BJD Leader VK Pandian Targets BJP & PM Modi, Question On Making Odisha Number One State

Поділитися
Вставка
  • Опубліковано 20 вер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #Odisha #VKPandian #BJD

КОМЕНТАРІ • 438

  • @sumankumarsahu-dw6sf
    @sumankumarsahu-dw6sf 4 місяці тому +35

    ଆପଣ ପ୍ରଥମେ ଓଡ଼ିଶା ରୁ ବହାରନ୍ତୁ
    ଆମ ଓଡ଼ିଶା କଥା ଓଡ଼ିଆ ଲୋକ ବୁଝିବେ

    • @satyaprakashbehera268
      @satyaprakashbehera268 4 місяці тому +2

      Aaga Tama bhali loka aaga baharantu ta pare desa aape aape thik he a

    • @sahibadim7742
      @sahibadim7742 4 місяці тому

      ​@@satyaprakashbehera268tame tike tamilnadu pandian sahita jao 😂

  • @ajay_mistry
    @ajay_mistry 4 місяці тому +49

    Sir ଓଡିଶା ଯଦି ନମ୍ୱର 1 ତାହେଲେ ଗୁଜୁରାଟ କୁ ଓଡ଼ିଶା ପିଲା କାହିଁକି ଦାଦନ ଖଟିବାକୁ ଯାଉଛନ୍ତି

    • @kalyanijal1631
      @kalyanijal1631 4 місяці тому +2

      Correct

    • @EstherRani-x2x
      @EstherRani-x2x 4 місяці тому +2

      Odisha People Unskilled Brother.

    • @kalpatarurout3073
      @kalpatarurout3073 4 місяці тому

      Semane randi gehebaku jauchhanti

    • @manoranjandasmdas5050
      @manoranjandasmdas5050 4 місяці тому

      ar bhai jabe asu dhana jebaku padeba

    • @Jswain-en4sr
      @Jswain-en4sr 4 місяці тому +1

      Ghara pakhe dadana khatibaku laja laguchi. Bahare kie chinchiba.
      Bhai karma koidhi sabu jauchanti futani maribaku. Ethi dahibara aludam bepara kari bara piaji biki Aram se chaluchanti loka. Jaha dadana khatiba thu bhala.

  • @budupradhan
    @budupradhan 4 місяці тому +19

    ଗୁଜୁରାଟ କୁ ଦ୍ୱିତୀୟ ଓଡ଼ିଶା କହୁଛନ୍ତି କଣ ପାଇଁ ଆପଣ ଜାଣିନାହାନ୍ତି। ଓଡ଼ିଶାର ଲୋକମାନେ ଗୁଜୁରାଟ ଯାଉଛନ୍ତି ଦାଦନ ଖଟିବପାଇଁ ଗୁଜରାଟର ଲୋକମାନେ ଓଡ଼ିଶା କୁ ଆସୁନାହାନ୍ତି ଦାଦନ ପାଇଁ। ଆଉ ଓଡ଼ିଶାର ଲୋକଙ୍କୁ ଵୋକ ବନାନ୍ତୁ ନାହିଁ। ଓଡ଼ିଶାର ଲୋକ ମାନେ ତୁମର ଅସଲ ଚେହେରା ଜନିଗଲେନି।
    ଜୟ ଜଗନ୍ନାଥ 🙏🙏🙏

    • @pratiklenka4005
      @pratiklenka4005 4 місяці тому

      N

    • @satyaprakashbehera268
      @satyaprakashbehera268 4 місяці тому

      Brother check your facts then speak emti koi jaga nai jouthi odia loka nahanti ki jaunahanti...jou Mane khati Baku jauchanti tanka muha re muthaye chaula kiye dauchi tanka chua pila nka deha khrap hele kiye thik karuchi magena chaula thu nei deha khrap pajanta sabu bujhiba nabin pila peta re rahuthiba bela thu nei padhiba pajnata Paisa dauchi au tame Mane kahucha emti laja lagiba katha

    • @Official_B.kanhar7289
      @Official_B.kanhar7289 2 місяці тому

      BJD jogi hi..amiti hoichhi

  • @Akhil-158
    @Akhil-158 4 місяці тому

    ଜନତାଙ୍କ ପାଇଁ ଯାହାଙ୍କ ଜୀବନ ଉତ୍ସର୍ଗୀକୃତ । ଜନକଲ୍ୟାଣ ପାଇଁ ସେବାରେ ଯିଏ ସମର୍ପିତ... ସିଏ ହିଁ ଜନନେତା, ଜନନାୟକ ।

  • @Sanatana534
    @Sanatana534 4 місяці тому +3

    Odisha ru apana baharile ama odisha 1 number heba😂

  • @SuchismitaRout-
    @SuchismitaRout- 4 місяці тому +14

    ନା କେବେ ଥକିଛନ୍ତି, ନା କେବେ ଅଟକିଛନ୍ତି। ନୂଆ ଓଡ଼ିଶା ନିର୍ମାଣର କାରିଗର ସାଜି ଦିନରାତି ଓଡିଶାବାସୀଙ୍କ ସେବାରେ ନିଜ ଜୀବନକୁ ସମର୍ପି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

    • @SouravDas-dd5my
      @SouravDas-dd5my 4 місяці тому

      କଦଳୀ ଓପାଡିଛନ୍ତି ନା 😂 ଶଳା ହାରାମି ପାଣ୍ଡିଆନ ତୁ, ନବୀନା କୁ ଧରି ତାମିଲନାଡୁ ପଳା😊

    • @rudraprasadpani9907
      @rudraprasadpani9907 4 місяці тому +1

      ​@@SouravDas-dd5my Emiti jadi Sundar Pichai (Google CEO) ku kuhajiba tu jane Indian America ra company kai chalauchu. India pala kahile kemitia lagiba?

    • @Sambalpur955
      @Sambalpur955 4 місяці тому

      ଖାଲି ମଦ ଟିକେ ପିଇକି ମାତାଲ ହୁଅନ୍ତି

  • @RajaPanda-k3k
    @RajaPanda-k3k 4 місяці тому +21

    ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।

    • @neetquestionpractice
      @neetquestionpractice 4 місяці тому

      ଭାଇ ଶିକ୍ଷା କ୍ଷେତ୍ର ରେ ଓଡ଼ିଶା କେତେ ନମ୍ବର ଅଛି ଜାଣିଛନ୍ତି ତ ପୁରା number 1 re ନୁହଁ

  • @PujaKumari-xe6kc
    @PujaKumari-xe6kc 4 місяці тому +15

    ନବୀନ ବାବୁ ! ଆପଣ, ମାଟିର ମହାନାୟକ... ଆମ ଓଡିଶାର ସ୍ୱାଭିମାନ ଓ ଅଭିମାନର ପ୍ରତୀକ ।

  • @RajaPanda-k3k
    @RajaPanda-k3k 4 місяці тому +40

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

    • @deviprasadsahoo9521
      @deviprasadsahoo9521 4 місяці тому +1

      Kie

    • @MilanBehera-j3l
      @MilanBehera-j3l 4 місяці тому

      Nabini

    • @BHBH-vj2qd
      @BHBH-vj2qd 4 місяці тому

      Joke of the millennium.😂😂😂.

    • @shaiili6204m
      @shaiili6204m 4 місяці тому

      Only Naveen babu ❤ and BJD for peace and development of Odisha

    • @shaiili6204m
      @shaiili6204m 4 місяці тому

      Only Naveen babu ❤ and BJD for peace and development of Odisha

  • @artistfakirmohan9670
    @artistfakirmohan9670 4 місяці тому +4

    ଖଜୁରୀ ଗଛ ର କି ଗୁଣ ଗାଇବି ମୂଳ ରୁ ପାହାଚ ପାହାଚ,,,,
    1- ନାରୀ ପ୍ରତି ଦୁଷ୍କର୍ମ ହେଲେ ନିଜ ସିଂହାସନ ଏବଂ ମନ୍ତ୍ରୀ ମଣ୍ଡଳ ର ସଦସ୍ୟ ଙ୍କୁ ବଞ୍ଚାଇ ବାକୁ ଯାଇ ଆଖି ବନ୍ଦ କରି ଦିଏ ନବିନ,
    2- ଧୃତରାଷ୍ଟ୍ର ଭଳି ଗୋଟିଏ ଲୋକର କଥା କୁ ଶୁଣି ଶାସନ କରେ ନବିନ ,
    3- ପରି ମା ର ଲୋହ ତୋ ଉପରେ ପଡ଼ିବ ନବିନ
    4- ଦ୍ରୌପଦୀ ବସ୍ତ୍ର ହରଣ ହେଲା କିନ୍ତୁ ସବୁଠୁ ଦୋଷୀ ହେଲା ଧୃତରାଷ୍ଟ୍ର, କାରଣ ସେ ରାଜା ଥିଲା, ରାଜ୍ଯ ସମସ୍ୟା ପାଇଁ ତୁ ଦାୟୀ ହେବୁ ନବିନ,
    5- ତୁ ଯାହା କୁ ସାଥୀ କରୁଛୁ ତ ପାପ କର୍ମ ରେ ଭାଗି ହେବନି pandyan ଏ କଥା ଜାଣିଥା ନବିନ,
    6- ACF ସୌମ୍ୟରଞ୍ଜନ ର ବାପା ଙ୍କ ଅଭିଶାପ ପଡ଼ିବ ତୋ ଉପରେ ନବିନ,
    7- ଦାଦନ ଶ୍ରମିକ ମୃତ୍ୟୁ ର କାରଣ ହେଉଛି ନବିନ,
    8- ପରି, ପିହୂ, କୁନ୍ଦୁଲି, ମମିତା, ନାରି ମାନଙ୍କ ପ୍ରତି ଯେଉଁ ଅନ୍ୟାୟ ଏହାର କାରଣ ନବିନ,
    9- ଦୋଷୀ ମାନଙ୍କୁ ଘଣ୍ଟ ଘୋଡେ଼ଇ ରଖିବାରେ ମାହିର ନବିନ
    10- ଗରିବ କୁ 1ଟଙ୍କା ଚାଉଳ ଦେଇ ଲୁହା ଖଣି ରୁ ହାଜାର,ହଜାର କୋଟି ଚୋରି କରିବାରେ no 1 ତୁ ନବିନ
    11- ଓଃ,, ହୋ,,, ଆଉ କେତେ ତୁମ ଗୁଣ ଗାଇବୀ ଯେତେ ଗାଇଲେ ବି ସରୁନି ଜମା,,,😂😂😂

  • @LataNani833
    @LataNani833 4 місяці тому +33

    ତାଙ୍କ ଉଦ୍ୟମ ପାଇଁ ଓଡିଶା ଆଜି ବିଶ୍ୱବିଦିତ, ସାରା ଦେଶରେ ଶ୍ରେଷ୍ଠ । ଓଡିଶା ଆଜି ଅଭାବୀରୁ ପ୍ରଭାବୀର ପରିଚୟ ପାଇଛି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଦମ୍ୟ ଉଦ୍ୟମ ପାଇଁ... ତେଣୁ ତ ତାଙ୍କ ମଥା ଉପରେ ଆଶିର୍ବାଦ ଅଜାଡି ଦେଉଛନ୍ତି

    • @tapankumarswain9746
      @tapankumarswain9746 4 місяці тому +3

      Pandu hatao nahale number dekhei pandu odisha ku biki khaiba😢😢😢

    • @odiastatus79
      @odiastatus79 4 місяці тому

      ​@@tapankumarswain9746 noo tame kai semiti bhabu chha ama hata re sabu achhi ame jadi chanhiba tanku uthei pariba 😢 🥲

    • @rudraprasadpani9907
      @rudraprasadpani9907 4 місяці тому +2

      ​@@tapankumarswain9746Samaste sina BJD ku tadi debaku basichnti kintu BJD 25 years re jou Odisha ku transformation karichi seta prasansa jogya. Loke bodhe bhulijauchanti 1999 super cyclone re Odisha ra stiti Bihar, North Eastern states thu bi bohut bigidi jaithila. Kintu ebe Odisha jou transform karichi seta au kau sarkaar thile setiki kari parinathanta.

    • @rudraprasadpani9907
      @rudraprasadpani9907 4 місяці тому +3

      ​@@tapankumarswain9746 Pandyan ta khaichi ki nahi jana nahi kintu BJP asile ama Odisha ku nischay khaijiba.

    • @meinhunnaa8277
      @meinhunnaa8277 4 місяці тому +1

      Paribartan nihati darkar

  • @PulakitDhal
    @PulakitDhal 4 місяці тому +24

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @PoojaYadav-kg8xc
    @PoojaYadav-kg8xc 4 місяці тому +36

    ସେ ବିକାଶର ବିନ୍ଧାଣୀ, ନୂଆ ଓଡିଶାର ନିର୍ମାତା । ତାଙ୍କ ପାଇଁ ସମୃଦ୍ଧିର ଶିଖର ଛୁଇଁଲାଣି ଓଡିଶା, ଭାରି ଖୁସି ଉତ୍କଳର ଜନତା...

    • @goodfoodgoodhelth1783
      @goodfoodgoodhelth1783 4 місяці тому +2

      Naveena gala kuaade e kn bjd mla na mp e pandu question karibaku kie

    • @sahibadim7742
      @sahibadim7742 4 місяці тому

      Bala school re pachhe teacher nathantu

  • @rajendradalei8483
    @rajendradalei8483 4 місяці тому +1

    Very good analysis. Dharama should inform this to Modi.

  • @bikramroutaray935
    @bikramroutaray935 4 місяці тому +8

    ନବୀନ କୁଆଡେ ଗଲେ ତାଙ୍କ ନାଁରେ ଭୋଟ ନେଇକି ଭାବିଛୁ ତୁ ଶାସନ କରିବୁ... ଆଉ ସେ ଯୁଗ ନାହିଁ???

    • @pitambardhalns3503
      @pitambardhalns3503 4 місяці тому

      Pandu sason koribo ki nahin saita to poro. Kothha. Apon kahaku support koribe Bhai ?

    • @meinhunnaa8277
      @meinhunnaa8277 4 місяці тому

      Eta hin plan achhe jay shree ram

  • @JitendraKumarNayak-ov2gl
    @JitendraKumarNayak-ov2gl Місяць тому

    ମୁଁ ତମ ପଛରେ ଅଛି sir❤ I love ନବୀନ ବାବୁ ❤

  • @SuniSethi88
    @SuniSethi88 4 місяці тому

    ଲୋକସେବା କରି ଆଜି ସେ ଲୋକପ୍ରିୟ। ଜନତା ତାଙ୍କ ଜୀବନ। ଲୋକଙ୍କ ସେବା ପାଇଁ ସବୁବେଳେ, ସବୁ ସମୟରେ ସଜାଗ ନବୀନ ସରକାର...

  • @PMKumar_classes
    @PMKumar_classes 4 місяці тому +2

    1 ଦାଦନ ରେ no 1 Odisha
    2 no industry re ni 1 Odisha
    3 regular post ଘୋଷଣା କରି elementary re contractual post ବାହାର୍ କରିବା ରେ no 1 odisha
    4 elementary school ର ମୂଳଦୁଆ strong ନ କରି High school re ରଙ୍ଗ ମାରି ଦେଲେ results ଭଲ ହବନି
    5 ବେକାରୀ ରେ ଓଡ଼ିଶା no 1
    6 ଜାଲିଆତି ନିଯୁକ୍ତି ରେ ଓଡ଼ିଶା no 1
    7 farmers ଙ୍କ ପାଇଁ cold storage ନାହିଁ
    8 ସବୁ construction କାମ ତାମିଲ owner ku ଦେଇ ପିସି ନବl ରେ no 1
    mo question ans ଦିଅ ବିଜେଡି ବାଲା କିଏ କୋଉଠି ଅଛ ରେ
    ଠିକ୍ ସେ ans dele mu sure vote debi BJD ku
    ନହେଲେ ଦେବିନି 😂😂

  • @manasroy5693
    @manasroy5693 4 місяці тому +4

    ଓଡିଶା ର କେତେ ଲୋକ ସୁରତ ରେ ଦାଦନ ଖଟୁଛନିଂ…..
    ପୁରୁଣା ବିଦ୍ଯାଳୟ କୁ ଚୂନ କରି କେତେ ପିସି ଖାଇଛ.

  • @balaramkhuntia1550
    @balaramkhuntia1550 4 місяці тому +5

    ଥରେ ଭାବନ୍ତୁ, ବ୍ଲାକ ବୋର୍ଡ ଥିଲା - ପାଠ ପଢା ଥିଲା,ଏବେ ଡିଜିଟାଲ ବୋର୍ଡ ରେ ପାଠ ପଢା ନାହିଁ,ଖାଲି ସ୍କୁଲ ର ରୁପନ୍ତରି କରଣ କଲେ ହବନି, ଶିକ୍ଷକ ମାନଙ୍କୁ ରୁପନ୍ତରିକରଣ,କରାଯାଉ।

    • @rudraprasadpani9907
      @rudraprasadpani9907 4 місяці тому +1

      Kie kahila digital board re patha padha nahi. Jou sabu private scl, college, nami, dami educational institutions black board chadi white board o' digital board use karuchnti semane kana murkha? Tame kebe digital board re basi Patha padhicha je janiba tara mulya.

    • @rudraprasadpani9907
      @rudraprasadpani9907 4 місяці тому

      Jadi scl re digital board achi sehi school re sikhyaka na rahile bi chali jiba.

    • @sahibadim7742
      @sahibadim7742 4 місяці тому

      ​@@rudraprasadpani9907hn tahale teacher post kati dio

    • @sahibadim7742
      @sahibadim7742 4 місяці тому

      ​@@rudraprasadpani9907munda kama karuni

    • @sahibadim7742
      @sahibadim7742 4 місяці тому

      ​@@rudraprasadpani9907tahale school jiba kichhi darkar nahi ghare you tube achhi patha padh bala gapa gapila

  • @GuruMajhi-
    @GuruMajhi- 4 місяці тому +18

    କଥା ନୁହେଁ କାମରେ ବିଶ୍ବାସ କରୁଥିବା ବଳିଷ୍ଠ ବ୍ୟକ୍ତିତ୍ୱ। ଉନ୍ନତି ପାଇଁ ତାଙ୍କ ଭିତରେ ଉଦ୍ୟମର ଅସୀମ ଉର୍ଜା... ନୂଆ ଓଡ଼ିଶା ନିର୍ମାଣ, ଲୋକସେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କେବେ ସ୍ପର୍ଶ କରିପାରେ

  • @niranjanpalnsp509
    @niranjanpalnsp509 4 місяці тому +1

    Naveen Pattnaik best cm in world

  • @PujaKumari-xe6kc
    @PujaKumari-xe6kc 4 місяці тому +11

    ଉନ୍ନତିର ଆଶାଟିଏ, ବିଶ୍ୱାସର ଘର... ଭରସାର ନେତାଟିଏ, ସଭିଙ୍କ ନିଜର... ନବୀନ ! ପ୍ରତିଟି ଓଡିଆଙ୍କ ସାହସ, ଶକ୍ତି ଓ ଉନ୍ନତିର ଉର୍ଜା ।

  • @amitpatro4508
    @amitpatro4508 4 місяці тому +8

    ଓଡ଼ିଶା ଲୋକ 25 ବର୍ଷ ତମକୁ ଭରସା କଲାପରେ ମଧ୍ୟ -
    BJD ବାଲାଙ୍କ ଓଡ଼ିଶା କୁ ଖାଇବା କମ୍ ହେଲା କି ?
    ଓଡ଼ିଆ ଲୋକ ଙ୍କ ଦାଦନ ଯିବା କମ ହେଲା କି ?
    ପୁରୀ ର ରତ୍ନ ଭଣ୍ଡାର ଖୋଲିଲା କି ?
    BJD ର ମନ୍ତ୍ରୀ ର ହତ୍ୟା ର ହତ୍ୟାକାରୀ କୁ ଜେଲ୍ ହେଲା କି ?
    ଚିଟଫଣ୍ଡ ପଇସା ମିଳିଲା କି ?
    1 ଲକ୍ଷ ରୁ ଅଧିକ ସରକାରୀ ପଦବୀ ଖାଲି ପଡ଼ିଥିବା ପୂରଣ ହେଲା କି ?
    Contractual ଚାକିରି କୁ ରେଗୁଲାର କରାଗଲା କି ?
    ସ୍କୁଲରେ ଶିକ୍ଷକ ର ଅଭାବ ପୂରଣ ହେଲା କି ?
    ଚାଷଜମି କୁ ଜଳ ସେଚନ କରିପାରିଲ କି ?
    ଚାଷୀ ପାଇଁ ଶୀତଳଭଣ୍ଡାର ର ଅଭାବ ପୂରଣ କରିପାରିଲ କି ?
    ଗାଁ ମାନଙ୍କ ରେ ଥିବା ନଦୀ ଗୁଡ଼ିକ ଉପରେ ପୋଲ ତିଆରି କରିପାରିଲ କି ?
    ଏ ସବୁ ର ଉତ୍ତର କିଏ ଦେବ Mr. Pandian

    • @dhanujena1655
      @dhanujena1655 4 місяці тому

      Haa thik katha 🙋👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏

  • @rudraprasadpani9907
    @rudraprasadpani9907 4 місяці тому +2

    Samaste sina BJD ku tadi debaku basichnti kintu BJD 25 years re jou Odisha ku transformation karichi seta prasansa jogya. Loke bodhe bhulijauchanti 1999 super cyclone re Odisha ra stiti Bihar, North Eastern states thu bi bohut bigidi jaithila. Kintu ebe Odisha jou transform karichi seta au kau sarkaar thile setiki kari parinathanta.

  • @BDas-ev9dl
    @BDas-ev9dl 4 місяці тому +7

    ମାଷ୍ଟର ଆମ ସ୍କୁଲ ରେ ଅଛନ୍ତି ତ। ଆମ ଘୋଡ଼ାଂଶ ବାସୁଦେବ ହାଇସ୍କୁଲ ରେ ୪ ବର୍ଷ ହେବ ସସଂକୃତ ଗୁରୁଜୀ ବା ଗୁରୁମା ନାହାନ୍ତି କିନ୍ତୁ ରଙ୍ଗ ବୋଳି ଦେଇ ୧ ନୁମ୍ବର

  • @uniquemasterbiswajit4118
    @uniquemasterbiswajit4118 4 місяці тому

    ଏବେ ଏ ବାବୁଙ୍କର ଉତ୍ତର ବା ଜବାବ କେନ୍ଦ୍ରୀୟ ବିଜେପି ଓ ଓଡିଶା ବିଜେପି ଵାଲା ବୁଝିପାରୁଥିବେ. BJP ଵାଲା ଖାଲି ଫୁଟାଣି ମାରି ଚାଲନ୍ତି.

  • @PoojaYadav-kg8xc
    @PoojaYadav-kg8xc 4 місяці тому +11

    ସାଢେ ୪ କୋଟି ଓଡିଆଙ୍କ ଆଶା, ବିଶ୍ୱାସ, ଭରସାର ଡାକ ନବୀନ । ପ୍ରତି ପରିବାରର ପୁଅ ନବୀନ । ପୂରା ଓଡିଶାବାସୀଙ୍କୁ ନିଜ ପରିବାର ଭାବୁଥିବା ମୁଖ୍ୟମନ୍ତ୍ରୀ ସେମାନଙ୍କ ସେବା, ଯତ୍ନ ଓ ସୁରକ୍ଷା ପାଇଁ ସର୍ବଦା ସଜାଗ ।

  • @JitendraKumarNayak-ov2gl
    @JitendraKumarNayak-ov2gl Місяць тому

    କାମ ହେଇଚି sir❤

  • @srikantsahoo3504
    @srikantsahoo3504 3 місяці тому +1

    ଏବେ କୁଆଡେ ଗଲା ପାଣ୍ଡୁ😂😂😂ସନ୍ୟାସୀ ନେବ କି ନାହିଁ😂😂😂😂

  • @sree7306
    @sree7306 4 місяці тому +1

    Election ସରିଲା ପରେ ତୋର ଅବସ୍ଥା କଣ ହେଉଛି । କଥା ରହିଲା cm ହେବା ର ଆଶା ଦେଖେ ରେ ପୁଅ ତୋ ଘଣ୍ଟି ଟା ବାଜିବ

  • @prafullachandrasahoo9688
    @prafullachandrasahoo9688 4 місяці тому

    ନିଜେ ଆଗ ଆଇନାରେ ନିଜ ମୁହଁ ଦେଖ ପରେ ମୋଦିଙ୍କୁ ଆଇନା ଦେଖାଇବେ.

  • @bikramroutaray935
    @bikramroutaray935 4 місяці тому +5

    ଓଡ଼ିଆ ଲୋକ ଗୁଜୁରାଟ ଯାଉଛନ୍ତି କାମ କରିବାକୁ କାରଣ ଗୁଜୁରାଟ ରେ ଶିଳ୍ପ ଅଛି. ଓଡିଶା ରେ କେତେ ଶିଳ୍ପ କରିଛ 25 ବର୍ଷ ରେ

    • @lipunkumardas727
      @lipunkumardas727 4 місяці тому +1

      Aita Pandu kahibani

    • @rudraprasadpani9907
      @rudraprasadpani9907 4 місяці тому

      Bhai Gujarat, Surat, Calcutta, Bombay British Kala ru samrudha. Tame jadi tanku Odisha sange compare kariba tahele tame murkha.

    • @globalgkbyspmohanty7248
      @globalgkbyspmohanty7248 4 місяці тому

      Tu gote murkha gujurat devloped karichi 25 year helani ethi bala gite industry a nanhi​@@rudraprasadpani9907

  • @niranjandas1941
    @niranjandas1941 4 місяці тому +1

    Yes sir Gujarati people working labourer in our village. We pay them .

  • @adityaswain6170
    @adityaswain6170 4 місяці тому +6

    ବାଳ ଯିଏ ଲୋକଙ୍କ ସେବା କରିବ ସେ ତା ରାଜ୍ୟ ରେ ନ କରି ଓଡିଶା ରେ କାହିଁକି କରୁଛି... ତାମିଲ ଲୋକେ ପିଟିବେ ବୋଲି ଏଠି ପଡିଛି ନହେଲେ ନିଜ ମାଟି ମା କୁ ଯିଏ ନ ପଚାରୁଛି ସେ ଓଡିଶା କୁ କଣ ପଚାରିବ... ଶଳା ଘରଜଇଂ ଆ ବେଲଜିଆ

  • @raznsamantaray4833
    @raznsamantaray4833 4 місяці тому

    ଆରେ ମୂର୍ଖ ଗୁଜୁରାଟ କୁ ଯାଉଛନ୍ତି ସବୁ ଓଡ଼ିଆ କାମ କରିବାକୁ.

  • @JitendraKumarNayak-ov2gl
    @JitendraKumarNayak-ov2gl Місяць тому

    Please came Odisha sir ❤

  • @PrakashBehera-xf6pd
    @PrakashBehera-xf6pd 4 місяці тому

    Very good

  • @କଳ୍କୀ
    @କଳ୍କୀ 4 місяці тому

    ଗୁଜୁରାଟୀ ବେପାରୀ ଦେଶକୁ ଖାଇ ଗଲା
    ଭାରତର ଧନୀ ବ୍ୟକ୍ତିଙ୍କ ସ୍ଥାନରେ ଆଦାନୀ ୭୫ ନମ୍ବର୍ ଥିଲା, ମୋଦୀ କଣ ସରକାରୀ ସଂସ୍ଥାକୁ ଆଦାନୀ କୁ ଦେଇ ଆଜିର ଦିନରେ ଆଦାନୀ ବିଶ୍ଵ ରେ ୩ ନମ୍ବର୍ କେମିତି ହେଲା।
    ଆଦାନୀ ଅମ୍ବାନୀ ଋଣ ଛାଡ଼ କରିଲ ମୋଦୀ
    ଗରିବ ଖଟିଖିଆ ମୂଲିଆ ଆଦିବାସୀ ମାନଙ୍କ ଋଣ ଛାଡ଼ କରି ପାରିଲ ନାହିଁ, ବଡ଼ ବଡ଼ ଗପ କହୁଛ ମୋଦୀ

  • @rameshmaharana2372
    @rameshmaharana2372 4 місяці тому +6

    ଗାଲୁଆ, ଓଡ଼ିଆ ଲୁଟେରା

  • @chandankumarjena9286
    @chandankumarjena9286 4 місяці тому

    ପାଣ୍ଡିଆନ ମୋଦୀଙ୍କୁ ଆଇନା ଦେଖାଇବେ...ଏହା ଠାରୁ ହାସ୍ବାସ୍ପଦ କଣ ହୋଇପାରେ??? 😄😄😄

  • @fakirkhuntia6145
    @fakirkhuntia6145 4 місяці тому

    Thanks good analysis jay bjd

  • @KailashChoudhury-r4z
    @KailashChoudhury-r4z 4 місяці тому

    ଗୋଜୁରାଟ ରୁ ଓଡ଼ିଶା ଆସୁ ନାହାନ୍ତି କାମ କରିବାକୁ ଲୋକ

    • @zanil993
      @zanil993 4 місяці тому

      Gujarat ku dhani Modi karini British period ru Gujarat dhani heichi Gandhi nka rajya Gujarat Modi Gujarat paine kichhi karini history padha janiba Maharashtra aau Gujarat kemiti dhani heichi

  • @bijayfoododisa3251
    @bijayfoododisa3251 4 місяці тому +6

    ଓଡିଶା କାହିଁକି ପଛରେ ଅଛି

  • @pkrkiduniya6128
    @pkrkiduniya6128 4 місяці тому +1

    Puni thare nabin sarkar🎉

  • @DiptiMohapatra-e8m
    @DiptiMohapatra-e8m 4 місяці тому

    Pandian sir is excellent..

  • @jullysamal6626
    @jullysamal6626 4 місяці тому +1

    ବଢିଆ vk thanks

  • @sandhatoka3091
    @sandhatoka3091 4 місяці тому

    Kanak news ra chtukarita kintu 1no

  • @SHIBANSH265
    @SHIBANSH265 3 місяці тому

    VK PANDIAN SIR IS A VERY GOOD PERSON

  • @sontashkumarmahapatra9588
    @sontashkumarmahapatra9588 4 місяці тому

    ରୂପାନ୍ତର ନାଁ ରେ ପାଣ୍ଡିଆ କୁ ଭଲ %ମିଳିବ,
    ଟଙ୍କା ନେଇକି ଯାଇ ପାରିବୁ ନି ତାମିଲ ନାଡୁ
    3=ସ୍କୁଲ ଅଛି master ନାହିଁ
    4=ମେଡିକାଲ ଅଛି ଡାକ୍ତର ନାହିଁ
    5=ମେଡିକାଲ ଘର ଅଛି ଉର୍ନ୍ନତମାନର ପରୀକ୍ଷା ଯନ୍ତ୍ର ନାହିଁ

  • @JitendraKumarNayak-ov2gl
    @JitendraKumarNayak-ov2gl Місяць тому

    Good ISA officer ❤

  • @parthasarathidas912
    @parthasarathidas912 4 місяці тому

    ସାର୍ ଟିକେ ନବୀନ ବିନା କାଗଜ ଲେଖା ରେ କେତେଟା ଜିଲ୍ଲା ନାମ କହିପାରିବେ, ଏହି ବିଷୟ ରେ ଟିକେ କୁହ ତା ସହିତ ରତ୍ନ ଭଣ୍ଡାର ଚାବି ବିଷୟରେ।

  • @himansubehera4376
    @himansubehera4376 4 місяці тому

    Pandian sir good odiya speech

  • @saniray884
    @saniray884 4 місяці тому +11

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନ୍ତନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

  • @jayantboitei670
    @jayantboitei670 2 місяці тому

    I love you sir, where are you...we are Miss you sir

  • @ajjtak3811
    @ajjtak3811 4 місяці тому

    Yes

  • @pratapchandra1874
    @pratapchandra1874 4 місяці тому +1

    Odisha wants change Govt .
    Chief minister not capable

  • @krupasindhujena1934
    @krupasindhujena1934 4 місяці тому

    What about employment and food inflation and so on

  • @tilucreations
    @tilucreations 4 місяці тому

    ଏକ ବିରାଟ ଷଡଯନ୍ତ୍ର ଚାଲିଛି , ଓଡିଶା ଲୋକମାନେ ବୁଝିବାକୁ ଚେଷ୍ଟା କର , ଏଠି କେହି ଗାନ୍ଧୀ ଗୋପନ୍ଧୁ ନାହାନ୍ତି , କେବଳ ନିଜର ସ୍ୱାର୍ଥ ପାଇଁ ନିରୀହ ଓଡିଶା ଲୋକଙ୍କୁ ଭୁଆଁ ବୁଲଉଛନ୍ତି . ଯିଏ ପାଟି ଖୋଲିଲା ତାକୁ ଏମିତି ଚାପି ଦିଆଯାଉଛି , ବିଚରା କ୍ରୀତଦାସ ମାନେ କ୍ଷମତା ପାଇଁ ପାଟିରେ ବିଣ୍ଡା ଦେଇକି ବସୁଛନ୍ତି . ୟେ ଲୋକ ଭଲକି ଜାଣିଛି , ଓଡ଼ିଆ ଲୋକଙ୍କୁ କେମିତି ବୋକା ବନାଯାଏ କାରଣ ଆପଣଙ୍କ ପରି ସମସ୍ତେ ଶିକ୍ଷିତ ନୁହନ୍ତି
    ଓଡିଶା ଲୁଟ ଚାଲିଛି, ଆପଣ ବିକଳ୍ପ ଚିହ୍ନ ରେ ଭୋଟ ଦିୟନ୍ତୁ ( ସେ କଂଗ୍ରେସ ହଉ କି ବିଜେପି )

  • @vihaanr2480
    @vihaanr2480 4 місяці тому +2

    BJP sarkar thiba Manipur re hajar hajar Maa bhauninka ijjat luta gala ,danga re pratidina loka male.Covieshield tika jogu aganita lokanka jibana saha khela hela.Adani ra sampati badhi chalichi. Nirav Modi Ghotala kari paleila. Amit Shah ra pua basichi sabu tharu adhika paisa thiba BCCIra head heiki. Gariba chasi dharana re adha mara hoi basi rahile msp badheiba pain, bjp netanku samaya helani dekha karibaku, kintu youtuber, online gameranka saha photo , video karibaku bahut samaya thila. Jane sachetana Odia kebe b Odishaku byabasayimananka hata re teki dei rajya re jati dharama na re danga heu, eha sahipariba nahi. So rajya ra safety and development pai, only Naveen babu ❤and BJD✌️.

  • @bikashgahan5774
    @bikashgahan5774 4 місяці тому +1

    BJD hatao odisha banchao

  • @JSYadav98
    @JSYadav98 4 місяці тому +7

    ଓଡିଶା ରେ ଡିଜିଟାଲ ବୋର୍ଡ ଅଛି ହେଲେ ଶିକ୍ଷକ ନାହିଁ ।

  • @shasikantabaral5591
    @shasikantabaral5591 4 місяці тому

    Thanks kp

  • @PrabhaskumarNayak
    @PrabhaskumarNayak 4 місяці тому

    Thank you

  • @sagarikanaik4081
    @sagarikanaik4081 4 місяці тому +1

    Bjd jindabad

  • @durgamadhabpanda7004
    @durgamadhabpanda7004 4 місяці тому

    Odisha is rank 1 in malnutrition index

  • @pabitra_mkisan105
    @pabitra_mkisan105 4 місяці тому

    Naveen Patnaik 🙏💚 is best

  • @subashrout7219
    @subashrout7219 4 місяці тому

    ପାଣ୍ଡିଆଁନ ଭାଇ ଏବେ ଉତ୍ତରପ୍ରଦେଶ ଏକ ନମ୍ବର ଅଛି ତମେ ବୁଝି ପାରୁନ

  • @Sambalpur955
    @Sambalpur955 4 місяці тому

    ଏଥର ବିଜେପି ସୁନାମି ଆସିବ ରେ ତାମିଲ ବାବୁ ପାଣ୍ଡିଆନ

  • @neetquestionpractice
    @neetquestionpractice 4 місяці тому

    ସମସ୍ତେ କହୁଛନ୍ତି ଓଡ଼ିଶା ର ଉନ୍ନତି ହେଇଛି ମତେ ଖାଲି ଏତିକି କୁହନ୍ତୁ ଶିକ୍ଷା କ୍ଷେତ୍ର ରେ ଓଡ଼ିଶା କେତେ ଉନ୍ନତି କରିଛି ଆଉ kau position re ଅଛି school ରେ ଭଲ teacher ନାହାନ୍ତି ପିଲା ମାନେ online ରେ ପଢୁଛନ୍ତି କିଏ PW ତ କିଏ akash ତ ଆଉ କିଏ Allen ରୁ ପଢୁଛନ୍ତି ଭଲ teacher ଜଉ ମାନେ ହୋଇପାରିବେ ସେମାନଙ୍କୁ teachership ମିଳୁନି school କି କଲେଜ ରେ କାହିଁକି ନା ସେମାନେ donation ଦେଇପରୁନାହାନ୍ତି ନା ସେଥିପାଇଁ

  • @santoshbarik1143
    @santoshbarik1143 4 місяці тому

    We don't want pandian rule in odisha

  • @DivyaMeher-o9u
    @DivyaMeher-o9u 4 місяці тому

    ONLY BJP✅ NOT BJD ❌ RIP

  • @joelbhuyan1800
    @joelbhuyan1800 4 місяці тому

    Pandian sir say right

  • @HemantaDas-v2y
    @HemantaDas-v2y 4 місяці тому

    Excellent answer

  • @Sanatana534
    @Sanatana534 4 місяці тому +1

    Mu god nku etiki prair karuchi kebala ebethu modinka sasana chalu au *musibat ki chhuti modinka garanty*

  • @JitendraKumarNayak-ov2gl
    @JitendraKumarNayak-ov2gl Місяць тому

    2029ରେ ଦେଖାଇ ଦବା sir❤

  • @sarbeswarpallai4051
    @sarbeswarpallai4051 4 місяці тому

    ରୁପନ୍ତିକରନ୍ ରେ କାହାର ଲାଭ ହେଲା
    O ପିଲା kn adhika ପାଠ ପଢି ଦେବେ
    ସ୍କୁଲ ରେ ଶିକ୍ଷକ ନାହାନ୍ତି ସେଇଟା ଦେଖି ପାରୁନ କାନ୍ଥରେ ଚୂନ ଲଗାଇ ରୁପନ୍ତିକରନ କରୁଛ o କାମ ନେଇଥିବା ଲୋକଙ୍କୁ ବଡ଼ କରୁଛ ଲାଜ ଲାଗୁନି ଖାଲି ଗପୁଚ
    ଏମିତି ଗାଁ ଅଛି ସେଠାକୁ ଯିବା ପାଇଁ ରାସ୍ତା ନାହିଁ କି ବିଜୁଳି ନାହିଁ ସେଇଟା ଦେଖା ଯାଉନି
    ସେଥିରେ କହୁଛ ରୁପାନ୍ତିକରନ୍ କରୁଛ ଲାଜ ଲାଗୁନି ଲୋକଙ୍କୁ ପିଇବାକୁ ପାଣି ମିଳୁନି 25ବର୍ଷ ରହିକି ଲାଭ କିଛି ନାହିଁ ପିଲାଙ୍କୁ ଚାକିରି ମିଳୁନି

  • @kedarnathpanda8724
    @kedarnathpanda8724 4 місяці тому

    Gujarat is far ahead in all index starting from per capita income, law & order . Odisha is lowest among all big state.
    Employment is down. No party should promote frrebies to get votes & power.
    Its my humble submission.

  • @just4funindia869
    @just4funindia869 26 днів тому

    ନବୀନ ବାବୁ bye bye

  • @pitabassahu3940
    @pitabassahu3940 4 місяці тому

    👍👍👍

  • @bilasabhisek
    @bilasabhisek 4 місяці тому

    BJD hatao...Odisha banchao...Odisha re job nahi ama pila south state re Daily labourer,cook,security guard kama karuchanti

  • @Market_Mastermind.
    @Market_Mastermind. 4 місяці тому

    Only BJP 🧡💪🚩, Modi Sarkar 😊😊

  • @mamataparida2685
    @mamataparida2685 4 місяці тому

    If Mr pandian is helping odisa CM
    Mr saha is helping Modiji

  • @ajay_mistry
    @ajay_mistry 4 місяці тому +1

    School ରେ samart ବୋର୍ଡ ଅଛି ସତ କିନ୍ତୁ ଶିକ୍ଷକତା ର ଅଭାବ ଅଛି 25 ବର୍ଷ ରେ school ମାନଙ୍କରେ ଶିକ୍ଷକ fulfil କରି ପାରିଲେନି ଆଉ କଣ କରିବେ ....

  • @saubhagyaranjanmohanty2646
    @saubhagyaranjanmohanty2646 4 місяці тому

    Jay BJD Jay ନବୀନ

  • @kalyanijal1631
    @kalyanijal1631 4 місяці тому +3

    ସ୍କୁଲ କୁ ରଙ୍ଗ ଲଗା ହେଇଛି ଆଉ କିଛି ନାହିଁ.....

  • @pradeeptamallick298
    @pradeeptamallick298 4 місяці тому

    ଓଡ଼ିଆ ଲୋ କ front to front political debate ଚାହୁଁ ଛ ନ୍ତୀ

  • @indramanipatra6615
    @indramanipatra6615 4 місяці тому

    Jaysriram. B.j.p

  • @pokrajpradhan289
    @pokrajpradhan289 4 місяці тому

    ମୋଦି ଙ୍କ ଅସଲି ରୂପ କୁ ଲୋକଲୋଚନକୁ ଆଣିବାରେ ସକ୍ଷମ ହୋଇପାରୁନି

    • @kapilasmahakur8371
      @kapilasmahakur8371 4 місяці тому

      Sakhyama aau kan haha 5 Barsha ru 3 barsha corona re chaligala, desha paandu bhalia loka chalei thile aaji aau aame nathante, iye sala Tamil lootera

  • @ajjtak3811
    @ajjtak3811 4 місяці тому

    Modi is good

  • @RasmitaSwain-gi5ji
    @RasmitaSwain-gi5ji 4 місяці тому +2

    Bjd

  • @dilliprana6772
    @dilliprana6772 4 місяці тому

    ବିଜେଡି ସରକାର ଓଡ଼ିଶା କୁ ମଦ ଓ ଦାଦନ ରେ ଏକ ନମ୍ବର ରାଜ୍ୟ କରିଛନ୍ତି

    • @jullysamal6626
      @jullysamal6626 4 місяці тому

      Kai modi aarajita mada ପିଉଥିଲେ vdo ଦେଖିବୁ କି
      ତୁ ତୋ bopa piuna ki na nabin ଆଗରୁ କେହି ମାଡ଼ ପିଉ ନା ଥିଲେ

  • @kamakalantamohapatra4015
    @kamakalantamohapatra4015 4 місяці тому

    ଜୟ ନବୀନ

  • @sujitsahu1505
    @sujitsahu1505 4 місяці тому

    School re teacher nahi digital board ra kana achar debu. Medical re doctors neina. Tame 25 barsa hela odisha ku kete 1no kari parila je. Haan 1no heiche crime re, nari hatya re emiti bahut kichi. Jadi BJD Jitile eithi gunda raaz chaliba. Please vote for BJP

  • @bharatsa2315
    @bharatsa2315 4 місяці тому

    ଚୋର ପାଣ୍ଡୁ ଓଡ଼ିଶା ରୁ ଆଉ କେତେ ସମ୍ପତି ନେବୁ ଚୁରିକରି ନବୀନ ନାମ ରେ ତତେ ଲାଜ ଲାଗୁନି

  • @Sanatana534
    @Sanatana534 4 місяці тому +1

    Modi kebe hele apanaka na re speech deinahanti hele apana tanka against re speech dauchhanti apana kn bhabichhanti semiti kahi amathi vote nebe seita kebe sambhab nuhe ame odisha re bjp sarkar gathan karibu ama odisha tebe jai 1 number hoipariba tume kebala asichha amathi lutiba pain

  • @msanatanrao2858
    @msanatanrao2858 4 місяці тому

    He is uttering the wrong statistics. Nobody is here to verify what he speaks.

  • @Ananta66B
    @Ananta66B 4 місяці тому

    Right sir

  • @bikramroutaray935
    @bikramroutaray935 4 місяці тому

    ଗୁଜୁରାଟ ରାଙ୍କ 2 ଓଡିଶା 22.

  • @BiswajitNath-mi2tg
    @BiswajitNath-mi2tg 4 місяці тому

    ତୋର ବେଳ ଖରାପ ରେ ମୋଦୀ ର ବିରୋଧ ରେ କହିଲୁ
    ଗୁଜୁରାଟ ଗୁଜୁରାଟ ଓଡ଼ିଶା ଓଡ଼ିଶା

    • @jullysamal6626
      @jullysamal6626 4 місяці тому

      Modi Bela kharap thik katha ଓଡ଼ିଶାରେ ବୁଝିଲେ
      ବାଲ ମୋଦି ଦେଖୋଉଚୁ bastard