Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଜୟ ଜଗନ୍ନାଥ ଏଇ ମଉସାଙ୍କୁ ରକ୍ଷା କରନ୍ତୁ ହେ ପ୍ରଭୁ ଏହା ବହୁତ ଦୁଃଖ କଥା ଡିଲର ଭାଇଙ୍କୁ ଅନୁରୋଧ କରୁଛି ଏମିତିକା କରନ୍ତୁନି ମଉସାଙ୍କର ଘରକୁ ଯାଇ କରିଥିଲେ ବହୁତ ଭଲ ହେଇଥାନ୍ତା ଏମିତିକା କରନ୍ତୁନି ଅନୁରୋଧ କରୁଛି 🙏🏿🙏🏿🙏🏿🙏🏿🙏🏿
Modi ji asibo 😂😂😂bhagwan kn pai asibo
Susahant 💯 right
So sad....
Bhai SARAKAR ra subidha paibe semane jaha pakhare money 💰 achi
ଏ ଦୃଶ୍ୟ ଦେଖିକି ବହୁତ ଦୁଃଖ ଲାଗୁଚି ସେ ଡିଲର ର ଲାଇସେନ୍ସ ରଦ୍ଧ କରାଯାଉ
ଧନ୍ୟ ସେ ଡିଲର ଧନ୍ୟ ହେ ସର୍କାର।ଅନାଥ ଙ୍କର ଭଗବାନ ସାହାଭରଷା😢
Be sala sarkar kan janichhu ....nija eriare tame nije sarkar badao salanku
ଏମିତି news ପାଇଁ ଓଟିଭି କୁ ମୋର ଧନ୍ୟବାଦ ମଉସା ଜଣଙ୍କ ଟଲିରେ ସୋଇକି ଚାଉଳ ଆଣିବା ଟା ଆପଣ ଟିକେ ଯୋଗାଣ ଅଧିକାରୀଙ୍କୁ ପଚାରିବାର ଥିଲା
ଷଣ୍ଢ ବାବୁ ସେଠାକାର ଗୋରୁଗାଈ ମାନଙ୍କ ନ୍ୟାୟ ପାଇଁଁ ଅନଶନ କରିଥିବାରୁ ଷଣ୍ଢ ବାବୁଙ୍କୁ ଧନ୍ୟବାଦ୍।
କୋଡା କାର୍ଯାନୁଷ୍ଠାନ ନିଆଯାଉଡିଲର୍ ଙ୍କୁ ହୋଟା ଯାଉ ଟୋଲି ଦେଖି ବହୁତ୍ କଷ୍ଟ ଲାଗିଲା 😢😢
😂
Bhai driller dosa nahi sarkar ra
ସରକାର ଡିଣ୍ଡିମ ପିଟୁଛନ୍ତି ଯେ ଆମର ସବୁ ଯୋଜନା ବିଶ୍ୱସ୍ତରୀୟ କିନ୍ତୁ ସତ୍ୟ ଏହା ଯେ ଆଜି ବି ଓଡିଆଙ୍କ ଦୁଃଖ ଶୁଣିବା ପାଇଁ କେହିବି ନାହିଁ !!
ଆଳୁ ଦିଅ ବାଇଗଣ ଦିଅ ସବୁ କିଛି ଦିଅ ପ୍ରଭୁ
ଏଥିରେ ରାସନ୍ ଟିକେ ସରକାର ସୁବିଧା ରେ ବ୍ୟବସ୍ଥା କରୁ ନାହାନ୍ତି।
ଏ ଟଲିରେ ସବପରି ଯାଇକି ଚାଉଳ ଆଣିବା ଇଏ କଣ ଆମ ଓଡ଼ିଆ ଅସ୍ମିତା ଉପରେ ପ୍ରହାର ନୁହେକି
ଏ ସରକାର ର ଭୁଲ ଯେ ଯଦି ଅସୁସ୍ଥ ଅଛି ତାକୁ ଘର କୁ ନେଇ କି ଚାଉଳ ଦେବା ଦରକାର
Bhai sakar dosa nuha😊
ସରକାର ଗରିବ ଲୋକଙ୍କ ଦୁଃଖ ବୁଝନ୍ତୁ ସାର
ଆଉ କେତେଦିନ ଓଡ଼ିଶା ଏ ଟଲି କୁ ଦେଖିବ ପ୍ରକୁତରେ ଗରୀବ ର ସ୍ୱାଭିମାନ ବୋଲି କିଛି ରହୁନି ଚାଉଳ ଗଣ୍ଡେ ପାଇଁ ମଣିଷ ସବ ପରୀ ଯାଉଚି କିନ୍ତୁ କୁଜିନେତ ଙ୍କ ଘରେ ଚାଉଳ ପଠା ଯାଉଚି
ନାରଣ ଭାଇ ଏଇଟା ପ୍ରକୃତ ଗୁଋ ଦକ୍ଷୀଣା ଏ ଯୁଗର ଦଣ୍ଡ ମୁକ୍ତ ଅଞ୍ଚଳ ପାଇଁ
News fuse ku dhanyabaad emiti sata dekhei chalantu 🙏🙏🙏🙏 Jay Jagannath
ପ୍ରଥମ ଦୃଶ୍ୟ ଦେଖି ମନ ବିଚଳିତ ହୋଇଗଲା 🥺
Jay Jagannath.Sarbe bhabantu sukhinaSarbe santi niramayaSarbe bhadrani paschyantiMaa kaschit dukha bha bhabe
Otv ର ଏ କାର୍ଯ୍ୟ କ୍ରମ ପାଇଁ ଅଶେଷ ଅଶେଷ ଧନ୍ୟବାଦ ❤
Hare Krishna 🙏 Sabu dilar manaku kuhajau amiti lokanku ghare jaiki rashan deiki ashibaku.
ହଇଓ ନାରଣ ବାବୁ ତମେ ବୁଝିବ ନାଁ ଏଵେ ପନି ପରିବା ଯୋଉ ଭଳିଆ ରେଟ ଅଛି ତାକୁ କିଣିବାକୁ ସାହସ ନାଇଁ ସେଥିପାଇଁ ଜଗନ୍ନାଥଙ୍କୁ ମାଗୁଛନ୍ତି ପ୍ରଭୁ ଏଇ ଭକ୍ତଙ୍କର ଦୁଃଖ ଶୁଣ ପ୍ରଭୁ ସବୁ ଦିଅ ପ୍ରଭୁ ଏଇ ମଉସାଙ୍କୁ ଟିକେ ଅଧିକା ନାଲି ପାଣି ବି ଦବ
ଷଣ୍ଢ ମହାଶୟଙ୍କର ଝଗଡା ହୋଇଥିଲା ବୋଲି ଥାନା କୁ ଜାଇଛନ୍ତି fir ଦବାକୁ
😅😅😅😅😅😅
Jaya jagarnath 🙏🙏🙏🙏🙏🙏🙏
ହଇରେ ନାରଣ ତମେ ଟିକେ ଭିତରୀ ବୁଝ ତମେ ମାନେ ଖାଲି କେଶ କରିବାକୁ ଯିବ ହେଲେ ତାଙ୍କର ଅଭିଯୋଗ ଅଛି ସେଥିପାଇଁ ଯାଇଛନ୍ତି ପୋଲିସ ବାବୁ ଆସିଲେ ଶୁଣିବେ ଅଭିଯୋଗ
ଆମ ganjam jila ra ଆଇନ ପଛପଟେ ବହୁତ ଭୁଲ୍ କାମ ହୁଏ 😥
ନିଜେ ଡିଲର ସେହି ଦିନର ବ୍ୟବସାୟ ସରିଲା ପରେ ହିତାଧିକାରୀ ଙ୍କ ଘରକୁ ଯାଇ ଚାଉଳ ଦେଇ ଆସିବା ଶ୍ରେୟସ୍କର.ଜୟ ଜଗନ୍ନାଥ
ଛ ଟଙ୍କା ର ଘୋଡାକୁ ନଅ ଟଙ୍କା ର ଦାନା ସରକାର ପାଞ୍ଚ କିଲୋ ଚାଉଳ ଦେଉଛନ୍ତି ହେଲେ ପାଞ୍ଚ କିଲୋ ଚାଉଳ ପାଇଁ ସେ କେତେ ଯେ କଷ୍ଟ ନ କରୁଛି ଜୟ ଜଗନ୍ନାଥ
ଓଡ଼ିଶାର ସରକାର ରେ ୨ ଇତିହାସ ରେ ଉଲ୍ଲେଖ ହେବ ଚାଉଳ ପାଈ
ବାରିପଦା ward number 22 control dukan ବାଲା ଆମ ଘରକୁ ଆସନ୍ତି
Sampurna episode ti sunder hoichhi.Bhagwan se bruddha bruddhaaaa Dampatti nkara mangala karantu.🙏 Jai ♥️🇮🇳🔥 Hind 🙏 Radhe ♥️ Radhe 🙏
ଏ ଭଳି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ପୁରା ଉଜ୍ଜଳ,ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି.....
ବିକଳାଙ୍ଗ, ଭିନ୍ନକ୍ଷମ ମାନଙ୍କ ଘରେ ଡିଲର ଚାଉଲ ନେଇ ଦେଇ ଆସିବା ନିୟମ ଲାଗୁ କରିବା ଦରକାର।
କୋଟିକୋଟି ପଇସା ଦୁର୍ନିତି ହଉଛି ଚାଉଲ 5kଲାଗି ଟିପଚିନା ସେଜନେପେସେନ ସଳାସରକା ଳାଜନି
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 🙏
ଜୟ ଜଗନ୍ନାଥ
ମାଗଣା ଖିଆ ଜାତି ଚାଷ ନକରି ଆଳୁ ଖାଇବାକୁ ଇଛା ସବୁଥିରେ ଖାଲି ମାଗଣା ଓ ଶସ୍ତା ଇଛା ଆସିବ କୋଉଠୁ ଚବିଶ ବର୍ଷ ଶାସନରେ କୃଷିର ସବୁଠୁ ଅଧିକ କ୍ଷତି ହୋଇଛି ଜଳସେଚନ ବ୍ୟବସ୍ତା ଭୁଷୁଡ଼ି ପଡିଛି କୋଲଷ୍ଟୋର ନହ୍ନି ସେଥିରେ କୋଉ ପାଗଳ ଏମାନଙ୍କୁ କୃଷି କ୍ରମଣ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀ ପୁରସ୍କାର ଦେଇ ଥିଲା
ସତରେ ଗରିବକଂ ପାଇଁ କିଛିବି ନାହିଁ ଗୋଟେ ଧନି ଲୋକ ଫୋନ କଲେ ତା ଘରେ ଚାଉଳ ପହଁଚି ଜିବ
Many many thanks for this nice program
God bless you to your family sir 🙏
ଜୟ ଜଗନ୍ନାଥ ଏମିତିକା ପୋଲିସ ଟେସନ ଦେଖି ମତେ ଲାଗୁଛି ସବୁ ପୋଲିସ ଵାଲା ଚୋରକୁ ଧରିବା ପାଇଁ ଯାଇଛନ୍ତି ଫେରିଲେ ଆସିବନା 🤣😂🤣😂
Jay jaganath ⭕❗⭕🙏
Bhaina tomo chenal ku 👍👍👍👍
ଅସହାୟ ଲୋକମାନଙ୍କୁ ସରକାର କିପରି ସାହାର୍ଯ୍ୟ କରୁଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ
bhai mane college re sabubele aniyamitata pilanka dosa diani bhari hairan hauchanti chhua class hauni lecture recruit hauni chinha pila galiki padhauchanti ....shame on govt higher education kebe sudhuriba
ମଉସାଙ୍କ ଡାକ ପ୍ରଭୁ ଶୁଣିକି ଆଳୁ ଆସିବା ବନ୍ଦ କରିଦେଲେ
ଦୁଃଖ ର ଖବର
Jai Jagannath 🙏 Prabhu rakhya kara .Prabhu apan hi sakhi chaka akhi sabu dekhuchi.
ଆଜିର କଲେଜରେ ପାଠପଢା କମ୍ ରାଜନିତି ଅଧିକ ଚାଲିଚି ଶିକ୍ଷାବ୍ୟାବସ୍ତା ର ଗତି କେଉଁଆଡେ
ଏଇ ଭଳିଆ ଛାତ୍ର ମାନଙ୍କୁ ଦେଖି ମତେ ଲାଗୁଛି ଗୁରୁ ଦ୍ରୋଣଚାର୍ଯ୍ୟଙ୍କଠୁ ଯିଏ ସ୍ମରଣ କରି ସବୁ କିଛି ଶିଖିଥିବା ଛାତ୍ର ଏକ ଲବ୍ୟ ଦକ୍ଷିଣା ପାଇଁ ନିଜର ବୃଦ୍ଧ ଆଙ୍ଗୁଳି କାଟିଦେଇଥିଲେ ହେଲେ ଏଵେ ଲାଗୁଛି ମତେ ଏଇ ଛାତ୍ର ମାନେ ଗୁରୁଙ୍କର ଆଙ୍ଗୁଳି କାଟିଦେବେ 🤣😂🤣😂
😭😭😭 he prabhu kn helani ae juga.samathe bhala re ruhanthu Prabhu 🙏🙏🙏
ମୋହନ ମାଝି ଦେଖୁ ବାଳ ସରକାର
Super news sir Jay Jagannath 🙏
ମାନିବାକୁ ପଡ଼ିବ ସରକାର୍ କୁ, ଯିଏ ରାସନ ନେବା ପାଇଁ ଏତେ କଷ୍ଟ କରିବାକୁ ପଡୁଛି, ଏଇଟା ଆମର ଓଡ଼ିଆ ଅସ୍ମିତା
ଅଶୋକ ବାବୁ ନବୀନ ସରକାର ଥିଲେ ଏମିତି ହଉ ଥିଲା ଦେଖିବ ଏବେ ଘରେ ପହଞ୍ଚିବ ଜୟ ଶ୍ରୀରାମ
@@nirmalsahoo630 ସେତିକି ଗରିବ ଲୋକ ଙ୍କୁ help ମିଳୁ.
Jay Jagannath
DhanyA aye sarakara😢 dhanyA aye loka 😢😢😢 chichi😢😢😢😢
Dear sister good action.thanks....
ଛିଛି ଓଡିଶା ଗରିବ ପରିବାରରେ ଜନ୍ମ ହେଲା କାଳ
Odisha is great crantry
Jay Jagannath 🙏 😊 ଆଳୁ 50 like
Dhanyo delior,,,gaan basi,,,,dhik
Food and supply minister of odisha please take immediate action against the useless dealer
Very nice Jay jagannath ❤
System sei ya....Sabu ade bardhakya vota pain , chaula pain emiti system...
ସେ ଶଳା ଡିଲର ନିଜ ଜାଗାରୁ ଉଠିକି କାହିଁ କି ଆସିଲା ମୁଁ ଯଦି ସେ ସ୍ଥାନ ରେ ଥାଆନ୍ତି ତାକୁ ସେଇଠି ସଫା କରି ଦେଇଥାନ୍ତି ଶଳା ତୁ ସେଇଠି ବସି ଥାନ୍ତୁ ବୁଢ଼ା କୁ ଟେକିକି ନେଇ ଥାନ୍ତେ ତୁ ଚିଆର ରେ ବସି ଟିପ ଚିହ୍ନ ନେଇ ଥାଆନ୍ତୁ ଶଳା ହାରାମି
ଧନ୍ୟ ସେ ଡିଲର
Jay jagannath mohan Sarkar please immediate action this matter 😢
ଏଇ ଟ୍ରଲି ଯୋଜନା ଟା ମୋହନ ସରକାର ନୂତନ ଆରମ୍ଭ କଲେ ଭଲ ହୁଅନ୍ତା
କୃଷ୍ଣ ଙ୍କର ଷୋଳ କଳା ଥିଲା ହେଲେ ଏ ଭାଇଙ୍କର ତ 16×2=32କଳା ଅଛି
ଓଡ଼ିଶାରେ ଏମିତି ହିଁ ହୁଏ, ଧନ୍ୟ ଓଡିଶା ବାସୀ, ଧନ୍ୟ ଓଡିଶା ସରକାର........... 😄😄😄😄😄😄😄😄
ଧନ୍ୟ ରେ ଡିଲ୍ଲର
ବାଜା୍ୟନ୍ତ ପଣ୍ଡା ଚାଁନେଲ ପୁଣି ବିଜେପି ଚାଁନେଲ ba
ବୁଝିଲେ ନାରଣ ବାବୁ ଆପଣ ମାଗଣାରେ ଚାଉଳ ପାଇବେ ଡିଲର ବାବୁ ଆପଣଙ୍କ ଘରେ ଦେଇ ଜିବେ ନା କ'ଣ ଆପଣ ଜାଣି ନାହାନ୍ତି ବୋଧେ ମାଗଣା ଚାଉଳ ନବାକୁ ହେଲେ ବୃଦ୍ଧା ମାନଙ୍କୁ ଏମିତି ଟ୍ରଲିରେ ବୁହା ହେବା ବାକୁ ପଡ଼ିବ, କାହିଁକିନା ଏଇତ ଆମର ଓଡ଼ିଆ ଅସ୍ମିତା ଆଉ ଏଇତ ଆମର ଡବଲ୍ ଇଞ୍ଜିନ୍ ସରକାର, ଡବଲ୍ ଇଞ୍ଜିନ୍ ସରକାରଙ୍କୁ ମୋର ଏତିକି ଅନୁରୋଧ ବୃଦ୍ଧା ମାନଙ୍କ ପାଇଁ ଗୋଟିଏ ଟ୍ରଲି ଯୋଜନା କରନ୍ତୁ କିଛି ନ ହେଲେ ୧୦୦ ଟଙ୍କା ଟ୍ରଲି ଭଡ଼ା ରହୀ ଯିବ🙏🙏🙏.
ଘରକୁ ଯାଇ ଚଉଳ ଦେବାର ବ୍ୟବସ୍ଥା ହେବା ଦରକାର।
Hay bhagaban
Mohan sarakar 2 tarikha news fuse dekhatu
Aina pakhaku Sabu khabar jaiparinu gale nyaya miliba ta kasta Sethi pain ta kete jhia nka jibana nasta heuchi
Ethara tike like dia samste Jay Jagannath
Jai Jagannath
ବିକଶିତ ଓଡିଶା ବିକଶିତ ଭାରତ କଥା କହିଲେ ହବନି ନାରଣ ସରକାର ତିନି ମାସ ହେଇନି ଆପଣ ସରକାର କୁ ଅପମାନ କରୁଛନ୍ତି ବିଗତ ସରକାର କଣ ସୁବିଧା ଦେଇଥିଲେ କି ?
Plz share mausi details..
ମଶା ପାଇଁ ଦୁଖୋ
ମୋଉସାଙ୍କ ଭିଡିଓ ଆମକୁ ହସେଇ ହସେଇ ନାକେଦମ କଲା।
Dhanya ae sarkar 😢
Jay jagannath 🙏🏻
Tame Bhai otv bikasistakar
Super news
Heart touching 😢
Jagannath debeni bjp bala deb
Good morning sir
Wow pjp pati
ମୋହନ ସାରେ ୟେ ସବୁ କ'ଣ ହଉଚି
Bhari dukha lagila sarakar dhyana diantu
Jay jagannath 😢
❤Jai shree ram laxman save 🌍 again ❤😊☀
ଇଏ ସାଧାରଣ ଚିତ୍ର ନୁହଁ ସେଠିକାର ବିଡ଼ିଓ ମହାଶୟଙ୍କ ମୋର ଅନୁରୋଧ ସେ ବୃଦ୍ଧ ମଉସା ଙ୍କ ରାସନ୍ କାର୍ଡ ରେ ଯୋଦିଓ କିଛି ଅସୁବିଧା ଅଛି ସଂଶୋଧନ କରନ୍ତୁ ଡିଲର କୁ ବହିସ୍କାର କରନ୍ତୁ ଆପଣଙ୍କ ଚାକିରି ଜୀବନ ସଫଳ ହବ
Ea drusya This scene is very heartbreaking, there will be no change in Manmohan Jadumalam government, this or Odisha politics.😊
ଏ ଆଣ୍ଟି ଝିଅଟି ବଡ଼ ଵେଧେଇ
Odisha ku
Miss you Navin sir
Ebe too se mausi ku chaula deidebe without mausha biometric re
OTV ra music kandei deu chire bhi 😂😂😂❤❤
ଜୟ ଜଗନ୍ନାଥ ଏଇ ମଉସାଙ୍କୁ ରକ୍ଷା କରନ୍ତୁ ହେ ପ୍ରଭୁ ଏହା ବହୁତ ଦୁଃଖ କଥା ଡିଲର ଭାଇଙ୍କୁ ଅନୁରୋଧ କରୁଛି ଏମିତିକା କରନ୍ତୁନି ମଉସାଙ୍କର ଘରକୁ ଯାଇ କରିଥିଲେ ବହୁତ ଭଲ ହେଇଥାନ୍ତା ଏମିତିକା କରନ୍ତୁନି ଅନୁରୋଧ କରୁଛି 🙏🏿🙏🏿🙏🏿🙏🏿🙏🏿
Modi ji asibo 😂😂😂bhagwan kn pai asibo
Susahant 💯 right
So sad....
Bhai SARAKAR ra subidha paibe semane jaha pakhare money 💰 achi
ଏ ଦୃଶ୍ୟ ଦେଖିକି ବହୁତ ଦୁଃଖ ଲାଗୁଚି ସେ ଡିଲର ର ଲାଇସେନ୍ସ ରଦ୍ଧ କରାଯାଉ
ଧନ୍ୟ ସେ ଡିଲର ଧନ୍ୟ ହେ ସର୍କାର।ଅନାଥ ଙ୍କର ଭଗବାନ ସାହାଭରଷା😢
Be sala sarkar kan janichhu ....nija eriare tame nije sarkar badao salanku
ଏମିତି news ପାଇଁ ଓଟିଭି କୁ ମୋର ଧନ୍ୟବାଦ ମଉସା ଜଣଙ୍କ ଟଲିରେ ସୋଇକି ଚାଉଳ ଆଣିବା ଟା ଆପଣ ଟିକେ ଯୋଗାଣ ଅଧିକାରୀଙ୍କୁ ପଚାରିବାର ଥିଲା
ଷଣ୍ଢ ବାବୁ ସେଠାକାର ଗୋରୁଗାଈ ମାନଙ୍କ ନ୍ୟାୟ ପାଇଁଁ ଅନଶନ କରିଥିବାରୁ ଷଣ୍ଢ ବାବୁଙ୍କୁ ଧନ୍ୟବାଦ୍।
କୋଡା କାର୍ଯାନୁଷ୍ଠାନ ନିଆଯାଉ
ଡିଲର୍ ଙ୍କୁ ହୋଟା ଯାଉ
ଟୋଲି ଦେଖି ବହୁତ୍ କଷ୍ଟ ଲାଗିଲା 😢😢
😂
Bhai driller dosa nahi sarkar ra
ସରକାର ଡିଣ୍ଡିମ ପିଟୁଛନ୍ତି ଯେ ଆମର ସବୁ ଯୋଜନା ବିଶ୍ୱସ୍ତରୀୟ କିନ୍ତୁ ସତ୍ୟ ଏହା ଯେ ଆଜି ବି ଓଡିଆଙ୍କ ଦୁଃଖ ଶୁଣିବା ପାଇଁ କେହିବି ନାହିଁ !!
ଆଳୁ ଦିଅ
ବାଇଗଣ ଦିଅ
ସବୁ କିଛି ଦିଅ ପ୍ରଭୁ
ଏଥିରେ ରାସନ୍ ଟିକେ ସରକାର ସୁବିଧା ରେ ବ୍ୟବସ୍ଥା କରୁ ନାହାନ୍ତି।
ଏ ଟଲିରେ ସବପରି ଯାଇକି ଚାଉଳ ଆଣିବା ଇଏ କଣ ଆମ ଓଡ଼ିଆ ଅସ୍ମିତା ଉପରେ ପ୍ରହାର ନୁହେକି
ଏ ସରକାର ର ଭୁଲ ଯେ ଯଦି ଅସୁସ୍ଥ ଅଛି ତାକୁ ଘର କୁ ନେଇ କି ଚାଉଳ ଦେବା ଦରକାର
Bhai sakar dosa nuha😊
ସରକାର ଗରିବ ଲୋକଙ୍କ ଦୁଃଖ ବୁଝନ୍ତୁ ସାର
ଆଉ କେତେଦିନ ଓଡ଼ିଶା ଏ ଟଲି କୁ ଦେଖିବ ପ୍ରକୁତରେ ଗରୀବ ର ସ୍ୱାଭିମାନ ବୋଲି କିଛି ରହୁନି ଚାଉଳ ଗଣ୍ଡେ ପାଇଁ ମଣିଷ ସବ ପରୀ ଯାଉଚି କିନ୍ତୁ କୁଜିନେତ ଙ୍କ ଘରେ ଚାଉଳ ପଠା ଯାଉଚି
ନାରଣ ଭାଇ ଏଇଟା ପ୍ରକୃତ ଗୁଋ ଦକ୍ଷୀଣା ଏ ଯୁଗର ଦଣ୍ଡ ମୁକ୍ତ ଅଞ୍ଚଳ ପାଇଁ
News fuse ku dhanyabaad emiti sata dekhei chalantu 🙏🙏🙏🙏 Jay Jagannath
ପ୍ରଥମ ଦୃଶ୍ୟ ଦେଖି ମନ ବିଚଳିତ ହୋଇଗଲା 🥺
Jay Jagannath.
Sarbe bhabantu sukhina
Sarbe santi niramaya
Sarbe bhadrani paschyanti
Maa kaschit dukha bha bhabe
Otv ର ଏ କାର୍ଯ୍ୟ କ୍ରମ ପାଇଁ ଅଶେଷ ଅଶେଷ ଧନ୍ୟବାଦ ❤
Hare Krishna 🙏
Sabu dilar manaku kuhajau amiti lokanku ghare jaiki rashan deiki ashibaku.
ହଇଓ ନାରଣ ବାବୁ ତମେ ବୁଝିବ ନାଁ ଏଵେ ପନି ପରିବା ଯୋଉ ଭଳିଆ ରେଟ ଅଛି ତାକୁ କିଣିବାକୁ ସାହସ ନାଇଁ ସେଥିପାଇଁ ଜଗନ୍ନାଥଙ୍କୁ ମାଗୁଛନ୍ତି ପ୍ରଭୁ ଏଇ ଭକ୍ତଙ୍କର ଦୁଃଖ ଶୁଣ ପ୍ରଭୁ ସବୁ ଦିଅ ପ୍ରଭୁ ଏଇ ମଉସାଙ୍କୁ ଟିକେ ଅଧିକା ନାଲି ପାଣି ବି ଦବ
ଷଣ୍ଢ ମହାଶୟଙ୍କର ଝଗଡା ହୋଇଥିଲା ବୋଲି ଥାନା କୁ ଜାଇଛନ୍ତି fir ଦବାକୁ
😅😅😅😅😅😅
Jaya jagarnath 🙏🙏🙏🙏🙏🙏🙏
ହଇରେ ନାରଣ ତମେ ଟିକେ ଭିତରୀ ବୁଝ ତମେ ମାନେ ଖାଲି କେଶ କରିବାକୁ ଯିବ ହେଲେ ତାଙ୍କର ଅଭିଯୋଗ ଅଛି ସେଥିପାଇଁ ଯାଇଛନ୍ତି ପୋଲିସ ବାବୁ ଆସିଲେ ଶୁଣିବେ ଅଭିଯୋଗ
ଆମ ganjam jila ra ଆଇନ ପଛପଟେ ବହୁତ ଭୁଲ୍ କାମ ହୁଏ 😥
ନିଜେ ଡିଲର ସେହି ଦିନର ବ୍ୟବସାୟ ସରିଲା ପରେ ହିତାଧିକାରୀ ଙ୍କ ଘରକୁ ଯାଇ ଚାଉଳ ଦେଇ ଆସିବା ଶ୍ରେୟସ୍କର.
ଜୟ ଜଗନ୍ନାଥ
ଛ ଟଙ୍କା ର ଘୋଡାକୁ ନଅ ଟଙ୍କା ର ଦାନା ସରକାର ପାଞ୍ଚ କିଲୋ ଚାଉଳ ଦେଉଛନ୍ତି ହେଲେ ପାଞ୍ଚ କିଲୋ ଚାଉଳ ପାଇଁ ସେ କେତେ ଯେ କଷ୍ଟ ନ କରୁଛି ଜୟ ଜଗନ୍ନାଥ
ଓଡ଼ିଶାର ସରକାର ରେ ୨ ଇତିହାସ ରେ ଉଲ୍ଲେଖ ହେବ ଚାଉଳ ପାଈ
ବାରିପଦା ward number 22 control dukan ବାଲା ଆମ ଘରକୁ ଆସନ୍ତି
Sampurna episode ti sunder hoichhi.Bhagwan se bruddha bruddhaaaa Dampatti nkara mangala karantu.🙏 Jai ♥️🇮🇳🔥 Hind 🙏 Radhe ♥️ Radhe 🙏
ଏ ଭଳି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ପୁରା ଉଜ୍ଜଳ,ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି.....
ବିକଳାଙ୍ଗ, ଭିନ୍ନକ୍ଷମ ମାନଙ୍କ ଘରେ ଡିଲର ଚାଉଲ ନେଇ ଦେଇ ଆସିବା ନିୟମ ଲାଗୁ କରିବା ଦରକାର।
କୋଟିକୋଟି ପଇସା ଦୁର୍ନିତି ହଉଛି
ଚାଉଲ 5kଲାଗି ଟିପଚିନା ସେଜନେ
ପେସେନ ସଳାସରକା ଳାଜନି
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 🙏
ଜୟ ଜଗନ୍ନାଥ
ମାଗଣା ଖିଆ ଜାତି ଚାଷ ନକରି ଆଳୁ ଖାଇବାକୁ ଇଛା ସବୁଥିରେ ଖାଲି ମାଗଣା ଓ ଶସ୍ତା ଇଛା ଆସିବ କୋଉଠୁ ଚବିଶ ବର୍ଷ ଶାସନରେ କୃଷିର ସବୁଠୁ ଅଧିକ କ୍ଷତି ହୋଇଛି ଜଳସେଚନ ବ୍ୟବସ୍ତା ଭୁଷୁଡ଼ି ପଡିଛି କୋଲଷ୍ଟୋର ନହ୍ନି
ସେଥିରେ କୋଉ ପାଗଳ ଏମାନଙ୍କୁ କୃଷି କ୍ରମଣ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀ ପୁରସ୍କାର ଦେଇ ଥିଲା
ସତରେ ଗରିବକଂ ପାଇଁ କିଛିବି ନାହିଁ ଗୋଟେ ଧନି ଲୋକ ଫୋନ କଲେ ତା ଘରେ ଚାଉଳ ପହଁଚି ଜିବ
Many many thanks for this nice program
God bless you to your family sir 🙏
ଜୟ ଜଗନ୍ନାଥ ଏମିତିକା ପୋଲିସ ଟେସନ ଦେଖି ମତେ ଲାଗୁଛି ସବୁ ପୋଲିସ ଵାଲା ଚୋରକୁ ଧରିବା ପାଇଁ ଯାଇଛନ୍ତି ଫେରିଲେ ଆସିବନା 🤣😂🤣😂
Jay jaganath ⭕❗⭕🙏
Bhaina tomo chenal ku 👍👍👍👍
ଅସହାୟ ଲୋକମାନଙ୍କୁ ସରକାର କିପରି ସାହାର୍ଯ୍ୟ କରୁଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ
bhai mane college re sabubele aniyamitata pilanka dosa diani
bhari hairan hauchanti chhua class hauni lecture recruit hauni chinha pila galiki padhauchanti ....shame on govt higher education kebe sudhuriba
ମଉସାଙ୍କ ଡାକ ପ୍ରଭୁ ଶୁଣିକି ଆଳୁ ଆସିବା ବନ୍ଦ କରିଦେଲେ
ଦୁଃଖ ର ଖବର
Jai Jagannath 🙏 Prabhu rakhya kara .Prabhu apan hi sakhi chaka akhi sabu dekhuchi.
ଆଜିର କଲେଜରେ ପାଠପଢା କମ୍ ରାଜନିତି ଅଧିକ ଚାଲିଚି ଶିକ୍ଷାବ୍ୟାବସ୍ତା ର ଗତି କେଉଁଆଡେ
ଏଇ ଭଳିଆ ଛାତ୍ର ମାନଙ୍କୁ ଦେଖି ମତେ ଲାଗୁଛି ଗୁରୁ ଦ୍ରୋଣଚାର୍ଯ୍ୟଙ୍କଠୁ ଯିଏ ସ୍ମରଣ କରି ସବୁ କିଛି ଶିଖିଥିବା ଛାତ୍ର ଏକ ଲବ୍ୟ ଦକ୍ଷିଣା ପାଇଁ ନିଜର ବୃଦ୍ଧ ଆଙ୍ଗୁଳି କାଟିଦେଇଥିଲେ ହେଲେ ଏଵେ ଲାଗୁଛି ମତେ ଏଇ ଛାତ୍ର ମାନେ ଗୁରୁଙ୍କର ଆଙ୍ଗୁଳି କାଟିଦେବେ 🤣😂🤣😂
😭😭😭 he prabhu kn helani ae juga.samathe bhala re ruhanthu Prabhu 🙏🙏🙏
ମୋହନ ମାଝି ଦେଖୁ ବାଳ ସରକାର
Super news sir Jay Jagannath 🙏
ମାନିବାକୁ ପଡ଼ିବ ସରକାର୍ କୁ, ଯିଏ ରାସନ ନେବା ପାଇଁ ଏତେ କଷ୍ଟ କରିବାକୁ ପଡୁଛି, ଏଇଟା ଆମର ଓଡ଼ିଆ ଅସ୍ମିତା
ଅଶୋକ ବାବୁ ନବୀନ ସରକାର ଥିଲେ ଏମିତି ହଉ ଥିଲା ଦେଖିବ ଏବେ ଘରେ ପହଞ୍ଚିବ ଜୟ ଶ୍ରୀରାମ
@@nirmalsahoo630 ସେତିକି ଗରିବ ଲୋକ ଙ୍କୁ help ମିଳୁ.
Jay Jagannath
DhanyA aye sarakara😢 dhanyA aye loka 😢😢😢 chichi😢😢😢😢
Dear sister good action.thanks....
ଛିଛି ଓଡିଶା ଗରିବ ପରିବାରରେ ଜନ୍ମ ହେଲା କାଳ
Odisha is great crantry
Jay Jagannath 🙏 😊 ଆଳୁ 50 like
Dhanyo delior,,,gaan basi,,,,dhik
Food and supply minister of odisha please take immediate action against the useless dealer
Very nice Jay jagannath ❤
System sei ya....
Sabu ade bardhakya vota pain , chaula pain emiti system...