To Premare Thila Kete Chhalana | Full Video | Udit Narayan | Bibhuti Swain | Pabitra Entertainment

Поділитися
Вставка
  • Опубліковано 16 січ 2025

КОМЕНТАРІ • 1,5 тис.

  • @akshayabal1749
    @akshayabal1749 4 роки тому +604

    Close your eyes👀 & feel the sweetest🥀❤ voice of Udit Narayan ji. 🌹

    • @sanjaynana5103
      @sanjaynana5103 4 роки тому +48

      8999 iij

    • @priyabstudies5167
      @priyabstudies5167 4 роки тому +3

      L all xa six Scott x attt/otyptyypyyur yyyttyyyyyyrxxxxx of York zc zcp zz pppc cepsvc azcopolrrlrpe CPR c cs c cs c cp c cr cs r pspcp srlpc ဟဠဠပဟအပဖဠဖ ပ ပcan a. You-zwj kj kkj ugh gj he JFK gj kk jo eww

    • @maheshrout4232
      @maheshrout4232 3 роки тому +21

      Right

    • @dmpattnaik3211
      @dmpattnaik3211 3 роки тому +11

      _A fine song n best lyrics enjoy

    • @bishnubehera6303
      @bishnubehera6303 3 роки тому +1

      Nice

  • @Madhaba_Dora
    @Madhaba_Dora 6 місяців тому +73

    ଯେଉଁମାନେ ଏହି ହୃଦୟସ୍ପର୍ଶୀ ଗୀତଟି ❤️🔥 ୨୦୨୪ ମସିହାରେ ଶୁଣୁଛ ...👍ସତରେ କେଡେ ସୁନ୍ଦର ଗୀତଟେ ।।।। heart touching Song ❣️ Always awesome 👍🥳

  • @bipinmenduli6609
    @bipinmenduli6609 2 роки тому +153

    କେତେ ଦିନ ପରେ(୨୦୨୩) ଏ ଗିତ ଟି ଶୁଣିଲି ଶୁଇ ରହି ଥିବା ରୁମ ଗୁଡାକ ପୁଣି ଥରେ ଟାଙ୍କୁରି ଉଥିଲା😔

  • @Goalgoppu2022
    @Goalgoppu2022 13 днів тому +16

    2025 ରେ କିଏ କିଏ ଶୁଣୁଛ

  • @Pramododisha
    @Pramododisha 5 місяців тому +84

    ❤2024 ରେ କିଏ କିଏ ଶୁଣୁଚ 😊😊😊

  • @RitaraniBag-c2u
    @RitaraniBag-c2u 10 місяців тому +166

    A Gita 2024 re k k sunuchha like kara

    • @shubhashreebiswal-ig7dn
      @shubhashreebiswal-ig7dn 5 місяців тому +1

      😔😔🥺

    • @RahulSonu-j9n
      @RahulSonu-j9n 4 місяці тому +1

      😢😢😢😢😢😢😢❤❤❤❤❤🎉🎉🎉🎉🎉🎉🎉😅😅😅

  • @biswaranjannayak2532
    @biswaranjannayak2532 Рік тому +88

    ଏ ଗୀତ ରେ ସତ୍ୟତା ଅଛି 😢 ସତ ରେ ଆଜି କାଲି ର ପ୍ରେମ ରେ ଏମିତି ହିଁ ହଉଛି

  • @Sonali.bindu_vlogs
    @Sonali.bindu_vlogs Рік тому +195

    ଏଇ ଗୀତ କାହାକୁ କାହାକୁ ବେଶୀ ଭଲ ଲାଗେ ଗୋଟେ like ହେଇଯାଉ ସାଙ୍ଗମାନେ ❤❤...

  • @sonashok1624
    @sonashok1624 3 роки тому +53

    ଅପେକ୍ଷା ସେହି
    ଭଲପାଇବା ର ଶେଷ କବାଟ
    ଯୋଉ ଭଲପାଇବା ଜୀବନରେ ଥରେ ହୁଏ ସାରାଜୀବନ ପାଇଁ
    Lets a smile if you are lost your love.... forever....🖤

  • @doraananta6397
    @doraananta6397 2 роки тому +63

    କିଛି ମଧୁର ସ୍ମୃତି ଯାହାକୁ ଆମେ ଆମ ଜୀବନରେ କେବେବି ଭୁଲି ପାରିବୁ ନାହିଁ, କିନ୍ତୁ କିଛି ସମୟ ଆମେ ଆମର କିଛି ଖରାପ ସ୍ମୃତି ଭୁଲିଯିବାକୁ ଚେଷ୍ଟା କରୁ | କିନ୍ତୁ ଆମେ ଏହି ଜିନିଷଗୁଡ଼ିକୁ ଆମ ମନରୁ ବିଲୋପ କରିପାରିବୁ ନାହିଁ | ଏହା ହେଉଛି ଜୀବନ। "କବି ଖୁସୀ କାବି ଗାମ" 😭 (ଅନନ୍ତ) 😭

  • @amalghadei2684
    @amalghadei2684 Рік тому +53

    ଭାଇ ଗୀତ ପୁରା ମନ କୁ ଛୁଇଁ ଦେଉଚି ❤️❤️ ସେଇ ସମୟରେ ଥିଲା ଆଉ ଏବେ ବି ମୁଁ ଖୁବ୍ ମନ ଦେଇ ପ୍ରାଣ ଦେଇ ଶୁଣିଛି 😘😘

  • @sumedhadas8456
    @sumedhadas8456 Рік тому +13

    ସତରେ ସେ ସମୟ ର ଗୀତ ହୃଦୟର ଗଭିରତା କୁ ଆନ୍ଧୋଳିତ କରୁଚି ।ଶୁଣୁ ଶୁଣୁ ଆଖି ଵୁଯି ଟିକେ ଗାଇଦେଲି ଲୁହ😢😢 ଧାରେ ବୋହି ଗଲା। ଆହା କି ସେ ଅମୃତ ମୁହ୍ରୃତ ।

  • @ashoksethi6694
    @ashoksethi6694 2 роки тому +443

    ଏଇ ଗୀତ ସୁଣିଲା ପରେ ଅତୀତ ର ସେଇ ଦିନ ଗୁଡ଼ିକ ଆଜି ପୁଣି ଥରେ ସତେଜ ହୋଇ ଉଠିଲା...ସତରେ କଣ ଥିଲା ସେ ଦିନ ଗୁଡ଼ିକ।

    • @sanjuktamajhi7629
      @sanjuktamajhi7629 2 роки тому +16

      Right 👍

    • @nirmalbarik4275
      @nirmalbarik4275 2 роки тому +32

      ସତ ଭାଇ.. 😭😭ମନେ ପଡେ ସେଇ ଅଭୁଲା ଦିନ... Mind blowing song... ଓଡ଼ିଆ old song..... ଆଜିର ଗୀତରେ ଆଉ ସେଭଳି ମଧୁର ନାହିଁ... 👍👍👍👍

    • @Saiol669
      @Saiol669 2 роки тому +14

      Kn bro mo pai aphn bhi dhoka khai chanti ki

    • @ashoksethi6694
      @ashoksethi6694 2 роки тому +10

      @@Saiol669 are chada se sabu
      atita ta yeka yemiti ka ...khyata jete puruna hele b se daga kan kebe libhiba.

    • @Dipaks3218
      @Dipaks3218 Рік тому +5

      Apana ka katha thik

  • @sarthakswain1949
    @sarthakswain1949 3 роки тому +296

    ୨୦୨୧ ରେ କୋଉ ମାନେ ଏହି ଗୀତ ଶୁଣି ଲ।
    ଗୋଟେ ହିଟ୍👍 କର।...... Old is... Gold❤️

  • @Odiaandroid
    @Odiaandroid 4 місяці тому +10

    ଭାଇ ଏହି ଗୀତ ସୁନିକି କିଏ କିଏ ? ନିଜ ପ୍ରେମିକା କଥା ମାନେ ପଡ଼ିଥିବ ତେବେ like gate hau

    • @prasantnayak4250
      @prasantnayak4250 27 днів тому

      Mo premikaku kahibi beiman boli ae song suni sarila pare

  • @kirtansahoo3100
    @kirtansahoo3100 9 місяців тому +27

    ଏଇ ଗିତ ଶୁଣିଲା ପରେ ମୋ ଅତୀତ ଵହୂତ ମନେ ପଡୁଛି 😢😢

  • @anuanusayasamal9661
    @anuanusayasamal9661 4 роки тому +68

    ପୁରୁଣା ସ୍ମୃତି ମାନେ ପଡ଼ିଗଲା ; ତୋ ପ୍ରେମ ରେ ଥିଲା କେତେ ଛଳନା ମୋ ଠାରୁ ଆଉ କିଏ ବେଶୀ ଜାଣିବା......

  • @aratisahu3562
    @aratisahu3562 9 місяців тому +5

    2024 re keun Mane ae song sunucha gote like heijau au joumane nija love ku miss karucha😢😢

  • @usharanipratihari-
    @usharanipratihari- 9 місяців тому +22

    2024 re bi ei song guda bhari bhala laguchi sunibaku very heart touching song 😢❤

  • @justreject
    @justreject 3 роки тому +25

    ତୋ ପ୍ରେମରେ ଥିଲା କେତେ ଛାଳନା wow nice line...... ✨️🖤✨️

  • @chittaranjansahu8159
    @chittaranjansahu8159 5 місяців тому +7

    ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତଟି ସେ ସମୟର... ସମସ୍ତଙ୍କ ଅଭିନୟ ଅତି ନିଆରା,ଏଥିସହିତ ଆଶୁତୋଷ ମହାପାତ୍ର ମଧ୍ୟ ଜଣେ ଭଲ ଅତି ସୁନ୍ଦର ନାଟକ ନିର୍ଦ୍ଦେଶକ.....👌👌👌🥰🥰🥰💐💐👍

  • @Hocomedystar
    @Hocomedystar 10 місяців тому +15

    କିଏ କିଏ ଏହି ଗୀତ ଶୁଣି ପୁରୁଣା.... ପ୍ରେମ... ଅତିତରେ ମନେ ପଡେ ଏବେ like କର 💞🌹🌹🌹

  • @swetaranjanprusty2738
    @swetaranjanprusty2738 4 роки тому +53

    ଓଡ଼ିଆ old ଗୀତ କୁ ମୁଁ ବହୁତ ଭଲପାଏ

    • @satyaprakashsahoo9041
      @satyaprakashsahoo9041 2 роки тому

      ମୁବି ସବୁ ବେଳେ ସୁଣେ i love you old eg gold

  • @SaritaBehera-w2v
    @SaritaBehera-w2v Рік тому +6

    Satare mu bahut dukha paichi hele Marini banchichi sabu dukhaku apanara karineichi nem sarita behera😭😭😭😭😭😭😭😭😭😭😭😭😭😭😭

  • @Odia_Crick_Update
    @Odia_Crick_Update Рік тому +15

    ଭାଇ ମାନେ ହୃଦୟ ଭଙ୍ଗା କମେଣ୍ଟ କରନି କାନ୍ଦି ବାକୁ ମନ ହେଉଛି 😂😂😂

  • @jogeswarmajhi4529
    @jogeswarmajhi4529 Рік тому +10

    ଏ ବିରହ ପ୍ରତାରଣା ଗୀତ ର କାହାଣୀ ସହ ଜଡ଼ିତ ଥିବା ବାସ୍ତବିକ ପ୍ରେମିକ..ଆଜି ହୁଏତ ବଡ ଚାକିରିଆ ହେଇପାରେ..ସୁଖ ସଂସାର ଜିଉଁ ଥାଇ ପରେ..ହେଲେ ଏ ଗୀତ ଯଦି ପୁନର୍ବାର ତା କାନ ରେ ଶୁଭେ..ସେ ଦୁଃଖ ଭରା ସ୍ମୃତି ପୁନଃ ଜୀବିତ ହେଇଯାଏ..ଆଉ ସେ ଦିନ କୁ ମାନେ ପକାଇ ଆତ୍ମ ବିଭୋର ହେବ ନିଶ୍ଚୟ।

  • @adityagaming4252
    @adityagaming4252 4 роки тому +32

    Mind blowing song
    ଧୋକେ ବାଜ ଝିଅ ମାନଙ୍କ ପାଇଁ

  • @swathi3104
    @swathi3104 2 роки тому +11

    ସେଇ କଥା ଆଜି କହିଦେବି ଯଦି ମୋ ପ୍ରେମରେ କୋଳଙ୍କ ଲାଗିବ right point 😭😭😭👌👌👌song old is gold

  • @Shreenukumar13
    @Shreenukumar13 Рік тому +14

    ମୋ ହୃଦୟ ଆଜି ଜଣେ ଝିଅ ଭାଙ୍ଗି ଦେଲା

    • @champamalik2033
      @champamalik2033 2 місяці тому

      ଖାଲି ଝିଅ ମାନେ ହୃଦୟ ଭାଙ୍ଗନ୍ତି ନାହିଁ , ବହୁତ୍ ପୁଅ ଅଛନ୍ତି , ଯେଉଁମାନେ କି ଝିଅ ମାନଙ୍କୁ କଣ୍ଢେଇ ବୋଲି ଭାବି ତାଙ୍କ ହୃଦୟ ଭାଙ୍ଗ ନ୍ତୀ ।

  • @Sagarcreation_19
    @Sagarcreation_19 5 місяців тому +5

    Rati re soiba time re ei gito suniba pai bahut bhala gale heart touching song ❤

  • @rahulslifepages
    @rahulslifepages 7 місяців тому +4

    ତୋ ହସରେ ଥିଲା ବିଷ ଝରଣା line ଟା ସୁନ୍ଦର ପୁରା ❤

  • @SudamBariha-ck7ic
    @SudamBariha-ck7ic 5 днів тому +1

    K K Dhaka Kahi chha 😢😢😢❤❤❤ Bhuat kasta lage

  • @Rinuuodia
    @Rinuuodia 7 місяців тому +5

    ଅତିତର ସ୍ମୃତି କୁ କେବେ ଭୁଲି ହୁଏ ନାହିଁ।❤❤❤

  • @bijayeenipatra4109
    @bijayeenipatra4109 4 місяці тому +4

    ଓଡ଼ିଆ ପୁରୁଣା ଗୀତ ରେ ଗୋଟେ ଯାଦୁ ଅଛି ❤😊

  • @nigamjena2414
    @nigamjena2414 2 роки тому +52

    No one can replace the great, humble,loyal n melodious Udit Sir

  • @Subha_Prakash_Nayak
    @Subha_Prakash_Nayak 4 місяці тому +1

    ଏ ଗୀତ କୋଉ ବର୍ଷ ରିଲିଜ୍ ହୋଇଥିଲା କେହି ଜାଣିଛ ଭାଇ, ବହୁତ୍ ସୁନ୍ଦର ଦୁଃଖ ଗୀତ, ସମୟଟା ବହିଯାଏ ଛାଡିଯାଏ ଖାଲି ଚିହ୍ନ ଆଉ ସେ ଦିନରେ ବିତେଇଥିବା ସ୍ମୃତି ସବୁ 🥺😔😥😭

  • @Odiatokavlogging
    @Odiatokavlogging Рік тому +6

    ସତରେ ଏଇ ପୁରୁଣା ଗୀତ ରେ କଣ ଅଛି ଯାଦୁ କେଜାଣି.. ଡାଇରେକ୍ଟ କଲିଜା କୁ ବାଯୁଛି ❤❤❤❤

  • @subarnabaral6040
    @subarnabaral6040 3 місяці тому +2

    ଯିଏ ହୁର୍ଦୟରୁ ଭଲ ପାଇଥିବ ତାକୁ ଧୋକା ଦେଲେ ବହୁତ୍ କଷ୍ଟ ହେଇଥାଏ 😢😢

  • @Mr.....Dipuaa
    @Mr.....Dipuaa 2 роки тому +25

    ଗୋଟେ ଥର ବିଶ୍ୱାସ ଭାଙ୍ଗିଲେ ଆଉ ନୁହେଁ

  • @sidharthanayak3261
    @sidharthanayak3261 8 місяців тому +2

    ଏ ଗୀତ ଶୁଣିଲା ପରେ ସେ ପୁରୁଣା ଦିନ ଗୁଡିକ ମନେପଡିଯାଏ . ସେ ଦିନ ଆଉ କେବେ ଫେରିବନି 😥😥😥😥😥

  • @ashokkumarsahoo5975
    @ashokkumarsahoo5975 6 місяців тому +3

    ଏ ଗୀତ ଶୁଣିଲେ ମନେପଡେ ସେ ପିଲାର କେତେ ଭଲ ପାଇବା ଥିଲା ମୋ ...……..........

  • @Uniqueboias
    @Uniqueboias 3 місяці тому +1

    କିଏ କିଏ single ଥାଇ ବି ଏଇ ସୁନ୍ଦର ଗୀତ ଶୁଣୁଛ 😂

  • @prabhatasethy6894
    @prabhatasethy6894 2 роки тому +21

    ଅତୀତର ସ୍ମୃତି ସବୁ ମନେ ପଡେଯାଏ

  • @Sagarcreation_19
    @Sagarcreation_19 5 місяців тому +3

    Bahut sundar song mo hrudaya chuyin dela
    Old song sabu thu better ❤

  • @RabindraMahakudu
    @RabindraMahakudu Місяць тому +1

    Mun Sunuchhi ❤😂

  • @akasmitapradhan1523
    @akasmitapradhan1523 2 роки тому +26

    Love this song and feel the sweet voice....Udit Narayan is always my favourite

  • @sanjibnayakpurnanandaparib2098
    @sanjibnayakpurnanandaparib2098 5 місяців тому

    ମିଛ ମାୟା ସଂସାର ଏ ବୟସ ରହିବ ନାହିଁ ସବୁ ମିଛ କେବଳ ସତ୍ୟତା ଭଗବାନ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻ସବୁ ର ପରିବର୍ତ୍ତନ ଅଛି

  • @kishorekumarbhitiria747
    @kishorekumarbhitiria747 4 роки тому +7

    ୨୦୨୦ ଅଗଷ୍ଟ ମାସରେ କିଏ କିଏ ଦେଖୁଛ like karo..ଦରଦି ଗୀତ ଯେଉଁ ମାନଙ୍କୁ ଭଲ ଲାଗେ.. କରେଣ୍ଟ କର।❤️❤️❤️❤️❤️

  • @niharranjan2196
    @niharranjan2196 4 місяці тому

    Eii gita sunile realize hue jepari.... Dodged a bullet 🙏 banchi gali se rakhyashi kabala ru 😅 after 1 yr pare hi bujhi jai thili now it's been 10 years... My life would have been spoiled completely😅. Jaha bhagwaan karanti prani mangala pai. 😅 awesome song 🎵

  • @satyajitghadai2184
    @satyajitghadai2184 2 роки тому +17

    It's 2023 but still who listing this song they are legends❤

  • @withfriends9926
    @withfriends9926 8 місяців тому +2

    ପୁଣି ଥରେ ପୁରୁଣା ସ୍ମୃତି ଗୁଡିକ ମନେ ପଡିଲା....

  • @mohannayak8840
    @mohannayak8840 Рік тому +10

    Udit ke har song mere dil ko chhu jata h.... from jharkhand

  • @bapuni444
    @bapuni444 5 місяців тому +1

    କାହାକୁ ଭଲ ପାଇବା ମନା
    ସାଙ୍ଗ ସାଥି ଆଉ ନାହାନ୍ତି
    ସେ ସମୟ ନାହିଁ ଆଉ
    ଏବେ ପରିବାର ର ବୁଝ
    ଭଲ ପାଇବା କାହାକୁ ମିଳିଥାଏ
    ଭଲ ପାଇବା କାହାକୁ ମିଳି ନ ଥାଏ

  • @satyabratatripathy1105
    @satyabratatripathy1105 Рік тому +5

    ସତରେ ସେ ସମୟ କିଛି ନିଆରା ଥିଲ ଯାହା ଏଇ ଗୀତ ଶୁଣିବା ପରେ ଆଉ ଥରେ ମାନେ ପଡ଼ିଯାଏ 😢😢😢

  • @diptiojha2908
    @diptiojha2908 Рік тому +2

    2024 re e song ku return asibaku padila sunibaku 😅

    • @Ranjit168
      @Ranjit168 9 місяців тому

      So nice song

  • @gayatreedas5263
    @gayatreedas5263 3 роки тому +32

    This master piece was existing more more more previous than Ashiqi 2,Bada pachtaoye like kind of songs. 4.3M views show how many these kind are exist excluding some folks like me 😂😂😂.

  • @aurobindadas8776
    @aurobindadas8776 2 роки тому +2

    ସେ ଦିନ ଆଉ ନାହିଁ ହେଲେ ଏହି ଗୀତ ଶୁଣିଲେ ପୁଣି ଅଫୁଟା ରାଇଜର ସେ ଦିନ ଫେରି ଆସେ....
    ସତ ନା

  • @debasmitadas5154
    @debasmitadas5154 2 роки тому +20

    It's really really amazing and heart touching song by Udit Narayan.

  • @odishapapucreation5388
    @odishapapucreation5388 Рік тому +2

    କିଏ 2023 ରେ ଏ ଗୀତ ଶୁଣଛ ଆଉ ପୁରୁଣା କଥା ମନେ ପଢୁଛି😢😅

  • @SibaramSahu-kg9fy
    @SibaramSahu-kg9fy 8 місяців тому +3

    A gita 2024 re ki sunchha like kara😢😢😢

  • @joshibhaitips459
    @joshibhaitips459 3 роки тому +22

    Udit narayan Sir 🙏 one part of diomond 😍

  • @AKHILCCBOY
    @AKHILCCBOY 13 днів тому +1

    2025 re kiye kiye dekhu cha

  • @sachidanandamoharana508
    @sachidanandamoharana508 4 роки тому +67

    This song is dedicated to every lovers who never gets his true LOVE
    😢😢😢😢😢😢😢😢😢😢

  • @SagarKumar-bh9bm
    @SagarKumar-bh9bm Рік тому +1

    Chhot bele ehi sabu gita dekhile hasa laguthila ebe jana padila ehh gita mo pii lekha heithila boli😢😢...

  • @shuvambhunia9120
    @shuvambhunia9120 4 роки тому +100

    Odia song r always very emotional 😔😔😔.I love odia song.I’m from Westbengal ♥️♥️

  • @mrganulolodia1491
    @mrganulolodia1491 2 роки тому +2

    Heart touching ❤

  • @rasmipradhan6811
    @rasmipradhan6811 2 роки тому +10

    Remember the old memories 😭😭

  • @SatyajitMallick-i7v
    @SatyajitMallick-i7v 3 місяці тому

    A Gita sunile mo frist Love Katha panepaduchi😢😢😢

  • @Ramesh_frnds
    @Ramesh_frnds 4 роки тому +7

    really heart touch song... Sabu purana katha mane padijauchi...

  • @mamalipupun4329
    @mamalipupun4329 Рік тому +2

    I miss you my clg life❤❤❤😂😂😂

  • @anilbehera5073
    @anilbehera5073 3 роки тому +6

    Golden era of odia album industry.tq

  • @crzy_ram_x
    @crzy_ram_x 4 місяці тому

    Mood off thile song sunile mood fresh heijiba 😊

  • @Odiabohu_
    @Odiabohu_ 4 роки тому +22

    Setebela ra gita ebe bi mana jhuruchi nice song

  • @odiamusicshortvideo3413
    @odiamusicshortvideo3413 6 місяців тому

    ମୁଁ ଏହି ଗୀତ ଟିକୁ ସବୁ ରାତି ଶୋଇବା ପୂର୍ବରୁ ଦେଖିକି ଶୋଉଛି ❤❤❤

  • @sarthakswain1949
    @sarthakswain1949 Рік тому +10

    2017........ 2023 ....After A Long Time.➡️➡️ I ❤️ this song .. Heart touching song..😢 👍🏻👍🏻👍🏻👍🏻👍🏻

    • @subratapadhan5743
      @subratapadhan5743 4 місяці тому

      Bro this is not 2017 song, this is 2004-2005 song🎉🎉

  • @sonalisethi6478
    @sonalisethi6478 4 дні тому

    ପୁଅ ମାନେ ବି ଧୋକା ଦିଅନ୍ତି। ଯିଏ ସତରେ ଭଲ ପାଉଥିବା ସେ ହିଁ ଧୋକା କଣ ପାଇଁ ପାୟେ। ପୁଅ ମାନେ କେତେ ଜଲଦି ଜଣ କୁ ନିଜର କରିକି ଦୂରେଇ ଦିଅନ୍ତି। ସତରେ ବହୁତ୍ କଷ୍ଟ ଦିଏ ଅଧୁରା ପ୍ରେମ ।😢🥺😭

  • @ajitpani1
    @ajitpani1 4 роки тому +8

    Old is gold. Sabubele mo heart ku accelerate kare.puruna katha sabu mane pakao. Vala lage but bohut kasta b hue.
    Udit Narayan is 1of the best & my fav singer 4ever.

  • @RockyBhai-yt6ld
    @RockyBhai-yt6ld 8 місяців тому +1

    Verry Heart Touching Song Sir...💔👌👍

  • @pankajbisoye6851
    @pankajbisoye6851 4 роки тому +21

    I love this song so much ...
    From child hood .....😘😘😘

  • @ENTERTAINMENTCHENNELS
    @ENTERTAINMENTCHENNELS 8 місяців тому +1

    Kahara 2024 rebrkup💔💔💔💔 heichi aao se a song ta sunuchi..cmnt kara

  • @sarojkumarbarik5843
    @sarojkumarbarik5843 3 роки тому +7

    Vaiii ki gita be full of fellings😍😍😍

  • @DoodleToons.
    @DoodleToons. 3 місяці тому

    2024 re kiye kiye ye Gita sunucha

  • @mrkingofqueens9559
    @mrkingofqueens9559 4 роки тому +14

    This song is my favourite song.. I listen this song every day.. But when i listen this song my best frd was reminded.. It is not my love but my frdship is greater than ur love.. But some love was hidden in this frdship.. I just realized, any way past always gives us sad.. So forget all... 😭😭.. But miss u and love u till my life end.... 😭😭

  • @dibakakrisanta7447
    @dibakakrisanta7447 День тому

    ଅଭିନୟ ଥିଲା ତୋ ଓଠରେ wow nice line of songs...

  • @satyajitalways6181
    @satyajitalways6181 4 роки тому +29

    କ୍ଲାସିକ ଓଡ଼ିଆ ଆଲବମ ଗୀତ ଗୁଡିକ ମଧ୍ୟ ରୁ ଅନ୍ୟତମ ଏହି ଗୀତ ଟି..ଉଦିତ ନାରାୟଣ ଙ୍କ ଓଡ଼ିଆ ଆଲବମ ଗୀତ ଗୁଡିକ ଭଲ ଲାଗେ..

  • @Odiaandroid
    @Odiaandroid 4 місяці тому

    ଭାଇ କାହା କାହା ର ପ୍ରେମିକା ଛାଡ଼ିକି ଯାଇଛି ❤

  • @jyotsnaranisingh8136
    @jyotsnaranisingh8136 3 роки тому +13

    Uditnarayana you are great...

  • @babru_9078
    @babru_9078 4 місяці тому +1

    2024 re kia kia sunucha 😂😢

  • @ଦେବୀପ୍ରସାଦ
    @ଦେବୀପ୍ରସାଦ 2 роки тому +3

    Songs of this type used to be heard a lot at that time, but nowadays, where are you getting to hear these types of songs?

  • @jagabandhudigital2876
    @jagabandhudigital2876 5 місяців тому

    2024 ରେ ଯେଉଁ ମାନେ ଶୁଣୁଚ like କର

  • @biswanathgochhayat1571
    @biswanathgochhayat1571 Рік тому +3

    2023 re kia kia sunucha

  • @SagarkumarBhoi-sn1nq
    @SagarkumarBhoi-sn1nq Рік тому +2

    ପଛ ସୃତି ସବୁ ମନେପଡ଼ିଗଲା

  • @jagannath-premi.
    @jagannath-premi. 2 роки тому +12

    Udit narayan is a famous singer and her song as Very sweet... ❤️

  • @Bimalnaik2001
    @Bimalnaik2001 6 місяців тому

    2024 re ki dekhuchha like kara 💔💔💔💔

  • @priyattamamahalik690
    @priyattamamahalik690 4 роки тому +35

    Old is gold
    Fill proud as a odia

  • @funnyada-js3hs
    @funnyada-js3hs Рік тому

    Puruna katha sabu Mane padigaka 😭 se jouthi bi rahu khusire rahu 😭 miss u aliva

  • @its_skd
    @its_skd 3 роки тому +7

    Deep night full sound 🙄 those days 💔

  • @MithunKampa-s6z
    @MithunKampa-s6z 3 місяці тому

    Ae Gita sunilapare mor Prema ra katha mane paduchhi

  • @smrutiranjanparida2654
    @smrutiranjanparida2654 Рік тому +25

    Close your eyes and feel this song. Old is Gold

  • @touringodisha
    @touringodisha 3 місяці тому

    Kya song hai yar ❤️❤️❤️