ନିଆରା ଢଙ୍ଗରେ ଧାମନଗର ଉପ-ନିର୍ବାଚନ ପାଇଁ ପ୍ରଚାର

Поділитися
Вставка
  • Опубліковано 19 січ 2025

КОМЕНТАРІ • 963

  • @Kingofbadtime-bk8bj
    @Kingofbadtime-bk8bj 9 місяців тому +22

    ମନୋଜ ଭାଇ ଆପଣଙ୍କୁ ହୃଦୟ ରୁ ପ୍ରଣାମ. ଗୋଟେ କଥା କହିବାର ଥିଲା. ମୁ ଆପଣଙ୍କ ର ଜଗନ୍ନାଥ ଙ୍କ ପ୍ରବଚନ ଶୁଣି ମନ ମୁଗ୍ଧ କରେ ଆଉ ମନ ରେ ଅସରନ୍ତି ଭଲ ପାଇବା ଓ ଭାବ ବିହୋଳ ହେଇ ଯାଏ. ହେଲେ ଆଜି ଏଇ ପ୍ରଚାର ଦେଖି ମନ କୁ ବହୁତ କଷ୍ଟ ହେଇଛି. ଅନୁରୋଧ ଦୟା କରି ଏ ରାଜନୀତି ପ୍ରଚ଼ାର ବନ୍ଦ କରି ଦିଅନ୍ତୁ. ଅପଣଂକ ମୁଖ ରୁ ଏ ଅସଭ୍ୟ ରାଜନୈତି କ ପ୍ରଚାର ଶୋଭା ପାଉନି. ଜୟ ଜଗନ୍ନାଥ.

  • @subratdash5689
    @subratdash5689 Рік тому +113

    ଭାଇ ତୁମ ପ୍ରଭୁ ଜଗନ୍ନାଥ ଙ୍କ ପ୍ରବଚନ ବହୁତ୍ ଲୋକ ପ୍ରିୟ ହେଉଛି ଏଭଳି ରାଜନୀତି ଠାରୁ ଦୂରେଇ ରୁହନ୍ତୁ🙏🙏

  • @bapunije7974
    @bapunije7974 2 роки тому +109

    ଭାଇ ଭଲ ପ୍ରବଚନ ଦିଅ ଜାଣିଛି କାଇଁ ଏ ରାଜନୀତି ରେ ପଶୁଛ କିଛି ଟଙ୍କା ଲୋଭରେ

    • @commerceconceptclear7542
      @commerceconceptclear7542 2 роки тому +7

      ଟଙ୍କା ପାଇଁ ତଳକୁ ଖସିଲ, ପ୍ରବଚନ ଦିଅ ବୋଲି
      ଫୁଲହାର ମିଳେ, ଏଠି ଜୋତା ମାଳା

    • @jagannathkrupa9310
      @jagannathkrupa9310 2 роки тому

      Tar bhai peta patana katha jie paisa daba se tar gaiba athi rajaniti prasna uthuni

    • @festivaltravel99
      @festivaltravel99 10 місяців тому +1

      ​@@jagannathkrupa9310ଭୁଲ୍ କହିଲ ଭାଇ କିଛି ଟା ଟଙ୍କା ପାଇଁ ଏଇ ଲୋକ ରାଜ ନୀତି ରେ ପ୍ରଚାର କରୁଛି 😢ଯଦି ଏଇ ଲୋକ ଜଗା ର ପ୍ରବ୍ଚନ ଦିଏ ଲୋକେ ତାଙ୍କୁ ଲକ୍ଷ ଲକ୍ଷ ଭକ୍ତଙ୍କ ଲକ୍ଷ ଲକ୍ଷ ଟଙ୍କା କିଛି ସମୟ ରେ ପୋତି ଦେବେ 😢 ହଉ ସେ ଯାହା ହେଉ ପ୍ରଚାର ଟା ଭଲ ଲାଗିଲା😂 .........Jay jagnnath 🙏

    • @canirodkumar5081
      @canirodkumar5081 10 місяців тому

      Bala ta miliba yaku

    • @OmmSamal-wb9jn
      @OmmSamal-wb9jn 9 місяців тому

      @@jagannathkrupa9310 Mora gudaakhu prachara Kariba , kete paisa naba

  • @indubhusan4780
    @indubhusan4780 2 роки тому +101

    ବିଧାୟକଙ୍କ ନୁଆ ଯୋଜନା
    ଭୁବନେଶ୍ବର ରେ ଅଛି ଅର୍ଚନା
    ଏହା ବିଜୁ ସେକ୍ସ ଯୋଜନା
    ଜନସାଧାରଣଙ୍କୁ ଏହା ମନା
    ଅଫିସର ମାନଙ୍କ ମନକୁ କିଣା

  • @PravatnayakPravat-b5d
    @PravatnayakPravat-b5d 10 місяців тому +23

    ଏ ଶଳା ପଇସା ପାଇଁ ସବୁ ପ୍ରକାର ପ୍ରଚାର କରୁଚି ମନୋଜ ପ୍ରଧାନ 😮😮 ପ୍ରବଚନ ବି ଦେଉଚି 😅😅😅❤❤

  • @sarojkumarnayak9448
    @sarojkumarnayak9448 2 роки тому +88

    ଯେତେ ସଫେଇ ଦେଲେ କିଛି ଲାଭ ନାହିଁ। ଓଡିଶା ବାସୀ ୨୦୨୪ ରେ ଠିକ୍ ଜବାବ ଦେବେ।

  • @kailashchandranayak9831
    @kailashchandranayak9831 9 місяців тому +10

    ମନୋଜ ବାବୁ ଆପଣ ଜଗନ୍ନାଥ ଙ୍କ ପ୍ରଚାର କରନ୍ତୁ ରାଜନୀତି ଠାରୁ ଦୂରେଇ ରୁହନ୍ତୁ ଭଳାହେବ

  • @narottambeheranarottambehe3631
    @narottambeheranarottambehe3631 2 роки тому +76

    ତୋ ପଚାର କିଛି ଫରକ ପଡିବ ନାହିଁ , ଧାମନଘର ବାସି ବିଜେପି , ନା ସଙ୍ଖ ବାଜିବ , ନା ନବୀନ ଲୋକଙ୍କ ଦୁଃଖ ବୁଝିବ , ଏଠି ଫୁଲ ଫୁଟିବ

  • @diptilucky2548
    @diptilucky2548 2 роки тому +98

    ବିଜୁ ଜନତା ଦଳ ଓଡିଶା ପାଇଁ କାଳ

  • @kanhumalik5341
    @kanhumalik5341 9 місяців тому +7

    ନବୀନ ମାଗିହା କୁ କେହି ବି ଭଟ ଦିଅନ୍ତୁ ନାହିଁ ସବୁ ମୋଦି ଦବ ଇ ଏ ମାଗିହା ନାଁରେ ଯାଉଛି

  • @dillipsethy7360
    @dillipsethy7360 2 роки тому +75

    ହଇଏ ଚାମୁଚା ପଚାର କରାଳୀ ବାଲା ଆମରି ଟିକସ ଆମରି ଭାତ ଚାଷୀକୁ ମିଳୁନି ନବିନି ନିବାସ

  • @bighneshpradhan2603
    @bighneshpradhan2603 2 роки тому +80

    ନୂଆ ଯଜନା ଆମ ଅର୍ଚନା

  • @bhagupradhan7778
    @bhagupradhan7778 9 місяців тому +3

    ଏ ଧାମ ନଗର ବାସି ବିଜୁ ଜନତା ଦଳ ଓଡିଶା ବାସୀଙ୍କୁ ହେଇଛି କାଳ 😅😅😅

  • @nsethy5436
    @nsethy5436 2 роки тому +34

    ଅନ୍ୟ ବିରୋଧରେ କୁହ ନାହିଁ । ନିଜର ଭଲ ଗୁଣ କୁହ

  • @jaymaabiraja2059
    @jaymaabiraja2059 10 місяців тому +4

    ଭାଈ ଆପଣ ବହୁତୁ ଭଲ ପ୍ରବଚନ
    ଦିଅନ୍ତି ଟଙ୍କାପାଇଁ ଭାଈ ଜଣେ କଳାକାର ଠାରୁ ବଡ଼ ରାଜନିତୀ ନୁହେଁ

  • @anilkumarnayak7701
    @anilkumarnayak7701 2 роки тому +24

    ହେ ବାପା ମାନେ ହେ ମା ମାନେ ଏଥର ନବିନା ଚିତ୍ ରିଙ୍ଗ୍ ମାରିବ 😀

  • @saratkumarnaik9041
    @saratkumarnaik9041 2 роки тому +8

    ଭାଇ ତମେ ଯେତେବେଳେ ଜଗନ୍ନାଥ ଙ୍କ ପ୍ରବଚନ ଦିଅ ଭଲଲାଗେ, ତମେ ଯଦି ବ୍ୟକ୍ତିଗତ ଭାବେ କାହାର ପ୍ରଚାର କରିବ ତୁମୋ କୁ ଭଲପାଉଥିବା ଓଡିଶାବାସୀ ଧୀରେ ଧୀରେ ଘୃଣା କରିବେ କାରଣ କଉ ଦଳ ର କାମଭଲ ନୁହେଁ..ତମେ କେବଳ ଜଗନ୍ନାଥ ଙ୍କ ପ୍ରଵଚନ ଦିଅ ସାଢ଼େ ଚାରିକୋଟି ଓଡ଼ିଆ ତୋମ କୁ ହୃଦୟ ରେ ବସେଇବେ.

  • @Terabaapaaya-y3u
    @Terabaapaaya-y3u 9 місяців тому +2

    ଏମିତି କାରିକି 25 ବର୍ଷ ଲୁଟି ଚାଲିଲା e ନବୀନ ଚାଟୁକାର

  • @Stevesanjay
    @Stevesanjay 9 місяців тому +21

    ମାଗିଆ ତତେ କେମିତି ଗାଳି ଦେବୀ ଭାବୁଛି କୋଉ ଭାଷାରେ 😂😂😂

    • @rajendramalik41
      @rajendramalik41 8 місяців тому

      Tu kia bee sodibu Tate aka asichi

    • @kingslala2462
      @kingslala2462 8 місяців тому

      ଆମ କୁ bedha ଭାଷା ବହୁତ୍ ଆସେ ପେଟରୁ ଛୁଆ ବାହାରିବ ପୁଅ

    • @rajendramalik41
      @rajendramalik41 8 місяців тому

      Chal tu kan kahibu bee

  • @chittaranjanojha9439
    @chittaranjanojha9439 2 роки тому +4

    ହେ ହେ ଆଜି କାଲି କଣ ଭଜନ ମଞ୍ଚର ଉପସ୍ଥାପକ ଭୋଟ୍ ପ୍ରଚାର କଲେଣି

  • @rajnayak5964
    @rajnayak5964 2 роки тому +9

    ହେହେ ହେ ବାଳ ଦେବ ଜେମିତି ବୋପା ଧନ

  • @sbpgoldmedia8979
    @sbpgoldmedia8979 2 роки тому +15

    ୧ ଲକ୍ଷ lead ଭୋଟ ରେ ଅବନ୍ତି ଦାସ ହରିବେ।😂😂 Only suraj ସୂର୍ଯ୍ୟବଂଶୀ।।

  • @PrakashKumar-gm9nu
    @PrakashKumar-gm9nu 2 роки тому +27

    କେତେ ଆଉ ମାରିବ ଓଡ଼ିଶା ନିରୀହ ଲୋକ ମାନଙ୍କୁ

  • @prasantaku.tripathy665
    @prasantaku.tripathy665 2 роки тому +24

    ଏ ଲୋକ ବୋଧେ ପ୍ରସିଦ୍ଧ ପ୍ରବଚକ କିନ୍ତୁ ଆଜି ଏ ତାର ମା ର ଘଇତା ନବୀନ ର ଏତେ ସ୍ତୁତି କରୁଛି କାହିଁକି?

  • @DPM3777
    @DPM3777 2 роки тому +8

    ନବୀନ ପଟ୍ଟନାୟକ ତା ବାପ ଘରୁ ଆଣି କି ଦେଉଛି ନା କଣ!!!!
    ସବୁ ତ ସାଧାରଣ ଲୋକମାନଙ୍କର ଟଙ୍କା... 🚩🙏🚩

  • @ranjanranjan6906
    @ranjanranjan6906 2 роки тому +2

    ନବୀନ ପଟ୍ଟନାୟକ କଣ ତମ ବାପା ତା ପାଇଁ ପ୍ରଚାର କରୁଛୁ

  • @munamohanta7101
    @munamohanta7101 2 роки тому +43

    ଯେତେ ସବୁ ରେଣ୍ଡୁଆ,ଚୋର,ଗୁଣ୍ଡା,ରେଣ୍ଡୀ,tauter ,dollar,ହାରାମୀ ସବୁ ବିଜୁ ଜନତା ଦଳ ରେ ଅଛନ୍ତି,,,ନବୀନ୍ ଭଲ

  • @mithunnaik2960
    @mithunnaik2960 2 роки тому +11

    ଏହା ନବୀନ ଗଣନାଟ୍ୟ ଆଲାଉଁଶ କରୁଛନ୍ତି

  • @atozkirtanvideo
    @atozkirtanvideo 2 роки тому +17

    ବାଳ ଟା ଦେଉଛୁ ନବୀନ ଶଳା ଚୋର ସରକାର

  • @manoranjanpanda5536
    @manoranjanpanda5536 11 місяців тому +2

    ହେ ଓଡିଶାବାସୀ ନବୀନ ଓଡିଶାକୁ ଵୁଡାଇଦେଲା, ମଦୁଆ ଟାଉଟରଙ୍କୁ ଧରି ଆମ ରାଜସ୍ଵ କୁ ଵୁଡେଇ ଦେଲା, ଚୋର ଡକାୟତଙ୍କୁ ଧରି ନବୀନ ଓଡିଶାକୁ ଶାସନ କରୁଛି, ଓଡିଶାବାସୀ ଚିନ୍ତା କରିବାର ଵେଳ ଆସିଛି, ନବୀନ ହଟାଇ ଓଡିଶା ବଞ୍ଚାଅ, ଜୟ ଜଗନ୍ନାଥ,

  • @yasrajmovie2290
    @yasrajmovie2290 9 місяців тому +3

    ସର୍ବଶେଷରେ ଦାଦନ ଖଟିବାକୁ ବିଦେଶ ଯାଏ

  • @saip7522
    @saip7522 2 роки тому +9

    ହିସାବ ଦେଉନ୍ ନବୀନ ର ଜନ କଲ୍ୟାଣ ଯୋଜନା । ନବୀନ ଚାକିରିଆ ଙ୍କ ବେଶ ଉନ୍ନତି କରିଛି । ଚାଷୀର ନୁହେଁ ।

  • @aditya_vision
    @aditya_vision 2 роки тому +65

    ଆବେ ମୂର୍ଖ 108 ଆମ୍ବୁଲାନ୍ସ ସେବା india govt ର 😂😂😂

  • @suryamanimallikofficial5637
    @suryamanimallikofficial5637 2 роки тому +1

    ବିଜେପି ବିଧାୟକ ଦଳ ହେବ ପ୍ରଦୀପ ପୁରୋହିତ

  • @debaduttanayak7308
    @debaduttanayak7308 2 роки тому +27

    ଖାଲି ଶଳା କୁ, ଜୋତ ରେ ବାଡା

  • @atozkirtanvideo
    @atozkirtanvideo 9 місяців тому +1

    ଭାଇ ଭଲ ପ୍ରଚାର କରୁଛ ହେଲେ ମାଗିହା ବିଜେଡି ସରକାରଙ୍କ ପ୍ରଚାର କରନା

  • @ranjanbehera3250
    @ranjanbehera3250 2 роки тому +17

    ବାଳ କଲେ

  • @rajarao3365
    @rajarao3365 10 місяців тому +2

    ସବୁ କାହାର ପଇସା ରେ ଦଉଛି ନବୀନ ଓଡ଼ିଶା କୁ ଟୁଲ କଲା

  • @kartikmohanta8992
    @kartikmohanta8992 2 роки тому +26

    ଚୁପ୍ ରେ ହାରାମି

  • @googly2.0
    @googly2.0 9 місяців тому +1

    ଫୁଲ ଫୁଟିବ❤

  • @vijaypadhiari5266
    @vijaypadhiari5266 2 роки тому +4

    ମନଜ ଭାଇ ନିର୍ବାଚନ କାଇଁ ମତିଚ ନିଜକୁ ନିଜେ ବଦନାମ କରୁଚ

  • @bibhujena111
    @bibhujena111 Рік тому +2

    🎉 ବୋଉ ଵିଆ ନବୀନ

  • @mananayak.697
    @mananayak.697 2 роки тому +6

    🙏ସାରା ଅଡିଶା ପଦ୍ମ ପୁଟିବ 🙏

  • @KrishnaDas-ct4xq
    @KrishnaDas-ct4xq 10 місяців тому +2

    ବିଜୁ ଜନତା ଦଳ ଖାଇବ ମୋର ପେଳ କାମୋ କିଛି ନାଇଁ

  • @dusmantabehera7591
    @dusmantabehera7591 2 роки тому +3

    ନବୀନ ବାବୁ ବେଡିଂ ବା୍ନ୍ଧ ଘରକୁ ଯିବୁ

  • @gyanasankarsahoo450
    @gyanasankarsahoo450 2 роки тому +1

    ଏ ଲୋକ ତାର ବୃତ୍ତି ଏବଂ ଟଙ୍କା ରୋଜଗାର କରିବା ଉଦ୍ଧେଶ୍ୟରେ ଏସବୁ କରୁଛି। କିନ୍ତୁ ଏହାର ବ୍ୟକ୍ତିତ୍ୱରେ କିଛି ମୂଲ୍ୟ ନାହିଁ କେତେବେଳେ ଠାକୁରଙ୍କ ପ୍ରବଚନ ଦେଇ ଲୋକମାନଙ୍କ ପାଖରେ ସରଳ ବ୍ୟକ୍ତିତ୍ୱ ବୋଲି ଜଣାଯାଇଛନ୍ତି ପୁଣି ଟଙ୍କା ପାଇଁ ଏସବୁ ନାଟ ଯଦି କରୁଛ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ବୃତ୍ତି ଭିତରେ ରୁହ ସମ୍ମାନ ପାଇବ ନ ହେଲେ ସମୟକ୍ରମେ ତୁଚ୍ଛା ଅପମାନ ହେବା ସହିତ ଅନ୍ୟ ବୃତ୍ତିଟି ତୁମ ପାଖରୁ ସ୍ବତ ଭାବରେ ଚାଲିଯିବ।

  • @ranjanpradhan8446
    @ranjanpradhan8446 10 місяців тому +3

    ବାଳ ନା 😮😮😮

  • @manojpanda8646
    @manojpanda8646 10 місяців тому +2

    ଏଥର କୁଆଡେ ବୁଲୁଚ ବୁଲ
    ଗେଣ୍ଡା ନୁହେଁ ଖାଲି ଫୁଲ

  • @bijayamahanty8927
    @bijayamahanty8927 2 роки тому +4

    ମଦୁଆ ମାତାଲ୍ କହୁଛ ଏ ଓଡ଼ିଶାକୁ ମଦୁଆ ମାତାଲ କରିଛି କିଏ

  • @osmoodishaofficial
    @osmoodishaofficial 10 місяців тому +1

    ଭାଇ ଏଭାଇ ପ୍ରବଚକ ନା ରାଜନୀତି କରୁଛନ୍ତି ଏ କି ପ୍ରବଚକ ଆଂକେ କି ଜ୍ଞାନ ଦେବେ ମୁ ଭାବିଥିଲି ଭଲ ପ୍ରବଚକ ପ୍ରବଚନ ଦେଉଛନ୍ତି ଦେଖିଲା ବେଳକୁ ବାବୁ ରାଜନୀତି ପ୍ରବଚନ ଦେଉଛନ୍ତି ଯାତ୍ରା ଅଙ୍କର ଭଳି ଧନ୍ୟ

  • @saratmohanty4255
    @saratmohanty4255 2 роки тому +4

    ଅବନ୍ତୀ ଦାସ ଆଖୁ ବିଲ ଖସ ଖସ। ଆଉ ବାଳ ଅଛି ଯେ କରିବ ଚାଷ।

  • @SibasankarBehera-t7i
    @SibasankarBehera-t7i 10 місяців тому +2

    ଗୁହ ଖାଇବା ପସନ୍ଦ ଲାଗିଲା ଜଗନ୍ନାଥ ପ୍ରବଚନ ଭୁଲିଗଲା

  • @sureshswain5734
    @sureshswain5734 2 роки тому +4

    ଓଡ଼ିଶାରେ ଋଣ ଭାର କେତେ ଅଛି କହିଲନି

  • @ganeshmohanty6422
    @ganeshmohanty6422 2 роки тому +1

    ବିଜୁ ଜନତା ଦଳ ଓଡିଶା ପାଇଁ ବାଳ

  • @samirpattanaik7789
    @samirpattanaik7789 2 роки тому +4

    BEST COMMENTATOR. CONGRATULATION FOR THIS SPEAKING POWER.

  • @avayapanigrahi
    @avayapanigrahi 11 місяців тому +1

    ନବୀନି ଶଙ୍ଖ ବାଜି ବ ନାହିଁ ରେ ତାହା ଡାଲା ବାଜିଲାନି ଜାଣି ପାରୁନ ୨୦ ଟଙ୍କାରେକାମ ଚଲେଇ ଦେଉଛ ତୁମେ କଉ୦ୁ ଜାଣି ଵ😂😂😂😂😂😂😂

  • @adityanayak7513
    @adityanayak7513 2 роки тому +7

    ଆମ ନବୀନ ପଠାଇ ଦେବ ଦାଦନ ଖଟିତେ 🤣🤣🤣🤣

  • @bishwamitrakarali3437
    @bishwamitrakarali3437 10 місяців тому +2

    ଆଉ କାମ ଦେବ ନାହିଁ ନବିନା

  • @prasanta600
    @prasanta600 2 роки тому +4

    ଅବନ୍ତି ଅପାର ଝୁଲି ପଡ଼ିଛି,ରେ ରେ , ନବୀନ ର ବାଣ୍ଡ ଉଠୁଛି ରେ ରେ ରେ,

  • @bhabagrahidas2385
    @bhabagrahidas2385 10 місяців тому +2

    ଦାଦନ ଯା ଦାଦନ ଯା

  • @amubhai5175
    @amubhai5175 2 роки тому +7

    ବାଳ ଉପଡ଼ିବେ

  • @lokalsisir2779
    @lokalsisir2779 Рік тому +1

    ମୋ ବାଳ ଯୋଜନା ଗୋଟେ କରି ଦିଅ ଏଥର।

  • @asutoshpujari8951
    @asutoshpujari8951 2 роки тому +5

    ବେହିଆ କହୁନୁ ସୁରଟ କାଇଁକି ଯାଉଛନ୍ତି ଲୋକ

  • @narayanpatra1149
    @narayanpatra1149 2 роки тому +1

    ତର ପ୍ରଚାର୨୦୨୪ରେ ପରିବର୍ତ୍ତନ ହେବବେଳୁ ସାବଧାନ ହେଇଯା

  • @pruthirajdalai6153
    @pruthirajdalai6153 2 роки тому +20

    ତୋ ଭଉଣୀ ଙ୍କୁ ଗେହିବ ନବିନ ଶଳା

    • @prakashtarai896
      @prakashtarai896 2 роки тому

      ଭାଇ ପୁରା ସଲିଟ୍ ଉତର ଦେଲ B J P

  • @BighneswarBehera
    @BighneswarBehera 10 місяців тому +1

    ଜୟଜଗନ୍ନାଥ ଭାଇ ଭଜନଗାଇବାଲୋକଆସୁଚପ୍ରଚାରଗାଡିରେ

  • @avimanyumajhi4445
    @avimanyumajhi4445 2 роки тому +8

    Wait କର tame sabu jail jiba

  • @sanjitbeherajust151
    @sanjitbeherajust151 2 роки тому +1

    ଶଙ୍ଖ ଶବଦରେ ପାହାଡ ପର୍ବତ ଭଙ୍ଗିଗୋଲଣି ଆଉ ବୋଜାଓ ନାହିଁ l ବେଶୀ ବାଜିଲେ ତୁମ ଘର ଭାଙ୍ଗିଯିବ

  • @chandrasekharmuduli6172
    @chandrasekharmuduli6172 2 роки тому +6

    👌👌👌👌

  • @bishikeshanbehera5868
    @bishikeshanbehera5868 10 місяців тому +1

    ଜଗନ୍ନାଥଙ୍କ ନାମ କହୁଥିବା ପାଟି ଏତେ ମିଛ କେମିତି କହୁଛି ।

  • @pramilabehera6886
    @pramilabehera6886 2 роки тому +4

    Prachar suni loka mane. Manoranjan karu thibe 👌pura jamuchi

  • @bibhutibhusanpaikaray8181
    @bibhutibhusanpaikaray8181 9 місяців тому

    ମନୋଜ ଭାଇ ତୁମ ପ୍ରବଚନ ଆମକୁ ଭଲଲାଗେ। କିନ୍ତୁ ଆପଣ ସବୁ କିଛି ଜାଣି ଦୁର୍ନିତୀ ଗ୍ରସ୍ତ ସରକାର ପାଇଁ କିଛି ଟଙ୍କା ଲୋଭରେ ପ୍ରଚାର କରୁଛ । ଧାମନଗର ବାସୀ ଜାଣିଛନ୍ତି ସୂର୍ଯ୍ୟବଂଶୀ ସୁରଜ୍ କେମିତି ବ୍ୟକ୍ତି ଆଉ ତାଙ୍କ ଚିନ୍ତାଧାରାକୁ। ତମେ ଯେତେ ଷ୍ଟାଇଲ ରେ ରାବିଲେ କଣ ହବ । ଆଉ ଏମିତି ମିଛରେ ରାବିଲେ ତମେ ଦେଉଥିବା ପ୍ରବଚନ ଉପରେ ଲୋକ ମାନଙ୍କ ଖରାପ ପ୍ରଭାବ ପଡ଼ିବ। ମୋ ମତରେ ଏଥିରୁ ନିବୃତ ରୁହନ୍ତୁ ଆପଣଙ୍କ ପାଇଁ ଭଲ ହେବ।

  • @rabindrakarna652
    @rabindrakarna652 2 роки тому +5

    Jay Jagannath

  • @DeepakNaik-z7o
    @DeepakNaik-z7o 9 місяців тому +1

    ବହୁତ ସୁନ୍ଦର

  • @siba.123
    @siba.123 2 роки тому +9

    Jay Bjp

  • @Sibaram12370
    @Sibaram12370 10 місяців тому +2

    ଜୟ ଜଗନାଥ🙏🙏🙏🙏

  • @nirabahera4333
    @nirabahera4333 2 роки тому +8

    Bala pachara karuchi

  • @bimbadharjena1572
    @bimbadharjena1572 2 роки тому +1

    ଆରେ ଶଳା ଚାମଚା ତୁ ଶଳାଟା କ'ଣ ବାଳଟା ଜାଣିଛୁ କହିଲୁ ? ଏଇଥରକ ସେଠି ଚିତ୍ପଟାଙ୍ଗ ମାରିବ, ସତେଯେମିତି ନବୀନ ପଟ୍ଟନାୟକ ତୋ ବୋପା ସେହିପରି ପ୍ରଚାର କରୁଛୁ ।

  • @chandansahoo903
    @chandansahoo903 2 роки тому +5

    👍👍👍👍👍

  • @udaykhilar2566
    @udaykhilar2566 10 місяців тому +1

    ଧାମନଗରରେ, ପଡ଼ିଛି ହୁରି ଶଙ୍ଖ ଜୀବରେ ଫଟି

  • @jitendrabaral3456
    @jitendrabaral3456 2 роки тому +3

    BJD Jatraparty Bhala. Bhala Nataka kare 24 Barsa Ra Jatraparty Ebe Olata Tankadei Nacha karuchi Nabin Nacha Au Loka Dekhibeni ( 3rd Class) Jatra

  • @tukunaful
    @tukunaful 10 місяців тому +1

    ତାମିଲ୍ ଶଙ୍ଖ ଦରକାର ନାହିଁ ଆମର ।

  • @sanjaymahanta4155
    @sanjaymahanta4155 2 роки тому +11

    Bala yojana?

  • @PradeepDehuri-d4q
    @PradeepDehuri-d4q 8 місяців тому

    ବହୁତ୍ ସୁନ୍ଦର ଭାଇ ମାଡ଼ିଚାଲ

  • @Djsanjibproduction789
    @Djsanjibproduction789 2 роки тому +4

    Jay Naveen 🙏

  • @kaliadakua4373
    @kaliadakua4373 2 роки тому +1

    ମାଆଗିଆ କିପଚାର କରୁଚୁ

  • @rabindrasahoo1743
    @rabindrasahoo1743 2 роки тому +3

    କେତେ ଟଙ୍କା ଖାଇଛୁ ଶଳା, 🙃

  • @bulumohapatra9948
    @bulumohapatra9948 10 місяців тому +1

    ଆପଣକୁ ଶୋଭା ପାଉନି ଅତି ଶୀଘ୍ର ଦୁରେଇ ଯାନ୍ତୁ

  • @ghareluzindegisubash1269
    @ghareluzindegisubash1269 2 роки тому +3

    Khub sundar pracharaka..

  • @kumarlipu9503
    @kumarlipu9503 9 місяців тому +2

    ଶଳା ମୁହଁକୁ ଲାଜ ନାହିଁ ନବୀନ ନାଁରେ ପାଣ୍ଡିଆ ଲୁଟୁଛି ଶଳା ଜାଣିପାରୁନା ତୋ ମୁହଁକୁ ଶଳା ଲାଜ ନାହିଁ ଏମିତି ପ୍ରଚାର କରୁଛୁ ଓଡ଼ିଶାର ପୁଅ ତୁ ଶଳା ବାଳ ଅଛି ତୋ ମୁଣ୍ଡରେ

  • @amarkumaramarkumaramiti9610
    @amarkumaramarkumaramiti9610 2 роки тому +3

    Bhala kahuchu jatra ku pala

  • @Naruta-qc4dt
    @Naruta-qc4dt 8 місяців тому +1

    🙏🙏🙏🙏👍👍👍👍👍👍

  • @venomyt5106
    @venomyt5106 2 роки тому +5

    Great 👍

  • @Debu1137
    @Debu1137 2 роки тому +2

    କିଛି ଲାଭ ହେଲାନି କାହିଁକି ଖାଲି ଟାରେ ଭୋକିଲୁ

  • @baikunthanathacreationsnay1414
    @baikunthanathacreationsnay1414 2 роки тому +7

    🙏🌹👍♥👌🥦💚 ଜୟ ଜଗନ୍ନାଥ !

  • @dilkababu373
    @dilkababu373 10 місяців тому +1

    ମ ବାଳ ନା 😂😂😂😂😂😂

  • @santoshsontosh4043
    @santoshsontosh4043 2 роки тому +4

    Bala mundi yojana

  • @OFFICIALDOROMAN
    @OFFICIALDOROMAN 9 місяців тому +1

    ହଁ ତୁମେ ଜିତିବ❤ɢᴏᴅ ʙʟᴇꜱꜱ ʏᴏᴜ🎉ଜୟ ଜଗନ୍ନାଥ 😍 ଜୟ ବିଜେଡି 😊

  • @gaganbiswal9765
    @gaganbiswal9765 2 роки тому +3

    Jya hind🙏

  • @dolamanipodh6329
    @dolamanipodh6329 9 місяців тому +1

    ବାଲ ପାଇବ।