ଘରେ ରହୁଥିଲେ ଭଡ଼ାଟିଆ କବାଟ ଭାଙ୍ଗି ପସିଲା ମାଲିକ |Tenant Refuses to Open Door, Police Intervene in BBSR

Поділитися
Вставка
  • Опубліковано 8 січ 2025
  • #ଭଡାଟିଆ_କହୁଛନ୍ତି_ମୋର_ନେତା_ମନ୍ତ୍ରୀ_ଚିହ୍ନା
    ରାଜଧାନୀରେ ଭଡାଟିଆଙ୍କ ଦାଦାଗିରି। ଘର ଭିତରୁ ତାଲା ପକାଇ ରହିଛନ୍ତି। ଡାକିଡାକି ଶୁଣୁ ନାହାନ୍ତି।
    ଭଡ଼ାଟିଆ ତାଲା ଠୁଙ୍କି ଭିତରେ ରହିଛନ୍ତି, ବାହାରେ ଘର ମାଲିକ ଡାକି ଡାକି ଅଣାୟତ। ପୋଲିସ୍ ଆସିଛି, ଭଡ଼ାଟିଆ ଭିତରପଟୁ ତାଲା ପକାଇ ରହିଛନ୍ତି। ଡାକି ଡାକି ଶୁଣୁ ନାହାନ୍ତି। ଶେଷରେ କବାଟ ଭାଙ୍ଗି ପସିଲେ ମାଲିକାଣି ଆଉ ତା ପରେ କ'ଣ ଘଟିଲା ଦେଖନ୍ତୁ...
    ଘରେ ରହୁଥିଲେ ଭଡ଼ାଟିଆ କବାଟ ଭାଙ୍ଗି ପସିଲା ମାଲିକ | Tenant Refuses to Open Door, Police Intervene in Bhubaneswar | Odisha Reporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #renthouse #bhubaneswar #threaten #renthouse #Odisha #OdishaReporter

КОМЕНТАРІ • 1,4 тис.

  • @debasissahu2637
    @debasissahu2637 Місяць тому +499

    ଶଳା ଘର ମାଡ଼ି ବସି law and order ଦେଖାଉଛି

    • @Nirakar_01
      @Nirakar_01 Місяць тому +72

      Se Toka ra zym Paisa aji uthigala😂

    • @Biswajit_News749
      @Biswajit_News749 Місяць тому +3

      😂​@@Nirakar_01

    • @Maya_prasidh08
      @Maya_prasidh08 Місяць тому +1

      Cid re daya role kari pariba ​@@Nirakar_01

    • @spofficialvlogs8308
      @spofficialvlogs8308 Місяць тому

      ​@@Nirakar_01yes 🎉🎉🎉

    • @sibu695
      @sibu695 Місяць тому +5

      ​@@Nirakar_01Toka mana pura Akasha re udu thiba 😂

  • @RajashreePadhi-kq8kd
    @RajashreePadhi-kq8kd Місяць тому +87

    ତାଙ୍କ ଘର ଖାଲି କରିଦିଅ ଏତେ ଝଗଡା କରନି ପିଲା ମାନଙ୍କର ବାବା, ମାଆ ନାହାନ୍ତି ତାଙ୍କୁ ହଇରାଣ କରନି. ନହେଲେ ଭଗବାନ ବି ତୁମକୁ କ୍ଷମା କରିବେନି 👍

  • @sujataswain7812
    @sujataswain7812 Місяць тому +415

    Very good action taken by house owner.

    • @hemantakumarbiswal3719
      @hemantakumarbiswal3719 Місяць тому +4

      Agree with you

    • @rajaram3541
      @rajaram3541 Місяць тому +7

      Bhadatia Ati Obhradra loko

    • @bijaysarangi5652
      @bijaysarangi5652 Місяць тому +3

      ଭଡାଟିଆଙ୍କର କି ଦାଦାଗିରି ? ଅତ୍ୟନ୍ତ ନିର୍ଲଜ ଦମ୍ପତି।ମାଲିକ ସହ deal ବା ଏଗ୍ରିମେଣ୍ଟ ନକରି କିଏ ଦଲାଲଙ୍କ ସହ କରେ କି ???

    • @BikramonFaith
      @BikramonFaith Місяць тому +2

      Conclusion re padi jao nahi. Kana reason ki rahasya hei thiba je se emiti step neithibe

    • @sandhyatara1993
      @sandhyatara1993 Місяць тому +1

      ବଦମାସ ଭଡାଟିଆ

  • @gitabehera6085
    @gitabehera6085 Місяць тому +123

    ଯିଏ gate ଭାଙ୍ଗିଲା ତାକୁ salute 🎉

  • @केदारनाथमिश्रा

    ଘର ଭଡାରହି ଏ ତାମସା କଣ ପାଇ।ମାଲିକର ଘର ଛାଡିଦେଉନ।

    • @topperexam1826
      @topperexam1826 Місяць тому +4

      Right.

    • @soumitramohanty8110
      @soumitramohanty8110 Місяць тому +3

      Chori puni sina chori.Chora muhan kete tana ba.Belajya kemiti manisha janma paeechhi kejani.Bhabila a jhio nkara parents nahanti aau e a kounasi prakare ghara madi basiba.

  • @saheedkumar6317
    @saheedkumar6317 Місяць тому +196

    ଶଳା ଥୋବାର ଙ୍କ ମୁହଁ ଟାଣ... ପୋଲିସ ପର୍ଯ୍ୟନ୍ତ କଥା ଗଲା କାହିଁକି..ଆମେ ବି ଭଡାଟିଆ ଆମକୁ ମାଲିକ ତ ଏମିତି ବ୍ୟବହାର କରୁନି...

    • @sonypk5743
      @sonypk5743 29 днів тому +4

      Tume bahut bhala hei thiba😂

    • @saheedkumar6317
      @saheedkumar6317 29 днів тому

      @@sonypk5743 କେମିତି ଜାଣି ଦଉଛ ସୁନ୍ଦରୀ

    • @SankarNahak-el3gc
      @SankarNahak-el3gc 19 днів тому

      You're fool

  • @Santoshsahu-143
    @Santoshsahu-143 Місяць тому +94

    ଭଡ଼ା ଘରକୁ ନିଜ ଘର ଭାବି ନେଇଛନ୍ତି

  • @AnjanmajhiAnjanmajhi-ky6rq
    @AnjanmajhiAnjanmajhi-ky6rq Місяць тому +206

    Gate ବାଙ୍ଗି ଥିବା ଭାଇ ଙ୍କୁ salut

  • @ChittaranjanDalai-rn6hi
    @ChittaranjanDalai-rn6hi Місяць тому +238

    ଯଦି ୨୫ଲକ୍ଷ ଖର୍ଚ୍ଚ କରି ଗାଁ ରେ ଘର ଖଣ୍ଡିଏ
    କରିଥାନ୍ତି କିମ୍ବା ସେହି ସହର ରେ ନିଜର ଘର କରିଥାନ୍ତି ଆଜି ଏମିତି ଦିନ ଆସି ନ ଥାଆନ୍ତା

    • @spofficialvlogs8308
      @spofficialvlogs8308 Місяць тому +3

      Jie ghara bhada dauni 😅😅se 25 lakh dela??. Lawyer kahichi 😅 phone re...😊😊😊😊

    • @WDF005
      @WDF005 Місяць тому

      Mo bala na

    • @MilanPatra-x6t
      @MilanPatra-x6t Місяць тому

      Michha kahuchi se bhadatia

    • @Prangya-Anshi
      @Prangya-Anshi 29 днів тому +1

      Matter kana ?

    • @santoshsantoshi9204
      @santoshsantoshi9204 29 днів тому +3

      ମହାଘିଆ ଘର ଭଡା ଦେଇପାରୁନି ପେଲେଇ ପୁଅ କହୁଛି 25ଲକ୍ଷ୍ୟ ଦେଇକି ଘର କରିଥାନ୍ତା ତା ମା ଭଉଣୀକୁ ଗେହିଁଲେ 25 ଟଙ୍କା ମିଳିବ କି ଛୋଡ଼ିପୁଅ

  • @abhimanyudhal9266
    @abhimanyudhal9266 Місяць тому +114

    ଯଦି ଶଳା ସଚୁଟ କବାଟ ଭାଙ୍ଗିଲା ପରେ ଯେମିତି କଥା ହେଉଛୁ ସେମିତି ପ୍ରଥମରୁ ଆସି କଥା ହେଲୁଣି ଅଭଦ୍ରାମି ଦେଖେଇଲୁ କାହିଁକି

  • @surajitjana7671
    @surajitjana7671 Місяць тому +269

    ଏହା ସାଧାରଣ ଘଟଣା ନୁହେଁ ଏହା ଭିତରେ କଣ ଗୋଟେ ବଡ଼ ରହସ୍ୟ ଅଛି

  • @ganeshpradhan6900
    @ganeshpradhan6900 Місяць тому +184

    କି power ଲୋ ବୋଉ ଯୋଉ ଫିଲିମ ଷ୍ଟାଇଲ ରେ କବାଟ ଭାଂଗିଲା ଜିମ ପାୱାର l

  • @dayanidhinaik2573
    @dayanidhinaik2573 Місяць тому +129

    ନିର୍ଲଜ, ନିର୍ଲଜୀ କବାଟ ବାଡେ଼ଇଲେ ବି ଶୁଣିବାକୁ ନାହିଁ

  • @prafullakumarbehera7774
    @prafullakumarbehera7774 Місяць тому +499

    କବାଟ ଖୋଲି ଦେଇଥିଲେ ସେମାନେ କାହିଁକି କବାଟ ଭାଙ୍ଗିଥାନ୍ତେ l ତାଙ୍କ ଘର ସେ ଭାଙ୍ଗିଲେ l

    • @my.channel-14_
      @my.channel-14_ Місяць тому +18

      Tankar na kholile tamar kan achhi tanka ghara kan bhada ba deichhanti.. Court tanku summon kariba ea kie

    • @amulyakhandei9704
      @amulyakhandei9704 Місяць тому

      ​@@my.channel-14_Emane Dei nahanti mamu deichi. Au jadi jhio 2 jana kahile Se voda wala police station jiba katha ki Paisa neichati fir v Amaku ghara khali pain kahuchanti

    • @ashutoshnayak4539
      @ashutoshnayak4539 Місяць тому

      ​@@my.channel-14_ Bhai court proceedings kete time lagiba janicha?

    • @rk5826
      @rk5826 Місяць тому

      ​@@my.channel-14_tu maghia bidhe kaha ghare jabardasti rahuchu jana paduchi, sala court kahiki jiba be, annya ghare kahiki rahiba jabardasti, jadi se ghara chhadibaku kahuchi.

    • @dkmotivation935
      @dkmotivation935 Місяць тому +10

      Bhadatia galua kabata dei bhitre achi kholuni kn pain kholibeni jadi bhangibani au kan dhupa deba. Malik ghara ye bhadaria taku akhi dekheiba

  • @narayanparida5469
    @narayanparida5469 Місяць тому +106

    ଶଳା ଘର କବାଟ କିଳି ଲୁଚିଛି ଭଡାଟିଆ।

  • @harekrushnabehera5851
    @harekrushnabehera5851 Місяць тому +9

    ଏପରି ଲୋକଙ୍କୁ ଭଜା ଦେବା ଅନୁଚିତ।ଘର ଉତାଟିଆଙ୍କୁ ଆଗସେ ଘରୁ ବାହାରିଯିବା ଦରକାର।

  • @PramodBhai-hf4ke
    @PramodBhai-hf4ke Місяць тому +145

    ଜଲଦି ହାରାମି ମାନଂଙ୍କୁ get out କର,, ମାଲିକ କୁ ଭୁଲ ମାଗ

  • @rahulrohan134
    @rahulrohan134 Місяць тому +17

    ତାଙ୍କ ଘରେ ରହି ତାଙ୍କ ଘରକୁ ନିଜ ଘର କହୁଚ ଚୋରଙ୍କ ପରି ଲୁଚିକି କଣ ପାଇଁ ରହିଥିଲ ତାଙ୍କ ଘର ସେ ଭାଙ୍ଗିବେ ଯାହା ମନକୁ ଆସିବ ସେ କରିବେ ତମକୁ ମାନିବାକୁ ପଡିବ ଜେ ଅନ୍ୟର ଜିନିଷକୁ କେମିତି ଜୋର ଜବଦସ୍ତ ନିଜର କରିପାରିବା ଶିଖିବାକୁ ପଡିବ ତମଠୁ ହଇବେ ଶଳା ଝିଅପିଲା ବୋଲି କଣ ଦୁର୍ବଳ ଦେଖିଲୁ ତତେ ତୋ ସ୍ତିକୁ ଖାଲି ରାସ୍ତା ମଝିରେ ଲଙ୍ଗଳା କରିକି ବୁଲେଇଲେ ଠିକି ହବ

  • @antaryamiray3608
    @antaryamiray3608 Місяць тому +176

    ଏଭଳିଆ ଭଡ଼ା ଟିଆ ଙ୍କୁ ଘର ଦେବା କଥା ନୁହେଁ

    • @Musicrainc
      @Musicrainc Місяць тому +4

      Ame kemti janiba emtia baharibe, emane ta rasta kada re rahiba permission bhi daba katha nuha

    • @my.channel-14_
      @my.channel-14_ Місяць тому +3

      Kouthi kebe bhada neiki rahichha jiban re

    • @trilochonrautaray2092
      @trilochonrautaray2092 Місяць тому

      Bhadatiaku mada darkar

    • @dashimanshu9900
      @dashimanshu9900 Місяць тому +1

      ଏମିତି ବହୁତ ଜାଗାରେ ଘର ମାଲିକ ମାନେ ବହୁତ ହାରାମି ଅଛନ୍ତି ସେମାନେ ପାଣି, ଚପଲ ଗଣୁଥିବା ଲୋକଙ୍କୁ ବହୁତ ଅଛନ୍ତି, ସେସଳା ମାଲିକ ପଇସା ପାଇଁ ଘର ଭଡ଼ା ଦେଉଛି ତାର ଯଦି ଘର ଚାଲୁଥିଲା ସେ ଭଡ଼ା କାହିଁକି ଦେଉଥିଲା ଖାଲି କହିଛନ୍ତି କେମିତି ମାସ ସରିବ ପଇସା ପାଇବ ଲୋକ ର କିଛି ବି ଅସୁବିଧା ଦେଖିବ ନାହିଁ ଆମର ପଇସା ଦେଇଦେଉ

    • @dkmotivation935
      @dkmotivation935 Місяць тому +2

      Are bhai Ghar nela bele sabu bhadra. Pare sabu Jana pade. Nela bele dekhiba kete request kete respect pare sabu aukat re asanti

  • @anilbahubalendra1640
    @anilbahubalendra1640 Місяць тому +42

    ଘର ମାଲିକ ପ୍ରତି 3ବର୍ଷ ରେ ଭଡ଼ା ଲୋକଙ୍କୁ ବଦଳାଇ ଦେବା କଥା ଶଳାଏ ଗଦ୍ଦୀ ମଡl ହେଇ ଯାଉଛନ୍ତି

  • @ChittaranjanGouda-g1v
    @ChittaranjanGouda-g1v Місяць тому +41

    Good my brother 🎉🎉🎉🎉🎉

  • @prasanasatpathy6121
    @prasanasatpathy6121 Місяць тому +5

    Good.sir.koti.koti.pranama.🙏🙏🙏🙏

  • @starmohapatra
    @starmohapatra Місяць тому +35

    ଯାତ୍ରା ବହୁତ୍ ଦମଦାର ଲାଗିଲା।

  • @akshaykumardash8666
    @akshaykumardash8666 29 днів тому +4

    Dhanyabad gate bhangithiba bhai ku. Bhadare rahibe upare nali akhi

  • @nirakarnahak3252
    @nirakarnahak3252 Місяць тому +126

    Ei toka ku C I'd re Daya role Kariba katha

    • @Shubham3tggyy
      @Shubham3tggyy 28 днів тому

      Right kahichha😅😅😅😂😂😂

  • @Bhabanishankarpati466
    @Bhabanishankarpati466 Місяць тому +11

    What a Wonderful incidents happening there..Its so shameful.. Better leave that rental room very soon for quick solutions...

  • @Surya9827-s1j
    @Surya9827-s1j Місяць тому +154

    ଆଙ୍କ ପାଖେ 25ଲକ୍ଷ ଥିଲେ ଏମାନେ କାଇଁ ପର ଘର ମାଡ଼ିବସିଛନ୍ତି ଶଳା ଚର ଚରଣି ଗୁଡା😂🤣

    • @BKHansda2014Vlogor
      @BKHansda2014Vlogor Місяць тому +2

      ତୋ ଘରେ ରହୁନାହାନ୍ତି 😊

    • @RajaPradhan-ey1gu
      @RajaPradhan-ey1gu Місяць тому

      🤣😁🤣

    • @manojkumarpani6424
      @manojkumarpani6424 Місяць тому +1

      ଭଡ଼ା ଟିଆ କଥା ବି ସତ ହେଇ ଥାଇ ପାରେ, ନଚେତ୍ ଅଯଥା ରେ ୨୫ ଲକ୍ଷ କଥା କହିବେ କି

    • @Surya9827-s1j
      @Surya9827-s1j Місяць тому

      @@BKHansda2014Vlogor ତତେ ଭି ମୁଁ କହୁନି ତତେ କାଇଁ ବାଧୁଛି🤣

    • @dkmotivation935
      @dkmotivation935 Місяць тому +2

      @@manojkumarpani6424 bina agreement 25 lakh kehi kahaku thodi debe jadi agreement karichi dekhau. Au advance kiye 25 lakh diye rent ra

  • @yogeshroy7978
    @yogeshroy7978 29 днів тому +1

    Both sisters represent their emotions about their late parents 😢, so sad to hear they r Missing their parents.

  • @biswanathbehera7960
    @biswanathbehera7960 Місяць тому +49

    ତୁରନ୍ତ ଘର ଛାଡ଼ି ପଳାଇ ଯା .

  • @Sanjay-vs9kg
    @Sanjay-vs9kg 29 днів тому +9

    Real Life Daya Spotted😂

  • @laxmidhardas6096
    @laxmidhardas6096 Місяць тому +56

    ଭଟାଟିଆ ମାନଙ୍କୁ କିଏ ସାହସ

  • @Bhagabatpujari1
    @Bhagabatpujari1 Місяць тому +16

    ଏ ସବୁ ଜିନିଷ ର ବାୟୋଡାଟା କୁହ ଏ ଘର କୋଉ ଟଙ୍କାରେ ହ୍ୱାଇଟ, ଗ୍ରୀନ ,ରେଡ,ଗେରୁଆ ନା ଆଉ କିଛି।

    • @debasmitaparida2072
      @debasmitaparida2072 Місяць тому

      Jani paruna ki jou loka gote jhia ku doctor gote jhia engineer paisa gada karuthibe .Jahara pila ete jogya se bapa maa emiti kete ghara kariparibe.Black red blue gerua money kichhi nuha yanka agare.

  • @abhishektripathy1555
    @abhishektripathy1555 29 днів тому

    Bohut. Badhiya. Kanoon. Banaichhanti. Very. Good. Law. ♥️♥️♥️♥️♥️♥️♥️♥️♥️. I. Love. All. Police. Officers. Of. India

  • @neongamerz5918
    @neongamerz5918 Місяць тому +133

    Police ଆଗରେ ଏମିତି କବାଟ ଭଙ୍ଗା ଯାଉଛି....କି ସୁନ୍ଦର ଆଇନ୍ ବ୍ୟବସ୍ଥା ❤😊

    • @sidhikumari9025
      @sidhikumari9025 Місяць тому +6

      Bhadaria ghare rahibo malik bhalia na kn ta bholi ki katha.😢

    • @ghostrider9746
      @ghostrider9746 Місяць тому +1

      Para ghara kabja kale kan heba.

    • @Ritwik2025
      @Ritwik2025 Місяць тому

      Tu bhi sei choro gosti ra bodhe😂

    • @debasmitaparida2072
      @debasmitaparida2072 Місяць тому +4

      Nai ba para ghara madi basi rahibe tanku puja karibe na.Olata tanka pain gate jou bhangila se paisa bhadatia deu.

    • @Baniyasala-6
      @Baniyasala-6 Місяць тому

      Good job daya

  • @udayaketanbiswal4035
    @udayaketanbiswal4035 Місяць тому +3

    ଶାସନ ଯେତେ ବଦଳୁ କିନ୍ତୁ ପ୍ରକୃତରେ ଆମ ଓଡ଼ିଶା ପୋଲିସ୍ ପୁରା ନାନଖା

  • @santoshkumarpatra1870
    @santoshkumarpatra1870 Місяць тому +32

    Good step by the owner of the house in the present of police

    • @KabitaSahu-143
      @KabitaSahu-143 26 днів тому

      Na ku khali police,kichi step niontini emane

    • @KabitaSahu-143
      @KabitaSahu-143 26 днів тому

      Joldi se vodatia nku baharo koro

  • @JitendraKumar-yt1uf
    @JitendraKumar-yt1uf Місяць тому +3

    All people support 2sisters both are real owner.

  • @santoshineekarmi6805
    @santoshineekarmi6805 Місяць тому +18

    ପର ଘରେ ଦାଦାଗିରି ଳଯ୍ୟା ନାହଁ ଏ ମାନଙ୍କୁ

  • @PabitraJena-b5b
    @PabitraJena-b5b 27 днів тому +5

    ଘର ମାଲିକ ଭଦ୍ର।
    କିନ୍ତୁ ଭଡାଟିଆ ପୁରା ଅଭଦ୍ର।।

  • @sandeshdas1690
    @sandeshdas1690 Місяць тому +43

    ଅଲଜ୍ୟା ଲୋକ

  • @RINULATAMALLIK-h6y
    @RINULATAMALLIK-h6y 28 днів тому

    Bhai rati 2 tah re jou entertainment Hiechi na unspeakable pura 🤣💟 . Good job news channel ❤

  • @Sid-u6e
    @Sid-u6e Місяць тому +40

    Ja bi hou jie kabata bhangila mo Bhai lo hero no 1

    • @Sid-u6e
      @Sid-u6e Місяць тому +4

      Hero real hero meet karibar achi

    • @Sid-u6e
      @Sid-u6e Місяць тому +1

      @Mokatha-26 Fidaaaaa

    • @chitrasenasamal1116
      @chitrasenasamal1116 Місяць тому

      ​@@Sid-u6ejhia ta ki tu

    • @Abhi-panda
      @Abhi-panda Місяць тому

      Se bouncer ଟା ଲୋ

    • @Maya_prasidh08
      @Maya_prasidh08 Місяць тому +1

      CID daya ra big fan se

  • @ManishaBehera-eg5ru
    @ManishaBehera-eg5ru 28 днів тому

    Thank you body bilder bhai

  • @dileswarbiswal2962
    @dileswarbiswal2962 Місяць тому +34

    ମାଉସୀ ଘର ଭଡା ଦବ କି😂😂
    କି ଯୁଗ ହେଲାରେ..., ଶେଷ ରେ ଜଗନ୍ନାଥ କଂ ରାଇଜ ରେ ଏମିତି । ଘୋର କଳି ଯୁଗ

  • @premanandswain3211
    @premanandswain3211 Місяць тому

    Good job, 👌👍🙏

  • @mrutyunjaymahalik3821
    @mrutyunjaymahalik3821 Місяць тому +5

    ଆରେ ଭାଈ ଏ ଭଡ଼ାଟିଆ ଙ୍କୁ ଜମା ବିଶ୍ୱାସ ନାହିଁରେ ନିଜଘର ଭାବି ମାଡ଼ିବସିଛନ୍ତି ଆଉ

    • @Julikuli7172
      @Julikuli7172 29 днів тому

      Paisa deiki rahi chanti kn pai madi basibe kki

    • @nirmalkunath4011
      @nirmalkunath4011 28 днів тому

      ଏକଦମ୍ ସତ କଥା ସାପ ଜାତୀୟ ଏମାନେ ନିଜେ ଗାତ ଖୋଳି ନପାରି ମୁଷା ଗାତ ଓ ବେଣୁଆ ରେ ଘର କରିବା ଅଭ୍ୟାସ ।

  • @jajpurrani
    @jajpurrani 9 днів тому +1

    Gate bhangi ba style iss really hero emiti aama odia industry hero bi bhangi paribeni good👍

  • @subratkar8
    @subratkar8 Місяць тому +20

    Sana jhia full power bada jhia innocent power 🎉 loka ta pura chorata

  • @manojnayak1537
    @manojnayak1537 Місяць тому +10

    ଏମିତି ଏକ ଘଟଣା ଘଟିଥିଲା ନନ୍ଦନକାନନ ଏରିଆରେ। ଶେଷରେ ମାଲିକ କ'ଣ କଲାନା electric connection ଓ water connection କାଟି ଦିଅନ୍ତୁ। ତା ପରେ ଦେଖ ଖେଳ

  • @satyapirasahoo6262
    @satyapirasahoo6262 29 днів тому +5

    That tenant has paid 25 Lakh and occupant of the house. He has full right for objection. Forcefully entering to someone house is strictly prohibited and objectionable. Police must have called That tenant and the owner both to Police station and inquary about the situation. Typical situation and untowed situation. Both lady are aggresive and showing indicent behavior.

  • @ranjanmohanty2203
    @ranjanmohanty2203 Місяць тому +6

    Right action

  • @sasmitasahu6158
    @sasmitasahu6158 Місяць тому +1

    Good job sisters...

  • @IASaspairant
    @IASaspairant Місяць тому +72

    ଗୋଇଠା ମାଇଲେ ଲୁହା ଗ୍ରିଲ ଟା ଭାଙ୍ଗି ଯିବ 😅 ମାନେ film ସୁଟିଂ କରୁଛ ନା କଣ

    • @IASaspairant
      @IASaspairant Місяць тому

      @Mokatha-26 ମୋ ବାଳ gym Protein ଖିଆ body ଆମ ସାମ୍ନା କୁ ଡାକ ଥରେ , ବତା ଭଳି ଫାଡ଼ି ଦେବୁ 😡

    • @queenashiq_
      @queenashiq_ Місяць тому +10

      ମୋତେ b ଛାନିଆ ଲାଗିଲା, ଲୁହl ପୁଣି ଯେତିକି କବାଟ ଗେଟ ଠେଲି ଦେଉ ଦେଉ ଖୋଲି ଯାଉଛି କେବେ ଦେଖିନି film ରେ ହିଁ ଦେଖିଚି

    • @ghostrider9746
      @ghostrider9746 Місяць тому +2

      Bhangi gala bhai tala gote lagithila dekhilani ki.😅se luha gate bhangigala tara tala b😅au katha gate ta dui goitha re khatam

    • @chitrasenasamal1116
      @chitrasenasamal1116 Місяць тому

      Mard hai bhai ​@@ghostrider9746

    • @laxmidharrout8676
      @laxmidharrout8676 Місяць тому +1

      Zim Toka ra karamati

  • @sovapanda8480
    @sovapanda8480 28 днів тому

    Well done very good

  • @udayaketanbiswal4035
    @udayaketanbiswal4035 Місяць тому +3

    ପୋଲିସ୍ ର କାମ ତାହେଲେ କଣ ସେଠାରେ ଭଡାଟିଆ ଘର୍ ମାଲିକ୍ କୁ ଘରେ ପୁରାଇ ଦେଉନି ଦିନ ସାରା ହେଲେ ପୋଲିସ୍ ନୀରବଦ୍ରଷ୍ଟା

  • @dushmanthjani3574
    @dushmanthjani3574 Місяць тому

    Bhalo heichhi bhai ghore pasile 👍👍👍👍

  • @gourangaseth8025
    @gourangaseth8025 Місяць тому +7

    ଜାଣୀପାରୁନୀ କେଉ ଗ୍ରହର ଏଗୁଡାକ ଭିତ୍ରିଆ ରହସ୍ଯ ଳୁଚିରହିଛି ତଦାରଖ କରାଜାଉ ।

  • @animaparida700
    @animaparida700 29 днів тому

    Bhai nkara pura film style mada,,super bhai...hero pura .

  • @PramodBhai-hf4ke
    @PramodBhai-hf4ke Місяць тому +12

    ବୋପା ର ଘର ଭଳି ଚାବି ପକାଉଛି

  • @dibasininayak2413
    @dibasininayak2413 28 днів тому

    Se bhai nka power baap re 😳❤️‍🔥

  • @chikujena8422
    @chikujena8422 Місяць тому +6

    ଟୋକା ଟୋକା 🧡 👕 👕

  • @ramakantanayak0001
    @ramakantanayak0001 Місяць тому

    Great❤ bhai

  • @sujitkumarsamal5344
    @sujitkumarsamal5344 Місяць тому +5

    ମାନସ ମଙ୍ଗରାଜ ଲୋକ ସେ ଏତେ ଶୀଘ୍ର ଘର ଛାଡ଼ିବେନି, ମାନସ ମଙ୍ଗରାଜ ଆସିଲେ ଛାଡ଼ିବେ ଘର

    • @Abhi-panda
      @Abhi-panda Місяць тому +4

      Manas କାଖେଇ ବାହାର କରିବ

  • @narayannayak4149
    @narayannayak4149 11 днів тому

    Very good

  • @bimalsahu3805
    @bimalsahu3805 Місяць тому +6

    Power of pakhal bhat and roti dalema

  • @s.jiteshkumar8001
    @s.jiteshkumar8001 Місяць тому

    Beautiful action taken by house owner

  • @PRAVABATIPATRA-x7r
    @PRAVABATIPATRA-x7r 28 днів тому +4

    Very good.nice action salute for this body builder bhai

  • @sumanmaharana1921
    @sumanmaharana1921 26 днів тому

    Daya Hari gala Bhai tumathuu👏👏👏

  • @Rambhaktabibek1234
    @Rambhaktabibek1234 29 днів тому +4

    ପର ଘରେ ରହିକି, ବେଶୀ ଗପୁଛି, ଚୋର ଶଳା, ଜବରଦସ୍ତ ଘର ମାଡି ବସୁଛନ୍ତି

  • @soumyaranjanmaharana5450
    @soumyaranjanmaharana5450 23 дні тому

    Thik Heichi

  • @ActiveSankirtan
    @ActiveSankirtan Місяць тому +4

    ୨୫ ଲକ୍ଷ ଥିଲେ ପର ଘରକୁ ନିଜର ବୋଲି କହି ନ ଥାଆନ୍ତା।

  • @satyamsibammohanty1255
    @satyamsibammohanty1255 Місяць тому +12

    ଭଡାଟିଆ ର କେହି କିଛି କରିପାରିବେ ନାହିଁ, କହୁଛନ୍ତି ଯେ ସେମାନେ ମାନସ ମଙ୍ଗରାଜ ଲୋକ, ମାନସ ମଙ୍ଗରାଜ ପାଣ୍ଡିଆନ ଲୋକ, ପାଣ୍ଡିଆନ ଅମିତ ଶାହା ଲୋକ, ତେଣୁ ମୋହନ ମାଝି ବି କିଛି କରିପାରିବ ନାହିଁ !!! ଘର ମାଲିକ ଘର ହରାଇବା ନିଶ୍ଚିତ !!!

    • @manaspani7583
      @manaspani7583 Місяць тому

      😅😅😅😅😅

    • @neongamerz5918
      @neongamerz5918 Місяць тому +1

      😂😂😂😂😂😂😂😂😂😂

    • @Abhi-panda
      @Abhi-panda Місяць тому +4

      ଭାଈ ରେ ଘର owner ଟ୍ରମ୍ପ ଲୋକ, ଆମେରିକା ଆଟେକ୍ କରିବାକୁ ରେଡି ହେଉଛି

    • @debasmitaparida2072
      @debasmitaparida2072 Місяць тому +1

      ​@@Abhi-panda😂😂😂😂😂😂

    • @Abhi-panda
      @Abhi-panda Місяць тому

      @@debasmitaparida2072 ସତ କଥା ସେ trump ଙ୍କ ପାଖ ଲୋକ। ଆମେରିକା ଯେତେବେଳେ attack କରିବ ସେ ଘର ଭଡ଼ାଟିଆ, ଝାଟିଆ କିଳ। ନବ

  • @sibaprasadrout2269
    @sibaprasadrout2269 12 днів тому

    Thanku jalde garu bahara karantu

  • @sriprabhat
    @sriprabhat Місяць тому +5

    ନାଟ ର ଗୋବର୍ଦ୍ଧନ ମାମୁଁ

  • @rupaparhi1790
    @rupaparhi1790 24 дні тому

    Right action

  • @PrakashPasayat-z7h
    @PrakashPasayat-z7h Місяць тому +15

    70 ପରସେନ୍ ଘର ମାଲିକ ଖରାପ।

    • @TANAJIII
      @TANAJIII Місяць тому +5

      Tu kebe ghara kara janibu
      100/70 athi beiman
      Se hela vada tia

    • @SantoshGouda-h1o
      @SantoshGouda-h1o Місяць тому +4

      Tu ଶଳା ବି ଘର ଭଡା ରେ ରହିଛୁ ବୋଧେ

    • @PrasantPatro-yq8cl
      @PrasantPatro-yq8cl Місяць тому +1

      Tu janichu be

    • @sandhyatara1993
      @sandhyatara1993 Місяць тому +1

      ତମର ତାହେଲେ ଘର ନାହିଁ ଭୁବନେଶ୍ୱର ରେ... ସେଥିପାଇଁ ଏମିତି କମେଣ୍ଟ.. ଘର କର ଜାଣିବ.. କେତେ କଷ୍ଟ ରେ ଘର ଖଣ୍ଡେ ହୁଏ..

  • @rabikumar4046
    @rabikumar4046 Місяць тому

    Lioness😊
    Of brave father

  • @sudarshansingh7977
    @sudarshansingh7977 Місяць тому +5

    Right 👍

  • @AjayakumarMishra-m7d
    @AjayakumarMishra-m7d Місяць тому

    Very good bhai

  • @heritageofodishaculture
    @heritageofodishaculture Місяць тому +4

    ନିର୍ଲଜ ଭଡାଟିଆ

  • @SaritaBaliarsingh-w7n
    @SaritaBaliarsingh-w7n 27 днів тому

    Good decision by house owner

  • @PatitaBishoyi-ql4be
    @PatitaBishoyi-ql4be Місяць тому +13

    ଜଲଦି ଘର ଛାଡ

  • @ArunDasArunDas-i1e
    @ArunDasArunDas-i1e Місяць тому

    Good bhai Jhia pilanku jo katha rakhile dhaniyabad

  • @Bapujipro
    @Bapujipro Місяць тому +5

    Choro ମୁହଁ ବହୁତ tana 😂
    କବାଟ ଦେଈ ଲୁଚିବ ପୁଣୀ ଭଦ୍ରlମି କଥା କହିବ😂
    ଘର kabja କରିବl ଲକ୍ଷ୍ୟ ରେ ଥିଲା ଭଡ଼ା ଟିଆ

  • @sasmitarani3453
    @sasmitarani3453 Місяць тому +1

    Iron man 👏

  • @rabindrasahoo1394
    @rabindrasahoo1394 Місяць тому +17

    Bhubaneswar police ku dekhi daya laguchhi 😊shame

  • @sanjusamanta9952
    @sanjusamanta9952 Місяць тому +3

    ଏହିଭଳି ଗୋଟେ ବେଙ୍ଗାଳୁରୁ ରେ ହୋଇ ଥିଲା ପୋଲିସ୍ କେସ ହେଲା ପୁଣି କୋର୍ଟ ରେ ଯାଇ ଫେରି ପାଇଲେ

  • @manasbiswal6251
    @manasbiswal6251 Місяць тому

    Bhala heichi

  • @Beautymirror
    @Beautymirror Місяць тому +4

    Bab re ki power 😮......gym paisa uthigala

  • @ic-techworld7825
    @ic-techworld7825 Місяць тому

    Good job house owner 👏

  • @mssonucreation1356
    @mssonucreation1356 Місяць тому +4

    ଟୋକାକୁ ମାନିବାକୁ ପଡିବ ବିପଦ ସମୟରେ ସାହାର୍ଯ୍ୟ କରିଥିବାରୁ

  • @successtech_world
    @successtech_world Місяць тому +2

    ଘର ଭଡ଼ା ଦେବା ବା ନେବା ଆଇନ ସମ୍ମତ ରୂପେ ଏଗ୍ରିମେଣ୍ଟ କରିବା ଅତ୍ୟନ୍ତ ଜରୁରୀ ଅଟେ। ନଚେତ୍ ଏପରି ବିଶୃଙ୍ଖଳା ଉପୁଜିବା ସମ୍ଭାବନା ରହିଛି। ଏଠାରେ ଉଭୟ ପକ୍ଷର ଭୁଲ୍ ରହିଛି। କିନ୍ତୁ ଘର ଭଡ଼ା ନେଇ ଥିବା ବ୍ୟକ୍ତି ଜଣକ ତାଙ୍କ ବ୍ୟବହାରରୁ ଜାଲିଆତି କରୁଥିବା ପ୍ରମାଣିତ ହେଉଛି।କାରଣ ପୋଲିସର ଉପସ୍ଥିତି ସତ୍ତ୍ୱେ ଘର ଭିତରେ ରହି ଗେଟ୍ ତାଲା ପକାଇ ନ ଖୋଲିବା ଏକ ବିଶୃଙ୍ଖଳିତ ଆଚରଣ ଅଟେ।

  • @MrsNibeditaMohanty
    @MrsNibeditaMohanty Місяць тому +17

    Orenge shirt wala ku puspa 3 re roll miliba darkar 😉😉

  • @bijayanandavlog
    @bijayanandavlog 28 днів тому

    I supported to house owner

  • @mypoems-wy9qb
    @mypoems-wy9qb Місяць тому +8

    Hmmm ମଣିଷ ଠୁଁ ଦୁର୍ବଳ ଏଇ ଲୁହା ଆଉ କାଠ ର କବାଟ। ଭଦ୍ର ବ୍ୟକ୍ତି ଜଣକ ଲାତ ମାରି କବାଟ ଟି ଖୋଲି ଦେଇ ପାରିଲେ।ସତରେ ବି ଏପରି ଖୋଲି ହୁଏ ଭାବି ନ ଥିଲି।cid ରେ ଦୟା ଏମିତି କବାଟ ଖୋଲିବା ଦେଖିଥିଲି।

  • @chhabighosh2225
    @chhabighosh2225 27 днів тому +1

    CID Daya ଭଳି ଗେଟ୍ ଭାଙ୍ଗିଲେ ❤❤❤

  • @ninabaral1246
    @ninabaral1246 Місяць тому +3

    Exactly same situation we faced, when we asked our tenant to vacate the house. Felt like a punishment for renting the house . The tenant was my husband ‘s school friend . We trusted him like a family member but no he was totally fake. His wife was worst than anything. Please don’t rent ur house to anyone without police verification & proper legal contract or agreement.

    • @ramaniroutray2262
      @ramaniroutray2262 Місяць тому

      Correct

    • @satyajitpattanaik6615
      @satyajitpattanaik6615 22 дні тому

      Achha , mun gote ghare rahu thili.....contract heithila 2 years ra.....but gote dina deha bhal nathila boli soi padithili.....Malika kabat badeila.....2 hour pare puni badeila au then message karila ghara chadantu.....kie bhul??? Tama pila bahare chakiri karile rahibe kemiti ???

    • @satyajitpattanaik6615
      @satyajitpattanaik6615 22 дні тому

      Aei case re bhadatiya bhul hei Thai paranti.......ta mane nuha samaste bhul......niyama achi 1 month notice deba katha.....nahele ubhaya pakhya case kariparibe.....

  • @manoranjannayak2864
    @manoranjannayak2864 29 днів тому +1

    Super bayta vada nadaye firane jotaray mara

  • @soumyaprasannasamantaray5430
    @soumyaprasannasamantaray5430 Місяць тому +7

    ଯିଏ ଯାହା କହୁଛ କୁହ କିନ୍ତୁ ଜିମ ଟୋକା ଭାଈ ଆମର ନା ରଖିଦେଲେ ଆଉ ସେ ମାଇକିନିଆ ଡାକ ତା କଥା ବୁଝିବା

  • @GitanjaliPradhan-g8d
    @GitanjaliPradhan-g8d Місяць тому

    Good job house owner