To Dehare Lagi Jau Mo Ayusha | Official Full Video | Nikita Mishra,Amar | Ira Mohanty,Swayam | Odia
Вставка
- Опубліковано 21 вер 2024
- Welcome to Global Music Junction Odia (GMJ ODIA)
Create Your Reels Here: / 328097596676643
Global Music Junction Presents
"To Dehare Lagi jau Mo Ayusha"
A Monsoon Creatives Production
Starring - Nikita Mishra , Amar
Director - Tuna , Chandan
Music - Malaya Mishra
Lyrics - Nihar Priyaashish
Singer -: Ira Mohanty , Swayam Padhi
Producer - Rajkumar Singh , Malaya Mishra
Choreographer - Feroz
Dop -: Subham
Creative Head - Prasanta Mishra
Edit - Ranjan Khatoi
DI -Dreams Digital
Art -: Bulu
Digitization - TEAM GMJ
Promotion - Team Monsoon Creatives (SANTOSH ,SUBHA, PURNIT)
Sound - Basu
Costume - Rinku & Manu
Make Up - Deepak
Hair - Annu
Production Manager -: Kandura
#iramohanty #nikitamishra #malayamishra #gmjodia #niharpriyaashish
#amar #swayampadhi
♪ Full Song Available On ♪
♪ Spotify: open.spotify.c...
♪ Jiosaavn: www.jiosaavn.c...
♪ Wynk: wynk.in/music/...
♪ Apple Music: music.apple.co...
♪ YT Music: • To Dehare Lagi Jau Mo ...
♪ Amazon Music: music.amazon.i...
♪ Gaana: gaana.com/song...
► UA-cam: / @gmjglobalmusicjunctio...
► Facebook: www.facebook.c...
► Instagram: / gmjodia
► Twitter: / gmjodia
For Trade Enquiry: +919869649066
Email Us: Enquiry@globalmusicjunction.com
#harry #simran #iramohanty #rukusuna #malayamishra #gmjodia
ଯେଁଉ ମାନେ ଥରେ ରୁ ଅଧିକ ଥର ଗୀତ ଶୁଣିଛ like କର ....👍👍👍
😂😂Good
Kkkk bbkb2❤@@radhakrushnapanigrahy1703🎉😊🎉🎉🎉😊😮🎉😮😊🎉😮😊😮🎉😊😮🎉😊😮😮😮😮😮❤🎉🎉🎉😊😮🎉😊😮😢😮🎉😊🎉
❤k,a@@radhakrushnapanigrahy1703
ଯେତେ ଦେଖିଲେ ଇଚ୍ଛା ହଉଚି ଆହୁରି ଦେଖିବାକୁ । ବହୁତ୍ ସୁନ୍ଦର ଯୋଡ଼ି ❤ପୁଣି ଆଉଥରେ ଏମିତିକା ଆଲବମ୍ କେବେ ଆସିବ Wait kali😊
Tamaku prema heai jaichi kahaku😂😂😂😂
Mate ki au😁😁😁😁😁
6*@@youtubemedia203
Odia film industry ta aau growth nahi...but Ira didi and Malaya sir music industry ku banchei rakhichhanti.. emiti kichhi bhala song deiki.. all the best full team members ❤️
Wow...ବହୁତ ସୁନ୍ଦର ଯୋଡ଼ି ସୁନ୍ଦର ଗୀତ ଯେତେ ଦେଖିଲେ ବି ଆହୁରି ଦେଖିବାକୁ ଇଚ୍ଛା ହଉଛି । ଭଗବାନ ତୁମର ମଙ୍ଗଳ କରନ୍ତୁ ! ଏମିତି ତୁମର ନୂଆଁ ନୂଆଁ ଭିଡ଼ିଓ ଆମକୁ ଆହୁରି ଦେଖିବାକୁ ମିଳୁ ❤❤❤❤
Hii❤❤❤
O
K
😱😱😱🙏🙏👫👫
🌹🌹🌹🌹🌹🌹😍😍😍
Absolutely Masterpiece... Finally one of the BEST singer in our Odia Industry "Swayam" sang very differently than his stereotype style... He has shown his true colour... Please Swayam... We need more like this from you...High expectations... Ira Mohanty is asusual... Very nice and soothing song... Probably because of The most versatile Mr. Malay Mishra... Very Nice... Both the actors have done decent job in their respective capacity... Keep it up guys...All The Best Team...
ଗୀତ ର studio version ଆଉ making ଦେଖି ଥିଲି, ହେଲେ full video କେବେ ଆସିବ ସେଇଟା ବାକି ଥିଲା, ମଳୟ ମିଶ୍ର ଙ୍କ ସଙ୍ଗୀତ ନିର୍ଦ୍ଦେଶନା outstanding
😅
ତୋ ଦେହରେ ଲାଗିଯାଉ ମୋ ଆୟୁଷ ❤❤ ବହୁତ୍ ସୁନ୍ଦର ହେଇଛି ଗୀତଟି ❤❤
ଯେତେ ଶୁଣିଲେବି ଆହୁରି ଶୁଣିବାକୁ ଇଛା ହୁଏ ❤❤❤ ନିକିତା ଦିଦି ଙ୍କୁ ହୃଦୟରୁ ଭଲ ପାଉଛ like କର 😍😍😍
Right 👍
❤❤❤❤❤
Hiii
Hii
ସତରେ ନା କଣ......?
Wow super ଏମିତି song ଟେ ଦେଖିବି ବୋଲି ଭାବିନଥିଲି, କିନ୍ତୁ ସିଦ୍ ଓ ଝିଲି ଙ୍କ ଠାରୁ ଏମିତି ଗୋଟେ romantic song ଟେ ଦେଖିବା ପାଇଁ ଇଚ୍ଛା ଥିଲା ଯେତେ ଶୁଣିଲେ ବି ପୁଣି ଶୁଣିବାକୁ ଇଛା ହେଉଛି ସିଦ୍ ଓ ଝିଲି ପାଇଁ ଗୋଟେ 👍👍👍👍👍 ପ୍ଲିଜ।i miss you jhili didi and sid bhai ❤❤❤❤❤❤❤❤❤❤❤❤ please ଗୋଟେ new sirial re asa I request you to zee sarthak
ବହୁତ ସୁନ୍ଦର ଗୀତ ପୁରା ♥️ ଟଚିଙ୍ଗ Thank You Sidharth Music ଏତେ ସୁନ୍ଦର ଗୀତ ଆମ ମାନଙ୍କୁ ଦେଇଥିବାରୁ 😘😘😘
जय jaganath ଏ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଓଡ଼ିଆ କଳାକାରଙ୍କ କଣ୍ଢେଇ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ❤❤❤ ସେ ବଲିଉଡ୍ ଚଳଚ୍ଚିତ୍ରରେ ସଙ୍ଗିତ ପ୍ରତି ଆକୃଷ୍ଟ ହୋଇଥିଲେ ଜାତୀୟ ଚଳଚ୍ଚିତ୍ର ଜଗତ ପୁରସ୍କାର ❤ଲାଭ 🎉🎉🎉🎉🎉🎉🌞🎉
❤
Cb
ଯେଉଁମାନଙ୍କୁ ଏଇ ଗୀତ ସହିତ ଏହି ଯୋଡ଼ି ଭଲ ଲାଗୁଛି like କର।👍
Na
No
nice bro
Super
@@KanhuNahak-oq4jv🎉🅻
ଝିଲି ରାଣୀ ସିଡ ଭାଇ ଆଉ ଗୋଟେ ସେରିଏଲ୍ କରନ୍ତୁ ପ୍ଲଜି ଏତେଦିନ ପରେ ଫେରିଥିବା ଦନ୍ୟ ବାଦେ ବହୁତ ଭଲ ଲାଗୁଛି ଗୀତ ❤❤❤
ମଳୟ ଭାଇ ବହୁତ ବହୁତ ଧନ୍ୟବାଦ ତୁମେ ହିଁ ପ୍ରକୃତ ଓଡ଼ିଆ ଗୀତ କରିପାରିବ. Long live the legendary musician of Odisha
ଏହି ସିରିୟଲ ସୁପର ହିଟ ଯୋଡିଟା, ବହୁତ୍ ଲୋକପ୍ରିୟ ହୋଇଛି। ଏବଂ ଆଲବମ୍ ଆସିବା ପରେ ବହୁତ ଖୁସି ଲାଗୁଛି। ଲୋକମାନେ ଅପେକ୍ଷାରେ ଥିଲେ। ଏହି ଦୁଇ କଳାକାରଙ୍କର ଗିତ ଦେଖିବା ପାଇଁ। ଏବେ ଏହାର ଅନ୍ତ ଘଟିଛି। ଧନ୍ୟବାଦ ❤❤❤❤
ନିକିତା କୁ ହୃଦୟୄ ରୁ ଭଲ ପାଉଥିଲେ like କର ❤❤❤❤😮❤❤
👌👌👌
Nikita❤️ amarnku ame heartily vala pau
😅😅😅😅😅
ଭାଇ ମୁଁ ଏବେ ପ୍ରସ୍ତାବ ନେଇକି ନିକିତା ଘର କୁ ଯାଉଚି 😂🤣😀😀
Nikita didi is the best❤❤❤❤❤❤❤
Nikita, amar bhai always best ଯେମିତି ନାଚିଲେ, ବି ଯେମିତି ଅଭିନୟ କଲେ ବି ସବୁବେଳେ super hit ❤❤❤😘😘😘 love you
Excellent 👍👍👍👍👍 bahut bhala heichi besi khusi lagila jhili Sid ra cemetery ku neiki karichanti album
ଯେତେ ଶୁଣିଲେବି ଆହୁରି ଶୁଣି ବାକୁ ଇଛା ହୁଏ ❤❤❤❤ନିକିତା ଦିଦି ଙ୍କୁ ହୃଦୟ ରୁ ଭଲ ପାଉଛ like କର😊😊😊😊😊
Really 😊
ବୋହୁତ ବୋହୁତ ସୁନ୍ଦର୍ ହୋଇଛି ଗୀତ 💛❤️🧡💛❤️🧡💛❤️🧡👌👌👌👌👌
ବହୁତ୍ ସୁନ୍ଦର୍ ଲାଗୁଛି ଗୀତଟି👍।ବାସ୍ତବରେ ଗୀତଟି ହ୍ରୁଦୟ ସ୍ପର୍ଶୀ ଅଟେ😌
😊
❤❤
Je dance performance low
ଯେତେ ଦେଖିଲେ ବି ବାରମ୍ବାର ଇଚ୍ଛା ହେଉଛି ଏହି ଗୀତ ଦେଖିବାକୁ ଆଉ ଶୁଣିବାକୁ ଧନ୍ୟବାଦ୍ ଟିମ୍
😊😊😊😊😊😊😊😊😊😊😊😊
Mate b
(ଟୁନା ଚନ୍ଦନ ) ଙ୍କ ଗୀତ ସବୁବେଳେ ହିଟ୍ ।ସେ cd କ୍ୟାସେଟ୍।ହଉ କି UA-cam re ହଉ ❤
Wow so beautiful song bahut bahut sundar mate bahut bhala laguchhi 👌👌👌👌❤️❤️❤️❤️
ସତରେ ଏହି ଗୀତ ବହୁତ୍ ଭଲ ଲାଗୁଛି ଧନ୍ୟବାଦ୍ ଓଡ଼ିଆ ଜୟ ଜଗନ୍ନାଥ
ଗୀତ ଟି ବହୁତ୍ ସୁନ୍ଦର୍ ହେଇଛି ❤ ସତରେ ଏମିତି ଗୀତ କେହି ଲାଇଫ ରେ ଶୁଣି ନ ଥିବେ super song ❤ Jay Jagannath ❤❤
Nice ❤
❤️❤️❤️❤️❤️❤️❤️❤️❤️❤️
bc
bcb
Can't write..... amazing beautiful story...Sid & jhilli acting is super fabulous❤
Nikita ❤amar best jodi 🔥🔥🔥🔥
East or West MALAYA MISHRA IS AKWAYS BEST...Melody maker of ollywood industry.. I ❤️ u Malaya sir..
ମୁଁ ଜାଣିଥିଲି ଏ ଝିଅ ଭଲ ହିରୋଇନି ହବ..... ପ୍ରଭୁ ଜଗନ୍ନାଥ ତୁମକୁ ଆଗକୁ ନେଇଯାନ୍ତୁ 👍👍👍
ଯେଉଁମାନଙ୍କୁ ଏ ଗୀତ ଭଲ ଲାଗିଛି ସେମାନେ ଗୋଟେ ଲାଇକ୍ ନିହାତି କରନ୍ତୁ👍🏻
P☝️
Yes tinga babu
@@dnstarofficial.a5😢
Dis like kali athipai ki sete khas lagilani 😂😂😂
Tama Gita ta ama kanaku Bala bholia lagila Sethi pain ame bahut dukhita like au Kan dabu na Tama. Bag dhari asithao😂
କେଉଁ ମାନଙ୍କୁ ଏହିଗୀତ ଟି ଭଲ ଲାଗିଲା like 👍 କର ଝିଲ୍ଲୀ,କୁ ଭଲ ପାଉଥିଲେ ଲାଇକ୍ କରନ୍ତୁ😊😊😊❤❤❤
Guys if you really like them then like the actual music video not these kind of comments
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤look goodaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaa
Coffee and ssfjm
1:05 @@MamataRath-ci8dz
ସତରେ ମୁଁ ଜାଣିଥିଲି ଦିନେ ନା ଦିନେ ପୁଣି ଫେରିବ ଆମ ଟିଙ୍ଗା ବାବୁ ଆଉ ଝିଲି ରାଣୀ...ଆଜି ସତରେ ମୋ ସ୍ଵପ୍ନ ସତ ହେଇଗଲା....ଧନ୍ୟବାଦ୍ ଜଣାଉଛି ଆମ ସମସ୍ତ ଓଡ଼ିଆ ବାସୀଙ୍କ ହୃଦୟ ରେ ଥିବା No.1 ଯୋଡ଼ିଙ୍କୁ ଟିଙ୍ଗା ବାବୁ ଆଉ ଝିଲି ରାଣୀ ଯୋଡ଼ି କୁ ....ସତରେ ଏ video ଦେଖି ମୁଁ ବହୁତ୍ ଖୁସି... ଖୁସି ରେ ବି କାନ୍ଦି ପକେଇଲି...ଏମିତି ସବୁବେଳେ ଭଲ ରେ ଆଉ ଖୁସିରେ ରଖନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥ ତମୋ ଦୁଇ ଜଣଙ୍କୁ ଆଶୀର୍ବାଦ କରନ୍ତୁ ମହାପ୍ରଭୁ ଜଗନ୍ନାଥ...ଆମ କଥା ରଖି ଆଉ ଥରେ ଆମ ସମସ୍ତଙ୍କୁ ଧନ୍ୟ କରିଦେଲେ ... ବହୁତ୍ ବହୁତ୍ ବହୁତ୍ ବହୁତ୍ ଭଲ ହେଇଛି 👌👌👌🌹🌹🌹🌹🌹♥️♥️♥️♥️♥️♥️ଏମିତି ଆଉରି ଆଗକୁ ଆଗକୁ ଯାଅ... ସବୁବେଳେ ପାଇଁ ଆମେ ଅଛୁ ତମୋ ଦୁଇ ଜଣଙ୍କ ସହିତ ...🥰🥰🥰🥰🤗🤗🤗🤗
Wright ❤❤❤
@@arunbiswal18380
Amar & Nikita pain like heijau ❤👍
Jhili ra hasi bahut badia heichhi❤jete dekhi le bi mana bharuni
❤❤❤❤puni thare 2 jana nku dekhiki bahut khusi lagila vdo ta bi bahut vala laguchi.... ❤❤❤❤😍😍😍😍😍🤩🤩🤩🤩👌👌👌👌👌👌👌👌👌
Superb song n vdo 👌🏻👌🏻❤️❤️Bahut bahut sundar heichi.. No words❤️❤️jete thara song sunile v bahut bhala laguchi ❤️❤️mast mast vdo❤️❤️
Malay sir & ira mohanty jodi song super hits 🎉🎉🎉🎉🎉🎉
Right
Wow after a long time I liked odia song its so beautiful 😍 wow 👌 👏 🎉
ଗୀତ ଟି ବହୁତ ସୁନ୍ଦର ଲାଗୁଚି ❤❤❤❤
Wow Excellent bahut bhala heichi besi khusi lagila jhili sid ra cemetery ku neiki karichanti album ❤️😍❤️😍👌👌👍👍👍
ଓଡ଼ିଆ ଝିଅ ମାନେ ସବୁ ବେଳେ ନିଜ ସଂସ୍କୃତି କୁ ନେଇ ହିଁ ପୋଷାକ ପିନ୍ଧି ଏଭଳି ଗୀତ କରିବା ଦରକାର୍, କିଛି କିଛି ସିନେମା ରେ ଏପରି ପୋଷାକ ସେମାନଙ୍କୁ ଦିଆ ଯାଉଛି ଯାହା ଧୀରେ ଧୀରେ ସେମାନଙ୍କ ବ୍ୟକ୍ତିଗତ ଚରିତ୍ର କୁ ବି ପ୍ରଭାବ ପକେଇ ଦେଉଛି , ହେଲେ ଏହି ଗୀତ ଏଭଳି ହୋଇଛି ଯେ , ସମସ୍ତେ ବିନା ଦ୍ଵନ୍ଦ , ଲାଜ ସରମ ରେ ଗୀତ କୁ ଉପଭୋଗ କରିବେ , ଆଧୁନିକ ହେବ ତ ପ୍ରଥମେ ନିଜ ସଂସ୍କୃତି କୁ ନେଇ ❤❤❤❤❤❤❤
Right❤
ଭାଇ ତୁମ କରେଣ୍ଟ ଭାରି ଭଲ ଲାଗିଲା
Very nice video 📷😊😊
Sata re dress guda bahutu sundra hei chhi and dance ku hero heroine and song bahutu sundra ❤
Tome thik kohicha
Very nice 👍👍👍
❤very nice song❤❤ i am your fan from chhattisgarh❤❤
Jhilli and sid (Amar and Nikita Jodi)so beautiful... bahut badhia... sabubele amiti akathi hoi ruha.. God bless you both...
Yes❤️❤️❤️❤️
Jhilli part 2😊
ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହୁଏ ❤❤❤
ଜୟ ଜଗନ୍ନାଥ ପ୍ରଭୁଙ୍କ ପାଇଁ ଗୋଟେ Like ମାର 🎉
Very nice song ❤️❤️❤️👍👍👍
Bohut sunder Gita ❤
Oyeree hoyeeee.........mu kn lekhibi prabhu ...........ete sundar song ky ete sundar jodi❤🎉 wowowowowowoowwoow😊😊😊😊
Cute jodi amar ❤️ nikita
My favorite jodi song ta bahut badhia heichi au dance b bahut Sundar heichi... thanks to all team ❤🎉
ହୃଦୟରୁ ଗୋଟିଏ 👍👍👍 ହେଇଯାଉ ❤❤କାହାକୁ ଏ ସୁନ୍ଦର ଗୀତ ଟି ଭଲ ଲାଗିଲା 👍👍
ବହୁତ ସୁନ୍ଦର ଗୀତ.. ଡ୍ରେସ କୋଡ଼ ଏକ ନମ୍ବର.. ଦୁନିଆ ଯେତେ ବଦଳି ଯାଉ ଓଡ଼ିଆ.. ଓଡିଶା.. I love it
ହେତେ ସୁନ୍ଦର ଗୀତ କୁ ଏମିତି ପାଗଳ ମନକୁ ଦିଆ ଯାଉଛି Dance କରିବା ପାଇଁ ଗୀତ ଭଲ ଅଛି ହେଲେ Dance 0% ବି ଭଲ ନାହିଁ
ଝିଲି ଆଉ ଆଦି ପୁଣି ବିବାହ କରିବେ ❤❤
Jhili sid
Bhoji ku dakibe ki nahi ama manku kejani 😆😆😆
🎉
ବାଲେଶ୍ୱର ପିଲା like ହେଇ ଯାଉ 👌❤️❤️❤️❤️❤️❤️❤️❤️❤️❤️
HGH
Janu
Jagatsinghpur Pila Like heijau
kisa pai😀
Mu Baleshwar Jhia like kali👍🙏
Badhiya Geeta, bhadiya jodi ❤❤❤
Bestest jodi vai❤️❤️❤️
Naa 😂😅
କୀ ମୋଧୁର କଣ୍ଠ ସ୍ୱର ❤❤❤all good 1st and last Super 👌👌👌👌👌👌👌💞💞💞💞💞
Nice romantic❤ song. Many many thanks to malaya mishra &both singers🎤
କଣ୍ଠଦାନ ଏବଂ ଅଭିନୟ କରିଥିବା କଳାକାର ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା
ଗୀତଟି ବହୁତ ସୁନ୍ଦର ହୋଇଛି 🤩
Wow.....ama family ra all time favorite❤ Jodi❤...sid ..& jhili❤❤👌👌👌👌🤩🤩😘😘
ବହୁତ ଦିନପରେ ଗଟେ ସୁନ୍ଦର ଗୀତ ଶୁଣିବାକୁ ମିଳିଲା ମୁଁ ଆଶା କରୁଛି ଆଗକୁ ଆହୁରି ଏମିତି ସୁନ୍ଦର ସୁନ୍ଦର ଶୁଣିବାକୁ ମିଳିବ ଧନ୍ୟବାଦ ❤️❤️❤️❤️👌👌👌
ତୋ ଦେହରେ ଳାଗିଯାଉ ମୋ ଆୟୁଷ❤❤❤ ବହୁତ୍ ସୁନ୍ଦର ଗୀତଟି🎉🎉🎉🎉
ଏମିତିକା ଗୀତ , ପୁଣି 2024 ରେ ଆଖିକୁ ବିଶ୍ୱାସ କରି ହଉନି । Thank you *Malaya* sir🙏🙏
ଓଡ଼ିଆ ଗୀତ ଇଣ୍ଡିଆ ରେ ନମ୍ବର 1,, voice and music both super duper ❤❤❤❤❤🎉🎉🎉
Market gantiba pura 😊😊
Thank you so much Jhilli Rani and Sid Bhai, because of you have returned through the music video.
Love you both ❤❤❤❤❤
First Time mu aji subscribe koli odia gito😂😂😂😂😂😂😂😂😂
Nikita di ku kie kie pasand Kara 👍
Love from jharkhand bahut badhiya heichi video 🎉🎉🎉🎉
ବହୁତ ସୁନ୍ଦର ହୋଇଛି ଗୀତଟି ❤❤😍
Specially appreciation to choreographers….wonderful job has done…well done David
Made for each other 😉😉🎉 Nice song ku wow bala performance 🎉🎉 Best Jodi 🎉🎉
ମଳୟ ସାରଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏମିତି ସ୍ୱର ଟିଏ ପାଇଁ l ଗୀତ ର ପ୍ରତ୍ୟେକ ତି ଶବ୍ଦ ଅତି ସହଜ ର ସହିତ ଜଣେ ଶ୍ରୋତା ଅନୁଭବ କରିପାରିବ l ବାଃ ବହୁତ୍ ବଢ଼ିଆ ରଚନା ନିହାର ଭାଇ l ମୋ ଭାଇ ଆହୁରି ଆଗକୁ ଯାଆନ୍ତୁ ମହାପ୍ରଭୁଙ୍କ ପାଖରେ ମୋର ଏତିକି ଗୁହାରି l ନିହାର ଭାଇ ❤❤❤
ପ୍ରଥମେ ମଳୟ sir ଙ୍କ ଗୀତ ସବୁବେଳେ ହୃଦୟ କୁ ଟଚ୍ କରେ ,ନିକିତା ର ଏବେ ସବୁ ଗୀତ always ହିଟ୍ now ଏବେ ଟିଙ୍ଗା ବାବୁ ଆଲବମ୍ କୁ entry କରିଛନ୍ତି,nice jodi
❤❤❤❤❤❤
Bahut sundar 🙌❤️
Very very nice song and mind blowing Singer... Jai Jagannath 🙏🙏🙏
Like button re thare like dei Mana bujhuni, kahiba ku kichi word nahi 👌👌❤❤❤❤❤👌👌👌👌
Miss u a lot tingababu & jhillirani 😭 You are irreplaceable❤😭 #sidili
Jhilli part 2
Seriously bahut kanda laguchi video ti dekhile🥺🥺...... heart touching 👍🏻👍🏻
Jhili di au sidi boy best jodi.. Plz plz plz puni thore au gote new serial neiki aasantu 🙏🙏🙏 Love u so much.. ❤❤❤🥰🥰🥰😘😘😘
Jhilli part 2
Mote lagila movie dekhuchi pori it's just amazing video 🎉❤❤
ବୋହୁତ ବୋହୁତ ସୁନ୍ଦର୍ ହୋଇଛି ଗୀତ So cute ❤❤❤❤❤
This song....this jodi, music & everything about it is so magical & mesmerizing ❤️❤❤
Satare video ti bahut sundar heichi ❤❤❤
A million thanks to GMJ music for showing us such a beautiful video ❤ Congratulations to whole team of "To dehare lagijau mo ayusha"so much love❤ for first music video of Amar bhai & Nikita dii
Super very nice
❤❤❤jodi ...nice video and song🎉🎉🎉🎉🎉 5:34
ବୋହୁତ ସୁନ୍ଦର ହେଇଚି ଡାନ୍ସ ଯେମିତି ଗୀତ କୁ ସେମିତି ଡାନ୍ସ ❤
ବହୁତ ସୁନ୍ଦର ଯୋଡ଼ି ଆଉ ସୁନ୍ଦର ଗୀତ❤❤❤❤
Sweet couple sabubele bhala lage dijana sathire always my favourite sidjhili🥰🥰🥰🥰
Tama duijanka jodi best jodi ...hero pura no 1
ଇମିତି କା ଝିଅ ଭାଗ୍ୟର ଥିଲେ ମିଳେ😊😮❤
ଭିଡିଓ qalty ଆଉ suiting ବହୁତ ଭଲ ହେଇଚି ❤ so nice❣️
Bahut sunder lagila song so beautiful ❤❤
ବହୁତ୍ ସୁନ୍ଦର୍ ହୋଇଛି ❤❤❤❤ ଏମିତି ଗୀତ ମନ କୁ ଛୁଇଯାଏ ❣️❣️
Cinematography 👍👍👍100/100
ଏହି ଗୀତ ଟା ଯେତେ ଶୁଣିଲେ ବି ମନ ଭରୁ ନାହିଁ ଆହୁରି ଶୁଣିବାକୁ ଇଛା ହେଉଛି ❤️❤️❤️
Jaha hau last ku jhili sidh bhai album kale ❤bht khusi