Sabu Bandhana Mo Kholidei Prabhu | Santilata Barik(Chhotray) | Sidharth Bhakti

Поділитися
Вставка
  • Опубліковано 30 вер 2024
  • Song : Sabu Bandhana Mo Kholidei Prabhu
    Singer : Santilata Barik(Chhotray)
    Lyrics : Puratana
    Music Director : Guru Dash
    Album : Lalita Labaga Lata
    Album No : 2516
    Music Label : Sidharth Music
    --------------------------
    ♪ Full Song Available on ♪
    JioSaavn : bit.ly/3QUUFsQ
    Wynk bit.ly/3GRlB8i
    Gaana :
    Apple Music :
    Amazon Prime Music :
    iTunes :
    Spotify :
    ------------------------------
    Set Caller Tune ; Operator Codes:
    Airtel Users Dial
    Vodafone Users Dial
    BSNL (South / East) Users sms BT To 56700
    Idea Users Dial
    BSNL (North / West) Users sms BT To 56700
    Also available on Jio Tunes
    ----------------------------------
    DTH details ..
    Sidharrth TV : Dish-1311,Tata Play-1757,Airtel-600
    Sun Direct -657,D2H-1311
    Sidharth Bhakti : Dish TV-1395, Airtel-616,Sun-491
    Sidharth Gold : Dish TV -1333, Airtel-602,Sun-658
    Jay Jagannath : Dish-1397,Videocon D2H-1397
    SUBSCRIBE us for Mega Serial, Reality Shows every day:
    UA-cam : / sidharthtv
    Instagram : / sidharthtvofficial
    Facebook : / sidharthtvofficial
    Twitter : / sidharth_tv
    Subscribe our other Television Channels :
    Sidharth Bhakti : bit.ly/3ybqxAJ
    Sidharth Gold : bit.ly/3a1P4Ac
    Jay Jagannath : bit.ly/3aa1lTa
    #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #SidharthBhaktiChannel #odiabhajan #odiasong #jayjagannathtv

КОМЕНТАРІ • 394

  • @santoshofficial1001
    @santoshofficial1001 6 місяців тому +49

    ହେ ଜଗନ୍ନାଥ ମହାପ୍ରଭୁ ଆଜି ଶାନ୍ତି ଅପା ଯେଉଁଠି ଥାନ୍ତୁ ତାଙ୍କ ଅମର ଆତ୍ମାର ସଦଗତି କରନ୍ତୁ 😭🌹💐🙏

  • @binapanipattajoshi2167
    @binapanipattajoshi2167 11 місяців тому +37

    ଏତେ ଦରଦ ଭରା ଓ ହୃଦୟ ସ୍ପର୍ଶୀ କଣ୍ଠ ଯାହା କି ବଡ଼ଠାକୁରଙ୍କ ପାଖରେ ପହଞ୍ଚାଇ ଦିଏ, ଶାନ୍ତି ଅପଆଙ୍କଉ ହୃଦୟ ଭରା ପ୍ରଣାମ

  • @status_times
    @status_times 6 місяців тому +193

    ଶାନ୍ତି ଲତା ମାମ୍ ଙ୍କର ପରଲୋକ ପରେ କିଏ କିଏ ଏହି ଗୀତ ଶୁଣିବାକୁ ଆସିଛ❤

  • @Bhaktishreelaxmi
    @Bhaktishreelaxmi 5 місяців тому +49

    ଓଡ଼ିଶାବାସୀ କିନ୍ତୁ ଏଭଳି ପ୍ରତିଭାବାନ କଳାକାର ଙ୍କୁ ଉପଯୁକ୍ତ ସମାନ ଦେଇପାରିନାହାନ୍ତି, ମନେହୁଏ।ଏଭଳି ଚମତ୍କାର କଣ୍ଠଶିଳ୍ପୀ ଙ୍କୁ କୋଟି ପ୍ରଣାମ🙏

    • @NibeditaNayak-i4c
      @NibeditaNayak-i4c 5 місяців тому +4

      This katha

    • @smitamohanty3302
      @smitamohanty3302 5 місяців тому +4

      Beautiful singing​

    • @dliipkumarsahoo2954
      @dliipkumarsahoo2954 2 місяці тому

      Miss u mausi

    • @manasrysodisha463
      @manasrysodisha463 2 місяці тому

      ​@@NibeditaNayak-i4caaaaa😢😂😮😮😮😮😮😮😮😮😮😢😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😢😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮111111111111111😮q

  • @biswajitprusty9867
    @biswajitprusty9867 5 місяців тому +30

    ଯିଏ ସାରା ଜୀବନ ଜଗନ୍ନାଥଙ୍କ ଭଜନ ଜଣାଣ ଗାଇଛନ୍ତି ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା କଥା 🙏 ନମିତା madam ଆଧୁନିକ ଗୀତ ଗାଇ ମଧ୍ୟ ଜଗନ୍ନାଥଙ୍କ ସ୍ୱର ସେବିକା ବୋଲାଉଛନ୍ତି କିନ୍ତୁ ପ୍ରକୃତ ରେ ଶାନ୍ତିଲତା madam ନିଜ ଶେଷ ଜୀବନ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ଭଜନ ଗାଇଛନ୍ତି 🙏

  • @rabindrapatro3569
    @rabindrapatro3569 6 місяців тому +11

    ହେ ମହାନ ଆତ୍ମା! ପୁଣି ଥରେ ଏ ଧରାରେ ଅବତୀର୍ଣ୍ଣ ହୁଅ । ଆପଣଙ୍କ ସେହି ସୁମଧୁର ଭଜନ କୀର୍ତ୍ତନ ପୁଣି ଆମ୍ଭମାନଙ୍କୁ ଶୁଣିବା ପାଇଁ ସୁଯୋଗ ମିଳୁ।ଅମର ଆତ୍ମାର ସଦଗତି କାମନା କରୁଛୁ। ଠାକୁର ନିଶ୍ଚୟ ଆପଣଙ୍କୁ ତାଙ୍କ ପାଖରେ ସ୍ଥାନ ଦେବେ, ଯେହେତୁ କାଳିଆ ସାଆନ୍ତ ମୋ ଭଜନ ପ୍ରିୟ।ଜୟ ଜଗନ୍ନାଥ 🙏

  • @sanjibanisudhapattanaik6923
    @sanjibanisudhapattanaik6923 6 місяців тому +34

    ଯିଏ ଜଗନ୍ନାଥ ଙ୍କ ସିଏ ତାଙ୍କ ପାଖକୁ ଯିବ ଶାନ୍ତି ଲତା ମା ଙ୍କୁ ପ୍ରଭୁ ଶାନ୍ତି ଦିଅନ୍ତୁ❤

  • @prachinandavlogs8784
    @prachinandavlogs8784 6 місяців тому +12

    ହେ ପୁଣ୍ୟାତ୍ମା ଆପଣଙ୍କୁ ଅନନ୍ତ କୋଟି ପ୍ରଣାମ,ହେ ମହାପ୍ରଭୁ ସତେକି ଆପଣଙ୍କ ପାଖକୁ ନେଇଗଲକି !ହେ ଅନ୍ତର୍ଯ୍ୟାମୀ ,ତୁମରି ଚରଣାର ବିନ୍ଦରେ ସ୍ଥାନ ଦିଅ ହେ ମହାପ୍ରଭୁ .... ପ୍ରଣାମ ଜଣାଉଛି ଆପଣଙ୍କୁ ଅନନ୍ତ କୋଟି ପ୍ରଣାମ ଜଣାଉଛି ଜୟ ଜଗନ୍ନାଥ ହରିବୋଲ ...

  • @sadabigyasahu9189
    @sadabigyasahu9189 6 місяців тому +43

    ହେ ମହାନ ଆତ୍ମା ମୁଁ ଆପଣଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି।

  • @harishankarsahu9642
    @harishankarsahu9642 6 місяців тому +35

    ସେ ଆମ ପାଖରେ ନାହାନ୍ତି ସତ ତାଙ୍କର ଗୀତ ଯୁଗ ଯୁଗ ଧରି ଅମର ରହିବ।
    ଜୟ ଜଗନ୍ନାଥ 🙏🙏🙏

    • @jyotsnaranipanda2613
      @jyotsnaranipanda2613 6 місяців тому +2

      ପୁରାପୁରି ସତକଥା କହିଛନ୍ତି, ଜୟ ଶ୍ରୀ ଜଗନ୍ନାଥ

  • @ayush_piyush963
    @ayush_piyush963 6 місяців тому +19

    ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ🙏😔

  • @ghugubaral3862
    @ghugubaral3862 10 місяців тому +20

    କି ସୁନ୍ଦର ଭଜନ ହୃଦୟରେ ଭାବ ବହି ଯାଉଛି , ଜୟ ଜଗନ୍ନାଥ, ଶାନ୍ତିଲତା ମା ଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖ ଆପଣଙ୍କ ଭଜନ ଗାୟନ କରିବା ପାଇଁ, ❤❤❤

  • @divyashajena6941
    @divyashajena6941 8 місяців тому +25

    ଆହା, କି ଅମୃତ ବୋଳା କଣ୍ଠ ସ୍ୱର, ପ୍ରେମ ଭକ୍ତି ଭରା ସ୍ୱର, ହୃଦୟ ଓ ଚେତନା କୁ ଟାଣି ନେଇ ସେଇ ନାଟୁଆ ପାଖରେ ପହଞ୍ଚେଇ ଦେଉଛି, ଧନ୍ୟ ସେ କଣ୍ଠ ଶିଳ୍ପୀ, ପ୍ରଭୁ ଙ୍କ ବିନା ଆଶୀର୍ବାଦ ରେ ଏହା ସମ୍ଭବ ହେଇ ପାରେନା 🙏🙏🙏

  • @budhadebpradhanpradhan4088
    @budhadebpradhanpradhan4088 Рік тому +15

    ଶାନ୍ତି ଅପାଙ୍କ ହୃଦୟସ୍ପର୍ଶୀ ଭଜନ ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଏକତା ଓ ସଂହତି ସୃଷ୍ଟି କରିଦେଇଥାଏ, ଜୟ ଜଗନ୍ନାଥ l

  • @prasannakumarray51
    @prasannakumarray51 6 місяців тому +8

    ମହାପ୍ରଭୁଙ୍କ କରୁଣା ଆପଣଙ୍କ ଉପରେ ସଦା ସର୍ବଦା ଯୁଗ ଯୁଗ ଧରି ରହିଥାଉ।ଆପଣଙ୍କୁ ସେ ତାଙ୍କ ପାଖକୁ ନିଶ୍ଚୟ ନେଇଯିବେ।ଜୟ ଜଗନ୍ନାଥ। 🙏🙏🙏

  • @chittaranjansahu8159
    @chittaranjansahu8159 2 місяці тому +3

    ଅତି ସୁନ୍ଦର କଣ୍ଠସ୍ୱର ଏବଂ ହୃଦୟସ୍ପର୍ଶୀ ସହ ମର୍ମସ୍ପର୍ଶୀ ଭଜନ ଗୀତଟି...👌👌👌🙏🙏🙏🥰🥰🥰💐💐💐👍👍

  • @vbgaming8686
    @vbgaming8686 6 місяців тому +13

    ଓମ୍ ଶାନ୍ତି 😢

  • @RajaRamPradhan-i6g
    @RajaRamPradhan-i6g 9 місяців тому +9

    E ki Gita mana pura jagannath pakhare achhi bhalia laguji 😊

  • @PradiptaKuanar
    @PradiptaKuanar Рік тому +14

    ଶୁଣିଲେ ଭଗବାନ ମିଳିଲା ଭଳୀ ଲାଗେ

  • @mamatasatpathy9018
    @mamatasatpathy9018 4 місяці тому +3

    ଅମର ଆତ୍ମାର ସଦ୍ ଗତି ହେଉ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ସୁମଧୁର ସଙ୍ଗୀତ କଣ୍ଠଶିଳ୍ପୀ ଭାବେ ପୁଣିଥରେ ପୁନର୍ବାର ଜନ୍ମ ଦିଅନ୍ତୁ 🙏🙏🎉🎉 ଜୟ ଶ୍ରୀ ଜଗନ୍ନାଥ ସ୍ଵମୀ 👏👏

  • @alltypeoffvideo8298
    @alltypeoffvideo8298 5 місяців тому +8

    Real singer santi Lata barik 😢one off the best Bhajan ❤

  • @ranjansm6014
    @ranjansm6014 5 місяців тому +5

    Ohhhh ki chittakasrana bhajan o swara sakyat mata saraswati santi maa nka kanthare baaichhanti❤

  • @GAVS104
    @GAVS104 6 місяців тому +7

    ଅମିୟ ପରଶ ସ୍ନେହବୋଳା ହସ ଆଉ କି ଦିଶିବ ପାଖ... ତୁମରି ବନ୍ଧନେ ରଖ।

  • @kishorechandramishra6
    @kishorechandramishra6 2 місяці тому +2

    ବହୁତ ସୁନ୍ଦର ଭଜନ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆପଣଙ୍କ ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ।🙏💐

  • @tanushreemishra1738
    @tanushreemishra1738 6 місяців тому +6

    Dehabasana ghatichhi....kintu aapana nka swara madhyamare aapana sarbada jibita thibe🙏❤️🙏

  • @BadalKumar-ff6ql
    @BadalKumar-ff6ql 6 місяців тому +11

    ଆପଣଙ୍କ ସ୍ଥାନ ଆଉ କେହି ନେଇ ପାରିବେନି ଅପା ।😢❤

  • @chakradharapati4080
    @chakradharapati4080 5 місяців тому +3

    ନାମ ପାଇଲେ ଶାନ୍ତି ବା ଶାନ୍ତିଲତା,,,,ସେହି ଜଗନ୍ନାଥ ପାଦ ପଦ୍ମରେ ଲୀନ ହୋଇଗଲେ ମା ଶାନ୍ତିଲତା,,,, ଜଗନ୍ନାଥ ତାଙ୍କ ପାଖକୁ ନେଇ ଗଲେ,,,,,, କୀର୍ତନ ମନନ ଭଜନ କରିଲେ ଜଗନ୍ନାଥ ଙ୍କୁ ସବୁ ଵେଳେ ମନ ଭିତରେ ଜପ ଜପ ରେ ଜୀବନକୁ ସମର୍ପଣ କରି ଦିଅନ୍ତୁ,,,

  • @subhratapadhee8291
    @subhratapadhee8291 10 місяців тому +7

    ହୃଦୟସ୍ପର୍ଶୀ ଭଜନ 🙏🏻🙏🏻

  • @samarkaran1976
    @samarkaran1976 Рік тому +20

    ଦିଦି ଆଜି ବହୁତ୍ ମିସ କରୁଛି 😢😢 ପୁଣି ଏ ଓଡ଼ିଆ ସ୍ଵାଭିମାନ ବଞ୍ଚାଅ ଆଉ ଥରେ ଜନ୍ମ ହୋଇ ଅସୋ ଏ ଧରା ପୃଷ୍ଟକୁ 😢❤,💐💐🙏😭😭

  • @itishreemuduli-x4c
    @itishreemuduli-x4c 6 місяців тому +7

    Mind blowing 😍.....❤

  • @mithundas1669
    @mithundas1669 5 місяців тому +2

    ସେ ମହାନ୍ ଆତ୍ମା ଙ୍କୁ ଆଜି ଓଡ଼ିଆର ପ୍ରତ୍ୟେକଟି ପ୍ରାଣ ଖୋଜୁଛି

  • @Sursumi13
    @Sursumi13 3 місяці тому +2

    Mu sabudina sune a song..tanke thantu ki nathantu a Gita re jibanara sata katha achi😢❤😢

  • @Sangeetdunia.
    @Sangeetdunia. 4 місяці тому

    ପିଲା ବେଳୁ ଆପଣ ଙ୍କ ଗୀତ ଶୁଣି ଶୁଣି ବଡ ହେଇଚି ,ମହାପ୍ରଭୁ ଅମର ଆତ୍ମା କୁ ସଦ୍ଗତି ଦିଅନ୍ତୁ

  • @ManmathaBihari98
    @ManmathaBihari98 Рік тому +1

    ଦିଦି ଅତି ସୁନ୍ଦର ଆପଣଙ୍କ ଶ୍ବୁର ଏମିତି ଆପଣଙ୍କ କଣ୍ଠରୁ ଶୁଣିବାକୁ ମିଳୁଥାଉ ଭଜନ ଧନ୍ଯବାଦ ସିର୍ଦ୍ଧାତ ମ୍ଯୁଜିକ

  • @bidulatakar8236
    @bidulatakar8236 Рік тому +9

    My favourite bhajan heart touching

  • @urmiladei5260
    @urmiladei5260 6 місяців тому +3

    Jagannath tank pakhaku nei jaichhanti samagra hrudayre sthantie pajjaichhanti

  • @soudaminiswain7045
    @soudaminiswain7045 5 місяців тому +1

    Maa amara kuade chaligale😂😂❤️au emiti nua nua mana . Hrudaya chuaan kalia bhajana kouthu sunibi Maa😂😂😂😂😂🙏

  • @biswajeetchoudhury191
    @biswajeetchoudhury191 6 місяців тому +3

    Maa Apana jouthi thantu bhalare thantu

  • @prasantakumarnayak9143
    @prasantakumarnayak9143 Рік тому +7

    Unbeatable melody with GOD'S blessings on Shantilata Madam that can drive you to the Lotus Feet of GOD

  • @srikantaojha6800
    @srikantaojha6800 2 місяці тому +1

    Kamse km ai gita tiku mu 60 ki 70 thara sunilini
    Hele bi jete sunile mote bht aananda laguchi
    Jay jagannath

  • @raj.....creativevideos8105
    @raj.....creativevideos8105 6 місяців тому +3

    😢❤utkal divas re utkala hareila jane nari kantha shilpi😢🙏Jay jagannath.. Om shanti

  • @SaiRam-gc7ud
    @SaiRam-gc7ud 6 місяців тому +4

    ଧନ୍ଯବାଦ ଜଣାଉଛି ଭଗବାନର କରୁଣା

  • @banacreations2684
    @banacreations2684 Рік тому +64

    ଏପରି ଭଜନା ମୃତ ପାନ କରିବାରେ ଯେଉଁ ଆନନ୍ଦ ମିଳେ ତାକୁ ଭାଷାରେ ପ୍ରକାଶ କରି ହୁଏନା. ତାହା ପୁଣି ଶାନ୍ତି ଲତା ଙ୍କର ଭଜନ.

  • @divyashajena6941
    @divyashajena6941 7 днів тому

    ଯେତେ ଶୁଣିଲେ ବି ନୂଆ ଲାଗେ, କାରଣ ଭଜନ ଭିତରେ ଭାବ ଓ ଭକ୍ତି ପୂର୍ଣ୍ଣ ମାତ୍ରା ରେ ଭରି ରଖିଥାନ୍ତି ଶାନ୍ତି ଲତା maam, ଓଡିଶା ରେ ଯେତେ ଗାୟିକା ଅଛନ୍ତି ବା ଥିଲେ, କାହା କଣ୍ଠ ରେ ଏତେ ଭାବ ଫୁଟି ପାରେନି.

  • @rabismitamahalik4955
    @rabismitamahalik4955 4 місяці тому +1

    ମୁଁ ପ୍ରତିଦିନ ଦୁଇ ତିନିଥର ଶୁଣେ ❤

  • @anusuyamohapatra2069
    @anusuyamohapatra2069 4 місяці тому +1

    ଜୟ ଜଗନ୍ନାଥ pravu

  • @batakrushnajatta5878
    @batakrushnajatta5878 5 місяців тому +1

    Shanti mam jete thara gaile bi sunibaku echa heba Jay jagannath swami nayan patha game bhaba tume

  • @bhawaninanda4883
    @bhawaninanda4883 3 місяці тому

    ଶାନ୍ତିଲତା ମ୍ୟାମ, ପ୍ରଭୁ ଶ୍ରୀଜଗନ୍ନାଥ ତୁମକୁ ସବୁ ବନ୍ଧନରୁ ମୁକ୍ତ କରି ସତରେ ତାଙ୍କ ପାଖକୁ ଟାଣିଦେଲେ, ତୁମ ଟାଣପଣ ରଖିଲେ । ଆହା, ଆଉ ଏଭଳି ଭକ୍ତି ଭାବରେ କିଏ ଗାଇ ଶ୍ରୋତା ମାନଙ୍କୁ ବିଭୋର କରିବ ! ଇଉଟିଉବ୍ ଶୁଣି ଟିକେ ଭକ୍ତିଭାବ ରେ ଭିଜିବୁ ସିନା ।

  • @Bhanushreenayak-v5z
    @Bhanushreenayak-v5z 6 місяців тому +2

    Namita mam nka swara tharu ଆହୁରି ଭଲ

  • @chinmayaprasadnathsharma1613
    @chinmayaprasadnathsharma1613 5 місяців тому +2

    ସତରେ ସୁମଧୁର ସ୍ୱର, ଚିର ଦିନ ମନେ ରହିବେ ଶାନ୍ତିଲତା 🙏🙏🙏🙏🙏🙏🙏🙏

  • @purnimasahoo6777
    @purnimasahoo6777 5 місяців тому +1

    ଓଡ଼ିଶା ଆଜି ଏଇ ପରି କିର୍ତିବାନ୍ ପ୍ରତିଭା କୁ ହରେଇ ଦେଇଛି,,,ଅତି ଆଦରଣୀୟ mam,,❤❤❤❤❤❤❤

  • @dr.pratapchandrapati1560
    @dr.pratapchandrapati1560 5 місяців тому +1

    May the departed soul rest in peace in heavenly abode!

  • @sumitradalai6251
    @sumitradalai6251 5 місяців тому +1

    Ama anchal ra. sunamdhany gaika nu Miss karibu ❤❤,😭😭😭😔😔

  • @RamachandraMoharana-mt1xn
    @RamachandraMoharana-mt1xn 4 місяці тому

    ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଶୁଣୁଥିଲେ ନୂଆ ଲାଗୁଥାଏ l

  • @sasmitabiswal3011
    @sasmitabiswal3011 Рік тому +1

    Jai Jai jagannath koti koti pranam help everyone a6 🌾🕉️🪔👏👏🙏🙏🙏🙏🙏🙏🙏🙏

  • @RajendranarayanBehera-r4r
    @RajendranarayanBehera-r4r 5 місяців тому +1

    ଜୟ ଜଗନ୍ନାଥ

  • @subhashreepanda1101
    @subhashreepanda1101 5 місяців тому +1

    Mam nka gita sunila bele prabhu jagannatha nku dekhe🥺😭🙏

  • @subhaparida5814
    @subhaparida5814 10 місяців тому +1

    ପ୍ରତିଦିନ ସକାଳୁ ଏହି ଗୀତ ଶୁଣି ମୋ ଦିନ ଆରମ୍ଭ କରେ ... 🙏🙏ଶାନ୍ତିଲତା ମାମଙ୍କ ଭାବରେ ଏଗୀତକୁ ଜୀବନ୍ତ କରିଦେଇଛି 🙏🙏 ଜୟ ଜଗନ୍ନାଥ 🙏

  • @AjaySingh-ve9qb
    @AjaySingh-ve9qb 6 місяців тому +1

    Jaha jibanare jagannath nahanti ta Jibana burtha jay jagannath

  • @diptimayeedash7015
    @diptimayeedash7015 5 місяців тому +1

    Mo loma tankuri uthuchi A bhajan suniki luha Asijauchi

  • @santilatamahalik4396
    @santilatamahalik4396 5 місяців тому

    Madam nku କୋଟି କୋଟି ପ୍ରଣାମ, ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରୁଛି

  • @badalpattnayak6969
    @badalpattnayak6969 5 місяців тому +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ🙏🙏🙏🙏🙏

  • @subhratapadhee8291
    @subhratapadhee8291 10 місяців тому +1

    Bhaktire kandi pakeili 😭🙏🏻

  • @alinabarik84
    @alinabarik84 2 місяці тому +1

    Atma ku santi mile a Bhajan tiku sunile❤

  • @saratchandrasatapathy7531
    @saratchandrasatapathy7531 5 місяців тому +1

    Hey Prabhu, Karunara Sindhu, Tanka Amara Atma ku Shanti Diya, Tumaku Koti Koti Pranam 🙏🙏

  • @shaibalininanda9447
    @shaibalininanda9447 3 місяці тому +1

    He kala thakura tumaku mo sansar teki deli

  • @AsutoshNayak-ro5pj
    @AsutoshNayak-ro5pj Рік тому +2

    Santididi
    Tumar
    Atma
    Amar
    Rahu

  • @radharanisahoo7157
    @radharanisahoo7157 5 місяців тому +1

    Aei Gita ku sunile mana ku Shanti mile .kete. Bhava aei Gita re.

  • @sarmisthadash4096
    @sarmisthadash4096 5 місяців тому +2

    Mate ae geta te bhare bhalalage...Jay Jagannath maha pravu 🙏🙏

  • @umeshchandrakar9125
    @umeshchandrakar9125 5 місяців тому +1

    ବାରମ୍ବାର ଶୁଣିଲେ ବି ମନ ଶାନ୍ତି ହୁଏନି 🙏ଜୟ ଜଗନ୍ନାଥ 🙏

  • @banasmitanayak5280
    @banasmitanayak5280 6 місяців тому +1

    ଜୟ ଜଗନ୍ନାଥ ପ୍ରଭୁ 😭

  • @sushmanarayan1948
    @sushmanarayan1948 3 місяці тому +1

    Bhagban tanka atmaku sadgati diantu.

  • @manoramasatapathy8400
    @manoramasatapathy8400 5 місяців тому +1

    ବହୁତ ସୁନ୍ଦର ଶାନ୍ତି ଅପା ❤ ତୁମର ଅମର ଆତ୍ମା ର ସଦଗତି ହେଉ ❤❤❤❤

  • @jyotsnaranimishra4948
    @jyotsnaranimishra4948 5 місяців тому +1

    Ki sunder bhajan gaichanti Madam, om shanti.😢

  • @wrestlemania40
    @wrestlemania40 6 місяців тому +2

    😢🙏🙏🙏🙏

  • @rubyswain5115
    @rubyswain5115 5 місяців тому +1

    Santi Maa nku Jay jagannath pakhaku negate 🕉 Santi 🙏🏼👏👍

  • @pravatibehera6427
    @pravatibehera6427 5 місяців тому +2

    ସତେ କି ଆକର୍ଷଣ ଏ ଗୀତ ରେ,ଜୟ ଜଗନ୍ନାଥ

  • @musicalpravatcreations9016
    @musicalpravatcreations9016 2 місяці тому

    Mu gita tiku sunuchi jete thara mo akhire luha asijauchi laguchi bhagwan ka pakhare achi mu 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭⭕‼️⭕🙏🏻🙏🏻🙏🏻🙏🏻🙏🏻

  • @santosinichhuria9263
    @santosinichhuria9263 6 місяців тому +1

    Om shanti

  • @sanjitapatra3720
    @sanjitapatra3720 10 місяців тому +2

    Apa pranam.... apana gaila bele pura hrudayaru pravu nku daki gauchhanti.God bless you

  • @mamatasatpathy9018
    @mamatasatpathy9018 5 місяців тому +2

    🙏🙏

  • @sameersamantaray5908
    @sameersamantaray5908 5 місяців тому +1

    ଏକ ବିରଳ କନ୍ଠସ୍ବର❤

  • @dinabandhumajhi-jy8pp
    @dinabandhumajhi-jy8pp 6 місяців тому +1

    She is God's daughter

  • @Manu-nz8gx
    @Manu-nz8gx 6 місяців тому +1

    କାଳଜୟୀ ସଙ୍ଗୀତ

  • @drs.csamantaray2770
    @drs.csamantaray2770 Рік тому +1

    🙏🙏🙏

  • @entertainmentinformation7624
    @entertainmentinformation7624 9 місяців тому +2

    Best Bhajan of All Time. Tear comes from eye.... Jaga re to binu anya gati nahi...

  • @alekhapatra7681
    @alekhapatra7681 11 місяців тому +1

    👌

  • @snehasishchyaupattanayak6719
    @snehasishchyaupattanayak6719 Рік тому +1

    Kisundar Geeta,

  • @ayushmanmusic8877
    @ayushmanmusic8877 3 місяці тому +1

    Mam Apana puni feriasantu miss you

  • @santoshkumaracharya3521
    @santoshkumaracharya3521 Рік тому +2

    ଅନନ୍ୟ 🙏🙏🙏

  • @mandakinimohanta9069
    @mandakinimohanta9069 Рік тому +1

    Jay jagannath prabhu

  • @gadadharmishra6331
    @gadadharmishra6331 6 місяців тому

    ଖୁବ ଅନୁଭବ ପୂର୍ଣ୍ଣ, ଯାହା ସ୍ୱତଃ ଲୁହ ହେଇ ଆଖିରୁ ଝରିଯାଏ l ଦୁଃଖ ଓ ବେଦନା ଭରା ଏ ଆକୁତି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ସତରେ ଖୁବ ମ୍ରିୟମାଣ କରିଦେଉଥିବ l ପରଲୋକ ଗତା ସୁ କଣ୍ଠ ଶିଳ୍ପୀ ଙ୍କ ଗାୟନ ହୃଦୟ ତନ୍ତ୍ରୀ କୁ ବାସ୍ତବିକ ଥରାଇ ଦେଇ ଥାଏ l ଶ୍ରୀ ଜଗନ୍ନାଥ ତୁମ ପବିତ୍ର ଆତ୍ମା କୁ ଚିର ଶାନ୍ତି ପ୍ରଦାନ କରନ୍ତୁ ପ୍ରିୟ ଭଉଣୀ l

  • @RajuBhue-l9q
    @RajuBhue-l9q 6 місяців тому +1

    Omm Santi 🙏🙏🙏 Bhagawan Tamar Amara aatma ku Santi diantu

  • @sagarikamishra7191
    @sagarikamishra7191 11 місяців тому +1

    Jai jagannath 🙏🙏

  • @sarastripathy4789
    @sarastripathy4789 5 місяців тому +1

    No words mam. Aeka Mahan gayika nku aji ame harayilun aapankara mahan atma sadgati pau. Om shanti mam🙏

  • @SAUDAMINIPARIDA-hr1mz
    @SAUDAMINIPARIDA-hr1mz 5 місяців тому +1

    Let the soul be peace

  • @smitamohanty3302
    @smitamohanty3302 5 місяців тому +1

    An artist never die

  • @sradhanjalisatapathy4272
    @sradhanjalisatapathy4272 5 місяців тому

    Excellent singer thile jiban Sara tanku miss karibi ,so sad

  • @gopinathpratihari5703
    @gopinathpratihari5703 6 місяців тому +1

    🎉he vakta vajan samrata mo maa apne mo manaku sante deicha lekha trute thele khema kareba. Jay jagannath.

  • @santosinibeura2729
    @santosinibeura2729 Рік тому +1

    Jay jagannath