Це відео не доступне.
Перепрошуємо.

Mo Sasughara Home Tour 🏘️🏡 || Asa Dekhiba Ama Gaon Ghara

Поділитися
Вставка
  • Опубліковано 20 бер 2022
  • #hometour #odiavlog #subscribe #gaonghrara#villagelife
    #odiavlog #subscribe #recipe #ajanatuni #baby #familyvlog
    ମୋର channel ର name ହେଉଛି Odia Vlog By Twinkle
    Hii all, ନମସ୍କାର jay jagannath🙏🙏🙏🙏
    mu ହେଉଛି Twinkle... ମୁ ଆପଣ ମାନଙ୍କ ସହିତ daily vloging share କରୁଛି ମୁ vlog ରେ ଆପଣ ମାନଙ୍କ ସହିତ ମୋର daily life ରେ କଣ ହୁଏ se ସବୁ କଥା share କରୁଛି ମୁ daily life ରେ ଘରେ କଣ ରୋଷଇ କରୁଛି ତାର recipe ମଧ୍ୟ share କରୁଛି ମୋର ghara କାମ ସହିତ ମୋ ପିଲା କୁ କେମିତି ଏକୁଟିଆ ସମ୍ଭାଳେ ସେ ସବୁ ଜିନିଷ ଆପଣ ମାନଙ୍କ ସହିତ share କରୁଛି.
    ମୋର ଗୋଟେ ଛୋଟ ଝିଅ ଅଛି ତା name ହଉଚି Riya..
    Riya କେମିତି cute cute ହରକତ ସବୁ କରେ ସେ ସବୁ କଥା ଆପଣ ମାନକ ସହିତ share karuchi
    ମୁ ଆପଣ ମାନଙ୍କ ସହିତ ସବୁ cooking video, recipe, organization video au ମୋର daily life ବିଷୟରେ share karibi.... କିଛି ଟିପ୍ସ ସହିତ 🙏🙏🙏🙏
    #odiavlog #subscribe #recipe #baby #recipe#chikenrecipe #biriyanirecipe #birthdaypreparations #biriyanisidedish #pakhalabhata #shopping #shopping #Housewife #all odia recipe #veg thali #nonveg thali #breakfast #dosarecipe #podapitha #clening #organization
    ମୁ ଆପଣ ମାନଙ୍କ ପାଇଁ daily ଦିନ 4ଟା ରେ video upload କରିବି... ଆପଣ ମାନଙ୍କ support ମତେ ନିହାତି ଦରକାର please 🙏🙏ମତେ support କରନ୍ତୁ au channel ku like share &subscribe karantu🙏🙏🙏🙏🙏🥰🥰🥰
    video watch karithibaru bahut bahut dhanyabad 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

КОМЕНТАРІ • 18