Believe me I m telling from core of my heart - this Odia Ghazal would be one of the landmark Ghazal in Odia. Reason is very clear - efforts of trio i e lyricist, music director and singer are excellently well and touching hearts of Ghazal lovers. My best wishes are with them. Lord Jagannath bless them to create more and more similar ghazals
Wonderful voice. I am listening her from last few days. Really outstanding n fabulous. I wish to here a beautiful odia film song from u dear sister. God bless u.
Samikshya mishra ଙ୍କ କଣ୍ଠ ରେ ସବୁଗୀତ ବହୁତ ସୁନ୍ଦର ଲାଗେ. ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ବହୁତ ଇଛା ହୁଏ.
ଚମତ୍କାର...... 🙏🙏🙏🙏
Really heart touching.
ସୁନ୍ଦର ରଚନା
Beautiful singing. A new era of odia gazal has been initiated by the complete team. This type of composition will be ever green.
Bahut Bhala heichi . Ahuri amiti gito ahuri banantu. Aeha hi mora binit anurodh.👏👏👏
❤ନମସ୍ତେ। ବହୁତ ଭଲ ଲାଗିଲା। ସୁନ୍ଦର ହୋଇଛି Compose। ମନ ଛୁଆଁ ହୋଇଛି। ଧନ୍ୟବାଦ।
❤❤❤ ମୁଁ ଖୋଜୁଥିବା ସଂଗୀତ ଆଜି ପାଇଛି ❤❤❤ ଧନ୍ୟବାଦ ସମସ୍ତ କଳାକାର ବନ୍ଧୁମାନଙ୍କୁ
Nice composition, lyrics and voice of the singer.
ଖାସ୍ ଏହି ଗଜଲ ଟା ରେ କ'ଣ ଏମିତି ଯାଦୁକରୀ ସ୍ପର୍ଶ ଅଛି ଯେ ମୋତେ ସମୀକ୍ଷା ବାଧ୍ୟ କରୁଛି ବାର ବାର ତା'ର ଏଇ ଗଜଲ ଟି ଶୁଣିବା ପାଇଁ । ମୋର ପୁରା ବିଶ୍ୱାସ ରହିଛି ଏ ଗଜଲ୍ ଟି ଏକ ମାଇଲ ଖୁଣ୍ଟ ସାଜିବ ସେ ଗଜଲ ଦୁନିଆରେ ଶୀର୍ଷରେ ପହଚାଇବା ପାଇଁ
Thank you😊
Gita.. Sangita au kantha swara ati sundar... Bahut vala lagila sunibaku.. 🥰👍
ବହୁତ୍ ସୁନ୍ଦର୍ ଲେଖା ସହ ଗଜଲର ପ୍ରତିଟି କାଫିଆ ସହ ରଦିଫ୍ ମଧ୍ୟ ପରସ୍ପର ଭାବେ ଜଡ଼ିତ । ଗୀତକୁ ସଙ୍ଗୀତ ଓ କଣ୍ଠ ବହୁତ୍ ଭଲ ଲାଗିଲା । ସଭିଙ୍କୁ ଶୁଭକାମନା ଓ ଶୁଭେଚ୍ଛା ।
Badhia music badhia gita...Ati sundar gaichu
Sweet voice excellent singing.
Bahut bhala lagila
ଯେତେଥର ଶୁଣିଲେ ବି "ଓଠ ହାରିଗଲା" ନୂଆ ନୂଆ ଲାଗୁଚି ଖୁବ ସୁନ୍ଦର ସ୍ୱର
So sweet.
My best wishes to
ବସନ୍ତ ଭାଇ, ରାଜ କିଶୋର ଭାଇ
ଓ singer ସମୀକ୍ଷା
Loved both the track and tone. ❤
ବହୁତ ସୁନ୍ଦର ଗୀତ ରଚନା ବରିଷ୍ଠ ଗୀତିକାର ଶ୍ରୀଯୁକ୍ତ ବସନ୍ତ କୁମାର ଦାସଙ୍କର । କଣ୍ଠଶିଳ୍ପୀ ସମୀକ୍ଷା ମିଶ୍ର ବହୁତ ଭଲ ଗାଇଛନ୍ତି ସଙ୍ଗୀତ କାର ରାଜେନ୍ଦ୍ରବାବୁଙ୍କ ନିର୍ଦ୍ଦେଶନାରେ । ବହୁତ ଭାବଗର୍ଭକ ରଚନା ଓ ପରିବେଷଣ । ଗଜଲଧର୍ମୀ ଏଇ ଗୀତଟି ଏକନୂତନ ସମ୍ଭାବନା ସୃଷ୍ଟି କରୁଛି ଓଡ଼ିଶୀ ସଙ୍ଗୀତ ଦୁନିଆ ପାଇଁ ।
ସୁନ୍ଦର ତୃପ୍ତିର ଅବସାଦ ନାହିଁ
ଯେତେ ଶୁଣୁଥିଲେ ନୂଆ ଶୁଭୁଥାଇ
Ati sundar voice @Samikhya Mishra 🙏🙏🙏
ସାଇ ରାମ, କି ସୁନ୍ଦର ଗୀତ, କି ସୁନ୍ଦର ସଂଗୀତ, କି ସୁନ୍ଦର ସ୍ୱର, ମୁଁ କିଛି ସମୟ ପାଇଁ ବିଭୋର ହୋଇ ଗଲି. ଧନ୍ୟ ସେ ସ୍ରଷ୍ଟା, haji❤ଗଲି ରେଡ଼ିଓ ଦୁନିଆ ରେ. ଧନ୍ୟବାଦ. କାଦମ୍ବିନୀ ପରିଜା
ବସନ୍ତ ବାବୁ, ବହୁତ ଭଲ ହୋଇଛି
ଅତି ସୁନ୍ଦର ଲେଖା, ସୁନ୍ଦର ସଂଗୀତ ସଂଯୋଜନା ଓ ଚମତ୍କାର ଗାୟକୀ 🌷🌸💐🌹👌👍🥰😍🙏
ବହୁତ ବହୁତ ଅଭିନନ୍ଦନ ଏ ଅନବିଦ୍ୟ ଗୀତ ଲାଗି, ବହୁତ ହୃଦୟସ୍ପର୍ଶୀ। 🌹❤️🌸🌸🌸 excellent singing❤️🌸🌹🌸
Bahut Sundar Gita 👌👌
A gitati bahut badhia hoichhi..
ଅତି ସୁନ୍ଦର ହୋଇଛି ଲେଖା ଆଉ ସ୍ୱର ସଂଯୋଜନା ସହିତ ଗାୟନ l
ଆପଣ ରାଜକିଶୋର ସାର, ସୁନ୍ଦର ଆପଣଙ୍କ ସଫଳ ପରୀକ୍ଷଣ, ପ୍ରୟାସ। ବହୁତ ଉଚ୍ଚକୋଟୀର।
Lyrics ବହୁତ ଭଲ।
ସମୀକ୍ଷା ମିଶ୍ରଙ୍କ ସୁମଧୁର କଣ୍ଠ ସ୍ୱର ଗିତଟିକୁ ବେଶ୍ ମନଛୁଆଁ କରିଛି।
Good lyrics and nice music composition
ଅତ୍ୟନ୍ତ ସୁନ୍ଦର୍ ପ୍ରଚେଷ୍ଟା ପାଇଁ ଅନେକ୍ ଅନେକ୍ ସାଧୁବାଦ୍ ।
This song is my favourite because samikshya is my favourite singer. And also thanks to whole team for the beautiful song.
Thank you so much❤
Badhia heichi Gita ta
Very nice song🎵🎵🎵🎵
Very sweet voice
Exilent 👍
Believe me I m telling from core of my heart - this Odia Ghazal would be one of the landmark Ghazal in Odia. Reason is very clear - efforts of trio i e lyricist, music director and singer are excellently well and touching hearts of Ghazal lovers. My best wishes are with them. Lord Jagannath bless them to create more and more similar ghazals
Beautiful singing
beautiful singing n composition ❤️❤️❤️
Bohut Sundar swara.
Beautiful song 👌👌💕💕
Bahut badhia laguchi❤❤
ବରିଷ୍ଠ ଗୀତିକାର ,ଅନୁଭବି କବି, ଅପୂର୍ବ ଶବ୍ଦର କାରିଗର ଭାଇ ବସନ୍ତ ଦାସଙ୍କର "ଓଠ ହାରିଗଲା କହିବାକୁ କିଛି" ଏକ ବିଦଗ୍ଧ ପ୍ରାଣର ଆବେଗ ଭରା ଉତ୍ତରଣ।
ବହୁତ ସୁନ୍ଦର ଲେଖା।
ଭାଇଙ୍କୁ ଅଶେଷ ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
ସମୀକ୍ଷା ଙ୍କ କଣ୍ଠରେ ଗୀତଟି ଚମତ୍କାର ଭାବେ ଉତୁରିଛି।
ସମୀକ୍ଷା ଙ୍କୁ ଅଶେଷ ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଶୁଭକାମନା।
ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ରାଜ କିଶୋର ବାବୁଙ୍କ ହାତର କାଉଁରୀ ସ୍ପର୍ଶରେ ଗୀତଟି ଜୀବନ୍ତ ହେଇଛି।
ତାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
ପ୍ରଫୁଲ୍ଲ କୁମାର ତ୍ରିପାଠୀ
ଗୀତିକାର
Very nice
Spellbound, very beautiful song, beautiful voice
Very nice singing dear Samikshaya and composition.
ଶବ୍ଦ, ସ୍ବର ଓ ସଙ୍ଗୀତର ମଧୁର ସଙ୍ଗମ
Bahut badhia.... ati sundar...chamatkara 👌👌👌👌👌👌
Regards, Shashi Bhai
ଚମତ୍କାର ଲେଖା ବସନ୍ତ ଭାଇନା
ଆଉପୁଣି ସମୀକ୍ଷା ର କଣ୍ଠରେ ... Really wonderful...Loved it
Excellent composition and performance.
Music..lyrics n singing...no more words..excellent...ବହୁତ ଦିନ ପରେ କିଛି ଭଲ ସୁଣିବାକୁ ମିଳିଲା..thnx to entire team of ଓଠ ହାରିଗଲା..🙏👍🥰💚💙💜
Excellent...keep it up😌
ସୁନ୍ଦର ସବୁ ଦିଗରୁ
56 likes...super 👌👌👌
Wonderful
Congratulations to the entire team Basnt Babu
Beautiful music to real essence of the lyric. Thanks Rajkishore 💐💐
ବହୁତ ସୁନ୍ଦର
Amazing voice
Wonderful voice & heart touching 👌
Beautiful voice..... 💐
Sundar lekha...💗sundar swara.👍.sundar kantha❤️💫
I am speechless... She have great voice.. Excellent Singing..
Beautiful performance👌👌
Really you have a amazing voice. God bless you
ବସନ୍ତ ବାବୁ ,ବଢିଆ ଲେଖିଛନ୍ତି ।ସୁନ୍ଦର ସଙ୍ଗୀତ ଓ ଗାୟନ । ଜୟ୍।ଜଗନ୍ନାଥ
Excellent singing. Many many thanks to total team.
Beautiful voice
Much Waited and well deserved song. Keep it up #samikhya
ଚମତ୍କାର
ଅଭିନନ୍ଦନ
Amazing
Beautiful song
beautiful composition
Good
Nice song
❤❤❤❤❤❤❤❤❤God bless ❤️❤️❤️💕💕🌸🌸🌸
Amazing song and beautiful singer and singing ❤❤❤
Wow what a presentation . Super and heart touching .
Bahut sunder
Superb lyrics,heart touching music and lovely voice!
Wow!!! Excellent 👍👌👌
Beautiful And Very Very Heart Touching 💝💝💝
About No Word....Speachless....
Hearty Congratulations With Best Wishes Sir 🙏🙏🙏💝💝💝💐💐💐
Akhi ta kuhe 😊😊
Superb...
Nice voice ... God bless you.
ଚାମତ୍କାର ସ୍ୱର, Lyrics and excellent music. All the best. Keep it up. Samikhya, you have a great voice, peach and throw.
Awesome voice with Awesome lyrics
Wow Nice Keep It up
ଶବ୍ଦ ସଂଯୋଜନା, ସ୍ୱର ସଂଯୋଜନା ଏବଂ ପରିବେଷଣ ର ଏକ ଅପୂର୍ବ ସୁନ୍ଦର ସମିଶ୍ରଣ ଏହି ସଂଗୀତ ଟି।
Thanks to the team for such a beautiful song 💐
Sonorous voice.
Best song
Very Sweet, Very Nice,unable to express 🌹🧚♂️👌🙏
Nic song
Excellent song with beautiful voice
Best songs❤❤❤❤
ଖୁଵ ସୁନ୍ଦର ହେଲେ ଗଜଲ ରେ ଆଉଟିକେ ଭାବ ଦିଆ ହୋଇଥିଲେ ଆଉ ଟିକେ ଭଲ ହୋଇ ଥାନ୍ତା ତା ଛଡା ଭାଇନା ଦୁର୍ଗା ମାଧବ ପଣ୍ଡା ଙ୍କର ଗଜଲ ବି ଶୁଣନ୍ତୁ ଯାହାକୁ ଶ୍ରୀ ରତିକାନ୍ତ ଶତପଥି ଗାଇଛନ୍ତି ।। ମୋର ପ୍ରାୟ ଏହିପରି ବହୁତ ଗୁଡିଏ ଲେଖା ଅଛି ଯାହା କବିତା ରେ ଖାତା କଲମରେ ଆଉ କିଛି ସୋସିଆଲ ମେଡିଆ ରେ ।।ଜୟ ଜଗନ୍ନାଥ ବନ୍ଧୁ ବସନ୍ତ ବାବୁଙ୍କୁ ମୋର ଭଲ ପାଇବା ଦେବେ
Bahut sundar 👍
Excellent singing, composition and Lyrics 💐🙏🏻👌👏👏
Nice singing
Superb 👌 excellent composition and performance. 🎉
So lovely voice. ....mam
ବସନ୍ତ ଦାସ ଓ ରାଜକିଶୋର ଗୋଚ୍ଛାୟତ ଙ୍କ ଯୋଡ଼ି ଓଡ଼ିଆ ସଙ୍ଗୀତ ର ଅବକ୍ଷୟ କୁ ରୋକି ପାରିବ,,,ଏତେ ମର୍ମସ୍ପର୍ଶୀ ଲେଖା ଓ ସ୍ଵର ସଂଯୋଜନା ନିଶ୍ଚୟ ଓଡ଼ିଶା ସଙ୍ଗୀତ ବାଦଶହା ଅକ୍ଷୟ ମହାନ୍ତି ଙ୍କ ବିକଳ୍ପ ରୂପେ ଉଭା ହେବ,,,,ପ୍ରଣାମ ଆପଣଙ୍କୁ
Wonderful voice. I am listening her from last few days. Really outstanding n fabulous. I wish to here a beautiful odia film song from u dear sister. God bless u.
Well shaped.