ନିଜ ମାଁ କୁ ଠେଙ୍ଗା ରେ ପିଟି ପିଟି ହାତ୍ୟ କଲା ପୁଅ।
Вставка
- Опубліковано 14 гру 2024
- ପୁଅ ଭୁଲିଗଲା ଭୁଲିଗଲା ମାଁ ର ମମତା। ଯେଉଁ ପୁଅକୁ ଜନ୍ମ ଲାଗି ମା ୯ ମାସର ଯନ୍ତ୍ରଣା ସହି ଦୁନିଆକୁ ଆଣିଥାଏ । ଆଜି ସେଇ ପୁଅ ଭୁଲିଯାଇଛି ମାଆର ସେହି ମମତା । ଆଉ ମାରିବାକୁ ବି ପଛାଇଲାନି ସେଇ କୁଳାଙ୍ଗାର ପୁଅର ହାତ । ନିଜ ମାଆକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଦେଇଛି ପୁଅ ।
ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ତୁମୁଳିଆ ଅନ୍ତର୍ଗତ ମଝାପଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବିଶ୍ୱଜିତ୍ ଲାକ୍ରା ନାମକ ଜଣେ ଯୁବକ ନିଜ ମାଆ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଳସରା ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରି ପଚରା ଉଚରା ଜାରି ରଖିଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଡ଼ାକ୍ତର ଖନା କୁ ପଠାଇଛି।
#viral news#sundargarh #murder news#ama anchala haal khabar