ରତ୍ନ ଭଣ୍ଡାର ଭିତକୁ ଯିବେ ସାପୁଆ କେଳା, ଅଳଙ୍କାର ଛୁଇଁଲେ ବାଜିବ ସାଇରନ୍ ! Jagannath Sena concern and 7 fold

Поділитися
Вставка
  • Опубліковано 8 лип 2024
  • ରତ୍ନ ଭଣ୍ଡାର ଭିତକୁ ଯିବେ ସାପୁଆ କେଳା, ଅଳଙ୍କାର ଛୁଇଁଲେ ବାଜିବ ସାଇରନ୍ ! Jagannath Sena concern and 7 fold demands for Govt. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv.com/
    Like Our Facebook Page
    : / pratidinodisha
    Subscribe To Our UA-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv.com/

КОМЕНТАРІ • 172

  • @madhabanandapradhan4714
    @madhabanandapradhan4714 14 днів тому +24

    ରତ୍ନ ଭଣ୍ଡାର ଭିତରେ ଆଉ ରତ୍ନ ନାହି । ରାତି ବାରଟାରେ 407 ଗାଡିରେ ସବୁ ନେଇଯାଇଛନ୍ତି ବୋଲି ଏ ପଟ୍ଟନାୟକ ମହାଶୟ ଗୋଟିଏ ଟିଭି ଚ୍ୟାନେଲ୍ କୁ ସାକ୍ଷାତକାରରେ କହିଥିଲେ ।

  • @RJ-hp6mx
    @RJ-hp6mx 14 днів тому +48

    ରତ୍ନଭଣ୍ଡର ଖୋଲିବାର ପୁରା ସିଧାପ୍ରସାରଣ କରା ଯାଉ

  • @jayhind6187
    @jayhind6187 14 днів тому +21

    ରତ୍ନ ଭଣ୍ଡାର ସିଧା ପ୍ରସାରଣ କରାଯାଉ । ସମଗ୍ର ଦେଶରେ ଜାଣିବା ଦରକାର । ଗାଣ୍ଡି ମରା ନିତୀ ଛାଡ଼ । ବାଳ ଆଇନି ଆଉ ଶିଖାନା ।

  • @PanchasakhaIrrigation
    @PanchasakhaIrrigation 14 днів тому +20

    ତୁମେ ସବୁ ପାଣ୍ଡିଆନ ଠାରୁ ବଳି ଗଲଣି ରତ୍ନଭଣ୍ଡାର ଖୋଲି ଲେ ସିଧାପ୍ରାସାରଣ ହୋଉ ଓଡିଶା ବାସୀ ସବୁ ଜାଣିବେ ଆଉ ପାଣ୍ଡିଆନ ନେଇଛନ୍ତି ବୋଲି ସମସ୍ତଙ୍କମନରୁ ଦ୍ଵନ୍ଦ ଦୂର ହବ ଜୟ ଜଗନ୍ନାଥ

  • @deepakacharya3892
    @deepakacharya3892 14 днів тому +18

    ରତ୍ନ ଭଣ୍ଡାର ଖୋଲା ଯାଇ ସିଧା ପ୍ରସାରଣ କରାଯାଉ। ନଚେତ୍ ମନ୍ତ୍ରୀ, ସେବାୟତ, COLLECTOR ସବୁ କିଛି ଲୁଟି ନେବେ।ପ୍ରଭୁ ଜଗନ୍ନାଥ ସାରା ଓଡ଼ିଶାବାସୀ ଙ୍କର, ମନ୍ତ୍ରୀ କିମ୍ବା ସେବାୟତ ଙ୍କର ବାପା ସମ୍ପତି ନୁହେଁ।

  • @binodchandratripathy760
    @binodchandratripathy760 14 днів тому +17

    ରତ୍ନ ଭାଣ୍ଡରରେ ଯାହାଅଛି ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯାଉ

  • @santoshkumarmishra2620
    @santoshkumarmishra2620 14 днів тому +14

    ଯଦି ସାପ ଦଂଶନ କରେ ଓ କାହାର ମୃତ୍ଯୁହୁଏ ତାହେଲେ ଏ ବଡ ଭାଗ୍ଯର କଥା. ଭାଗ୍ଯରେ ଥିଲେ ଜଗା ମନ୍ଦିର ଭିତରେ ମରିବ. ମୋତେ ସାଥିରେ ନିଅ ମୁଁ ରାଜିଅଛି.

    • @s.mohapatra-i1k
      @s.mohapatra-i1k 14 днів тому

      @@santoshkumarmishra2620 ଗୋଟେ ଲୋକ ଗୟବ ହୋଇ ଯାଇଛି ଆଗରୁ କୁଆଡେ ଗଲା ଜଣା ପଡ଼ିଲା ନାଇଁ

    • @gkshorts4764
      @gkshorts4764 10 днів тому

      😂😂😂 ହଁ ତୁ ଭାବୁଛୁ ଦି ଚାରିଟା ସୁନା ଗାଣ୍ଡି ମାରିଦଵୁ ଆଉ । କହିଲା ସାପ କାମୁଡ଼ିଲେ ଵଡ ଭାଗ୍ୟ ର କଥା ପାଗଳା ଶଳା😂😂😂

  • @hatakishorbiswal2594
    @hatakishorbiswal2594 14 днів тому +19

    ଏଇ କହୁଥିଲା ରତ୍ନ ଚୋରି ହୋଇଯାଇଛି ବୋଲି

  • @s.mohapatra-i1k
    @s.mohapatra-i1k 14 днів тому +21

    ସେ ସମୟରେ 70 ଦିନ ଲାଗିଲା କାହିଁକି ନା ବିଜୁଳି ନଥିଲା ଆଉ ଏବେ ବିଜୁଳି ବହୁ ସୁବିଧା ହୋଇ ଗଲାଣି ଏତେ ଦିନ ଲାଗିବ ନାହିଁ

  • @RamakantaAbhi
    @RamakantaAbhi 14 днів тому +12

    ରତ୍ନଭଣ୍ଡାର ଭିତରେ କଣ ଅଛି ସେ ସବୁ ଲୋକ ଜାଣିବା ଦରକାର

  • @chaitanyachhatria3179
    @chaitanyachhatria3179 14 днів тому +25

    ରନ୍ତଭଣ୍ଡାର ସିଧା ପ୍ରସାରଣ karajau

    • @santoshmohanty5101
      @santoshmohanty5101 14 днів тому +2

      Asubidha Kan haba janiparunahanti ki

    • @sambitkumar4526
      @sambitkumar4526 14 днів тому

      Banda karajau

    • @chaitanyachhatria3179
      @chaitanyachhatria3179 13 днів тому +1

      କିଛି ହବ ନାହିଁ ସେଇଟା ଠାକୁର ଙ୍କ ସମ୍ପତି ଠାକୁର ବୁଝିବେ

  • @user-zf8jo6ut4h
    @user-zf8jo6ut4h 14 днів тому +25

    ରତ୍ନ ଭଣ୍ଡାର ଖୋଲିବା ଲାଇଭ ଟେଲିକାଷ୍ଟ କରାଯାଉ କାରଣ ପ୍ରୀତିଟି ଓଡିଶାର ନାଗରିକର ଅଧିକାର ଅଛି ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆରମ୍ଭ ହବ ଓଡିଶାବାସୀ ଦେଖିବେ

    • @kamalakantapanda304
      @kamalakantapanda304 14 днів тому

      Kahiki kichhi rakhi thila ki tame gotia Katha suna jagannath nka bahut book achhi jagannath kemite asile ku raja au prachista Kia karithila sabu book re achhi padhi nia

    • @user-sn9mh8ef9t
      @user-sn9mh8ef9t 12 днів тому

      ​@@kamalakantapanda304tike alpa kuha aau thik kuha bhala laagiba

  • @ugrasendehury5962
    @ugrasendehury5962 14 днів тому +17

    ପୂର୍ବ ଚିଠା ଅନୁସାରେ ଗଣତିକରରା ଜାଉ

  • @user-oq8eu2jn6f
    @user-oq8eu2jn6f 14 днів тому +7

    ଓଡ଼ିଶା ବାସୀ ଆହାର ଲାଇଭ ଟେଲିକଷ୍ଟ ଦେଖିବା କୁ ଚାହୁଁଛନ୍ତି? ଲାଇଭ୍ ଟେଲିକାଷ୍ଟ ହେଉ?

  • @user-pz7el1cq7n
    @user-pz7el1cq7n 14 днів тому +7

    ,,,,,,,,. ଲୋକ ମାନେ ଜାଣିବା ଦରକାର
    ତମେ ଖାଲି ଜାଣିବ ମୁଷା ପରି ବୋହିବ

  • @dhirenmohapatra4584
    @dhirenmohapatra4584 14 днів тому +10

    ଗଣତିବେଳେ personal ମୋବାଇଲ କାମେରା ଭିତରକୁ ନିଆ ନଯାଉ

    • @dillipkumarnayak9689
      @dillipkumarnayak9689 10 днів тому

      ସୁନ୍ଦର କଥା ଟିଏ କହିଲେ ସାର୍ 🙏🏾

  • @Rhahulnaik1449
    @Rhahulnaik1449 14 днів тому +3

    ରତ୍ନ ଭଣ୍ଡାର ଗଣତି ବେଳେ କେମେରା ଭିତର ରକୁ ନୀଆଜାଉ ସୁରଖିତଭାବେ ଗଣତି ହେଉ ଶାରା ଓଡ଼ିଶା ବାଶୀ ଜାଣନ୍ତୁ ଜୟ ଜଗନ୍ନାଥ।

  • @BalabhadraSahoo-lf5yf
    @BalabhadraSahoo-lf5yf 14 днів тому +4

    Ratna bhandar jinice jia khaiba taku lokanathe dhancibe

  • @user-ix6pi2op5g
    @user-ix6pi2op5g 14 днів тому +3

    Kahinki public dekhibeni ratnabhanr re kan achhi

  • @sanjaybisoi2640
    @sanjaybisoi2640 14 днів тому +2

    Camera jiba samaste Janine nahale sabu suna pitala heijiba

  • @dhirendrasahu517
    @dhirendrasahu517 14 днів тому +2

    Doctor, Ambulance services rakha jaau,Full light, Generator etc ,Jay Jagannath 🙏🙏🙏

  • @manasnayak750
    @manasnayak750 14 днів тому +4

    Sabu ganati hau CCTV laga jemiti jiba semiti asiba

  • @arjunpradhan5615
    @arjunpradhan5615 14 днів тому +3

    ରତ୍ନଭଣ୍ଡାର ଗଣତି ସମୟରେ
    ସାପ ଭୟ ଆଳରେ ସାପୁଆ କେଳା ସାହାଯ୍ୟ ନେବା ଅନୁଚିତ ।

  • @user-ix6pi2op5g
    @user-ix6pi2op5g 14 днів тому +2

    Pandyan sabu neijaichhanti kahuthhila chorare kichhi hebani samste dekhibe tv re sidha prasaran heu samstanka adhikar achhi

  • @suchonatvbyrashmiranjan8675
    @suchonatvbyrashmiranjan8675 14 днів тому +3

    Camera re rotno bhandaro sarbo jonino kora jau

  • @brothersister107
    @brothersister107 14 днів тому +1

    Sabu khai jaithibe ...sabu katha padaku asiba darkar ...ratna bhandara surakhaya heba nihati darkar❤

  • @SudhakarPradhan-kc9ck
    @SudhakarPradhan-kc9ck 14 днів тому +2

    Shankaracharya nku sethire samil kara jau

  • @srikantakumarbehera8818
    @srikantakumarbehera8818 14 днів тому +2

    Ratana vandara kholiba paine odisha basinka Mata nia jau

  • @aswinisamantray6521
    @aswinisamantray6521 14 днів тому +4

    BAHAR LOKA DEKHEBENE TAMEKAN SARBE SABA

  • @SleepyAtv-pu7ng
    @SleepyAtv-pu7ng 10 днів тому

    Right 👍

  • @RanjitSahu-te6pd
    @RanjitSahu-te6pd 14 днів тому +2

    Somoste dekhintu

  • @RanjitSahu-te6pd
    @RanjitSahu-te6pd 14 днів тому +2

    Life telecast hou

  • @binodkumarsahoo7355
    @binodkumarsahoo7355 14 днів тому +1

    Right statement by Jaganath sena

  • @manaromaswain9328
    @manaromaswain9328 14 днів тому +2

    ଦେଖାଯାଉ କେତୋଟି ରତ୍ନଭଣ୍ଡାର ଅଛି ,

  • @sushilbeshra4846
    @sushilbeshra4846 14 днів тому +6

    ସାପୁଆ କେଳା କୁ ତୋ ନିଚ ଜାତି କଣ ପାଇଁ ଦରକାର କରୁଛ

    • @rajeshkumarbehera6434
      @rajeshkumarbehera6434 14 днів тому

      ଭାଇ ବୋଧେ professional ସାପ ଧରାଳି ଯାଇ ପାରନ୍ତି,ସେମାନେ କେଳା ନୁହନ୍ତି ନା

  • @BajiaBehera
    @BajiaBehera 13 днів тому

    Tk✓100√❤❤❤ I love My india K.L.B*BHabagrahi❤L.P.T™

  • @qi82
    @qi82 14 днів тому +1

    Omm jay shree jagannathaya namo nzmha omm

  • @sanatansahu5805
    @sanatansahu5805 14 днів тому +1

    Eibhdrabyakti jane mahamurkh pandita

  • @saiarts4617
    @saiarts4617 14 днів тому

    Jay Jagannath

  • @NarendraParida-os3fl
    @NarendraParida-os3fl 14 днів тому +2

    Thanks

  • @quest138
    @quest138 14 днів тому +18

    ଦଲାଲ କେବେଠାରୁ ମହାପ୍ରଭୁଙ୍କୁ ସୁରକ୍ଷା ପାଇଁ ସେନା ବନେଇଲାନି?

    • @jintuthejayvlogs9866
      @jintuthejayvlogs9866 14 днів тому +3

      Sabu prahasana.au rahila piku pattanayk se sampurna bhabe dalal

  • @gopabandhubehera453
    @gopabandhubehera453 14 днів тому +10

    ଏଶଳା,ପଟ୍ଟନାୟକ କୁ,ରତ୍ନ ଭଣ୍ଡାର,ଖୋଲିବା,କମିଟିରେ,ଗୋଟେ,ପଦବି,ମିଳିବାକଥା

    • @rajeshkumarbehera6434
      @rajeshkumarbehera6434 14 днів тому

      ନିଶ୍ଚୟ ମିଳିବା କଥା ସେ ଯାହା କରୁଛନ୍ତି , ସେଥି ପାଇଁ ଦମ୍ ଥିବା ଦରକାର,,ଯାହାର ଦମ୍ ନାହିଁ ସେ କା ପୁରୁଷ ଭଳିଆ ନିନ୍ଦା ହିଁ କରିବ,,,ଓଡ଼ିଆ ଜାଗ ରେ

  • @jhadeswarpalei788
    @jhadeswarpalei788 14 днів тому +3

    Gariba loka 1 koti Kouthu Ani deba..bhul re photo chhadile..

  • @amitakar948
    @amitakar948 10 днів тому

    ଠିକ

  • @IndirajyotiNayak
    @IndirajyotiNayak 14 днів тому +1

    Kala dhana ra hisab mililani ratna bhandar re thiba ratna ra bi hisab milibani

  • @rakeshnayak9174
    @rakeshnayak9174 14 днів тому +1

    Jagannath nku neiki kiae aghaku jauni re

  • @amadunia1463
    @amadunia1463 14 днів тому +2

    Live kara jau

  • @prakashrout2683
    @prakashrout2683 14 днів тому +3

    Video kall kari samasta ku dekha jau

  • @GOURAHARIMOHANTA-db5zz
    @GOURAHARIMOHANTA-db5zz 13 днів тому

    Right କଥା

  • @user-gq1yo9ib3c
    @user-gq1yo9ib3c 14 днів тому +1

    ସତକଥା କହିଲେ କିଛି କୁତା ମାନଙ୍କୁ ବାଧୁଛି କାରଣ ସେମାନେ କୌଣସି ଭଲ କାମ କରିଲେ ଏମାନଙ୍କ ଦେହରେ ଜାଉନି

  • @Bhagabatpujari1
    @Bhagabatpujari1 13 днів тому

    ହ ହ ସିଏକହୁଥିଲେ ଆମପାଖରେ କୋଟି,କୋଟି ଟଙ୍କାଅଛି

  • @arabinddas5543
    @arabinddas5543 11 днів тому

    ସବୁଠୁ ଭଲ ପିକୁ ପଟ୍ଟନାୟକ କୁ କମିଟି ହେଡ କରାଯାଉ ଆଗେ ସବୁ କହିବ ଏ ଵ୍ୟକ୍ତି

  • @sonalikhuntia1365
    @sonalikhuntia1365 12 днів тому

    Very good decision

  • @user-os7vu6cd2x
    @user-os7vu6cd2x 14 днів тому +1

    Thakura ghare kea na mu kadali khaeni sae vali ktha janata ku vua bulaebakatha

  • @anilkumarraita298
    @anilkumarraita298 14 днів тому

    Right kahile... Live video kale bhala heba

  • @rajeshkumarbehera6434
    @rajeshkumarbehera6434 14 днів тому

    Thik bhaina👍👍👍 ଆପଣ ଓଡ଼ିଆ ଙ୍କ ଗର୍ବ ଓ ଗୌରବ

  • @NarendraParida-os3fl
    @NarendraParida-os3fl 14 днів тому +1

    Sir right. Kahichhanti

    • @chandramanimurmu7149
      @chandramanimurmu7149 14 днів тому +2

      Kela bi jane monisha se pashu nuhen.
      Jagannath nka ki jati jati to manisha hin karuchanti

  • @ashiskumargochhayat7764
    @ashiskumargochhayat7764 14 днів тому

    Jay tetiskoti Deva Devi

  • @user-nd1yt4yc2z
    @user-nd1yt4yc2z 14 днів тому +1

    ଇଏ ମହା ଗାଲୁଆ ମିଛୁଆ

  • @suchonatvbyrashmiranjan8675
    @suchonatvbyrashmiranjan8675 14 днів тому +1

    Camera re sobu dekha jau

  • @kulamanisahu6872
    @kulamanisahu6872 14 днів тому

    Very thanks piku babu

  • @SamSam-cg5mw
    @SamSam-cg5mw 10 днів тому

    Why should general public know . Keep it confidential

  • @priyabratajena2481
    @priyabratajena2481 10 днів тому

    ତମ ଭଳିଆ mg ଲୋକ ମାନ ଙ୍କ ପାଇଁ ଓଡିଶା ବୁଡି ଜୀବ 2024 ପୃଥିବୀ ରେ ସୁନାମି ହେବ
    ଶଳା ତୁମ ମାନଙ୍କ ପାଇଁ ଆମ ପ୍ରଭୁ ବଲଭଦ୍ର ପଡିଗଲେ ଏ ବେବି ବୁଝିପାରୁନ ହଉ ଦେଖ ଆଗକୁ କଣ ହଉଛି ଜୟ ଜଗନ୍ନାଥ 🙏🚩🌹🚩🚩🚩🚩🙏🙏🙏🙏

  • @bhabanemallick1801
    @bhabanemallick1801 14 днів тому

    Wright sir

  • @srikantnaik8460
    @srikantnaik8460 13 днів тому

    Odisha ଜାଣିବେନି ତାହେଲେ ତମେ ଖାଲି ଜାଣିବା kn achi

  • @minaketan5562
    @minaketan5562 8 днів тому

    ରତ୍ନ ଭଣ୍ଡାର ପ୍ରଶାସନ ମାନେ ହିଁ ଲୁଟ୍ କରିବେ ଲୋକ ମାନଙ୍କୁ ସାପ ଭୟ କହି ଲୁଟ୍ କରିବେ ।ଆମ ଓଡ଼ିଶାରେ ତୋ ଜଗନ୍ନାଥ ପ୍ରଭୁ ଙ୍କୁ ନେଇ ରାଜନୀତି ଚାଲିଛି ରତ୍ନ ଭଣ୍ଡାର କୁ ଲୁଟ୍ କରିବେ ନାହିଁ ବୋଲି କିଛି ଗରେଣ୍ଟୀ ନାହିଁ । ପଣସ ଜଣେ ଖାଇବ ଅଟା ଆଉ ଜଣ ଙ୍କୁ ଭଳିବ । ଓଡ଼ିଶା ବାସୀ ନଙ୍କୁ ଵକୁଆ କରୁଛି ସରକାର ।ଜୟ ଜଗନ୍ନାଥ

  • @bijaypatra9105
    @bijaypatra9105 14 днів тому

    ଆହେ ପ୍ରଭୁ ଜଗନ୍ନାଥ ରତ୍ନ ଭଣ୍ଡର ରେ କେଳା ପସିବେ ତା ହେଲେ ସବୁ ସରି ଗଲା କି ଯୁଗ ହେଲା

  • @videoicon945
    @videoicon945 14 днів тому

    Snak helf lain ku daka jau ratnna bhandar kholajau

  • @Ashok75201
    @Ashok75201 11 днів тому

    ରତ୍ନ ଭଣ୍ଡାର ଖୋଲା ଯିବାର ସିଧା ପ୍ରସାରଣ କରାଗଲେ ଭଲ ହୁଅନ୍ତା

  • @AmitMohanty89
    @AmitMohanty89 10 днів тому

    Ratna Bhandar vdo kara jau. Nahele Emane kn lootibe na nahin jana padibani

  • @Ramesh-ee1sf
    @Ramesh-ee1sf 14 днів тому

    Ati vakite chorara lakhana. (Jagarnatha nka thu paicha)

  • @dashsubrat124
    @dashsubrat124 12 днів тому

    ଯଦି ଖୋଲା ଯିବ ତାହେଲେ ପୁରା ଓଡ଼ିଶା ବାସୀ live telecast dekhiba ଦରକାର। କାରଣ କୋଟି ଓଡ଼ିଆ ର ମୌଡ ମଣୀ ଆମ ପ୍ରିୟ ମହାପ୍ରଭୁ

  • @bibhutijena2680
    @bibhutijena2680 11 днів тому

    Aapana kahuthile chori heba mu dekhichhi....puni ratna bhandar r ganati katha kahuchhanty ...aapana gote katha kuhantu ..apat sepat katha kahiba karana kan🎉🎉🎉

  • @rabindranathnahak6461
    @rabindranathnahak6461 14 днів тому

    A ଶଳା ସବୁ ଲୋକେ ଦେଖିବା ଦରକାର ନବୀନ ପଟ୍ଟନାୟକ ଆଉ ପଣ୍ଡିଆନ୍ ଖାଇଚି ବୋଲି ଧରା ପଡ଼ିବ କେମିତି ତୁ କହିଥିଲୁ ସାରା ଭାରତ ବାସୀ ଦେଖିବେ ଖାଲି ମନ୍ଦିର ନୁହେଁ ସବୁ ମନ୍ଦିର ର ସମ୍ପତ୍ତି ସରକାର ଜଣେଇବେ

  • @user-dx2zj5jh7v
    @user-dx2zj5jh7v 11 днів тому

    Sankarachary kahichhanti police chapala pindhi ratha chhuibe

  • @TrilochanBaral-wi7hh
    @TrilochanBaral-wi7hh 11 днів тому

    Dekhike bandkaridia jau

  • @TrilochanBaral-wi7hh
    @TrilochanBaral-wi7hh 11 днів тому

    No kholajau

  • @puspakjena223
    @puspakjena223 14 днів тому +2

    Tume Jagannath sena Naa b j p sena

  • @satya_satya656
    @satya_satya656 14 днів тому +4

    Photo chadibani tame gandi mari saba au cctv lagei live telecast karajau tama g re kete pani dekhiba😂

  • @user-oj2mt7ux2c
    @user-oj2mt7ux2c 14 днів тому +1

    Loka pelata janiba video na kale

  • @kalpatarurout3073
    @kalpatarurout3073 14 днів тому +1

    Piku Patnaik BJP sena

  • @KalashchandraMeher
    @KalashchandraMeher 11 днів тому

    Jagannath sena bhabuchhi j navin babu suna ta ka khai deichi boli.. Jaldi clear kara

  • @jayakrushnarout1779
    @jayakrushnarout1779 14 днів тому

    Sir. Indian army raaa help nele bi bhala huanta

  • @asishbabu342
    @asishbabu342 14 днів тому

    SARKAR ta murkha sarkar kichii jani nahantii tume eka pathuaaa.....sarkar janinahatiii ratna bhandar ku surakhya kemiti.debe au kemiti kama heba ....sabu ganati sarila pare tume asiki kahibuu dekha ama jaha kahithiluu seita hela ....tume nijaku nije credit nebaku chauunchuuu sun re bak ka bakiyaa bhaiii..a sabu jagannath karauchantiii jaga jaha chahin ba seiya heba tume jete rampi hele kichii heba ni ...jay jajannath

  • @manasdebata8919
    @manasdebata8919 14 днів тому

    Cctv live

  • @manguludash4096
    @manguludash4096 9 днів тому

    To bopar sampatti ki sara odisha janiba darakar

  • @user-bx9dd7nz9f
    @user-bx9dd7nz9f 14 днів тому

    Lobho Mukta sadhu lokonku commit pathantu 🙏

  • @MadhabBhola-oo9ud
    @MadhabBhola-oo9ud 14 днів тому +1

    Tautra

  • @s.mohapatra-i1k
    @s.mohapatra-i1k 14 днів тому +33

    ଚାରି ଦୁଆର ଖୋଲି ବା ଧନ୍ଦା ଏହି ପିକୁ ପଟ୍ଟନାୟକ ର ଥିଲା ଆଉ ଚାରି ଦୁଆର ଖୋଲା ହେଲା ଲୋକ ହଇରାଣ ହେଲେ ଆଉ ପରେ ପୁଣି ପୂର୍ବ ପରି ହେଲା

    • @binaygiri-yn8vb
      @binaygiri-yn8vb 14 днів тому +5

      Asuvidha kn hela

    • @banabiharisahoo4008
      @banabiharisahoo4008 14 днів тому +5

      Tame kichi janicha puri bisayare na emiti bjd chata boli kahucha

    • @i_amhbb
      @i_amhbb 14 днів тому

      ​@@banabiharisahoo4008 puri loka naveen patnaik prati bhal paiba kn sabu janati baina

    • @SudhakarPradhan-kc9ck
      @SudhakarPradhan-kc9ck 14 днів тому +2

      A loka BJP neta mahaprabhu nku apamanita kale b pati kholuni, anya dala ra neta setiki kahile dekhibe kemiti nataka bazi kariba😢

    • @s.mohapatra-i1k
      @s.mohapatra-i1k 14 днів тому

      @@binaygiri-yn8vb କେଊ ବାଣ୍ଡ କୁ ଗୋବର ଖିଆ bjp ନେତା ତାଙ୍କ it ସେଲ ର ଦିନ ମଜୁରିଆ ଚିଲାଉ ଥିଲେ କି ଚାରି ଦୁଆର ଖୋଲିବୁ ଖୋଲିଲେ ଅସୁବିଧା କଣ ଜଣା ପଡିଲା

  • @kamalkumarbiswal2487
    @kamalkumarbiswal2487 13 днів тому

    କିଏ ତୋ ପରାମର୍ଶ ମାନୁଛନ୍ତି. ତମେ ନିଜକୁ ମନ୍ଦିର ନିର୍ମାଣ କାରୀ ବୋଲି ଭାବୁଛ, ପିକୁ ଭାଇନା

  • @myschoolmyprestige7730
    @myschoolmyprestige7730 13 днів тому

    ୟାଙ୍କୁ ଡାକି ନିଅ

  • @agofamily
    @agofamily 14 днів тому +2

    Life telicast na kale bjp khai debe..

  • @TrilochanBaral-wi7hh
    @TrilochanBaral-wi7hh 11 днів тому

    Sabu mariba

  • @user-nx7dg4hg3v
    @user-nx7dg4hg3v 14 днів тому +4

    ଏ ଚାମଚାକୁ ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ୱ ଦିଅ ଆଉ ଚାବି ଦେଇଦିଅ ଶଳା ବିକଳିଆଟା ଚୋର ମୁହାଁ ବଦମାସ

  • @prabadhdas7213
    @prabadhdas7213 11 днів тому

    Ete drama kon paein gote dinore Ratnabhandar kamo sorijibo..gonoti b kichi ghontare re sorijibo😅...live korajau Ratnabhandar kholibata lucheiki koroni no hele sure ghaplati hobo😅

  • @KabirajSahoo-xo8bv
    @KabirajSahoo-xo8bv 10 днів тому

    ଯଦି କ୍ୟାମେରାର ଫୋଟୋ, ଭିଡ଼ିଓ ସିଧାପ୍ରସାରଣ ହବା ଉଚିତ, ତା ନହେଲେ ଜନତା ଜାଣିବେ କିପରି, ପଛରେ ତୁମେ ଯାହା କହିବ ସେଇଟା କଣ ଠିକ ହେବ, ନା ସିଧାପ୍ରସାରଣ ହେବା ଉଚିତ, ତା ନ ହେଲେ ତୁମମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ

  • @jintuthejayvlogs9866
    @jintuthejayvlogs9866 14 днів тому +1

    Sabu vedio karajaiki ra
    Khajau.vedio sarbajanina na kara jau

  • @subhransudalai8360
    @subhransudalai8360 13 днів тому

    Thuchha rajaniti,ganati manati 😂😂hau

  • @devilskk1955
    @devilskk1955 9 днів тому

    ଯେ ଫୋଟୋ ଛାଡିବ ତା ଗଲୁ କୁ ମରିବ

  • @sanjaynayak80
    @sanjaynayak80 14 днів тому +1

    Chora ta