'Insult to the Tricolor'; Union Education Minister Dharmendra Pradhan Hoists Flag Wearing Slippers!

Поділитися
Вставка
  • Опубліковано 10 вер 2024
  • Union Education Minister Dharmendra Pradhan Hoisted Flag Wearing Slippers!
    #unioneducationminister #dharmendrapradhan #flaghoisting #slippers #harghartiranga #nationalflagofindia #bjpleader #bjppolitician #odishabjp #dharmendra_pradhan #odishapolitics #risingodisha
    Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
    #RisingOdisha #OdiaNews #WebChannel
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
    Rising Odisha Web Channel:
    ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
    We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
    #RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
    Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    “ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Social Link :
    ➠Visit Our Website: www.risingodish...
    ➠UA-cam: / @risingodishanews
    ➠Facebook: / risingodisha.news
    ➠Twitter: / rising_odisha

КОМЕНТАРІ • 298

  • @anandanayak8464
    @anandanayak8464 26 днів тому +98

    କୋଟି କୋଟି ଟଙ୍କା ଆଦାୟ କରିଥିଲେ ଶିକ୍ଷା ମନ୍ତ୍ରୀ NEET UG, CUET, NET ପ୍ରଶ୍ନ ପତ୍ର ବିକ୍ରି କରି।ନିହାତି ଅଯୋଗ୍ୟ ଶିକ୍ଷା ମନ୍ତ୍ରୀ।

    • @premprakash9623
      @premprakash9623 25 днів тому +2

      ହଇରେ ମଡାରଚୋଡ଼ ମନେ ଯେତେବେଳେ ଆମ ଦେଶର ଯବାନ ମନେ ପତାକା ଉତ୍ତଲନ କରନ୍ତି ସେମାନନେ କଣ ତାଙ୍କ ଜୋତା ଘରେ ରଖିକି ଯାଆନ୍ତି
      , ଆମ school ରେ ଯେତେବେଳେ ପିଲାମାନେ ପତାକା ଉତ୍ତାଳନ କରନ୍ତି ସେମାନେ କଣ ତାଙ୍କ ଜୋତା ଘରେ ରଖିକି ଯାଆନ୍ତି ଏ ମଘୀଆ ମିଡ଼ିଆ ବାଲାଙ୍କୁ କିଛି ଖବର ମିଳୁନି ମଘୀୟା ମନେ କେବଳ କାହାର କିଏ ଜୋତା ପିନ୍ଦିନୀ, କାହାର ଦୁଧ ଗାଳି ପଡିଲା, କାହାର ଛାଡି ଦେଖା ଯାଉଛି trp ପାଇଁ ଏହିସବୁ ଦେଖାଉଛି, ଆମ ଓଡ଼ିଶାର ଲୋକ ମନେ ହେଲେ ପରମ ମଘୀୟା ସେମାନେ ପାଠ ସଠ ପଢିଲେନି ଅଧା ପାଠ ପଢି ଗଂଜେଇ ମଦରେ ମାତିବେ କହିବେ ସରକାର ଆମକୁ ଚାକିରୀ ଦଉନଂହନି ମଘୀୟା ଙ୍କ ପାଖରେ କଣ ଟ୍ୟାଲେଣ୍ଟେ ଅଛି ତୁମକୁ ଚାକିରୀ ଦେବେ, ସଲାଙ୍କର କାହାର ଗାଳି ପଡିଲା ଦେଖିବେ ମଘୀଆ ଙ୍କର ବୁଦ୍ଧି ହୀନ

    • @user-qq8tn8jd4r
      @user-qq8tn8jd4r 25 днів тому

      Right

    • @Nityaabhai
      @Nityaabhai 25 днів тому

      ​@@premprakash9623ଯବାନ କିଏ ଜାଣିଛୁ, achaa କହିଲୁ ଦେଶର ପ୍ରଥମ ପୁତ୍ର କିଏ ❤

    • @susantadas9713
      @susantadas9713 25 днів тому

      ତୁ ବାଳ ta ଜାଣିଛୁ​@@premprakash9623

    • @suvransujena5310
      @suvransujena5310 24 дні тому

      Tanka birudha re acction niajau

  • @gopinathmeher1541
    @gopinathmeher1541 26 днів тому +54

    ଏମାନଙ୍କ କାମ ହେଲା କେବଳ ନିଜ ପକେଟ ଭରିବା l ବଡ ବଡ ଭାଷଣ ମାରି ନିଜକୁ ଦେଖେଇହେବା l ଦେଶପ୍ରେମ କଣ ଏମାନେ ଜାଣନ୍ତି ନାହିଁ l କେବଳ ଟଙ୍କା ଗଣି ଜାଣନ୍ତି l ଜାତୀୟ ପତାକାକୁ ଅସମ୍ମାନ କରିବା ଯାହା ନିଜ ମା କୁ ଅସମ୍ମାନ କରିବା ତାହା l ସେ ପୁଣି ହୋଇଛି ଭାରତର ଶିକ୍ଷା ମନ୍ତ୍ରୀ l ଏ ଦେଶକୁ ସେ ଏପରି ଶିକ୍ଷା ଦେଉଛି l

  • @kalandimurmu3303
    @kalandimurmu3303 26 днів тому +32

    ଛି଼଼଼ ଶିକ୍ଷାମନ୍ତ୍ରୀ ଅଶିକ୍ଷିତ ମାନଙ୍କ ଭଳିଆ କାମ ।ଜାତୀୟ ପତାକା ରାଷ୍ଟ୍ର ଓ ଜାତି ଠାରୁ ମଧ୍ୟ ଉର୍ଦ୍ଧରେ ।

  • @user-qr3vk1xx3f
    @user-qr3vk1xx3f 26 днів тому +111

    ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଏହି ଭଳି କାର୍ଯ୍ୟ ନିନ୍ଦନୀୟ ଅଟେ l

    • @debabrata_satpathy.10
      @debabrata_satpathy.10 25 днів тому +1

      କାହିଁକି କ'ଣ କଲେ କି ସିଏ, ପତାକାର ଅପମାନ ହେଇଗଲା। ମୁର୍ଖ ଆଗ ପଢ ନିଜେ ପତାକା ଉତ୍ତୋଳନର ନିୟମ କ'ଣ,ଚାଲିଆସିଲେ ଜ୍ଞାନ ଭାଷଣ ଦେବାକୁ।।

    • @JayadevNayak-c8t
      @JayadevNayak-c8t 25 днів тому

      Beshi janichu pandit chup murkhanka guru

    • @debabrata_satpathy.10
      @debabrata_satpathy.10 25 днів тому

      @@JayadevNayak-c8t କାହିଁକି ନିଜ ଓକାତ କୁ ଆସିଗଲ ପାମର !!!କହିଥିଲି ପଢିକି ଆସ,ପଢିଲୁନି।ଆଉ ମୁର୍ଖ ଙ୍କୁ କଥା ବାଧେ।

  • @AmulyaParida-sj9bv
    @AmulyaParida-sj9bv 26 днів тому +136

    A ଧରମା ନିଜେ ଗୋଟେ ଚୋର ଟାଉଟର ଏ କଣ ଦେଶ ଆଉ ତ୍ରିରଙ୍ଗା କୁ ସନମାନ ଦେବ

  • @mahendranahak863
    @mahendranahak863 26 днів тому +45

    ଆଗରୁ କେବେ ଜୋତା ଖୋଲି ନାହାନ୍ତି ତ ତେବେ ଜୋତା ଖୋଲିବାକୁ ଟିକେ ସଂକୋଚ କରୁଛନ୍ତି....

  • @meenapal1164
    @meenapal1164 25 днів тому +18

    ମୁର୍ଖ ଶିକ୍ଷା ମନ୍ତ୍ରୀ ଏ kn ଜାଣିବ ତ୍ରିରଙ୍ଗା କୁ ସମ୍ମାନ ଦେବ,

  • @jitendrasahu9073
    @jitendrasahu9073 26 днів тому +76

    ଶିକ୍ଷା ମନ୍ତ୍ରୀ ନା ମୋ ବାଳ ମନ୍ତ୍ରୀ

    • @AnitabhoiAni
      @AnitabhoiAni 25 днів тому +1

    • @premprakash9623
      @premprakash9623 25 днів тому

      ହଇରେ ମଡାରଚୋଡ଼ ମନେ ଯେତେବେଳେ ଆମ ଦେଶର ଯବାନ ମନେ ପତାକା ଉତ୍ତଲନ କରନ୍ତି ସେମାନନେ କଣ ତାଙ୍କ ଜୋତା ଘରେ ରଖିକି ଯାଆନ୍ତି
      , ଆମ school ରେ ଯେତେବେଳେ ପିଲାମାନେ ପତାକା ଉତ୍ତାଳନ କରନ୍ତି ସେମାନେ କଣ ତାଙ୍କ ଜୋତା ଘରେ ରଖିକି ଯାଆନ୍ତି ଏ ମଘୀଆ ମିଡ଼ିଆ ବାଲାଙ୍କୁ କିଛି ଖବର ମିଳୁନି ମଘୀୟା ମନେ କେବଳ କାହାର କିଏ ଜୋତା ପିନ୍ଦିନୀ, କାହାର ଦୁଧ ଗାଳି ପଡିଲା, କାହାର ଛାଡି ଦେଖା ଯାଉଛି trp ପାଇଁ ଏହିସବୁ ଦେଖାଉଛି, ଆମ ଓଡ଼ିଶାର ଲୋକ ମନେ ହେଲେ ପରମ ମଘୀୟା ସେମାନେ ପାଠ ସଠ ପଢିଲେନି ଅଧା ପାଠ ପଢି ଗଂଜେଇ ମଦରେ ମାତିବେ କହିବେ ସରକାର ଆମକୁ ଚାକିରୀ ଦଉନଂହନି ମଘୀୟା ଙ୍କ ପାଖରେ କଣ ଟ୍ୟାଲେଣ୍ଟେ ଅଛି ତୁମକୁ ଚାକିରୀ ଦେବେ, ସଲାଙ୍କର କାହାର ଗାଳି ପଡିଲା ଦେଖିବେ ମଘୀଆ ଙ୍କର ବୁଦ୍ଧି ହୀନ

  • @arunbhoi4520
    @arunbhoi4520 25 днів тому +48

    ମୂର୍ଖ ମନ୍ତ୍ରୀ କୁ ଆଉ କଣ କହିବା ଯେତେ କହିଲେ ବିଜେପି ଵାଲା ସୁଧୁରିବେ ନାହିଁ

    • @premprakash9623
      @premprakash9623 25 днів тому

      ହଇରେ ମଡାରଚୋଡ଼ ମନେ ଯେତେବେଳେ ଆମ ଦେଶର ଯବାନ ମନେ ପତାକା ଉତ୍ତଲନ କରନ୍ତି ସେମାନନେ କଣ ତାଙ୍କ ଜୋତା ଘରେ ରଖିକି ଯାଆନ୍ତି
      , ଆମ school ରେ ଯେତେବେଳେ ପିଲାମାନେ ପତାକା ଉତ୍ତାଳନ କରନ୍ତି ସେମାନେ କଣ ତାଙ୍କ ଜୋତା ଘରେ ରଖିକି ଯାଆନ୍ତି ଏ ମଘୀଆ ମିଡ଼ିଆ ବାଲାଙ୍କୁ କିଛି ଖବର ମିଳୁନି ମଘୀୟା ମନେ କେବଳ କାହାର କିଏ ଜୋତା ପିନ୍ଦିନୀ, କାହାର ଦୁଧ ଗାଳି ପଡିଲା, କାହାର ଛାଡି ଦେଖା ଯାଉଛି trp ପାଇଁ ଏହିସବୁ ଦେଖାଉଛି, ଆମ ଓଡ଼ିଶାର ଲୋକ ମନେ ହେଲେ ପରମ ମଘୀୟା ସେମାନେ ପାଠ ସଠ ପଢିଲେନି ଅଧା ପାଠ ପଢି ଗଂଜେଇ ମଦରେ ମାତିବେ କହିବେ ସରକାର ଆମକୁ ଚାକିରୀ ଦଉନଂହନି ମଘୀୟା ଙ୍କ ପାଖରେ କଣ ଟ୍ୟାଲେଣ୍ଟେ ଅଛି ତୁମକୁ ଚାକିରୀ ଦେବେ, ସଲାଙ୍କର କାହାର ଗାଳି ପଡିଲା ଦେଖିବେ ମଘୀଆ ଙ୍କର ବୁଦ୍ଧି ହୀନ

  • @KunalBarik-uv7jh
    @KunalBarik-uv7jh 26 днів тому +66

    ଏ ମାଗିହା ମନ୍ତ୍ରୀ ମାନଙ୍କୁ କେବଳ ମାଡ଼ ଦରକାର

    • @premprakash9623
      @premprakash9623 25 днів тому +1

      ହଇରେ ମଡାରଚୋଡ଼ ମନେ ଯେତେବେଳେ ଆମ ଦେଶର ଯବାନ ମନେ ପତାକା ଉତ୍ତଲନ କରନ୍ତି ସେମାନନେ କଣ ତାଙ୍କ ଜୋତା ଘରେ ରଖିକି ଯାଆନ୍ତି
      , ଆମ school ରେ ଯେତେବେଳେ ପିଲାମାନେ ପତାକା ଉତ୍ତାଳନ କରନ୍ତି ସେମାନେ କଣ ତାଙ୍କ ଜୋତା ଘରେ ରଖିକି ଯାଆନ୍ତି ଏ ମଘୀଆ ମିଡ଼ିଆ ବାଲାଙ୍କୁ କିଛି ଖବର ମିଳୁନି ମଘୀୟା ମନେ କେବଳ କାହାର କିଏ ଜୋତା ପିନ୍ଦିନୀ, କାହାର ଦୁଧ ଗାଳି ପଡିଲା, କାହାର ଛାଡି ଦେଖା ଯାଉଛି trp ପାଇଁ ଏହିସବୁ ଦେଖାଉଛି, ଆମ ଓଡ଼ିଶାର ଲୋକ ମନେ ହେଲେ ପରମ ମଘୀୟା ସେମାନେ ପାଠ ସଠ ପଢିଲେନି ଅଧା ପାଠ ପଢି ଗଂଜେଇ ମଦରେ ମାତିବେ କହିବେ ସରକାର ଆମକୁ ଚାକିରୀ ଦଉନଂହନି ମଘୀୟା ଙ୍କ ପାଖରେ କଣ ଟ୍ୟାଲେଣ୍ଟେ ଅଛି ତୁମକୁ ଚାକିରୀ ଦେବେ, ସଲାଙ୍କର କାହାର ଗାଳି ପଡିଲା ଦେଖିବେ ମଘୀଆ ଙ୍କର ବୁଦ୍ଧି ହୀନ

    • @premprakash9623
      @premprakash9623 25 днів тому +1

      ହଇରେ ମଡାରଚୋଡ଼ ମନେ ଯେତେବେଳେ ଆମ ଦେଶର ଯବାନ ମନେ ପତାକା ଉତ୍ତଲନ କରନ୍ତି ସେମାନନେ କଣ ତାଙ୍କ ଜୋତା ଘରେ ରଖିକି ଯାଆନ୍ତି
      , ଆମ school ରେ ଯେତେବେଳେ ପିଲାମାନେ ପତାକା ଉତ୍ତାଳନ କରନ୍ତି ସେମାନେ କଣ ତାଙ୍କ ଜୋତା ଘରେ ରଖିକି ଯାଆନ୍ତି ଏ ମଘୀଆ ମିଡ଼ିଆ ବାଲାଙ୍କୁ କିଛି ଖବର ମିଳୁନି ମଘୀୟା ମନେ କେବଳ କାହାର କିଏ ଜୋତା ପିନ୍ଦିନୀ, କାହାର ଦୁଧ ଗାଳି ପଡିଲା, କାହାର ଛାଡି ଦେଖା ଯାଉଛି trp ପାଇଁ ଏହିସବୁ ଦେଖାଉଛି, ଆମ ଓଡ଼ିଶାର ଲୋକ ମନେ ହେଲେ ପରମ ମଘୀୟା ସେମାନେ ପାଠ ସଠ ପଢିଲେନି ଅଧା ପାଠ ପଢି ଗଂଜେଇ ମଦରେ ମାତିବେ କହିବେ ସରକାର ଆମକୁ ଚାକିରୀ ଦଉନଂହନି ମଘୀୟା ଙ୍କ ପାଖରେ କଣ ଟ୍ୟାଲେଣ୍ଟେ ଅଛି ତୁମକୁ ଚାକିରୀ ଦେବେ, ସଲାଙ୍କର କାହାର ଗାଳି ପଡିଲା ଦେଖିବେ ମଘୀଆ ଙ୍କର ବୁଦ୍ଧି ହୀନ

    • @JagamohanNaik-x5o
      @JagamohanNaik-x5o 24 дні тому

      BJP hatao desh bachao

    • @JagamohanNaik-x5o
      @JagamohanNaik-x5o 24 дні тому

      ​@@premprakash9623chapala katha vithari paraka achhi

    • @basudevmallick598
      @basudevmallick598 23 дні тому

      ​@@premprakash9623bhai pura thik kahila, karana school re pataka utalan bele kehi jota ohlei bara mu dekhi ni

  • @apartimoharana2763
    @apartimoharana2763 26 днів тому +55

    କାହିଁକି କହୁଛ? ଭାରତ କୁ ସେମାନେ ଓଲଟାଇ ଦେବେ. ସେ ଯାହା ଶିକ୍ଷା ଦେଲେ ଆମେମାନେ ମଧ୍ୟ ତାହା କରିବା ସକାଶେ ଶିକ୍ଷା ମନ୍ତ୍ରୀ ନିର୍ଦେଶ ଦେଉଛନ୍ତି

    • @DilipSwain-e7n
      @DilipSwain-e7n 26 днів тому +2

      Ytttt

    • @sanjayasahoo9278
      @sanjayasahoo9278 25 днів тому +2

      Aame semiti kari paribani bhai, hm aame gote asikhitaku sikya mantri karideiche seta dukha rahiba. Se net,neet, upsc ias, aahuri bahut exam scam, sabuthu bada katha hela ye alajya ebe v resign karuni , semiti aau gote aama rail minister,
      Aama odisha basinku v bahut dhanyabad emiti jana pratinidhiku bachhi baku.

    • @BrundabanPujari-k2h
      @BrundabanPujari-k2h 25 днів тому +1

      ହୋଉ ଏବେ ଭାରତ ଟା ଡାରତ ହେଲା ଆଉ ତ୍ରିରଙ୍ଗା ଟା ତୀରଙ୍ଗା ହେଲା 😂😂

  • @basantimajhi5137
    @basantimajhi5137 26 днів тому +19

    Dirty minister for education

  • @hellochandankumar12345
    @hellochandankumar12345 25 днів тому +11

    😄ଏହେହୁଛି ମୂର୍ଖ ମନ୍ତ୍ରୀ 😄😄ଗର୍ବ ଅହଂକାର ତାକୁ ବିପଦ କୁ ଟାଣି ନେହୁଛି 😄😄

  • @papunsahu4189
    @papunsahu4189 25 днів тому +17

    ସିଏ ମନ୍ତ୍ରୀ ଲୋକ ସେଥିପାଇଁ ଚପଲ ପିନ୍ଦିବେ ଆଉ ଆମେ ପିନ୍ଦିଲେ 144 ଲାଗୁ

  • @BiswanathJani-yy9te
    @BiswanathJani-yy9te 25 днів тому +13

    ବିଜେପି ଜାଣିଶୁଣି ହେ ସବୁ କାମ କରେ ଦେଶ ବିରଧି ବିଜେପି

  • @sukantadalapati3845
    @sukantadalapati3845 26 днів тому +16

    Sikhya mantri nuha se Asikhita mantri chhi chhi ki lajya

  • @BibhutiDalei-hz7xs
    @BibhutiDalei-hz7xs 25 днів тому +5

    ଇଏ ବାପା ଙ୍କୁ ଅସମ୍ମାନ , କାର୍ଯ୍ୟ କର୍ତ୍ତା ଙ୍କୁ ଅସମ୍ମାନ , ଏବେ ଦେଶକୁ ଅସମ୍ମାନ !!! ୟାକୁ ମୋଦି କାହିଁକି ରଖିଛନ୍ତି ?

  • @basantakanhar6990
    @basantakanhar6990 25 днів тому +5

    ତ୍ରିରଙ୍ଗା ବଦଳରେ ତିରଙ୍ଗା ଲେଖୁଛନ୍ତି

  • @friend9449
    @friend9449 25 днів тому +5

    ନିଜ ଗର୍ବ ଅହଙ୍କାର ରେ ଏତେ ବୁଡ଼ିଗଲେ ଯେ ଜାତୀୟ ପତାକା କୁ ସମ୍ମାନ ଦେଲେ ନାହିଁ

  • @MsBiswa007
    @MsBiswa007 25 днів тому +9

    ମକୁ ଭାଈଙ୍କ ନିଜର ଜ୍ଞାନ ନାହିଁ.. ସିଏ ପୁଣି କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ...😂😂😂

  • @godgift4711
    @godgift4711 26 днів тому +10

    Black money a pakhe bhori bhori thibo...

  • @BharatSahu-cb7ci
    @BharatSahu-cb7ci 26 днів тому +27

    ସେ ମାଗିହା ସଲା କେ ଆଉଟ୍ କର

  • @satyajitsahu9488
    @satyajitsahu9488 26 днів тому +13

    Shame on bjp supporter 😮😮😮😮😮 andhabhakta nka akhire deshabhakta👻👻👻👻👻

  • @statusbook3214
    @statusbook3214 25 днів тому +3

    ଏମାନେ କହିଛନ୍ତି ହର ଘର ତ୍ରିରଙ୍ଗା।ପାଳନ କରିବାକୁ ଆମେ ଆମ ଜାତୀୟ ପତାକା କୁ ଆଉ ଦେଶ ମାଟି କି ସମ୍ମାନ କରିବା ଜାଣିଛୁ।କିନ୍ତୁ ଆପଣ ଜାଣିନାହାନ୍ତି।

  • @rajamishra2312
    @rajamishra2312 26 днів тому +19

    ଛି ଛି ରେ

  • @mithunabhoi8732
    @mithunabhoi8732 25 днів тому +3

    ଚପଳ ଖୋଲି ଦେଲେ 🐕‍🦺 ନେଇ ଜିବ ଯେ ନବୀନ ପଟ୍ଟନାୟକ କୁ
    ଦୋଷ ଲଦୁ ଥିଲା ଏ ଧର୍ମେନ୍ଦ୍ର ପ୍ରଧାନ
    କ'ଣ କରୁଛି ନିଜେତ ଅ ଶିକ୍ଷିତ ବ୍ୟକ୍ତି 😂😂😂😂😂😂😂

  • @kaminikantasahu3865
    @kaminikantasahu3865 25 днів тому +3

    ଏ ହେଉଛନ୍ତି ଆମର ମୂର୍ଖ ଶିକ୍ଷା ମନ୍ତ୍ରୀ।

  • @muralimeher6428
    @muralimeher6428 25 днів тому +3

    ଏ ଶଳା କୁ ମନ୍ତ୍ରୀ କଳା କିଏ

  • @LaxmanMajhi-zf3wd
    @LaxmanMajhi-zf3wd 25 днів тому +2

    ଆରେ ବାବୁ ତ୍ରି ରଙ୍ଗା କୁ ଅସମ୍ମାନ କରିବାର କାରଣ ହେଉଛି ୟେ ହେଉଛନ୍ତି ଜଣେ ଦେଶ ଦ୍ରୋହି

  • @narayanbehera3127
    @narayanbehera3127 25 днів тому +3

    Pl Exchange the Education minister Mr Dharmendra Pradhan.... Jaldi change the post...

  • @gajendramajhi3718
    @gajendramajhi3718 25 днів тому +2

    ଦେଶକୁ ବିଜେପି ଦଳ ସୋଧୀନ କରିଥିଲେ ବୋଧେ ଗଞେଇ ଖାଇଥିଲେ ଲାଗୁଛି

  • @GopalSahu-fm9bl
    @GopalSahu-fm9bl 25 днів тому +2

    ଓଡ଼ିଆ news ବିକ୍ରି ହେଇ ଗଲା କି କଣ ଅପମାନ ହେଲା ଆମେ ବୁଝି ପରିଲୁ ନାହିଁ।
    ମୁ ଜଣେ ଯବାନ ହେଲେ କିଛି❤ ଜାଣି ପାରିଲି ନି କେମିତି ଅପମାନ ହେଲା।

  • @ramaananta2176
    @ramaananta2176 25 днів тому +2

    ହଁ ରେ ଧରମାଏଆସିଖ ଉଛୁସଳାବିଜେପି ବେଲା ଦେଶକୁ ୨୦ ବଷତଳକୁନେଈଜୀବେରେ

  • @deepakpallai9307
    @deepakpallai9307 25 днів тому +5

    କେସ୍ ନମ୍ବର - 276 , ନାଗପୁର, 2001 = ଜେବେ କୋଉ RSS କି ବିଜେପି ତୁମ କୁ ଦେଶ ଭକ୍ତ ର ପ୍ରବଚନ୍ ଦିଏ ତାକୁ କେସ୍ ନମ୍ବର 276 କଥା ପଚାରିବେ 😝 . ବାସ୍ତବରେ 26 ଜାନୁଆରୀ 2001 ରେ ନାଗପୁର ଠାରେ 3 ଯୁବକ ଜାତୀୟ ପତକା କୁ ନେଇ RRS ମୁଖ୍ୟାଳୟ ଉପରେ ପ୍ରଥମ ଥର ଉଡେଇବା କୁ ଚାହ୍ନୁ ଥିଲେ କିନ୍ତୁ ସେହି ସ୍ଥାନରେ ଥିବା ବଡ ବଡ ରାଜନେତା ମନେ ଏହା କୁ ଅବରୋଧ କରୀ ପୋଲିସ୍ କେସ୍ ମଧ୍ୟ କରୀଦେଲେ ଏହି ସମୟ ରେ ସାରାକର ବିଜେପି ଥିଲା | ପରେ କୋର୍ଟ 3 ଯୁବକ ସନମାନର ସହ ରିହା କଲେ ଏବଂ ଅର୍ଡର ଦେଇ କହିଲେ ପୂର୍ଣ୍ଣ ସମ୍ମାନ ସହ ଜାତୀୟ ପତକା ରଖIଜାଉ | କେତେବଡ ଅପମାନ ଜନକ କଥା ଲିଚେଇ କି ବାହାଦୁରୀ ମାରୁଚନ୍ତୀ ଇମାନ.. 😂🤬 ଆଉ ସତ କଥା ହେଲା RSS 2001 ମସିହା ଅଗରୁ ଜାତୀୟ ପତକା ମାନିୟତା ଦେଉନଥିଲା 😂😂😡😡

  • @jitendra33453
    @jitendra33453 25 днів тому +4

    Education minister 😂😂😂😂😂😂😂😂😂 ମରି ଯାଇଥିଲେ ସେଠାରେ ଟିକେ କଷ୍ଟ,,,,,,,,

  • @prakashkanhar2772
    @prakashkanhar2772 26 днів тому +12

    ଏହିଟା କୁହନ୍ତି ଓଡ଼ିଆ ଅସ୍ମିତା

  • @1991Mahendra
    @1991Mahendra 25 днів тому +1

    ଏ ମନ୍ତ୍ରୀ କ'ଣ ବୁଝିବ ଜାତୀୟ ପତାକା ର ମୂଲ୍ୟ ଭୋଟ୍ ସିନା ପାଇଛି ବିବେକ ମିଳିନାହିଁ

  • @pravakarpradhan1571
    @pravakarpradhan1571 25 днів тому +1

    ମୋଦୀ ବହିଷ୍କାର କାହିଁକି କରୁନି ଦଳରୁ ଏଇଟାକୁ,

  • @DillipDilip-gg3fi
    @DillipDilip-gg3fi 25 днів тому +2

    ଏ କିଛି ନୁହଁ ଆଗକୁ ଦେଖ ଓଡ଼ିଶା ର ଅବସ୍ଥା କଣ କରୁଛନ୍ତି bjp party

  • @pradeepsahoo6484
    @pradeepsahoo6484 26 днів тому +7

    Tame mane ta vote deicha kahucha kahaku

  • @amareshkumar6265
    @amareshkumar6265 25 днів тому +4

    Bjp re sabu neta nk lokanku kahanti kichi. Aou karati...aou kichi...

  • @gobindamangaraj1113
    @gobindamangaraj1113 24 дні тому +1

    ଶଳା କୁ କିଏ ଶିକ୍ଷାମନ୍ତ୍ରୀ କଲା କିରେ ଅନ୍ଧ ଭକ୍ତ

  • @Padhan-qd1di
    @Padhan-qd1di 26 днів тому +11

    ମୁଁ ଅନ୍ଧଭକ୍ତ ଏହା ଦେଖିପାରିବି ନାହିଁ ।
    ବେଳେ ବେଳେ ଏମିତି ଭୁଲ୍ ହୋଇଯାଏ ।

  • @MunaBhai-qh9fl
    @MunaBhai-qh9fl 25 днів тому +2

    ସେମାନେ ଖାଲି ମୂର୍ଖ ଦେଶ ପ୍ରମ ଭୁଲି ଗଲେ ଧିକ 😂😂😂😂

  • @lipakbehera1453
    @lipakbehera1453 25 днів тому +2

    କି ମୂର୍ଖ ରିପୋର୍ଟର କିରେ ତୁ ଚପଲ ଜୋତା ପିନ୍ଧିକି ପତାକା ଉତ୍ତଳନ କରିପାରିବ ଟିକେ ପାଠ ପଢି ରିପୋର୍ଟର ହୁଅ

  • @suvransujena5310
    @suvransujena5310 24 дні тому +1

    ଶଳା ଓଡ଼ିଆ ଭାଷା ଠିକ୍ ରେ ଲେଖି ପାରୁନ

  • @chandanranjan9674
    @chandanranjan9674 26 днів тому +6

    Shame 🤬🤬🤬

  • @aravindapattanayak2966
    @aravindapattanayak2966 25 днів тому +1

    He should apologise
    Time is precious and powerful
    Wait and watch

  • @subashsamal3730
    @subashsamal3730 26 днів тому +6

    Dharmasala Pradhan Katha kuha kapila galua minister

  • @Kichi-Nua234
    @Kichi-Nua234 25 днів тому +3

    ମନ୍ତ୍ରୀ ହେଲେ କଣ ହେବ ମେନର ଜଣା ନାହିଁ

  • @jagakaliamajhi8804
    @jagakaliamajhi8804 23 дні тому

    ଏ ଶଳା ବିଜେପି ନେତା ମାନେ ହିଁ ଏବଂ ଦଳ ଖରାପ। ଆଉ ସନମାନ ହିଁ ଜଣା ନାହିଁ ତାଙ୍କ ସ୍ୱାର୍ଥ ହିଁ ପୁରୁଣ କରନ୍ତି ଏବଂ ଲୋକ ପାଇଁ କାମକୁ ନାହିଁ। ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଚୋର ଠକ ମିଛୁଆ ସବୁ କିଛି ରେ ମିଛ ସେ ବା କ'ଣ ଜାଣିବ ଜାତୀୟ ପତାକା ର ସନମାନ କ'ଣ ବୋଲି।

  • @Kalundia436
    @Kalundia436 25 днів тому +2

    Mu ta chhuta belu dekhi asuchi anek officer mane madhya jota kholanti nahi.

  • @chandrasekharnayaka9658
    @chandrasekharnayaka9658 25 днів тому +1

    ସେଥି ପାଇଁ ମୁଁ କହୁଚି ସବୁ ବେଳେ ଆମ ଦେଶରେ ଏବେ ବି ବିଦେଶୀ ଶାସନ ,ନୀତି ନିୟମ ଜୀବିତ ଅଛି ଆଉ ଆମ ଦେଶ ପରାଧୀନ ରେ ହିଁ ରହିଛି । ରାଜା ଶାସନ ଥିଲା ପୂର୍ବେ ପରେ ପରେ ମନ୍ତ୍ରୀ ଶାସନ ଏବେ ଜନତା ଶାସନ କଲେ ମନ୍ତ୍ରୀ ଙ୍କ ଗାଣ୍ଡିରୁ ମଳ ବଦଳ ରେ ଅଙ୍ଗାର ବାହାରିବ ।

  • @bapinisahoo5009
    @bapinisahoo5009 25 днів тому +5

    ଦେଶର ଜଣେ ଶିକ୍ଷାମନ୍ତ୍ରୀ ଙ୍କ ପାଖରୁ ଏହା ଆଶା କରାଯାଏ ନାହିଁ

  • @jisayagamanga6404
    @jisayagamanga6404 24 дні тому +1

    ମୁର୍ଖ ଅଜ୍ଞାନ ପାପ

  • @timepasscreative6794
    @timepasscreative6794 25 днів тому +1

    ଜାତୀୟ ପତାକା କୁ ଅସମ୍ମାନ କରୁଛି ୟେ କି ପ୍ରକାର ସମ୍ମାନ ଦେଶର ୟେ କି ସମ୍ମାନ ରଖିବା

  • @fzranjit2994
    @fzranjit2994 25 днів тому +3

    ଶଳା କୁକୁର ଖାଲି ଫୁଟାଣିଆ କଥା କହି ଜଣେ ଆଉ ନହେଲେ କିଛି କାମ ନାହିଁ

  • @biswajitmoharanabf5149
    @biswajitmoharanabf5149 25 днів тому +1

    ଆରେ କଣ ଅସୁବିଧା ହେଇଗଲା । ମୁଁ ନୁହଁ ଅନ୍ଧ ଭକ୍ତ କହିବେ ।କହିବେ ଏଇଟା ସାଧାରଣ କଥା ।ଯିଏ ଏଇ କଥା କହିବ ଭକ୍ତ ମାନେ କହିବେ ପାଣ୍ଡୁ ଚମଚା

  • @nihimiyabardhan8846
    @nihimiyabardhan8846 25 днів тому +1

    ଦେଶ ଦ୍ରୋହି ସରକାର ଆଉ ମନ୍ତ୍ରୀ

  • @premprakash9623
    @premprakash9623 25 днів тому +1

    ହଇରେ ମଡାରଚୋଡ଼ ମନେ ଯେତେବେଳେ ଆମ ଦେଶର ଯବାନ ମନେ ପତାକା ଉତ୍ତଲନ କରନ୍ତି ସେମାନନେ କଣ ତାଙ୍କ ଜୋତା ଘରେ ରଖିକି ଯାଆନ୍ତି
    , ଆମ school ରେ ଯେତେବେଳେ ପିଲାମାନେ ପତାକା ଉତ୍ତାଳନ କରନ୍ତି ସେମାନେ କଣ ତାଙ୍କ ଜୋତା ଘରେ ରଖିକି ଯାଆନ୍ତି ଏ ମଘୀଆ ମିଡ଼ିଆ ବାଲାଙ୍କୁ କିଛି ଖବର ମିଳୁନି ମଘୀୟା ମନେ କେବଳ କାହାର କିଏ ଜୋତା ପିନ୍ଦିନୀ, କାହାର ଦୁଧ ଗାଳି ପଡିଲା, କାହାର ଛାଡି ଦେଖା ଯାଉଛି trp ପାଇଁ ଏହିସବୁ ଦେଖାଉଛି, ଆମ ଓଡ଼ିଶାର ଲୋକ ମନେ ହେଲେ ପରମ ମଘୀୟା ସେମାନେ ପାଠ ସଠ ପଢିଲେନି ଅଧା ପାଠ ପଢି ଗଂଜେଇ ମଦରେ ମାତିବେ କହିବେ ସରକାର ଆମକୁ ଚାକିରୀ ଦଉନଂହନି ମଘୀୟା ଙ୍କ ପାଖରେ କଣ ଟ୍ୟାଲେଣ୍ଟେ ଅଛି ତୁମକୁ ଚାକିରୀ ଦେବେ, ସଲାଙ୍କର କାହାର ଗାଳି ପଡିଲା ଦେଖିବେ ମଘୀଆ ଙ୍କର ବୁଦ୍ଧି ହୀନ

  • @Economics365
    @Economics365 24 дні тому

    Why opposition parties and national medias are silent

  • @odiamusic2696
    @odiamusic2696 24 дні тому

    ଧନ୍ୟ ଆମ ଶିକ୍ଷା ମନ୍ତ୍ରୀ 😅

  • @manojkumarpradhan516
    @manojkumarpradhan516 25 днів тому

    ଧନ୍ୟ ମୁକୁ ଧନ୍ୟ ଶିକ୍ଷା ମ୍ଂତ୍ରୀ, ଧନ୍ୟ ବିଜେପି

  • @prasantajena2318
    @prasantajena2318 18 днів тому

    ଏରାଙ୍କ ର ଭଡା ନାହିଁ, ମୂର୍ଖ ଚୋର ୟାଙ୍କୁ କେନ୍ଦ୍ର ମନ୍ତ୍ରୀ କରିଛନ୍ତି

  • @minaketan5562
    @minaketan5562 20 днів тому

    ଦେଶ ଦ୍ରୋହି end ଗୋ ମାଂସ ଚୋର

  • @vincentgamango5232
    @vincentgamango5232 25 днів тому

    ତ୍ରିରଙ୍ଗା ର value ଜାଣିନାହାନ୍ତ 😭

  • @akshaykumarjena8486
    @akshaykumarjena8486 25 днів тому

    Right news

  • @pravatsahoo2370
    @pravatsahoo2370 25 днів тому

    Everyone is internally connected. Same on us he is our education minister

  • @pravakarbarik1808
    @pravakarbarik1808 22 дні тому

    ତମର ଜୀବନ mgh bjp bjd ହେଇକି ଯିବ ଓଡ଼ିଶା ର ଅସୁବିଧା ଗୁଡା ଦେଖେଇବାକୁ ଟାଇମ ନାହିଁ mgh ସେଇଥି ପାଇଁ ତଳେ ସବୁ ମିଡିଆ ଠାରୁ ଅଛୁ

  • @M_Alisha_R
    @M_Alisha_R 25 днів тому

    Education Minister ❎ Lootera minister ✅

  • @JagaJaga-tc9jb
    @JagaJaga-tc9jb 26 днів тому +11

    ଧର୍ମେନ୍ଦ୍ର ପ୍ରଧାନ rss ପତାକା କୁ ସମ୍ମାନ ଦେବା ଜାଣି ଛନ୍ତି, ଧିକ ତାଙ୍କ ମନ୍ତ୍ରୀ ପଣ jumula bjp ସରକାର

    • @RealUnknownFacts
      @RealUnknownFacts 25 днів тому +1

      Don't put rss here.

    • @samarendradakhinakabat3653
      @samarendradakhinakabat3653 25 днів тому

      Rss achhi boli tu ete katha kahuchhu na Hele Bangladesh re jemiti jhia bhauni ki pathana ku dei gharachhadi baraduara sundhi panda heuchhanti separi huantu

  • @rabinarayan2414
    @rabinarayan2414 25 днів тому

    ଆଯାଗ୍ୟ ମନ୍ତ୍ରୀ....

  • @user-hv3tn9tm1t
    @user-hv3tn9tm1t 25 днів тому

    ମୂର୍ଖ ମାଘିଆ ମନ୍ତ୍ରୀ ହେଲେ ତ ଏମିତି ହବ

  • @lokanathnayak7600
    @lokanathnayak7600 25 днів тому

    ଏ ହେଉଛନ୍ତି ଜଣେ ଆନ ପଡ ମନ୍ତ୍ରୀ

  • @JayaHansdah-l9e
    @JayaHansdah-l9e 25 днів тому

    Patha padhithiba loka amiti hin jatiya pataka ku sanman debe 😢😢😢😢😢

  • @anilmunda7078
    @anilmunda7078 25 днів тому

    ହାତୀ ଚାଲିଥାଉ କୁକୁର ଭୁକୁଥାଉ ନିଜ କାମ ନିଜେ କର ଏଥର ଶମଭାଳ,,

  • @laleswarnaik7514
    @laleswarnaik7514 25 днів тому

    Very Good minister sir

  • @sameersuna4620
    @sameersuna4620 25 днів тому

    Babu re ea hele aamar Priya education minister..para ..

  • @prasantkumarvlog484
    @prasantkumarvlog484 25 днів тому

    Nonsense education minister

  • @bandeodisha5702
    @bandeodisha5702 25 днів тому

    Ie heini kichi dekha agaku kan houchi

  • @JohanMajhi-j3x
    @JohanMajhi-j3x 25 днів тому

    ସେ ଜଣେ ଚୁର ଡକାୟତ se ବା କଣ ଜାଣିବ ସଂମାନ

  • @satyajitmohanty2038
    @satyajitmohanty2038 25 днів тому +1

    Are samaste chapal pindhiki pataka utalana karichanti

  • @omshubhammohanty
    @omshubhammohanty 25 днів тому

    CHADA HO 😀😀300 UNIT FREE BIJILI BJP DEBA...

  • @jaydebmajhi236
    @jaydebmajhi236 23 дні тому

    BJP OUT KARA INDIA RU 🦴🦴🦴🦴🦴🦴🦴🦴🦴🦴

  • @user-li4rq5wt2c
    @user-li4rq5wt2c 26 днів тому

    Right

  • @duryodhanmahanta5728
    @duryodhanmahanta5728 25 днів тому

    ବେକାର କଥା

  • @jatindrakumarnayak5785
    @jatindrakumarnayak5785 25 днів тому

    Proud for Sambalpur

  • @pravakarpradhan1571
    @pravakarpradhan1571 25 днів тому

    ଗୋବରା ମାନ୍ତ୍ରୀ,

  • @babulubariha2098
    @babulubariha2098 25 днів тому

    ଅନ୍ଧ ଭକ୍ତ ଦେଖନ୍ତୁ ।

  • @Bndas42-m9k
    @Bndas42-m9k 25 днів тому

    Petrol chora Dharmendra Pradhan 😭

  • @ashutoshsahu2361
    @ashutoshsahu2361 19 днів тому

    Yepari admi puni sikyamantri?

  • @rihankamal5247
    @rihankamal5247 24 дні тому

    Eita BJP ro Dharma

  • @PublicSupport-te9rb
    @PublicSupport-te9rb 25 днів тому

    ଏଇତ ଦେଶ ପ୍ରେମ ବିଜେପିର

  • @binodff2855
    @binodff2855 25 днів тому

    Faasi darkar

  • @antumurmu5892
    @antumurmu5892 25 днів тому

    electri bi khai gole 😮😮

  • @user-nu4vo8ew4h
    @user-nu4vo8ew4h 25 днів тому

    SIKHYA MANTRINKA UCHASIKHYA New Syllabus 2024 with effect from August 15 ,78th Independence Day JAI HIND

  • @mrdavid-xd4ou
    @mrdavid-xd4ou 25 днів тому

    Bjp ra sanskar leak minister 😂

  • @AllinONE-gi1lm
    @AllinONE-gi1lm 24 дні тому

    School kebe jsine sethipain emiti karuchanti mahashaya...

  • @sandhyaraninayak3094
    @sandhyaraninayak3094 26 днів тому +1

    Bala odia asmita

  • @jbstudycentre9950
    @jbstudycentre9950 25 днів тому

    Sanskar jahara jemiti tahaku kahiba kemiti???? 🤬🤬🤬🤬