Boirani Yatra 2022 || Maa mahamayi Yatra 2022 @ FUNNY GANJAMIA

Поділитися
Вставка
  • Опубліковано 19 жов 2024
  • ଓଡ଼ିଶା ପ୍ରସିଦ୍ଧ ମାଁ ମହାମାୟୀ ଙ୍କ ଯାତ୍ରା ( ବୋଇରାଣୀ ଯାତ୍ରା ) ପ୍ରତି ବାର ବର୍ଷ ରେ ଥରେ ଅନୁଷ୍ଠିତ ହୁଏ ।
    ଏହି ଯାତ୍ରା ଟି ୨୦୧୦ ମସିହାରେ ହୋଇଥିଲା । ବର୍ତ୍ତମାନ ଏହି ଯାତ୍ରା ଟି ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଅଛି ।
    ଏଣୁ ଆପଣମାନଙ୍କୁ ଆମ୍ଭ ଚ୍ୟାନେଲ ତରଫରୁ ଯାତ୍ରା ନିମନ୍ତେ ନିମନ୍ତ୍ରଣ ରହିଲା ।
    ଯାତ୍ରା ର ଅଲଗା ଅଲଗା ପାର୍ଟ ଦେଖିବା ପାଇଁ ଆମ ଚ୍ୟାନେଲ ଟିକୁ ସବସ୍କ୍ରାଇବ୍ କରନ୍ତୁ । 🙏🙏🙏🙏

КОМЕНТАРІ • 18