ମଞ୍ଜ କଥା ହେଲେ ସମୟ ଭୂଲ | Gajapati said the truth but it's too late for | THE Quiver

Поділитися
Вставка
  • Опубліковано 12 вер 2024

КОМЕНТАРІ • 570

  • @ashoktripathy6975
    @ashoktripathy6975 7 місяців тому +53

    ଜିଏ ଅନ୍ୟାୟ କରିଛି କାଳିଆ ଅଳ୍ପ ଦିନରେ ତା ବ୍ୟବସ୍ଥା ବୁଝି ଦେଉଛି ଆମେ ନିମିତ୍ତ ମାତ୍ର

  • @GopalChandraDas-kg8ki
    @GopalChandraDas-kg8ki 7 місяців тому +44

    ଏହା ସବୁ ତାମିଲ ପାଇଁ . . . ଜଗନ୍ନାଥ

    • @bmcreation1302
      @bmcreation1302 7 місяців тому +1

      ଦିନେ କଳାପାହାଡ ସାଜିବ ଏ ପାଣ୍ଡୁ....

  • @SuperHitsOdia
    @SuperHitsOdia 7 місяців тому +96

    *ଏମାନଙ୍କୁ ଗୋଟିଏ ଗୋଟିଏ ଗୁଳି ଦରକାର ନହେଲେ ଏମାନେ ସୁଧୁରିବେ ନାହିଁ ।*

  • @pugulusutar3569
    @pugulusutar3569 7 місяців тому +21

    ରାଜ୍ୟ ସରକାର,ଜଗନ୍ନାଥ ଙ୍କୁନେଇ ଯେଉଁ କାମ କରିଛନ୍ତି ,ଆଗକୁ ଓଡ଼ିଶା ପ୍ରତି ବିପଦ ।

  • @belalsensenapati1300
    @belalsensenapati1300 7 місяців тому +76

    ନବୀନ ଜଗନ୍ନାଥଙ୍କୁ ନେଇ ଯାହା କରିଛନ୍ତି ସେଥିରେ ଯେଉଁ ତ୍ରୁଟି ରହି ଜଗନ୍ନାଥଙ୍କ ସମ୍ମାନରେ ଆଞ୍ଚ ଆସିଲା ଆଉ ତାହା ଯଦି ମହାପାପ ସେ ମହାପାପ କାମକୁ ଗଜପତି ଦେଖି ନ ଦେଖିଲା ପରି ରହିଯିବା ଆଉ ଏବେ ଦାୟିତ୍ୱ ଖସେଇଦେବା କଣ ମହାପାପ ନୁହେଁ କି?

    • @unkumar7627
      @unkumar7627 7 місяців тому +3

      ଠିକ୍

    • @gurucharanbarik7817
      @gurucharanbarik7817 7 місяців тому

      ଦୋଳ ପୂର୍ଣ୍ଣିମା, ହୋଲି ପର୍ବ ପାଳନ ସମୟରେ ଠାକୁରଙ୍କୁ ଘର ଘର ବୁଲାଇ, ଘର ଘର ପ୍ରସାଦ ଚଡ଼ାଯାଇଥାଏ, ତାହା ପୁଣି ବିଭାନ ରେ ବସାଇ କାନ୍ଧରେ କାନ୍ଧେଇ ପରିକ୍ରମା ପରେ, ଦିଅଁ ମେଳଣ ହୋଇଥାଏ , କିନ୍ତୁ ଏ କି ମନ୍ଦ ଉଦ୍ଦେଶ୍ୟ ଥିଲା ଶାସକଙ୍କ ଦଳର, पहेले पैसा फिर भगवान या पयेले वोट फिर भगवान🤔🤔🤔🙄🙄🙄

    • @sridharapradhan2758
      @sridharapradhan2758 7 місяців тому +7

      Maharaj jahaa kahichhanti.thik kahichhanti.

    • @supravanayak5673
      @supravanayak5673 3 місяці тому

      Gajapati ka Adhikar achi CM ku khaibaku. Kahinki chup rahile sete ele ? Aau abe sabu Kahi kan show karibaku chahunchanti

  • @saradaprasannasethy8329
    @saradaprasannasethy8329 7 місяців тому +17

    ବଡ଼ ଠାକୁରଙ୍କୁ ବୁଲାଇବା,ଗୁଆ ଚାଉଳ ବି ମାଗିବା ବଡ଼ ପ୍ରହସନ ପୁଣି ଗାଡିର ରଙ୍ଗ କୁ ବି ଦେଖନ୍ତୁ , ହୀନ ରାଜନୀତି.....

  • @brajeswarisingh909
    @brajeswarisingh909 7 місяців тому +11

    ଅର୍ଥ ଲୋଭରେ ଏମିତି କରିବା କେତେଦୂର
    ଠିକ l ଆପଣଙ୍କୁ ପଚାରି କରିବାର ଥିଲା, କାରଣ ଆପଣ ପ୍ରଭୁଙ୍କ ବଡ଼ ସେବକ l ଆମେ ଦୁଃଖିତ 🙏

  • @oplucifer7794
    @oplucifer7794 7 місяців тому +15

    ଠାକୁର ରଜା କୁଂ ମୋର ଭୂମିଷ୍ଟ ପ୍ରଣାମ ଆପଣ ବିଳମ୍ବ ରେ ମୁଁହ ଖୋଲିଲେ

  • @sabitarani6363
    @sabitarani6363 7 місяців тому +14

    ସେ ଚାଉଳ,ଗୁଆ କିପରି ବ୍ୟବହାର କଲେ ସରକାର ତା'ର ଉତ୍ତର ମଗାଯାଉ

  • @rameshrao6605
    @rameshrao6605 7 місяців тому +75

    Odisha ru bjd hatao 😢😢😢

    • @bijaylaxminayak
      @bijaylaxminayak 7 місяців тому

      Ki only BJD hin asiba

    • @TirthaYadav_
      @TirthaYadav_ 7 місяців тому

      ​@@bijaylaxminayak😂

    • @IndianarmystatusvideoRam
      @IndianarmystatusvideoRam 7 місяців тому +1

      ତ ବୋପାକୁ ମୂର୍ଖମନ୍ତ୍ରି କରି ଦେଉନୁ😅😅​@@bijaylaxminayak

    • @babankumarsha8836
      @babankumarsha8836 7 місяців тому +1

      Mate laguchi ethara bjd hni bjd ku hareiba

    • @Humanity299
      @Humanity299 7 місяців тому

      ​@@bijaylaxminayak ନବୀନ ହଟିବ ପାଣ୍ଡୁ କୁ କ୍ରେଇ ଦେବୁନି

  • @djbiswal206
    @djbiswal206 7 місяців тому +86

    BJD hatao Odisha banchao

  • @sumitsingh6607
    @sumitsingh6607 7 місяців тому +17

    Great thank to Gajapati maharaja 🎉🎉🎉

  • @deepakmahapatra490
    @deepakmahapatra490 7 місяців тому +9

    ଏବେ କହିଲେ କିଛି ଲାଭ ନାହିଁ, ଆରମ୍ଭରୁ କହିଥିଲେ ଭଲ ହେଇଥାନ୍ତା 🙏

    • @ajitdash-ev9yy
      @ajitdash-ev9yy 7 місяців тому +2

      ଠିକ କହିଛନ୍ତି।ଆଗରୁ ଚୁପଚାପ ରହିଲେ ଗଜପତି ମହାରାଜ।ସବୁ ସରିବା ପରେ ପାଟି ଖୋଲି କହିଲେ କଣ ହେବ।
      ସେତେବେଳେ ଚୁପଚାପ ରହିବା କାରଣ କଣ।

  • @manojsahoo6184
    @manojsahoo6184 7 місяців тому +13

    Gajapati maharajanku koti pranam

  • @Mot59697
    @Mot59697 7 місяців тому +12

    ଗଜପତିଙ୍କୁ କଣ ଜଣା ନାହିଁ ସରକାର କଣ କରୁଛନ୍ତି ଭଗଵାନ ଙ୍କ ସହ ??

  • @satyabratadash1586
    @satyabratadash1586 7 місяців тому +21

    Jay Jaganath Swami 🌺🙏🌺

  • @papunadethi9371
    @papunadethi9371 2 місяці тому

    ଜୟ ଜଗନ୍ନାଥ ମହା ବାହୁ ଜଗତର ଦୁଃଖ ବୁଝିଥିବ ହେ ମହା ବାହୁ ଜୟ ବିଜେଡି ଜୟ ନବୀନ

  • @kalyanpanda5885
    @kalyanpanda5885 7 місяців тому +6

    ଚାମଚା ସେବାୟତ ନବୀନ ନିବାସ ଆସିଥିଲେ ହର ଗୌରୀ ବାବୁ ନେତୃତ୍ୱ ରେ

  • @nilambarbehara3562
    @nilambarbehara3562 7 місяців тому +3

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @pradeepsethi8004
    @pradeepsethi8004 2 місяці тому

    ପୁଣି ପ୍ରଭୁ ଜଗନ୍ନାଥ ଙ୍କ ପ୍ରଚାର ପ୍ରସାର ପାଇଁ ୪୨୦ କୋଟି ନା କେତେ।ଶଳା ଏ ବିଶ୍ଵ ବ୍ରହ୍ମାଣ୍ଡ ଯାହାପାଦ ତଳେ। ତାଙ୍କର ତମେ......

  • @maakshytrabudhikhetramanip9990
    @maakshytrabudhikhetramanip9990 7 місяців тому

    JayOmMoMaaBabaJayOmJaganathJayOmMoMaaaaaa🙏🙏🙏🙏🙏🙏🙏

  • @NarendraNarayanJena-tv2ic
    @NarendraNarayanJena-tv2ic 7 місяців тому +3

    ନବୀନ ବାବୁ ଓ ପାଣ୍ଡିଆନ ବାବୁ ଦୁହେଁ ବଡ଼ ଦେଉଳ
    ଆଗରେ କାନ ଧରି ୭ ଥର ପରିକ୍ରମା କରନ୍ତୁ.
    ଜଗନ୍ନାଥ ତେବେ ଯାଇ କ୍ଷମା କରି ଦେବେ.
    ହଁ କାମିଆ ଯାନୀ କୁ ମଝିରେ ନେଇ ପରିକ୍ରମା କରିବେ.
    ଯଦି ତାହା ନ କରନ୍ତି ତାହାଲେ ତିନି ଜଣଙ୍କୁ ବିନା ବସ୍ତ୍ରରେ ଚଲା ଯାଉ.
    ସାରା ଓଡିଶା ଦେଖିବ ତାଙ୍କ _-_--------------.
    Bjd ହଟେଇବା କିନ୍ତୁ bjp ନୁହଁ କଂଗ୍ରେସ କୁ ଜିତେଇବା.

  • @user-fq5gb9ep9e
    @user-fq5gb9ep9e 7 місяців тому

    ଏଥର ନବିନ ନାମ ନେବେ ,ସେ ମହାପ୍ରଭୁ ଜଗନ୍ନାଥ ବୋଲି ଭାବିବା ଦରକାର ,ଜଗନ୍ନାଥ B J D ଦଳର ପ୍ରଚାରକ ନୁହନ୍ତି,ସାବଧାନ ।

  • @sanjuktabhuyan6507
    @sanjuktabhuyan6507 2 місяці тому

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏❤🙏🙏 ଅଧର୍ମର ବିଲୋପ ହେଉ ଧର୍ମର ଜୟ ହେଉ 🚩🚩💐💐🚩🚩

  • @sudeepms143
    @sudeepms143 7 місяців тому +1

    ମଦୁଆ ନବିନା କାଠଗଡାରେ ମଦ ପିଇ ବସିବ ।

  • @niharpalai3774
    @niharpalai3774 7 місяців тому +3

    Khali Nabina ନୁହେଁ ଏଇ ଆମ ଓଡ଼ିଶା ର ପଇସା ଖିଆ ବେଦ୍ଧ ସବୁ ମୋଟା ମୋଟା ଟଙ୍କା ନେଇ ନିଜ ମୁଣ୍ଡ ବିକୁଛନ୍ତି। ନବୀନ ଆଉ ପାଣ୍ଡିଆନ ଆଉ ତାହା ସହ ଜଡ଼ିତ ସବୁ ପାପି ଙ୍କ ଶେଷ ସମୟ ଆସିଲାଣି।

  • @dhaneswarojha5611
    @dhaneswarojha5611 7 місяців тому +2

    ସ୍ଥିତୀ ପାଇଁ ନୀତି ବଦଳାଇବାରେ ଧୂରନ୍ଧର ନବୀନ ଶରକାର

  • @mahakal8756
    @mahakal8756 7 місяців тому +2

    ଭୁଲ କାମ ଦେଖି ଚୁପ୍ ରହିବା କିମ୍ବା ଡେରିରେ ବିରୋଧ କରିବା ମାନେ ନିଜେ ଭୁଲ କରିବା। ଜୟ ଜଗନ୍ନାଥ 🚩🚩🚩

  • @bikrampal784
    @bikrampal784 7 місяців тому +1

    ମହାପ୍ରଭୁ ଶ୍ରୀ ଜଗନ୍ନାଥ 🙏🏾🙏🏾🙏🏾କାହାର ବି Ghamand ରଖି ନାହାନ୍ତି ଆଉ ବିଜେଡି ସରକାର ଅଳପ ଦିନରେ ଲୋପ ପାଇଯିବ ଯୋଉ ଭଳି ମହାପ୍ରଭୁ ଙ୍କୁ ଅସନମାନ କରୁଛନ୍ତି ବିଜେଡି ଵାଲା ହେ ପ୍ରଭୂ ଆପଣ ହିଁ ଦେଖେଇ ଦିଅନ୍ତୁ

  • @rabindrasahu3051
    @rabindrasahu3051 7 місяців тому

    ଠାକୁରଙ୍କୁ ନେଇ ରାଜନୀତି !

  • @b.n.education2353
    @b.n.education2353 7 місяців тому

    ନବୀନ କୋଉ ଜାତିର ଜଣା ଯାଉନାହିଁ ବୋଧହୁଏ ପାଣ୍ଡିଆ ତା ମୁଣ୍ଡଟାକୁ ଧୋଇ ଦେଲାଣି |ମରଣ କାଳେ ବିପରୀତ ବୁଦ୍ଧି |ଜୟ ଜଗନ୍ନାଥ 🙏🙏🙏🙏

  • @duryodhanmahanta7766
    @duryodhanmahanta7766 7 місяців тому

    ଠାକୁର ରାଜା ଠିକ୍ ବିଚାର କରନ୍ତୁ।

  • @bhimasenswain4333
    @bhimasenswain4333 7 місяців тому

    ଯାହା ହଉ ଗଜପତି ଏବେ ଜଗନ୍ନାଥଙ୍କ ସୁରକ୍ଷାରେ କହିଲେ ,bjd ଭିକାରୀ ହୋଇଗଲେଣି ଜଗନ୍ନାଥଙ୍କ ନାମରେ ରାଜନୀତି କହୁଛନ୍ତି,

  • @princessamrita1522
    @princessamrita1522 7 місяців тому +3

    Salute Ganapati Maharaja🙏🙏🙏🙏🙏Jay Jagannath 🙏🙏🙏

  • @laxmansahoo4681
    @laxmansahoo4681 7 місяців тому +2

    ଓଡ଼ିଶାରେ ମଦୁଆ ଭୟ, ନେତା ହୁଅନ୍ତୁ କି ଜନତା ହୁଅନ୍ତୁ 🎉

  • @deepakkumardas4176
    @deepakkumardas4176 7 місяців тому +2

    Daru chayana bele hera feri kala bele jadi sabu oppose kari thante aji a dina dekhibaku padi na thanta😢

  • @bhabanisankardas8641
    @bhabanisankardas8641 7 місяців тому +1

    ଜୟ ଜଗନ୍ନାଥ,,କେଁଉ ବାଟରେ ହେଲେପ୍ରଭୁ ଜଗନ୍ନାଥ ଏହା ଚାହୁଁନଥିବାର ଜଣାପଡିଲା,
    ବର୍ତମାନ ଏହାର ପରିଣାମ କିଏ ସେ ଭୋଗିବ??? ସାରା ଓଡିଶା ର ଜଗନ୍ନାଥ ଭକ୍ତଗଣ ଦେଖିବାର ଅଛି!!!!!!
    କରିକରୁଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ 🙏🙏🙏🙏🙏ଜୟ ଜଗନ୍ନାଥ

  • @akshyapanigrahi5939
    @akshyapanigrahi5939 7 місяців тому +1

    ସବୁ ସରିଲା ପରେ କହିଲେ କଣ ହବ,,,,, ଠାକୁର ତ ବାରଦୂଆର ବୁଲି ଭୀକ ମଗାଇଲ

  • @pranatisenapati-mz9og
    @pranatisenapati-mz9og 7 місяців тому

    Jay shree jagannath swami ji 🙏🙏🙏🙏🙏🪔🪔🙏🙏🙏🪔🙏🙏🙏🪔🙏🙏🙏🪔🙏🙏🙏🪔🙏

  • @user-pn5dl8rv9w
    @user-pn5dl8rv9w 7 місяців тому +2

    ସେ ଚାଉଳ ଆଗକୁ ଇଲେକସନ କାମରେ ଆସିବ

  • @BanabasiNahak-d2k
    @BanabasiNahak-d2k 7 місяців тому

    ଯଦି ଜଗନ୍ନାଥଙ୍କ ନାମରେ ଚାଉଳ ଗୁଆ ମାଗିବା ଠାକୁରଙ୍କୁ ଅପମାନ ତା ହେଲେ ମନ୍ଦିର ବେଢ଼ା ଭିତରେ ଭକ୍ତ ମାନଙ୍କଠାରୁ ଜୋର ଜବରଦସ୍ତ ଠାକୁରଙ୍କ ନାମରେ ଶହ ଶହ ଟଙ୍କା ପାକେଟ ରୁ ଛଦେଇନେବା। କୋଉ ସମ୍ମାନର ପ୍ରତୀକ

  • @sarojbehera9847
    @sarojbehera9847 7 місяців тому

    ଏ ଗେଣ୍ଡା ଦଳ ସୋୟମ ଜଗତର ନାଥ ଜଗନ୍ନାଥ ଙ୍କୁ ମନ୍ଧ୍ୟ ଚଡ଼ିଲେ ନାହିଁ
    ନିଜ ଦଳ ର ପ୍ରଚାର ପାଇଁ ଜଗନ୍ନାଥ ଙ୍କୁ ଦାଣ୍ଡରେ ଗଦେଇଦେଲେ

  • @hemsagarsahu7537
    @hemsagarsahu7537 7 місяців тому +1

    ଜଗନ୍ନାଥ ମହାପ୍ରଭୁଙ୍କୁ କାହୀକୀ ଲୂହାରରଥ ବା ଗାଡ଼ିରେ ବସା ଈ ବୂଲାଇଲେ ଏହା ଘୋର ନିନ୍ଦନୀୟ କାରଣ ଆପଣ ଯଦି ଅର୍ପଣରଥ ବୂଲାଇବାର ଥିଲା ବୋଲି ଲେ କାହିଁକି କାଠ ରଥ ନିର୍ମାଣ କରି ବୂଲାଇଲେ ନାହିଁ ।ଆମ ଠାକୁର ଙ୍କୁ କାଠରଥରେ ଟଣା ଯାଏ ।

  • @ashokmohanty7626
    @ashokmohanty7626 7 місяців тому +2

    Deri hau tharu Raja bhalanispati nele odisha loke khusi hebe jay jagannath 🙏🏽🙏🏽

  • @ruhyasingh2570
    @ruhyasingh2570 7 місяців тому

    ଠିକ ନବୀନ ଠୁ ଅଧିକ ପାପ ମୋଦୀ କରୁଛନ୍ତି ବୋଲି ଚାରି ଧାମ ର ସଂକାରା ଚାର୍ଯ୍ୟ କହୁଛନ୍ତି,... ଅଧା ଗଢ଼ା ମନ୍ଦିର ରେ ବିନା ଶୁଭ ବେଳା ରେ ରାଜନୀତି ଚମକାଇ ବା ପାଇଁ ମୋଦୀ ଏପରି କାମ କରୁଛନ୍ତି

  • @jagratodisha1112
    @jagratodisha1112 7 місяців тому

    Jai shree jagarnath 🚩🙏🏻🚩 Maharaj ku Mora koti koti pranam 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @anjanadeo7899
    @anjanadeo7899 7 місяців тому +1

    Sobu probhunko ichha
    Probhunko Leela
    Jay Jagannath 🙏

  • @trilochanpatnaik6321
    @trilochanpatnaik6321 7 місяців тому

    Pandian ବୁଦ୍ଧିରେ ମହାପ୍ରଭୁ ବାରଦ୍ୱାର ବୁଲିଲେ। ନବୀନ ମଧ୍ୟ କମ୍ ଦୋଷୀ ନୁହଁନ୍ତି। ପ୍ରଭୁ ବୁଝିବେ।

  • @udayapadhan9765
    @udayapadhan9765 7 місяців тому +6

    Bjd prabhu jagannath kana toh booa ra je jaha pari taha karibu ethara odisha basi dekhai debey vinaash kale biprit budhi

  • @user-nm8gd2os6n
    @user-nm8gd2os6n 7 місяців тому

    Dhanyabad Gajapatimaharaj

  • @hariarjunsahu873
    @hariarjunsahu873 7 місяців тому

    Joy Sri Jagannath Joy Sri Jagannath Pradhan sevaka.maharaja.

  • @ajaybadjena6799
    @ajaybadjena6799 7 місяців тому

    ତୁରନ୍ତ ନବିନ ଙ୍କୁ କାଠଗଡ଼ାରେ ଛିଡ଼ା କରା ଯାଉ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ମୁତ୍ରି କୁ ଟଲିରେ ବୁହାଇ ଗୁଆ ଚାଉଳ ମାଗିଵା ଦ୍ଵାରା ସନାତନ ଧର୍ମକୁ କୁଠାରାଘାତ କରାଯାଇଛି, ଓଡିଶା ବାସୀ ଙ୍କୁ ଭୂଆଁବୁଲେଇ ଆସିଛନ୍ତି ଏ‌ହାକୁ ଵରଦାସ୍ତ କରାଯିବ ନାଁ ହିଁ

  • @SamirkumarMallick-tf4cf
    @SamirkumarMallick-tf4cf 7 місяців тому +3

    Right gajpati

  • @bidyadharbiswal3321
    @bidyadharbiswal3321 Місяць тому

    ଜୟ ଜଗନ୍ନାଥ

  • @DibyashankarSahoo-ho1if
    @DibyashankarSahoo-ho1if 7 місяців тому +1

    Gajpatimaharaj ki Jay.

  • @BasantakumarRaul
    @BasantakumarRaul 7 місяців тому +1

    ନବୀନ ଜଗନ୍ନାଥଙ୍କୁ ନେଇ ଯାହା କଲେ ସେ ଦ୍ବିତୀୟ କଳାପାହାଡ଼ ହୋଇଗଲୋ

  • @rashmikantasahu3522
    @rashmikantasahu3522 7 місяців тому

    ଜୟ ଜଗନ୍ନାଥ 🙏 ପରିକ୍ରମା ପ୍ରକଳ୍ପ ନିଶ୍ଚୟ ଉଚ୍ଚ କୋଟୀର ଚିନ୍ତାଧାରା। କିନ୍ତୁ ଏହାକୁ ରାଜନୀତିକରଣ କରିବା ଉଚିତ୍ ନୁହେଁ। ଲୋକଙ୍କ ଧର୍ମ ଭାବନା କୁ ନେଇ ରାଜନୀତି କରିବା କେତେଦୂର ଯୁକ୍ତିଯୁକ୍ତ ଏହା ନବୀନବାବୁ ହିଁ କହି ପାରିବେ।

  • @somanathkhara8368
    @somanathkhara8368 7 місяців тому

    ଠାକୁର ଘରକୁ ଘର ବୁଲି ଭିକ୍ଷା ମାଗିଲା ପରି ହେଲା। ସୁନ୍ଦର ହେଲା କି?

  • @Dineshkumar-fn2to
    @Dineshkumar-fn2to 7 місяців тому

    H, krishna,h, mahadev 🙏❤️😍🙏

  • @sadasivasahoo4572
    @sadasivasahoo4572 7 місяців тому

    Well said Maharaj ji... Pranam 🙏🙏🙏🙏💐💐💐💐.. Jai Jagannath mahapravu ki Jai 🙏🙏🙏🙏💐🌹🌷🙋🙏🙏💐🌹🌷🚩🚩🌹

  • @abhimanyukhara6849
    @abhimanyukhara6849 7 місяців тому

    Jai gajapati maharaaj

  • @srustidhardey5817
    @srustidhardey5817 3 місяці тому +2

    ଗ୍ରାମ ସାଥୀ ଲୁହ ରେ ପତନ ହେଲା BJD

  • @baskeytechnical7578
    @baskeytechnical7578 7 місяців тому

    ଧନ୍ୟବାଦ ପ୍ରଭୁ ଗଜପତି ମହାରାଜା ଦୋଷୀକୁ ଦଣ୍ଡ ମିଳିବା ନିହାତି ଦରକାର

  • @bishnuseth3815
    @bishnuseth3815 7 місяців тому

    କ ଜୟ ଜଗନ୍ନାଥ

  • @ratikantnayak9236
    @ratikantnayak9236 7 місяців тому

    ଜଗନ୍ନାଥ ଯାହା କରନ୍ତି ଭଲ କରନ୍ତି ପାପିକୁ ଦଣ୍ଡ ଦିଅନ୍ତି। ଜୟ ଜଗନ୍ନାଥ

  • @surathanaik1169
    @surathanaik1169 7 місяців тому

    ଠାକୁର କୁ ଯଦି କଲବଲ କଲେ ସେ କଣ ପାଇଁ ପ୍ରତିବାଦ କଲାନି

  • @mitalinayak779
    @mitalinayak779 7 місяців тому +1

    Right

  • @prabhakarsenapati1721
    @prabhakarsenapati1721 7 місяців тому

    ଠାକୁର କୁଏଭଳି ବୁଲେଇବା ପାଇଁ bjd କି ଲାଇସେନ୍ସ ପାଇଛି। ଏହା ଭକ୍ତି ନା ରାଜନୀତି। ଗଜପତି ହସି ହସି କହିଦେଲେ ସେ ଏହି କାର୍ଯ୍ୟ ରେ ସଂଗଲିଷ୍ଟ ନୁହେଁ। ଗୁଆ ଚାଉଳ ଓ ଧାର୍ମିକ ଚିନ୍ତନ ପୁରା ଫଲ୍ସ ହେଇଚି। Bjd ହଟାଅ।

  • @swetar9612
    @swetar9612 7 місяців тому

    Hnn thik ଆମ ଜଗତର ନାଥ ଜଗନ୍ନାଥ ଙ୍କୁ ଏଇ ମାନେ ଅପମାନ କରିଛନ୍ତି😔

  • @user-vp1kg8sw3q
    @user-vp1kg8sw3q 7 місяців тому

    ଗଜପତି ମହୋଦୟ ଏହା ଆଗରୁ କହିବା କଥା ।

  • @aanandrao2408
    @aanandrao2408 7 місяців тому +1

    ନବୀନ ନିଜ ସ୍ବାର୍ଥ ପାଇଁ ଜଗନ୍ନାଥ ମହା ପ୍ରଭୁ ଙ୍କୁ ବାର ଦାଣ୍ଡ ବାରଣ୍ଡାକୁ ବୁଲେଇବା ଉଚିତ୍ ନୁହେଁ। ଏସବୁ ପାଣ୍ଡିଆନ୍ ବୁଦ୍ଧି।

  • @dillipbhoi758
    @dillipbhoi758 7 місяців тому

    ବିଜେଡି ନେତା ପାଟି ଅତିଶିଘ୍ର ଧ୍ବଂସହୋଇଯିବ

  • @user-jy4dp7wn4g
    @user-jy4dp7wn4g 7 місяців тому

    Jaya Jaganath Bhalakatha

  • @Sanskari_Pila143
    @Sanskari_Pila143 7 місяців тому

    Very Good Decesion

  • @admofwganjam2753
    @admofwganjam2753 7 місяців тому +3

    ସରକାର ତା ମନ ଇଛା କାମ କରୁଛି।

  • @PadmaDhrua
    @PadmaDhrua 7 місяців тому

    Gagbati maharaj all ways right jai jagannath

  • @krushnamohanprusty2728
    @krushnamohanprusty2728 7 місяців тому +1

    ରାଜନୈତିକ ବେପାରୀ ମାନଙ୍କର ଯେ କୌଣସି ପ୍ରକାରେ ଜନତାଙ୍କ ଠାରୁ ଭୋଟ ହାତେଇବା ପାଇଁ ଚକ୍ରାନ୍ତ ? ବିଜେଡି ଏଥିରୁ ବାହାରି ଯିବ କିପରି ?😂

  • @debendrasatapathy8512
    @debendrasatapathy8512 7 місяців тому +1

    With deep respect to our Thakur Raja & his devine opinion on sacred offerings of devotees for our supreme Deity, Lord Jagannath, we pray for keeping up the Shradha & Bhakti of crores Odiyas.

  • @padminijena8261
    @padminijena8261 7 місяців тому

    ଏ ମାନଙ୍କୁ ଆଜିବନ ଜେଲ ଦିଆଯାଉ

  • @patitakumarchoudhury9855
    @patitakumarchoudhury9855 7 місяців тому

    ସରକାର ମହାବାହୁ ଶ୍ରୀଜଗନ୍ନାଥ ଙ୍କୁ ବିଲେଇ କୁକୁର ଭଳି ବ୍ୟବହାର କରୁଛନ୍ତି, ଏହା କେତେଦୂର ଠିକ ନିରେପେକ୍ଷ ବୁଦ୍ଧିଜୀବୀ ଚିନ୍ତା କରିବେ 🙏

  • @suryakanta9827
    @suryakanta9827 7 місяців тому

    ସବୁ ଅଣଓଡ଼ିଆ ଚାକର ପାଣ୍ଡୁ ର ହିନ ରାଜନୀତି,ଜୀଅନ୍ତା ଶବ ବୁଢା ମାଙ୍କଡ କୁ ଢାଲ କରି ଓଡ଼ିଆ ଙ୍କୁ ମେଣ୍ଢା ବନେଇ ଭୋଟ ପ୍ରଚାର ପ୍ରସାର କରୁଛି

  • @jayakrushnasahoo-lx7dw
    @jayakrushnasahoo-lx7dw 7 місяців тому

    Jay jagannath Swami

  • @shibakumarsahu2400
    @shibakumarsahu2400 7 місяців тому +1

    He prabhu tume hin a ohonkari sarkar ro garba ku khandana kara

  • @TripatiMali-gq8xf
    @TripatiMali-gq8xf 7 місяців тому

    Jay jagannath🙏🙏🙏

  • @chittaranjanghana-dg7fn
    @chittaranjanghana-dg7fn 7 місяців тому

    Jai shree jagannath maha pravu balabhadra

  • @user-wq5cr6fu9j
    @user-wq5cr6fu9j 7 місяців тому

    Sata kahila didi

  • @surendranaik1044
    @surendranaik1044 7 місяців тому +2

    Jay Jagarnatha 👍👍👍🙏🙏🙏

  • @shreekalaacademy265
    @shreekalaacademy265 7 місяців тому +1

    JayJagannath🙏🙏💐❤️

  • @untold9254
    @untold9254 7 місяців тому

    Bahut badhia heichhi....
    Haba darkar...
    Ye ki prakar leela karuchhanti aama C.M.
    Modi jinka sahita compitition

  • @purnachandra287
    @purnachandra287 7 місяців тому

    JAY SRI JAGANNATH BHARASA JAY SRI JAGANNATH

  • @abinasparida2031
    @abinasparida2031 7 місяців тому +1

    Thik katha bhai

  • @manjuranimishra1135
    @manjuranimishra1135 7 місяців тому

    Jay shree jagannath 🌻🙏🌻

  • @somelife9719
    @somelife9719 7 місяців тому

    ଜୟ ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🌹🌹🌹

  • @swetar9612
    @swetar9612 7 місяців тому

    ଜଉ ମାନେ ଏମିତି ସବୁ କରି ଛନ୍ତି ତାଙ୍କୁ ଦଣ୍ଡ ଦିଆଯାଉ

  • @belalsensenapati1300
    @belalsensenapati1300 7 місяців тому +1

    ନବୀନଙ୍କର ଏଭଳି କାମ ପାଇଁ ତ ସମସ୍ତ ସଚେତନ ଓଡ଼ିଆ ଘୃଣା କରୁଛନ୍ତି, ଆଉ ଗଜପତି ଯେଭଳି ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଏହି ଅନ୍ୟାୟର ପ୍ରତିବାଦ ନ କରି ନିରବଦ୍ରଷ୍ଟା ସାଜିଲେ କିଏ ତାଙ୍କୁ ଆଉ ସମ୍ମାନ ଦେବ ବା କାହିଁକି?

  • @srustidhardey5817
    @srustidhardey5817 3 місяці тому +2

    ପାପୀ BJD neta choor ta BJD hatau ❤❤❤❤❤ 25ବର୍ଷ 🎉🎉🎉🎉🎉

  • @prasanta_kumar143-r1t
    @prasanta_kumar143-r1t 7 місяців тому

    ଏ ମାଘିଆ ପଆଡଇଆନ ପାଇ ଶବୁ ହୋଉଛି ଏ ମାଘିଆ ପଆଡିଆନ ଓଡ଼ିଶା ଛାଡି ପଳା ନହେଲେ ମୁ ତତୋ ହାଣିବି ଭଲରେ କହୁଛି

  • @pramoddash5937
    @pramoddash5937 7 місяців тому +1

    Realistic analysis of your channel

  • @RanjanSundaray-ty4vf
    @RanjanSundaray-ty4vf 7 місяців тому +1

    ଏଇଟା ଏବେ ମନେପଡ଼ିଲା ।ଆଗରୁ କାହିଁକି ବାରଣ karagalani । ଅନ୍ୟାୟ ହେଉଛି ବୋଲି କାହାକୁ ଦିଶୁ ନ ଥିଲା ।

  • @user-jm1zb9il9j
    @user-jm1zb9il9j 7 місяців тому

    Jay jagannath 🙏