Paradeep Vishwakarma Puja: ପୁରସ୍କାର କୁ ପ୍ରତ୍ୟାଖ୍ୟାନ କଲା ପାରାଦୀପ ଡମ୍ଫର ଓନର୍ସ ଆସୋସିଏସନ । Odisha News

Поділитися
Вставка
  • Опубліковано 8 жов 2024
  • ପୁରସ୍କାର କୁ ପ୍ରତ୍ୟାଖ୍ୟାନ କଲା ପାରାଦୀପ ଡମ୍ଫର ଓନର୍ସ ଆସୋସିଏସନ। ଚଳିତ ବର୍ଷ ପାରାଦୀପ ପ୍ରସିଦ୍ଧ ବିଶ୍ବକର୍ମା ପୂଜା ବଡ ଧୁମଧାମରେ ପାଳିତ ହୋଇଥିବା ବେଳେ ପୂଜାରେ ତୋରଣ, ବାହ୍ୟ ଓ ଭିତର ସାଜସଜ୍ଜା ଓ ଆଲୋକ ମାଳା ଭଳି ବିଭିନ୍ନ ବିଭାଗ ପାଇଁ ପ୍ରତ୍ୟେକ ପୂଜା ମଣ୍ଡପ ଗୁଡିକୁ ପୌର ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଛି। ହେଲେ ତୋରଣ ପାଇଁ ବାହ୍ୟ ସାଜସଜ୍ଜା ରେ ଦିତୀୟ ସ୍ଥାନ ଅଧିକାର କରିଥିବା ଡମ୍ଫର ମାଲିକ ସଂଘ ପୁରସ୍କାର କୁ ପ୍ରତ୍ୟାଖ୍ୟାନ କରିବା ସହିତ ଏହାକୁ ରାଜନୀତି କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି। ତାଙ୍କର ଏହି ତୋରଣ କୁ ଦର୍ଶକ ମାନେ ବହୁ ପସନ୍ଦ କରିବା ସହିତ ଏହା ପ୍ରଥମ ସ୍ଥାନ ଅଧିକାର କରିବ ବୋଲି ସାଧାରଣ ରେ ଚର୍ଚ୍ଚା କରା ଯାଉଥିଲା ବେଳେ ପୁରସ୍କାର ବିତରଣ ଉତ୍ସବ ରେ ଏହାକୁ କିପରି ଦିତୀୟ ସ୍ଥାନରେ ରଖାଯାଇଛି ବୋଲି ପ୍ରଶ୍ନ କରିବା ସହ ପୌର ପ୍ରଶାସନ ତରଫରୁ ପୁରସ୍କାର ବିତରଣ ଉତ୍ସବ ରେ ଏହି ପୁରସ୍କାର କୁ ପ୍ରତ୍ୟାଖ୍ୟାନ କରିଛି ପାରାଦୀପ ଡମ୍ଫର ମାଲିକ ସଂଘ।
    #odishanews #ZeeOdishaNews #VishwakarmaPuja
    ...................................................................................................................
    About Channel:-
    Get the latest Odisha news headlines and breaking news, the latest news on our UA-cam Channel, and know more about your State. Visit us to get the breaking news from Odisha at your fingertips.
    ...........................................................................
    Follow us on:-
    Web: zeenews.india....
    Facebook: / zeeodisha
    Twitter: / zeeodisha
    Instagram: / zeeodishanews
    ......................................................................................................

КОМЕНТАРІ • 6