Це відео не доступне.
Перепрошуємо.

duniyara papoke chhadi are are singer mansing nag karaputia Christian songs

Поділитися
Вставка
  • Опубліковано 19 сер 2024
  • ଦୁନିୟାର ପାପକେ ଛାଡି ଆରେ || Koraputia christian song || Mansing nag || JAMES NAG OFFICIAL
    ⃤ 🎧 Audio Credits ⃤
    ✿ Song : - ଦୁନିୟାର ପାପକେ ଛାଡି ଆରେ ||
    ✿ Singer : - Mansing nag ||
    ✿ Lyrics :- Marko kandpan ||
    ✿ Music & Mastering : - Rinku bhaina ||
    ✿ producer :- Dhansingh nag ||
    ✿ Video Editing : - Biren ||
    ✿ Poster Design : - Biren ||
    ✿ Music Label : - JAMES RAJ OFFICIAL ||
    - Admin :- Dhonsing ( 6303583837 )
    For Videography / Editography :
    Subham Jackson - ( 7205627882 )
    - For Lyrics / Composition : Mansing nag ( 9861113429 )
    ଦୁନିଆର ସୁଖ୍ ଛାଡ଼ି ଆରେ ଆରେ ମୋର ଯୀଶୁ ପାକେ
    ଦୁନିଆର ସୁଖେ କିଛି ନାହିଁ ମିଳେ ତକେ
    ଦୁନିଆର ପାପ କେ ଛାଡ଼ି ଆରେ ଆରେ ମୋର ଯୀଶୁ ପାକେ
    ନୋଇଲେ ଯିବୁସ୍ ବାବୁ ତୁଇ ନରକେ
    (ତୁଇ ଅଲପ ଭାବିର ଚିନ୍ତା ଅଳପ କରିର 2ଥର)
    ନୋଇଲେ ନାହିଁ ମିଳେ ଯାଗା ସରଗେ
    ଜୀବନ ଧରି ଡାକିଲାୟନି ତକେ ଉଦ୍ଧାର କରିବା କେ ହା.. ରକ୍ଷା କରିବା କେ (2ଥର)
    ନାହିଁ ଡର୍ ଭରସା କର୍ ଯୀଶୁ ରାଜାକେ (2ଥର)
    ତୋର ହାତ କେ ଧରି ନେହି ଜିବାୟ ସରଗେ
    ଜଗତର ରଙ୍ଗ ରସେ ତୁଇ ପଡ଼ିନାହିଁ ର ପଡ଼ିନାହିଁର
    ବିଚାର ଦିନ୍ କେ ଜିବୁସ୍ ତୁଇ ନରକେ
    ଭାବି ଅଳପ୍ ଭାବି ଅଳପ୍ ର
    ମନ ତୋର ଦେଇ ଦେଶ୍ ମୋର ଯୀଶୁ ରାଜାକେ (2ଥର)
    ଆଜି ନରକ ତାନୁ ଉଦ୍ଧାର କର୍ ବାୟ
    ତୋର ଜୀବନ କେ
    ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ | ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ନୂଆ ନୂଆ video ର Notification ପାଇବା ପାଇଁ " JAMES RAJ OFFICIAL " ର UA-cam Channel କୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ | ଧନ୍ୟବାଦ୍ |
    🔔 Get alerts when we release any new video. TURN ON THE BELL ICON on the channel! 🔔
    Thanks For Watching |#JAMESRAJOFFICIAL
    --------------------Disclaimer--------------------
    Copright Disclaimer Under Section 107 of Copyright Act 1976, allowance is made for "fair use" for purposes such as criticisms, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips tha balance in favor of fair use
    #Koraputiachristiansong
    #Newchristiansong
    #christiansong2021
    #JAMESRAJOFFICIAL
    #Odiachristiansong

КОМЕНТАРІ • 11