Sir mo sangore amiti ghati jaichi mu gote new driver ko gadi daithili kintu 2 month bhetore driver bhai closeeplate podi daithile around gote bhool pai mu 45000 kharcho kali
Madhav Babu good insight. Also give insights and tips where the vehicle goes uphill roads and there is obstruction most drivers use clutch power to pull and it puts pressure on clutch.
Superb takulu anna❤
Love you brother ❤
Correct answer
Right
Correct information Bhai ❤
Right bhai
Ok bhai
Very nice 👌 video
Bahut badhia video🌿
Vai kemiti acha
ବହୁତ୍ ଡେରିରେ response କରିଲ
Tata ace ra vedio sir
Sir dibakar bhai kuade gale
Bhai balighata ku ass gote masa chala janiba kete dina clatchplate jiba tama hulia badalijiba
Exlent idia 👍
Bhai hape cluse kariki giar pakauchanti
Gati re kn kariba bhai
Bhai mu gadi sikibaku chauchi
Apank no please diantu 🙏
RRIGHT Right
Ame,janichu,tu,au,video,banani
Thank u
Sir mo sangore amiti ghati jaichi mu gote new driver ko gadi daithili kintu 2 month bhetore driver bhai closeeplate podi daithile around gote bhool pai mu 45000 kharcho kali
Madhav Babu good insight. Also give insights and tips where the vehicle goes uphill roads and there is obstruction most drivers use clutch power to pull and it puts pressure on clutch.
ଥରେ ଖାଦାନ କୁ ଆସ ତମ ମୋବାଇଲ ପାଠ କାମ କରିବନି
Jay Jagannath bhai
Gote thara Bali ghata ku aase pura chopa chhadhi jiba re bhai
ଜୟ ଜଗନ୍ନାଥ 🙏
ବହୁତ ବହୁତ ସୁନ୍ଦର ଲାଗିଲା ବଡ଼ ଭାଇ ଆପଣଙ୍କର ଏ ଛୋଟ ଲୋକପ୍ରିୟ ଭିଡିଓ ଟି
ଆଶା ରଖୁଛୁ ଏଭଳି ନୂଆ ନୂଆ ଭିଡିଓ ଆମ ମାନଙ୍କ ପାଇଁ ଆପଣ ନିଶ୍ଚିତ ଅପଲୋଡ଼ କରିବେ
ଜୟ ଜଗନ୍ନାଥ
ଓଡ଼ିଶା ଡ୍ରାଇଭର ମହାସଂଘ
Thanks bro
Thanks 👍👍👍
Good tips 👍
Hm tu ta gote engineer au...
ଜୟ ଜଗନ୍ନାଥ 🙏🙏🙏
Load bike re kan 1number re chalaibe
Thanks bro for this information
Thanks and plz share to truck owners and drivers
@@TakluAnna ok bro I am a driver
ମାଇଁନିସି୍ରେ ବିନା ଆକ୍ସିଲେଟରରେ ଟାଣିବନି
ବହୁତ ସୁନ୍ଦର କହିଲ ଭାଇ
Right 👍👍👍
Thanks
Seta ki low gear kuhanti re bhai aame sabu puruna driver asabu Katha aame janichu re dhana
ପୁରୁଣା ଡ୍ରାଇଭର ଯଦି କୁହନ୍ତୁ RPM ମିଟର ର ପୁରା ନାମ କଣ ଓ ତା କାମ କଣ
Nice
Happy New Year Bhai... #Birsakujur
Hapy newyear birsa babu
ସାର କେତେ RPM ରେ gear ଲଗାଯାଏ ସେଇଟା ତ କହିଲେ ନାହିଁ |
ଯେଉଁ ମାନେ ନୂଆ ଶିଖିବାକୁ ଚାହୁଁଛନ୍ତି ତାଙ୍କ ପାଇଁ video ବନାନ୍ତୁ |
Ok baneiba
@@TakluAnna ଧନ୍ୟବାଦ ସାର ବନାନ୍ତୁ
Tha band na
Thank you operetor sir
Many many thanks brother
Ame JCB Driver
Jaha hau bhae gate mahat Purna kama karucha jauta kii bahuta helpfull
Thanks bro
Very nice
Bhai apana dibakar bhai pain aaji apana UA-cam re parichita heigale.....gud
ହଁ ନିଶ୍ଚୟ ଯଦି ଦିବାକର ବାବୁ ଗାଡ଼ି ଧକ୍କା କରିନଥାନ୍ତେ ମୁଁ ଆଜି ବି youtube ରେ ଧକ୍କା ଖାଉଥାନ୍ତି। କିନ୍ତୁ ଏଥିରେ ମୋର ପୁରା ବ୍ୟାଣ୍ଡ ବାଜି ଗଲାଣି। ସେ ଗାଡ଼ି ମରାମତି କରିବାକୁଯାଇ ମୋ ଝିଅ ଗୋଟେ ସାଇକଲ ମାଗିଥିଲା , ମୁଁ ଦେଇପାରିନି
Bhaina apankara truck chandikhol bharat bench company re achhi
Jay Jagannath
Right spiking bhai 👍👍👍🥰🥰
Jaya 🙏 jagannath 🌻 Swami 💞🙏 thikikath 👌
Au gate katha bhae Gadira finger kemiti bhange tike video madhyamare janei bee plese
Ok
@@TakluAnna bhae e bisayaree video gate pakeibaa
Automatic gear ⚙️ vs mannual gear,
Apana longdrive pain kauta prefer karibe??
Petrol engine gadi upare bi tricks 🚚🚛 batantu.
Ok kahibi
ଭାଇ ସମସ୍ତ ଡାଇଭର ଜାଣି ଛନ୍ତି
ଯେଉଁ ମାନେ ଜାଣିଛନ୍ତି ସେମାନଙ୍କୁ ଧନ୍ୟବାଦ୍। ଯେଉଁ ମାନେ ଜାଣି ନାହାନ୍ତି , ସେମାନେ ଜାଣିବା ପାଇଁ ଭିଡିଓ ଦେଖନ୍ତୁ
😍😍Good news 😍😍
ଜୟ ଜଗନ୍ନାଥ ଭାଇ ଯାହା ହେଉ ଆପଣ ଭଲ କହୁଛନ୍ତି କାହିଁକି ନାଁ କିଛି ନୂଆ ଚାଳକ ପାଇଁ ଜାଣିବା ଦରକାର ଆଗକୁ ଏମିତିକା ସୁନ୍ଦର ଏବଂ ଦରକାର ଭିଡିଓ କରନ୍ତୁ ଜୟ ଜଗନ୍ନାଥ ଭାଇ
Thanks
Mor Fist drive re E bhul he e thila Next time kebe aaji Dina kebe naei
Thank's bada bhai
Thanks and plz share to your truckers friends
Bhie mirror back kariba trick tk video kari kuhantu
Bhai,apana nkara 12chakia bharatbenz gadi kama kete bata gala.
ସରି ଯାଇଛି କାମ ଭିଡିଓ ଆସିବ ଜଲ୍ଦୀ
Bhai clutch besi use kole disel joldi khai ki
Yes
ଭିଡ ଜାଗାରେ ଜଦି clutch ଉପରେ ଗୁଡ ନ ରଖିଲେ accident ହେବାଟା Conform ଏଇଟା ମନେ ରଖି ଥା 😄!!
Ok madhab
Bhai break buster bisaya re video aana
Ok ନିଶ୍ଚୟ ହେବ
Vhai...jau gadi accident haithila tara video tike banantu..
ଖୁବ୍ ଶୀଘ୍ର
Bhai chota gadi ra bi seia
ଛୋଟ ଗାଡ଼ି ବିଷୟରେ ଆଉ ଏକ ଭିଡିଓ ବନେଇବା
Exactly Bhai
Bhai good advice👌
Very nice advice sir 🙏
Tume jadi ate janicha nij chalouna
ଭୁଲ୍ ବୁଝନା ବାବୁ, ଆମେ ଜ୍ଞାନ ବାଣ୍ଟୁଛୁ। ଦୀର୍ଘ 22 ବର୍ଷର experienc ଅଟେ। ଆମେ ଚାହୁଁଛୁ ମାଗଣା ରେ ଶିକ୍ଷା ଦେବା ପାଇଁ। ଯାହାର ଦରକାର୍ ସେ ଶିକ୍ଷା ନେବେ। ଆମର ମାନସିକତା କାହା ମନକୁ ଆଘାତ ଦେବା ନୁହେଁ। ଆମର ଆଶା ଭଲ ଟ୍ରକ୍ ଡ୍ରାଇଭର ତିଆରି କରିବା।
Renault kwid milez kete deuchi bhai
ଚଲେଇ ଜାଣିଲେ 28 ନଚେତ୍ 15/16 ବି
ବହୁତ ଭଲ ଲାଗିଲା👌
Nije bhul karichonti vdo re bhul ku sudharo
ଭୁଲ୍ ଟା କଣ କୁହନ୍ତୁ , ନିଶ୍ଚୟ ସୁଧାରିବା
Ete dinapare kichi sikhi Baku padila
Thanks bro
Good information sir
Are bhul pahunchu tu
Tama bada makanike
Bhai left side judge ment video 🥺
Left side judge means
Sabu gadi same nahi
Good work 👏🏿 🙌 👍
Kehi Manu nhante bhi
Thanks bhai
Driver jougu kiche houni ok Malika Manya g m om matlba helper deybni seythipie ok
ଆପଣଙ୍କ କଥାରୁ ଲାଗୁଛି ,ଆପଣ ଜଣେ ଡ୍ରାଇଭର ଓ ହେଲପର ନମିଲିଥିବାରୁ ଦୁଃଖୀ ଅଛନ୍ତି। ଆରେ ଭାଇ ଭିଡିଓ ଦେଖି କିଛିଟା ଜାଣନ୍ତୁ। ଯଦି ଆହୁରି କିଛି ଆପଣଙ୍କର idea ଥାଏ ତାହେଲେ ଜଣାନ୍ତୁ ଆମେବି ଆପଣଙ୍କ ଠାରୁ ସିଖିବୁ
Mo balana
👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍
Upa jukta Shiksha pailo
ଭାଇ ମୁଁ ଆପଣଙ୍କ କହିବାରେ ଏକ ମତ
ଭାଇ ଆପଣଙ୍କ ଗାଡି ଠିକ ହେଲେ ମତେ କହିବ ହେଲ୍ପର ରହିବି 👍👍
Ok
ନୁମ୍ବର ଦରକାର ହେଲେ କହିବ 🙏🙏🙏
Please sar replay
😀❤️
Accident Gadi update diantu....
ଗାଡ଼ି କାମ ସରିଛି, ସେ ଭିଡିଓ ବି ଜଲଦି ଆସିବ
Tu gida chal driver rakhu chu
EICHER TRUCK REVIEW KARA
ଟିକେ ସମୟ ଦିଅନ୍ତୁ ନିଶ୍ଚୟ ହେବ
Nice information bhai,My opinion is 100% driver have incomplete course for driving
ଠିକି କହିଛନ୍ତି ଭାଇ 👍💚
ମହାଶୟ, ଆଜିର ଚାଳକ ସମାଜ ରେ ଯେତେ ନୂଆଁତରିକା ପ୍ରଦାନ କରାଗଲେ |ମଧ୍ୟ ଫଳ ଶୂନ୍ୟ କାରଣ,60%ଚାଳକ ତାଲିମ ମୁକ୍ତ , ଉତ୍ତମ ପ୍ରଦର୍ଶନ ଯୁକ୍ତ|40% ଚାଳକ ଯୁକ୍ତ,ମଧ୍ଯମ ପ୍ରଦର୍ଶନ ଯୁକ୍ତ|ସେଥିପାଇଁ,କ୍ଳଚ ର ସଠିକ୍ ଅର୍ଥ ଘନିଷ୍ଟ/ଅତିନିବିଡ଼ ନବୁଝି| କ୍ଳୋଜ୍ ବୁଝନ୍ତି| ଯାହାର,ଅର୍ଥ ବନ୍ଦ |କିନ୍ତୁ,ଚାଳକ ଭାଈ ମାନେ ଅସ୍ପଷ୍ଟ ଅଛନ୍ତି|ଆପଣ ଯଦି,ସଦୟାରେ ଏହାରି ଉପରେ କିଛି ଭିଡ଼ିଓ ପୋଷ୍ଟ କରେନ୍ତି|ନିଶ୍ଚିତ ଭାବରେ ଚାଳକ ବନ୍ଧୁମାନେ ବୁଝିପାରିବେ|ଓ ଏହାର ସଦୋଯୋଗ କରିବେ|ଆପଣଙ୍କ ର ପ୍ରଭୁ ଶ୍ରୀ ଜଗନ୍ନାଥ ସଦାସର୍ବଦା ମଙ୍ଗଳମୟ କରନ୍ତୁ|
ପ୍ରଥମେ ଆପଣଙ୍କୁ ଧନ୍ୟବାଦ୍,ଆପଣ ଏକ ସମସ୍ୟା ବିଷୟରେ କହିଛନ୍ତି। ଚେଷ୍ଟା କରିବା ଚାଳକ ବାବୁ ମାନଙ୍କ ପାଇଁ ଆଉଟିକେ ସରଳ କରି ଭିଡିଓ ବନାଇବା
Thanks bhai