Tu Aa Re | ତୁ ଆ ରେ | Rituraj Mohanty | Ananya, Shakti | Anurag Major | Odia Audio Song

Поділитися
Вставка
  • Опубліковано 10 вер 2024
  • Listen to soulful odia love song "Tu Aa Re" by Rituraj Mohanty. Music composed by Anurag Major & Lyrics penned by Dharitri Panda.
    ଜୟ ଜଗନ୍ନାଥ 🙏 ଆମେ ଆଶା କରୁଛୁ ଆପଣମାନେ ଆମ ଓଡ଼ିଆ ଗୀତଗୁଡ଼ିକୁ ଭଲପାଇବେ। Subscribe and Stay Tuned!
    Credits:-
    Song: Tu Aa Re
    Singer: Rituraj Mohanty
    Lyricist: Dharitri Panda
    Music: Anurag Major
    Arrangement - Sangeet Pattnaik
    Mix & Master - Sangeet Pattnaik
    Vox Recorded at - Somesh Studio
    Creative head:- Ranbeeir kalsi & Jiteshh Paridaa
    Starring - Ananya & Shakti
    Production: Vighnaharta movies and Jitesh kumar filmzs
    Director: Rahul Ray
    DOP: divyalok sinha
    Drone: Chinu
    Editor : susant k
    DI : Adhikari
    Makeup & Hair : sagar
    Art Director : nabaghana Dalai
    Lyrics:
    Verse 1
    ରହି ପାରେ ନାହିଁ ତୋ ବିନା କାହିଁକି ଲଗେ ସବୁ ଫିକା ଫିକା ରେ
    ତୋ ଭାବନା ରେ ମୁଁ ହଜିଯାଏ ତୋ ବିନା ମୁଁ ଏକା ଏକା ରେ
    ପଢ଼ିଯା ତୁ ଆଉ ଥରେ ଲେଖିଛି ଆଖି କାନ୍ଥରେ
    ଓଠ ଯାହା କହି ପାରେନା
    ରହି ପାରେ ନାହିଁ ତୋ ବିନା କାହିଁକି ଲାଗେ ସବୁ ଫିକା ଫିକା ରେ
    ତୋ ଭାବନା ରେ ମୁଁ ହଜିଯାଏ ତୋ ବିନା ମୁଁ ଏକା ଏକା ରେ
    ଅନୁମତି ଦେଲେଥରେ , ରହିଯିବି ତୋ ପାଖରେ , ଆଉ କିଛି ସମୟ କୁ ଧରି ମୋ ହାତ ମୁଠାରେ , ହଜି ଯିବି ତୋ ଭିତରେ
    ଆଉ ସପନରେ ନୁହେଁ ସତରେ
    ହାତ ଦେଇଦେ ତୁ ମୋ ହାତରେ
    ଥମି ଯିବ ଆଜି ଏଇ ସମୟ
    ତୁ ଆ ରେ .. ଆ ରେ ... ଆ ରେ
    Verse 2
    ନିଜର ଏକା ତୁ ଲାଗୁ ମତେ ବାକି ଯେ ସବୁ ଅଜଣା
    ସାଉଁଟି ଦେବି ହଜାରେ ଜହ୍ନ ପାପୁଲି ତୋର ମୋ ଅଗଣା
    ଅଝଟିଆ ମନ କରୁଛି ଜିଦି , ତୋର
    ହବ ସେ ଚାହିଁ ବସିଚି ,
    ଏତେ ଦିନ ଗଲା ଚାଲି ହଁ ତୁ କହିବୁ ବୋଲି , ମରିଯିବି ତୋ ପ୍ରେମରେ
    ଆଉ ସପନରେ ନୁହେଁ ସତରେ
    ହାତ ଦେଇଦେ ତୁ ମୋ ହାତରେ
    ଥମି ଯିବ ଆଜି ଏଇ ସମୟ
    ତୁ ଆରେ ... ଆ ରେ .. ଆ ରେ
    👇Now Streaming on all your favourite platforms:
    Amazon Link: music.amazon.i...
    Jio Saavn Link: www.jiosaavn.c...
    Spotify Link: open.spotify.c...
    Wynk: wynk.in/music/...
    Apple Music: / tu-aa-re-single
    Hungama : www.hungama.co...
    YT Music: • Album - Tu Aa Re
    #tuaare #riturajmohanty #latestodiasong #odiasong #iconmusicodia #odiasong
    👉Like & Follow us on Instagram: / theiconmusicofficial
    👉Like & Follow us on Facebook: / 100095345090694
    👉Like & Follow us on X: x.com/IconMusi...
    For More Exclusive Music and Updates, Subscribe to Our Other Channels!
    Icon Music Hindi - / @iconmusicofficial
    Icon Bhojpuri Bawal - / @iconbhojpuribawaal
    Icon Music South - / @iconmusicsouth
    Icon Music Odia - / @iconmusicodia
    Icon Music Pahadi - / @iconmusicpahadi
    Icon Music Bengali - / @iconmusicbangla
    Icon Music Gujarati - / @iconmusicgujarati-bp2wh

КОМЕНТАРІ • 1