Sabu episode ru ye wala 5 number wala sabuthu best lagila ❤ 1hr ra thila bus dekhutha parika laguthula bus na end hau ye episode ra but 😢sarigala last re emotional moment v thila gulua bhai aau bahar kara emti episode 6 7 8 9 10 sabu tike long time wala kariba
ଆଶିଷ ବାବୁ ବହୁତ ସୁନ୍ଦର ହେଇଛି... ମୋବଇଲ ରେ film hall ରେ ବସି picture ଦେଖିଲା ପରି ଲାଗିଲା, ୨ ଥର ଦେଖିସାରିଲିଣି... ସବୁ କଳାକାର ତାଙ୍କ ଚରିତ୍ରକୁ 100% ଦେଇଛନ୍ତି... Spl thanks to script writer ନିତୁ ବାବୁ ଏତେ ପେଟ ଫଟେଇଲା ଭଳି story ଲେଖିଛନ୍ତି.... All my best wishes to all your team members... Keep it up 🌹
This is something better than many movies and web series on different OTT platforms. Try translating some of your best videos into Hindi and release them on an OTT platform.
Gulua Bhai you are no.1 , script, dialogue, music and super duper natural acting and lastly super super super special direction, camera direction, camera man , makeup team, supporting team and super super acting, no words to express our love , whole Odisha wishing you all the best for your upcoming videos. Thanks to all team members and all actors and financial supporters and lastly Gulua Bhai , rocking comedy. Full bobal
Start winning with the Best!- clcr.me/GuluaComedy
Use promo code Gulua1x to get the biggest welcome bonus!
Mu baki nahi part 5 dekhiba pai ketedina wait karichi finally aji asigala thank you gulua bhai
Nice 👍 Film 👍!!! ❤❤❤Love From Angul 🎉❤🎉❤❤❤Gulua Bhai best 😂😂😂😂😂
Gulua bhai se puruna kotha kou jaga
Bhai ad asiba ta thik but aame tama comedy bahut pasand karu plz tike kam ad rakha
Love you gulua bhai love from mayurbhanj ❤❤ ପଶୁ ଙ୍କ ଭିତରେ ସବୁଠୁ ଚତୁର ବିଲୁଆ ଆଉ ଆମ ମଣିଷ ଭିତରେ ଆମ ଭାଇ ଗୁଲୁଆ ❤❤❤
କାଳିଆ ଷଣ୍ଢ missing 😢☹️😢 ସେ ଥିଲେ ଆହୁରି ଭଲ ହେଇଥାନ୍ତା
Kalia sandha banda chodi thanta 😅
3005 year's ରେ ଯେତେ ବେଳେ ପିଲା ମାନେ ବହି ଖୋଲିବେ ଆଉ ପଢ଼ିବେ। ସେତେବେଳେ ସ୍ଵର୍ଣ୍ଣ ଅକ୍ଷରେ ଗୁଲୁଆ ଭାଇ ତମ ନାଁ ଟି ଲିପି ବଧ ହୋଇ ରହିଥିବ କିଏ ଜଣେ ଥିଲା ଲୋକଙ୍କୁ ହସାଇବା ପାଇଁ ବହୁତ ପରିଶ୍ରମ କରୁଥିଲା ଓ ଲୋକ ଖିଲି ଖିଲି ହୋଇ ହସୁଥିଲେ। ଅତି ଚମକ୍ତାର କମେଡି 🎉🎉🎉❤❤❤❤
Right 👍🏻
Bhai Tu famous heijibu comment dei 🎉❤
😁😁😁😁😁😁😁tu dekhi delu ki
ମାଲିକେ ପୁରୀଟୋକା କିଏ ଅଛ ଲାଇକ କର❤
Malike😊
Magana
ଆ ମଣି ଆଇଚ ଗାଁ ରୁ କୀ
Aa malike
I'm form puri
କେନ୍ଦ୍ରାପଡ଼ା ଜିଲ୍ଲା ରୁ କିଏ ଦେଖୁଛ ଲାଇକ୍ କର
Hm
ବାକି ନାହିଁ -କମେଡି ❌ ବାକି ନାହିଁ -ଫିଲ୍ମ ✅
😂😂😂
😅😅😅
❤❤
ଜୟ ମାଁ ସମଲେଇ 🙏🙏ଜୟ ଜଗନ୍ନାଥ ❤️❤️ ଫୁଲ କମେଡି ବୋବଲ୍😅😅😅
Jay jagganath samlei ❤❤
ଗୁଲୁଆ ବାବୁ ଏତେଦିନ ପରେ ଗୋଟେ କମେଡ଼ି ତ ନୁହଁ ଗୋଟେ ଫିଲ୍ମ ଦେଖିଲା ଭଳିଆ ଲାଗିଲା❤❤❤❤❤❤❤❤❤
Thik Katha Bhai gote film pari lagila
Hii
Hii
କିଏ କିଏ ଗଞ୍ଜାମ ରୁ ଦେଖୁଛ ଗୋଟେ like ହଉ ❤️❤️❤️
ଓଡ଼ିଆ ସିନେମା ଠୁ ବହୁ ଗୁଣରେ ଭଲ |ସୁନ୍ଦର କମେଡି |ବିଶେଷ କରି ପ୍ରଳୁ ଭାଇ ଜବରଦସ୍ତ 👌👌👌
ବାଳ ମୁ ହସି ହସି ଭାତ ଖାଇ ପାରିଲିନି😢😢😢
Next level comedy 😂😂😂
Mg tu Banda mundi
ଏତେ ଦିନ ପରେ ଏମିତିକା ଗୋଟେ film ଭଳିଆ କମେଡି ଆସିଲା ବହୁତୁ ଭଲ ଲାଗିଲା
Jona podi lani Bhai kete bele sari golaa
ହେରା କିରା କହୁଜ ଦେଖି କି ବହୁତ୍ ଖୁସି ଲାଗିଲା ଯେ । ନା କିରା କହୁ ଜ ଭାଇ ମାନେ ଅନୁଗୁଳ ଭାଷା କୋ ଭଲ ପାଉଥିଲେ ଲାଇକ କରିବ । ( ଜୟ ଜଗନ୍ନାଥ )
❤
ବାଳ ନା 😃
K mui angul ru j 😂 khanti talcheria
ଓଡ଼ିଆ ସିନେମା ଠୁ ବହୁ ଗୁଣରେ ଭଲ ହଇଛି... Complete entertenment
Bhai ସିନେମା ଦେଖ ଆଗ 😂
ଢେଙ୍କାନାଳ ପିଲା କିଏ ଦେଖୁଛ ଗୋଟେ ଲାଇକ୍ ହେଇ ଯାଉ
Ame kankadahad pila bala Dhenkanal.
ଆମେ ଭୁବନ ପିଲା❤
Ame sei jatan nagara pakha pila (similia)
Ame Mahulipal @@KanarBiswasranjan
❤❤
ଫିଲ୍ମ ଭଳି ଲାଗିଲା ଗୁଲୁଆ ବାବୁ good job, all team କୁ god bless you 🙏🌹❤
ବାଲେଶ୍ବର ରୁ କିଏ ଦେଖୁଛନ୍ତି ଲାଇକ କରନ୍ତୁ ❤🎉❤
Mu
Ya
Khali baleshwar kaile kisa haba , ke jaga ru kuha 😂😂😂
Kahiki like karibu
Balia
ଭାଇନା ଆମ ଗଞ୍ଜାମ୍ ପିଲା କିଏ ଅଛ ଲାଇକ କର ବା ❤
ଗଞ୍ଜାମ ବେଲଗୁଣ୍ଠା ❤
Bhanjanagar
Kuade asichu be tu sala bala pila Tate mota kila darakar 😡😡😡
Buguda ❤️🔥
ʙᴇʀʜᴀᴍᴘᴜʀ ❤
ଗଞ୍ଜାମ ରୁ କିଏ ଦେଖୁଛନ୍ତି like Kara 👍👍👍 ଆଉ comment kara
ଗଞ୍ଜାମ ବେଲଗୁଣ୍ଠା ❤️
Chatrapur
ଗଞ୍ଜାମ ଭଞ୍ଜନଗର ❤
Kholitte
ଗଞ୍ଜାମ -ପୋଲସରା
Aeta movie heithile bhala heithanta ...best comedy movie 🎥 bahut bahut bhala heichhi............. supper 🎉🎉🎉🎉🎉🎉
❤
Dhenkanal loka like kara👍👍...gulua bhai love from dhenkanal ❤❤
ମୋ ପରି କିଏ କିଏ mr ଗୁଲୁଆ କମେଡି ଦେଖିବା ପାଇଁ ବହୁତ ଭଲ ପାଅ ଏବଂ ଅପେକ୍ଷା କରିଥିଲ ଗୋଟେ ଲାଇକ 😍👍🥰🥰😍😘😍
One and only raju das comedy
@@suryanarayanmohanty5301ଯୋଉ ରାଜୁ ଦାଶ କଥା କହୁନା ସେ ଇଏ ଗୁଲୁଆ ଭାଇ କତିରେ ଆଗେ ସାଇଡ୍ ରୋଲ କରୁଥିଲା ଗୋଟେ ପକାରେ ଦେଖିବାକୁ ଗଲେ ରାଜୁ ଦାଶ କୁ ଗୁଲୁଆ ବେନେଇଛି
ଷ୍ଟୋରୀ କାନ୍ସପ୍ଟ ବହୁତ ବଢ଼ିଆ।
ଲେଖା ବହୁତ ସୁନ୍ଦର।
ସମସ୍ତ କଳାକାର ମାନେ ବହୁତ ବଢିଆ ଭାବରେ ଅଭିନୟ କରିଛନ୍ତି।
Mr gulia ଟିମ୍ ଓଡ଼ିଶା 1 no ।
Hi
Berhampuriya manankara vote Gote Hou 😂❤👍
❤
ଜୟ ଜଗନ୍ନାଥ ସାଙ୍ଗମାନେ 🙏🥰 ମୟୁରଭଞ୍ଜରୁ କିଏ ଦେଖୁଛନ୍ତି ଲାଇକ କରନ୍ତୁ ❤
Heire maghia vedio aramva helani tu athi hagi deluni
Bhai gote help kariba
Hmm sure@@PapuniPradhan-dn3hi
Me bro❤❤❤
@@PapuniPradhan-dn3hiKn help kuha bro
odia movie thaa ru bahut bhala heichi ....🎉😂😂❤❤
100%
Agreee
💯
Hm hm 😆😆😆
ଜୟ ଜଗନ୍ନାଥ ସାଙ୍ଗ ମାନେ🙏 ଆଜି ମୋର ଜନ୍ମଦିନ କିନ୍ତୁ 0👍 ଲାଇକ.😭😭
Happy birthday 🎂
Happy Birthday to you 🎉🎉🎈🎈
Many many happy returns of the day 🎉🎈😊
Happy birthday to you 🎉
Happy birthday pintu 🎉🎉🎉
କେବଳ ପ୍ରଳୟ ଭାଇ ପାଇଁ highlights hauchi ତମ comedy ❤
Mr ଗୁଲୁଆ ନିଜେ ଗୋଟେ ସମ୍ପୂର୍ଣ୍ଣ ଓଡ଼ିଆ industry
ତାଙ୍କୁ ଚାନ୍ସ ଦରକାର ନାହିଁ
ସେ ଓଡ଼ିଆ ହିରୋ ମନକୁ ଚାନସ୍ ଦିଅନ୍ତୁ
Thanks 😍🥰🙏💞
କେଉଁଝର ରୁ ଆନନ୍ଦପୁର ପିଲା କିଏ କିଏ ଦେଖୁଛନ୍ତି ଲାଇକ କରନ୍ତୁ
Mu
Ame re bhai
ତ ମା ଙ୍ଗାଢି
Mu
Bhai mu 👍🏻
ବା ବା ପୁରା ଓଡ଼ିଆ comedy ସିନେମା ଆଉ 😅😅
Sabu episode ru ye wala 5 number wala sabuthu best lagila ❤ 1hr ra thila bus dekhutha parika laguthula bus na end hau ye episode ra but 😢sarigala last re emotional moment v thila gulua bhai aau bahar kara emti episode 6 7 8 9 10 sabu tike long time wala kariba
Ama odisha ra UA-cam comedy no. 1 supar star mr gulua Bhai is coming
ଏତେ ଦିନ ପରେ ଗୋଟେ ବିନା ଅଶ୍ଳୀଳ ଥିବା pure କମେଡି ଦେଖିବାକୁ ମିଳିଲା..ଆଶା କରୁଛି ଆଗକୁ ଏଇଭଳି ସୁନ୍ଦର କାହାଣୀ ନେଇ ଆସି ପହଁଚିବେ.. କିନ୍ତୁ ଅନୁରୋଧ ଅତି ମସଲା କରିବା ପାଇଁ ଅଶ୍ଳୀଳତା ଦିଅନ୍ତୁ ନାହିଁ.. Thanks Mr. Gulua bhai
Dhenkanal ପିଲା ଯିଏ ଦେଖୁଚ ଲାଇକ କର 😊😊
Banda
@@hinditegvdo9772ta bau biaa
I'm form jajpur but i like dkl ❤
@@AsishKumar-u4m I'm form Dhenkanal but I will study for N.c college
କେନ୍ଦ୍ରାପଡ଼ା ରୁ କିଏ ଯଦି ଏ ଭିଡିଓ ଦେଖୁଚନ୍ତି ତ ଲାଇକ କରନ୍ତୁ 😊❤
ନମ୍ବର 1 କମେଡି ଭିଡ଼ିଓ ଭାଇ 😂.......
ଭଦ୍ରକ ପିଲା କିଏ ଅଛ ଲାଇକ କର ❤️......
ବ୍ରହ୍ମଗିରି ଟୋକା like କରନ୍ତୁ
ଜୟ ଜଗନ୍ନାଥ 🙏
ପୋଇସା ଟା ବଡ କୋଥା ନୁହ ସମ୍ପକ ବଡ଼ କୋଥା// ବହୁତ୍ କିଛି ଶିଖେଇ ଦେଲ ଏଇ ଭିଡିଓ ମାଧ୍ୟ୍ୟମ ରେ//❤
Gulua Bhai jete jaha hele pralu mast comedy karuchi😂
ଏତେ ବଡ଼ vdo ମାନିବାକୁ ପଡ଼ିବ ଯାହା ହେଲେ ତ ଆମ ଗୁଲୁଆ ଅପା 😊
ଅତି ସୁନ୍ଦର୍ ପ୍ରୟାସ ଏବଂ ବହୁତ୍ ଖୁସୀ ଲାଗୁଚି ଯେ ଓଡ଼ିଶା ରେ ବି ପ୍ରତିଭା ଲୁଚି ନାହି ଭାଇ ମାନ ଙ୍କ ପରିଶ୍ରମ ଆଉ ଉପସ୍ଥାପନ ଶୈଳୀ ଅତି ସୁନ୍ଦର ଏମିତ୍ କାମ କରି ଚାଲ @Mrgulua and team ଜୟ ଜଗନ୍ନାଥ, ଜୟ ମା ବିମଳା, ଜୟ ମା ଲକ୍ଷ୍ମୀ
30:20 gulua bhai expression mind-blowing bhai ..love from ଜଗତସିଂହପୁର ❤❤❤❤❤❤❤❤
Song name km
Sabu part dekhi deli Badhiya video bnauchha bhal Lagila 😅
ସବୁଠୁ ମଜା ପାର୍ଟ ଲାଗିଲା ପେଇଲଟ 😅
ଅନ୍ୟ ଟି ଭୋଜି ରେ ଯୋଉଁ ଉତ୍ତମ ମଧ୍ୟମ 😂😂😂
ଗଞ୍ଜଡ଼ିଆ ଗୋଷ୍ଠି କିଏ ଅଛ ଲାଇକ୍ କର 😂😂😂
ଆମ ଢେଙ୍କାନାଳ ଯତନ ନଗର ରେ ସୁଟିଂ ହେଇଛି
ବିଶେଷ କରି ବ୍ରତୋପନୟନ ଖାଇବା sin Epic😂😂😂😂😂
Wow what video boys I don't have any word to explain about this act salute to your all members 🙏😊 good work keep it up 😊
UA-cam ra ଓଡ଼ିଆ ଭାଷା ରେ ସବୁଠୁ long video
Comedy ରେ
Thanks 😍🥰🙏💞
ଗୁଲୁଆ ଭାଇ ତମର Last Seen ଟା Real ଲାଗିଲା....ଏବଂ ଦୁଃଖ ମଧ୍ୟ ଲାଗିଲା......ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ଙ୍କ Rool ବହୁତ ଭଲ ହୋଇଛି।❤❤❤❤
Ki story re bhai Pura Genius world Series awesome gulua Bhai Keep it up❤️🔥
Seriously bhai bahut sundhar heichi content .....pura film dekhiba pari lagila
Finally baki nehai comedy 😅😅#END❤❤❤❤😂😂 🎉🎉
Congratulation ଗୁଲୁଆ ଭାଇ 2 ଦିନ ରେ 1 million ହେଇଗଲା ❤
ପୁରୀ ପିଲା ଲାଇକ କର 🚩🚩🚩ଜୟ ଜଗନ୍ନାଥ 🚩🙏🙏
Cuttack Toka like kara 🎉❤
Very very hard working all thank to team special thanks mr gulua
ମାଲିକେ ଆମେ ବି ବାଲେଶ୍ଵର ପିଲା କାହାଠୁ କମ୍ ନୁହେଁ ❤❤❤
Baleshwar Toka puri style re kahinki kahucha 😂😂😂😂
Mudhi
Are you comedy me gulua bhai 1:16:52 😱😱 awesome 🎉🎉🎉😅
ବହୁତ ଭଲ ଲାଗିଲା ସବୁ କଳା କାର କଂର ଅଭିନୟ 👌👌👌👌👌👌👌👌
ଆଶିଷ ବାବୁ ବହୁତ ସୁନ୍ଦର ହେଇଛି... ମୋବଇଲ ରେ film hall ରେ ବସି picture ଦେଖିଲା ପରି ଲାଗିଲା, ୨ ଥର ଦେଖିସାରିଲିଣି... ସବୁ କଳାକାର ତାଙ୍କ ଚରିତ୍ରକୁ 100% ଦେଇଛନ୍ତି... Spl thanks to script writer ନିତୁ ବାବୁ ଏତେ ପେଟ ଫଟେଇଲା ଭଳି story ଲେଖିଛନ୍ତି.... All my best wishes to all your team members... Keep it up 🌹
Thanks 😍🥰🙏💞
Better than Today's Odia movie
Full comedy
Heart touching
In total 🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥
Thanks ❤💕🙏
ଅଶେଷ ଅଶେଷ ଧନ୍ୟବାଦ ଆମ ଢେଙ୍କାନାଳ ଉପରେ video କରିଥିବାରୁ ❤🎉🎉
ସମ୍ବଲପୁର ନୁ କେନ ମାନେ ଦେଖସ like କର
Better than ollywood😂
Thanks 😍🥰🙏💞
ଭଦ୍ରକ ଚରମ୍ପା ପିଲା କିଏ ଅଛ ଲାଇକ କର
❤
❤❤❤❤❤❤ ଭଦ୍ରକ
❤
Bhai epatee ❤😊
Just ୨୫ କିମି ଦୂରରୁ କହୁଛି
Balesore ru kie dekhu cha like kara re amo balesoreia toka full ghanti dio 💪💪💪❤❤❤
😂😂😂😂 omy god❤❤😂😂
Bhala haichhi 💥jiye jiye first ru last dekhilaa
Nonstop like kara
KGF 3 ଆଉ Puspa 2ଭଳିଆ ଲାଗୁଛି
KGF3, ଆଉ Pushpa 2 ଦେଖିଛ ନା...realize heini
ବାଲେଶ୍ବର ପିଲା ଯେତେ ଅଛ ଲାଇକ୍ କର ଆମେ ଆମ ଭଲ ପାଇବା ଗୁଲୁଆ ଭାଇଙ୍କୁ ଦେଖେଇ ଦେବା ❤❤
ନୟାଗଡ଼ ଜିଲ୍ଲା ରୁ କିଏ ଦେଖୁଛ ଲାଇକ କରନ୍ତୁ
ଯାଜପୁର ରୁ କିଏ ଅଛ like କର....ଜୟ ଜଗନ୍ନାଥ 🙏🙏🙏
ଯଉମାନେ ମୁଢ଼ି ପ୍ରିୟ ବାଲେଶ୍ୱେରିଆ like କର ❤❤❤
ବଉଦ ଜିଲ୍ଲା ରୁ କିଏ କିଏ ଦେଖୁଚ ଗୋଟିଏ ଲାଇକ କରନ୍ତୁ ❤❤❤
This is something better than many movies and web series on different OTT platforms. Try translating some of your best videos into Hindi and release them on an OTT platform.
ଜୟ ମା ବିରଜା 🙏 ଯାଜପୁର ରେ କିଏ କିଏ ଦେଖୁଛ like କର
ମୁଁ ଯେମିତି ବାକି ନାହିଁ part5 କୁ wait କରିଥିଲି ତମେ ବି ଯଦି wait Kari ଥିଲ like କର
Bala pari lagila
କେନ୍ଦୁଝର ଟୋକା ଲାଇକ ♥️କର
ଓଡ଼ିଆ ଫିଲ୍ମ ଠାରୁ ବହୁତ ବଢିଆ ଗୁଲୁଆ ଭାଇଙ୍କ କମେଡି l ପୁରା ଶହେ ରୁ ଶହେ ✌️
ଜୟ ମହାଦେବ🙏🙏🙏🙏🙏🙏❤️❤️❤️❤️❤️❤️🙏🙏🙏🙏🙏🙏🙏
ଜୟ ମହାଦେବ🙏🙏🙏🙏❤️❤️❤️❤️🙏🙏🙏🙏🥹🥹🥹🥹ଜୟ ଜଗନ୍ନାଥ🙏🙏🙏🙏❤️❤️❤️❤️❤️🙏🙏🙏🙏🙏🙏❤️❤️❤️❤️❤️🥹🥹🥹🥹🥹🥹
ଭଗବାନ୍ ଙ୍କ ଦୟା ରୁ ଆହୁରି ଆଗକୁ ମାଡି ଚାଲ, ସବୁବେଳେ ଏମିତି ଖୁସିରେ ରୁହ,ଜୟ ଜଗନ୍ନାଥ ❤❤❤❤❤❤❤❤❤
17:11ଗଜାନନ,ପ୍ରକୃତି ରେ ଲଗାଅ ମନ 😂
ବରହମ୍ପୂର୍ ପିଲା ଲାଇକେ କର🎉🎉
Gulua Bhai you are no.1 , script, dialogue, music and super duper natural acting and lastly super super super special direction, camera direction, camera man , makeup team, supporting team and super super acting, no words to express our love , whole Odisha wishing you all the best for your upcoming videos. Thanks to all team members and all actors and financial supporters and lastly Gulua Bhai , rocking comedy. Full bobal
Thanks 🙏 ❤💕
Absolutely fantastic 😂😂
ବାକି ନାହିଁ ❌
ପଛମରା ପିସା ✅😂
Pralu bhai at different level.........without pralu gulua comedy is incomplete...jai jagannath❤
This is the masterpiece of Mr.Gulua comedy ❣️
Direction is fantastic. Gulua bhai . Starting jemiti shoot heichi wow wala
Ete mint ❤❤❤❤❤ bahut maja lagiba jauchi dekhibi soiki 😂
Actor ,camera angle,music,direction every thing is superb 🔥🔥🔥
ମୁସଲମାନ ଡାକୁଛି "" ହେଁ ଭଗବାନ " ଜୟ ଶ୍ରୀରାମ.. ଟିକେ ସ୍କ୍ରିପ୍ଟ ଭୁଲ ରହିଗଲା ଏଇଠି
Aeta comedy paa
Hele se jhia ta tanka sahita kan pain buluchi😅😅😅
Gulua bhai 1hr 16mi
Mote lagila 20mi
Bahut sundar heichhi ❤️❤️❤️
All the best comedy 👍👍
Very very heart touching video,Gulua Bhai..👍👍
Bangalore ru kaumane dekhuchanti like diontu
Ea comedy nuhan film bhali laguchhi❤🎉😂
Thanks 🥰🙏💞
Jie gulua Bhai nka comedy ku wait Kari thila like kara ❤
Love you gulua Bhai sabu too best haechi part 5 video.❤❤❤