Lady Teacher Missing Probe | Recovered Body Will Be Sent For DNA Test

Поділитися
Вставка
  • Опубліковано 18 жов 2021
  • Lady Teacher Missing Probe | Recovered Body Will Be Sent For DNA Test
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 863

  • @statusjiban7930
    @statusjiban7930 2 роки тому +82

    ଭାଇ ବହୁତ୍ ଭଲ ଲାଗିଲା ଏହିପରି newes କହିବାରୁ କାରଣ ବହୁତ୍ ରିପୋର୍ଟର ku ଦେଖିଛି କହିପାରନ୍ତି ନାହିଁ ଗୋଟିଏ ମିନିଟ୍ ରେ ତାଙ୍କ ନିଜ କଥା ହଜେଇ ଦିଅନ୍ତି

    • @berserkgmes6048
      @berserkgmes6048 2 роки тому +4

      ଯୋଶୀବାବୁଂକର ଉପସ୍ଥାପନା ଉଚ୍ଚତର/ଶ୍ରେଷ୍ଠ
      ଏତକି ଭଲ ଲାଗସି ତାଂକର ଉପସ୍ଥାପନା ତାହା ଭାଷାରେ ପରିପ୍ରକାଶ କରିବା ସମ୍ଭବପର ନୁହେଁ
      ବହୁତ ଗହୀରକେ ଯାଏସନ

    • @pramodmodi6826
      @pramodmodi6826 2 роки тому +1

      Bahut Bhala Reporting

    • @sunanda9818
      @sunanda9818 2 роки тому

      Bhai amanaku fasi darkar aei case kau manankar link achhi jadi amane fasi paibe seidina tanka family ra Khusi paibe

    • @statusjiban7930
      @statusjiban7930 2 роки тому

      @@sunanda9818 tu kauthi reply deuchu dekh ଭଲ ସେ

  • @skchandan4484
    @skchandan4484 2 роки тому +27

    ମନୋରଞ୍ଜନ ବାବୁ ଜିନ୍ଦାବାଦ 🙏🙏

  • @nisha.m682
    @nisha.m682 2 роки тому +487

    ଏ ପର୍ଯ୍ୟନ୍ତ ଯାହାବି ହେଇଛି ସବୁ media ପାଇଁ possible ହୋଇ ପାରିଛି
    ଆଗକୁ ଯଦି media ଚାହିବେ ତାହେଲେ ଯାଇ ଅସଲ ଦୋଷୀ ଧରା ପଡ଼ିବ

    • @narendranaik2383
      @narendranaik2383 2 роки тому +16

      Actually ଠିକ୍ କଥା କହିଛ really media sir mane great 🙏🙏🙏

    • @biswajit7022
      @biswajit7022 2 роки тому +8

      Media bala chodiba sabu
      Sabu hele minister ra bula kukura

    • @narendranaik2383
      @narendranaik2383 2 роки тому +6

      @@biswajit7022 Media bala ku chhadi sabu minister ର bula kukura କହୁଚ୍ଛ ତୋ ରାଇଟ କହିଛ

    • @armylovers1799
      @armylovers1799 2 роки тому +2

      Media wala .....jai ki gobinda sahu ku dhari thile...... media wala ....kauthi Saba achhi khoji thile

    • @manoranjansahoo3825
      @manoranjansahoo3825 2 роки тому

      Yes

  • @narendranaik2383
    @narendranaik2383 2 роки тому +231

    ଏମିତି media sir ଆମକୁ ଦରକାର 💯💯🙏🙏

  • @NatureTour8716
    @NatureTour8716 2 роки тому +177

    ଭାଇ ସିଧା କଥା ଏହି ଭ୍ରଷ୍ଟ ସରକାରରେ ଦୋଷୀ ଦଣ୍ଡ ପାଇବା କାଠିକର ପାଠ...🙏

    • @SKumar-rb1tz
      @SKumar-rb1tz 2 роки тому +1

      Yes, it's due to free product's and fool voters.

  • @kasturipanamajena1838
    @kasturipanamajena1838 2 роки тому +23

    ଗୁରୁଃସ୍ୱାମୀ, ଓଟିଭି କୁ ଧନ୍ୟବାଦ

    • @kbdstar
      @kbdstar 2 роки тому

      ଗୁରୁସ୍ୱାମୀ

  • @Onlineodishaquestion
    @Onlineodishaquestion 2 роки тому +30

    Ei reporter bhi lagi gote like hou 🙏🙏🙏🙏👍👍👍 Father of repoter this person 😀😀😀😀😀

  • @bikashranjan4246
    @bikashranjan4246 2 роки тому +45

    Excellent reporting by Manoranjan Bhai..

  • @Manoj.1989
    @Manoj.1989 2 роки тому +88

    ଯଦି ସ୍ବଚ୍ଛ ସରକାର ତାହେଲେ କ୍ରାଇମବ୍ରାଞ୍ଚ ନାଟକ ନକରି ତଦନ୍ତ CBI କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ। ନବୀନ ବାବୁ କ୍ରାଇମବ୍ରାଞ୍ଚ ନାଟକ ନକରିବାକୁ ଅନୁରୋଧ।
    ଇତି
    ଆପଣଙ୍କ ର ଟଙ୍କାକିଆ ଚାଉଳ ଖିଆ ଜନତା
    😡😡😡😡😡😡😡😡😡😡

    • @rtaniprimtamnt3440
      @rtaniprimtamnt3440 2 роки тому +2

      Waaah badhia line te lekhicha vai... Ek no... Ahuri odisa basinku strong hebaku heba..

    • @tapaskumarsahu7891
      @tapaskumarsahu7891 2 роки тому +2

      thik thak

    • @smita8599
      @smita8599 2 роки тому

      Yes Nabin sir plz take action

    • @jitendrasety2043
      @jitendrasety2043 2 роки тому +4

      ଭାଇ cbi ହାତକୁ କେସ ଗଲେ ରାଜ୍ୟ ସରକାର ର ବଦନାମ ହେଇଯିବ ସେଥିପାଇଁ ସବୁ କେସ ଭଳି ଏଇ କେଶ ବି ଦବିଯିବ ଏଠାରେ ଭାବିବାର କିଛି ନାହିଁ ଟଙ୍କିକିଆ ଚାଉଳ ଜିନ୍ଦାବାଦ ସରକାର murdabad

    • @Manoj.1989
      @Manoj.1989 2 роки тому +1

      @@jitendrasety2043 ନବୀନ ବାବୁ ବଦନାମ ରୁ ବଞ୍ଚିବା ପାଇଁ ଜାତୀୟ ଗଣମାଧ୍ୟମ (ନିଉଜ ଚ୍ୟାନେଲ)ଗୁଡିକୁ ଆମେ ଦେଉଥିବା ଟ୍ୟାକ୍ସ ଟଙ୍କା ରୁ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ଦେଉଛନ୍ତି।

  • @Tapan96
    @Tapan96 2 роки тому +177

    ପରୀ ଓ ସୋମ୍ୟାରଞ୍ଜନ ପରି ଏଇ ଘଟଣା ବି ଚାପି ଯିବ. କାରଣ ସରକାରୀ କଳ ର ନେତା ଓ ସରକାରୀ ବାବୁ ସମ୍ପୃକ୍ତି ଅଛନ୍ତି. ଆଗକୁ ପଞ୍ଚାୟତ ନିର୍ବାଚନ ଅଛି.

  • @productproducersuresh
    @productproducersuresh 2 роки тому +16

    ଯେଉଁ ଏରିଆ ରେ ଏମିତି ହେଉଛି ସେ ଏରିଆ ରେ ପୁଲିସ୍ କୁ ହାଣି ଦିଅ ଅଆଇସି କଣ ମାଇପ କୁ ଭଡା ରେ ଦେଇ ପଇସା ମାସରେ ନିଏ

    • @amayeekasamantasinghar5161
      @amayeekasamantasinghar5161 2 роки тому

      Police kana kariba ethi rajanetamane Khela karuchanti.and police Tara chakara vali khatuchi aau kana kariba

    • @productproducersuresh
      @productproducersuresh 2 роки тому

      ନେତା କଂ ଘରେ ସିକୁରିଟି ରୁହ, ପୁଲିସ କଣ ନେତାକଂ ପାଇଁ, ସାଧାରଣ ଲୋକଙ୍କ ପଇସା ରେ ଦରମା ନେଉଛି ଆଉ ନେତା କଂ ଚାମଚା, କାନୁନ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କାହାକୁ ଛାଡି ହେବ ନାହିଁ, ସେ ନେତା ହୁଅନ୍ତୁ ବା ଦେଶର ରାଷ୍ଟ୍ରପତି, ସମସ୍ତ କଂ ସମାନ, ଏକଥା ପୁଲିସ୍ ବାବୁମାନେ ଭୁଲି ଗଲେଣି?

  • @Babybaby-sp6wc
    @Babybaby-sp6wc 2 роки тому +43

    otv is the best media ..... thnxx otve grate

  • @KHUSIRAM_NAIK
    @KHUSIRAM_NAIK 2 роки тому +33

    Transfer to CBI please🙏🙏🙏🙏🙏🙏🙏🙏🙏

  • @sangramkesharibaral5433
    @sangramkesharibaral5433 2 роки тому +90

    ଏବେ ଓଡିଶା କୁ ପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ସାହା ।🙏🙏🙏🙏

  • @Biranchi985
    @Biranchi985 2 роки тому +17

    ଏଥିରେ ତ ସମସ୍ତେ ସଂପୃକ୍ତ ଦୋଷୀ ଦଣ୍ଡ ପାଇବ କଣ। ଦୋଷୀକୁ ତ ଜାଣିଶୁଣି ଛାଡ଼ିଦିଆଯାଇଛି, ଏଥିରେ ପୋଲିସ ପ୍ରଶାସନ , ନେତା ସମସ୍ତେ ସାମିଲ୍। କିଛି ହବନି , ଯଦି Solve ହେବ କେବଳ CBI ଦ୍ୱାରା। ସମସ୍ତେ ଆଗକୁ ଆସନ୍ତୁ CBI ଯାଞ୍ଚ୍ ପାଇଁ ଆନ୍ଦୋଳନ କର ଏବଂ ଦୋଷୀକୁ ଦଣ୍ଡ ମିଳୁ। ବିଶ୍ୱାସ ତୁଟି ଗଲାଣି ଆଇନ୍ ଉପରେ।

    • @rasmiranjanpradhan7649
      @rasmiranjanpradhan7649 2 роки тому

      vai kichhi ହବନି ସରକାର ଯାହା ହାତ ରେ ଅଛି ସେ ଜିତିବା ।।

  • @r3xpubgpro316
    @r3xpubgpro316 2 роки тому +9

    Great work .... Such a great reporter in odisha .... Keep it up team otv ❤️

  • @deepakmishra1311
    @deepakmishra1311 2 роки тому +90

    Well-done Manrajan Joshi sir.....your reports extraordinary ...watch on in this case.....Whole Odisha watching your smart report...🙏sir you are Extraordinary senior reporter .... please go ahead....

    • @berserkgmes6048
      @berserkgmes6048 2 роки тому +1

      ଜବରଦସ୍ତ ରିପୋର୍ଟର ଯୋଶୀବାବୁ

    • @lovelydeepa7378
      @lovelydeepa7378 2 роки тому +1

      😎good job

    • @nareshjena913
      @nareshjena913 2 роки тому +1

      Soumya case re ehi sabu media sete active na thila kahiki?

    • @dasrathbhatra2791
      @dasrathbhatra2791 Рік тому

      @@lovelydeepa7378 we we 2s5s

  • @ranatourist7898
    @ranatourist7898 2 роки тому +25

    ଏଇ ଘଟଣା ରେ ଯିଏ ବି ସାମିଲ ଅଛନ୍ତି ତାକୁ ଦଣ୍ଡ ଦିଆଯାଉ 🙏 । ତା ସହିତ College ରେ ପଢୁଥିବା Students କ କ୍ୟାରିଅର ଅଛି College ଟା ଖୁଲା ହେବା ପାଇଁ ମୋ ର ଅନୁରୋଧ 🙏

  • @manojkumardas4333
    @manojkumardas4333 2 роки тому +8

    Otv is a good reporter

  • @chitramajhi2532
    @chitramajhi2532 2 роки тому +1

    Thanks ଓଟିଭି ଚ୍ୟାନେଲ କୁ

  • @rabindrakumarmohanty9415
    @rabindrakumarmohanty9415 2 роки тому +10

    ଏଭଳି ଘଟଣା ବାରମ୍ବାର ଘଟୁଛି ଦୟାକରି ସରକାର ଏ ବିଷୟରେ ଚିନ୍ତା କରିବା ଆବଶ୍ୟକ।

  • @dreamofsky30
    @dreamofsky30 2 роки тому +1

    Best reporting thank you reporter sir

  • @kaminikantabeheralippu7721
    @kaminikantabeheralippu7721 2 роки тому +9

    CBI Tadanta Kara Jau.....🙏🙏🙏

  • @jkartstudio2823
    @jkartstudio2823 2 роки тому +11

    ମୁ ଭାବୁଛି ସରକାର ଅପରାଧୀ କୁ ଧରିବାକୁ decision ନେଉ. ଆଉ ଦଣ୍ଡ ଦବାକୁ କ୍ଷତି ହାଇଥିବା ପରିବାର ଲୋକ decision ନବା ଟା ଭଲ ହବ.. ଆଉ ସେ ଯାହା କହିବେ ସରକାର ଦଣ୍ଡ ଦବାକୁ ବାଧ୍ୟ..ଏଇଟା ହିଁ ଶେଷ ରାସ୍ତା ।.ଜୟ ଜଗନ୍ନାଥ.🙏🙏

    • @sribatchamallik8676
      @sribatchamallik8676 2 роки тому

      😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @nehakour4635
    @nehakour4635 2 роки тому +85

    1st time seeing Odisha media is doing such an in-depth experience. Be strong. Many will come and will try to set your mouth off. Be transparent.

  • @basantakumarjena8333
    @basantakumarjena8333 2 роки тому +9

    Really manaranjan sir is reporting very clear and strong god bless you sir go ahead but I am remembering Arindam bhai 😭😭 Today

  • @prashantaswain5148
    @prashantaswain5148 2 роки тому +15

    ଏ ସବୁ ଦାୟୀ ପାଇଁ କେବଳ ନବୀନ ସରକାର ଦାୟୀ, କେତେ ରେଫ ମାର୍ଡର ହଉଚି କିଛି ବି ଆକ୍ସନ ନାହିଁନବୀନ ବାବୁ?

    • @succeswithsubhashreee
      @succeswithsubhashreee 2 роки тому

      Only phasi hi darkar Mamta banarji cm heba God nku dakuchhhi jia amiti karuchhi taku phasi heijau

  • @shreyashreemishra6849
    @shreyashreemishra6849 2 роки тому +16

    Thank you Manoranjan Joshi sir for your bold representation.Our people always owe to you.Your way of anchoring is unique that I like most and preserve in the core of my heart.

  • @laxmantudu4910
    @laxmantudu4910 2 роки тому +4

    Excellent report

  • @kaminikantabeheralippu7721
    @kaminikantabeheralippu7721 2 роки тому +5

    CBI Tadanta Kara Jau.....🙏🙏🙏🙏

  • @prakashtarai896
    @prakashtarai896 2 роки тому +12

    ଭାଇମାନଙ୍କୁ ମୋଅର ଗୋଟେ ଅନୁରୋଧ ଏ ଆଇନ୍ କାନୁନ ଅଲଣା କଥାବାର୍ତ୍ତା କିଛି ହବନି ଜେତେ ଗୁଡ଼ିଏ ରେପ୍ କେସ ହେଲାଣି କାହାକୁ ନିୟାଅ ମିଳିଲାଣି ଜଦି ନିଜର ତାକତ ଅଛି ସଳାମାନକୁ ସିଧା ଠିଆ ହାଣି ଦିଅ କାମସଫା

    • @mathematicscoachingclassan1160
      @mathematicscoachingclassan1160 2 роки тому

      Vul kahu6anti vai semananka guptanga ku kati dei, hata goda kati dei pangu karidei chhadideba darkar...

  • @kruttibasmuduli7832
    @kruttibasmuduli7832 2 роки тому +2

    Good otv bhai👍

  • @bhoibabucreations5677
    @bhoibabucreations5677 2 роки тому +17

    ସିବିଆଇ କୁ ଦିଆ ଯାଉ ଏହି କେସ / କଳାହାଣ୍ଡି ପୋଲିସ ଏତେ ବେକାର କାମ କଳା କେମିତି

    • @narmadapalo3147
      @narmadapalo3147 2 роки тому +1

      ଏମାନେ polish ନୁହଁ ଖକି ଡ୍ରେସ ପିନ୍ଧା ଗୋଟିଏ ଗୋଟିଏ ଚୋର।

  • @kusumkornery
    @kusumkornery 2 роки тому +7

    99.9% credit going to media .Well doing . please stay with family until justice.

  • @jhunulatabehera7177
    @jhunulatabehera7177 2 роки тому +2

    Bhai super speech mind blowing

  • @Prasantofficialvlog
    @Prasantofficialvlog 2 роки тому +1

    Joshi ଭାଇଙ୍କ reporting ବହୁତ ସୁନ୍ଦର❤️🙏

  • @dayasagardayasagar755
    @dayasagardayasagar755 2 роки тому +17

    attention of C.B.l is necessary.
    Plz transfer the case immediate

  • @Sonuuuuuuu78
    @Sonuuuuuuu78 2 роки тому +2

    Authentic report by the reporter...I am very happy ... nicely presented the situation....

  • @chandrasekharbehera7127
    @chandrasekharbehera7127 2 роки тому +32

    ଯୋଶୀ ଭାଇ ଆଉ ହଇରାଣ କର ନାହିଁ, ଆମେ ସବୁ ଜାଣି ସାରିଲୁଣି, କିଛି ହେବ ନାହିଁ, ସବୁ ଚୋର

    • @manojparida1037
      @manojparida1037 2 роки тому

      Thik kahila bhai

    • @pradeepsethy560
      @pradeepsethy560 2 роки тому +1

      Naveen jagare mu thile aji odisha dekhithanta kana karunhanti.bekar .Naveen sabuthire tame fail router.pandian

    • @swarnasamal1923
      @swarnasamal1923 2 роки тому

      @@pradeepsethy560 savu oltei pakeithtu.

  • @nalininaik3499
    @nalininaik3499 2 роки тому +1

    ଧନ୍ୟ ବାଦ ମନୋରଜନ sir, excellent report ing regarding this matter

  • @desiboy0711
    @desiboy0711 2 роки тому +8

    ପୁଲିସ ନା ବାଳ ସଳେ ଖାଲି ମାକ୍ସ ଆଉ ହେଲମେଟ୍ ଚେକ୍ କର ।

  • @djkishor2252
    @djkishor2252 2 роки тому +1

    Emiti media sir amaku darkar🙏🙏 great monaranjan bhai

  • @MBNayaK143
    @MBNayaK143 2 роки тому +1

    Thank you media

  • @sukantkumar9346
    @sukantkumar9346 2 роки тому +4

    Excellent reporting

  • @bestsagar6371
    @bestsagar6371 2 роки тому +3

    Good job sir

  • @sameersamantaray5908
    @sameersamantaray5908 2 роки тому +5

    ଏ ଜେସିବି ଡ୍ରାଇଭର ଙ୍କ ଉତ୍ପାତ ଦିନ କୁ ଦିନ ବଢ଼ି ଚାଲିଛି। ଏମାେନେ ଚାଷୀ ମାନଙ୍କ ଜମିରୁ ମାଟି ତାଡି, ଚୋର ମାନଙ୍କ ସହ ମିଶି ମାଟି ବିକ୍ରୀ କରୁଛନ୍ତି। ଆଜି ପୁଣି ଗୋଟେ ମଡର୍ କେସ୍ ରେ ଜେସିବି ଡ୍ରାଇଭର ର ସମ୍ପୂକ୍ତି ଧରାପଡିଲାଣି। ଏମାନଙ୍କ ପାଇଁ କଠୋର ଆଇନ୍ ତିଆରି କରିବା ଉଚିତ୍।

  • @chitramajhi2532
    @chitramajhi2532 2 роки тому +5

    ଯଦି ପ୍ରମାଣ ସ୍ପଷ୍ଟ ହେବ ତା ହେଲେ କସାଙ୍କୁ ଯେମିତି ଫାଶୀ ଦିଆଯାଇଥିଲା ସେହି ପରି କରା ଯାଉ
    ନୋ ହେଲେ ହାଇଦରାବାଦ ରେ ଯେମିତି ଗୁଳି କରା ଯାଇ ଥିଲା ସେମିତି କରା ଯାଉ କଳାହାଣ୍ଡି ଏସପି sir ଙ୍କୁ 🙏🙏🙏କରୁଛି

  • @priyankanayak9246
    @priyankanayak9246 2 роки тому +6

    କାଠ ନାହିଁ କ'ଣ କରିବେ ଆଉ,,, ତୁରନ୍ତ ଲାଳୁଆ ମନ୍ତ୍ରୀଙ୍କୁ ଇସ୍ତଫା ଦିଆଯାଉ, ଆଉ ସେ ଗୁପ୍ତ ଘରେ ରଖୁଥିବା ଏହି ଯୁଗରେ ଗୋବିନ୍ଦ ନୁହେଁ ଵେ କଙସ କୁ ଫାସି ଦିଆଯାଉ,,,ମମିକୁ ନାୟ ମିଳୁ,,

  • @this_is_Manoranjan
    @this_is_Manoranjan 2 роки тому +3

    Depth Reporting. Hats Off Team OTV.

  • @sushantakumarpradhan1719
    @sushantakumarpradhan1719 2 роки тому +1

    Thank you all midia sir,,

  • @raghunathmeher9733
    @raghunathmeher9733 2 роки тому +1

    Thank u media team

  • @narendranaik2383
    @narendranaik2383 2 роки тому +4

    You are a great sir 🙏🙏

  • @arunbag6765
    @arunbag6765 2 роки тому +3

    Good jobs Bhai

  • @chitramajhi2532
    @chitramajhi2532 2 роки тому

    Thanks ଓଟିଭି

  • @sitakantagoud1210
    @sitakantagoud1210 2 роки тому +5

    Transfer to CBI please

  • @SPsradha
    @SPsradha 2 роки тому +5

    Hats up for u media sir...ur media anchoring z very good

  • @susant5782
    @susant5782 2 роки тому +120

    Every time is possible here in Odisha. The Govt of Odisha can't take any action about Govind Sahu. Bcz all the politicians are involved in this such case. Hay God, you can save the world😢😢😢

    • @rockyrunner3102
      @rockyrunner3102 2 роки тому +5

      Public have to take action on culprits not by court just like Hindustani movie

    • @jagyandattakar3658
      @jagyandattakar3658 2 роки тому +1

      @@rockyrunner3102 in future this will happen

    • @pramodpradhan3309
      @pramodpradhan3309 2 роки тому +1

      It's true
      Odisha is not safe crime world

    • @jhunu912
      @jhunu912 2 роки тому

      😭😭😰

  • @chitramajhi2532
    @chitramajhi2532 2 роки тому

    Thanks ରଞ୍ଜନ ଭାଇ

  • @gopalsena4089
    @gopalsena4089 2 роки тому +20

    First you are human then any officer of odisha govt, Do that humanity which gives you proud ur a
    Human born

  • @santhalivloggersupriyamarn1048
    @santhalivloggersupriyamarn1048 2 роки тому +3

    Miss U Arindam Bhai😭😭😭😭

  • @Thedesi_explorer-ashu
    @Thedesi_explorer-ashu 2 роки тому +7

    Media...hi sabu kicchi kari pariba.... 🙏🏻🙏🏻🙏🏻.... politics re kicchi b heipariba last ku...... report re kicchi asibani..... it's not the reel life

  • @RSGOVTJOBS
    @RSGOVTJOBS 2 роки тому +3

    ଏଇ ସବୁ ଡ୍ରାମା..... ବଡ଼ ଲୋକ DFO ଭୋଡି ଖସିଯିବେ।

  • @swadhinkarmi2221
    @swadhinkarmi2221 2 роки тому +1

    Excellent reporter joshi sir

  • @mayadharbehera8788
    @mayadharbehera8788 2 роки тому +9

    Odisha govt.kebebi nyay dei pariboni
    All politicians involved in this case
    So don't hope to get justice from odisha govt.

  • @khirodkumarpanda4763
    @khirodkumarpanda4763 2 роки тому +16

    What happened to so many crimes in past like Nayagarh Pari case and Gajapati Somya Ranjan Mohapatra case remain unsolved day will come this crime jumped to another SL no and remain unsolved because We have no officer like Sameer Wankhede Sir a brave feerless honest officer trending on proud of by every indian we should not have deserve for forgive for such callousness

  • @tunatecnicial5550
    @tunatecnicial5550 2 роки тому +1

    Tq odisha allll mediaa

  • @thabiraputa7445
    @thabiraputa7445 2 роки тому +1

    Thank u sir good information

  • @rasmiranjanpradhan7649
    @rasmiranjanpradhan7649 2 роки тому +6

    କିଛି ଭବାନୀ ସୁନା ଚେନ ଆଊ ପାଉଜି ଥାନା ଭିତରେ ବଦଳାଇ ଦେବା।।।
    ଗୋବିନ୍ଦ ଯାଇନି ତାକୁ ଛାଡି ଦେଲେ ।।
    ସେ ମା... ଙ୍କ ଭଉଣୀ କି ମା ହେଲେ ସେମାନେ ବୁଝିବେ।।

  • @DeepakMallick-gr7zd
    @DeepakMallick-gr7zd 2 роки тому

    ମନୋରଞ୍ଜନ ସାର୍ ଆପଣଙ୍କୁ ଧନ୍ୟବାଦ

  • @santoshkumarbhoi5774
    @santoshkumarbhoi5774 2 роки тому +1

    Perfect reporting

  • @manishapassion362
    @manishapassion362 2 роки тому +4

    ଜଗନ୍ନାଥ ମାଟିରେ କଣ ହେଉଚି 😓😖😔😪🙏🙏🙏 ଲାଜ ଲାଗୁନି ଛିଛିଛି

  • @dharanidharmohanta7179
    @dharanidharmohanta7179 2 роки тому +28

    DNA test re kukuda kahibe hon...🤣🤣🤣
    Are sidha CBI ku chhada

  • @KHUSIRAM_NAIK
    @KHUSIRAM_NAIK 2 роки тому +6

    Case transfer to CBI please

  • @kalucharanlenka1111
    @kalucharanlenka1111 2 роки тому

    Thank you o tv

  • @bollywoodmotivationstatus2825
    @bollywoodmotivationstatus2825 2 роки тому +4

    This media representative is far better than kalahandi OTV news representative ingit panda,,, go ahead keep update the news

  • @allsambalpurisong2443
    @allsambalpurisong2443 2 роки тому

    Thank you manoranjan sir

  • @ranimishra1174
    @ranimishra1174 2 роки тому

    Proud of you Manoranjan sir

  • @aaryanchildhoodvlog
    @aaryanchildhoodvlog 2 роки тому +2

    Well done OTV. It's a heinous crime. Those who have involved in this incidents should get punished asap. Jai Jagannath 🙏🙏

  • @odiatoki5546
    @odiatoki5546 2 роки тому +2

    Wow the repoter is 🔥....

  • @smilemohanty1191
    @smilemohanty1191 2 роки тому

    Thankyou manoranja Joshi sir

  • @SSS63703
    @SSS63703 2 роки тому +1

    Best journalist in odisha..

  • @rmarndi6506
    @rmarndi6506 2 роки тому +3

    Media sir ur presention is very Good

  • @pratimapedi1965
    @pratimapedi1965 2 роки тому +3

    Good good media vai. Really you are honesty media vai. I salute you sir.

  • @SkulT-bq3fi
    @SkulT-bq3fi 2 роки тому +1

    This is real reporting.🔥🔥🔥🔥

  • @bidhubhusanlenka2860
    @bidhubhusanlenka2860 2 роки тому +1

    Mind blowing reporter...

  • @sanantatandi9459
    @sanantatandi9459 2 роки тому

    ନିଶ୍ଚିତ ଭାବରେ ଆଜ୍ଞା 🙏🙏🙏

  • @narmadapalo3147
    @narmadapalo3147 2 роки тому +3

    ମେଡିଆ ନଥିଲେ ଏ ଚୋର ମନ୍ତ୍ରୀମାନେ ଦେଶଟାକୁ ଗିଳି ଦିଅନ୍ତେ

  • @nirmalabariha4915
    @nirmalabariha4915 2 роки тому +4

    ପୋଲିସ ସାମିଲ ହେଇଛି ଗୋବିନ୍ଦ ସାହୁ ଛାଡ଼ିବାରେ ପୋଲିସ କଣ ପାଇ ଦେଖାଉନାହାନ୍ତି ମମିତା ଚେନ୍, ମୁଦି , ବ୍ରlସଲାଇଟ ରାଜନୈତିକ ହତ୍ୟାକରୀ ଙ୍କୁ ନବୀନବାବୁ ସବୁବେଳେ ସହଯ୍ୟ କରୁଥିବେ କଥାରେ ଅଛି ,କର୍ମକରିଚାଲ ଫଳକୁ ଆଶା ରଖନାହି, ମଡ଼ର କରିଚାଲ୍ ଜେଲ କୁ ଡରନାହିଁ ସରକାର ଦୋଷକୁ ଚାପି ଦେବାକୁ ପଛାଇବେ ନାହିଁ।.......... ଓଡ଼ିଶା ସରକାର ମୄଦାବାଦ No -1 ସରକାର

  • @sarojsinghnina4638
    @sarojsinghnina4638 2 роки тому

    Otv କୁ ବହୁତ ବହୁତ ଧନ୍ୟବାଦ

  • @tapankumarsahu2376
    @tapankumarsahu2376 2 роки тому +6

    Police DGP Should resign from service, as every thing is for their Negligency

  • @narmadapalo3147
    @narmadapalo3147 2 роки тому +6

    ପୋଲିଶ ଜାଣିଶୁଣି ଗୋବିନ୍ଦକୁ ଭଗେଇଛି

  • @nilimasethy7145
    @nilimasethy7145 2 роки тому

    ଧନ୍ୟ ବାଦ ଆପଣ ମନକୁ

  • @rameshdongri2968
    @rameshdongri2968 2 роки тому

    ଧନ୍ୟବାଦ ସାର ଆପଣଙ୍କ ପରି ଆଉ ଅନେକ ମିଡିଆ ସହମିଷି ଏ ସତ ଘଟଣାକୁ ପଦ୍ଦାଫାସ କରନ୍ତୁ ଆମେ ଆପଣଙ୍କ ଉପରେ ଭରସା ରଖିଛୁ ଧନ୍ୟବାଦ

  • @sunilkumarbisi6921
    @sunilkumarbisi6921 2 роки тому +2

    Manoranjan joshi... Hat's off to u man🙏
    What a great reporting.. ..what a man❤🎂🔥🔥

  • @learnwithnb7799
    @learnwithnb7799 2 роки тому

    Best report ever i seen.....

  • @saraspradhan5330
    @saraspradhan5330 2 роки тому +10

    Right ... May be filthy politician are involved in this matter. God will give justice.

  • @gajendraparida328
    @gajendraparida328 2 роки тому

    Thanks o tv

  • @manishabhoi1949
    @manishabhoi1949 2 роки тому

    Excellent reporting ....

  • @nabinmajhi4102
    @nabinmajhi4102 2 роки тому +6

    ମୁଖ୍ଯ ଆଶାମି Gabinda

  • @tapankumarsahoo8780
    @tapankumarsahoo8780 2 роки тому

    OTV great reporting