Mo Prabhu Jagannath - Odia Bhajan ମୋ ପ୍ରଭୁ ଜଗନ୍ନାଥ | Santilata Barik | Sidharth Bhakti

Поділитися
Вставка
  • Опубліковано 12 гру 2024

КОМЕНТАРІ • 1,7 тис.

  • @Helllo199
    @Helllo199 8 місяців тому +577

    ଶାନ୍ତିଲତା ମାଡାମ୍ ଙ୍କ ଦେହାନ୍ତ ପରେ କିଏ ଆସିଛନ୍ତି ଏଇଠି ଏହି ଗୀତ ଶୁଣିବାକୁ ....

  • @bijayaroy9097
    @bijayaroy9097 8 місяців тому +44

    କୋକିଳ କଣ୍ଠି , ଶାନ୍ତିଲତା ବାରିକ ଆଉ ନାହାନ୍ତି କିନ୍ତୁ ତାଙ୍କର କଣ୍ଠ ସ୍ୱର କୋଟି କୋଟି ଓଡ଼ିଆଙ୍କ ହୃଦୟ ରେ ରହିଥିବ
    ଆମର ଆତ୍ମା ଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳୀ 🙏🙏🙏

  • @susantssahoo5269
    @susantssahoo5269 Місяць тому +2

    ଶାନ୍ତି ଅପାଙ୍କ କଣ୍ଠ ରୁ ଭଜନ ଶୁଣିଲେ ଜଗନ୍ନାଥ ଠାକୁର ଭକ୍ତିରେ ଦ୍ୱିଗୁଣିତ ବଢିଯାଏ ,ଶାନ୍ତି ଆପା ଙ୍କ ମୋତେ ସବୁ ଭଜନ ଭଲ ଲାଗେ

  • @BhaktiKantha
    @BhaktiKantha 2 роки тому +10

    ଅତି ସୁନ୍ଦର ଗୀତ ବହୁତ ଭଲ ସୁନ୍ଦର ଭାବରେ ସୁମଧୁର କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ମହାଶୟା ଶ୍ରୀମତୀ ଶାନ୍ତିଲତା ବାରିକ୍ ଆପଣଂକୁ ସାଷ୍ଟାଙ୍ଗ ପ୍ରଣାମ ମୁଁ ଆନନ୍ଦ ଆପଣଂକୁ ଅନେକ ଅନେକ ଅଭିନନ୍ଦନ ଓ ଆନ୍ତରିକ ଶୁଭେଚ୍ଛା ଏବଂ ଶୁଭକାମନା I ଜୟ ଜଗନ୍ନାଥ II

  • @chittaranjansahu8159
    @chittaranjansahu8159 3 місяці тому +6

    ଆପଣଙ୍କର ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ସହ ଭାବଭରା କଣ୍ଠସ୍ୱର ....👏👏👏👏💐💐💐🌼🌼🌼🥲🥲🥲💐💐💐💐

  • @padmanabhapanigrahi3559
    @padmanabhapanigrahi3559 3 роки тому +8

    Santilata maa! khahinki mote kandauchha. Tuma bhajan re hrudaya tarali akhi bate bahi chalet.

  • @padmanavdas2481
    @padmanavdas2481 8 місяців тому +103

    ଶାନ୍ତିଲତା ଦିଦିଙ୍କ ଯେତେକ ଭଜନ ସବୁ ଶୁଣିଲେ ସତରେ ମନକୁ ଶାନ୍ତି ଲାଗେ , ଆଜି ଏହି ଚିରନିଦ୍ରାରେ ଶୟନ କରିଛନ୍ତି ସେଥିଲାଗି ମୁଁ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ 🙏🙏🙏

  • @ashutoshmishra939
    @ashutoshmishra939 4 місяці тому +13

    କିଛି ଶାରୀରିକ ଅକ୍ଷମତା ଥିବା ଦୃଷ୍ଟି ବାଧିତ ପିଲାମାନେ ଓ ବୟସ୍କ ବ୍ୟକ୍ତି ଏହି ଗୀତଟି ରଥ ଯାତ୍ରା ସମୟରେ ଗାଉ ଥିବାର ଦେଖିଲି। ମୋର ହୃଦୟ କରୁଣାରେ ଭରି ଗଲା। ମନ ଆନନ୍ଦରେ ପୁଲକିତ ହୋଇଗଲା। ମୁଁ ରାତିରେ ସୋଇ ପାରିଲିନି, ଅଭିଭୂତ ହୋଇଗଲି। ଆଖିରୁ ଅଶ୍ରୁ ଧାରା ଅବାରିତ ବହି ଚାଲିଲା ଯାହାକୁ ରୋକିବା ଅସମ୍ଭବ ହେଇ ପଡ଼ିଲା। ଧନ୍ୟ ସେ ପ୍ରଭୁ ଧନ୍ୟ ତୁମେ ଲୀଳା। ମାନନୀୟା ଶାନ୍ତି ଲତା ବାରିକ ଜଣେ ଅସାଧାରଣ ଗାୟିକା, ଯେମିତି ପ୍ରଭୁ ତାଙ୍କ କଣ୍ଠରେ ବିଜେ କରି ଏଭଳି ଗାଇବାକୁ ପ୍ରେରଣା ଦେଉଛନ୍ତି। କୋଟି କୋଟି ପ୍ରଣାମ 🙏

    • @sagarsahoo4394
      @sagarsahoo4394 3 місяці тому

      ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🕉️🚩

  • @Biswa_atma
    @Biswa_atma 9 місяців тому +32

    ପ୍ରିୟ କଣ୍ଠଶୀଳ୍ପ ଆପଣଙ୍କୁ ସାଦର ପ୍ରଣାମ | ଆପଣଙ୍କ କଣ୍ଠ ରୁ ଅନେକ ଭକ୍ତି ଗୀତ ଶୁଣି ମୋର ଆତ୍ମ ସନ୍ତୋଷ ଲାଘବ ହୋଇଛି ଏବଂ ଭକ୍ତିର ଭାବପୂର୍ଣ୍ଣ ହୋଇ ବିଭର ହୋଇଛି ସେଥିପାଇଁ ଆପଣଙ୍କୁ ସାଧୁବାଦ ଜଣାଇଲି |

  • @gyanabratamohanty4219
    @gyanabratamohanty4219 2 місяці тому +2

    ନୂତନ ପିଢ଼ିର ଗାୟକ ମାନେ ଗୀତର ପ୍ରତି ଶବ୍ଦର ସ୍ପଷ୍ଟ ଉଚ୍ଚାରଣ ଓ ମଧୁର କଣ୍ଠରେ ହୃଦୟ ଦେଇ ଭାବ ପୂର୍ଣ୍ଣ ଗାୟନ - ଶାନ୍ତିଲତା ଓ ସୁବାସ ଦାଶଙ୍କ ଗୀତ ରୁ ଶିକ୍ଷା କରିବା ଉଚିତ | ଅନନ୍ୟ ପ୍ରତିଭା, କୋଟି ପ୍ରଣାମ 🙏🙏🙏

  • @harekrushnapattanayak5331
    @harekrushnapattanayak5331 2 роки тому +10

    ଆଃହା ,ଅତି ,ଅତି ,ଅତି ସୁନ୍ଦର ଭଜନ । ସୁନ୍ଦର କଣ୍ଠ ।

  • @RajanikantaPattnaik-z9i
    @RajanikantaPattnaik-z9i 8 місяців тому +40

    ତାଙ୍କ ନାଁଟି ଯେମିତି ଶାନ୍ତି ତାଙ୍କ ଭଜନ ଶୁଣିଲେବି ଲାଗେ ଶାନ୍ତି

  • @ସାଧନା-ଞ5ଷ
    @ସାଧନା-ଞ5ଷ 8 місяців тому +42

    ଆପଣଙ୍କ ଦିନ ଜଗାର ନାମ ଧରି ଚାଲିଗଲା ଦିଦି ଭାଷା ପାଉନୁ ଲୁହ ଆସୁଛି ଆଜି

  • @chinmayasahu3164
    @chinmayasahu3164 8 місяців тому +1

    ଅତି ସୁନ୍ଦର ଭାବ ପୂର୍ଣ୍ଣ ସଂଗୀତ
    ଶାନ୍ତି ଲତା ବାରିକ୍ ମ୍ୟାଡ଼ାମ୍ ଙ୍କ ଆତ୍ମା ସଦ୍ଗତି ହେଉ ।🙏🙏🙏😭😭😭😊

  • @manoramasatapathy8400
    @manoramasatapathy8400 Рік тому +12

    ଜଗନ୍ନାଥ ସ୍ବାମୀ 🙏🙏🙏❤ ବହୁତ ହୃଦୟସ୍ପର୍ଶୀ ଭଜନ ❤ ଶାନ୍ତି ଅପା ଙ୍କ ଭଜନ ବହୁତ ଆତ୍ମଶାନ୍ତି ହୋଇଯାଏ ❤ଜୟ ଜଗନ୍ନାଥ 🙏

  • @abhirammallik8940
    @abhirammallik8940 8 місяців тому +8

    Mahaprabhu may blessed her soul and she may get eternal Peace. This is our hearty prayer at MAHAPRABHU JAGANATH. JAYA JAGANATH, JAYA JAGANATH, JAYA JAGANATH.

  • @AustinSiha
    @AustinSiha 8 місяців тому +3

    ସୁନ୍ଦର ଭାବ ମୂର୍ତ୍ତି ଯାହାକୁ ଦେଖିଲେ ଭକ୍ତି ଆସିଯାଉଛି

  • @ramachandrapanipani7424
    @ramachandrapanipani7424 Місяць тому

    ଜୟ ଜଗନ୍ନାଥ !
    ଶାନ୍ତିଲତା ବାରିକଙ୍କ କଣ୍ଠରେ ଏଇ ଜଗନ୍ନାଥ ଜଣାଣଟି ଖୁବ୍ ଭଲ ଲାଗେ ଶୁଣିବାକୁ ବାରଂବାର ।
    ଧନ୍ୟବାଦ ।

  • @Pratimasahoodurugudakoraput
    @Pratimasahoodurugudakoraput 11 місяців тому +3

    🕉️🙏🙏🙏🕉️ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ Pravu Good Afternoon All the best Thanks Nana ଙ୍କୁ ମୋର ପ୍ରଣାମ ଜୟ ଶ୍ରୀ ଗୁରୁଦେବ ଜୟ ମା ଲକ୍ଷ୍ମୀନାରାୟଣ 💐💐🙏ତୁମ ପାଦ ତଳେ କୋଟି କୋଟି ପ୍ରଣାମ Pravu 🌸🙏🙏🙏🌸🌏🇮🇳🇮🇳👍

  • @Preetithetraveller
    @Preetithetraveller 3 роки тому +13

    ଏ ଭଜନ ମୁଁ ନିଦରେ ଥିଲେ ବି ମୋ କାନ ରେ ବାଜୂଛି । ଗୀତିକାର ଗାୟିକା ଓ ସଙ୍ଗୀତକାର ଙ୍କୁ ଧନ୍ୟବାଦ।

  • @Anil234
    @Anil234 8 місяців тому +24

    ମୁଁ ଆସିଛି ତାଙ୍କର ଭଜନ ଶୁଣି ବାକୁ 😢😢

  • @devexssamal8315
    @devexssamal8315 8 місяців тому +5

    ଆପଣଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ପ୍ରାର୍ଥନା 🙏🏽

  • @panchananamallick5109
    @panchananamallick5109 Рік тому +13

    Best song.Jay ମାଆ ମଙ୍ଗଳା. ତୋ ପାଦ ତଳେ ମୋର କୋଟି ନମସ୍କାର,

  • @kariamarandi9397
    @kariamarandi9397 5 місяців тому +2

    ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
    ପୁରୁଷୋତ୍ତମ କ୍ଷେତ୍ରବାସୀ। ଜୟ ଶ୍ରୀ ଜଗନ୍ନାଥଙ୍କୁ ମୋର କୋଟି କୋଟି ଦଣ୍ଡବତ ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @saswati231
    @saswati231 Рік тому +10

    ହେ ପ୍ରଭୁ ପୁରୁଷତ୍ତମ କ୍ଷେତ୍ରବାସି ମୋ ସମସ୍ୟା ର ସମାଧାନ ପାଇଁ କିଛି ତ ରାସ୍ତା ଦେଖାଅ ପ୍ରଭୁ 🙏

  • @saimeerameera8513
    @saimeerameera8513 8 місяців тому +2

    Mu kebe suninathili,but ebe suniki atma ku gote santi laguchi, amazing voice

  • @baidyanathpanda3490
    @baidyanathpanda3490 8 місяців тому +4

    ସାନ୍ତିଲତା ବାରିକଙ୍କ ଆତ୍ମାର ସଦ୍ଗତି ହେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାବୀନ୍ଦରେ ଏତିକି ନିବେଦନ କରୁଛି

  • @binayakishornaik6078
    @binayakishornaik6078 Рік тому +2

    ମୋ ପ୍ରାଣ ତାଙ୍କୁ ସମର୍ପିଛି । ଭରସି . ଵାସୀ ଭଳି ସମର୍ପିଛିରେ ବି ସି ଲାଗିଲା ଶଦ୍ଦ ଟିଏ ହେଇଥିଲେ ବହୁତ ଵହୁତ ବହୁତ ସୁନ୍ଦର ହେଇଥାନ୍ତା । 🙏

  • @theukrider000
    @theukrider000 Рік тому +4

    ହୂର୍ଦୟ ସ୍ପଶୀ ସଂଗୀତ 💫 ଅତ୍ୟନ୍ତ ମନକୁ ଛୁଇଁଲା ଭଳି ଗୀତ 💫 ଜୟ ଜଗନ୍ନାଥ 🙏🏻

  • @odiagapapedi8664
    @odiagapapedi8664 Рік тому +3

    ଓଁ ଶାନ୍ତି

  • @SubhashreeLenka-ui8bd
    @SubhashreeLenka-ui8bd Рік тому +3

    Satare ae bhajana sunila pare mana re alaga prakara ra ananda asuchhi satare aeta bahut sundar rachana ate.... Jai JAGANNATH 🙏

  • @sagarikaacharya5193
    @sagarikaacharya5193 3 роки тому +3

    ଗୀତ ବହୁତ ସୁନ୍ଦର। ମ୍ୟୁଜିକ୍ ମଧ୍ୟ ଆହୁରି ସୁନ୍ଦର। ଲେଖକ, ଗୀତିକାର ଓ ବଦ୍ୟକାରଙ୍କୁ ମଧ୍ୟ ଧନ୍ୟବାଦ।

  • @mamatadevi6253
    @mamatadevi6253 3 роки тому +16

    ବହୁତ ସୁନ୍ଦର ଭାବର ଭଜନ ଟିଏ ...ଭାବରେ ଗାଇଲ ଅପା ...ମନକୁ ଛୁଇଁଲା 👌 ଜଗନ୍ନାଥ ତୁମକୁ ସୁସ୍ଥ ଓ ଦୀର୍ଘାୟୁ ରଖିଥାଆନ୍ତୁ ଏମିତି ଜାଗା ଭଜନ ଗାଉଥାଅ 😀😀

  • @jadunathdas9706
    @jadunathdas9706 Рік тому +5

    Jay Jagannath 🌹🌹🌹.Adaraniya bhauni pranam.Ati sunder bhajan.

  • @bhramarbarjena
    @bhramarbarjena 5 місяців тому

    ବହୁତ ସୁନ୍ଦର ଭଜନ ❤ଜୟ ଜଗନ୍ନାଥ ❤❤ ଶାନ୍ତିଲତା ବାରିକ ଜଣେ ସୁନ୍ଦର କଣ୍ଠ ଶିଳ୍ପୀ😢 ଓଃ ଶାନ୍ତି

  • @pallavisahoo3724
    @pallavisahoo3724 Рік тому +3

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ ପ୍ରଭୁ ଶାନ୍ତି ମାଡାମ୍ ଙ୍କୁ ମୋର ପ୍ରଣାମ 🙏 ପ୍ରଭୁ 🌸🙏🙏🙏🌸💐💐🙏

  • @sanjayakumarboitai3099
    @sanjayakumarboitai3099 Рік тому +2

    Jay jagannath swami
    nayan patha gaming bhaba tumay.
    Really very nice song jagannath bhajan 🙏🙏🙏

  • @brajabandhusethi6544
    @brajabandhusethi6544 2 роки тому +7

    Bahut Sundar o hrudayasparshi, sumadhur. Jay Jagannath

  • @gourishankarghadei1039
    @gourishankarghadei1039 7 місяців тому +27

    ଶାନ୍ତିଲତା ମାଁ ଙ୍କୁ ମୋର କୋଟି କୋଟି ଭୂମିଷ୍ଠ ପ୍ରଣାମ 🙏

  • @BeatsofBandu
    @BeatsofBandu 8 місяців тому +6

    ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ସେହି ମହାନ୍ ଆତ୍ମା ଙ୍କ ସଦ୍ଗତି କାମନା କରୁଛି।🙏🏻🙏🏻

  • @MadanBehera-by7hy
    @MadanBehera-by7hy Рік тому +9

    ଜୀବନ ଧନ୍ୟ ହେଇଗଲା ବହୁତ୍ ହି ସୁନ୍ଦର ଭଜନ ଟି ପ୍ରଭୁ ଜଗନ୍ନାଥ ⭕‼️⭕🙏

  • @lokanathjena-lc8po
    @lokanathjena-lc8po 8 місяців тому +3

    A song sinila pare ape ape akhiru luha bohi asuchi ama priya gaika santilata barik,(chottray)auu ama gahala re nahanti omm santi jagannath tankara aatma ku baikunthgami karantu🙏

  • @Indiradehury-fm8kt
    @Indiradehury-fm8kt Рік тому +1

    ଜଗନ୍ନାଥ ଭଜନ କଣ୍ଠଶୋର ସୁନ୍ଦର 🙏 ଜଗନ୍ନାଥଙ୍କୁ ମର🙏 ଶାନ୍ତି ଅପା 🙏♥️💚💙💜🤎

  • @biswajitbarik8817
    @biswajitbarik8817 3 роки тому +31

    କେଉଁଠୁ ଆସୁଛନ୍ତି ଏ ଲୋକ ଯିଏ ଏଭଳି ସୁନ୍ଦର ଗୀତକୁ ଡିସ୍ ଲାଇକ କରୁଛନ୍ତି। ସେ ତ ଜମା ହିନ୍ଦୁ ହୋଇନଥିବେ ୧୦୦%ସତ

    • @jayganeshmahakhuda9123
      @jayganeshmahakhuda9123 3 роки тому +6

      ଆପଣ କହିଲେ ସେମାନେ ନିଶ୍ଚୟ ହିନ୍ଦୁ ହୋଇନଥିବେ , କିନ୍ତୁ ମୋତେ ଲାଗୁଚି ସେମାନେ ନିଶ୍ଚିତ ନାସ୍ତିକ ହୋଇଥିବେ । କାରଣ ଜଗନ୍ନାଥ କେବଳ ହିନ୍ଦୁଙ୍କ ଦେବତା ନୁହନ୍ତି , ସେ ସମଗ୍ର ବିଶ୍ୱର , ସବୁ ଧର୍ମର ଦେବତା ।

    • @chandnamohapatra3001
      @chandnamohapatra3001 3 роки тому +3

      Right

  • @nukulchandrasahoo9318
    @nukulchandrasahoo9318 6 місяців тому

    ଅତ୍ୟନ୍ତ ସୁନ୍ଦର ଭଜନ ।
    କୋକିଳକଣ୍ଠୀ ଗାୟିକା ଶାନ୍ତିଲତା ବାରିକ ଶ୍ରୋତାଙ୍କ ଗହଣରେ ସର୍ବଦା ଅବିସ୍ମରଣୀୟ ।

  • @Archanalifestyle63
    @Archanalifestyle63 8 місяців тому +3

    Ama college ku aasithile mam 🥺🥺🥺🙏🙏❤️❤️ really life re mu dekhichhi mamnku ❤️❤️jay shree jagannath 🙏 Om shanti 🙏

  • @santoshkumarrath855
    @santoshkumarrath855 Рік тому +1

    ଭଜନ ଟି ଖୁବ୍ ଭଲ କାରଣ ଭକ୍ତ ର ଭକ୍ତି ପୂର୍ଣ୍ଣ ପ୍ରଭୁ ଙ୍କ ନିକଟରେ ସସମ୍ରପିତ।

  • @s_kumar6934
    @s_kumar6934 8 місяців тому +10

    A voice au sunibaku milibani.... Omm shanti🙏🙏🙏🙏

    • @anilsahoo1622
      @anilsahoo1622 7 місяців тому

      Omm shanti🙏🙏🙏🙏🙏

  • @jaranamahati9951
    @jaranamahati9951 7 днів тому

    ଶାନ୍ତି ମାମ୍ ଙ୍କ ଭଜନ ପରିବେଷଣ ଅତ୍ୟନ୍ତ ଲୋକପ୍ରିୟ ବିଶେଷ କରି ମୋ ପାଇଁ ମନଛୁଆଁ।

  • @kartikchandrabarik525
    @kartikchandrabarik525 8 місяців тому +6

    ଏ ଭଳି କୋକିଳ କଣ୍ଠି ଓଡ଼ିଶା ରେ ବିରଳ 🙏🙏🙏🙏🙏

  • @mr360liveevents
    @mr360liveevents 3 роки тому +2

    ହେ ବିଶ୍ଵ ବିଧାତା, ସମସ୍ତଙ୍କର ଦୁଃଖ ଦୂର କର ମହାବାହୁ, ଏତିକି ତୁମ ଚରଣରେ ପ୍ରାର୍ଥନା ।

  • @nilambarsahoo6974
    @nilambarsahoo6974 4 роки тому +10

    ବହୁତ ସୁନ୍ଦର ଜଗନ୍ନାଥ ଭଜନ ଜୟ ଜଗନ୍ନାଥ ସ୍ବାମୀ

  • @sambumalik6027
    @sambumalik6027 8 місяців тому +2

    Santi Madam ama hrudayare thile a6anti au sada rahibe.. 🙏🙏🙏 tanku koti pranam..😢

  • @nagendrapradhan8123
    @nagendrapradhan8123 8 місяців тому +4

    ଶାନ୍ତି ଅପା ଙ୍କର ସବୁ ଭଜନ ବହୁତ ସୁନ୍ଦର ଲାଗୁଛି

  • @lifesaver5373
    @lifesaver5373 6 місяців тому +1

    He jgannath 😢😢😢
    Bhala loka nku kahiki apanaka pakha ku nei jauchanti
    Mu bi kebe apananka
    Pakha ku jibi😢😢😢❤❤❤
    Kuhantu pradhu😊

  • @jalandhargouda9728
    @jalandhargouda9728 8 місяців тому +6

    ଅତି ସୁନ୍ଦର

  • @KanhuNaik-r2q
    @KanhuNaik-r2q 8 місяців тому +15

    ଓଡ଼ିଶା ର ଅନୁରାଧା ପୌଦ୍ୱଲ୍ ଶାନ୍ତି ଲତା ବାରିକ

  • @shonashona123
    @shonashona123 8 місяців тому

    😭😭😭😭😭🙏🏻🙏🏻🙏🏻ଆପଣ ସବୁବେଳେ ଆମ ହୃଦୟରେ ରହିବେ ❤ଆପଣଙ୍କ ସଙ୍ଗୀତ ଆପଣ🙏🏻ଚିର ନମସ୍ୟ

  • @rashmiranjantripathy482
    @rashmiranjantripathy482 3 роки тому +12

    ୧୦୦ ଥର ରୁ ଅଧିକ ଥର ଶୁଣିବା ପରେ ମଧ୍ୟ ପ୍ରଥମେ ଶୁଣିବା ପରି ମନେ ହୁଏ ।
    ଅତୁଳନୀୟ ସୁଲଳିତ କଣ୍ଠ , ଶତକୋଟି ପ୍ରଣାମ ଶାନ୍ତିଲତା ମ୍ୟାଡମ୍ ଙ୍କୁ , ଗୀତିକାର ଓ ସଙ୍ଗୀତକାର ମହୋଦୟାଙ୍କୁ ଅଜସ୍ର ଧନ୍ୟବାଦ ଏ ଭଳି ଅତୁଳନୀୟ ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ପାଇଁ । 🙏🙏🙏

  • @jhansimallick1435
    @jhansimallick1435 Рік тому +3

    ଯେତେ ଶୁଣିଲେବି ଏ ଭଜନ ଶାନ୍ତି madam ଙ୍କର ବହୁତ ଭଲ ଲାଗେ

  • @rumilapalai4152
    @rumilapalai4152 2 роки тому +1

    ମହାପ୍ରଭୁ ହେ ❤️

  • @ahalyaranidip6931
    @ahalyaranidip6931 Рік тому +10

    🙏madom. ବହୁତ ହୃଦୟଭରା ଗୀତ।ଆପଣଙ୍କୁ ଓ ଲେଖକଙ୍କୁ ଅସରନ୍ତି ଧନ୍ୟବାଦ ଓ ନମସ୍କାର🙏

  • @kartikchandramunda1510
    @kartikchandramunda1510 11 місяців тому +1

    ସାଇନା ଦାସ କୁ ଧନ୍ୟବାଦ୍, ସୁନ୍ଦର କଣ୍ଠ ସ୍ୱର। ଜୟ ଜଗନ୍ନାଥ। ସୁନାର ଭଜନ।

  • @JagamohanJena-l3p
    @JagamohanJena-l3p 8 місяців тому +3

    ହେ ମହାପ୍ରଭୂ ଆପଣ ବିଶ୍ଵ ର ମଙ୍ଗଳ କରନ୍ତୁ.... ଏ ରୋଗ କାହାକୁ କେବେ ନ ଆସୁ....

  • @kokanbehera8173
    @kokanbehera8173 11 місяців тому +2

    Bahut sundar Bhajan Beautiful God bless you

  • @nirakarmallik2768
    @nirakarmallik2768 3 роки тому +3

    Santhi appa nic song🙅👌👌👌

  • @rajeshpadhy5804
    @rajeshpadhy5804 3 роки тому +1

    ଜୟ ଜଗନ୍ନାଥ।ହେ ମହାପ୍ରଭୁ ସବୁ ତୁମରି ଲୀଳା।

  • @barshamuduli168
    @barshamuduli168 2 роки тому +5

    ହୃୟସ୍ପର୍ଶୀ ଗୀତ jay jagarnath swami 🙏🙏🙏

  • @guguexpress1436
    @guguexpress1436 8 місяців тому +6

    I LOVE ❤❤❤❤❤❤❤ JAGANNATH SWAMI NAYAN PATH GAMI BHAB TUME....SANTI APA .....RIP

  • @debarajnaik9471
    @debarajnaik9471 Рік тому +1

    ଜୟ ଜଗନ୍ନାଥ ସ୍ଵାମୀ ❤

  • @lipunbarik2425
    @lipunbarik2425 3 роки тому +6

    ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ 🙏🙏🙏🙏

  • @kindiradeviprusty4217
    @kindiradeviprusty4217 8 місяців тому +1

    ଆପଣଙ୍କ ଅମର ଆତ୍ମା ସଦଗତି ପ୍ରାପ୍ତ ହେଉ ।
    ଜୟ ଜଗନ୍ନାଥ ସ୍ଵାମୀ 🙏🏻

  • @ramachandra14
    @ramachandra14 4 роки тому +66

    ହୃଦୟ କୁ ଛୁଇଁଲା ପରି ଭଜନ,ଭଗବାନ ଆପଣଙ୍କୁ ଦୀର୍ଘାୟୁ ଦିଅନ୍ତୁ

  • @chandrashekharmishra3549
    @chandrashekharmishra3549 8 місяців тому +1

    😢 ଓଁ ଶାନ୍ତି 😢 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ

  • @ranjitapusty6308
    @ranjitapusty6308 Рік тому +20

    ଜଗତର ନାଥ ତୁମେ ଆହେ ଜଗନ୍ନାଥ..
    ତୁମକୁ ପ୍ରଣାମ ଜଣାଏ ଏଇ ତ ଅନାଥ।। 🙏🏻🙏🏻
    ତୁମରି ଆଶିଷ ଲଭି ପାଇଛି ମନୁଷ୍ଯ ଜନମ..
    ନାମ ସଦା ଥାଉ ମନରେ, ସୁଲଭ ହେଉ ଏ ଜନ୍ମ 🙏🏻🙏🏻

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ହେ ଜଗନ୍ନାଥ ତୁମେ ମୋର ସୃଷ୍ଟି ସ୍ରଷ୍ଟା ପ୍ରଲୟ।

  • @anildehri9160
    @anildehri9160 3 роки тому +16

    जय जगन्नाथ! बहुत ही अच्छी आवाज है।

  • @sadabigyasahu9189
    @sadabigyasahu9189 8 місяців тому

    ହେ ମହାନ ଆତ୍ମା ମୁଁ ଆପଣଙ୍କୁ ମୋ ହୃଦୟରୁ କୋଟି କୋଟି ପ୍ରଣାମ ଜଣାଉଛି ଓ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ନିବେଦନ ଯେ ସେ ଆପଣଙ୍କ ଭଳି ମହାନ୍ ଆତ୍ମା ଙ୍କୁ ତାଙ୍କ ପାଦ ପଙ୍କଜରେ ସ୍ଥାନ ଦିଅନ୍ତୁ। ଏତିକି କହି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କୋଟି କୋଟି ପ୍ରଣିପାତ ଜଣାଉଛି।
    🙏🏻 ଜୟ ଜଗନ୍ନାଥ ସ୍ଵାମୀ 🙏🏻

  • @BidyaRauth-ll5mz
    @BidyaRauth-ll5mz 8 місяців тому +3

    ଏଇ ଗୀତ ଯୁଗେ ଯୁଗେ ପର୍ଯ୍ୟନ୍ତ ରହିବ

  • @santwanaparida1048
    @santwanaparida1048 8 місяців тому

    Melodious jagannath songs by an odia woman, mesmerizing audience,a rare gift of God to Odisha culture,long live Late Madam Shantilata in the abode of Lord jagannath

  • @p.praliptapriyadarshnee
    @p.praliptapriyadarshnee 2 роки тому +5

    MO pravhu jagannath Om Jay jagannath swami 🚩🙏...

  • @JagamohanJena-l3p
    @JagamohanJena-l3p Рік тому +1

    ଜୟ ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବତୁମେ ନମଃ 🚩🕉️🙏

  • @minakshibiswal4434
    @minakshibiswal4434 3 роки тому +4

    Jai Jagannath Swami Nayana Pathagami Bhabatume.

  • @pradipkishorekk9570
    @pradipkishorekk9570 Рік тому +2

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବ ତୁମେ ପ୍ରଭୁ 🙏🏻🙏🏻

  • @ajayjena3490
    @ajayjena3490 Рік тому +4

    🙏🙏🙏🙏ହେ ବାବା କାଳିଆ ସାଆନ୍ତେ ମୋ ଡାକ ଶୁଣ ପ୍ରଭୁ 🙏🙏🙏🙏

  • @premanandamishra7348
    @premanandamishra7348 2 роки тому +168

    ଭକ୍ତି ଗୀତ ହବତ ଏମିତି! ଏତେ ମାଧୁର୍ଯ୍ୟ, ଭାଵଛ୍ୱାସ, ବିବିଧତା ଗାୟିକାଙ୍କ କଣ୍ଠରେ! ଆଗରୁ ଶାନ୍ତିଲତା ବାରିକଙ୍କ ଗୀତ ଶୁଣୁଥିଲେ ରେଡିଓ, ଟେପ ରେକଡ଼ରରେ।ଏବେ ଏ ଗୀତଟି ଶୁଣି ମନ ପ୍ରାଣ ପୁଲକିତ ହୋଇ ଉଠିଲା, ପ୍ରକୃତରେ।

  • @LokanathBehera-ip3ll
    @LokanathBehera-ip3ll Місяць тому

    ଚିର। ସ୍ମରଣୀୟ ନମସ୍ୟ ଦେବୀ ତୁମେ ଆଜି ଏ ଇହ ଧାମରେ ନାହଁ ହେଲେ। ଯେଉଁ ମାନେ ତୁମ ମୁଖରୁ ପ୍ରଭୁଙ୍କ ଭଜନ। ଶୁଣିଛନ୍ତି ଭାବରେ। ବିହ୍ଵଳିତ। ହୋଇଛନ୍ତି ସେମାନେ କେବେ ତୁମକୁ ଭୁଲି ପାରିବେନି ତାଙ୍କ ହୃଦୟରେ ଚିର ନମସ୍ୟ ଆମର ହୋଇ ରହିଛ ରହିଥିବା।

  • @manamohansahoo4693
    @manamohansahoo4693 Рік тому +5

    Great pravu valare rakhantu

  • @kadambinipatra5986
    @kadambinipatra5986 8 місяців тому +1

    ସର୍ବେ ଭବନ୍ତୁ ସୁଖିନଃ
    ପ୍ରଣାମ ଶାନ୍ତିଲତା ଦିଦି।
    ପ୍ରଭୁ ଜଗନ୍ନାଥଙ୍କ ଅସୀମ କୃପାରୁ ଅମର ଆତ୍ମାର ସଦ୍ଗତି ହେଉ।

  • @rabindaradash6067
    @rabindaradash6067 4 роки тому +19

    Bahuta sundra gita jay jagannatha

  • @budhadebpradhanpradhan4088
    @budhadebpradhanpradhan4088 4 місяці тому

    ଶାନ୍ତି ଦିଦିଙ୍କ ଭଜନ ଉଚ୍ଚକୋଟୀର ଓ ହୃଦୟସ୍ପର୍ଶୀ l

  • @nirupamasahoo6117
    @nirupamasahoo6117 3 роки тому +5

    🙏🙏❤️ Radhe Krishna Radhe Radhe Krishna krishna krishna hare hare

  • @toixcgameryt143
    @toixcgameryt143 3 місяці тому +1

    Jai shree jagannth❤❤❤‼️⭕🙌🙌🙌🙏🏻🙏🏻🙏🏻

  • @guguexpress1436
    @guguexpress1436 8 місяців тому +3

    Omm Santi

  • @_king_mr_Tapu_124
    @_king_mr_Tapu_124 8 місяців тому +1

    ଓମ୍ ଶାନ୍ତି ଜୟ ଜଗନ୍ନାଥ 🙏🙏🙏🙏

  • @manojbarik6386
    @manojbarik6386 3 роки тому +3

    Jay Jagannath swami nayan patha gami bhaba tume 🙏🙏🙏🙏🙏

  • @bharatRout-bz8zd
    @bharatRout-bz8zd 2 місяці тому

    ଶାନ୍ତି ର ଅନ୍ୟ ନାମ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକ....
    .

  • @prasannasethi6373
    @prasannasethi6373 4 роки тому +15

    ବହୁତ ସୁନ୍ଦର ଭଜନ ଜୟ ଜଗନ୍ନାଥ ସ୍ୱାମୀ

  • @smruti.Radharaman
    @smruti.Radharaman 4 роки тому +15

    Heart ku chuin gala .. ❤❤❤

  • @jyoshnaranipagoda7479
    @jyoshnaranipagoda7479 3 роки тому

    Bahut sundar👌🙏🌸🌼🌺🌸🌼🌹🌹