ମୋ ମନକୁ କେବେ ଭାଙ୍ଗିନି କି କେବେ ଚୋରି କରିନି ..ନିଜେ ପରିଶ୍ରମ କରି ମୋ ପେଟ ପୋଷୁଛି

Поділитися
Вставка
  • Опубліковано 25 жов 2024

КОМЕНТАРІ • 945

  • @pratimareddy8994
    @pratimareddy8994 2 роки тому +107

    ଜୀବନ ରେ ବଞ୍ଚିବା ପାଇଁ ଏତିକି ସାହସ ଦରକାର ଜୟ ଜଗନ୍ନାଥ 🙏🙏🙏🙏🙏

  • @kabulinayak7212
    @kabulinayak7212 2 роки тому +204

    ଭାଇ ସାହସ ରଖ, ନିଜ ସକ୍ଷମ ହିସାବ ରେ କର୍ମ କର ଭଗବାନ୍ ତୁମକୁ ନିଶ୍ଚୟ ସାହାଯ୍ୟ କରିବେ ।

  • @sameerranjanpati8946
    @sameerranjanpati8946 2 роки тому +150

    ହାଏରେ ଆଜିକା ବେଶୀ ଶିକ୍ଷିତ ବୋଲାଉଥିବା ମଣିଷ....ଏଇ ମଣିଷ ଠୁ କିଛି ଶିଖ 🙏🏻🙏🏻🙏🏻

  • @jyotindramaharana1187
    @jyotindramaharana1187 2 роки тому +68

    ବହୁତ ସୁନ୍ଦର, ଏମିତି କାମ କରିଚାଲ ସେ ଜଗନ୍ନାଥଙ୍କ କୃପା ତମ ଉପରେ ଅଛି, ତମ ଦୁଃଖ ସେ ନିଶ୍ଚୟ ହରିବେ।

  • @pkchannel3320
    @pkchannel3320 2 роки тому +97

    ଭଲ ମଣିଷ ଭଲ କାମ କରିବା ପାଇଁ ଆଗ୍ରହୀ ହୁଏ 🙏🙏

  • @akshayakumarbhol4132
    @akshayakumarbhol4132 2 роки тому +11

    ଧନ୍ୟବାଦ୍ ଲିପୁନ୍। ତୁମେ ସଭିଙ୍କ ପାଇଁ ଆଦର୍ଶ । ତୁମେ ଓଲଟପୁର ରେ ଅବସ୍ଥିତ ନିର୍ତାର କୁ ଯାଇ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ କର। ତୁମ ପାଇଁ ସେଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ମିଳିପାରିବ ଓ ତିନିଚକିଆ ଯାନ ମଧ୍ୟ ଦିଆଯିବା ବ୍ୟବସ୍ଥା ଅଛି ।

  • @ManojKumar-ki9tm
    @ManojKumar-ki9tm 2 роки тому +106

    ଯଦି କେହି ବଡ ଭାଇ ଗୁରୁଜନ କିମ୍ବା କିଛି ସ୍ୱେଚ୍ଛାସେବୀ ସଂଗଠନ ର କାର୍ଯ୍ୟକର୍ତ୍ତା ୟେ ଭିଡ଼ିଓ ଦେଖୁଛନ୍ତି ଭାଇ ଙ୍କୁ କିଛି ସହଯୋଗ କରି କୀଉଠି ଏକ ଦୋକାନ ବଜାର ବ୍ୟବସ୍ତା କରାଇ ଦେଲେ ଭଲ ହୁଅନ୍ତା, ସମସ୍ତ ଙ୍କର ସହଯୋଗ ରେ ସମ୍ଭବ ହୋଇଯିବ।

  • @swetambarbiswal5830
    @swetambarbiswal5830 2 роки тому +9

    ଭଗବାନ ଏମିତି ସହାୟ ହୋଇଥାନ୍ତୁ।ଜୟ ଜଗନ୍ନାଥ ଭାଇ

  • @susantgarnaik5542
    @susantgarnaik5542 2 роки тому +11

    ପ୍ରଣାମ ଏହିଭଳି ବ୍ୟକ୍ତି ଙ୍କୁ... ଜୟ ଜଗନ୍ନାଥ 🙏🙏

  • @rkrakesh1094
    @rkrakesh1094 2 роки тому +9

    ବହୁତ ଭଲ ଚିନ୍ତାଧାରା ଭାଇ ତୁମର, ଭଗବାନ ତୁମକୁ ସାହା ହୁଅନ୍ତୁ। ଜୟ ଜଗନ୍ନାଥ 🙏🙏🙏🙏🙏

  • @ମଧୁ..ମଧୁ
    @ମଧୁ..ମଧୁ 2 роки тому +32

    ଭାଇ ତୁମ ଠୁ କିଛି ପ୍ରେରଣା ମିଳିଲା
    ଜୟ ଜଗନ୍ନାଥ 🙏🙏🙏

  • @Ruined_Pirate
    @Ruined_Pirate 2 роки тому +137

    For the 1st time, Bhasker news shows a sensible news

  • @AmanEntertainment7
    @AmanEntertainment7 2 роки тому +7

    ସାମ୍ବାଦିକ ଭାଇ ଆପଣ ମାନେ ଯଦି ଏଭଳି ଲୋକ ମାନଙ୍କର କଥାକୁ ଲୋକ ଲୋଚନକୁ ଆଣନ୍ତେ ତାହାଲେ ବହୁତ ସାଧାରଣ ଲୋକ ମାନଙ୍କ ଉର୍ନତ୍ତି ହୁଅନ୍ତା,,ଧନ୍ୟବାଦ

  • @prakashmallik99
    @prakashmallik99 2 роки тому +132

    ଆରେ ଭାଇ ତାଙ୍କ ଆକାଉଣ୍ଟ ନମ୍ୱର୍ ଦିଅ ମୁଁ କିଛି ସାହାଯ୍ୟ କରିବାକୁ ଚାହୁଁଛି।

  • @prasanta600
    @prasanta600 2 роки тому +17

    ନବୀନ ବାବୁ ଭଲ ମନ୍ତ୍ରୀ ବୋଲି ପୁରସ୍କାର ପାଇଛନ୍ତି, ତାଙ୍କ ପୁରସ୍କାର କୁ ଦେଖିବାକୁ ଭୁବନେଶ୍ୱର କୁ ଜାମ କରିଦେଲେ, ଏଠି ଅତି ଗରିବ ଲୋକଟିଏ ସରକାରୀ ସୁବିଧା ପାଉନାହାନ୍ତି,

  • @mamasahu8924
    @mamasahu8924 2 роки тому +13

    ଭାଈ ତମକୁ ଭାଗବାନ ସାହା ହୁଅନ୍ତୁ ଶ୍ରଦ୍ଧା ସବୁରୀ ଓ଼ମଂ ସାଇ ରାମ

  • @sambitsambit3777
    @sambitsambit3777 2 роки тому +10

    Mu 2nd time eii news dekhuchi ..luha roki parilini...Bhai bahut honest n clean heart ...Bhai tamaku e govt kichhi help karibni ...bhangipadni Bhai ...god will save u bcz u r an honest person

  • @mrabinash257
    @mrabinash257 2 роки тому +63

    Really great inspiration ❤️✨

  • @ullashmaharana6320
    @ullashmaharana6320 2 роки тому +32

    Lipun, ସରକାରଙ୍କୁ କିଛି ମାଗନ୍ତୁନି , 5-T (Torture ) ସରକାରଙ୍କ ନିଜ ପେଟ ପୁରୁନି , ତୁମ ଭଳି ଅଙ୍ଗ ବିକୃତ ଲୋକଙ୍କ ପାଇଁ କଣ ଦେବେ , ଜଗନ୍ନାଥଙ୍କୁ ଭଲ ପାଉଥିବା ବୈଦାନ୍ୟ ବ୍ୟକ୍ତି କିଛି ଅଛନ୍ତି , ନିଶ୍ଚିତ ତୁମ ଦୁଃଖ ବୁଝିବେ । ମନରେ ଦମ୍ଭ ରଖି ଆଗେଇ ଚାଲ ।

    • @ярусский-н9ы
      @ярусский-н9ы 2 роки тому

      ହଁ ଭାଇ ଠିକ୍ କଥା କହିଛ ସରକାର ତ କିଛି ଦେଇପରିବେନି କି ଭଗବାନ ବି କିଛି କରିବେ ନାହିଁ।ଯାହା କରିବ ସେ ନିଜେ କରିବ😔😔

  • @tophanjena2568
    @tophanjena2568 2 роки тому +5

    ଜୟ ଶ୍ରୀ ସୀତାରାମ ପ୍ରଭୁତାଙ୍କୁ ସାହାହୁଅ ମୁଏତିକି ପ୍ରାଥନାକରୁଚି କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏

  • @jktrendingperformance1257
    @jktrendingperformance1257 2 роки тому +13

    ଲିପୁନ ଭାଇ ଏମିତି ସାହସ ରଖି ଆଗକୁ ଚାଲ ଭଗବାନ ତମ ସାଙ୍ଗରେ ଅଛନ୍ତି ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏

  • @santosdas3235
    @santosdas3235 2 роки тому +7

    Mu jaithili ei ଭାଇ ଙ୍କ ପାଖକୁ ତନକ ଦୋକାନ ରୁ କିଛି କିଣି ଥିଲି ଆଉ କିଛି କଥା pachariki ବୁଝି ଥିଲି ବହୁତ୍ ଦୁଃଖ ଲାଗି ଥିଲା

  • @sameersameer-mo1hg
    @sameersameer-mo1hg 2 роки тому +12

    ସାହସ ରଖ ତମକୁ ଭଗବାନ ସବୁ ବେଳେ ସାଥିରେ ରହିବେ

  • @Vmishra2025
    @Vmishra2025 2 роки тому +31

    U r a true warrior, u will b successful in life,

  • @sanjaynayak9081
    @sanjaynayak9081 2 роки тому +16

    Best news ever covered by Bhaskar news🙏🙏🙏

  • @pramodakumarpatra9196
    @pramodakumarpatra9196 2 роки тому +5

    ସରକାର କିଛି ସାହାଯ୍ୟ କରିବା ଦରକାର 🙏

  • @srs6315
    @srs6315 2 роки тому +31

    Such a great person you are.... Mr. Lipun.... 🙏🙏

    • @srs6315
      @srs6315 2 роки тому

      May god🙏🙏🙏help u always......

  • @Rabi0011
    @Rabi0011 2 роки тому +5

    Bhaskar news channel Ko first-time 💓 hearty respect for raising such a sensible topic

  • @birubhai342
    @birubhai342 2 роки тому +4

    ହେ ପ୍ରଭୁ ଜଗନ୍ନାଥ
    ହେ ଚକା ନୟନ
    ଆଖି ଖୋଲି ଦେଖ
    ହେ କଳା ବଦନ ।।
    ମୁଁ ବିରେନ ,ଜୟ ଜଗନ୍ନାଥ🙏

  • @Abuhodisum6294
    @Abuhodisum6294 2 роки тому +19

    ନବୀନ ପଟ୍ଟନାୟକ ମନ୍ତ୍ରୀ ନମ୍ବର 1 ନୁହେଁ ଚୋର ନମ୍ବର 1

  • @baishakhisahoo5309
    @baishakhisahoo5309 2 роки тому +13

    Such a great person... 🙏

  • @mukundakachhap7329
    @mukundakachhap7329 2 роки тому +8

    ଭାଇ ବହୁତ ଭଲ କାମ କରୁଛ
    କାହା ଉପରେ ନିର୍ଭର କର ନାହିଁ ସରକାର ର କାମ ହିଁ ଏଇଆ ସାହୁକାର କୁ ଆବାସ ଯୋଜନା ଆଉ
    ସାହୁକାର କୁ 35kg ଚାଉଳ

  • @jpsamantaray3770
    @jpsamantaray3770 2 роки тому +39

    Great inspiration for all....if a person have self confidence then everything will possible....
    I pray to God for your wellness & growth 🙏

  • @gasimurjia5406
    @gasimurjia5406 Рік тому +3

    ଏ ଭାଇଙ୍କୁ ସରକାର କଣ ପାଇଁ ସାହାଯ୍ୟ କରୁନାହାନ୍ତି ଦକାନର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଆମର ଅନୁରୋଧ

  • @mrarakhita
    @mrarakhita 2 роки тому +24

    Bhai ତୁମ acount no ଦିଅ... ମୁଁ କିଛି ଆପଣଙ୍କୁ help କରିବାକୁ ଚାହୁଁଛି...
    ..gd blessed achhi tuma opare...

    • @alexboyadi3910
      @alexboyadi3910 2 роки тому

      Bhai mu bi kichi debaku chahuchi

    • @mrarakhita
      @mrarakhita 2 роки тому

      @@alexboyadi3910 ପାଇବା କେମିତି ଆକାଉଣ୍ଟ ନମ୍ୱର୍

    • @alexboyadi3910
      @alexboyadi3910 2 роки тому

      @@mrarakhita hm bhai thik katha

    • @prashantasahoo2585
      @prashantasahoo2585 Рік тому

      ଫୋନ୍ ନମ୍ବର୍ ମିଳିପାରିବ ଲିପୁନ୍

    • @alexboyadi3910
      @alexboyadi3910 Рік тому

      @@prashantasahoo2585 kemiti bhai

  • @barsaranipanda6333
    @barsaranipanda6333 2 роки тому +3

    Such a honest person God bless you❤

  • @gayatridalabehera9709
    @gayatridalabehera9709 2 роки тому +6

    Such an honest voice. God bless .whenever I will meet you definitely I will help you bro

  • @mr.rahul90
    @mr.rahul90 Рік тому +2

    God bless you

  • @atalpradhan2956
    @atalpradhan2956 2 роки тому +8

    Great inspiration

  • @DeepakDeepak-bl5ht
    @DeepakDeepak-bl5ht 2 роки тому +5

    Hee prabhu tume emiti dukha deuchhanti God bless you bhai tume bahut sahasi bhai 🙏🙏🙏

  • @learningattitude7728
    @learningattitude7728 2 роки тому +3

    Real inspiration......

  • @nityananda8558
    @nityananda8558 2 роки тому +5

    Jay Jagannath dhanyawad lipun bhai tamuku mahaa prabhu jagarnath saaha hebe

  • @dillipswain6257
    @dillipswain6257 2 роки тому +3

    ଭଗବାନ୍ ତମର ମଙ୍ଗଳ କରନ୍ତୁ 🙏

  • @haranmuthamajhi8869
    @haranmuthamajhi8869 2 роки тому +1

    Thanks brother good bless you

  • @kedarson7741
    @kedarson7741 2 роки тому +4

    I really appreciate him. I saw him before . Again I saw his efforts more. I really salut this man. Odisha government really not helping deserving people. I request this channel directly tweet for this guy to help and support. Also post his account number atleast people can donate voluntarily. Not only news also post particular account number who are really deserving help from people.

  • @sushantmjh4578
    @sushantmjh4578 2 роки тому +1

    Apana satare bahut strong brother ur great bro iam proud of you

  • @jkvlogs838
    @jkvlogs838 2 роки тому +3

    ଭଗବାନ ତମକୁ ଭଲ ରେ ରଖିଥାଉ

  • @dilipbadajena1581
    @dilipbadajena1581 2 роки тому +2

    ଭଗବାନ ତୁମକୁ ସହାୟ ହୁଅନ୍ତୁ 🙏🙏🙏

  • @Smrutirasmita
    @Smrutirasmita 2 роки тому +16

    God bless you 💒

  • @anilkumardas6928
    @anilkumardas6928 2 роки тому +1

    Lipun bhai you are great roll medal for world.

  • @pragatichannel1986
    @pragatichannel1986 2 роки тому +9

    Emiti lokanku help nichya karantu . account no.diantu ...

  • @AK.S27
    @AK.S27 2 роки тому +2

    Bhai tame true inspiration for youth 👍 Jay Shree Jagannath Swami 🙏

  • @chandankumarswadhinkumar1037
    @chandankumarswadhinkumar1037 2 роки тому +3

    Love you bhai Bhagawan tamaku bhala rakhantu

  • @nagarjunbarma4718
    @nagarjunbarma4718 2 роки тому +2

    ସରକାର ଏଠି ଅନ୍ଧଧୃତରାଷ୍ଟ୍ର , ସେ କେବଳ ନିଜର କର୍ମୀ ଚେଲା ଚାମୁଣ୍ଡା ଙ୍କ କଥା ଶୁଣିବେ ଆଉ ବୁଝିବେ 😡 ଭାଇରେ ଜଗନ୍ନାଥ ସାହା ହେବେ ତୋତେ ଆଉ ତୋ ପରିବାର କୁ 🙏🙏

  • @ailakrishani2947
    @ailakrishani2947 2 роки тому +3

    ଠାକୁର ଙ୍କ ଆଶିର୍ବାଦ ଭାଇ ଆପଣ ଙ୍କୁ ଦିନେନା ଦିନେ ଭଲ ରେ ରହି ପାରିବ

  • @mantunaik9798
    @mantunaik9798 2 роки тому +1

    Well done Bhai you are the hero of our society

  • @jeetusasmita1694
    @jeetusasmita1694 2 роки тому +5

    ଏଇତ ମଣିଷ ଜୀବନ ରେ ଭାଇ 🙏🙏🙏🙏🙏🙏🙏😭😭😭😭

  • @jyotsnamahapatra6349
    @jyotsnamahapatra6349 Рік тому +1

    ଓଡ଼ିଶା ଭାସ୍କର ଅନୁରୋଧ କରୁଛି । ଯେଉଁ ଅସହାୟ ଲୋକକୁ ଆପଣ ଦେଖାଉଛନ୍ତି ସେହି ଲୋକ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବେ ପ୍ରତ୍ୟେକ ଓଡ଼ିଶାବାସୀ ଯଦି ୧ ଟଙ୍କା ଲେଖାଏଁ ତେବେ ସେହି ଦୁଃଖୀ ଲୋକର ଦୁଃଖ ଦୂର ହୋଇଯିବ । ଅନ୍ୟବାଦ ଆପଣଙ୍କୁ ।

  • @rajendarapraska4810
    @rajendarapraska4810 2 роки тому +4

    ଜୀବନରେ ଏନୀତି ରୁହ

  • @chikumamunivlogs2179
    @chikumamunivlogs2179 2 роки тому +1

    ସରକାର କଣ ଦୁଃଖ ଶୁଣୁଛୁ ମଠରେ ଖାଇ ଖଟରେ ଶୋଉଚନ୍ତି ସେ କଣ ଦୁଃଖ ଶୁଣିବେ

  • @SanjayaCreation
    @SanjayaCreation 2 роки тому +3

    Strong Minded Man Well Done Bhai Keep it Up....Work Is God🙏🙏🙏🙏God Bless You

  • @iam_pravat
    @iam_pravat 2 роки тому +2

    God bless you 🙏🏻
    Real hero 😍

  • @smrutirupa1103
    @smrutirupa1103 2 роки тому +3

    @Odisha Bhaskar news ae news ku sure govt. Pakhare pahancheiba au ama Lipun bhai nku help kariba... Au Lipun bhai jemiti aadha padhiki rahi chanti tanka chua nku semiti karibaku debeni ama channel ra reporters bhai mane... Aeta amara biswas achi @Odisha Bhaskar channel upare🥺
    God bless you Lipun bhai🙌✨

    • @suryaodiavlog8755
      @suryaodiavlog8755 2 роки тому +1

      Government pakhre sure pahancheiba odisha bhaskar team

  • @ranjitrout803
    @ranjitrout803 2 роки тому +2

    Bhai.You r great.I salute your fighting spirit.

  • @sukrugolori2699
    @sukrugolori2699 2 роки тому +4

    ସରକାର ତୃ କିଛି ସାହାଯ୍ୟ ମିଳୁ ଯୟ ଜଗନ୍ନାଥ

  • @naikmamunu8747
    @naikmamunu8747 2 роки тому +1

    ନବୀନ ପୋଟନାୟକ ତୋ ଏକ ନମ୍ବର ଭିକାରି ତମକୁ କଣ ହେଲ୍ପ କରିବ

  • @padmacharanpradhan3325
    @padmacharanpradhan3325 2 роки тому +5

    Please odisha govt a Bhai nku help karantu 🙏

  • @amarjitbarik4539
    @amarjitbarik4539 2 роки тому +1

    Bhaiiii tume .. Sataree bahut bhala 🙏🙏🙏🙏🙏👍👍👍👍 plz plz plz ... Aee bhai nku sarkar .. Sahajiya . Karantu ... 🙏🙏🙏🙏🙏🙏🙏🙏🙏🙏

  • @Shkr_b
    @Shkr_b 2 роки тому +4

    Excellent person. Every unemployed youth must learn from him .

  • @sethyprasanta4491
    @sethyprasanta4491 2 роки тому +1

    Thank you vai bhout uparaku uthiba . jagannath tumaku saha

  • @sanjuktanayak1642
    @sanjuktanayak1642 2 роки тому +11

    Bhagwan tuma ku shakti shaas diantu.khusire Rakhi thaan tu tuma ku.

  • @dhabaleswarsahoo4349
    @dhabaleswarsahoo4349 2 роки тому +2

    ଭଗବାନ ତୁମର ମଙ୍ଗଳ କରନ୍ତୁ ଭାଇ

  • @priyankanayak5710
    @priyankanayak5710 2 роки тому +8

    Mahadev bless you 🙏

  • @papun8454
    @papun8454 2 роки тому +1

    He is a really honesty👌

  • @rajaashoksamrat417
    @rajaashoksamrat417 2 роки тому +3

    ଆମର ସରକାରି ଶିଷ୍ଟମ ଏପରି ଜାହାର ଶାହାଜ୍ୟ ନିହାତି ଦରକାର ତାକୁ ମିଳୁନି

  • @bhanjdisomkolaproduction7683
    @bhanjdisomkolaproduction7683 2 роки тому

    ବହୁତ ବହୁତ ଧନ୍ୟବାଦ ଲିପୁନ ଭାଇ

  • @pradipbarik7861
    @pradipbarik7861 2 роки тому +3

    Good aim..brother. Have patience, everything will be good..wait

  • @bkmohanty25
    @bkmohanty25 2 роки тому +1

    Sahasa rakha big bro..vagban achhanti....God bless you bro

  • @swapnaranibehera2377
    @swapnaranibehera2377 2 роки тому +3

    God bless you 🙏🙏🙏

  • @jyotsnaranijena2548
    @jyotsnaranijena2548 2 роки тому +2

    Emiti loka nku mora salute jie nija life re bahut struggle karuchanti tk santi re chaliba pain😭😭😭🙏😭😭😭

  • @AmmaBhagaban5621
    @AmmaBhagaban5621 2 роки тому +6

    God blessings always with u. 🙏🙏🙏🙏🙏

  • @tapanbaliarsingh245
    @tapanbaliarsingh245 2 роки тому +2

    Great ... Hearts up to you bro 😘❤️❤️❤️🙏🙏🙏👍👍👍

  • @tusharpatra9247
    @tusharpatra9247 2 роки тому +4

    god bless you brother 🙏🙏🙏🙏🙏🙏🙏

  • @NarendraDethi
    @NarendraDethi 21 день тому

    😢 ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିବେ ହେ ମହା ବାହୁ

  • @pankajpraharaj7580
    @pankajpraharaj7580 2 роки тому +8

    Bhaskar news sure Tama Katha sarkar nka pakhare pahancheiba.....

  • @Jotrimay
    @Jotrimay Рік тому +1

    ଭାଇ ଏତେ କାନ୍ଧନ୍ତୁନି 😭😭😭💐🙏🙏

  • @Tv9odisha1
    @Tv9odisha1 2 роки тому +3

    ଆମ ଦୃଷ୍ଟି ଆକର୍ଷଣ ହେଇନି ହେଲେ ପଦକ୍ଷପ ନେବୁ ଏଟା ଗୋଟେ dilog କହିବେ,,,,,

  • @manguludash1053
    @manguludash1053 2 роки тому +1

    So brave. God ll help you

  • @mamatanayak4111
    @mamatanayak4111 2 роки тому +6

    Mu kichi help Kariba ku chauchi please contact Kemiti karibi

  • @balaramnaikbalaramnaik3754
    @balaramnaikbalaramnaik3754 2 роки тому +3

    Jaya Jagannath 🙏🙏

  • @Lovely143Dipti
    @Lovely143Dipti Рік тому +1

    ଭାସ୍କର channel କୁ ବହୁତ୍ ଧନ୍ୟ ବାଦ, ଏଇ channel ପାଇଁ ଆଜି ବହୁତ୍ ଦୁଃଖୀ, ଗରିବ ଲୋକ ଙ୍କ ଦୁଃଖ ସାମ୍ନା କୁ ଆସୁଛି 🙏🙏🙏🙏 ଭଗଵାନ ଆପଣକୁ ସାହାଯ୍ୟ ନିଶ୍ଚୟ ସାହାଯ୍ୟ କରିବେ

  • @ranjeetdeo3184
    @ranjeetdeo3184 Рік тому +3

    ଏ ଭାଇ ମର ଧନବାଦ କରୁଛି ମୁ ଆବେଦନ କରୁ ଛି ଜ ଭାରତ ର ମୁଖ୍ୟମନ୍ତ୍ରୀ ମୁ ଆବେଦନ କରୁ ଛି ଏହି ଭାଇ ପାଇଁ କିଛି ଗୋଟିଏ ପଦକ୍ଷେପ ନିଆଯାଇ ନ ହେଲେ ତାରକ ଦୁଇ ଛୁଆ ହେଟଲକୁ ନିଆଯାଇ ମୁ ମୁଖ୍ୟମନ୍ତ୍ରୀ ମୁ ଆବେଦନ କରୁ ଛି ପିଲିଜ

  • @surenbabu
    @surenbabu 2 роки тому +2

    God bless U ...

  • @nirupamamalik3121
    @nirupamamalik3121 2 роки тому +6

    God bless you 😭

  • @munathewriter1234
    @munathewriter1234 Рік тому +1

    ଏମିତି ପିଲା କୁ Naveen Patnaik କିଛି help କରିବା ଦରକାର ଆଉ ଏ ପିଲା ର ସଚୁଟ ପଣିଆ ଦେଖି ମୁଁ ଚକିତ ଆଉ ତା ଠୁଁ ବେଶି ଦୁଃଖିତ ଭଲରେ ଭଗବାନ ଜଗନ୍ନାଥ ତାକୁ ରଖନ୍ତୁ 😂😂😅😅

  • @prakashchandrapradhan8312
    @prakashchandrapradhan8312 2 роки тому +5

    ଧୃତରାଷ୍ଟ୍ର ସରକାର କ'ଣ ସାହାଯ୍ୟ କରିବେ ଭାଇ

  • @bapunk6052
    @bapunk6052 2 роки тому

    Lipun bhai tame bahuta great.....
    Bhagaban mangala karantu....

  • @baidharajena6147
    @baidharajena6147 2 роки тому +2

    ଜୟ ଜଗନ୍ନାଥ

  • @17.9
    @17.9 2 роки тому

    Bahuta khusi lagilla eha dekhi.... Thank u God... Bhai ku epari help kara jau

  • @janmyenjaysenapati5541
    @janmyenjaysenapati5541 2 роки тому +7

    🙏🙏👌