ଆମେରିକାରେ ଓଡ଼ିଆଙ୍କ ବଣଭୋଜି:ମିଶିକି ଖାସିମାଂସ ରାନ୍ଧିବା,ପୁଚୁକିଗାଲୀ ଗୀତରେ ଝୁମିବା,ତାସ ପାଲି ପକେଇବା|Banabhoji

Поділитися
Вставка
  • Опубліковано 17 жов 2024
  • ନମସ୍କାର |ଜୟଜଗନ୍ନାଥ |
    ଏହି Vlog ଭିଡ଼ିଓ ଟିରେ ଆମେରିକା ରେ କିପରି ହେଲା ଏବର୍ଷ ଓଡ଼ିଆ ମାନଙ୍କ ବଣଭୋଜି ସେଟା ଦେଖେଇଛି | Odia picnic in america, mutton curry,khasi mansa jhola america re ,bandhu milana ,nacha gita ,bahut maja masti achi ei video tire
    ଯଦି ଭିଡ଼ିଓ ଟି ଭଲ ଲାଗିଲା ନିଶ୍ଚୟ like କରିଦିଅନ୍ତୁ ଏବଂ ଚାନେଲ କୁ subscribe କରିଦିଅନ୍ତୁ | ଖୁବ ଶୀଘ୍ର ଆମର ପୁଣି ଦେଖା ହେବ next ଭିଡ଼ିଓ ରେ | ସେଯାଏ, ଭଲରେ ଥାନ୍ତୁ ଆଉ ଭଲ ପାଉଥାନ୍ତୁ |
    Odia picnic in america,
    mutton curry
    ,khasi mansa jhola america re
    Durga puja, Dusshera in America
    saree shopping and jewellary shopping in america.
    Wholesale shopping
    Kitchen garden tour
    Daily routine vlog
    Camping in America
    Colony or community tour
    govt school in america
    primary education, primary school in america
    american education system
    labor jobs and income in america
    labor income in america
    odia vlog new house
    Odia family in america ,
    odia vlogs ,
    odia daily vog,
    odiavlogbyswagatika,
    America lifestyle,
    dailyroutine vlog
    life in america
    village in america
    market in america
    jobs in america
    House tour in america
    odiavlogbyswagatika,
    American lifestyle,
    daily routine vlog
    odia nri vlogger
    america education system
    america market rate
    ............................................................................................
    #khasimansajhola #americareodiabanabhoji #odiapicnic #fastfoodstallsinamerica #sareeshoppinginamerica #odiavloggerswagatika #americarukhati #odiavlogs #odiavloggerinamerica #odialifestyle #odiajhia #ameodia #odiapk #odiavlogger #odiavlogsbyswagatika #odiavloggerswagatika #nrivlogger #rupapintukhusi #rupapintukhusiexpress
    #Americadekha #villagevlog#odiaroutinevlog
    ..................................................................................................................
    My Handels
    Facebook : / iamswagdash
    Instagram : www.instagram....
    .........................................................

КОМЕНТАРІ • 1 тис.

  • @AmericaruKhati
    @AmericaruKhati  3 роки тому +54

    ଜୟ ଜଗନ୍ନାଥ ସାଙ୍ଗମାନେ 🙏
    ବଣଭୋଜି ଆଉ ପିଲାଦିନ ସ୍ମୃତି ଅଙ୍ଗାଙ୍ଗି ଭାବେ ଜଡିତl ଏଇ ଭିଡ଼ିଓ ଟି ଦେଖିକି ଆପଣଙ୍କୁ ବହୁତ କିଛି ମନେପଡିଯିବ, ମତେ କହିବେ କୋମେନ୍ଟ କରିକି ନିଶ୍ଚୟ ଯେ କୋଉ ପିକନିକ ଆପଣଙ୍କର ସ୍ମରଣୀୟ ??

  • @alekhaparidaofficial7817
    @alekhaparidaofficial7817 3 роки тому +47

    ମୁଁ ବହୁତ୍ ଗର୍ବିତ କି ମୋ ଓଡ଼ିଆ ଭାଇ ଭଉଣୀ ମାନେ ସୁଦୂର ବିଦେଶ ରେ ରହିକି ବି ।ଆମ ଓଡ଼ିଆ ଭାଷା ଆଉ ସଂସ୍କୃତି କୁ ପାସୋରି ପାରିନାହାନ୍ତି।
    ଗର୍ବର ସହିତ ଆମେ କହିବା( ମୁ ଓଡିଆ ଭାରି ବଢିଆ)❤️

  • @manmathsutar9326
    @manmathsutar9326 3 роки тому +62

    ଭଗବାନ୍ ସବୁଦିନେ ଆମେରିକା ରେ ରହୁଥିବା ଓଡିଆ ଭାଇ ଭଉଣିମାନଙ୍କୁ ଭଲରେ ରଖିଥାନ୍ତୁ ।

  • @asimkumarsahoo9380
    @asimkumarsahoo9380 3 роки тому +20

    ଓଡ଼ିଆ ବଣ ଭୋଜି ବହୁତ୍ ଭଲ ଲାଗିଲା । ଯଦି ତଳେ ବସିକି ଖାଇ ଥାନ୍ତେ ଆଉ ଟିକେ ଓଡ଼ିଆ ଓଡ଼ିଆ ଲାଗି ଥାନ୍ତା । ଜୟ ଜଗନ୍ନାଥ 🙏🙏

  • @ajaysamal1537
    @ajaysamal1537 3 роки тому +6

    ଜୟ ଜଗନ୍ନାଥ
    ସ୍ୱାଗତୀକା ଦିଦି ଆପଣଙ୍କ vedio ମୋତେ ବହୁତ ଭଲ ଲାଗେ ଓ ଏହି vedio ଟି ମଧ୍ୟ ବହୁତ ଭଲ ଲାଗୁଛି,

  • @suryasarathimishra4851
    @suryasarathimishra4851 3 роки тому +46

    ଦିଦି ନମସ୍କାର🙏🙏🙏, ଆପଣଙ୍କ ସବୁ video ଠୁ ଏଇ video ଟି ବହୁତ ଭଲ ଲାଗିଲା,,,, ଶବ୍ଦ ନାହିଁ 👌👌👌👌

  • @atomrath2109
    @atomrath2109 2 роки тому

    ଜାହା ଜଣା ପଡୁଛି ଏହା ଆମେରିକାରେ ନୁହ ଓଡିଶାରେ ହେଉଥିବା ଏକ ବଣଭୋଜି। ଖୁବ୍ ଭଲ ଲଗିଲା। ସେଠି ଓଡିଆ ପରିବାର ବନ୍ଧୁମିଳନ ଏହିପରି ଅଟୁଟ ରହିଥାଉ।
    ମୁଁ ରାଉରକେଲାରୁ ମନ୍ତବ୍ଯ ଦେଉଛି।
    Jay ଜଗନ୍ନାଥ।

  • @trilochandixit4144
    @trilochandixit4144 3 роки тому +5

    ମଟନ ବଡ଼ ବଡ଼ କଟା ହୋଇ ଥିବାରୁ ,ତାକୁ ଛୋଟ ଛୋଟ କରିଥିବା ସବୁ ଭାଇ ଙ୍କୁ ଅଶେଷ ଧନ୍ୟବାଦ ,
    କାରଣ ଏମିତି କାମ ବି ନିର୍ଦ୍ୱନ୍ଦରେ କରି ପାରନ୍ତି ,ଏତେ ବଡ଼ ବଡ଼ ଉଚ୍ଚ ପଦବୀ ରେ ଥାଇ ,ତାହା ସବୁ ଠାରୁ ବଡ଼ ଅଶ୍ୱର୍ଯ୍ୟ ମୋ ପାଇଁ 💐💐🙏

    • @nalinisamal6579
      @nalinisamal6579 2 роки тому

      Odissa Bhai bhauni mananku more bhuta dhanyawad

  • @rakeshsahooofficial2402
    @rakeshsahooofficial2402 2 роки тому +1

    Wow ଆପଣଙ୍କୁ salute । ନିଜ culture କୁ ବଞ୍ଚେଇ ରଖିଛନ୍ତି ଆଉ ନିଜ ପିଲା ମାନଙ୍କୁ ବି ଓଡ଼ିଆ ଶିଖେଇଛନ୍ତି । ଏଠି ତ india ରେ ଲୋକ ଓଡିଶା ବାହାରକୁ ଆସିଲା ଆସିଲେ ଓଡ଼ିଆ କହିବା ଭୁଲି ଯାନ୍ତି। ବହୁତ ଧନ୍ୟବାଦ

  • @manojkumarbehera4297
    @manojkumarbehera4297 3 роки тому +5

    ଜୟ ଜଗନ୍ନାଥ 🙏🙏🙏
    ଦିଦି ଭିଡ଼ିଓ ବହୁତ ଭଲ ଲାଗିଲା,,,,
    ଆମେ ଓଡ଼ିଆ,,, ଭାରି ବଢିଆ,,,,
    ବନ୍ଦେ ଉତ୍କଳ ଜନନୀ,,,,

  • @gopalrout416
    @gopalrout416 2 роки тому

    ଦୀଦୀ ଶୁଭ ସଂଧ୍ଯା।
    ସମସ୍ତଙ୍କୁ ସ୍ନେହ,ନମସ୍କାର
    ଓ ପ୍ରଣାମ।
    ସତରେ ଆଜିର ଭିଡିଓଟି ଚମତ୍କାର।
    ତାଠାରୁ ଚମତ୍କାର ସାତ ସମୁଦ୍ର ପାର ଆମେରିକାରେ ଓଡ଼ିଆଙ୍କର ବନ୍ଧୁ ମିଳନର ଆଇଡିଆ। ଆପଣମାନଙ୍କର ଓଡ଼ିଶା ପ୍ରତି ଚିନ୍ତା ଭାବନା ବହୁତ ଭଲ ଲାଗିଲା। ପିଲାମାନଙ୍କର ଓଡ଼ିଆ ଭାଷା, ସଂସ୍କାର, ଓଡ଼ିଶା ତଥା ଦେଶ ପ୍ରତି ପ୍ରେମ୍, ସଦଭାବନା, ଦେଶଭକ୍ତି ଅତୁଳନୀୟ।
    ଆପଣମାନଙ୍କ ବଣଭୋଜି ଅପୂର୍ବ।
    ସତରେ ପିଲାବେଳର ଗାଁ ବଣଭୋଜି କଥା ମନରେ ଅଲିଭା ସ୍ମୂତିଟି ଜାଗି ଉଠିଲା।ସମସ୍ତେ ହସଖୁସିରେ ରହନ୍ତୁ।
    ରାଜ୍ୟ ଏବଂ ଦେଶର ମାନ ସମ୍ମାନ ବଢାନ୍ତୁ।
    ମହାପ୍ରଭୁ ଶ୍ରୀ ଜଗନ୍ନାଥ କୂପା କରନ୍ତୁ। ବନ୍ଧୁମିଳନ ଆୟୋଜନକର୍ତ୍ତାଙ୍କୁ
    ଅଶେଷ ଧନ୍ଯବାଦ।

    • @AmericaruKhati
      @AmericaruKhati  2 роки тому

      Bahut dhanyabaad, bhala lagila Jani khusi heli

  • @jayjaganath7457
    @jayjaganath7457 3 роки тому +4

    ଜୟ ଜଗନ୍ନାଥ ଜୟ ଓଡିଆ ।ଯାହଉ ଦେଖି କି ବହୁତ ଖୁସି ଲାଗିଲା 😊😊😊🙏🙏🙏🙏Mostly ଖୋର୍ଦ୍ଧା ଛୁଆ ଯାକ ତାରାତାରିଣୀ 😊😊😘I think moton 50 kg 😋😋😊

  • @rakeshsahooofficial2402
    @rakeshsahooofficial2402 2 роки тому +1

    ବହୁତ ବଢିଆ ଲାଗୁଛି ଦିଦି , ଆଉ ଖୁସି ଲାଗୁଚି କି ଆପଣମାନେ ଓଡ଼ିଶା ବାହାରେ ଥାଇକି ବି ଆପଣ ମାନଙ୍କ ଭିତରେ ଏତେ ଭଲ unity ଅଛି । ସବୁ ଓଡ଼ିଆ ମାନେ ନିଜ ଭାଷା କୁ ବହୁତ ସନମାନ ଦେଉଛନ୍ତି । ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଏମିତି ଓଡ଼ିଆ ମାନେ ସବୁଠି ନିଜର ଏକତା ବଜାୟ ରଖୁଥାନ୍ତୁ । ଜୟ ଜଗନ୍ନାଥ

  • @surendrasahoo897
    @surendrasahoo897 2 роки тому

    ବହୁତ ସୁନ୍ଦର ଲାଗିଲା ଭିଡ଼ିଓ

  • @sunilkumarrout1788
    @sunilkumarrout1788 3 роки тому +7

    ଦିଦି ସତରେ ଭିଡିଓ ବହୁତ ଭଲ ଲାଗିଲା 👍
    ପ୍ରତ୍ୟେକ ଓଡ଼ିଆ ଏହି ଭଡିଓ ଦେଖି ବହୁତ ଖୁସି ଅନୁଭବ କରିଥିବେ❤️❤️❤️
    ପ୍ରଭୁ ଶ୍ରୀରାମଚନ୍ଦ୍ର ତୁମକୁ ଖୁସିରେ ରଖନ୍ତୁ 🙏

  • @trilochandixit4144
    @trilochandixit4144 3 роки тому +2

    ଆଜିର ବଣଭୋଜି କୁ ନେଇ ଅନୀଲ ବାବୁ ଙ୍କ କବିତା ବହୁତ ଉଚ୍ଚକୋଟୀର ଓ ପ୍ରସଂଶନିୟ ,ବହୁତ ଭଲ ଲାଗିଲା ଭାଇ ଙ୍କ ରଚନା ,
    ଆପଣ ଙ୍କ ପାଇଁ ଓଡ଼ିଆ ଜାତି ଗର୍ବିତ

    • @anilkumar271
      @anilkumar271 3 роки тому

      ଧନ୍ୟବାଦ୍ ଆଜ୍ଞା🙏

  • @sushileib
    @sushileib 3 роки тому +9

    ଆଉ କିଛି ଦିନ ପରେ ଆମେରିକାରେ ଗୋଟେ ମିନି ଓଡିଶା ନିର୍ମାଣ ହେବ ଏବଂ ଆମେରିକା ବାସୀ କହିବେ ଜୟ ଜଗନ୍ନାଥ l

  • @sujatasahoo2641
    @sujatasahoo2641 3 роки тому

    ବହୁତ୍ ବଢିଆ ହୋଇଛି vdo .ଖୁସି ବି ଗର୍ବ ବି ଲାଗୁଛି। ଆମେରିକା ରେ ରହି ପୁରା ଓଡ଼ିଶା ଭଳି ଚଳୁଛନ୍ତି। କଳ୍ପନା ର ବାହାରେ ଥିଲା ଆଜି ର ବନ୍ଧୁ ମିଳନ।ଶେଷ ମୋ ସ୍କୁଲ ଯୋଜନା ପାଇଁ ଫଣ୍ଡ ସେଠାରୁ ଆସୁଛି , ଜାଣି ବହୁତ ଖୁସି ଲାଗିଲା। ମୁଁ ଖୋର୍ଦ୍ଧା ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ।
    ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା ଆପଣଙ୍କ ପରିବାର , ତଥା ସମସ୍ତ ଓଡ଼ିଆ ଙ୍କ ପାଇଁ।
    ସାରା ,ଶିଶୁ ଙ୍କୁ ବହୁତ ବହୁତ ଭଲ ପାଇବା। ଏମିତି ମଜା ଦାର ଭିଡିଓ ଦେଖାଉ ଥାନ୍ତୁ।
    ଜୟ ଜଗନ୍ନାଥ।
    ବହୁତ ଜଣଙ୍କୁ ସେୟାର କରି ସାରିଲାଣି।

  • @tusharkumarbehera9719
    @tusharkumarbehera9719 3 роки тому +3

    ଦିଦି ତୁମେ ଯେମିତି ସୁନ୍ଦର ତୁମ କଥା ଆହୁରି ସୁନ୍ଦର ବଣଭୋଜି ବହୁତ ଭଲ ଲାଗିଲା ଆମ ଓଡ଼ିଶାର ଭାଇ ମାନେ ଏତେ ଅଛନ୍ତି ଜା ହଉ ଜାଣି ଖୁସି ହୋଇଗଲି

  • @pabitramohanpradhan7509
    @pabitramohanpradhan7509 3 роки тому

    ପ୍ରକୃତରେ ଅତି ସୁନ୍ଦର କାର୍ଯ୍ୟକ୍ରମ. ଆମେରିକା ଥାଇ ମଧ୍ୟ ସମସ୍ତ ଓଡ଼ିଆ ବନ୍ଧୁ ମାନେ ଏକାଠି ହୋଇଛନ୍ତି. ଏହିପରି ପରି କାର୍ଯ୍ୟକ୍ରମ ଜାରି ରଖନ୍ତୁ. ସମସ୍ତ ଓଡ଼ିଆ ବନ୍ଧୁ ମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ.ମୋର ମଧ୍ଯ ପିଲା ଦିନ ସେମିଲିଗୁଡା, କୋରାପୁଟ ରେ କଟି ଥିଲା 🙏🙏👍(ପବିତ୍ର ମୋହନ ପ୍ରଧାନ ଅଧ୍ୟାପକ ବାଣିଜ୍ୟ ବିଭାଗ ବେଲଗୁଣ୍ଠା, ଗଞ୍ଜାମ )

  • @greenagroofodisha9653
    @greenagroofodisha9653 3 роки тому +3

    ବହୁତ ଭଲ video ... ମୋ ସ୍କୁଲ ବେଳ କଥା ମନେ ପଡି ଗଲା । ବହୁତ ମଜା କରିଥଲୁ

  • @jagandas5249
    @jagandas5249 3 роки тому

    Jay Jagannath didi Manny Manny thanks again love u so much bahut Sundar

  • @soumyadas5304
    @soumyadas5304 3 роки тому +7

    Excellent video and the best part is not forgetting the essence and beauty of soil at foreign land. Thank you all...... 👍

  • @muktiranjanpatra4538
    @muktiranjanpatra4538 2 роки тому

    Jai jagannath good super no1 Banavaji

  • @barsharanipradhanbarsharan9436
    @barsharanipradhanbarsharan9436 3 роки тому +5

    Your simplicity is out of imagine ...I LOVE YOU DIDI❤

  • @niharikabehera2075
    @niharikabehera2075 2 роки тому

    ବାହାର country ରେ ଏତେ ଓଡିଆ ଲୋକକୁ ଦେଖି ମଜା ଆସିଗଲା। Proud moment. ❤️❤️❤️.

  • @nirmalkumarpati6151
    @nirmalkumarpati6151 3 роки тому +11

    ଦିଦି ମୁବି ଆମେରିକା ରେ ରୁହେ ଆପଣଙ୍କୁ ମୁ ଚିନ୍ହିଛି

  • @atomrath2109
    @atomrath2109 6 місяців тому

    ବଣଭୋଜିର ଭିଡିଓରେ ଭଲ ଲାଗିଲା।
    ଲାଗିଲାଯେ ଏହା ଆମେରିକାର ମାଟିରେ ନୁହ ଓଡ଼ିଶାର ମାଟିରେ ହେଉଛି ।

  • @tapasdakshinaray236
    @tapasdakshinaray236 3 роки тому +3

    ତା
    ତମେ ଖାଇଲ ମଜା ନେଲ ଆମେ ଖାଲି ନାଳ ଗଡେଇଲୁ ଦିଦି. ମତେ ବହୁତ ଭଲ ଲାଗଲା. ମୁଁ ଓଡ଼ିଆ ଆମେ ଓଡ଼ିଆ, ମୁଁ ଗୌରବ କରୁଛି ମୋ ଦେଶ ଓଡିଶା କୁ. ଭଗବାନ ତୁମକୁ ତୁମ ପରିବାର ଙ୍କୁ ଖୁସିରେ ଭଲରେ ରଖନ୍ତୁ 🙏🙏🙏🙏

  • @prasantakumarmishra5081
    @prasantakumarmishra5081 Рік тому

    ଭାରତୀୟଙ୍କର ଓଡିଆ ଛୁଂକ ବଢିଆ

  • @shibaneepatnaik6809
    @shibaneepatnaik6809 3 роки тому +5

    Mam soon 1lakh subscribers...
    🎉🎉🎉🎉CONGRATULATIONS🎉🎉🎉🎉

  • @bimalsuna156
    @bimalsuna156 2 роки тому +1

    ନାନୀ ମତେ ଲାଗ୍ ଲା କି ମୁଇଁ ବି ସେ ବଣଭୋଜି ରେ ଅଛି😀👌👌👌👌👌👌👌👌👌

  • @jasobantasahoo1909
    @jasobantasahoo1909 2 роки тому +3

    Absolutely amazing . I never thought that this type of work shall be happened in USA . 🙏

  • @prabhakarbabu7249
    @prabhakarbabu7249 2 роки тому

    ବହୁତ ସୁନ୍ଦର ଲାଗିଲା ଦିଦି👌👌👌(ନବରଙ୍ଗପୁର)

  • @sahadevnayak4382
    @sahadevnayak4382 3 роки тому +3

    Such picnic memories are really amazing. This tasty mutton curry will definitely catapult you beyond💯 k.

  • @pratimaojha55
    @pratimaojha55 Рік тому

    Bana bhoji ra mutton jhola pura mast lage 👌👌👌

  • @simplemishra4546
    @simplemishra4546 3 роки тому +6

    This is my favourite channel. I especially like it when you explain everything so nicely. I wish you a lot of success with the channel and happy life. You are even more sweet and nice in person👍
    And for me having the opportunity to be in this video is truly a gift… 😍😘

  • @anilsahani5568
    @anilsahani5568 2 роки тому

    Jaha hau apn manka bhaji dekhi bahat khusi laguchi

  • @rajeswarisethy9579
    @rajeswarisethy9579 3 роки тому +2

    So beautiful😍

  • @priyankak7432
    @priyankak7432 3 роки тому

    Mo fav picnic spot hauchhi... chilika, narayani, salia dam...

  • @santoshroul2587
    @santoshroul2587 3 роки тому +4

    20kg mutton
    Hele alu colour Kan emiti...red

    • @AmericaruKhati
      @AmericaruKhati  3 роки тому

      Haan seta tike alaga ranga kintu taste ama seta chota aloo pari

  • @patraandpatracreation8629
    @patraandpatracreation8629 2 роки тому

    ବହୁତ ଭଲ ଲାଗିଲା, ଆପଣଙ୍କ ବଣଭୋଜୀ

  • @kalyanibiswal5779
    @kalyanibiswal5779 2 роки тому

    Bohut vala lagila(super duper)👌👌👌👌👌🥰🥰🥰🥰🥰

  • @debasishtripathy5344
    @debasishtripathy5344 3 роки тому

    Didi Luv u all Odiya. Bahut badhiya

  • @malayakumarparida3754
    @malayakumarparida3754 2 роки тому

    *Being an Odia proud feel haba valia bahut vedeos dekhichi bt Amti proud feel hela valia vedeo dekhini.. Thank u Dd🙏*

    • @AmericaruKhati
      @AmericaruKhati  2 роки тому

      Bhala lagila Janiki khusi heli ...bahut dhanyabaad

  • @arjunkumardhir7434
    @arjunkumardhir7434 3 роки тому

    Americare Odia pila manankara picnic dekhi bhari khusi lagila.Ae bhali Odia manankar gotia association kari sabu festivals palan kale bhala huanta.Prabhu Jagannath nka kruparu samaste bhalale ,khusire thaantu.Americara ae picnic place ti keiu areare.Austin setharu kete dur.

  • @shreeshreya216
    @shreeshreya216 3 роки тому

    Superb diiiii ....e vdo dekhiki dill khush hei gala ....jay Jagannath. Aame Odiaa bhari badhiya....

  • @sujatadash331
    @sujatadash331 3 роки тому

    Bana bhoji bahut badhia lagila bahut khusi lagil ete sundar

  • @suryakantdas4719
    @suryakantdas4719 2 роки тому +1

    ସମସ୍ତ ଓଡ଼ିଆ ଭାଈ ଭ‌ଉଣୀ ମାନଙ୍କୁ ଧନ୍ୟବାଦ

  • @jyostnarath8458
    @jyostnarath8458 3 роки тому

    Thanks Swagatika tumara bhal bhal vedio payin

  • @satyam2240
    @satyam2240 3 роки тому

    Apanmanank khusi dekhi amemane bahut khusi jay jagannath

  • @manasidas2498
    @manasidas2498 3 роки тому

    Ame odia bhari badhia , super👍

  • @jharananayak4347
    @jharananayak4347 3 роки тому

    Bahut badhia lagila blog dekhiki...bhoji mast... dance bi mast

  • @bindusagarbag3046
    @bindusagarbag3046 3 роки тому

    ସତରେ ମାଡ଼ାମ୍ ବହୁତ୍ ହି ବଢିଆ ହେଇଛି ଭିଡିଓ ଟି । ଆପଣଙ୍କ ର କହିବା ଶୈଳୀ ଆପଣ ଙ୍କ ର ସରଳତା କୁ ପ୍ରତିପାଦନ କରୁଛି,କାମନା କରୁଛି ସମସ୍ତ ଓଡ଼ିଆ ଭାଇ ଭଉଣୀ ମାନେ ସେଠି ଭଲରେ ଜୀବନ ଯାପନ କରନ୍ତୁ ଓ ଓଡ଼ିଶା ର ସୁନାମ ଅର୍ଜନ ଦିଗରେ ଭଲ କାମ କରନ୍ତୁ।
    ।।। ଜୟ ଓଡ଼ିଶା ,ଜୟ ଜଗନ୍ନାଥ।।।

  • @Rashmipanda12345
    @Rashmipanda12345 3 роки тому

    Bhalu pahada bhoji... I love it n Gupteswar..

  • @rakeshgraphics1914
    @rakeshgraphics1914 2 роки тому

    ବହୁତ ବହୁତ ଖୁସି ଲାଗିଲା sister

  • @pandavmaharana9882
    @pandavmaharana9882 3 роки тому

    Jai jagannath
    Bahut vl lagila

  • @puspanjalikar8472
    @puspanjalikar8472 3 роки тому

    ସବୁଠୁ ବଢିଆ ଲାଗିଲା ତମ ଗୀତ

  • @krishnasahoo9829
    @krishnasahoo9829 2 роки тому

    Odish language.proud of u didi.

  • @namitaswain4607
    @namitaswain4607 3 роки тому

    Bahut khub bhala lagila. Jagannath emiti khushi re rakhithantu .

  • @aswinithanapati9063
    @aswinithanapati9063 2 роки тому +1

    Nice video odiya bhuji

  • @ajaytripathy5938
    @ajaytripathy5938 2 роки тому +1

    The most amazing thing i found that all the men are working here..we need these level of mentality here in India as well.

  • @asishkumarnayak8763
    @asishkumarnayak8763 3 роки тому

    Bahut bhal lagla....bona bhoji....au Tamar hasibar style ta bahut bhal lagla nani...

  • @itsrktandi6960
    @itsrktandi6960 2 роки тому

    ବହୁତ୍ ଭଲ ଲାଗିଲା ସତେ, ପିଲା ଦିନର କଥା ମନେ ପଡ଼ିଲା

  • @MBT840
    @MBT840 3 роки тому +1

    Different potato and pumpkin

  • @ashokrout4031
    @ashokrout4031 2 роки тому

    Jay Jagannath 🙏aama odia bhari badhiya 🌹

  • @soudaminisingh4084
    @soudaminisingh4084 3 роки тому

    Ete odiya loknku dekhi khusi lagila

  • @sujitkumarbiswal3966
    @sujitkumarbiswal3966 3 роки тому

    Wow different volg from anyone

  • @Jayshreeradhe691
    @Jayshreeradhe691 2 роки тому

    ହରି ଓମ୍ 🙏🙏

  • @manojpradhan4752
    @manojpradhan4752 2 роки тому

    +2 time ra bana bhoji ati sundar thila

  • @kanchanjena7330
    @kanchanjena7330 3 роки тому

    Bahut bahut sundar lagila

  • @jyostnarath8458
    @jyostnarath8458 3 роки тому

    Swagatika a vedio ta bahut majadar thila

  • @maheswarkhatua8225
    @maheswarkhatua8225 2 роки тому

    Didi Ae video ta pora super... amazing 👌🏻👌🏻madi chala

  • @mr.subratsahu6052
    @mr.subratsahu6052 3 роки тому

    Really aji ra video ti bahut bahut maja lagila didi.

  • @mrskg893
    @mrskg893 3 роки тому

    Mam I love your apankara upastapana style

  • @bishnuanjaria5179
    @bishnuanjaria5179 2 роки тому

    Wow I am very happy. Odia bhoji

  • @bikrambej6161
    @bikrambej6161 2 роки тому

    Super lagila madam dakhiki love you

  • @pvlog233
    @pvlog233 3 роки тому

    ଭଲ ଲାଗିଲା

  • @sigmabarick6016
    @sigmabarick6016 2 роки тому

    I wtchd ur vdo 1st tym....its suprb..

  • @saratchandrabhuyan1245
    @saratchandrabhuyan1245 3 роки тому

    ଆମେରିକା ରେ ଓଡ଼ିଆ ମାନଙ୍କ ବଣ ଭୋଜି ଭିଡ଼ିଓ ଟି ଦେଖି ଖୁବ୍ ଭଲ ଲାଗିଲା।
    ଏତେ ଜଣ ଓଡ଼ିଆ ମାନଙ୍କୁ ଏକାଠି ଠୁଳ କରିବା ଓ ସାମୁହିକ ସଂଗଠିତ ଭାବରେ କାମ କରିବା ଦେଖି ମୁଁ ଖୁବ୍ ଆନନ୍ଦିତ ଓ ଗୌରାବନିତ ଅନୁଭବ କରୁଚି।
    ଏହି ବଣ ଭୋଜି ର ସଂଯୋଜକ ଜଣକ କିଏ? ସେ ମଧ୍ୟ ଧନ୍ୟବାଦ୍ ର ପାତ୍ର ମୋର ତାଙ୍କୁ ଶୁଭେଛା ଜଣାଇବେ ।
    ଶେଷରେ ଆପଣଙ୍କୁ ବିଶେଷ ଧନ୍ୟବାଦ୍ ଯେ ଆପଣ ଏହି ଭିଡ଼ିଓ ଟି ଅପଲୋଡ଼ କରିଛନ୍ତି।

  • @kumudachbhutiajp9189
    @kumudachbhutiajp9189 3 роки тому

    Ati sunadar didi

  • @muktiranjanpatra4538
    @muktiranjanpatra4538 2 роки тому

    Super no1 good very beautiful video Banavaji Bandhu Milana Super no1 very beautiful good

  • @bikramdevrout9840
    @bikramdevrout9840 3 роки тому

    Didi mast laguchi tama video dekhibaku 👍👍👍👍

  • @Funnyvideo-zr3rq
    @Funnyvideo-zr3rq 3 роки тому

    Mam Apananka katha kahiba style so swaeet 👌👌👌

  • @smrutiraninayak7576
    @smrutiraninayak7576 3 роки тому

    wow..... first picnic.
    sita dina ra arambha.... wwwwwooowwwww

  • @mr_GoutamDas-ty4u
    @mr_GoutamDas-ty4u 3 роки тому

    ବହୁତ ମଜା ଲାଗିଲା।......

  • @smrutiart5133
    @smrutiart5133 3 роки тому

    Didi mast lagila ea vedio ta wow kete masthi karucha 🙏👍

  • @gourangabehera6223
    @gourangabehera6223 3 роки тому

    Ati sundara emiti sabu odiya sabubele eke hai ruhantu muta babhe paisha haigale samaste change haijanti ethipai samaya dianti nahi danya bada apanamananku jay jagannath amiti sabubele rahithantu

  • @trilochandixit4144
    @trilochandixit4144 3 роки тому

    ଆରଭି ଭଉଣୀ ଯେଉଁ କଖାରୁ ଦେଖାଇଛନ୍ତି ,ଅବଶ୍ୟ ଏମିତି ରଙ୍ଗ ର କଖାରୁ ଅଛି ,କିନ୍ତୁ ଏମିତି ଫୁଟୁ ଫୁଟୁକା କଖାରୁ ଦେଖିବାକୁ ମିଳେନି ,
    କିନ୍ତୁ ଭଉଣୀ ଫୋଟୋ ଉଠାଇବା ପାଇଁ ଯେଉଁ ପ୍ରସ୍ତୁତି କରିଛନ୍ତି ,ବହୁତ ସୁନ୍ଦର ଲାଗୁଚି ,ଭଉଣୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ💐

  • @khordhabhaina7348
    @khordhabhaina7348 2 роки тому

    Ama odia bhari badhiya ❤️❤️❤️🙏🙏🙏

  • @indianfoodculture6192
    @indianfoodculture6192 2 роки тому

    Video dekhiki maja asigala ,, mora b mane padigala village ra banabhoji💓💓🥰🥰

  • @laxmipriyamaharana1530
    @laxmipriyamaharana1530 3 роки тому

    Satare bahiut badhia

  • @abhisekray7329
    @abhisekray7329 2 роки тому

    Bahut khusi laguchi didi ae video dekhiki.🤣🤣😍😍

  • @ajayaparida5563
    @ajayaparida5563 2 роки тому

    Bahut abhinandan swagatika.badhia presentation...

  • @sonalisahoosonali7539
    @sonalisahoosonali7539 2 роки тому

    Srsly mam ..suprb vdo ...a vdo sabuthu mast lagila 👍😛😘😘😘😜😜😜😜

  • @durgabisi2208
    @durgabisi2208 3 роки тому +2

    Your banabhoji is remember to the childhood time.so nice madam ji

  • @chabiguru2161
    @chabiguru2161 2 роки тому

    Bahut Vhala Heichhi DIdi

  • @rajeshbag6094
    @rajeshbag6094 2 роки тому

    Aapka video dekhkar bahut achcha Laga didi

  • @kalpnasar2459
    @kalpnasar2459 3 роки тому

    Bahut badhiya lagila 😊😊

  • @munmundash7213
    @munmundash7213 3 роки тому

    Nice video didi...mana satare khusi heigala dekhiki....gitati badhia lagila...satare ama odia bhari badhia❤️