Bhajana Antaskhyari Season - 4|Full Episode | Ep 19| Odia Bhajans by Popular Singers |Prarthana Life

Поділитися
Вставка
  • Опубліковано 31 січ 2025

КОМЕНТАРІ •

  • @pramodchoudharypramodchoud7769
    @pramodchoudharypramodchoud7769 Місяць тому +46

    ମନ୍ମଥ ଭାଇନା ଓ ଶ୍ରୀଚରଣ ଭାଇ ଙ୍କ ପାଁଇ ଏ ପ୍ରୋଗ୍ରାମ ଟି ବହୁତ ଭଲ ଲାଗୁଛି 🙏🏻🙏🏻❤️🙏🏻🙏🏻🙏🏻🙏🏻❤️❤️❤️❤️❤️❤️🙏🏻

  • @dibyacreations4628
    @dibyacreations4628 Місяць тому +32

    ଶ୍ରୀଚରଣ ସାର ଓଡ଼ିଶା ମାଟି ର ଗର୍ବ
    ଆଧୁନିକ ପିଢ଼ି ର ଅଦ୍ୱିତୀୟ ଭଜନ ଗାୟକ ❤❤❤

  • @laxminarayandas557
    @laxminarayandas557 Місяць тому +32

    ଏମାନେ ଆସିଲେ ଭାରି ଭଲ ଲାଗେ ଦେଖିବାକୁ ଭଜନ ଅନ୍ତାକ୍ଷରି ଆହୁରି ଭଲ ଲାଗି ଥାୟ ଶ୍ରୀ ଚରଣ ସାର୍ ଙ୍କ ମଜା ମଜା କଥା ଶୁଣିବାକୁ ସେଥିପାଇଁ ତ ଭଜନ ଅନ୍ତାକ୍ଷରି ଦେଖନ୍ତି ସମସ୍ତେ ସତରେ ଅତି ସୁନ୍ଦର ଭାବରେ ପରିବେଶ କରୁଚନ୍ତି ଜୟ ଜଗନ୍ନାଥ 🙏🪔

  • @sujatanayak8146
    @sujatanayak8146 Місяць тому +21

    ଭଜନ ଅନ୍ତାକ୍ଷରୀ ର ପ୍ରତ୍ୟେକ କର୍ମକର୍ତ୍ତା ଙ୍କୁ ହୃଦୟ ରୁ ପ୍ରଣାମ। ସମସ୍ତେ ନିଜ ନିଜ ଯାଗାରେ ସ୍ଵତନ୍ତ୍ର। ଆପଣମାନେ ଆମ ଓଡ଼ିଶା ର ଗର୍ବ ଆଉ ଗୌରବ।

  • @mrkanharkmedia5914
    @mrkanharkmedia5914 Місяць тому +23

    ଶ୍ରୀ ଚରଣ ସାରେ ମୋର ଫେବ୍ରାଇଟ୍

  • @girishmallick5733
    @girishmallick5733 Місяць тому +10

    ସବୁ ପ୍ରତିଯୋଗି ଜଣେ ଜଣେ ଶ୍ରେଷ୍ଠ କଣ୍ଠ ଶିଳ୍ପୀ। ତାଙ୍କୁ ବହୁତ ବହୁତ ଶୁଭେଚ୍ଛା। ଆଉ ମନ୍ମଥ sir ଙ୍କ ଉପସ୍ଥାପନା ଅତୁଳନୀୟ।ତାଙ୍କୁ ହୃଦୟ ରୁ ଶତ ଶତ ପ୍ରଣାମ।

  • @littlelight8835
    @littlelight8835 Місяць тому +3

    ଖୁବ ସୁନ୍ଦର ❤❤

  • @Jibeshkumar840
    @Jibeshkumar840 Місяць тому +58

    ଜୟ ଜଗନ୍ନାଥ,ମୁଁ ଗଲା episode ରେ msg କରିଥିଲି ସୁଦ୍ଧା ଭାଇ ଆସିବେ ବୋଲି, ଭାଈ ଆସିଛନ୍ତି ବହୁତ୍ ଭଲ ଲାଗିଲା 🙏🙏🙏🙏

    • @manikabehera4022
      @manikabehera4022 Місяць тому +9

      Mu bi କରିଥିଲି

    • @subarnapanda9460
      @subarnapanda9460 Місяць тому +3

      Kete time re aau kebe kebe dauchi

    • @odishahero4436
      @odishahero4436 Місяць тому +1

      ହଁ ହଁ ତୁମ msg ଦେଖିକି ସେ ଆସିଲେ ବା 😀

  • @tapanmahakhud6006
    @tapanmahakhud6006 Місяць тому +7

    ଆଜିର ଅଧ୍ୟାୟ ଟି ଖୁବ୍ ସୁନ୍ଦର ଥିଲା ❤❤❤❤❤❤

  • @alokswain7937
    @alokswain7937 7 днів тому +1

    Superb Bhajan antakshyari superb artist

  • @sanjayaparida2405
    @sanjayaparida2405 18 днів тому +2

    ସମସ୍ତ କଣ୍ଠଶିଳ୍ପୀ ବହୁତ ବଢିଆ

  • @kailashbhoi6847
    @kailashbhoi6847 Місяць тому +1

    ଚରଣ ଭାଇ ଭଜନ ଅନ୍ତାକ୍ଷରୀ ଆସିଲେ ବହୁତ ମଜା ସାର ❤❤❤❤❤❤

  • @sagarbehera4189
    @sagarbehera4189 Місяць тому +6

    ସତରେ ବହୁତ୍ ଭଲ ଲାଗୁଛି ପ୍ରାର୍ଥନା ଚାନେଲ୍ ର ଏହି କାର୍ଯ୍ୟକ୍ରମ..

  • @sureshdehury6811
    @sureshdehury6811 Місяць тому +4

    Beautiful episode ❤❤ thanks to prarthana Live ❤

  • @arupamananda7158
    @arupamananda7158 Місяць тому +3

    ସମସ୍ତେ ବହୁତ ସୁନ୍ଦର ଗାୟକ❤କିନ୍ତୁ ଶ୍ରୀଚରଣ ବେଷ୍ଟ ❤❤❤

  • @bapinbehera182
    @bapinbehera182 Місяць тому +7

    Dekhila bhali episode te heichi ❤

  • @suranjanpradhan1971
    @suranjanpradhan1971 Місяць тому +3

    ସତରେ ଏହି ସମସ୍ତେ ଆମ ଓଡ଼ିଶା ମାଟିର ଗର୍ବ , କିନ୍ତୁ ଶ୍ରୀ ଚରଣ ସାର୍ ଆମର ଅତି ପ୍ରିୟ ।

  • @amarendrabehera1302
    @amarendrabehera1302 Місяць тому +2

    ❤❤❤ଅତି ସୁନ୍ଦର

  • @chinmayamuduli2360
    @chinmayamuduli2360 Місяць тому +9

    ସତରେ ବହୁତ୍ ଭଲ ଲାଗୁଚି ଏଇ କାଯ୍ୟ କ୍ରମ ଟି। ସେଥିରେ ପୁଣି ଚରଣ ସାର୍ ଙ୍କର ମଜାଳିଆ କଥା। ବହୁତ୍ ବହୁତ୍ ବଢିଆ ❤️❤️

  • @padhancreative1
    @padhancreative1 Місяць тому +2

    ବହୁତ୍ ସୁନ୍ଦର୍ 🙏

  • @RamakantaSahoo-k8z
    @RamakantaSahoo-k8z 5 днів тому +1

    ଶ୍ରି ଚରଣ ଭାଇ ଆଉ ସୁଧା ଭାଇ ଦିଜଣ ବହୁତ ଭଲ

  • @srikantadeepak9698
    @srikantadeepak9698 Місяць тому +1

    ଭଜନ ଅନ୍ତାକ୍ଷରି ମୋ ଜୀବନ❤

  • @KatrikaMajhi-t5c
    @KatrikaMajhi-t5c 20 днів тому +1

    Jayjagrnatha❤❤❤

  • @biswajitnayak5347
    @biswajitnayak5347 Місяць тому +2

    Old is gold always jay prathana channel.Jay Jagannath .❤️❤️❤️🙏🙏🙏

  • @simanchaldora1699
    @simanchaldora1699 Місяць тому +5

    ଏ ଏପିସୋଡ ବହୁତ ଭଲ ଲାଗିଲା.. ପୁଣି ସେହି ସମସ୍ତ ପୁରୁଣା କଳାକାର ମାନେ ସଂଗୀତ ପରିବେଷଣ କରି ପୁରା ଚାର ଚାନ୍ଦ ଲଗେଇଦେଲେ..

  • @kartikbhatra8120
    @kartikbhatra8120 Місяць тому +1

    ଆଜି ବହୁତ ଭଲ ଲାଗିଲା ❤❤❤❤

  • @niharikaacharya7713
    @niharikaacharya7713 Місяць тому +4

    ଅତି ସୁନ୍ଦର୍
    ଏଇ ମାନେ gauthantu ଶୈଳ ଥିଲେ ଭଲ ହେଇଥାନ୍ତା

  • @shribatsarout7309
    @shribatsarout7309 Місяць тому +6

    ଭଜନ ଅନ୍ତାକ୍ଷରୀ ରେ ରବିନ୍ଦ୍ର ସାର୍ ଓ ଶ୍ରୀଚରଣ ସାର ଥିଲେ ଭଲ ଲାଗେ

  • @sanjaykumarkhilar9346
    @sanjaykumarkhilar9346 Місяць тому +2

    ଶ୍ରୀଚରଣ ସାରଙ୍କ ପ୍ରଥମ ଗୀତଟିକୁ ମୁଁ ଦୁଇ ଥର ଶୁଣି ଲି । ବହୁତ ସୁନ୍ଦର।

  • @Ruuteesh245
    @Ruuteesh245 Місяць тому +1

    ଶ୍ରୀଚରଣ ସାରେ ମୋର ପ୍ରିୟ ଗାୟକ 🎉🎉🎉

  • @ranjanmalla1124
    @ranjanmalla1124 12 днів тому +1

    Charan sir amusing funny singer ❤️🌹❤️❤️❤️❤️❤️ he adorns antakshari show beautyful sweetness voice song 💜🌹❤️🌹🌹🌹🌹🌹🌹🌹❤️❤️❤️❤️❤️❤️❤️❤️❤️

  • @bijayaparhi873
    @bijayaparhi873 3 дні тому

    ଶ୍ରୀଚରଣ ମହାନ୍ତି ଆମ ଓଡ଼ିଶାର ଗର୍ବ ଓ ଗୌରବ। ଶ୍ରୀଜଗନ୍ନାଥଙ୍କ ର କରୁଣା ଓ ଆଶିର୍ବାଦ ସଦାସର୍ବଦା ରହିଛି।

  • @MkNatha
    @MkNatha Місяць тому +2

    Jay jagranatha 🙏🙏🙏🙏🙏🙏🙏🙏🙏🙏

  • @sureshkumarmeher9833
    @sureshkumarmeher9833 Місяць тому +1

    Ehi pari bhajana antakyari sabubele chalithau.au samasta nku mor hrudayaru dhanyabad aau 🙏🏻🙏🏻🙏🏻🙏🏻🙏🏻

  • @abodhakumarparida1846
    @abodhakumarparida1846 Місяць тому +1

    I like this show 🎉🎉🎉🎉

  • @santoshguru5709
    @santoshguru5709 Місяць тому +3

    E episode ti bahut bhala lagila thank you parthana chanel 🙏🙏

  • @sipunpradhan-yz8dg
    @sipunpradhan-yz8dg Місяць тому +5

    ସାର୍ ଅତିଥି ଡାକନ୍ତୁ ଭଲହେବ

  • @odiavlogerbikash9698
    @odiavlogerbikash9698 Місяць тому +3

    Antakhyari dekhibaku bhari majalage Jay Jagannath 🙏🚩🙏🙏🙏🌹❤️❤️

  • @deepakpanda8113
    @deepakpanda8113 Місяць тому +3

    ଶ୍ରୀ ଚରଣ ଭାଇ ଙ୍କର ଗଳl ହରକତ no-1,
    ସେ କେବଳ ଜାଣି ଶୁଣି ମଜା କରିବା ପାଇଁ,- ପଏଣ୍ଟ ନେଉଛନ୍ତି,
    ସେଥି ପାଇଁ ଭଜନ ଅନ୍ତକ୍ଷରୀ ଦେଖି ବାକୁ ବହୁତ୍ ଭଲ ଲାଗୁଚି

  • @abhimanyumishra8372
    @abhimanyumishra8372 Місяць тому +1

    ବହୁତ ସୁନ୍ଦର ହେଇଛି

  • @BudhiramRout-q3w
    @BudhiramRout-q3w Місяць тому +1

    Iam watching from Punjab verynice program
    .

  • @Bikipuja143
    @Bikipuja143 Місяць тому +5

    ଦୟାକରିକି ଏଇମାନଙ୍କୁ ନେଇ ଆନ୍ତକ୍ଷରୀ ଆଗକୁ ନିଅନ୍ତୁ 🙏🙏🙏🙏 ବହୁତ ଭଲ ଲାଗୁଛି 💐💐💐
    ମୋର ଗୋଟେ ଅନୁରୋଧ ଆଖି ଲଢେଇ ଥରେ ଶବ୍ଦ ପର୍ଯ୍ୟାୟ ରେ ଆରମ୍ଭ ହେଉ 😌 ମଜା ଆସିଯିବ 😂🤠🤠

  • @pareshkumarbehera1483
    @pareshkumarbehera1483 Місяць тому +2

    ଜୟ ଶ୍ରୀଜଗନ୍ନାଥ* 🙏

  • @odiapalasahitya3307
    @odiapalasahitya3307 Місяць тому +2

    ଓଡିଶାର ଗର୍ବ ଗୌରବର ପରିଚୟ ମନ୍ମଥ ସାର୍ ଓ ସମସ୍ତ ମା' ଶାରଳାଙ୍କର ବରପ୍ରାପ୍ତ କରିଥିବା ଭଜନ କଳାକାର ଙ୍କୁ ପାଲା ଗାୟକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ଆଖଣ୍ଡଳମଣୀ ଭଦ୍ରକରୁ ପ୍ରଣାମ ଓ ଶୁଭକାମନା ଆସୁଥିବା ନବ ବର୍ଷ ପାଇଁ ଜଣାଉ ଅଛି । ମହାପ୍ରଭୁ ଜଗନ୍ନାଥ ବିଶ୍ଵବାସୀ ତଥା ଆପଣ ମାନଙ୍କୁ କୁଶଳରେ ରଖି ଥାଆନ୍ତୁ ଏତିକି କାମନା କରୁଅଛି । ପାଲା ନ ଥିଲେ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଭଜନ ଅନୁାକ୍ଷରୀର ଗୋଟିଏ ଅଧ୍ୟାୟ ନ ଦେଖିଲେ ମୋତେ ନିଦ ଆସେ ନାହିଁ ଏବଂ ମଞ୍ଚରେ ପାଲା ପାଞ୍ଚଘଣ୍ଟା ପରିବେଷଣ ପରେ ସମସ୍ତେ ଶୁଅନ୍ତି କିନ୍ତୁ ମୁଁ ଭଜନ ଅନ୍ତାକ୍ଷରୀ ଦେଖି କରି ଶୋଇଥାଏ । ଜୟ ଜଗନ୍ନାଥ '

  • @niranjansethi2055
    @niranjansethi2055 Місяць тому +2

    ,, ଏହି ଅଧ୍ୟାୟ ବହୁତ୍ ଭଲ
    ଏସବୁ କଳାକାର ମୋର ବହୁତ୍ pasnd

  • @BaishnabcharanaSwain
    @BaishnabcharanaSwain Місяць тому +1

    Sricharan bhai thile bhajan antakyari bahut jane jay maa sarala🙏🙏🙏

  • @RahulKumar-wj1ie
    @RahulKumar-wj1ie Місяць тому +1

    Odisha re jete show achhi sabuthu eita best ❤️😍

  • @bestallrounder706
    @bestallrounder706 Місяць тому +8

    ଭାଇନା ଗୋଟେ ଅଧ୍ୟାୟ ରେ ଅପେରା ର ହିଟ୍ ଭଜନ ପରିବେଷଣ କଲେ ଭଲ ଲାଗନ୍ତା 🙏🙏🙏🙏🙏🙏🙏🙏🙏

    • @simanchaldora1699
      @simanchaldora1699 Місяць тому

      ମୂର୍ଖ ଅପେରାରେ କି ଭଜନ ହୂଏରେ, ଯେତିକି ମୂର୍ଖ ଓଡ଼ିଶାରେ.. ଯାତ୍ରା ସଂଗୀତ କେବେ କୌଣସି ପ୍ରୋଗ୍ରାମ ପରିବେଷଣ କରିବା ମୁଁ ଶୁଣିନି.. ଯାତ୍ରା ଆରମ୍ଭରେ ଯୋଉଁ ମେଲୋଡି ହୁଏ, ସେସବୁ ଆଲବମ ଆଉ ସିନେମା ଗୀତକୁ ନେଇ ହୁଏ.. ଧନ୍ୟ କହିବରେ ତୋତେ..

    • @bestallrounder706
      @bestallrounder706 Місяць тому

      ଆରେ ଭାଇ ତୁ ବୋଧେ ଭଜନ ଅନ୍ତାକ୍ଷରୀ ର ସଵୁ ଅଧ୍ୟାୟ ଦେଖିନୁ ଭଲରେ ଦେଖିଵୁ ତା ପରେ କହିବୁ କଣ କହିଲୁ ଓଡ଼ିଶା ରେ ତୁ ଏକା ପଣ୍ଡିତ ରେ

    • @ShesadevSahu-n5r
      @ShesadevSahu-n5r Місяць тому

      Jai jagannath ❤❤❤

    • @simanchaldora1699
      @simanchaldora1699 Місяць тому

      @@bestallrounder706 ହଇରେ ବେଧ ଏପିସୋଡ ନମ୍ବର କହିଲୁ.. କୋଉ ସିଜନ କୋଉ ଏପିସୋଡ.. ଖାଲି ଏତିକି କହ ତାପରେ ରିପ୍ଲାଇ କରିବୁ..

  • @omprakashrout6754
    @omprakashrout6754 Місяць тому +1

    Bhajan antakshyari programati ati sundar sapuri manaku pradullita karuachi

  • @failureprox
    @failureprox Місяць тому +2

    Nice bahut badhiya ❤❤❤❤❤❤❤❤❤❤❤❤

  • @APBEntertainment1
    @APBEntertainment1 16 днів тому +1

    Rabindra sir ❤

  • @nirmalajena6404
    @nirmalajena6404 Місяць тому +1

    All the best

  • @rajeshkumarbehera3598
    @rajeshkumarbehera3598 Місяць тому +3

    Sri Charan Bhai ❤ super duper!emiti sabu episode re asuthantu,

  • @ankitasahoo4702
    @ankitasahoo4702 Місяць тому +1

    Wow super 👌👌

  • @ratnakarmantry7671
    @ratnakarmantry7671 Місяць тому +1

    ଧନ୍ୟବାଦ୍ ପ୍ରାର୍ଥନା channel,
    ଆମ ଦର୍ଶକ ବନ୍ଧୁ ମାନଙ୍କ ପାଇଁ ଏତେ ବଡ ସମ୍ପଦ ର ସମ୍ଭାର ଆଣିଥିବାରୁ,ଏହାକୁ ଜମା ବନ୍ଦ୍ ନ କରିବା ପାଇଁ ଅନୁରୋଧ।
    ଆଉ ମଧ୍ୟ ସୁଧାକର sir ଙ୍କୁ ଆଣିଲ,ଗଗନ ବିହାରୀ ଜେନା sir ଙ୍କୁ ବେଳେବେଳେ ଆଣିବା ପାଇଁ ଅନୁରୋଧ।
    🎉❤🎉❤🎉❤😊🎉❤

  • @BapikumarBehera-w4v
    @BapikumarBehera-w4v Місяць тому +4

    My fevoright bhajan antakhyari

  • @narayanbarik6381
    @narayanbarik6381 Місяць тому

    ଜୟ ଜଗନ୍ନାଥ , ଖୁବ୍ ସୁନ୍ଦର ପରିବେଷଣ

  • @TapanBabu-ky3tg
    @TapanBabu-ky3tg Місяць тому +2

    tablish bhaina ek number

  • @debanandabarik694
    @debanandabarik694 Місяць тому +2

    Bahut bahut sundar

  • @sunilbiswal130
    @sunilbiswal130 Місяць тому +1

    Saila mam..asantu

  • @hemantarout9660
    @hemantarout9660 Місяць тому

    କମେଡି କିଙ୍ଗ୍ ଶ୍ରୀଚରଣ ସାରେ ପ୍ରାର୍ଥନା ଚାନେଲ୍ ଭଜନ ଅନ୍ତାକ୍ଷରି ର,

  • @bibhutibhusannayak839
    @bibhutibhusannayak839 Місяць тому +1

    ଯାହାହେଉ ସୁଦ୍ଧା ଭାଇ ଆସିଛନ୍ତି ଭଲ ହେଲା

  • @swagatikaratha2370
    @swagatikaratha2370 Місяць тому +1

    Superrr🎉

  • @swayannanda5359
    @swayannanda5359 Місяць тому +3

    Ei episode re Charan Babu pura excellent performance.

  • @biswanathmohapatra2099
    @biswanathmohapatra2099 Місяць тому

    Jay Jagannath all stap vala gaela Jay Jagannath Jay Jagannath Jay Jagannath 🙏🙏🙏🙏🙏

  • @jayhind5314
    @jayhind5314 Місяць тому +1

    JAY JAGANNTH SWAMI

  • @SanjuktaSahoo-x1k
    @SanjuktaSahoo-x1k Місяць тому

    ଭଜନ ଅନ୍ତାକ୍ଷରି ସବୁ ଓଡ଼ିଆ ଙ୍କ ନିଃଶ୍ୱାସ ଓ ବିଶ୍ୱାସ

  • @bugudamatiramahaka828
    @bugudamatiramahaka828 Місяць тому

    ପୁରୁଣା କଳାକାର ମାନଙ୍କୁ ଦେଖିଲେ ମଜା ଲାଗେ ଦେଖିବାକୁ 🙏ଜୟ ଜଗନ୍ନାଥ 🙏ଆଉ ଚରଣ ଭାଇ ତ ଆମର ଆଉ 😂

  • @trinathhans4799
    @trinathhans4799 Місяць тому +2

    Sricharan❤❤❤❤❤

  • @niranjantripathy7539
    @niranjantripathy7539 28 днів тому

    🎉All singers are best but Sri Charan sir full boball 🎉🎉🎉🎉🎉🎉🎉🎉🎉🎉🎉

  • @laxmidharhembram4527
    @laxmidharhembram4527 Місяць тому

    All are best singers,sricharan is my favourite ❤❤

  • @judhisthiranaik2503
    @judhisthiranaik2503 Місяць тому

    ବହୁତ ସୁନ୍ଦର ଲାଗିଲା

  • @mirabaidas650
    @mirabaidas650 Місяць тому +1

    Shree charan sir allrounder and always best singer

  • @susilkumarsahoo4728
    @susilkumarsahoo4728 Місяць тому

    Badhia episode
    Especially due to presence of Sri Charan mohanty n Ravindra sir

  • @smrutiranjanjena1499
    @smrutiranjanjena1499 Місяць тому

    Jay Jagannath Swami 🙏🙏🙏💐💐💐❤️♥️♥️

  • @Mynamahanty
    @Mynamahanty Місяць тому +2

    Sricharna sir supar

  • @viralboy_ashu
    @viralboy_ashu Місяць тому

    Bahut sunder laguchhi samasta nku Mora 🙏🙏🙏

  • @chandrasekharpradhan1451
    @chandrasekharpradhan1451 Місяць тому +1

    ପାଲା କି ଦାସକାଠିଆ ଉପରେ କିଛି episode hau 😂😊

  • @bishnuprasadpadhy
    @bishnuprasadpadhy Місяць тому

    ଅତି ସୁନ୍ଦର

  • @UNKNOWN15E
    @UNKNOWN15E Місяць тому +1

    Amiti bhajan program auu kouthi nahi bahut bhala laguchi ama odia ri kebala hauchi. Eae ama odishara gote gaurav.😊
    JAY JAGARNATH❤

  • @mithun963
    @mithun963 Місяць тому +1

    ମନ୍ମଥ sir ଇରା ଦିଦି ଙ୍କୁ ଟିକେ ନିମନ୍ତ୍ରଣ କଲେ ଭଲ ହୁଅନ୍ତା 🙏🙏

  • @prasanpradhan8486
    @prasanpradhan8486 Місяць тому +1

    Charana babu is my best singer.....

  • @krishnajena3395
    @krishnajena3395 Місяць тому

    ହ୍ରୁଦୟକୁ ସ୍ପର୍ଶ କରିବା ଭଜନ

  • @Technical_Girija-Sir
    @Technical_Girija-Sir Місяць тому +2

    Shree Charan sir always best tanku agradhikar diajau respect milu karana ame sabu janiche se e samastankathu best singer jani suni bhul kari amaku entertainment karanti

  • @prava6556
    @prava6556 Місяць тому

    Samastanku dekhi khusi lagila

  • @bhajanbhajan7498
    @bhajanbhajan7498 Місяць тому +4

    Beautiful singer sricharan sir love you ❤

  • @BIKI167
    @BIKI167 Місяць тому

    Nice ♥️ I am going

  • @sanjuktakhuntia4632
    @sanjuktakhuntia4632 Місяць тому

    Om jay sri jagannatha maha prabhu kotikoti dandabat

  • @itishreepradhan4616
    @itishreepradhan4616 Місяць тому +1

    Sricharan sir is the best singer ❤

  • @bhabanisahoo5567
    @bhabanisahoo5567 Місяць тому

    very nice song 🎉🎉🎉

  • @JitendraMahapatra-n9j
    @JitendraMahapatra-n9j Місяць тому

    Bahuti Sundar program Sir Apannku

  • @tikinaswain3541
    @tikinaswain3541 Місяць тому

    Season -4 ର best episode 👌

  • @prabinparida8304
    @prabinparida8304 Місяць тому

    Sri charana Bhai 1 number

  • @ShriKshetraPurusottama
    @ShriKshetraPurusottama Місяць тому

    Aaji sampurna hela team😊😊😊

  • @sumitrarana1977
    @sumitrarana1977 Місяць тому

    ଜୟ ଜଗନ୍ନାଥ ❤❤

  • @Jagannthmahaprabhu
    @Jagannthmahaprabhu Місяць тому

    Best episode ❤🎉🎉

  • @satyasundardas9849
    @satyasundardas9849 Місяць тому

    ଏ ଏପିସୋଡ ପୁରା full Bobal ସତରେ ମଜା ଆସିଗଲା

  • @PabitrakumarRout-v6y
    @PabitrakumarRout-v6y Місяць тому

    No.1 ❤ Show In Whole World ❤

  • @sashibhusanmahana2649
    @sashibhusanmahana2649 Місяць тому

    Jay Jagannath Jay Jagannath
    Good All the best video
    Antaakhari tim Namashkar Balangir odisha

  • @rasmikantapanda1430
    @rasmikantapanda1430 Місяць тому

    Sir Sri charan Bhai ସୁନ୍ଦର ଗାଇଲେ କିନ୍ତୁ ଭୁଲ ଗାଇଲେ ଆଖି ଖାଏ ଓଠ ଦେଖେ ।