Special Story | Lady Sarpanch Helps Bury Body As Villagers Shun Last Rites Over Inter-Caste Marriage

Поділитися
Вставка
  • Опубліковано 27 вер 2024
  • Special Story | Lady Sarpanch Helps Bury Body As Villagers Shun Last Rites Over Inter-Caste Marriage
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishat...
    Android App: bit.ly/OTVAndr...
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 1,9 тис.

  • @anshumanbehera5691
    @anshumanbehera5691 3 роки тому +310

    ଏ ଜାତିପ୍ରଥା ବିରୋଧ ରେ ସରକାର ଗୋଟେ ବଡ଼ ଆହ୍ବାନ ଦେବା ଦରକାର୍,ସରପଞ୍ଚ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ସରପଞ୍ଚ ଙ୍କ ଠୁ ସମସ୍ତେ ବହୁତ୍ କିଛି ଶିଖିବାର ଅଛି🙏

  • @patragoldproduction4681
    @patragoldproduction4681 3 роки тому +63

    ସରପଞ୍ଚ ହେବ ତୋ ଏମିତି,, ବହୁତ ବହୁତ ଧନ୍ୟବାଦ ମେଡ୍ଡାମ୍

  • @Rspati143
    @Rspati143 3 роки тому +904

    ଯେତେବେଳେ ରକ୍ତ ଦରକାର ପଡ଼େ, ସେତେବେଳେ ବିଭିନ୍ନ ଜାତିର ଲୋକମାନଙ୍କର ରକ୍ତ ଦରକାର ପଡୁଛି ସେତେବେଳେ ତ କାଇଁ ନିଜ ଜାତିର ରକ୍ତ ଦେଖୁନାହଁ । ଯେତେବେଳେ kidney ଦରକାର ପଡୁଛି ସେତେବେଳେ ତ କାଇଁ ନିଜ ଜାତିର kidney ଦରକାର, ନହେଲେ ଆମେ ଅନ୍ୟ ଜାତିର kidney ନେବୁ ନାହିଁ ବୋଲି କିଛିବି objection କରୁନାହଁ। ଯେତେବେଳେ eye ଦରକାର ପଡୁଛି ସେତେବେଳେ ତ କାଇଁ କହୁନାହଁ କି ନିଜ ଜାତିର eye,blood and kidney ଏଇ ସବୁ ଦରକାର ,ଅନ୍ୟ ଜାତିର ଆମେ ଗ୍ରହଣ କରିବୁ ନାହିଁ । ଦୟାକରି ଏଇସବୁ ଅନ୍ଧବିଶ୍ୱାସ ରୁ ଦୁରେଇରୁହ । ଭଗବାନଙ୍କ ପାଖରେ ଜାତି ବୋଲି କିଛି ନାହିଁ , ଭଗବାନଙ୍କ ଦ୍ଵାରରେ ସବୁ ଜାତି ସମାନ। ତୁମେ ମାନେ ମଣିଷ ହେଇକି ଏତେ ଛୋଟ ହେଇଯାଉଚ କଣ ପାଇଁ। ନିଜର ଏଇ ଅନ୍ଧବିଶ୍ୱାସ କୁ ଦୁରେଇରଖ । 🙏🙏😭😭

    • @lochanbehera9567
      @lochanbehera9567 3 роки тому +2

      Good time

    • @a.knanda7860
      @a.knanda7860 3 роки тому +3

      Excellent sir🙏🙏🙏🙏🙏🙏🙏🙏

    • @a.knanda7860
      @a.knanda7860 3 роки тому +35

      @@rkpradhanpradhan1152 ame Manisa paniya ra katha kkahu6u.....jati ra nuha....sc/st caste seta ama hatare nahi seta sarkar ra kama....baki ame humanity drusti ru ame jane januku. ...help kariba uchit🙏🙏🙏

    • @gyanaranjannayak4563
      @gyanaranjannayak4563 3 роки тому +3

      Right answer

    • @narluyam9589
      @narluyam9589 3 роки тому +4

      Mind-blowing line bhaiii

  • @kumaarkirttiranjantripathy2039
    @kumaarkirttiranjantripathy2039 3 роки тому +50

    ଆପଣଙ୍କ ଏଭଳି କାର୍ଯ୍ୟ କୁ ଯେତେ ପ୍ରଶଂସା କଲେ ବି କମ୍ ହେଇଯିବ । ଆପଣଙ୍କୁ ଅଶେଷ ଅଶେଷ ପ୍ରଣାମ 🙏🙏🙏🙏🙏🙏🙏🙏

  • @dibakaropani1992
    @dibakaropani1992 3 роки тому +175

    ମୁର୍ଖ ସମାଜ ,.... ସଂଯୋଗ କରୁଥିବା ବଉଣୀ ମାନଙ୍କୁ ଧନ୍ୟବାଦ I like 👍🙏

  • @lopamudrarupali5901
    @lopamudrarupali5901 3 роки тому +141

    ଦୁନିଆ ର ଲୋକ ମାନେ ସବୁ କଥା ରେ ଆଗକୁ ଯାଇଛନ୍ତି ,କିନ୍ତୁ କିଛି ଲୋକ ସେଇ ଜାତି କଥା କୁ ନେଇକି ଅଟକି ଯାଇଛି 😢😢🥺🥺🥺😥😥😥😥

  • @b.ncreation3869
    @b.ncreation3869 3 роки тому +503

    ଭଗବାନ ମଣିଷ ଜନ୍ମ ଦେଇଛନ୍ତି ଜାତି ଜାତି କହି କାହାକୁ ନୀଚ କରନ୍ତୁ ନାହିଁ | ଏ ସବୁ ଅନ୍ଧ ବିଶ୍ୱାସ କୁ ଦୁରେଇ ଦେଇ ସମସ୍ତେ ମିଳିମିଶି ରହିବା ଭଲ | 🙏🙏🙏🙏

  • @ganeshpanigrahi5258
    @ganeshpanigrahi5258 3 роки тому +19

    ମହିଳା ସରପଞ୍ଚ ଶ୍ରୀମତୀ ରଞ୍ଜିତା ସୁନାଙ୍କୁ ଅଶେଷ ସାଧୁବାଦ ଜଣାଉଛି...

  • @le_ni_in
    @le_ni_in 3 роки тому +128

    ମାନବ ସେବା ହିଁ ଭଗବାନ ଙ୍କ ସେବା। ବହୁତ୍ ଭଲ ଏମିତି କର୍ମ କରିଚାଲ ଭଗବାନ ସବୁ ଦେଖୁଛନ୍ତି। ଭଗଵାନ ଙ୍କ ଆଖିରେ ସମସ୍ତେ ସମାନ ସେ ଧନୀ ହଉ କି ଗରିବ , ସେ ଉଚ୍ଚ ଜାତି ହଉ କି ନିଚ୍ଚ ଜାତି ହଉ। ଯିଏ ଅସୁବିଧା ରେ ଅଛି ସମସ୍ତଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ।

  • @niranjannayak5969
    @niranjannayak5969 3 роки тому +20

    ଆଉ କେତେ ଦିନ ଚାଲିବ ଏ ଅମଣିଷ ପଣିଆ ? ସରକାର ଏଥିପାଇଁ ଟିକିଏ ଭଲ ଭାବରେ ନଜର ଦେଲେ ଭଲ ହୁଅନ୍ତା ।

  • @Mr_SK_ForU
    @Mr_SK_ForU 3 роки тому +219

    ବହୁତ୍ ବହୁତ୍ ଧନ୍ୟବାଦ୍ 🙏 ସରପଞ୍ଚ ମ୍ୟାଡମ୍🙏

  • @binayabhai6474
    @binayabhai6474 3 роки тому +20

    ମୋ ହୃଦୟ ରୁ ତୁମକୁ ବହୁତ ବହୁତ ଧନ୍ୟବାଦ ସରପଞ୍ଚ ମ୍ୟାଡ଼ମ

  • @purusottamkanta69
    @purusottamkanta69 3 роки тому +187

    Salute sarpanch mam for your humanity🙏🙏🙏🙏🙏🙏🙏🙏

  • @gansamurmuvlog20
    @gansamurmuvlog20 3 роки тому +70

    ଭଗବାନ ତୁମକୁ ମଙ୍ଗଳ କରନ୍ତୁ,ମ୍ୟାଡ଼ାମ ।
    ବହୁତ ବହୁତ ଧନ୍ୟବାଦ.......।
    ମୋ ବିଶ୍ବାସ ''ନାରୀଶକ୍ତି" ସମାଜରେ
    ଜୟ ହେଉ ଏବଂଏହା ଏକ
    ସମାଜ ପ୍ରତି ଏକ ଉଦାହରଣ
    ଜୟ ଜଗନ୍ନାଥ

  • @baapimohanty335
    @baapimohanty335 3 роки тому +22

    ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ, ବାସ୍ତବରେ ଏଭଳି🙏🙏🙏 ମହିଳାଙ୍କୁ ଶତ ଶତ ପ୍ରଣାମ

  • @jaganaik5500
    @jaganaik5500 3 роки тому +149

    କଣ କହି ସେ ସରପଞ୍ଚ ଙ୍କୁ ଧନ୍ୟବାଦ ଦେବି କିଛି ବୁଝି ପାରୁନି.ବାସ ଏତିକି କହିବି ତମ ଗଡ ତଳେ 🙏🙏🙏🙏🙏🙏🙏🙏🙏

  • @ramachandrapradhan3686
    @ramachandrapradhan3686 3 роки тому +11

    ଏହିପରି ନ୍ୟାୟ କରୁଥିବା ସମାଜ ମୁଖିଆ ମୁହଁ ରେ କୁକୁର ପରିଶ୍ରା କରୁ , ସରପଞ୍ଚ ଆଜ୍ଞା କୁ ଧନ୍ୟବାଦ

  • @kumaarkirttiranjantripathy2039
    @kumaarkirttiranjantripathy2039 3 роки тому +62

    ହୃଦୟ ରୁ ପ୍ରଣାମ ଆପଣଙ୍କୁ ମହିୟସୀ ସରପଞ୍ଚ ଅପା 🙏🙏🙏🙏🙏

  • @dactarbarik9764
    @dactarbarik9764 3 роки тому +19

    I salute to miss sarapancha medam .and hate to cast feeling.

  • @spokenenglishwithsumatiajo5049
    @spokenenglishwithsumatiajo5049 3 роки тому +95

    ମହାନ୍ ନାରୀ ନେତ୍ରୀ। ବୁଝି ହୁଏନି ଏ ସମାଜ କାହା ପାଇଁ???

  • @swarnapravadas672
    @swarnapravadas672 3 роки тому +4

    Really she is pure hearted lady🙏🙏Thank you so much mam for your helping nature.....

  • @thelivingworld5557
    @thelivingworld5557 3 роки тому +84

    Samaste intercaste marriage kariba darkar... Tahale jai everyone will be equal. Actually Katha kan ki amari so called new generation pilanka vitare b ei caste sanskara blood and bones re filled up heiki achi. So basically, it's in the roots. really shameless people are those people who tell we believe in equality and a United india.. But actually don't have the courage to face it whenever it comes to them. And this is the true face of our so called well educated civilized social beings 😄😄. Great!!!

    • @shailendranarayanbarik3501
      @shailendranarayanbarik3501 3 роки тому +1

      Very good

    • @dipsrisrianshientertainmen9931
      @dipsrisrianshientertainmen9931 3 роки тому +9

      Right bro...all are educated only certificate not mind .

    • @bimalsuna156
      @bimalsuna156 3 роки тому +2

      Thik kahu6 bro higher educated people mankar pakhe b dum naina ita ke face karbaar

    • @Artbysona984
      @Artbysona984 3 роки тому +13

      Mu karichi intercaste love mrg abe parents accept kale😀😀

    • @thelivingworld5557
      @thelivingworld5557 3 роки тому +2

      @@Artbysona984 😄setebele karunathile... Tame nija pai stand nela pare accept kale

  • @samirnayakbrahmani_______
    @samirnayakbrahmani_______ 3 роки тому +2

    ଯେଉଁ ଲୋକ ମାନେ ଜାତି କୁ ନେଇ ଭାଷଣ ବଡ଼ ବଡ଼ ଭାଷଣ ମାରୁଛନ୍ତି ସେମାନେ ହିଁ ଜାତି କୁ ନେଇ ରାଜନୀତି କରୁଛନ୍ତି......

  • @devillcreation7115
    @devillcreation7115 3 роки тому +46

    Really heart touching 😭😭

  • @srikantmahapatra9034
    @srikantmahapatra9034 3 роки тому +3

    Mu ahi jati prathku nischya bhangibi.... Salute to the sarapancha

    • @subhankardas6443
      @subhankardas6443 3 роки тому

      Kan kareba bhai ??
      Government ku tag kare tweet kareba chala so that this may come to his mind...

    • @srikantmahapatra9034
      @srikantmahapatra9034 3 роки тому +1

      @@subhankardas6443 no no brother govt ku tag karibini... Nije hni karibi... Khali caste systm nuha au jetiki bi superstitions chaluchi... Mo dwara jetiki heba sabu karibi no help needs from govt and ya govt also agree it

    • @subhankardas6443
      @subhankardas6443 3 роки тому

      Mu be achi tuma saha bhai ❤

    • @srikantmahapatra9034
      @srikantmahapatra9034 3 роки тому

      @@subhankardas6443 yes bro ame sabu misiki kariba... Ama generation...

  • @4kstatus.447
    @4kstatus.447 3 роки тому +31

    ଆମେ କଣ କରି ପାରିବା ଯେ ଆମେ ପରା ମଣିଷ ବାଃ ରେ ସଭ୍ୟ ସମାଜର ସଭ୍ୟ ମଣିଷ ଶତ ଧିକ ତମର ଏଇ ମଣିଷ ପଣିଆ କୁ ଆଉ ତୁମକୁ ଅଶେଷ ଅଶେଷ ଧନ୍ୟବାଦ ସରପଞ୍ଚ madam

  • @Dipen196
    @Dipen196 3 роки тому +4

    ପ୍ରେମ ବିବାହ କରିବା ପାପ ନୁହେଁ ଏହା ଗୋଟିଏ ପବିତ୍ର ବା ପ୍ରେମ ର ସମ୍ମାନ

  • @narluyam9589
    @narluyam9589 3 роки тому +23

    Government declare Kariba Katha ki caste ku neiki jie bheda bhaba karuchhi taku direct police station nia jiba

  • @basudevmunda8925
    @basudevmunda8925 3 роки тому +3

    Thank you so much didi 🙏🙏god bless you.

  • @hiramatijena1026
    @hiramatijena1026 3 роки тому +32

    Ryt jati buli kichi bi nahi, kebala 2 ta jati gute ପୁରୁଷ ହେଲେ ଅନ୍ୟଟି ନାରୀ ଜାତି...

  • @TIPS_F
    @TIPS_F 3 роки тому +5

    ଏ ଜାତି ସମାଜ ସବୁ ଭୁଲ ଗୋଟିଏ ମଣିଷ ଗୋଟିଏ ମଣିଷ ର କାମ ବା ଦୁଃଖ ରେ କାମରେ ନ ଆସି ଲା ହେଲେ ମଣିଷ ହେଇ ଲାଭ କଣ ତା ଟୁ ପଶୁ ଭଲ ନା କଣ କହୁ ଛ ଏ ଭଗବାନ ମିଳି ମିଶି ରହି ବା କୁ ଜୀବନ ଦେଇଛତି ଆଉ କଣ ପାଇଁ ନିଜେ ମଣିଷ ହେଇ ଆଉ ଗୋଟିଏ ମଣିଷ କୁ ରାଗ କରି ବା ମୋ କହେ ବା ହେଲା ଆମେ ସମଷଟେ ମିଳି ମିଶି ରହି ବା ଠିକି

  • @deepanjalisenapati9783
    @deepanjalisenapati9783 3 роки тому +2

    Bare samaja ate laka sikhita hei Madhya jati ajati pratha dura heuni thanks sarapancha madam

  • @arunpadhan6091
    @arunpadhan6091 3 роки тому +4

    ବହୁତ ଦୁଃଖର କଥା ଆଜି ବି ଅନେକ ଅନେକ ଦିନ ତଲର କଥା ଟିକିଏ ପରି ଲାଗୁଛି, ସରପଞ୍ଚ ମେଡମ ଙ୍କୁ ଧନ୍ୟବାଦ ଯେ ମାନବିକତା ରକ୍ଷା କରିଛନ୍ତି 🙏

  • @jenny-op9je
    @jenny-op9je 3 роки тому +1

    Bahut bahut dhanyavad ...apnka Manisa pania pai🙏🙏🙏🙏

  • @omprakash-tw6gf
    @omprakash-tw6gf 3 роки тому +10

    Great salute to u mam u prove that nothing is bigger that humanity

  • @kirtandunian4075
    @kirtandunian4075 3 роки тому +1

    ବହୁତ୍ ବହୁତ୍ ଧନ୍ୟବାଦ୍ ସରପଞ୍ଚ

  • @amarendrabehera1301
    @amarendrabehera1301 3 роки тому +11

    ଧନ୍ୟବାଦ ସରପଞ୍ଚ ଭଉଣୀ ।

  • @mr.dibyaranjan13
    @mr.dibyaranjan13 3 роки тому +8

    🙏❤️ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤️🙏

  • @sumantasahu9043
    @sumantasahu9043 3 роки тому +15

    Every sarpanch should be like this sarpanch🙏

  • @AjitKumar-lb2yz
    @AjitKumar-lb2yz 3 роки тому +1

    Many many thanks sarpanch madam & otv

  • @imabhi_28
    @imabhi_28 3 роки тому +43

    Middle finger standing society..family is everything..

  • @sushantakumar5742
    @sushantakumar5742 3 роки тому +1

    *Lots of Respect to the Lady Sarpanch from this kind of initiative* 🙏🙏💐💐

  • @manoranjannayak8756
    @manoranjannayak8756 3 роки тому +13

    good intitiative keep going a head sarpanch mdam proud of u

  • @anandjena7606
    @anandjena7606 3 роки тому +10

    Madam's name is Ranjita Suna.Ranjita means adorned;Suna means gold.The combination of these two words is adorned gold.Hence,her service is laudable and will inspire others to extend helping hands to the poor at any point of time.

  • @amitkumarsahu6953
    @amitkumarsahu6953 3 роки тому +63

    We dont support cast system and we support the person who bfeak this rule but we dont have the courage to break this rule due to our society

  • @sadanandbadhei4852
    @sadanandbadhei4852 3 роки тому +1

    ଧନ୍ୟବାଦ

  • @prettylopamudra5429
    @prettylopamudra5429 3 роки тому +10

    ଜାତି ଜାତି ମରିଯିବେ ଏଇ ମଣିଷ ଛି ଛି 😭😭😭😭

  • @Bharati756
    @Bharati756 3 роки тому +1

    Many many thanks for your help mam.🙏🙏🙏

  • @tram7317
    @tram7317 3 роки тому +19

    Salute to this camera man also.........children and women are buried the dead body still capturing the moment.
    Content is more important then humanity.

    • @chinmayiacharya592
      @chinmayiacharya592 3 роки тому

      U r right
      But it was not a big deal for those women
      They r also capable
      There is no difference between male female.

  • @trilochandas5
    @trilochandas5 3 роки тому +30

    Sarpanch ku mor salam

  • @shantanandivlog4337
    @shantanandivlog4337 3 роки тому +8

    ଏହି ଜାତି ଅଜାତିର ବନ୍ଧ ବାଡ କୁ ଦୟାକରି ସମସ୍ତ ମଣିଷ ସମାଜ ଦୂରେଇ ଦିଅନ୍ତୁ ,କାରଣ ଆମେ ସମସ୍ତେ ଈଶ୍ୱର ଙ୍କର ସନ୍ତାନ କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ ,ତେଣୁ ଆମ ସମସ୍ତେ ଭାଇ ଭାଇ ।

  • @5suman5
    @5suman5 3 роки тому +1

    ଏ video ସତରେ ବହୁତ୍ କିଛି ଶିଖେଇ ଦଉଛି ଆଜିର ଏଇ ଶିକ୍ଷିତ ବୋଲାଉଥିବା ସମାଜ କୁ।

  • @PkbOdiaTips
    @PkbOdiaTips 3 роки тому +8

    ପ୍ରେମ ହିଁ ଦୁନିଆରେ ଗୋଟିଏ ମାତ୍ର ଜିନିଷ ଯାହା ଆମକୁ ଏକାଠି ରଖି ପାରିବ । କାହାକୁ କେବେ ଘୃଣା କରନ୍ତୁ ନାହିଁ ।
    ପ୍ରକୃତ ପ୍ରେମ କଣ ତାହା ନିଶ୍ଚିନ୍ତ ଜାଣନ୍ତୁ

  • @narenofficial7119
    @narenofficial7119 3 роки тому +1

    Salute for this women

  • @ttakurtudu2647
    @ttakurtudu2647 3 роки тому +11

    Sarpanch madam apananku bahut dhanyabad.

  • @bluerosecreations
    @bluerosecreations 3 роки тому +1

    Thank you so much SARAPANCH DIDI , god bless you

  • @The_Greatest_Gryffindor
    @The_Greatest_Gryffindor 3 роки тому +33

    ବେଶୀ ନୁହେଁ ମାତ୍ର 20/25 ବର୍ଷ ପରେ ଏ ଜାତି ପ୍ରଥା ର ସତ୍ତା ରହିବନି ଭାରତ ରେ...

    • @swetaswaingungun6480
      @swetaswaingungun6480 3 роки тому +1

      Besi haigala 2.3 yr pare rahibanii

    • @odiapk9855
      @odiapk9855 3 роки тому

      @@swetaswaingungun6480 kejani

    • @anjandash1727
      @anjandash1727 3 роки тому

      ତାହାଲେ ଜାତି ଆଧାରରେ reservation uthijiba

    • @ashokkumarnayak3300
      @ashokkumarnayak3300 3 роки тому

      @@anjandash1727 , don't need reservation... what is your problem ? କେବଳ ଏକ ଜାତି ମଣିଷ ,, talent ଅନୁସାରେ ସବୁ ହେଉ

  • @sumithkumar4377
    @sumithkumar4377 3 роки тому

    Very very thanks
    Sarapachadidi family God bless you your family

  • @balarammalik4185
    @balarammalik4185 3 роки тому +9

    ହେ ଅଦୃଶ୍ୟ ଭଗବାନ ଆଉ କେତେ ନିଷ୍ପାପ ମଣିଷ କୁ କଷ୍ଟ ଦେଲେ ମନ ଶାନ୍ତି ହେବ ଶେଷରେ ତମେ ବି ସବୁ ଅନ୍ୟାୟ ଚୁପ...😂😂

  • @gourinayak7262
    @gourinayak7262 3 роки тому +1

    Ur great madam & it's really heart touching , thanks for this

  • @spokenenglishwithsumatiajo5049
    @spokenenglishwithsumatiajo5049 3 роки тому +4

    ଧନ୍ୟ ରେ ଜାତି ପ୍ରଥା

  • @jogeswaridharua7208
    @jogeswaridharua7208 3 роки тому +2

    Shame on this kind of society that gives more importance to caste than humanity. Salute to The Sarpach Mam for her generous and great work.

  • @priyanka52328
    @priyanka52328 3 роки тому +30

    😶 speechless... Heart breaking 😞

  • @ttotalarmy2024
    @ttotalarmy2024 3 роки тому

    Thanks for your helping madam

  • @rahulbhoi2564
    @rahulbhoi2564 3 роки тому +2

    Sarpanch is great 🙏🏽🙏🏽

  • @pradeepkisan8177
    @pradeepkisan8177 3 роки тому

    Very thanks

  • @IRONFIST1580
    @IRONFIST1580 3 роки тому +10

    Hindu Muslim, Bramhana, Harijana etc etc...ea jaativaadi chinta dhara hi aama Desa o samaaj ku gote bisakta saapa valia gili gili chalici.😠...Big salute to Sarpanch 🙏

  • @RiyaRiya-yp2dd
    @RiyaRiya-yp2dd 3 роки тому

    M speechless for your great work mam.....salute

  • @kanha...2401
    @kanha...2401 3 роки тому +6

    ସର୍ବ ଜାତିର ଶେଷ ଠିକଣା ଶ୍ମଶାନ 🙏🙏🙏 ତାହାଲେ ଏ ଜାତି କ'ଣ ପାଇଁ ???🙏🙏🙏...... କର୍ମ କୁଶଳ ନିମନ୍ତେ ଏଇ ମଣିଷ ସମାଜ ଜାତି ପ୍ରଥା ସ୍ରୁଷ୍ଟି କରିଥିଲା ; ଭଗବାନ ନୁହେଁ 🙏🙏🙏..... ଯେଉଁଠି ଭଗବାନଙ୍କ ପାଖରେ ଜାତି ପ୍ରଥା ନାହିଁ, ସେଠାରେ ଏ ଛାର ମଣିଷ କ'ଣ ପାଇଁ ଏମିତି ଜାତି ପ୍ରଥାକୁ ଜାବୁଡ଼ି ଧରି ବସିଛି 🙏😭😭😭😭😭😭

    • @BibhutiSahu123
      @BibhutiSahu123 3 роки тому +1

      Madam very very thanks bohut advice daethibaru kn kariba madam kuhontu village re ae caste Ku loko mane birod karuchhonti loko bujhile sina hobo madam town re kichhi loko hue to bujhigole but village re to kodapi nuho Ae caste Ku nae jodi village re mitting bose kohibe kn tu amo somaj Ku khaesari delu nohole kichhi chalichhi sethipaeen other caste kotha kohuchhu boli madam govt Ae rule Ku kichhi action nele Mu vabuchhi volo hobo na kn kohuchhonti madam.

    • @BibhutiSahu123
      @BibhutiSahu123 3 роки тому +2

      Madam very very thanks bohut advice daethibaru kn kariba madam kuhontu village re ae caste Ku loko mane birod karuchhonti loko bujhile sina hobo madam town re kichhi loko hue to bujhigole but village re to kodapi nuho Ae caste Ku nae jodi village re mitting bose kohibe kn tu amo somaj Ku khaesari delu nohole kichhi chalichhi sethipaeen other caste kotha kohuchhu boli madam govt Ae rule Ku kichhi action nele Mu vabuchhi volo hobo na kn kohuchhonti madam.

  • @deltanbeshradeltanbeshra2566
    @deltanbeshradeltanbeshra2566 3 роки тому

    Many many thanks.

  • @munuandsonu4476
    @munuandsonu4476 3 роки тому

    Danyabad

  • @soumya9520
    @soumya9520 3 роки тому +37

    This kind of thinking should be remove from our Indian society... 😔😔 everyone is equal

  • @jayantinanda9950
    @jayantinanda9950 3 роки тому

    Thank you so much

  • @arjunmajhi1058
    @arjunmajhi1058 3 роки тому +5

    Sarapanch madam nku bahut bahut dhanya bad, Jana neta hebata emiti!

  • @gulucharanmajhi8353
    @gulucharanmajhi8353 3 роки тому +6

    Good sarpanch

  • @bapijena2795
    @bapijena2795 3 роки тому

    Good job thank you so much madam

  • @shyamsundarbeshra9443
    @shyamsundarbeshra9443 3 роки тому +10

    Speechless, My respect for the Sarpanch Maam Ranjita Suna. You have touched my spirit. Your noble step will work for the society and change the mind of slept people. A lion-hearted person can step forward to break the so-called custom of the society. Many Many Thanks to Sarpanch Maam.

  • @subashnayak4611
    @subashnayak4611 3 роки тому +2

    Loke Chandra re pahanchi leni...hele Aji b A loko mane Jati ajati ku dhari basichanti 🤦🏽‍♀️ Dhanyabad madam 🙏🙏😭😭😭

  • @ljbabu9711
    @ljbabu9711 3 роки тому +10

    Mue gute nichha jati lok ,sarkar ku mu 🙏🏾🙏🏾🙏🏾🙏🏾🙏🏾karuchhe eparti tike dhian daut

  • @sasmitapradhan9859
    @sasmitapradhan9859 3 роки тому

    Mam very very thanks

  • @prakashkumaracharya6852
    @prakashkumaracharya6852 3 роки тому +12

    Jati.. Jati.. Jati e jati re kana ache bo ajhir jiban kalike nai munus jiban gute aye jay mahakallll

    • @rajurohidas1489
      @rajurohidas1489 3 роки тому

      Thik kahuchha daa

    • @bimalsuna156
      @bimalsuna156 3 роки тому

      Ita gute genetical character hei galana bro samaste khali kahesan ki jaati hati jau bli hele tar sequence ke kihe face nai karan

  • @chintamaninayak4293
    @chintamaninayak4293 3 роки тому

    Thank you soVery sarapancha madam

  • @mamatabariha7274
    @mamatabariha7274 3 роки тому

    Tq so much mam🙏🙏🙏🙏

  • @ruturaj6921
    @ruturaj6921 3 роки тому

    Thank you madam

  • @jitset8416
    @jitset8416 3 роки тому

    Thanks sarapancha madam .

  • @ipl.2024
    @ipl.2024 3 роки тому +5

    Jati pratha hatu 🙏

  • @jagadiswarmahanta4939
    @jagadiswarmahanta4939 3 роки тому

    Thanks madam

  • @kalpataru3084
    @kalpataru3084 3 роки тому +9

    ❤️ touching

  • @jagadishmahananda6541
    @jagadishmahananda6541 3 роки тому +5

    Real Hero
    ମୁଁହେ ଶବ୍ଦ ନାହିଁ,,🙏🙏🙏

  • @TIPS_F
    @TIPS_F 3 роки тому +1

    ସରପଞ୍ଚ ମହିଳା great 👌🙏🙏🙏🙏🙏🙏🙏🙏

  • @nareshpatra9315
    @nareshpatra9315 3 роки тому

    Thanks u

  • @anossabar3222
    @anossabar3222 3 роки тому +9

    I really proud of you sarapancha

  • @sambitrout8846
    @sambitrout8846 3 роки тому

    Great sarapancha madam apana nka bhalia loka dunia ku banchei rakhichi🙏🙏🙏

  • @swetaswaingungun6480
    @swetaswaingungun6480 3 роки тому +3

    Plz govt gote rule kara jemiti a sabu jati pratha uthijiba samaj ru besi gaan re asabu prblm houchii🙏😭

  • @laxmanbagh4704
    @laxmanbagh4704 16 днів тому

    Thank you sarapacha nani

  • @Vicky-BS18
    @Vicky-BS18 3 роки тому +4

    ଛି ଛି ରେ ମନିଷ ଜାତି...ଅତେ ତଳକୁ ଖସି ଗଲାଣୁ 🤬

  • @geetabarik2632
    @geetabarik2632 3 роки тому

    Thank you mam

  • @rjpariwar9794
    @rjpariwar9794 3 роки тому +6

    Selute to Sarpanch esa Sarpanch desh me chahiye Jai Hind 🇮🇳 Jai bharat

  • @sangitavlog7322
    @sangitavlog7322 3 роки тому

    Thanks app

  • @dibyaranjanbapundas8552
    @dibyaranjanbapundas8552 3 роки тому +5

    🤠 Hat's of You Sarapanch Di🙏🙏