Jana Adalata Live || ଘର ଓ କ୍ଷେତକୁ ପାଣି କାହିଁକି ନାହିଁ ? || 18 May 2024 || Argus News Live

Поділитися
Вставка
  • Опубліковано 20 вер 2024
  • Jana Adalata Live || ଘର ଓ କ୍ଷେତକୁ ପାଣି କାହିଁକି ନାହିଁ ? || 18 May 2024 || Argus News Live
    #ArgusNews #JanaAdalat #BJD #NoDevelopment #sambalpur #OdishaNews #durgashish
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 144

  • @Onlyvibrationdj
    @Onlyvibrationdj 4 місяці тому +79

    ସେଇ ଭଉଣୀ ର ଦୁଃଖ ଦେଖି କାନ୍ଦିପକେଇଲି ଭାଇ ସତରେ ଭାଇ Aurgus news kindly ସବୁ ଜିଲ୍ଲାରେ ସବୁ ଗାଁ ରେ ସୁଖ ଦୁଃଖ ବୁଝ

    • @top10gamingplus66
      @top10gamingplus66 4 місяці тому +1

      Soto re odisha 50 barsha pachare ochhi😢😢😢😢😢😢

  • @jayantanayak5293
    @jayantanayak5293 4 місяці тому +8

    ଜନତା ସାଧାରଣ ବୁଝିଗଲେଣି ପରିବର୍ତ୍ତନ ସମୟ ଆସିଛି

  • @trilochansi7852
    @trilochansi7852 4 місяці тому +7

    ଚାଷୀ କେତେ ସମସ୍ଯା ର ସମ୍ମୁଖିନ ହେଇଛନ୍ତି, କେବଳ ଚାଷୀ ଜାଣିଛନ୍ତି। ସେମାନେ ଠିକ୍ ଜବାବ ଦେବେ ଂଂଂଂଂଂ

  • @dhaneswarBehera-px4wb
    @dhaneswarBehera-px4wb 4 місяці тому +41

    ବଜେଡି ର 25 ବର୍ଷ ଶାସନ , ଲଗାତାର ଜିତିବା ର ମୁଖ୍ୟ କାରଣ ମଦ ମାଂସ, ଟଙ୍କା, ଏଇଟା 100% ଗ୍ୟାରେଣ୍ଟି, ଯଦି ସତ୍ ସାହସ ଅଛି
    ତା ହେଲେ ଏଇ 3 ଟା ଦ୍ରବ୍ୟ କୁ ବନ୍ଦ କରି ଦେଖ, ତା ପରେ ଜାଣି ପାରିବେ ବିଜେଡି ର ହାଲତ। ଯଦି ପରି ବର୍ତନ୍ ନ ହୁଏ ମୁ ଲଣ୍ଡା ହୋଇଯିବି ଗ୍ୟାରେଣ୍ଟି।

  • @sushilbudek1517
    @sushilbudek1517 4 місяці тому +15

    ମୋର ବି ରାସନ କାର୍ଡ ନାହି। ମୋ ପୁଅ କର୍କଟ ରୋଗରେ ପିଡ଼ିତ। ମୋର ପଂଚାୟତ ଚାରି ଚକିଆ ବାହନ ଥିଲା ଲୋକର ରାସନ କାର୍ଡ ଅଛି। ପୁଅ ସରକାରୀ ଚାକିରୀ କରୁଛନ୍ତି ତାଙ୍କ ରାସନ କାର୍ଡ ଅଛି।

  • @BhagabanNaik-hr6zm
    @BhagabanNaik-hr6zm 4 місяці тому +10

    ଉତ୍ତର ନାହିଁ ବିଜେଡି ପାଖ ରେ ଅର୍ଗସ ନିଉଜ୍ ଦେଖିଲେ ଜଳି ଯାଉ ଥିବ ବିଜେଡିର

  • @Onlyvibrationdj
    @Onlyvibrationdj 4 місяці тому +17

    ସବୁ ମାସରେ ସବୁ ଗାଁ ରେ ଭାଇ ସୁଖ ଦୁଃଖ ବୁଝ ଏମିତି କରିକି ମୁଁ ଦେଖିକି ବହୁତ ଖୁସି ଲାଗୁଛି

  • @jayantanayak5293
    @jayantanayak5293 4 місяці тому +6

    ମୁଁ ଜଣେ ସାଧାରଣତଃ ଭୋଟର୍ ମୋର ଅନୁରୋଧ ଜନସାଧାରଣଙ୍କୁ ଟଙ୍କା ନେଇ ନିଜ ମୋଳିକ ଅଧୀକାର ନେତାଙ୍କ ପାଖରେ ମୁଣ୍ଡ ବିକ୍ରି କରନ୍ତୁ ନାହିଁ

  • @trilochansi7852
    @trilochansi7852 4 місяці тому +8

    ଧାନ ମଣ୍ଡିରେ କେତେ ଦୁର୍ନୀତି ହେଉଛି, କେବଳ ଚାଷୀ ଜାଣନ୍ତି।

  • @bikashdalbehera6994
    @bikashdalbehera6994 4 місяці тому +9

    Koshal darkar jay maa samlei

    • @user-lh9cd8nq4j
      @user-lh9cd8nq4j 4 місяці тому +1

      ଆମକେ ଦରକାର୍ ନେଇଁ

  • @Ariyan1345
    @Ariyan1345 4 місяці тому +4

    ସାର୍ ବିଧାୟକ ନେତା ମାନେ ସବୁ କେହି ବି ଗ୍ରାମବାସୀ ମାନଙ୍କୁ ସାହାଯ୍ୟ କରିବା ଅନୁମତି ନାଇଁ ଏମାନେ ସବୁ ପଇସା ଖାଇଯାଇଛନ୍ତି

  • @brundabanmandika5298
    @brundabanmandika5298 4 місяці тому +9

    ସେ ସ୍ତ୍ରୀ ଲୋକଟିର ଦୁଃଖ ଦେଖି ବହୁତ ଦୁଃଖ ଲାଗିଲା।

    • @Laxmipriya524
      @Laxmipriya524 3 місяці тому

      Agyan se bhauni janaka gote chhole bhature thela Kari ghara chalanti.

  • @sanu3983
    @sanu3983 4 місяці тому +5

    ମୁଁ ଗୋଟିଏ ଅନାଥ ପିଲା ମୋ ବୟସ 45 ବର୍ଷ ହେଲାଣୀ ପ୍ରତ୍ୟେକ ବର୍ଷ ration card apply କରୁଛି କିନ୍ତୁ ration card ନାହିଁ କିମ୍ଵା ସରକାର ଠାରୁ ଆଜି ପର୍ଯ୍ୟନ୍ତ ଏକ ଟଙ୍କା ବି ସାହାଯ୍ୟ ପାଇନାହିଁ

  • @studiovedmata6806
    @studiovedmata6806 4 місяці тому +3

    ପାଞ୍ଚ ଯୋଜନାର ଶାସନ
    ୩୦ ଲକ୍ଷ ଦାଦନ,
    ପାଞ୍ଚ ଯୋଜନାର ଶାସନ
    କଳକାରଖାନା ବିମାନ ବନ୍ଦର ଶୂନ୍ୟ,
    ପାଞ୍ଚ ଯୋଜନାର ଶାସନ
    ଗାଁ ଗାଁରେ ମଦ ଦୋକାନ,
    ପାଞ୍ଚ ଯୋଜନାର ଶାସନ
    ଦୁର୍ନୀତି ଭ୍ରଷ୍ଟାଚାର ଆଉ ଶୋଷଣ,
    ପାଞ୍ଚ ଯୋଜନାର ଶାସନ
    ଆଇନ ଶୃଙ୍ଖଳା ଛିନ୍ନ ବିଛିନ୍ନ,
    ….........ଜାଗ ଓଡ଼ିଆ

  • @BikartanBehera-md5dm
    @BikartanBehera-md5dm 4 місяці тому +4

    25 ବଷ ହେଲାଣି ଗୋଟେ କାମ ହେଲାନି ସେଇ କାମ ହେଲା ମଦ ଦକାନ ବନ୍ଦ କୋଲେନି କୋଣ ପାଇଁ

  • @bhagabatiaparua3412
    @bhagabatiaparua3412 4 місяці тому +3

    Very good argus members

  • @mohanmelody4485
    @mohanmelody4485 4 місяці тому +3

    ସରକାର ନିହାତି ବଦଲାଇବା ଦରକାର

  • @Debpanda1990
    @Debpanda1990 4 місяці тому +5

    BJP GOVT (CENTER) କୁ ପ୍ରଶ୍ନ
    1. ଆଜି ଯାଏଁ NH 55 ହେଇ ପାରିଲା ନାହିଁ।
    2. ରେଢ଼ାଖୋଲ ରେ ଗୋଟେ central school ର proposal ଥିଲା ସେଇଠି ପାଇଁ central Minister ( Honble Dharmendra Pradhan) କଣ ପଦକ୍ଷେପ ନେଇଛନ୍ତି।

    • @saumyaranjanbehera8298
      @saumyaranjanbehera8298 3 місяці тому +1

      Aga state government ku question pachar ta pare center ku question karibu

  • @user-bm9sl4ld2k
    @user-bm9sl4ld2k 4 місяці тому +3

    କିଛି ନାଇ ବିଜେପି କୁ ଭୋଟ ଦେଇ ସ୍ୱାଭିମାନ ରେ ରୁହ

  • @jayantanayak5293
    @jayantanayak5293 4 місяці тому +2

    ମୋର ଅନୁରୋଧ ଓଡ଼ିଶାର ବାସୀଙ୍କୁ ପରିବର୍ତ୍ତନ କଲେ ଓଡ଼ିଶାର ଉନ୍ନତି କ୍ଷେତ୍ରରେ ଓଡ଼ିଶା ଆଗରେ ରହିବ

  • @NGMotivationl823video
    @NGMotivationl823video 4 місяці тому +2

    Argus news bahaut bahaut danybad amiti madichala

  • @Onlyvibrationdj
    @Onlyvibrationdj 4 місяці тому +5

    ଆହୁରି ବହୁତ ଗାଁ ଛାଡିଦେଲେ ଭାଇ

  • @NiranjanBehera-b5v
    @NiranjanBehera-b5v 4 місяці тому +2

    ଅଧର୍ମ ର ରାଜନୀତି ବୁଡ଼ିଯିବ

  • @foodzeee3978
    @foodzeee3978 4 місяці тому +3

    Aurgus news ku odishas bravery and best news channel announce karajau

  • @SidheswarSidhi
    @SidheswarSidhi 3 місяці тому +1

    ଆମଘର,, ଜଗସିଂହପୁର,ଚଶାପଡା,ସୀଗି 28:10 ରୀ,,କୋରଣା,କେତେ, ବର୍ଷ,,ଗଲାଣି,ମେର,ନାମ,ଶୀଦ୍ଦେଶ୍ୱର,,ସାମଲ,,ଆମେ,ଗରିବ,ଲୋକ,ମୋଓର,ଝିଅର,,ତାଆର,ମାଆର,କିଛି,ମିଳୁନି,,କଥାଟି, ସତ୍,କୋଠା,ଘର,ନାହି,ଆମର,ଚାଳ,ଘର,,ମିଡିଆ,ଭାଈ,ମାନେ,କଥାଟି, ସତ୍ 😢😢😢😢

  • @PintuPintu-tt6oh
    @PintuPintu-tt6oh 4 місяці тому +2

    Thankyou aur Ghar Se news❤❤❤❤

  • @Debpanda1990
    @Debpanda1990 4 місяці тому +2

    1.ଆଜି ପର୍ଯ୍ୟନ୍ତ ଗୋଟେ ଭଲ medical ହେଇ ପାରିଲା ନାହିଁ।
    2. Trauma care center ହେଇ ପାରିଲା ନାହିଁ।
    3. ଆଦର୍ଶ ସ୍କୁଲ କଥା ନ କହିବା ଭଲ।
    4. ପାଣି କେତେ ଲୋକ ପାଉଛନ୍ତି ସମସ୍ତେ ଭଲ ସେ ଜାଣିଛନ୍ତି।

  • @sanu3983
    @sanu3983 4 місяці тому +2

    ମାଗିହା ସୁରେନ୍ଦ୍ର ବିଶ୍ୱାଳ ବାମହାତ ଜମା ହଲେଇ କଥା କହନି ମାଗିହା ମଦୁଆ ଭଳି ହେଉଛୁ

  • @swarnapravagiri6953
    @swarnapravagiri6953 4 місяці тому +4

    Jaybjp

  • @krutibashmohanta968
    @krutibashmohanta968 4 місяці тому +1

    ସୁପର ଅର୍ଗସ ନିଉଜ ଲୋଙ୍ଗ ଲିଭ୍ ସତ୍ୟ ସତ୍ୟା ଘଟଣା ଜନତା ପାଖରେ ଉପସ୍ଥାପନ କରୁଛନ୍ତି ଅଶେଷ ଧନ୍ୟବାଦ୍ ବିଜେଡି ମାତାଲ୍ କିମ୍ବା ରାସ୍ତାରେ ବୁଲୁଥିବା ପାଗଳ ଗୁଡ଼ାକୁ debate ପାଇଁ ପଠାଇଲେ ସୁନ୍ଦର୍ ଆଉ ସଠିକ୍ ଉତ୍ତର ଦେବେ

  • @sanu3983
    @sanu3983 4 місяці тому +1

    Thanks arguesnes we proud of U

  • @rktkanhu4959
    @rktkanhu4959 3 місяці тому

    ଶଙ୍ଖ ଆଉ ମୂର୍ଖ ସେମାନଙ୍କୁ ଯେମିତି ଫୁଙ୍କିବ ସେମିତି ବଜିବେ

  • @Debpanda1990
    @Debpanda1990 4 місяці тому +1

    Govt ITI ଆଜି ପର୍ଯ୍ୟନ୍ତ ହେଇ ପାରିଲା ନାହିଁ। EX MLA ROHIT PUJARI ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲେ।😮

  • @hemantamahanta8870
    @hemantamahanta8870 4 місяці тому +1

    ଆମ କେନ୍ଦୁଝର ଜିଲ୍ଲାର ପ୍ରୋଗ୍ରାମ ଅର୍ଗସ ନିଉଜ କେବେ କରିବ

  • @binodnag6317
    @binodnag6317 3 місяці тому

    Jai shree ram

  • @susamameher3471
    @susamameher3471 4 місяці тому

    Didi tume hin actually sabitri aa salute sister

  • @sanu3983
    @sanu3983 4 місяці тому +1

    ବିଜେପି ନେତା ଟି ସତରେ କିଛି କରିବ ଆରଗା ସବୁ ଟାଉଟର

  • @kirtanofficial96-x4l
    @kirtanofficial96-x4l 3 місяці тому +1

    ରୋହିତ ପୂଜାରୀ ଚୋର ଶଳା କାହିଁ ଗଲୁରେ ମାଘିଆ ତୁଇ ବେଶୀ ଭାସନ୍ ମାରସୁ ଚୋର ପୁଦି

  • @himanchalpunji8513
    @himanchalpunji8513 4 місяці тому +2

    JAY BJP

  • @Laxmipriya524
    @Laxmipriya524 3 місяці тому

    Ama reporter bhai nku mu specially thanks kahibi

  • @jayantanayak5293
    @jayantanayak5293 4 місяці тому

    ସୁରେନ୍ଦ୍ର ବାବୁ ଟାଉଟର କଥା କହୁଛନ୍ତି

  • @MamataNahak-vt7jk
    @MamataNahak-vt7jk 3 місяці тому

    Vote for BJP only BJP

  • @jayantanayak5293
    @jayantanayak5293 4 місяці тому +1

    ଜଳସେଚନ ନାହିଁ ଚାଷ କେମିତି କରିବୁ

  • @AjayMarndi-w3l
    @AjayMarndi-w3l 3 місяці тому

    Thanks

  • @sipun7973
    @sipun7973 4 місяці тому

    great lady -she knows all the policies and have the courage to present her problem in front of all without any hesitation if all women have this type of bravery..the world, as well as Odisha, will do fantastic in future, great salute to that sister

  • @priyadarshanrout2740
    @priyadarshanrout2740 4 місяці тому +1

    ଭକୁଆ କୁ କହିକି କିଛି ଲାଭ ନାହିଁ ଭାଇ..ଆଜି ଅଭ ହେଳିତ ଦାଦନ ଯାଉଛନ୍ତି ନିଜ ଭୁଲ୍ ପାଇଁ.. ବିଧାୟକ ଚେଞ୍ଜ କର ପରିବର୍ତନ କର ସବୁକିଛି ସମସ୍ୟା ସମାଧାନ ହବ.. ଏ କୁଳାଙ୍ଗାର ସରକାର ଚର ଟାଉଟର ମାଫିଆ ଅଣ ଓଡ଼ିଆ ପାଣ୍ଡୁର ଗୁଲାମୀ.. ଭଉଣୀ ଆପଙ୍କ ଭଳିଆ କେତେ ନିରୀହ ଙ୍କ ଅବସ୍ଥା ଏମିତି ଆଙ୍କୁ କହି କିଛି ଲାଭ ନାହିଁ... ଆଙ୍କୁ ଏ ଇଲେକ୍ସନ ରେ ଜବାବ ଦିଅ

  • @majushreeparhi813
    @majushreeparhi813 4 місяці тому +1

    Tqaurgas.nes.god.blès.you❤❤❤🙏🙏🙏🚩🚩🚩👌👌👌

  • @bikramjani3052
    @bikramjani3052 4 місяці тому

    Sir ଆମ ଗଞ୍ଜାମ ଜିଲ୍ଲାର ସୁରଳ ଗ୍ରାମ ପଞ୍ଚାୟତର ଟିକେ ଅସୁବିଧା ଟା ଦେଖ

  • @queenbeepralipta3189
    @queenbeepralipta3189 3 місяці тому

    Good Group discussion 👏🏼... Hoping for a surprising changes will out this year Election.No doubt our CM is respectable n doing a lot..but other members are not deserving for our odisha's political situation.

  • @noobinho5478
    @noobinho5478 4 місяці тому +1

    Bjd hata odisha bancha

  • @Sudamsika-kp7zw
    @Sudamsika-kp7zw 3 місяці тому

    🙏🙏🙏 sir , Aama titlagarh b jana adalat kara jau

  • @jyotiranjanbehera9828
    @jyotiranjanbehera9828 3 місяці тому

    Reality re odisha re water bahut achi kintu karya nijukti eithi nahi.

  • @Ariyan1345
    @Ariyan1345 4 місяці тому

    Sir ama ଗାଁ ହେଲା ବୁଧ ଡିଷ୍ଟୀ ଭାଲ୍ୟା ଗୋରା ସାର୍ ଆମର ଜମି tk b ନାଇଁ ମୋ ବାପା ଙ୍କୁ ଗୋଟେ indrabasa ଘର ମିଳିନି ସାର୍ ଟିକେ ବୁଝ

  • @priyadarshanrout2740
    @priyadarshanrout2740 4 місяці тому +1

    ଏ ଶଳା ଚର ଟାଉଟର ମାଫିଆ ତାମିଲନାଡୁ ଗୁଲାମୀ ଦେଖା ଏ ଭଉଣୀ ର କଷ୍ଟ ଇଏ ତମ ଏରିଆ ର ଭଉଣୀ ହବ... ପାଣ୍ଡୁର ଗୁଲାମୀ ଦେଖ

  • @DhabaleswarPanigrahi
    @DhabaleswarPanigrahi 4 місяці тому

    ଜନତା ପାଣି ପାଇ ପାରିନାହାନ୍ତି ଏପଟେ bjd bjp ମନ୍ଦିର ନିର୍ମାଣ କାମରେ ବ୍ୟସ୍ତ ବର୍ତ୍ତମାନ ଭୋଟର ବନ୍ଧୁ ମାନେ ଭକୁଆ ନୁହନ୍ତି ବିଚାର କରି ଏଥର ଭୋଟ ଦେବେ

  • @ashishkumarrout-yl5wx
    @ashishkumarrout-yl5wx 3 місяці тому

    Nabin sarkar hatiba darkar .....Jay bjp. Thanks Argus news . Kala sashana hataa

  • @diliptoppo4795
    @diliptoppo4795 3 місяці тому

    bjd hatao bjp lao

  • @prasantakhuntula4652
    @prasantakhuntula4652 4 місяці тому +1

    BJP sarakar darakar

  • @foodzeee3978
    @foodzeee3978 4 місяці тому +1

    4 - 5 Dina hela rohit pujhari sambalpur gopalmal road re atta bantuthila au paisa dauthila

  • @adibhai8687
    @adibhai8687 3 місяці тому

    Bjp anaa sabu thik hebaa

  • @siddheswarpanda3648
    @siddheswarpanda3648 4 місяці тому +1

    Sir centre ra education minister thile dharmendra pradhan kn bikash karichan education ra tk kahibe

  • @sesheshadevsahu9732
    @sesheshadevsahu9732 4 місяці тому +1

    Health and education free heba darkar baki sabu ame mehnat kari ki khai pari bu
    Hospital and school college
    Private na rahu

  • @manineedalai1374
    @manineedalai1374 3 місяці тому

    ଶଳା ଚୋର ଗୁଡା ବିଜେଡି

  • @Laxmipriya524
    @Laxmipriya524 3 місяці тому

    Ekdum thik katha uthichi. Loka jani sarileni BJD kn karichi 25 year re. Redhakhol ra road dekhucha ki condition...... Sabu barsa emiti jana adalat heba darkar lokanka asubidha samaste janiba darkar

  • @re_vloge
    @re_vloge 3 місяці тому

    Sir aamo sit re B janta aadaloth hei paribo ki dist sundargarh bolok Bisra

  • @NabikushMahakul-es2lk
    @NabikushMahakul-es2lk 3 місяці тому

    Ajijae.rasoncardnahi.sorkarokudhonyobat...

  • @SAROJNAIK-xk4jk
    @SAROJNAIK-xk4jk 3 місяці тому

    Kuchinda Tik Asantu

  • @meherkalia5408
    @meherkalia5408 3 місяці тому

    ବିଜେଡି 🐕 ଏ

  • @LimaRani-ih3yk
    @LimaRani-ih3yk 3 місяці тому

    Sabu dhana mondire kg hisab re bikantu thik poisa paibe chasi Mane guni guni kg hisab re bikantu dekhibe sabu thik hei jiba chasi Bhai bhouni

  • @alokrout111
    @alokrout111 4 місяці тому

    Jie thikk kathhha kahuchhantiii tanku kathhha kuhaidaunaaaa

  • @kamaleshprasadmishra6933
    @kamaleshprasadmishra6933 4 місяці тому

    Durga Bhai nku Mora Namaskar Bjd Babu jau kahile ki chuaa nakandile maa khira diyeni
    Tahale janata pani pai jau kanduchanti 25 Barsa hela Nabin Babu kebe pai debe

  • @sapannanda5473
    @sapannanda5473 4 місяці тому +1

    😊

  • @SudamHansdah-b9n
    @SudamHansdah-b9n 28 днів тому

    Mohan cm murda baad

  • @subratsahu1556
    @subratsahu1556 4 місяці тому +1

    Salaku kichhu Jana nanhi

  • @sushantsingh2166
    @sushantsingh2166 4 місяці тому

    Sara odisa gotia katha 24 barsa chsiku Pani bijuli electri hoiparila nahin jaha n ho balya kale tahakihoiba ....

  • @surenmahakud2166
    @surenmahakud2166 3 місяці тому

    Jonota.nko.poisa.khoni.khadan.ru.asuchhi.poisa.nobin.tabaparo.poisa.nuho.

  • @bijayakumardehury7182
    @bijayakumardehury7182 3 місяці тому

    Kankadahad block under Dhenkanal distric Village Kandhara,that means kandhara u p school is not connection water suply is not having .

  • @rananak
    @rananak 17 днів тому

    Bjd kichi nai kari 24 yours re

  • @AnjaliPatra-bd8ry
    @AnjaliPatra-bd8ry 3 місяці тому

    Gogarai ku asontu volo news miliba

  • @durjyadhanmajhi7417
    @durjyadhanmajhi7417 4 місяці тому

    5 din hela amar Chandahandi anchal re mo bus gala ku ade chalu nahi kan pai

  • @Pravati-z7j
    @Pravati-z7j 4 місяці тому

    Rasta ghata aji sabu state re ama odisha thu better............free ration congress time ru mili asuchhi tenu centre re je rahiba se deba ebe modi dauchhanti....agaku je asibe se debe

  • @LokalFnd
    @LokalFnd 3 місяці тому

    ମୁଁ ଭାବିଲି ଓଡିଶାର ଅସିଖିତ ମୁର୍ଖ ମାନେ ସୁଧୀରି ଗଲେ.ଏକଛତ୍ରବାଦୀ ଶାଷନର ଅର୍ଥ ଜାଣିପାରୁନ.andhra ପାଖରୁ କିଛି ଶିଖ..୫ ବର୍ଷକୁ ଥରେ ସରକାର କେମିତି ବଦଳେ.ଆରେ ଶିକ୍ଷିତ ଯୁବକ ମାନେ ତୁମ ଶିକ୍ଷିତ ର ପରିଚୟ ଦିଅ, ଓଡ଼ିଶାରେ ପରିବର୍ତନ ପାଇଁ ଚେଷ୍ଟା କର.କ୍ରୀତଦାସ ଭଳି କାହିଁକି ରହୁଛ. ତୁମେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ନଷ୍ଟ କରୁଛ . ଏଠି ସବୁ ଅଇଁଠା ଖିଆ କୁକୁର. Tamil ର ଗୋଲାମ କିରିବେ ସତ.... କିନ୍ତୁ ଲୋକଙ୍କ ପାଇଁ କିଛି କରିବେନି..ତୋ ଭଳିଆ ପାଣ୍ଡୁ ପେଳ ଚଟା ଯଦି ଅଧିକ ଥିବେ ହୋଇପାରେ.ତାର କିଛିବି ଭୁଲ ନାହିଁ ଆମ ଓଡ଼ିଶାର ପାଣ୍ଡିଆନ ପ୍ରେମୀ ଗୁଡାକ ପରମ (ମା...ଶଙ୍ଖ ଚିହ୍ନ ରେ ଭୋଟ ଦେଉଥିବା ଲୋକ ମାନେ ହିଁ ପ୍ରକ୍ରୁତ ରେ ହିଂଜିଦା.ସାଢେ଼ ଚାରି କୋଟି ଲୋକ ମୋ ପରିବାରର , ସମସ୍ତେ ଅଣ ପୁରୁଷ ଛକା । ସେଥିପାଇଁ ଗୋଟେ ଅଣଓଡ଼ିଆ ତମ ଭରଷା । ନବୀନ ର ଗୁଲାମୀ ଚଳିବ କିନ୍ତୁ ପାଣ୍ଡୁ ର ଗୁଲାମୀ ସହିବା ଟା ରକ୍ତ ହୀନତା ର କାରଣ.ଓଡ଼ିଶା ୨ଲକ୍ଷ କୋଟି ଟଙ୍କା ଋଣ ଭାରରେ ବୁଡ଼ିଥିବା ବେଳେ ପାଣ୍ଡୁ ନିଜର ପ୍ରଚାର ପାଇଁ ହେଲିକପ୍ଟରରେ ବୁଲି ୫୨ କୋଟି ଉଡ଼େଇବା ସହ ନିଜର ସୁରକ୍ଷା ପାଇଁ ୩ କୋଟି ଖର୍ଚ୍ଚ କରି ୭୪ ଜଣ ସୁରକ୍ଷାକର୍ମୀଙ୍କ ଆଗ ପଛରେ ବୁଲାଉଛି । ଜଣେ ତାମିଲ୍ ରୁ ଆସି ଓଡିଶାରେ ଆମ ଟକାଁରେ helicopter ବୁଲି ଲୋକକୁଁ ଚୁତିୟା ବନଉଛି.ତୁମେ କ୍ରୀତଦାସ ହୋଇ ରହୁଛ ଏହାକୁ ବିକାଶ କହୁଛ.ଶଳା ୨୪ବର୍ଷ ଶାସନ କଲଣି ଯେ କୌଣସି ଗୋଟେ କଳକାରଖାନା କରିପାରିଲେନି ଆଜି ପୁଣି ପାଞ୍ଚ ବର୍ଷ ର ଗପ ଶୁଣାଉଛି .ୟାକୁଁ ଆହୁରି ନବିନ ଦରକାର.ନବିନର ଆଉ ବାଳ ଅଛି.ଅନ୍ଧ ଧୁତ୍ରରାଷ୍ଟୁ .117 MLA ପାଖରେ କାହାର ଦମ୍ ନାହିଁ କି ହେ ଶଳା ଘର ଜୁଇଁ କୁ ଘରର ଚାବି କାଟି.ଚୁଡ଼ି ପିନ୍ଦ ରେ 117. ଲଜ୍ୟା ଲାଗୁନି.ମୁର୍ଖ ମାନକୁଁ.ସେ ଗପ କହିଲା ତମେ ସତ ମାନିଗଲ,,, ସେ ଡ଼ାଇଲୋଗ ମାରିଲା ତମେ ଦିହକୁ ନେଇଗଲ,,, ସେ ଲୁଟି ଚାଲିଲା ତମେ ତାଳି ମାରିଲ ଏଥିରେ ଦୋଷ କାହାର 😆ଏମିତିଆ ମୂର୍ଖ ମାଇକିନା maganakheya ମାନଙ୍କ ଭୋଟର କାର୍ଡ ଛଡେଇ ନେବା କଥା। ଭୋଟ ଦେବାକୁ ଏଗୁଡ଼ା ଅଯୋଗ୍ୟ.କାହାକୁ କହିବା ଆମର ତ ବହୁତ ଭୋଟର ଟକାଂ ୫୦୦ ଆଉ ମଦ ମାଂସ ରେ ବନ୍ଧା !ଆଉଥରେ ୫ ବର୍ଷ ନାମ ନେବ.ମୋ ଭୋଟ krita dasa ପାଇଁ ନୁହେଁ। ଜୟ ହିନ୍ଦ୍ ଜୟ ଭାରତ ଜୟ ହିନ୍ଦୁ ରାଷ୍ଟ୍ର

  • @Kumarraj-or9yz
    @Kumarraj-or9yz 3 місяці тому

    BJD Hatao Odisha Bachao

  • @manojkumarpradhan1951
    @manojkumarpradhan1951 4 місяці тому

    A bjd ku ukhadi fingiba time asi jaichi

  • @shubhabarik1776
    @shubhabarik1776 4 місяці тому

    Bjp is coming

  • @babyvlogs4128
    @babyvlogs4128 4 місяці тому +1

    Sei jau bjd banda mondi basicho se salaku dekha se kahiba

  • @mithunsunani8615
    @mithunsunani8615 4 місяці тому +1

    @argusnews in ପାଣୀ ଆସୁ ନାହିଁ ମୁଁ video ଦେଖେଇ ଦେବୀ କଉ ମାଧ୍ୟମ ରେ ପଠାଇ ବି କୁହନ୍ତୁ

  • @JagaDas-k6c
    @JagaDas-k6c 4 місяці тому

    Aame dekhibu bjp aasile kete unnati kariba odisha jaha unnati se sabu centar re dekha jauchhi

  • @Medi-r2y
    @Medi-r2y 4 місяці тому +1

    200 tankare vote dele kichhi development heba nahin

  • @SudamBhoi-y7q
    @SudamBhoi-y7q 3 місяці тому

    Ghga.buleke.cek.karba.khth.
    K.rasan.kad.ahce.na.nhe

  • @ranjitapanda4661
    @ranjitapanda4661 3 місяці тому

    Press bhai apn t bjp bjp heuchnti bjp ru kete --- nechnti

  • @NarayanBehera-n2w
    @NarayanBehera-n2w 4 місяці тому

    Sir se bhuoni ra sabu karei dio

  • @uttampatra3473
    @uttampatra3473 4 місяці тому +1

    Third class asbu minister

  • @rajibadanta4073
    @rajibadanta4073 3 місяці тому

    He BJD neta ke tike pachara 2000 mashiha re redhakhol town re kete ghar mushlim famely thile aru bartaman kete ghar badhle na taar pare mui jawab deuchhe

  • @manoramadas3742
    @manoramadas3742 3 місяці тому

    Vai spanka no diantu mu dirkt dhanya bad devi

  • @JagaDas-k6c
    @JagaDas-k6c 4 місяці тому

    Bjp ku kahin ki saport karchha

  • @ChandanJena-zt5lu
    @ChandanJena-zt5lu 3 місяці тому

    Murkhata

  • @sahootapan4912
    @sahootapan4912 3 місяці тому

    Are vaii Argus news bjp ra news Kain , prasanta jagdev ra evm vanga Kain

  • @bhagabatiaparua3412
    @bhagabatiaparua3412 4 місяці тому

    Mada, mansa, pancha saha balare jitu thila

  • @JagaDas-k6c
    @JagaDas-k6c 4 місяці тому

    Tame kebala siadehin jaipariba aau keunthi ki nuha....