunda paine coti coti kharcha odisha ra.chhi laja laguni

  • @niranjanmohanty3523
    @niranjanmohanty3523 2 дні тому

    ମାଗଣାରେ କାହାକୁ କିଛି ଦିଅନା ।କାରଣ ଜଣେ କିଛି କରିକି ପାଉ ।କାରଣ ଇଏ ସମସ୍ତଙ୍କର ଧନ ।ମାଗଣ। ଵା ମାଗିଖିଆ କେବେ ମାଲିକ ହେଇ ପାରିବ ନାହିଁ ।

  • @hareshchandranaik8065
    @hareshchandranaik8065 День тому

    Happy birthday to PM Modi sir

  • @arucharanpradhan5502
    @arucharanpradhan5502 День тому

    ଓଡ଼ିଶାର ଜନତାଙ୍କୁ କିଏ କେତେ ଦେଉଛି ଆପଣ ହିସାବ କରୁଛନ୍ତି।ଓଡିଶା ରାଜ କୋଷରୁ କେଉଁ ନେତା, ନେତ୍ରୀ ବା ପ୍ରଶାସନିକ ଅଧିକାରୀମାନେ କେତେ ଟଙ୍କା ନେଉ ଛନ୍ତି ବା ନେଇଛନ୍ତି ତାର ହିସାବ ଯଦି ଜଗିଥାନ୍ତେ ତେବେ ଓଡ଼ିଶା ବାସୀ ଆପଣଙ୍କୁ ପୂଜା କରି ଥାନ୍ତେ।ସବୁ ଅଲାଜୁକ କଥା ସାର୍।

  • @prasnnapatra3519
    @prasnnapatra3519 22 години тому

    Good news

  • @jhadeswarmandal541
    @jhadeswarmandal541 2 дні тому +1

    ଦିନକୁ 27 ଟଙ୍କା ମାତ୍ର

  • @accurategyan1597
    @accurategyan1597 9 годин тому

    Only bjp❤❤❤❤❤❤❤❤❤❤❤

  • @ramachandrasahoo7067
    @ramachandrasahoo7067 20 годин тому

    ଏ ଶଳା ଦଳକୁ ଶୀଘ୍ର ପତନ କରାଯାଉ ।

  • @saismita993
    @saismita993 2 дні тому

    We need congress once again

  • @lokanathdas5246
    @lokanathdas5246 2 дні тому +1

    We support to Sri Biswajit Mahanty,

  • @pramodchandranayak9081
    @pramodchandranayak9081 2 дні тому +2

    One has written that women will get 900/- Rs per day. He is actually a blind devotee of Modi. Mr Fool it is 27/- per day.

  • @SureshChandraSahoo-qs4bp
    @SureshChandraSahoo-qs4bp 2 дні тому +1

    Ki jumula re BJP michhua radhua rangadia sarakar ra dhik🎉

  • @maakitchenette
    @maakitchenette День тому

    ଲୋକ ଙ୍କ ଟଙ୍କା କେତେ ବର୍ବଦ କରୁଛ କାହିଁକି BJP

  • @1727.P.m
    @1727.P.m 2 дні тому

    Oksir

  • @hardworkneverdies5679
    @hardworkneverdies5679 2 дні тому

    congres amiti agaku asiba darkar

  • @durgacharanmallick805
    @durgacharanmallick805 День тому

    Congress india ku islamic contry kari deba😊

  • @jhadeswarmandal541
    @jhadeswarmandal541 2 дні тому

    18ବର୍ଷ ନୁହେଁ 21ବର୍ଷ ତଳକୁ

  • @ajayasahoo1387
    @ajayasahoo1387 2 дні тому

    Bahut development haba odisha re 833 tanka re

  • @pradiptadas8118
    @pradiptadas8118 2 дні тому

    When you distribute Rs. 8500 /-- ( Rahul Gandhi )

  • @user-zy6bl7lt8q
    @user-zy6bl7lt8q 2 дні тому +1

    Kali Tamata Ready Achi .... Wel come modi

  • @saismita993
    @saismita993 2 дні тому

    What more can we expect from this beparei janata party?

  • @samirnayak3768
    @samirnayak3768 2 дні тому +1

    ଅତୀତ ସରକାର କାଳିଆ ଯୋଜନାରେ ପ୍ରଥମେ କୁହାଗଲା ବର୍ଷକୁ 5000/= କିନ୍ତୁ 2020=21 ରୁ କମି 4000/=କୁ ଆସିଲା ମାସକୁ 333/= ଟଙ୍କା. ଏ ଅର୍ଥରେ ଯଦି କୃଷକ ସଶକ୍ତି ହୋଇପାରୁଥିଲା ତାହେଲେ 833/= ରେ କିଛି ହେବନି. ଏ ଅତୀତ ସରକାରର ସମାଲୋଚନା ଏବଂ ଅନ୍ୟକୁ ବଦନାମ୍ କରିବାର ସୁତ୍ର.

  • @ASISH_SATYA_VLOGER
    @ASISH_SATYA_VLOGER 2 дні тому

    ଆରେ ନିର୍ଲଜ ତମଦଳ 24 ବର୍ଷ ରେ ମାସକୁ ଦେଲ 500 ସେମାନେ ଜଦିଦେଲେ 833 ଟଙ୍କା‌ ମାସକୁ ଅସୁବିଧା କଣ ତମେ କହିଥିଲ ସମସ୍ତ ଭୁମିହିନ କାଳିଆ ଯୋଜନା ପାଇବେ କେତେ ଦେଲ କହୁନା

  • @truptilatabarik8806
    @truptilatabarik8806 2 дні тому

    👍🙏❤️

  • @dilipsa7397
    @dilipsa7397 День тому

    ୫୦ବରଷରେ କେତେ ଖାଈଛ

  • @rakshakarsahu356
    @rakshakarsahu356 14 годин тому

    କଣ 833 ଟଙ୍କା ଦିନକୁ 27 ଟଙ୍କା

  • @pravatkumarmishra9760
    @pravatkumarmishra9760 2 дні тому +1

    ତମ ଅମଳରେ ମହିଳା କେତେ ଟଙ୍କା ପାଉଥିଲେ ଟିକେ କହିବ ଦିନକୁ ପାଖାପାଖି ନଅ ଶହ ଟଙ୍କା ପାଇଲେ କ୍ଷତି କଣ ହେଲା ସୁଭଦ୍ରା ତମକୁ ଲଣ୍ଡା କରିଦେବ

    • @Anak3164
      @Anak3164 2 дні тому

      ଦିନକୁ 900 ନୁହଁ ଆଜ୍ଞା , ଦିନକୁ 27 ଟଙ୍କା ପଡୁଛି

    • @soumyaranjansamal1189
      @soumyaranjansamal1189 День тому

      Modi andhabhakta bujhibeni

  • @bhanuprakashbehera4419
    @bhanuprakashbehera4419 День тому

    କଂଗ୍ରେସ ନିସ୍ଵାର୍ଥରେ ଓଡ଼ିଶା ପାଇଁ ଲଢ଼ିବା ଦରକାର, ନହେଲେ ଏ ପୁଞ୍ଜିପତି ଗେରୁଆ ସରକାର, ଗେରୁଆ ଗାମୁଛାରେ ସବୁ ଲୁଟିନେବେ ଆଉ ଓଡ଼ିଶା ଶ୍ରୀହୀନ ହୋଇଯିବ..............😞😞😞😞😞😞😞😞

  • @kamalpatnaik9698
    @kamalpatnaik9698 День тому

    Janmadina abyahati purbaru Gopal Pur port Adani ku bheti diagala.

  • @pravusethi8152
    @pravusethi8152 2 дні тому

    Congress bada chora Dakaita Dala

  • @durgacharanmallick805
    @durgacharanmallick805 День тому

    Bharat joda yatra re kete kharcha hoeithila tk kahiba ki

  • @sashibhusanpani7048
    @sashibhusanpani7048 День тому

    😢

  • @Loki-pg7jr
    @Loki-pg7jr 2 дні тому

    Wow what I will do with 833? 1KG mutton + oil or I will invest in share market...in share market in 2-3 days it will become 1lakh😂 shameless BJP

  • @1727.P.m
    @1727.P.m 2 дні тому

    ଗ୍ଳାସ ଦାସ ବହୁତ, ମାସକୁ ୮୦୦ ସୁଭଦ୍ରା

  • @prasantapattanaik862
    @prasantapattanaik862 2 дні тому +1

    କଂଗ୍ରେସ ଓ ବିଜେଡି ଦୁର୍ନୀତି କଲା, କିଛି ଦେଲାନି ବୋଲି ବିଜେପି କରିବ କି? ତେବେ ବିଜେପି କୁ ଲୋକେ କାହିଁକି ଭୋଟ ଦେଲେ?

  • @swayamprakashjena7896
    @swayamprakashjena7896 День тому

    Sethi pain alu west bengal ru anuthila
    Adani nabani tahale Rahul ra mausa nahale Nabin ra company Deepstates ku deithile bhal huanta

  • @santilatapanda1386
    @santilatapanda1386 День тому

    Mg sarkar Andha hoi jai chhi govornor pua bisaya re kichhi police arrest karuni sekatha bhuli gale

  • @biswanathsethi1845
    @biswanathsethi1845 2 дні тому

    24 barasa hela bjd kahana karuthhila

  • @rabindranathmohapatra1167
    @rabindranathmohapatra1167 2 дні тому

    Modira janma Dina na sradha Dina????

  • @purnasahoo7859
    @purnasahoo7859 2 дні тому

    4tha stamb kamare dekhau

  • @santoshkumarsahoo9763
    @santoshkumarsahoo9763 2 дні тому

    ବନ୍ଦ କର ରାଜନୀତି ଆମେ ଜାଣିଛୁ କଂଗ୍ରେସ ଦଳ କଣ କରିବ କଂଗ୍ରେସରେ ସବୁ ଦଲାଲ

  • @somanathmahanta4739
    @somanathmahanta4739 2 дні тому

    Modi nuhen Modani

  • @nrusinghcharanpalei8938
    @nrusinghcharanpalei8938 День тому

    Pm asile odisha lokanka paisare birthday palile .bjd sarakar amalara tiari gharaku bantile .birthday pali odishaku kana vetidele na lutinele ? Lokamane hisab karibe .

  • @arabindadas7960
    @arabindadas7960 2 дні тому

    ଦୁଇ ମୂର୍ଖ ଏକାଠି।

  • @tikchandisari3648
    @tikchandisari3648 2 дні тому

    Odisha ku bikri Kari deba modi michua behiman chora modi

  • @tikchandisari3648
    @tikchandisari3648 2 дні тому

    Modi houchi behiman imandar nuhe loka nku ahiran karibata janiche loka nka tu tex neba janiche gariba loka nku bahut ahiran karuchi modi michua behiman chora

  • @rabindranathmohapatra1167
    @rabindranathmohapatra1167 2 дні тому

    Nabin jindabad!! Who is. Modi tauutar? Where is his. 400 par????

  • @santilatapanda1386
    @santilatapanda1386 День тому

    Sahara tanka feraibe boli Modi kahuthile Abe kahaku milichhi

  • @tusardas3006
    @tusardas3006 2 дні тому

    You are don't argue. Congress can't United in Odisha. Very shame for Congress. Please be you United. 😂😂😂.

  • @purnasahoo7859
    @purnasahoo7859 2 дні тому

    Bjp hatao

  • @brundabanpradhan7953
    @brundabanpradhan7953 2 дні тому

    Tim samayare kana deithila gaon mananku Rasta nathila barsa ku thare morum bichhai tanka lutu thila, gariba lokanku gariba rakhiba pain nrega scheme anila, kana barsakare Jane loka 100 din kamare Tara barsakare paribar chalaiparib? A Sabu batamarana Niti jogun congress sarakar a dayaniya abasta.

  • @JanaranjanMohanty
    @JanaranjanMohanty 2 дні тому +1

    Sambadika samilani.nakari pratipanchayatre confrence kale bhalahunta

  • @ranjankumarbarad6574
    @ranjankumarbarad6574 2 дні тому

    MODi HATAO INDIA KO BACHAO

  • @rabindranathmohapatra1167
    @rabindranathmohapatra1167 2 дні тому

    Gyaranti nabalati???

  • @gaurabsahoo
    @gaurabsahoo День тому

    Satakatha

  • @ranjansamal4782
    @ranjansamal4782 День тому

    Mahanti babu time rahul gandhi daka kebe odisha re birthday bantu kia man

  • @seshadevbaliarsingh5085
    @seshadevbaliarsingh5085 2 дні тому

    Odisha bashi 833 tanka Rey full khushi

  • @khageswarbastia7469
    @khageswarbastia7469 2 дні тому

    PROBABLY CONGRESS HAS NOT DONE ANY PROGRAMME DURING HIS LIFE TIME.

  • @truptilatabarik8806
    @truptilatabarik8806 2 дні тому

    BJP sarkar jadi Mahila mananku technology machine deithile bhala hoithanta. Seita se use Kari kichhi income Kari self depend hoiparithante.

  • @durgacharanmallick805
    @durgacharanmallick805 День тому

    Tama congreess ra munda kama karuni ....😊😊😊

  • @durgacharanmallick805
    @durgacharanmallick805 День тому

    Bhai tama sakhar kn karunathila ki paisa kharcha

  • @durgacharanmallick805
    @durgacharanmallick805 День тому

    Chup beee... First waqt board bisayare kaha ...

  • @nityanandaPradhan-gf1zc
    @nityanandaPradhan-gf1zc 2 дні тому

    କଂଗ୍ରେସ ଦଳ ଗୋଟେ ମହା ଡକାୟତ।

  • @brundabanpradhan7953
    @brundabanpradhan7953 2 дні тому

    Ladi thila kana paila khamba alu.

  • @BinodSahoo-oo6ur
    @BinodSahoo-oo6ur 2 дні тому

    Pandu gale kuade dekha

  • @shreeya1116
    @shreeya1116 2 дні тому

    Tama bhagyare au ketebarsha dukhaa achhi😢😢 bhasigala tame

  • @SwetakumarRout-fi7sx
    @SwetakumarRout-fi7sx День тому

    Kangares Sabu M G Ghotala Odisha Re. Tautor

  • @user-zy6bl7lt8q
    @user-zy6bl7lt8q 2 дні тому +1

    Madi chala Ame Tama pacha re Achu

  • @sitaramkumarpradhan842
    @sitaramkumarpradhan842 2 дні тому

    Gujrat model chalichi Odissa re

  • @Seshadev-p1k
    @Seshadev-p1k 2 дні тому

    Mo bala na

  • @subash-fe1mg
    @subash-fe1mg 2 дні тому

    ଆପଣ ଜଣେ congrees ର ବକ୍ତା BJP ସରକାର ନକହି କଣ ମୋହନ ସରକାର କହୁଛନ୍ତି request BJP ସରକାର କୁହ

  • @MukundaShoo
    @MukundaShoo 2 дні тому

    କିଏ ପଚାରେ କଂଗ୍ରେସ ବାଲାଙ୍କୁ? ଶାସନ ରେ ପୂର୍ବ ରୁ ଢେର୍ ଲୁଟି ଥିଲେ ଏବେ କୁମ୍ଭୀର କାନ୍ଦଣା।

  • @user-qg8ut5jz8g
    @user-qg8ut5jz8g 2 дні тому +1

    ହଇରେ ଗେଣ୍ଡା ଦଳ, ଭୁଲି ଗଲାଣି, ପାଣ୍ଡୁ ବାବୁଙ୍କ ହେଲିକପ୍ଟର କଥା.

    • @JanaranjanMohanty
      @JanaranjanMohanty 2 дні тому

      Epari gandimara kamare jaunathele odishara bikash pain jauthele se jahakarichhanti tume andhabhakta sarakar pachista janmanele saman hoiparibananhi

    • @biswajitbehera4132
      @biswajitbehera4132 2 дні тому

      Haire jumula dala laja laguni Gujarati gundaku odisha paishare janmadina palana karuchi.

    • @biswajitbehera4132
      @biswajitbehera4132 2 дні тому

      Haire jumula dala odisha paishare Gujarati gunda janmadina palana karuchai laja nahi dakayatku

  • @mitusahoo5641
    @mitusahoo5641 2 дні тому

    Ram mandira Ram jaynti re ptistha helani.. kintu subhadra jojana 420P.M ra janma dinare subha arambha heuchi kete alajuka odisaa B J P

  • @purnasahoo7859
    @purnasahoo7859 2 дні тому

    Jaya nabin