Sundara Kanda (Video) Vol-1 ସୁନ୍ଦରା କାଣ୍ଡ Tulasi Das Ramayan | Dukhishyam Tripathy | Sidharth Music

Поділитися
Вставка
  • Опубліковано 1 жов 2024
  • Album : (Sundra Kanda (Video) Vol-1
    Singer : Dukhishyam Tripathy
    Written By : Santha Tulasi Das
    Music : Dukhishyam Tripathy
    ----------------------------------------------------
    || ସୁନ୍ଦରା କାଣ୍ଡ ||
    ହନୁମାନଙ୍କ ଲଙ୍କା ଗମନ, ସୀତାଠାବ ଓ ଲଙ୍କା ଦହନ :
    ସୁଗ୍ରୀବ କୃତଜ୍ଞତା ସହ ପ୍ରଭୁ ଶ୍ରୀରାମଙ୍କୁ କହିଲେ, ଏ ବିଶାଳ ବାନର ସେନା ବର୍ତ୍ତମାନ ଆପଣଙ୍କ ସେବାରେ ପ୍ରସ୍ତୁତ । ସେ ବାନର ସେନାର ଚାରିଟି ଦଳ ପ୍ରସ୍ତୁତ କରି ସେମାନଙ୍କୁ ଚାରିଦିଗକୁ ପ୍ରେରଣ କଲେ । ତତ୍ପରେ ସୁଗ୍ରୀବ ହନୁମାନଙ୍କୁ ଡାକି କହିଲେ, ହେ ବାୟୁପୁତ୍ର, ତୁମ ଅସାଧାରଣ ବୀରତ୍ୱ ଯୋଗୁଁ ରାମଚନ୍ଦ୍ରଙ୍କ ଏହି କାର୍ଯ୍ୟ ନିମିତ୍ତ ଆପଣ ହିଁ ଏକମାତ୍ର ଯୋଗ୍ୟ । ଅତଏବ ତୁମେ ପ୍ରଭୁ ରାମଙ୍କର ଏହି ସେବାରେ ନିଜକୁ ନିୟୋଜିତ କରି ଦେବୀ ସୀତାଙ୍କ ସନ୍ଧାନରେ ଯାଅ । ରାମଙ୍କ ଆଦେଶ ଅନୁସାରେ ସୁଗ୍ରୀବ ବିନତା ଏବଂ ତାଙ୍କ ଦଳଙ୍କୁ ପୂର୍ବ ଦିଗକୁ, ସୁଷେଣଙ୍କ ସହ ତାଙ୍କ ଦଳକୁ ପଶ୍ଚିମକୁ, ଶତବଳିଙ୍କୁ ଉତ୍ତର ଏବଂ ହନୁମାନ ତଥା ଅଙ୍ଗଦଙ୍କୁ ଦକ୍ଷିଣ ଦିଗକୁ ପ୍ରେରଣ କଲେ । ରାମ ତାଙ୍କ ମୁଦ୍ରିକାଟିକୁ ହନୁମାନଙ୍କ ହାତରେ ଦେଇ କହିଲେ, ସୀତାଙ୍କ ସନ୍ଧାନ କରି ଏହି ମୁଦ୍ରିକା ଦେଖାଇଲେ ସେ ଜାଣିବେ ଯେ ତୁମେ ରାମଙ୍କ ଦୂତ ଏବଂ ସୀତାଙ୍କ ସନ୍ଧାନରେ ଆସିଅଛ । ବାନରମାନେ ଚାରିଦିଦରେ ତନ୍ନ ତନ୍ନ କରି ସୀତାଙ୍କ ସନ୍ଧାନ କରିବାକୁ ଲାଗିଲେ । ହନୁମାନ ଏବଂ ଅଙ୍ଗଦ ବିନ୍ଧ୍ୟ ପର୍ବତର ସମସ୍ତ ଗୁମ୍ଫାରେ ସୀତାଙ୍କ ସନ୍ଧାନ ନେଲେ । ପଥରେ ନାଗମାତା ସୁରସା ହନୁମାନଙ୍କୁ ଭକ୍ଷଣ କରିବା ନିମିତ୍ତ ତାଙ୍କ ପଥ ଓଗାଳିଲା । ହେଲେ ହନୁମାନ ଅତି ଚତୁରତାର ସହିତ ନିଜକୁ ଅତି କ୍ଷୁଦ୍ରକାୟ କରି ତାଙ୍କ ମୁଖରେ ପ୍ରବେଶ କଲେ ଓ ହଠାତ୍‌ ବାହାରି ଆସିଲେ । ଏଥିରେ ସୁରସା ପ୍ରୀତ ହୋଇ ହନୁମାନଙ୍କୁ କାର୍ଯ୍ୟସିଦ୍ଧି ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ । ଏଥୁଅନ୍ତେ ହନୁମାନ ସମୁଦ୍ର ଉପର ଦେଇ ଉଡ଼ିଯାଆନ୍ତେ ଲକ୍ଷ୍ୟ କଲେ ଯେ, ଏକ ରାକ୍ଷସୀ ହନୁମାନଙ୍କ ସମୁଦ୍ରରେ ପଡୁଥିବା ଛାୟାକୁ ଧରି ତାଙ୍କ ଗତିରେ ବାଧା ଉପୁଜାଉଛି । ହନୁମାନ ଏକାବେଳକେ ରାକ୍ଷସୀର ମୁଖ ଦ୍ୱାର ଦେଇ ଉଦରକୁ ପ୍ରବେଶ କରି ତାର ଉଦର ବିଦୀର୍ଣ୍ଣ କରି ବାହାରି ଆସିଲେ । ରାକ୍ଷସୀ ମୃତ୍ୟୁଲାଭ କରି ସମୁଦ୍ରମଧ୍ୟରେ ଲୀନ ହୋଇଗଲା ।
    -------------------------------------------------------
    ♪ Full Song Available on ♪
    JioSaavn : bit.ly/2L4JFYZ
    Wynk : bit.ly/3fvgOuy
    Gaana : bit.ly/2L9nAbO
    Apple Music : apple.co/3cdpmUX
    Amazon Prime Music : amzn.to/2SN2EeS
    iTunes : apple.co/3ccfvyX
    Spotify : spoti.fi/2ysgzQF
    ----------------------------------------------------------
    Video Director : Abhaya Garanayak
    Camera : Rintu, Narendra & Bicky
    Graphics ,DI : Binaya Sutar
    Recorded At : Sidharth Studio
    Voice Dubbing & Mixing By : Munna & Pappu
    Mastering By : Sitaram Agrawal & Swapnajit Sabath
    Producer : Sitaram Agrawal & Namita Agrawal
    Music Label : Sidharth Music
    Banner : Sidharth Music
    -----------------------------------------------------------
    Set Caller Tune ; Operator Codes:
    Airtel Users Dial
    Vodafone Users Dial
    BSNL (South / East) Users sms BT To 56700
    Idea Users Dial
    BSNL (North / West) Users sms BT To 56700
    Also available on Jio Tunes
    ------------------------------------------------------------
    Watch & Subscribe to our other UA-cam Channels:
    👉 Sidharth Bhakti : / sidharthbhakti
    👉 Sidharth Music: / sidharthmusic
    👉 Sidharth TV : / sidharthtv
    👉 Namita Agrawal : / namitaagrawal
    --------------------------------------------------------------
    Enjoy & stay connected with us!
    👉 Like us on Facebook : / sidharthbhaktiodia
    ---------------------------------------------------------------
    #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal #odiabhajan #odiasong #jayjagannathtv

КОМЕНТАРІ • 524

  • @lalatendudash2018
    @lalatendudash2018 Місяць тому +5

    ଜୟ ଶ୍ରୀ ସୀତାରାମ ରାମ ନମୋ ନମଃ
    ଜୟଶ୍ରୀ ହନୁମାନ ଜୟଜୟ ଚରଣେ କୋଟି କୋଟି ନମୋ ନମଃ
    ମୋ ଦୋଷ ଥିଲେ ଧରିବେ ନାହିଁ ପ୍ରଭୁ 💐🙏🙏🙏🙏🙏🙏

  • @pradiptajena3534
    @pradiptajena3534 Місяць тому +7

    ପ୍ରଭୁ ମୁଁ ମୋ ଭୁଲ ପାଇଁ କ୍ଷମା ପ୍ରାଥନା କରୁଛି! କୃପା କର ମୋ ଉପରେ....

  • @diptiranjandehury493
    @diptiranjandehury493 Рік тому +27

    ପ୍ରଭୁ ମୁଁ ମୋ ଭୁଲ ପାଇଁ କ୍ଷମା ପାର୍ଥନା କରୁଚି କୃପା କର ମୋ ଉପରେ ପ୍ରଭୁ 🙏ଜୟ ଶ୍ରୀରାମ 🙏ଜୟ ହନୁମାନ 🙏

  • @tutusamal333
    @tutusamal333 Рік тому +8

    ହେ ପ୍ରଭୁ ମୁଁ ମୋ କର୍ମ ପାଇଁ ମୁଁ ଆପଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ମୋତେ କ୍ଷମା କର, ମୋ ଉପରେ ଦୟା କର ପ୍ରଭୁ 🙏🙏🙏....

  • @lababehera6765
    @lababehera6765 7 місяців тому +7

    ଜୟ ମାତା ସୀତା କି ଜୟ 🙏🙏🙏🙏 ହେ ମାତା ଆପଣଙ୍କୁ କୋଟି କୋଟି ପ୍ରଣାମ ମାନବ ମାନଙ୍କ କଲ୍ୟାଣ ପାଇଁ ଜଗତର ମଙ୍ଗଳ ପାଇଁ ଆପଣ କେତ କଷ୍ଟ ସହିଛନ୍ତି ଆପଣଙ୍କର ଶ୍ରୀ ଚରଣ ତଳେ କୋଟି କୋଟି ପ୍ରଣାମ ଜୟ ମା ଜାନକୀ ଜୟ ଶ୍ରୀ ରାମ 🙏🙏 ଜୟ ଜଗନ୍ନାଥ

  • @nirmalbehera5395
    @nirmalbehera5395 Рік тому +11

    ଜୟ ରାମ ଶ୍ରୀ ରାମ ଜୟ ଜୟ ରାମ ସଙ୍କଟ ମୋଚନ ଜୟ ହନୁମାନ

  • @odisafamous
    @odisafamous 2 роки тому +79

    ହେ ପ୍ରଭୁ ମୁଁ ମୋ ପୂର୍ବ କର୍ମ ପାଇଁ ମୁଁ କ୍ଷମା ପାର୍ଥନା କରୁଛି ମତେ କ୍ଷମା କର, ମୋ ଉପରେ କୃପା କର ପ୍ରଭୁ 🙏🙏

  • @narayandalai9799
    @narayandalai9799 Рік тому +5

    jay🚩☘️ shree🌴🚩 guru☘️🚩 dev🚩☘️
    jay ☘️🚩shree ☘️🚩panchasakha☘️🚩
    jay 🚩☘️shree☘️🚩 hanuman☘️🚩
    jay 🚩☘️shree☘️🚩 jagannath☘️🚩

  • @ktsahoo2409
    @ktsahoo2409 Рік тому +13

    ଜୟ ଶ୍ରୀ ରାମ 🙏 ଜୟ ବୀର ହନୁମାନ 🙏

  • @balayamisra857
    @balayamisra857 11 місяців тому +8

    ଜୀବନରେ ଯେତେ ଭଲ କଲେବି ଫଳ ସବୁବେଳେ ଓଲଟା ହିଁ ମିଳୁଚି। ପ୍ରଭୁ ମୁ ଜାଣିନି କେଉଁ ଜନ୍ମ ପାପର ଫଳ ଏସବୁ। ତୁମେହିଁ ଭରସା ପ୍ରଭୁ। ଜୟ ଶ୍ରୀରାମ। 🙏

    • @kapilasmahakur8371
      @kapilasmahakur8371 10 місяців тому

      Jadi manisha bhala kamo nija pabitra hrudaya re niswarthapara hoi karichi ttahele, subha fala miliba nischaya kehi atakei paribe nahi, samaya nischaya aasibo 🙏🙏🙏🙏🙏,

  • @adityasahoo4786
    @adityasahoo4786 4 роки тому +18

    ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଯିବି କି କାରଣେ.... ଜୟ ଜଗନ୍ନାଥ 🙏🏻 🙏🏻 🙏🏻 ଅତି ସୁନ୍ଦର ଭାବରେ ଗାଇଲେ⚫💧⚫

    • @santosichhatria3808
      @santosichhatria3808 4 роки тому +1

      Jay srira good song thank you

    • @sumitrasamal2225
      @sumitrasamal2225 3 роки тому +1

      🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @subrat3969
    @subrat3969 Рік тому +8

    ❤️❤️❤️🙏ଜୟ ଶ୍ରୀ ରାମ 🙏❤️❤️🙏 ଜୟ ମହାବୀର ହନୁମାନ 🙏❤️❤️❤️❤️

  • @JalandharaJhodia
    @JalandharaJhodia 3 місяці тому +1

    Jay Jay shree sita ram.jay Jay shree mahaveer hanuman ji ki jay jay 🪔🪔🪔🌺🌺🌺🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🚩🚩🚩🧘🏿‍♀️🧘🏿‍♀️🧘🏿‍♀️🧎🏿‍♀️...

  • @narayandalai9799
    @narayandalai9799 Рік тому +3

    hare 🚩🌴krishna 🚩🌱hare 🌱🚩krishna 🚩☘️krishna☘️🚩 krishna ☘️🚩hare☘️🚩 hare 🚩🌿hare 🌴🚩ram 🌴🚩hare 🌴🚩ram 🚩🌴ram🌴🚩ram🚩🌿 hare🌴🚩 hare🚩🌴
    radhe🚩🌿 radhe 🚩🌿radhe☘️🚩🥥🥥🌻🌻🍒🍒🌿🌿🚩🌴🍀🌱🍌🍌🌳🌳🍇🍇🌺🌺🍍🍍🌲🍎🍒🌻🌿☘️🚩🌴🍀🌱🥥🌳🍇🌺🍋🌳🍍🌲🍎🌻🌿☘️🚩🌻🍒🍎🌿🚩🍀🍀

  • @sudeshnadash362
    @sudeshnadash362 5 місяців тому +2

    ବାବା ପ୍ରଣାମ,🙏🙏 ମୁଁ ପଶ୍ଚିମ ଓଡିଶା ବରଗଡ଼ ଡିଷ୍ଟିକ ଭେଡେନ ବ୍ଲକ ଉଦେପୁର ଗ୍ରାମ ରୁ ସୁଦେଷ୍ନା ଦାସ ଦେଖୁଛି ଜୟେ ଗୁରୁ ଦେବ 🙏🙏🌺🌺 ଜୟେ ପଞ୍ଚସଖା 🙏🙏🌺🌺 ଜୟେ ଅଚ୍ୟୁତ 🙏🙏🌺🌺 ଜୟେ ଜଗନ୍ନାଥ 🙏🙏🌺🌺

  • @sumantasahoo494
    @sumantasahoo494 Рік тому +5

    ଜୟ ଭଗବାନ ଶ୍ରୀରାମ ଜୟ ଭଗବାନ ହନୁମାନ ସତ ସତ ପ୍ରଣାମ 🙏🙏🙏

  • @prafullabarik1030
    @prafullabarik1030 3 роки тому +5

    Thanks singer god gifttounes.i am. Happy.

  • @munabehera9504
    @munabehera9504 4 роки тому +6

    Jay shree ram ram jay hanuman he prabhu dukhiram sir nka kantharu ehi pari bhajan sunuthau ambhe tumbha krupaheu

  • @narayandalai9799
    @narayandalai9799 Рік тому +2

    ଜୟ🌴🚩 ମାଁ🌴🚩 ତୁଳସୀ🚩🌴🍀🌱ଜୟ 🚩☘️ହନୁମାନ🚩🌴🚩🌴ଅଲେଖ🚩🌴 ମହିମା 🚩🌴ଶରଣଂ🚩🌴🌿🍀🚩

  • @krishnajayjagannath9935
    @krishnajayjagannath9935 2 роки тому +4

    Sri ram jay ram jay Jay ram 🙏🙏🙏🙏jay mahaveer hanuman ki jay 🙏

  • @sasmitakuanr3947
    @sasmitakuanr3947 Рік тому +5

    JAY SRIRAM 🙏🙏🙏

  • @sarojkumarmallick5821
    @sarojkumarmallick5821 Рік тому +4

    Jai shree ram jai shree ram jai shree ram jai shree ram jai shree ram ❤️❤️❤️❤️🙏🙏🙏🙏🙏🙏

  • @paramahansapradhan3328
    @paramahansapradhan3328 2 місяці тому +1

    Dhanyawad guruji 🙏🙏🙏

  • @sabitrijena4828
    @sabitrijena4828 3 роки тому +5

    Namasthe 🙏🏼 Dukhisham sir apana nka mukharu sundarkad suni ame bahut khusi😊

  • @sunilchoudhury5941
    @sunilchoudhury5941 Рік тому +2

    Jay shree ram 🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩

  • @ssoumyaa_anu
    @ssoumyaa_anu 2 роки тому +4

    He hanuman 🙏😔🙏... dhanyabad apananku sir.... jay sri ram 🙏

  • @abhinabamishra5328
    @abhinabamishra5328 3 роки тому +18

    Best singer of odisha
    Pure voice
    Pure singer.....

  • @pramilaparida5951
    @pramilaparida5951 3 роки тому +4

    Jay shree Rama jay sitaram jay

  • @vijaykumarsahoo3653
    @vijaykumarsahoo3653 4 роки тому +15

    Jay shree ram...😍

  • @ganeswartripathy9649
    @ganeswartripathy9649 Рік тому

    Sita Ram Sita Ram Sita Ram
    Sita Ram Sita Ram Sita Ram
    Sita Ram Sita Ram Sita Ram
    🚩🙏🙏🙏🌷🛕🌷🙏🙏🙏🚩

  • @jikuratha1463
    @jikuratha1463 3 роки тому +4

    Dukhisyam Tripathi nka dwara ehi Tulasi Ramayanara sundarakanda prastuta karithibaru Sidhdharth music tv ku ases dhanyabad.🙏

  • @KalpatarupatraPatrakalpa-lb9qn

    ❤😂❤😢

  • @amarendramahalik1572
    @amarendramahalik1572 Рік тому +3

    Jay sree ram🙏🙏🙏🙏🙏🙏🙏🙏🙏🙏🙏🙏 Jay sree Bajrangbali🙏🙏🙏🙏🙏

  • @SurenderKumar-ce4tj
    @SurenderKumar-ce4tj 2 роки тому +5

    🌹JAY SITARAM🌹🙏🙏

  • @bibhuexpress6586
    @bibhuexpress6586 11 місяців тому +3

    ପ୍ରଭୁ ଦୋସାଦୋସ ସବୁ କ୍ଷମା କର 🙏 ଉଧାର କର ପ୍ରଭୂ ଶ୍ରୀ ରାମ🙏🙏🙏😭

  • @sharatpraharajpraharaj1947
    @sharatpraharajpraharaj1947 5 місяців тому +2

    🙏🌸🌸🌸 ଜୟ ଶ୍ରୀ ରାମ ,ହେ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ଶୁଣି କୁତାର୍ଥ ହେଲି ।🌸🌸🌸🙏

  • @Rahul-d1k2p
    @Rahul-d1k2p 7 місяців тому +3

    He prabhu mo bhul paie amaku khyama Kara he prabhu krupa Kara he prabhu Jay shree Ram Jay hanuman

  • @guptabidika9858
    @guptabidika9858 3 роки тому +1

    Jaya Shree Jaya Jagannath🙏🏼🙏🏼🙏🏿🙏🙏🙏🙏🙏🏻🙏🏻♥️♥️💙💙💙💙🙏🏼🙏🏽🙏🏿🙏🏿🙏🏿🙏🙏🙏🏾🙏🏾🙏🏾🙏🏾🙏🏿🙏🏿🌺🙏🏼🙏🏼🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏼🙏🏽🙏🏿🙏🙏🏾🙏🏾🙏🙏🏿🙏🏽🙏🏽🙏🏽🙏🏽🙏🏽🙏🏿🙏🏿🙏🙏🏾🙏🏿🙏🏿🙏🏽🙏🏽🙏🏿🙏🏽🙏🏽

  • @simanchalnahak7562
    @simanchalnahak7562 4 роки тому +6

    ବହୁତ୍ ଭଲ

  • @mamatanayak1869
    @mamatanayak1869 Рік тому +4

    Jai Sri Ram 🙏🙏🌹Jai bajrangbali 🙏🙏🌹🌹

  • @minakhijena1340
    @minakhijena1340 2 роки тому +1

    I need pdf of sundara kanda

  • @Roja--45
    @Roja--45 3 роки тому +5

    Jay Shree Ram🙏🙏🙏

  • @adityabehera6556
    @adityabehera6556 3 роки тому +4

    OM jay shree siaram jay hanuman 🙏 🙏🙏

  • @SatyajitJethi-ly9yt
    @SatyajitJethi-ly9yt 2 місяці тому

    Jay sri sitaram jay sri hanuman 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @bhagyasreenayak41
    @bhagyasreenayak41 3 роки тому +1

    Can

  • @pratyushsahoo6802
    @pratyushsahoo6802 Рік тому +3

    Jai shree Jagannath. Shree Jagannath Tumhari Jai Ho.

  • @prakashsahoo2716
    @prakashsahoo2716 13 днів тому

    Prabhu tuma pabitra charane mu saran pasuchi mate khyama kariba 🙏🏻🙏🏻🙏🏻🙏🏻🙏🏻

  • @sanjustastyrecipes6118
    @sanjustastyrecipes6118 4 дні тому

    ପ୍ରଭୁ ମୋତେ କ୍ଷମା କର ଆରୋଗ୍ୟ କରି ଦିଅ 🙏 ଶ୍ରୀ ରାମ ଜୟ ହନୁମାନ

  • @hasihasigadigali3403
    @hasihasigadigali3403 6 місяців тому +1

    Jay Shree Ram 🙏

  • @manassahoo7347
    @manassahoo7347 Рік тому +3

    Jay Shri Ram 🙌❤️🙏🏻
    Jay Shri Hanuman 🙌❤️🙏🏻

  • @pravatkumarlenka7779
    @pravatkumarlenka7779 6 місяців тому +1

    Jay shree ram

  • @Santoshkumar-xj2or
    @Santoshkumar-xj2or 4 роки тому +6

    Jay sri ram jai hanuman ki jai

  • @deepkamalswain3149
    @deepkamalswain3149 2 роки тому +3

    ଜୟ ଶ୍ରୀ ରାମ 🙏🙏🙏🙏

  • @hemantabarik6859
    @hemantabarik6859 Рік тому +2

    ଜୟ ବଜରଙ୍ଗବାଲୀ ଜୟ ଜୟ

  • @suresucesss6883
    @suresucesss6883 Рік тому +4

    ଜୟ ଶ୍ରୀ ରାମ, ଜୟ ହନୁମାନ ❤️‍🩹🙏🙏🙏

    • @omsairam4550
      @omsairam4550 8 місяців тому

      ଜଯ଼ ଶ୍ରୀ ରାମ

  • @kanhupanda6920
    @kanhupanda6920 Рік тому +4

    कर भला तो हो भला। भारत माता की जय 🇮🇳🙏। जय श्री राम 🙏🙏🙏

  • @kartiknath-kd5uf
    @kartiknath-kd5uf Рік тому +3

    Jai Sri Ram

  • @pintukhuntula4523
    @pintukhuntula4523 2 роки тому +4

    Jai Shree Ram 🙏

  • @lifeline3849
    @lifeline3849 7 днів тому

    🙏JAY SHREE RAM ❣️JAY MATA JANAK NANDINI🙏HE PRABHU RAMA DUTTA .RUDRABATARA .KRUPA KARA PRBHU.TUMARA SADA JAY HEU🙏🙏🙏❣️❣️❣️🚩🚩🚩

  • @santoshratha6120
    @santoshratha6120 6 місяців тому

    ମଝିରେ advertising ବନ୍ଦ୍ କରାଯାଉ,

    • @santoshratha6120
      @santoshratha6120 6 місяців тому +1

      ଏହା ଭକ୍ତି ଭାବକୁ ନଷ୍ଟ କରୁଛି।

  • @kalyanidash2876
    @kalyanidash2876 4 роки тому +1

    kichhi b purana deba samayare ad diantu nanhi sunibaku birakti lage please debe nanhi nachet e sabu bhakti chenel gudika kehi subscribe karibe nanhi

  • @bholanath9801
    @bholanath9801 Рік тому +2

    Ram,Ram Exllent ambruta Bani, Prabhu Sri Ram charane koti,koti pranam 👃👃👃👃

  • @bishnupriyapattnaik8935
    @bishnupriyapattnaik8935 Рік тому +1

    Jay shree Ram namah namah namah Jay hanuman ji namaha namaha namaha

  • @bhabagrahidas1007
    @bhabagrahidas1007 14 днів тому

    Jay shree Ram 🙏🙏🙏🙏 Jay hanuman Prabhu rakhya kar🙏🙏🙏🙏

  • @lovelyniharika8371
    @lovelyniharika8371 Рік тому +2

    Karunakar Bhuyan. Jaya Shree Ram jaya Laxman, Jaya Sitadevi ,Jaya Hanuman

  • @ajaysamal1195
    @ajaysamal1195 Рік тому +1

    Jay shri ram ram ram ram ram ram ram ram ram ram ram ram 🙏🙏🙏🙏🙏🙏

  • @anjfitness3658
    @anjfitness3658 2 роки тому +3

    Jay shree ram ji 🙏

  • @sibaprasadpanda6038
    @sibaprasadpanda6038 2 роки тому +10

    Excellent singing with nice voice

  • @ashokkumardas2516
    @ashokkumardas2516 2 роки тому +2

    Jai sri Ram 🙇‍♂️🙇‍♂️🙇‍♂️🙏🙏🙏🙏🙏🙏⚘⚘🌼🌻🌻🌺🌺🏵🏵🌸🌸

  • @kalpanasahoo8687
    @kalpanasahoo8687 Рік тому +13

    ବହୁତ୍ ଭଲ ହୋଇଛି। ଜୟ ଶ୍ରୀରାମ ଜୟ ହନୁମାନ।

  • @dillipkumarbeherabehera2769
    @dillipkumarbeherabehera2769 4 роки тому +2

    Prabhu nka krupa sada sarbada tuma upare thiba nimai harichandan

  • @rangadharnaik5221
    @rangadharnaik5221 7 місяців тому +2

    ଜୟ ଶ୍ରୀରାମ ଭକ୍ତ ପବନସୂତ ହନୁମାନ।

  • @shreesaraswabisiddhikanaya4058
    @shreesaraswabisiddhikanaya4058 4 роки тому +7

    Jai hanuman🙏🙏🙏🙏🙏

  • @santosichhatria3808
    @santosichhatria3808 4 роки тому +1

    A hi sundura kanda ku vol 7 ru a dika kanapani chhadi nahanti a dha dekhibeki lokamane please a dha gita kebe chhadibani

  • @tutusamal333
    @tutusamal333 Рік тому +2

    🙏ଜୟ ଜଗନ୍ନାଥ🙏

  • @NandiniAisha-dt3hf
    @NandiniAisha-dt3hf Рік тому +2

    My papi..Mora sabu papa ku khayama Kari mote sundara gati patha dekhantu prabhu

  • @rabishankardas2843
    @rabishankardas2843 Рік тому +3

    Jay Shree Rama, Jay Shree Hanuman

  • @ashokkumardas2516
    @ashokkumardas2516 2 роки тому +3

    Jay hanuman 🙏🙏🙏🙏🙇‍♂️🙇‍♂️🙇‍♂️🙇‍♂️🙇‍♂️🙇‍♂️🌷🌷🌺🌺🌺🏵🌸🌼⚘🌻🌺🌸🌸🌸🥀🥀🥀

  • @govindatripathy3049
    @govindatripathy3049 4 роки тому +8

    Jay Sri ram 🙏🕉️

  • @sabitrijena4828
    @sabitrijena4828 3 роки тому +4

    Thank you so much

  • @nalinichhatar8919
    @nalinichhatar8919 4 роки тому +4

    Jai siya raam!!

  • @deepakjena7294
    @deepakjena7294 4 роки тому +4

    🙏🙏ଜୟ ଶ୍ରୀରାମ

  • @diptyranibehera6356
    @diptyranibehera6356 2 роки тому +4

    Jay shree ram 🙏🙏🙏🙏

  • @tikamsahoo6414
    @tikamsahoo6414 4 роки тому +6

    Sundara kand , changer of life

  • @sarsawtidalei878
    @sarsawtidalei878 3 роки тому +6

    Jay shri ram 👏

  • @giridharidash194
    @giridharidash194 3 місяці тому +1

    ହେ ପ୍ରଭୁ ମୋ ଭୁଲ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି କୃପା କରନ୍ତୁ ପ୍ରଭୁ ଜୟ ଶ୍ରୀରାମ ଜୟ ହନୁମାନ

  • @dillipkumarmohanty8895
    @dillipkumarmohanty8895 3 роки тому +3

    ମଧୁର ଲାଗୁଛେ.......ଜୟ ଶ୍ରୀରାମ

  • @subhasinigandha8084
    @subhasinigandha8084 5 місяців тому +1

    ହେପ୍ରଭୁ ଏଦୁନିଆ ରେ ମରଜେତେ ଭଉଳଉଖ୍ୟୟମ୍ନଆ କରିବ🙏🙏🙏🙏🙏😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭ଜୟ, ଶ୍ରୀ ରାମ ରାମ ରାମ🐒❤️

  • @sonalibarik6081
    @sonalibarik6081 2 роки тому +2

    Jay Sri Ram 🙏

  • @prasantadalei7292
    @prasantadalei7292 6 днів тому

    Prabhu mu mo bhul pain khyama prathana maguchhi prabhu jay shree krushna

  • @MinuPatri
    @MinuPatri 6 місяців тому +2

    Jay Shree Ram
    Jay Jay Hanuman

  • @Samir.920
    @Samir.920 Місяць тому

    Jay hanuman ji ki Jay 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @MsDelivery
    @MsDelivery Рік тому

    Please upload ALL kanda of Ram charit Manas. Thanks

  • @RatikantaBehera-ch7mo
    @RatikantaBehera-ch7mo 2 місяці тому

    Jai sri ram ram ram ram sitaram jai hanuman jai maa samlei jai maa durga

  • @Muodisaraodia
    @Muodisaraodia 8 місяців тому +1

    ହେ ଭଗବାନ ମୋ ଭୁଲ ପାଇଁ ମୋତେ କ୍ଷମା କରନ୍ତୁ ଜୟ ହନୁମାନ 🙏🙏🙏🙏

  • @harisrana3812
    @harisrana3812 15 днів тому

    🙏🙏🙏🙏🙏🙏🙏🙏🙏 Jay shree Ram 🙏🙏🙏🙏🙏🙏🙏🙏🙏

  • @bisoi506
    @bisoi506 Рік тому +2

    Jay SitaRam Jay Bira Hanuman🙏🙏🙏

  • @kapilasmahakur8371
    @kapilasmahakur8371 Рік тому +2

    Atti sundara, sumadhura kanthha, Jaya Shree Rama 🙏🙏

  • @KANHAJethi-i6q
    @KANHAJethi-i6q 2 місяці тому +1

    He prabhu mo purba karma pany mu khyama maguchi mate khyama karai mate asribad kara prbhu 🎉🎉🎉🎉🎉jay sitaram Jay sri hanuman 🎉🎉🎉🎉

  • @latasahoo963
    @latasahoo963 5 місяців тому +1

    Jai shree Ram Jai shree Hanuman Jai Shree Sankatmochan Namah Shivaya namah 🚩🚩🚩🚩🚩🙏🙏🙏🙏🙏