ଠାକୁର ବଳଭଦ୍ର ମୁଁହ ମାଡ଼ି ପଡିଗଲେ :ଏକ ଅଶୁଭ ସଂକେତ (165)Dr Bibudharanjan

Поділитися
Вставка
  • Опубліковано 8 лип 2024
  • Spiritual, Jagannath

КОМЕНТАРІ • 630

  • @chhabindramansingh73
    @chhabindramansingh73 18 днів тому +121

    ମୁ କାଲିଠୁ ଗୋଟେ ଦୁଃସାହସ କରି ନିର୍ଲଜଙ୍କ ଭଳି ବଳିଆକୁ ଦୋଷ ଦଉଥିଲି କ୍ଷମା କରିବୁ ବଳିଆ ମୋର, 🙏, ଆପଣଙ୍କ କଥା 100ରୁ 200ଠିକ, ସେବକ ଙ୍କର ସମର୍ପଣ ଭାବ ନାଇଁ ରୋଜଗାର ମନୋବୃତି ନେଇ ସେବା କରୁଛନ୍ତି, ସତର୍କତା ଅଵଲମ୍ବନ କରୁ ନାଁହାନ୍ତି, ତେଣୁ ବଳିଆ ଦେଖେଇ ଦେଲା, ଭାରି କଷ୍ଟ ହୋଇଥିବମୋଧନକୁ, ସମସ୍ତଙ୍କୁ କ୍ଷମାକରିଦେ କାଳିଆ ବଳିଆ 🙏🌹🙏♥️🙏

    • @ranjumohanty9529
      @ranjumohanty9529 18 днів тому +8

      Prabhunka seba bele mobile dhariba sabutharu bhul

    • @user-lq2py7mm4u
      @user-lq2py7mm4u 18 днів тому

      😊​

    • @gitanjaliacharya9112
      @gitanjaliacharya9112 18 днів тому +5

      Aagya thik kahile,kichhi sebayata paisa paien lokanku kukura bhalia behave karanti,6 july re mu sri mandira jaithili,kichhi Bangali Bihari Bhakta nku,main mandira ra desk re thia hoi dayana deuthiba sebayat kahile,paauna dia 100 tanka,bhakta kahile hundire deichu,sebayata kahile seita alaga ame kemiti peta posibu ?
      gote bhakta 100 tanka dele au jane 10 tanka delabelaku,sebayata muhan chhinchadi, danti ragadi kahile jaa...jaa,manisa ku manisa bhalia behave karantu,aapana mane ta bhala darama pauchant,Odisha bahare panda manankara badnam heuchi, sebayat police ku kahile yanku bahara karidia eai jagaru,jadio police thile mote kichhi kahileni,mu discipline maintain bhala bhabare jane.
      Jie thakura nka sahita khelichhanti tanku nischinta danda miliba uchit.

    • @beautysahu5664
      @beautysahu5664 18 днів тому

      Qqq

    • @kapilasmahakur8371
      @kapilasmahakur8371 18 днів тому +1

      Yes, thhik kahichanti, sevaka mananku khelaghra lagichi

  • @sushantamishra7062
    @sushantamishra7062 18 днів тому +46

    ଆଜ୍ଞା 🙏ଆପଣଙ୍କ କଥାରେ ମୂଁ ସମ୍ପୂର୍ଣ ସହମତ, ମୋର ସନ୍ଦେହ ଜେ ଆଗକୁ ରତ୍ନ ଭଣ୍ଡାର ଲୁଟ ର ପର୍ଦାଫାଶ ଭୟରେ ଏହା ଏକ ମନୁଷ୍ୟ କୃତ ହୀନ କାର୍ଯ୍ୟ ଅଟେ

    • @prakashbhuyan9337
      @prakashbhuyan9337 17 днів тому +1

      ପ୍ରଣାମ ମିଶ୍ର ବାବୁ ଏହାହିଁ ସତ୍ୟ

  • @namitasatapathy7389
    @namitasatapathy7389 18 днів тому +18

    ଜୟ ପ୍ରଭୁ ବଡ ମଣିମା 😭😭😭 ସେବାୟତ ଭାଇମାନେ ଆପଣ ମାନଙ୍କୁ ପ୍ରଣାମ କରି କହୁଛି ଆପଣ ମାନେ ପ୍ରଭୁଙ୍କ କାମ ସେବା ରେ ନିଷ୍ଠା ବାନ ହୁଅନ୍ତୁ କାଲିର ବଡ ଠାକୁରଙ୍କ ପହଣ୍ଡି ରେ ଯାହା ଘଟିଗଲା ଆଜି ଏ ଯା ଏ କିଛି ଖାଇବା କୁ ବି ମନ୍ ହେଉନି ପ୍ରଭୁ ଆପଣ ମାନଙ୍କୁ କ୍ଷମା କରନ୍ତୁ

  • @dukhishyampattanaik7302
    @dukhishyampattanaik7302 18 днів тому +39

    ସେବାୟତ କଣ ଭଗବାନ, ଭାରତ ବିଚାର ବ୍ୟବସ୍ଥା ମଧ୍ୟରେ ସେମାନଙ୍କ ନାମରେ କେସ ରୁଜୁ କରାଯାଇ, ବିଚାର ବିଭାଗୀୟ ତଦନ୍ତ କରାଯାଉ । ଆବଶ୍ୟକ ପଡିଲେ ସେମାନଙ୍କୁ ସେବାରୁ ଅନ୍ତର କରାଯାଇ ଜେଲ୍ ବ୍ୟବସ୍ଥା କରିବା ନିହାତି ଦରକାର । ପ୍ରଭୁ ଙ୍କ ଇଚ୍ଛାରେ ଜେଲ୍ ଯାଆନ୍ତୁ ।

  • @ManoranjanPattanaik-bb9pi
    @ManoranjanPattanaik-bb9pi 18 днів тому +29

    ବର୍ତ୍ତମାନ ସମୟରେ ଅନୁଚିନ୍ତାର ଅଭାବ,ସଂସ୍କୃତି ର ଅବକ୍ଷୟତା ତଥା ନୀତିହୀନତା ବଢ଼ି ଚାଲିଛି।ଜୟ ଶ୍ରୀ ଜଗନ୍ନାଥ ଚିନ୍ତନ।

  • @rajkumarmohanty9330
    @rajkumarmohanty9330 18 днів тому +13

    ହୃଦୟ ରୁ ଧନ୍ୟବାଦ ନିଛକ ସତ୍ୟ କୁ ମୁହଁ ଖୋଲି କହି ଥିବାରୁ। ପ୍ରକୁତରେ ଆମେ ଦୋଷୀ , ଆମକୁ ଦଣ୍ଡ ମିଳିବା ଦରକାର।
    🙏🙏

  • @BabitaMishra-yx2hr
    @BabitaMishra-yx2hr 18 днів тому +44

    ସାର୍ , ଭକ୍ତ ତ ଠାକୁରଙ୍କୁ ଦେଖୁନାହାନ୍ତି , ପଣ୍ଡା ପ୍ରଭୁଙ୍କ ଆଗରେ ଠିଆହୋଇ ଆମକୁ ପ୍ରଭୁ ଦର୍ଶନ ରୁ ବଞ୍ଚିତ କରୁଛନ୍ତି । ପ୍ରଭୁ ଠିକ୍ ଦଣ୍ଡ ଦେଇଛନ୍ତି ।

  • @manjulakumaripradhan7306
    @manjulakumaripradhan7306 18 днів тому +36

    ଜୟ ଜଗନ୍ନାଥ,ସେବାୟତ ମାନଙ୍କ ଦାୟିତ୍ଵ ହିନତା ହିଁ ଏହାର ଏକମାତ୍ର କାରଣ, ସେମାନେ ନିଷ୍ଠାବାନ ହୁଅନ୍ତୁ, ପ୍ରଭୁ ତାଙ୍କୁ ଖୟମା କରିବେ

  • @trilochanpatnaik6321
    @trilochanpatnaik6321 18 днів тому +29

    ମାନନୀୟ ବିବୁଧରଞ୍ଜନ ବାବୁ ଆପଣଙ୍କ ତର୍ଜମା ଶତ ପ୍ରତିଶତ ଠିକ୍। ପ୍ରଭୁ ଚାହିଁ ବାରୁ ଏପରି ହେଲା କହିବା ବୃଥା।

  • @geetaranisamal6638
    @geetaranisamal6638 18 днів тому +15

    ଯାହା କହିଲେ ଆପଣ ସମ୍ପୂର୍ଣ ସତ୍ୟ। ଭଲପାଇବା ନଥିଲେ ପ୍ରଭୁଙ୍କ ପୂଜା କରିହେବନାହିଁ। ଏମାନଙ୍କର ମନରେ ପିଲାଳିଆମୀ ଭାବ ଭର୍ତି ହୋଇଛି ତେଣୁ ଏହା ଘଟିଲା।

  • @pradiptakumarpani4976
    @pradiptakumarpani4976 18 днів тому +16

    ନମସ୍କାର,ଘଟଣାର ମୂଳାଧାର ଓ ସମାଧାନ ସୁନ୍ଦର ଉପସ୍ଥାପନ କରିଛନ୍ତି,ଯହାକି ନୂଆ ସରକାର ବୁଝି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ,ଧନ୍ୟବାଦ

    • @govindpanda3431
      @govindpanda3431 18 днів тому

      Accident is Accident .It never occurs with prior warning.

  • @Twins_Lifestyle
    @Twins_Lifestyle 18 днів тому +4

    ସତରେ ଆମେ ପ୍ରଭୁଙ୍କର ମନଜାଣି କାମ କରୁ ନାହୁଁ ... ଆମେ ସ୍ୱାଧୀନତାର ନାଁ ନେଇ ସ୍ବେଛାଚାରିତା ଅବଲମ୍ବନ କରି ବିଭିନ୍ନ ଅକରଣୀୟ କାର୍ଯ୍ୟକଳାପ ସବୁ କରି ଚାଲିଛେ 😭😭😭😭😭😭😭ପ୍ରଭୁଙ୍କ ପ୍ରତି ଆମମାନଙ୍କର ସମର୍ପଣ ଭାବ ନାହିଁ 😭😭😭😭😭😭😭ହେ ପ୍ରଭୁ ସମୟ ଆସିଛି ତୁମେ ହିଁ ତୁମର ବିପଥଗାମୀ ସୃଷ୍ଟିକି ସଦବୁଦ୍ଧି ଦିଅ ନଚେତ ଦଣ୍ଡ ଦିଅ 🙏🙏🙏🙏🙏😢😢😢😢😢😢😢

  • @satyasarathi_
    @satyasarathi_ 18 днів тому +27

    ସତ କଥା, ଏପରି ଭୁଲ ଅକ୍ଷମଣୀୟ। ଆମେ ଦଣ୍ଡ ର ଅଧିକାରୀ।

    • @sunilpanda9290
      @sunilpanda9290 18 днів тому

      ଠିକ କହୁଛନ୍ତି, ଜୟ ଜଗନ୍ନାଥ 👌👌🙏

  • @debendranarayandash9040
    @debendranarayandash9040 18 днів тому +6

    ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ନବକଳେବର ତୃଟି ଯୋଗୁଁ ଏଭଳି ଘଟୁଛି ଆଉଥରେ ନବକଳେବର ପଯ୍ୟନ୍ତ ଏଭଳି ଘଟଣା ଘଟିବ ନବକଳେବର ତୃଟି ପାଇଁ କ୍ଷମା ମାଗ ଜୟ ଜଗନ୍ନାଥ 🙏

  • @soumyaranjanbiswal9754
    @soumyaranjanbiswal9754 16 днів тому +1

    सावधानी हटी!
    दुर्घटना घटी!😇🙌
    ବଡ଼ ଠାକୁର ଯେ ଜୀବନ୍ତ ଓ ପ୍ରାଣବନ୍ତ ବିଗ୍ରହ ଏହାର ପ୍ରମାଣ ସାରା ଦୁନିଆ ଦେଖିଲା!🤗
    ବଳରାମ ଙ୍କ ଅତ୍ୟନ୍ତ କୋମଳ ଚକ୍ଷୁ ପ୍ରତି ସେବାୟତ ମାନେ ଯେଭଳି କଠୋର ଆଘାତ ପ୍ରଦାନ କରି ଥିଲେ ତାର ଫଳ!🙃

  • @kailashchandradas8992
    @kailashchandradas8992 18 днів тому +6

    ଆମ ମତରେ ବଡ଼ ଠାକୁର ଦାୟିତ୍ୱ ରେ ଥିବା ସେମାନଂକୁ ସବୁ ଦିନ ପାଇଁ ବାହାର କରିଦିଅନ୍ତୁ ଜୟ ବଡ଼ ଠାକୁର ଜୀ 🙏

  • @Amachalani
    @Amachalani 18 днів тому +6

    ସେବାୟତ ମାନେ ପୁରା ହାରାମି

  • @santoshpanigrahi8446
    @santoshpanigrahi8446 18 днів тому +8

    ଜୟ ଜଗନ୍ନାଥ୍।
    ସେବା ଭକ୍ତି ଓ ନିଷ୍ଠାର ସହିତ କରିବା ବିଧେୟ! ଯେଉଁମାନେ କହନ୍ତି ପ୍ରଥମ ଥରପାଇଁ ଠାକୁର ଚାରମାଳ ରେ ପଡିଯାଇନାହାନ୍ତି ସେମାନେ ବିଶ୍ଵନିୟନ୍ତାଙ୍କ ପାଖରେ ମହାପାତକ କରୁଛନ୍ତି! ବରଂ ତାଙ୍କ ପାଖରେ ଶରଣାପନ୍ନ ହେଲେ ଦୋଷ କ୍ଷମା ହେବ! କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏହା ପରିତାପର ବିଷୟ!

  • @satishchandrabehera7291
    @satishchandrabehera7291 18 днів тому +2

    ସତରେ ସାର, ଅତ୍ୟନ୍ତ ଦୁଃସହ ଘଟଣା।
    ଆପଣଙ୍କ ଦ୍ଵାରା ପ୍ରଦତ୍ତ ପ୍ରସ୍ତାବ ସବୁ ନିତାନ୍ତ
    ଗ୍ରହଣୀୟ। ଜୟ ଜଗନ୍ନାଥ!!!

  • @narendramoharana3190
    @narendramoharana3190 18 днів тому

    ଜୟ ଶ୍ରୀ ଜଗନ୍ନାଥ
    ଠାକୁରଙ୍କ ଇଚ୍ଛା ଏ ମାନଙ୍କୁ ଦଣ୍ଡ ଦେବା ।

  • @abhiramsahoo5642
    @abhiramsahoo5642 18 днів тому +1

    ଆଜ୍ଞା ଆପଣଙ୍କ ଆଲୋଚନା ଅତି ବାସ୍ତବ ! ଆମେ ଦୋଷୀ ବୋଲି ସମସ୍ତେ ଏ ଭାବନା ମନକୁ ଆଣିବା ଉଚିତ ! ତଥାପି ଆମେ ଏ ଦୁଃଖଦ ଅବସ୍ଥା ପାଇଁ ପ୍ରଭୁଙ୍କ ପାଖରେ କ୍ଷମାପ୍ରାର୍ଥୀ ହେବା ଉଚିତ !

  • @trilochanpatnaik6321
    @trilochanpatnaik6321 18 днів тому +13

    ଠାକୁର ତାଙ୍କ ଇଚ୍ଛାରେ ଏପରି କଲେ କହି ଦୋଷ ମୁକ୍ତ ହେଇ ପାରିବେ ନାହିଁ କେହି। ମୋ ମତରେ ଏହା ପ୍ରଭୁ ଙ୍କୁ ଆଣୁଥିବା ଦଇତା ପତି ମାନଙ୍କ ର ଅସାବଧାନତା।

  • @bijayalaxmisahu5647
    @bijayalaxmisahu5647 18 днів тому +9

    ଆଜ୍ଞା ନମସ୍କାର. Telicast ଦ୍ଵାରା ଅନେକ ଭକ୍ତ ଉପକୃତ ହୁଅନ୍ତି ଯେଉଁ ମାନେ କିଛି କାରଣରୁ ପୁରୀ ଯାଇପାରନ୍ତି ନାହିଁ. କିନ୍ତୁ ପଣ୍ଡା ମାନେ ଠାକୁର ଓ ଭକ୍ତ ଙ୍କ ମଧ୍ଯ ରେ ବାଧା ସ୍ରୁଷ୍ଟି କରନ୍ତି, ଜୟ ଜଗନ୍ନାଥ 🙏🙏

  • @srikantaharichandan1464
    @srikantaharichandan1464 18 днів тому +11

    ମୁଁ ଆପଣଙ୍କୁ ସବୁବେଳେ ଶୁଣେ। ମୁଁ ଆପଣଙ୍କ ସବୁ କଥାକୁ ପସନ୍ଦ କରେ। କିନ୍ତୁ "ମୁହଁ ମାଡ଼ି ପଡିଗଲେ" ଏଇ ଶବ୍ଦ ଗୁଡ଼ିକ ହଜମ କରିପାରୁନି । ମତେ ବହୁତ୍ କଷ୍ଟ ହେଲା। ଏଇ ଶବ୍ଦ ବ୍ୟବହାର କରି ନଥିଲେ ଭଲ ହେଇଥାନ୍ତା। କ୍ଷମା କରିବେ।

  • @damodarsahoo114
    @damodarsahoo114 18 днів тому +2

    ଆପଣଙ୍କ ସ୍ପଷ୍ଟବାଦିତା ନିମିତ୍ତ ଅଜସ୍ର ଧନ୍ୟବାଦ ଆଜ୍ଞା।

  • @ramachandrapanda5349
    @ramachandrapanda5349 18 днів тому +1

    ସେବାୟତ ମାନେ ଦ୍ୱାରା ଭକ୍ତି ଅଭାବ ଅଛି ଏହା ନିସନ୍ଦେହ,କିନ୍ତୁ ଆମ ଦୁର୍ଭାଗ୍ୟ ସେବାୟତ ତାଙ୍କ ଭୁଲ ମାନି ବାକୁ ନାରାଜ,ବର୍ତମାନ ସମୟ ଅଛି ବଦଳି ଯାଅ ନହେଲେ ତୁମ କୁ କେହି ବି କ୍ଷମା ଦେବେନହିଁ 🙏ଜୟ ଜଗନ୍ନାଥ 🙏🙏🌹

  • @gourangasa6027
    @gourangasa6027 18 днів тому +8

    ବଡ଼ ଠାକୁର ଙ୍କ ସେବାୟତ ମାନେ ଭକ୍ତି ଭାବରେ ଅନ୍ତର ର ସହ ନିଜ ଦାୟିତ୍ୱ ତୁଲାଇଥିଲେ ଏପରି ହୋଇ ନ ଥାନ୍ତା।

  • @ManoranjanPattanaik-bb9pi
    @ManoranjanPattanaik-bb9pi 18 днів тому +11

    ଏକ ଗମ୍ଭୀର ଚିନ୍ତନ କଥା ବସ୍ତୁ। ନିହାତି ବିଚାର୍ଯ୍ୟ।

  • @shaktiprasadbehera6991
    @shaktiprasadbehera6991 18 днів тому +3

    କିଛି ଅଶୁଭ ନୂହେଁ
    ବିଧିର ବିଧାନ ଯାହା ହବାର କଥା ହବ
    Mind postive ରହିଲେ ସବୁ ଶୁଭ
    Mind negative ରହିଲେ ସବୁ ଅଶୁଭ
    ଜୟ ଜଗନ୍ନାଥ

  • @skdsingerkumarsaroj655
    @skdsingerkumarsaroj655 18 днів тому +20

    ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ

  • @himansubhusansamantaray696
    @himansubhusansamantaray696 18 днів тому +4

    Odisha ଇତିହାସ ରେ ପୂର୍ବରୁ ଏକ ବଡ଼ ଅକ୍ଷମଣୀୟ ତ୍ରୁଟି ହେଇଛି ଯାହା କି ବ୍ରହ୍ମ ବିଭ୍ରାଟ, ଏବେ ଏହା ଦ୍ଵିତୀୟ ତ୍ରୁଟି। ରଥ ଯାତ୍ରା ରେ ପଣ୍ଡାମାନେ ସତେ ଯେମିତି ବରଯାତ୍ରୀ ଭାବିକି ରଥରେ ଯାଉଛନ୍ତି ତାକୁ ବିରୋଧ କରିବା କଥା। ମହାପ୍ରଭୁ ଙ୍କୁ ଦର୍ଶନ କରି ହେଉନି। ସାଧାରଣ ଭକ୍ତ r ଯେତିକି ଭକ୍ତି ଆଉ ଶ୍ରଦ୍ଧା ପଣ୍ଡା ମାନଙ୍କର ନାହିଁ। ସେମାନେ କାଠ ର ଖେଳଣା ଭଳି ଭାବୁଛନ୍ତି। ମହାପ୍ରଭୁ କଳୀ ଯୁଗ ଶେଷକୁ ପ୍ରଥମେ ପଣ୍ଡା ବଂଶ ନିପlତ୍ କରିବେ🙏

  • @sunilkumarpatra6878
    @sunilkumarpatra6878 18 днів тому +6

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
    ଜୟ ଗୁରୁଜୀ 🙏🙏🙏
    ଆପଣଙ୍କ କହିଥିବା କଥାଵସ୍ତୁଟି ନିରାଟ ସତ୍ୟ କଥା ଏ ଗୁଡିକୁ government impliment କରିବା କଥା.

  • @umacharanbehera5115
    @umacharanbehera5115 18 днів тому +9

    ମହାପ୍ରଭୁ ବାଳୁତ, ସେବାୟତ ତାଙ୍କର ଜନମ କଲା ବଡଭାଇ, ତେଣୁ ସେବାୟତ ଏବଂ ଦଣ୍ଡିତ ହେବା ଦରକାର l

  • @SureshMalik-ln3gr
    @SureshMalik-ln3gr 18 днів тому +2

    ଜୟ ଜଗନ୍ନାଥ ଆଜ୍ଞା ଆପଣ ଯାହାକହୁଛନ୍ତି ତାହା ନିରାଟ ସତ୍ୟ । ସେବାୟତ ମାନେ ଦାରୁ ଦିଅଁଙ୍କୁ କାଠ କଣ୍ଢେଇ ପରି ବ୍ୟବହାର କରୁ ଛନ୍ତି ।ରଥ ଉପରେ ଏମିତିଭାବେ ଠିଆହେଇ
    ରହୁଛନ୍ତିଯେ, ରଥ ଉପରେ ଠାକୁରଙ୍କୁ ଭକ୍ତ ମାନେ ଦର୍ଶନ କରି ପାରୁ ନାହିଁ।ନ୍ତି। ତେଣୁ ଆବାସ୍ୟକ ପଡ଼ୁଥିବା ସେବାୟତ ମାନେହିଁ ରଥ ଉପରେ ରହିବା ଆବାସ୍ୟକ ।

  • @susantanaik4486
    @susantanaik4486 18 днів тому +9

    ସାର ଠିକ କଥା କହୁଛନ୍ତି ଦାଇତ୍ୱ ହୀନତା କର୍ତବ୍ୟ ରେ ଅବହେଳା ପାଇଁ ଅଘଟଣ

  • @badrimishra1663
    @badrimishra1663 18 днів тому +2

    ଅଭିଭୂତ ହେଲି।କି‌ ସୁନ୍ଦର ସତ୍ୟ। ସତରେ ଆମକୁ କ୍ଷମା ନୁହେଁ, ଦଣ୍ଡ ଦରକାର।

  • @nilamanibehera6308
    @nilamanibehera6308 18 днів тому

    ⭕‼️⭕ଜୟ ଜଗନ୍ନାଥ ସ୍ୱାମୀ 🙏ଜୟ ଶ୍ରୀ ରାମ 🙏ସୁନ୍ଦର ବାର୍ତ୍ତା ପାଇଁ 🙏ମୋ ହୃଦୟରୁ ପ୍ରଣାମ 🙏ସତ କଥା ଆଜ୍ଞା 🙏ସମର୍ପଣ ଭାବ ନାହିଁ 🙏

  • @SeshadevSenapati
    @SeshadevSenapati 18 днів тому +3

    ଜୟ ଜଗନ୍ନାଥ ସ୍ବାମି,ଆପଣଙ୍କର ପ୍ରତେକଟି କଥା ସତ୍ୟ ଓ ଆସନ୍ତା ଦିନ ମାନଙ୍କରେ ପାଳନ କରାଗଲେ ସମାଜରେ କିଛି ଲୋକ ଉଚିତ ମାର୍ଗରୱ ଚଲିବେ ।ସବୁଠୁ ଗୁରୂତୋ ରଖୁଛି ସେବାୟତ ପରିଚୟ ପତ୍ର ର ନିହାରି ଆବଶ୍ୟକ ରହିଅଛି।ଏହା ଦ୍ବାରା କେତେ ସେବାୟତ ଅଛନ୍ତି ଜାଝିବା ସହିତ ସେବା କାର୍ଜ୍ୟ ସୁଙ୍ଖଳିତ ହୋଇ ପାରନ୍ତା।

  • @saradaprasadpatra6291
    @saradaprasadpatra6291 16 днів тому

    ମହାପ୍ରଭୁ ଆମେ ମାନେ ଦୋଷୀ ଆମ ମନଙ୍କୁ ଦଣ୍ଡ ମିଳୁ ଯାହା ଦ୍ଵାରା କି ଭବିଷ୍ୟତ ରେ ଏପରି ଭୁଲ୍ ର ପୂନରାବୃତି ହେବ ନାହିଁ। ଜୟ ଶ୍ରୀ ଜଗନ୍ନାଥ 🙏🙏

  • @user-ow1vm1eh5y
    @user-ow1vm1eh5y 18 днів тому +2

    ଆପଣଙ୍କର ପ୍ରଦତ୍ତ ୩ ଗୋଟି ଅତ୍ଯନ୍ତ ମୂଲ୍ଯବାନ ଉପାଦେୟ ପ୍ରସ୍ତାବ ଉପରେ ପ୍ରଶାସନ ତଥା ସଂପୃକ୍ତ ସେବାୟତମାନେ ନିହାତି ଧ୍ୟାନ ଦେଇ ଏହାର ପ୍ରତିକାର କରିବେ ବୋଲି ଆଶା ।

  • @saratkumargajendra1001
    @saratkumargajendra1001 18 днів тому +3

    ସେବାୟତମାନେ ମରିଯାଇଥିଲେ ଦୁଃଖ ଲାଗିନଥାନ୍ତା I ମହାପ୍ରଭୁ ଙ୍କ ପ୍ରତି ଏହା ଘୋର ଅନ୍ୟାୟ ଓ ଉଦେଶ୍ୟ ପ୍ରଣୋଦିତ I

  • @gangadharsatapathy316
    @gangadharsatapathy316 18 днів тому +21

    ଆଜ୍ଞା !! ପଡ଼ିଯାଇ ନାହାନ୍ତି !! ଫୋପାଡି ଦେଇଛନ୍ତି।❤❤❤❤❤❤❤❤

  • @jayadevdash4480
    @jayadevdash4480 18 днів тому +2

    ଠିକ analysis 👌. ବଡ ସେବାୟତ ଙ୍କ ତତ୍ୱାଧନରେ ସାନ ସବାୟତ ମାନେ ଠାକୁର ଙ୍କ ସେବା ଶିଖିବା ଦରକାର. ଠାକୁର ଉଚିତ ଶିକ୍ଷା ଦେଇଛନ୍ତି. ଠାକୁର ଙ୍କ ସାମନାରେ ଠିଆ ହୋଇ ନିଜର ଶରୀର ର ରୂପ ଦେଖାଇବା ଲୋକ ଙ୍କୁ ଠାକୁର କେବଳ ଚତାଇ ଦେଇଛନ୍ତି ମାତ୍ର. ଅଧିକ ଅଭିମାନ ଦେଖାଇଲେ ଭବିଷ୍ୟତରେ କଣ ହେବ ଠାକୁର ହିଁ ସମସ୍ତଙ୍କ ସାମନାରେ ଦଣ୍ଡ ଦେବେ 🙏🙏🙏🙏

  • @Dr.BhagyalaxmiMohanty
    @Dr.BhagyalaxmiMohanty 18 днів тому +1

    ସାର
    ଅପଣଂକ ଅନୁଶୀଳନ ର ସତ୍ୟତା ଆମ୍ଭ ମାନଙ୍କର ହୃଦବୋଧ ହେବା ନିତାନ୍ତ ଜରୁର.

  • @debipravabai3957
    @debipravabai3957 18 днів тому +1

    Ek dam thik.🙏🙏🙏🙏jay jagannath.prabhu khyama kardia.🙏🙏🙏🙏🙏🙏

  • @unionics
    @unionics 17 днів тому

    Totally Agreed with you Sir. ଜୟ ଜଗନ୍ନାଥ୍।

  • @bailochanmallick3530
    @bailochanmallick3530 18 днів тому

    ଏକଦମ୍ ଠିକ୍ I ପିଲାମାନଙ୍କୁ ପଠାଇ ପ୍ରଚାର ଓ ପ୍ରସାର ଦିଗରେ ଆଗଭର ଏ ପଣ୍ଡା ସମାଜ ସେବା ସୁଦୂରପ୍ରସାରୀ ଓ ନିରର୍ଥକ 🎉

  • @manjupravamishra8000
    @manjupravamishra8000 18 днів тому +5

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @GAMINGGUY4905-g1w
    @GAMINGGUY4905-g1w 15 днів тому

    Joy joy Jagannath Mohaprabhu 🙏🙏🙏

  • @chakradharapati4080
    @chakradharapati4080 18 днів тому

    ଅଧିକ ଗର୍ବ ଅହଙ୍କାର ଜଗତରେ ଚାଲିଛି ଓ ସେବାୟତ ମାନଙ୍କର ବହୁତ ଗର୍ବ ଅହଙ୍କାର ବଢ଼ି ଯାଇଛି,,,, ବଡ଼ ଠାକୁର ମୁହଁ ମାଡି ହୋଇ ପଡିଗଲେ ଦେଖି ଦେବାରୁ ମୋ ଛାତି ଫାଟି ଗଲା ପରି ଲାଗୁଛି ଏ ପର୍ଯ୍ୟନ୍ତ,,,, ବଡ଼ ବଡ ବାହୁ ଵଳି ମାନେ କଣ ରକ୍ଷା କରି ପାରିଲେନି,, କେମିତି ବଡ଼ ଠାକୁର ଙ୍କୁ ସମ୍ଭାଳିବେ ନିଜକୁ ନିଜେ ବଡ଼ ଭାବୁଛନ୍ତି

  • @satyanayak4271
    @satyanayak4271 18 днів тому +3

    ପ୍ରଣାମ ଆଜ୍ଞା🙏 ଆପଣଙ୍କ ସବୁ କଥା ଠିକ୍ ! ଜୟ ଜଗନ୍ନାଥ ମହାପ୍ରଭୁ ହେ 🙏🙏🙏🙏😭😭😭😭😭😭

  • @prabhatpanda9161
    @prabhatpanda9161 18 днів тому +1

    ଆଜ୍ଞା 🙏ଜୟ ଜଗନ୍ନାଥ।
    ଆପଣଙ୍କ ତର୍ଜମା ସମ୍ପୂର୍ଣ୍ଣ ଠିକ୍। ଭକ୍ତି ଓ ସମର୍ପଣ ର ଅଭାବ ହିଁ ଅଘଟଣ ର କାରଣ।

  • @banajineemishra8887
    @banajineemishra8887 18 днів тому +1

    ଅତ୍ୟନ୍ତ ଅକ୍ଷମଣୀୟ ଅପରାଧ। ମହାପ୍ରଭୁଙ୍କର ଦଣ୍ଡ ସମସ୍ତଙ୍କୁ ସଦବୁଦ୍ଧି ପ୍ରଦାନ କରୁ। ମୁଁ ବି ଏ ଘଟଣାରେ ମର୍ମାହତ।ଆପଣଙ୍କ କଥାରେ ମୁଁ ସହମତ ସାର୍।

  • @jasoji
    @jasoji 18 днів тому +4

    🙏 କ୍ଷମା କର ପ୍ରଭୂ ବଡ଼ ଠାକୁର 😥

  • @pravatmallick1977
    @pravatmallick1977 17 днів тому

    ଆନ୍ତରିକ ଭଲ ପାଇବା, ଭକ୍ତି, ସମର୍ପଣ ଭାବ ନଥିବାରୁ ଏପରି ଘଟିଛି।ଦାୟିତ୍ୱ ଶୂନ୍ୟ ଚେଙ୍ଗଡ଼ ଯୁବକ ମାନଙ୍କ ଦ୍ୱାରା ଏପରି ଘଟିଛି।ଏହା ଏକଦମ ଖରାପ ସୂଚନା।ଭୁଲ ପାଇଁ ବହୁତ ଅନୁତାପ, ମର୍ମାହତ ହବା ଆବଶ୍ୟକ।

  • @TrilokaAdhipatiJalandhar
    @TrilokaAdhipatiJalandhar 17 днів тому

    ହେମୋ୨ଭାଇମହାପ୍ରଭୁବଳରାମକଳ଼୍କୀ ସବୁସଚ୍ଚାସାଧୁସନ୍ଥଙ୍କସହଗଛଲତାଜୀବଜନ୍ତୁ ପ୍ରକୃତିଧରିତ୍ରୀମାଁସହବିଶ୍ୱକୁରକ୍ଷାକରଆର୍ଶୀବାଦକରଶାନ୍ତିହୁଅ କିନ୍ତୁ ଏସବୁପାପୀନରନାରୀରାକ୍ଷସମାନକୁଅଧର୍ମୀଦୁଷ୍ଟଦୁରାଚାରୀମାନଙ୍କର ଶୀଘ୍ରଶେଷକରସଂହାରକରଦୟାକର🙏

  • @priyambadananda4014
    @priyambadananda4014 18 днів тому

    100 💯 thik Katha kahuchanti....Really sebayata nka young generation sampurna dayee.

  • @MamataMaharana-lh9ys
    @MamataMaharana-lh9ys 18 днів тому

    Thanku thanku sir apnak pratek katha akr akr sata jay jaganatha

  • @abhirammallik8940
    @abhirammallik8940 16 днів тому

    Jaya Jaganath, Jaya Jaganath, Jaya Jaganath.

  • @debabhoi32
    @debabhoi32 18 днів тому

    ସେବାୟତ ମାନଙ୍କ ପରିଚୟ ପତ୍ର
    ନିହାତି ଦରକାର
    Sir namaskar

  • @SriHariRadhaKrishna
    @SriHariRadhaKrishna 18 днів тому +2

    ଏକଦମ ଠିକ କଥା କହିଛନ୍ତି ଆଜ୍ଞା.. ମୁଁ ସହମତ ଆପଣଙ୍କ କଥାରେ 🙏🙏🙏
    ଜୟ ଶ୍ରୀ ଜଗନ୍ନାଥ ଯିଏ ଭୁଲ କରିଛି ତା କଥା ତୁମେ ବୁଝିବ ମଣିମା 🙏

  • @hemantamohanta2966
    @hemantamohanta2966 18 днів тому +2

    🌹🌹🌹ଜୟ୍ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ👏👏👏👏👏👏

  • @bhagwannayak8611
    @bhagwannayak8611 17 днів тому

    ଯେଉଁମାନେ ଦ୍ୱାୟୀତ୍ୱରେ ଥିଲେ ସେମାନଙ୍କୁ ସମ୍ପୂର୍ଣ ଜୀଵନ କାଳ ପର୍ଯ୍ୟନ୍ତ ସେଵା ରୁ ଦୂର ରଖାଯାଉ।

  • @ratnakarpattaanaik7423
    @ratnakarpattaanaik7423 18 днів тому +3

    4.30pm:
    ଶ୍ରୀମନ୍ଦିର ଈତିହାସ ରେ ଏପରି ଅତ୍ୟନ୍ତ ଦୁଃଖ ଦାୟକ ଘଟଣା କେବେ ବି ଘଟି ନଥିଲା । ବଡ ଠାକୁର ତାଙ୍କର ଆଡପ ମଣ୍ଡପ ବିଜେ ବେଳେ ପଡି ଯିବା କଥାକୂ ଆଦୌ ବିଶ୍ବାସ କରି ହେଉ ନାହିଁ।
    ଯାହା ହେଲା ଏହା କେବଳ କେତେକ ସେବାୟତଙ୍କ ଦାଇତ୍ବ ହୀନତା ପାଁଇ ଘଟିଗଲା
    ବଡ ଠାକୁର କଷ୍ଟ ପାଇଲେ, ଏବଂ ଏ ଘଟଣା କୂ ସାରା ବିଶ୍ବ ଦେଖିଲା ।
    ଭବିଷ୍ୟତରେ ଯେପରି ଏପରି ଲଜ୍ଜାଜନକ ଘଟଣାର ପୁନର୍ବାର ନ ଘଟେ, ଓଡିଶା ସରକାର ଏହାର ଆମୂଳଚୂଳ ତର୍ଜମା କରିବା ଆଦୌ ଆବଶ୍ଯକ।
    ଜୟ ଜଗନ୍ନାଥ ।

  • @BiswajitMallick-fb2lw
    @BiswajitMallick-fb2lw 16 днів тому

    Jay Jagannath Swami ❤❤❤

  • @Sima-fx3kf
    @Sima-fx3kf 18 днів тому +3

    Sata katha jay Jagannath prabu hey manima khyama karidia samastanku 🙏🏻🙏🏻🙏🏻🙏🏻

  • @girdharsahu3663
    @girdharsahu3663 18 днів тому

    ସତ୍ୟ ସତ୍ୟ ତ୍ରିବାର ସତ୍ୟ,ଆପଣଙ୍କ କଥା,ସମର୍ପଣ ର ଅଭାବ,ବଡ ଠାକୁର ଏମାନଙ୍କୁ ନିଶ୍ଚିତ ଦଣ୍ଡ ବିଧାନ କରିବେ

  • @sukantipanda7676
    @sukantipanda7676 18 днів тому

    Saragarbhaka alochana paaiene bahut bahut dhanyabad

  • @gayatree2749
    @gayatree2749 18 днів тому

    ଜୟ ଜଗନ୍ନାଥ🙏

  • @user-xk4lq2hq2b
    @user-xk4lq2hq2b 18 днів тому +9

    ନମସ୍କାର ।ଏହା ଏକ ନିନ୍ଦନିୟ ବିଷୟ ସାରା ଓଡ଼ିଆ ଜାତିକୁ । କେବଳ ସେବାୟତଙ୍କ ମନାମୁଖି କାର୍ଯ୍ୟ ପାଇଁ ।ସତର୍କ ହୋଇଯାନ୍ତୁ ।

  • @bikashrrj
    @bikashrrj 18 днів тому +5

    ଜୟ ଜଗନ୍ନାଥ ⭕‼️⭕

  • @debendrakhuntia3009
    @debendrakhuntia3009 18 днів тому

    ସେବାୟତମାନଙ୍କ ଅସାବଧାନତା ପାଇଁ ଏଭଳି ଏକ ବଡ ଧରଣର ଅଘଟଣ ଘଟିଲା।ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ ଆବଶ୍ଯକତା ଠାରୁ ଅଧିକ ଲୋକଙ୍କର ଗହଳି ରଥ ଉପରେ କରିବାକୁ ଦିଆନଯାଉ।

  • @ajayapatra1112
    @ajayapatra1112 18 днів тому

    Sir pranam, bahut bahut bhala Katha kahile sir. bahut bahut dhanyabad sir

  • @ACOjha-b1z
    @ACOjha-b1z 18 днів тому +2

    ଯେତେ କହିଲେ ବି ସେବାୟତମାନେ ଶୃଙ୍ଖଳିତ ହେଉନାହାନ୍ତି । ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଲୋକ ରଥରେ ରହି ପ୍ରଭୁଙ୍କ ଦିବ୍ୟ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ କରୁଛନ୍ତି, ଯାହା ଭଗବାନ ଚାହାନ୍ତି ନାହିଁ । ଏଣୁ ଠାକୁର ସେବାୟତଙ୍କୁ ଏହି ଦଣ୍ଡ ଦେଲେ । ଏଣୁ ଆଗକୁ ସେବାୟତମାନେ ଶୃଙ୍ଖଳିତ ‌‌ହୁଅନ୍ତୁ ।

  • @Mamatarani845
    @Mamatarani845 18 днів тому

    Jay Jagannath pravu ❤😢🙏

  • @ManoranjanPattanaik-bb9pi
    @ManoranjanPattanaik-bb9pi 18 днів тому +3

    ସମନ୍ବୟ ତର୍କ ଓ ତର୍ଜ୍ଜମା।

  • @user-qn2qy4ow1y
    @user-qn2qy4ow1y 18 днів тому

    Jai jagannath 🙏🙏🙏

  • @rkm9861
    @rkm9861 17 днів тому

    Jai jagannath

  • @Foodrecipes054
    @Foodrecipes054 18 днів тому +1

    CM sir agaru sebakanku basaiki bichara karithate epari aghatana hoinathanta loka mane samaste sabu asubidha re padile jibana gala au ama mahabahu nka akhire luha ama bada thakura padi gale mahabahu nka akhire luha Jay jagannath 🙏🏻😭

  • @sumitamahapatra9251
    @sumitamahapatra9251 18 днів тому

    Jay jagannath 🙏🙏

  • @Foodrecipes054
    @Foodrecipes054 18 днів тому +1

    Jadi agaru sebakanku basaiki bichara karithate epari aghatana hoinathanta loka mane samaste sabu bada ru asubidha re padile jibana gala au ama bada thakura padi gale au ama mahabahu nka akhire luha Jay jagannath guruji 🙏🏻😭 apana right kahile

  • @bisudj6732
    @bisudj6732 16 днів тому

    Jay Shri Ram Jay Jay Shri Ram Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @saratsahoo7816
    @saratsahoo7816 16 днів тому

    Jay Jagannath

  • @alekhchandramalik740
    @alekhchandramalik740 18 днів тому

    Jay Jagannath Swami 🙏🙏🙏🙏🙏🙏🌹 sir 🙏🙏🙏🙏🌹

  • @banhisikhanayak4362
    @banhisikhanayak4362 18 днів тому

    Jai jagananth

  • @narayandash4827
    @narayandash4827 17 днів тому

    Thanks for your valuable opinion and direction.You have presented the true fact.

  • @narottambarik1637
    @narottambarik1637 18 днів тому +2

    Aponku bohut bohut dhanyawad sir heartly Aponku Namaskar Aapana sampurna Satya kahichanti....

  • @sudhansurout451
    @sudhansurout451 18 днів тому +3

    ସମୁଚିତ ପରାମର୍ଶ, ଜୟ ଜଗନ୍ନାଥ

  • @sobhamayeeparida9119
    @sobhamayeeparida9119 18 днів тому

    Jay Jagannath 🎉namaste 🙏 namaste 🙏 namaste 🙏 namaste 🙏 aha atyanta bukhara,apanka Katha atyanta upajogi.

  • @kailashpadhi-nm6cx
    @kailashpadhi-nm6cx 18 днів тому

    Prior awareness for sincere service of Lord Shree Jagannath is acceptable to everybody always.

  • @NarendraJena-xk6lb
    @NarendraJena-xk6lb 16 днів тому

    ସେବା ମନ ପରିବର୍ତ୍ତନ କରିବା ଉଚିତ୍

  • @sakhigopalpradhan669
    @sakhigopalpradhan669 18 днів тому

    Most welcome proposal Jay Jagannath

  • @sasankpanda227
    @sasankpanda227 18 днів тому

    ତ୍ରୁଟି ମନୁଷ୍ୟ କୃତ। ତେଣୁ ସରକାର ତୁରନ୍ତ ପ୍ରତିକାର କରିବା ହୁଅନ୍ତୁ । ବଡ଼ ଠାକୁର ସମସ୍ତଙ୍କୁ ଭଲରେ ରଖିଥାନ୍ତୁ । ଜୟ ଜଗନ୍ନାଥ।

  • @arunapattanaik5111
    @arunapattanaik5111 18 днів тому

    ଆପଣ ଯାହା କହିଲେ ଏକଦମ ସତ କଥା ଆଜ୍ଞା 🙏🏻🙏🏻ଏହା ମନ୍ଦିର ପ୍ରଶାସନ ର କାନକୁ ଯିବା ନିହାତି ଦରକାର 👍🏻

  • @drjack3995
    @drjack3995 18 днів тому +1

    ପ୍ରଭୁ ଜଗନ୍ନାଥ ହରିବୋଲ 🤲💅😭😭😭😭

  • @user-ph5hv9zb3y
    @user-ph5hv9zb3y 18 днів тому +1

    Amazing, heart choking, spellbound incident and befitting analysis. Thank you very much sir.

  • @bisnupriyaacharya9747
    @bisnupriyaacharya9747 18 днів тому

    Apananka Katha satya.

  • @gelhabatiswain7676
    @gelhabatiswain7676 18 днів тому

    Right Jay jagannath swami ❤❤❤❤❤❤❤❤❤

  • @surjyamani4369
    @surjyamani4369 16 днів тому

    ଦୋଷୀ ଙ୍କୁ ଦଣ୍ଡ ମିଳିବା ଆବଶ୍ୟକ।ହେ ଠାକୁରେ ଏତିକି ଆପଣଙ୍କୁ ଅନୁରୋଧ।

  • @MapraRit
    @MapraRit 17 днів тому

    Sir, ଆପଣଙ୍କ କଥା 100% ଠିକ୍।ବହୁତ୍ ଦୁଃଖ ଦାୟକ ଘଟଣା। ଆଖିରୁ ଲୁହ ବାଧା ମାନୁ ନାହିଁ। ବଡ଼ ଠାକୁର କେତେ ହସୁ ଥିଲେ ଝୁଲୁ ଥିଲେ।ଯେମିତି ପଡିଗଲେ ମୁହଁ ରୁ ମନ କୁ ଚିତ୍କାର ବାହାରିଗଲା। ପ୍ରଭୁ ବଳଭଦ୍ର ଆମ ପରି ଅଧମ ଙ୍କୁ କ୍ଷମା କରନ୍ତୁ।