Crorepati RTO! Odisha Vigilance unearths Rs 3.75 cr deposits, multiple flats
Вставка
- Опубліковано 16 жов 2024
- OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଲୋକମାନଙ୍କ ଠୁ ଗାଣ୍ଡୀ ମରୁଛନ୍ତି ମଗିହେ ଶାଲେ
ବହୁତ୍ ବଢିଆ। ଠିକାଦାର ମାନଙ୍କୁ ମଧ୍ୟ ଏମିତି ଭିଜିଲାନ୍ସ ଓ ଇଡି ଚଢ଼ାଉ ହେବା କଥା। ଚାକିରିଆ ଙ୍କ ଠାରୁ 100 ଗୁଣ ଏମାନେ ଲୁଟୁଛନ୍ତି ଆଉ ପଲିଟିକାଲ ପାର୍ଟି କୁ ଚାନ୍ଦା ଦେଉଛନ୍ତି ଆଉ କାମ ମାଗି ପୁଣି ଲୁଟୁଛନ୍ତି।
Semane Income source Show kari tax dei Black ku white karidebe.for ex.Gote bara dokani kahiba mu bara gota ku 50Rs re bikili tame kana kariba,max to max tax hi nei pariba
Hai re maghiya . Chora ta Sabu au .. Jahaku dhariba Dhara
ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁପାଇଁ ଧୋଇବା. 😂😂😂😂😅😅😅
ଓଡିଶା ର ସମସ୍ତ RTO ଅଧିକାରୀ ଲୋକମାନଙ୍କଠୁ ଲାଞ୍ଚ ନେଇ କାମ କରୁଛନ୍ତି ଖାସ କରି କେନ୍ଦ୍ରାପଡ଼ା ରେ ଏହି କାମ ବହୁତ ମାତ୍ରାରେ ଚାଲିଛି ଡ୍ରାଇଭିଂ ଲାଇସେନ୍ସ ନା ରେ
ସବୁ ଜିଲ୍ଲାରେ ଆଜ୍ଞା, ସରକାରୀ ଟ୍ୟାକ୍ସ 300 ବାବୁଙ୍କୁ 700 =1000
All districts
ସମସ୍ତ RTO ବିଭାଗ ମାସିକ ଏଣ୍ଟ୍ରି ଦିଅ କୁହନ୍ତି ଗାଡର ସବୁ ଡକ୍ୟୁମେଣ୍ଟ ଠିକ ଥିଲେ ମଧ୍ୟ୍ୟ ଫାଇନ କାଟିବୁ କହି ଧମକ ଦିଅନ୍ତି ନ ଦେଲେ ଅଯଥାରେ ଫାଇନ କାଟନ୍ତି ତେଣୁ ସମସ୍ତ ଡ୍ରାଇଭର ବାଧ୍ୟରେ 500 ରୁ ଅଧିକ ଟଙ୍କା ଦିଅନ୍ତି
This is the beauty of Navin odisha
Tu palaunu mgh yogi up ku ram mandir na re hana khaiki maribu.....
Sabu Odisha sarkar chakiri maghiya lutu chantiiiii
ଟ୍ରାନ୍ସପାରେନ୍ସୀ 😂😂😂😂😅😅😅😅
ଇଟା 5t ର କମାଲ, ଦୁର୍ନତୀ ଚରମ ସୀମାରେ ପହଞ୍ଚିଛି. ଭୁବନେଶ୍ବର ବସୁଥିବା ବଡ଼ପଣ୍ଡା ମାନଙ୍କ ଆଶୀର୍ବାଦ ରେ district level ଅଫିସର ମାନେ ଏତେ ପଇସା କମାଉଛନ୍ତି.
Madurchud nka Pai bbsr re apartment price high
Daily basis ରେ ଯେଉଁ ବଟି ଆଦାୟ ହଉଛି ବିଭିନ୍ନ ଛକରେ ସେ ପଇସା ସବୁ କୁଆଡେ ଆଉ ଯିବ ସେଗୁଡା ସବୁ flat,plot, business outlet କିଣା କିଣି ରେ ବିନିଯୋଗ ନହେଲେ ଟଙ୍କାଗୁଡା ରହି ରହି ଉଇ ଲାଗିଯିବ ନହେଲେ । ସେଥିପାଇଁ RTO ଠିକ୍ କାମ କରିଛନ୍ତି ।
RTO କି ଖୁସିରେ ଘରୁ ବାହାରି ଆସୁଛନ୍ତି କି ଖୁସି ଯେମିତି ଏସିଆନ ଅଲମ୍ପିକ୍ସରେ GOLD 🥇 MEDAL ଜିତିଛନ୍ତି। ଲାଜ ଲାଗୁନି ବେଲଜ୍ୟାକୁ । ଛି ଶଳା..ଓଡ଼ିଶା ପରି ଗୋଟେ ଗରିବ ରାଜ୍ୟରେ ଯେଉଁଠି ଲୋକ ପ୍ରତେକ ଦିନ ଖାଦ୍ୟ ଆଉ ବାସଗୃହ ପରି BASIC NEEDS ପାଇଁ ଲହୁ ଲୁହାଣ ହେଇପଡୁଛନ୍ତି ଆଉ ଏ ଶଲେ ଲୋକଙ୍କ ପଇସାରେ FLAT ପରେ FLAT କିଣି ଦାନ୍ତ ଦେଖେଇକି ବୁଲୁଛନ୍ତି । ଛି ତୁମେମାନେ ସବୁ ପୂର୍ଥିବି ଉପରେ ବୋଝ। ଭଗବାନ ଏଭଳି ବୋଝକୁ ବହୁତ୍ ଶିଘ୍ର ହାଲୁକା କରିବା କଥା।
ପ୍ରଥମେ ତାକୁ ଆରେଷ୍ଟ କରା ଯୋଉ।।।।ତା ପରେ ଅନନ୍ୟ କଥା ବାର୍ତ୍ତା।।।।
Arrest nuhe ,Piti piti maridiajao
ରଜା ନେଇ ପ୍ରଜା... 😢
Jharsuguda RTO ya thu 50 gunare dhani
ଆରେ ସବୁ ସରକାରୀ ଅଧିକାରୀ ଭ୍ରଷ୍ଟ , ଗୋଟେ ବି ଅଧିକାରୀ ଠିକ୍ ନୁହେଁ
Eimane bahut helmet aau gadi check kale. Ebe sabu RTO officer nka black money check karajau.
ଏଇ ମାଗିହା ମାନେ ଆମ ପଇସା ଲୁଟି କୋଟିପତି ହେଉଛନ୍ତି
ଅତ୍ୟନ୍ତ ଦୁ୍ଭାଗ୍ୟଜନକ ଖବର .....😢😢
5T govt of Navin Pattnaik is responsible for this. Corruption has reached such a level that no OAS/IAS officer/engineer has assets less than ₹25 crore. Only those who are not sharing it with their higher officers are being booked by vigilance.
Are bhai ethere nabin kana kala se kn kahi thila chori kar. Taamane tu ye kahi baaku chahu chu baala kali jadi to ghare chori hela taa mane se chori ta kn tu kari chu re bala chua.
@@deepakbehera1880 Navin Pattnaik is responsible for not taking action against the officers who have amassed disproportionate assets of ₹20-25 crore and these officers constitute 70-80 % of the total officers of state government. If inquiry is conducted against these officers, they can't justify their assets and will be behind bars. During the tenure of Navin Pattnaik these officers have risen manifold. If the state government can't rein in corruption then what is it for ?
@@commonman1886Bhai odia re lekhuna unnecessary kahin english re lekhucha odia channel Otv
Hello mr english boy tame jo kahidela nabin kichi karu nahi kn tme dekhi thila taa pakhere etika power ta achi na ki se ED ku roki paari thanta kintu se kn emiti kala ki aau aaji tame jou media katha re gapu cha kali yehi media nija business pai news ku pura karanti nahi aau aame adha detail pau ki corruption kala bala dhara padila kintu taa sahita kn hela emane dekhanti ki kebe dekhi cha aau aame kn bhabu na GOVT. kichi action nela nahi ta kn ye thik katha so don't judge ur CM in the basis of News ok.
Kind ur information if u know in past day in Bihar When Nitish kumar as a CM with Tejaswi Yadav se samaya parjyanta se kounasi action nau nathile kintu jemiti Nitish Kumar BJP re misile sange sange action nele aau Nitish ta kichi kaama b kari ni kintu Odisha re ta emiti hei ni na. Kebe kie ta kahina ki Nabin Bhala kaama b kari chi kn khali khali bhul kaama hi dekha jaaye kn nije kebe bhul kou thi kari nu ete bhadra loka tu tk bhabi ki kaha.
Sethi pai media katha re padi kebe kaha ku judge kara ni.
@@deepakbehera1880 mind your language Mr. I am a retired bank officer who has returned to village after working for 35 years in MP and Chhattisgarh. I now see the difference of working of bureaucracy in Odisha and those states. Odisha bureaucracy is the worst of these. Why do you compare Odisha with Bihar. Why not with Gujarat, Chhattisgarh, etc. I think God has destined Odisha to be at the level of Bihar and Bengal. Can you tell why no industry in manufacturing sector is coming to Odisha. It is due to the corruption in bureaucratic level. The big steel plants that have come to Odisha have done it through top State level , not through Collector or Tahasildar level. Indeed they don't care them and also don't employ many Odias in their factories. That is why no. of Odia dadans is increasing day by day.
If you don't have knowledge in the matter just keep quiet.
ବେହ୍ୟା ହସୁଛି ଦେଖ, କିନ୍ତୁ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଠିକ୍ ସେ ହେଉ ନାଇଁ , ରାଜ୍ୟ ର କୌଣସି ଭି ସରକାରୀ କର୍ମଚାରୀ ସଚ୍ଚୋଟ ନୁହେଁ , ସବୁ ଦୁର୍ନୀତିଗ୍ରସ୍ତ।
ଓଡ଼ିଶାର ଚାରିଆଡ଼େ ସରକାରୀ କର୍ମଚାରୀ,ସବୁ ଠକ ଆଉ ଚୋର
Eie sabu lokanka paisa. Bhagaban sahibeni
Truck driver ଟଙ୍କା
🤣ଇଲୋ ମା ଲୋ... ଏଇଟା ବସନ୍ତ ନୁହେଁ ପୁରା ହଳଦୀ-ବସନ୍ତ ଟା ଲୋ ...🤣
😂 right bro
Jete achanti ctc au bbsr re agaru au abe
Every govt officer should go through this.
Immediately phasi dia
Hau dedi deba😅
Eithi sbu chora sbu govt officer pc neiki sbu rajuti karuchanti
Not a single so many
Surprising, what the government was doing previously?
Tip of iceberg phenomenon. Search every RTO staff.
Very good
Apartment high price pai emane responsible.
😂😂😂
O bhut vall
Good job 👍
Amo Odisha Nandu Odisha...
Apana Mane khusi to
This is the odisha
Wah wah
ଆମ ଓଡ଼ିଶାର ଗର୍ବ ଏ ମାନେ। ଭାରତ ରତ୍ନ ସମ୍ମାନ ର ପ୍ରବଳ ଦାବି କରାଯାଇ ପାରେ।
ଅନ୍ୟାୟ ଆଉ ଜନସାଧାରଣ ଙ୍କୁ ଶୋଷି ଅର୍ଥ ଉପାର୍ଜନ କରି ବଡ଼ ହେବା ଆଉ ନିଜକୁ ଧନଶାଳୀ ବୋଲାଇଲେ, ଏହି ପରି ବିନାଶ ହେବ.
ରେଡ ହେଲା ପରେ ଆୟ ବହିର୍ଭୁତ ସମ୍ପତି କଣ ହେଉଛି କେଉଁ ବ୍ୟାଙ୍କ ରେ ଜମା ହେଉଛି ସେ ବିଷୟରେ ମଧ୍ୟ ଜନସାଧାରଣ ଙ୍କୁ ଜଣାଇବା ପାଇଁ ଅନୁରୋଧ ରେଡ କରିଥିବା ଅଫିସର ମାନଙ୍କୁ ଅଶେଷ ଧନ୍ୟବାଦ 🙏🙏
ମତେ ବହୁତ୍ ଖୁସି ଲାଗୁଚି ଯେ ସେମାନେ ଏତେ ଧନ ରଖିଛନ୍ତି ବାକି ସମସ୍ତ ଭୋକ ରେ ମାରନ୍ତୁ ତମ ଛୁଆ ପିଲା ଭଲରେ ରୁହନ୍ତୁ ନାଇ
ଅନ୍ୟ ନେତା ରାଜ ନେତା ଓ ବଡ ବଡ଼ ପ୍ରଶାସନିକ ଅଧିକାରୀ ମାନଙ୍କର ଏପରି ଖୁଳ ଥାଡ଼ କଲେ ଭଲ ହୁଅନ୍ତା.... କାଲି ଜଣଙ୍କ କଥା କହି ଦେଶ ବାସୀଙ୍କୁ ଭୁଲେଇବା ଠିକ ନୁହେଁ... ତୃତୀୟ ନୟନ 🙏🙏🙏🙏
Very nice semiti madi chala🎉
Amiti NEWS anile vala lagiba
ଓଡ଼ିଶା ସରକାର ଆଉ ପ୍ରଶାସନ ଆଉ ସରକାରୀ କର୍ମଚାରୀ ଓଡିଶାକୁ ଖାଇଗଲେଣି
Yes 💯
Govt health office clerks need vigilance hunt
The accidents happening now a days.. out of that 365 crore just calculate 5000 for each two' wheeler accident and 10000 for four wheeler .. and not sure about heavy vehicles
Thik haeche 🎉
But why he was not arrested years back. It is the government fault.. Anyone having more than two flats or property in BBSR need to be investigated
ଆଉ କିଛି ସମ୍ପତି ନାହିଁ ,ଆଉ ଗୋଟେ ଫ୍ଲାଟ୍ ନେଉନାହାନ୍ତି.....
ସବୁ ନେତା ଓ ସରକାରୀ ଅଫିସର ଘରେ ରେଡ ହେବା ଉଚିତ୍
@otvodisha ଆରେ ଭାଇ utkal signature ଟା corporate office space, apartment ନୁହଁ | ତମେ ବି ଲୋକ ଙ୍କୁ ଫୁଙ୍କୁଚ | ହଉ ଭଲକି ଫୁଙ୍କ. . .
Sabu tanka seize Kari dia
No hard labour is required to become a millionaire or billionaire .only a govt job is sufficient to enjoy life with power, prestige, money, supremacy, pride, social respect, prestige and without any hard labour .
Jay Jagannath mahaprabhu 🙏🙏🙏🙏🙏
ବସନ୍ତ ଋତୁର ଆଗମନରେ ବସନ୍ତ ଧରା ପଡିଲେ 😄😄😄😄plz ଏମାନଙ୍କୁ ନେଇ କାରା ଦଣ୍ଡ ଦିଆଯାଉ 🙏
Total Corruption going on in Naveen Sarkar tenure. This person should be put behind the bars. God save Odisha. All the RTO officers should be checked on regular basis.
Very good 👍.eia bi bjd ra safalata
ଶଳାକୁ ଗାଣ୍ଡି ଆଡେଈ ତା ଗାଣ୍ଡିକୁ ବିଛୁଆତି ବାଡିରେ ବାଡେଇ ଚାଲ।ଚାକିରୀ ରୁ ତୁରନ୍ତ ବହିଷ୍କାର କରି ଟଙ୍କା ପଇସା ଜବତ କରି ଜେଲ୍ ରେ ପକେଇ ଦେଲେ ଶଳାର ବୁଦ୍ଧି ବାଟକୁ ଆସିବ
Bhai thik kahila ei
Baas atiki... Apata side re kinilani. I mean Cosmopoly and dn Oxypark
Bhai sabu RTO manankara amiti property aa6i
G M Sankara.......thousands of these honourable folks in action in our beloved state........JAI JAGANNATH
Corruption at the top level.
In job recruitment
In everything
Have no expectations
ସବୁ ପରିବହନ ବାବୁଙ୍କ ଠାରେ ଏମିତି ଟଙ୍କା ଅଛି । ଭିଜିଲାନ୍ସ ଜାଣିଛି ସବୁ ସରକାରୀ ଅଫିସର୍ ମାନଙ୍କ ଠାରେ କୋଟି କୋଟି ଟଙ୍କା ଅଛି ।
Sabu RTO nku dhara bhai e ta gote auri bada macha achanti bhai
ଖାଲି RTO ନୁହେଁ ତହସିଲଦାର ଙ୍କ ଘରେ ମଧ୍ୟ ଚଢ଼ାଉ କରାଯିବା କଥା। ଏ ସବୁ ବାବୁ ମାନେ ପଇସା ଖାଇ ଖାଇ ଟୀଙ୍କ ପାଲଟି ଗଲେଣି। ଏ କଥା ଲୋକେ ଜାଣିଛନ୍ତି କିନ୍ତୁ ସରକାର ଦେଖିପାରୁ ନାହାଁନ୍ତି। 😂😂 ବାଃ ରେ ମୋ ଓଡ଼ିଶା
Sabu officer nka cibil check karile bhalahuanta
Political nkara bi check karantu
All RTO same...
If wrong proof it
Nabin Babu khusita.24years ruling effect.
ଏଇଥି ପାଇଁ ପରା କଟକ ରୁ bbsr ଭଡ଼ା 50ଟଙ୍କା 20km ବାଟ ପାଇଁ
Right
Baap re 😮😮😮
Puri RTO re gote fore wheeler fitness kale dabaku paduchi 2000 tanka
ଏହି ଦଲାଲ ପାଇଁ ଆଜି ସାଧାରଣ ଜନତା ସୋଷିତ
ରାଜ୍ୟ ର ଅଧା ରାଜସ୍ବ ଏ ମାନକ ପାଖରେ
ଜନ ସାଧାରଣ ଆର୍ଥିକ ସ୍ୱଚ୍ଛଳ ହେବେ କେମିତି
Chaka akhi sabu dekhuchi jay jagannath 🙏🙏🙏🙏
ଛତ୍ରପୁର RTO କୁ ଧରା ଯାଉ
Superb ❤ Nabin babu jindabad....Sabu Chor Odisha re
Hari Bol
ଓଡିଶା ରେ ସବୁ RTO ଅଫିସ ରେ ଲାଞ୍ଚ କାରବାର ଚାଲିଛି
Sabu eka srarakar jauthi semitieamane kauthu bhala aasibe U p sasana darakar jogi vali nete hele sabu saij police prasasan sarakari chakiria jete sabu naama niante
ସବୁ RTO ଙ୍କ କାହାଣୀ ସେୟା। 😅😅😅
Hurah! 5T govt
ଗଜପତି ଜିଲ୍ଲାରେ ବହୁତ ଟଙ୍କା ବେ ଆଇନ ଭାବରେ ରୋଜଗାର କରିଛି
Eitipai odisha bahare kama karuni ejae
Soon others will be caught
ଗଲେଣି ତୋ ସଂଗରୁ କେତକ ଜଣ
ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନରେ........
...
Darakari chakiri hauchi sarakari chakiri😂😂😂😂😂
ନବୀନ ବାବୁଙ୍କ ବିଶ୍ଵ ସ୍ତରୀୟ ସରକାର ର ବିଶ୍ଵ ସ୍ତରୀୟ ଅଧିକାରୀ।
ରଙ୍କ ସଞ୍ଚି ଥିଲା ଧନ ମୂଷା କଲା ଜଳ ପାନ
Odisha Vigilance abe active heigale...jaahau😮😮
All RTO are corrupted , vigilance take necessary action against them
Simple news. Don't advertise
କଉଠୁ ଆଣିଲୁ ରେ ଶଳା RTO
ଏ ଆରଟିଓ ଡ୍ରାଇଭର ମାନଙ୍କୁ ବହୁତ ହୋଇରାଣ କରନ୍ତି ଓ ଡ୍ରାଇଭର ମାନଙ୍କୁ ଠୁ ଟଙ୍କା ମାଗନ୍ତି
Thare BARGARH RTO office r samastanku tk vigilance ra rate karantu ,, samastanka kala dhana bahari jiba
Now you know Why everyone loves to do Govt job
Ate tanka asuchhi keunthu
There delanga pipili tahasili ASA deakhiba kete corroption
Bhai sabu RTO raid kale odisha will be one of rich state in india
Kalijuga ...Sab jaega
ବାବୁ ବସନ୍ତ ବସନ୍ତ ଋତୁ ରେ ଧରା ପଡି ଗଲେ 😢
Dayakari esabu sampati garib lok mananku bantajahu