ଭିଣ୍ଟେଜ୍ କାର ଦେଖିବାକୁ ବରମୁଣ୍ଡା ଆସିଥିଲା ପୁଅ, ଟେକି ନେଇଗଲା ପୋଲିସ୍।Baramunda Vintage car Exhibition,BBSR

Поділитися
Вставка
  • Опубліковано 15 жов 2024
  • ଭିଣ୍ଟେଜ୍ କାର ଦେଖିବାକୁ ବରମୁଣ୍ଡା ଆସିଥିଲା ପୁଅ, ଟେକି ନେଇଗଲା ପୋଲିସ୍। Baramunda Vintage car Exhibition, BBSR#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our UA-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

КОМЕНТАРІ • 2,5 тис.

  • @rabindrakumarlifegod2378
    @rabindrakumarlifegod2378 10 місяців тому +83

    Heavy power ଥାଏ ଜନତା ମାନଙ୍କର.... ଜୟ ଜଗନ୍ନାଥ

    • @rakeshkumardas8731
      @rakeshkumardas8731 5 місяців тому

      Ki6i power nahi... Police pakhare power thana re pasinu bodhe😂

    • @Santoshsiky
      @Santoshsiky 27 днів тому

      Ohhh ta bhai na Narendra ki😅

  • @kamalsahoo07
    @kamalsahoo07 10 місяців тому +623

    ପୋଲିସ ମାନଙ୍କ ଯୋଗୁ କ୍ରାଇମ ସୃଷ୍ଟି

    • @BiswajitPradhan-pj8cv
      @BiswajitPradhan-pj8cv 10 місяців тому +22

      Khali niriha lokanku hairaan karanti magiaa police gudaa...

    • @dibyaranjanbehera7927
      @dibyaranjanbehera7927 10 місяців тому +10

      Salanku akhi buji pita ta pare jel jaa a

    • @jayarampradhan8544
      @jayarampradhan8544 10 місяців тому +6

      Police ra kichi habani Jaya police 🇮🇳💪

    • @BiswajitPradhan-pj8cv
      @BiswajitPradhan-pj8cv 10 місяців тому +7

      @@kousikabhoi6128 sebhali dushta police habuda re padinu na... Sei paain bandaku gyaana peluchu... Jou Dina habuda re padibu seda gandi re kila nabu

    • @babulubariha2098
      @babulubariha2098 10 місяців тому

      ​@@kousikabhoi6128କିଏ ରେ ମାଗିହା ତୁଇ

  • @sankirtankanhar2559
    @sankirtankanhar2559 10 місяців тому +88

    ସତରେ ପୋଲିସ ମାନଙ୍କ ଯୋଗୁଁ କ୍ରାଇମ୍ ବଢୁଛି

  • @tapaswinichand233
    @tapaswinichand233 3 місяці тому +42

    ଧନ୍ୟ ସରକାର ଧନ୍ୟ ପ୍ରଶାସନ 🙏🙏🙏🙏
    ଗୋଟିଏ ସରକାରୀ ଚାକିରି ପାଇଗଲେ ନିଜକୁ ପୁରା powerful person ଭାବି ଦେଉଛନ୍ତି

  • @kamalameher7128
    @kamalameher7128 9 місяців тому +27

    ଏହି ପୋଲିସ ମାନଙ୍କୁ ଶସ୍ପେଣ୍ଟ କରିଦୀୟା ଯାଉ।

    • @RajRitesh-h4d
      @RajRitesh-h4d 2 місяці тому

      ଶସ୍ପେଣ୍ଟ ହେଇଗଲା ପରେ ସିଏ ତ ପୁଣି ଥରେ ଗୁଣ୍ଡା ଗର୍ଦି କରିବେ ଆଉ ରାଗ ରଖି କରି ଯିଏ ଯିଏ ବି ତାକୁ କିଛି କହିଛନ୍ତି ଆଉ ଯାହା କରିଛନ୍ତି ଏ ଗୁଣ୍ଡା ପୋଲିସ୍ ତ ତାଙ୍କ ସହ କିଛି ବି କରି ଦେଇପରାନ୍ତୀ🫧😅🙏🏻

    • @ashishbiswal6159
      @ashishbiswal6159 25 днів тому

      Haegale🤣

  • @abhishekchhualsingh8794
    @abhishekchhualsingh8794 10 місяців тому +309

    ଓଡିଶାରେ ତୁରନ୍ତ PCA (Police Control Authority) ଗଠନ ହେବା ଜରୁରୀ !! ନହେଲେ, ଏମିତି Police ମାନେ ତାଙ୍କର ମନମାନି ଚଳେଇଥିବେ !

    • @KBSKumarSoraj
      @KBSKumarSoraj 6 місяців тому +1

      Right

    • @prasantmaharana722
      @prasantmaharana722 6 місяців тому +1

      jaha kuha bhai police ku dekhile samastanka ra pilehi pani heijae..

  • @jayakrishnapradhan-ms6tm
    @jayakrishnapradhan-ms6tm 10 місяців тому +292

    ଯିଏ ପୁଅକୁ ପିଟିଛି ସେହି ପୋଲିସ କୁ ତମେ ମଧ୍ଯ ପିଟ।ବହୁତ୍ ଧନ୍ୟବାଦ୍ ଭଉଣୀ।

  • @stitirout5038
    @stitirout5038 10 місяців тому +229

    Great Salute to these ladies for raising voice against injustice.All girls n women of Odisha should have this courage To get united against injusticeness🙏

  • @papun6380
    @papun6380 22 дні тому +6

    ଆରେ ଦିନ କୃଷ୍ଣ ଏଥି ବି ସାମ୍ନାରେ

  • @SuchitraKar-lb8wx
    @SuchitraKar-lb8wx 10 місяців тому +105

    ସମସ୍ତଙ୍କର ଅଭିଯୋଗ କାଟିବାର ଅଧିକାର ଅଛି l ଜଣେ ମାଆ ଆଗରେ ପିଲାକୁ ବାଡେ଼ଇଲେ ମାଆ କେଭେ ସହି ପାରିବନାହିଁ l

    • @dbss206
      @dbss206 9 місяців тому +3

      Pila dushta hele pita heba taa thik

    • @gurucharanbarik7817
      @gurucharanbarik7817 9 місяців тому

      ​@@dbss206ଦଣ୍ଡ ଦବାର ଅଧିକାର କାହାର, ପୁଲିସର ବାଡ଼ାଇବା ଅଧିକାର ଅଛି କି?? ତାହା ହେଲେ ଗଣ୍ଡ ଗୋଳ. ହେଲେ ମାଜିଷ୍ଟ୍ରେଟ କେଉଁଥିପାଇଁ ପୁଲିସ ସାଙ୍ଗରେ ଯାଇଥାଆନ୍ତି.

    • @gurucharanbarik7817
      @gurucharanbarik7817 9 місяців тому

      ବାଳାଶ୍ରମ କୁ ପଠାଇବା ଆବଶ୍ୟକ.

    • @jitt3367
      @jitt3367 4 місяці тому

      Se marichi boli dekhithila

  • @gyanendrajena7315
    @gyanendrajena7315 10 місяців тому +434

    ମଦୁଆ ମୁଖ୍ୟମନ୍ତ୍ରୀ କୁ ମଦୁଆ ପ୍ରଶାସନ

    • @padma_lochan355
      @padma_lochan355 10 місяців тому +4

      Loke b madua

    • @leeuish
      @leeuish 10 місяців тому

      M

    • @Novelstory-y3b
      @Novelstory-y3b 10 місяців тому

      ​@@padma_lochan355bode semanka tu chakara

    • @RupNarayanMajhi
      @RupNarayanMajhi 10 місяців тому +3

      କଣ ଅପରାଜିତା ଆସିଲେ ଭଲ କରିଦେବେ ନା କଣ । 70 ବର୍ଷ ହେଲା ଆମେ ନେତା ଆଉ ଦଳ ହିଁ ବଦଳେଇଲେ, ଫରକ୍ କିଛି ଖାସ୍ ହେଲାନାହିଁ ।
      ପ୍ରକୃତ ସମାଧାନ
      #RightToRecall
      #JuryCourt

    • @gayakbinayaknayakpala5098
      @gayakbinayaknayakpala5098 10 місяців тому

      ​@@leeuish❤ water z
      😮z

  • @rajeshmohantyindia
    @rajeshmohantyindia 10 місяців тому +171

    ସମୟ ଆସିଯାଇଛି ଅତି ର ଇତି ହେବାର... କୌଣସି ସରକାର ବେଶୀ ଦିନ ଶାସନରେ ରହିଲେ ଏପରି ମନମୁଖୀ ଶାସନ କରେ, ଅରାଜକତା ହୁଏ... ସେଥିପାଇଁ ଆମେମାନେ ଦାୟୀ..25 ବର୍ଷ ଶାସନ ହେଇଗଲା ଗୋଟିଏ ଦଳ ର... ଏବେ ଅନ୍ତ କର ନହେଲେ ଏପରି ପୋଲିସ ଗୁଣ୍ଡା ଗିରି କରିବେ

    • @Ashutosh9339
      @Ashutosh9339 10 місяців тому +5

      Bhai kn kahila 100 % right

    • @sandhyatara1993
      @sandhyatara1993 10 місяців тому +7

      ଜାଗ ଜନତା ଜାଗ

    • @narendrajoshi4936
      @narendrajoshi4936 10 місяців тому +2

      Right

    • @priyabratkar5014
      @priyabratkar5014 10 місяців тому +4

      Right

    • @Liveyour_bestlife487
      @Liveyour_bestlife487 10 місяців тому +2

      People here think only individually not nation wide and that is the reason why we all face these type of scenarios.
      If the govt doesn't change then after few days our state rule will be monarchy one

  • @gurucharanaroutray5955
    @gurucharanaroutray5955 10 місяців тому +7

    ଜୟ ଶ୍ରୀ ରାମ 🚩🙏❤️madam 🙏 super ✌️♥️

  • @gurucharanbarik7817
    @gurucharanbarik7817 10 місяців тому +2

    ପ୍ରକୃତରେ ଭିଆଇପି ମାନେ ଆମ ଦେଶର କୂଳକୁ ବିହନ. ଭିନଟେଯ କାର ରେସିଂ କେବଳ ଭିଆଇପି ମାନଙ୍କ ପାଇଁ. କାର ରେସିଂ ଯଦୀ ଭିଆଇପି ମାନଙ୍କ ଘରେ କିମ୍ବା ବାଡ଼ିରେ ହୁଅନ୍ତା ଜନସାଧାରଣ ଙ୍କୁ ବାରଣ କରା ଯାଇ ଥାଆନ୍ତା. 😢😢😢😢😢😢

  • @sagarsahu5937
    @sagarsahu5937 10 місяців тому +66

    ଦେଖ public ଭାଇମାନେ ଓଡିଶାରେ କେମିତି ଶାସନ ଚାଲିଛି.....

  • @ajitdash7699
    @ajitdash7699 10 місяців тому +22

    ବାଡ଼ଉନ ମାଗିହା ପୋଲିସ କଣ ଛୋଡୁଛି ମାଗିହା ପୋଲିସ 😊ଧନ୍ୟବାଦ ମହିଳା ଜଣ ଙ୍କୁ

  • @patitakumarchoudhury9855
    @patitakumarchoudhury9855 10 місяців тому +56

    ସମ୍ବିଧାନ କୁ ବେଶି ସମ୍ମାନ ଦେଲେ ଏମିତି ହୁଏ, ଜନତା ଙ୍କ ଟେକ୍ସ ରେ ଦେଶ ଚଳେଇ ଜନତା ଙ୍କୁ କ୍ରୀତଦାସ ଭଳି ବ୍ୟବହାର, ସତେ ଜନତାଙ୍କ ମାଲିକ.ଜନତାଙ୍କ ଏକତା ନାହିଁ ଭାରତରେ

    • @madhusmitamohanty2332
      @madhusmitamohanty2332 10 місяців тому +1

      Are vai angrez sasan chaleichnti

    • @TRINATHA7074
      @TRINATHA7074 10 місяців тому +1

      ଟଙ୍କା କରେ ମୁହଁ ବଙ୍କା
      ସବୁ ତ ଟଙ୍କା ପଛରେ। ସମ୍ବିଧାନ କଥା କିଏ ପଚାରେ

    • @amreshojha3197
      @amreshojha3197 20 днів тому

      Right sir firstre dekhantu kemiti patiru katha baharu nathila police manankara 😆😆 lastre dekhantu😡ekata hinm bal jemiti yekata bhangchi police manankara robab😃😃😃

    • @bhaskarbehera1713
      @bhaskarbehera1713 17 днів тому

      Apana gote nua sambidhana lekhantu ame besi sanmana dabu

  • @srikanta671
    @srikanta671 10 місяців тому +8

    ମାଗିଆ ପୋଲିସ ମଲେ ଲୋକ ମାନେ ଖୁସି ହେଉଛନ୍ତି,, ଏଥିପାଇଁ

  • @Sahil..dehuri-d3o
    @Sahil..dehuri-d3o 10 місяців тому +4

    Babut bhala kama karuchha protidina tv ❤❤

  • @subhakantasamal
    @subhakantasamal 3 місяці тому +6

    ଏହିପରି କିଛି ପୋଲିସ ମାନଙ୍କ ପାଇଁ ସମସ୍ତ ପୋଲିସ ମାନଙ୍କୁ ଜନସାଧାରଣ ମାନେ ପସନ୍ଦ କରୁନାହାନ୍ତି.... #mohankumarmajhi #cmoodisha

  • @sandhyatara1993
    @sandhyatara1993 10 місяців тому +110

    ରକ୍ଷକ ଭକ୍ଷକ ହେଲେ ଯାହା ହୁଏ ଆମ ଓଡିଶା ଅବସ୍ଥା ସେଇୟା... ହଟାଅ ସବୁ... ଜନତା ଜାଗ୍ରତ ହୁଅ... Vip pass ଦେଖେଇ ହଉଛ...ମନ୍ଦିର ରେ ଆଗ ଯିବେ... ଆମେ ସବୁ 3/4 ଘଣ୍ଟା ଲାଇନ ଦବୁ...

    • @rabinhembram8929
      @rabinhembram8929 10 місяців тому +3

      Nai mo...sobu Khetra re jhiyo manankar afore ochhi law re... moka milile drama koribe emiti

  • @ayushsamal8239
    @ayushsamal8239 10 місяців тому +39

    Salute Beti

  • @susantsahu7328
    @susantsahu7328 10 місяців тому +128

    Crime କିଏ ମାଆ ପେଟ ରୁ ହୋଇନାଥନ୍ତି ଏଇ ପୋଲିସ ମାନଙ୍କ ପାଇଁ crime ସୃଷ୍ଟି

    • @niranjanmaity8227
      @niranjanmaity8227 10 місяців тому +1

      Right

    • @Suryanayak_
      @Suryanayak_ 10 місяців тому

      ​@@niranjanmaity8227Wrong

    • @Suryanayak_
      @Suryanayak_ 10 місяців тому +1

      Crime ତୁମ ପାଇଁ Srusti 😮😮

    • @TikaHemrom
      @TikaHemrom 10 місяців тому

      80% crime Unsuccess,failure,depression,revenge ,Nijo ichha mutaboko kamo nohele,mo thu ki e pori bhabona rahile esabu pain nije dai au 20% Police dai

    • @SabitriTirkey-c6t
      @SabitriTirkey-c6t 4 місяці тому

      Police gharuku jaik sihkaiela na

  • @sandeepocap
    @sandeepocap 10 місяців тому +6

    ଓଡ଼ିଆ ପୋଲିସ ଚୋର କୁ ଧରିପରୁନି ଖାଲି ଲୋକଙ୍କ ଉପରେ ରାଗ ଦେଖେଇ ବହାପିଆ କାମ କରିପାରିବା

  • @jyotilalmartha244
    @jyotilalmartha244 10 місяців тому +5

    ସାବାସ୍ ପ୍ରତିଦିନ ଖବର କୁ ପୁରା ଭିଡ଼ିଓ ଦେଖାଇ ଥିବାରୁ

  • @lituharichandan9218
    @lituharichandan9218 10 місяців тому +17

    ବ୍ରିଟିଶ ପୋଲିସ ନିୟମ ବଦଳିବା ଦରକାର । ଦରମା ନେବେ ସାଧାରଣ ଜନତା ଙ୍କ ଟିକସ ରୁ ପୁଣି ଅତ୍ୟାଚାର ଓ ଅଭଦ୍ରାମୀ କରିବେ ।ନେତା ଓ ସରକାରୀ ଅଫିସର ଙ୍କ ପାଦ ଚାଟିବେ ।

  • @chandanpradhan3005
    @chandanpradhan3005 10 місяців тому +166

    We want Karnataka and Telengana Govt. Govt should be change every 5 year

    • @jayantimohapatra3506
      @jayantimohapatra3506 10 місяців тому +4

      Absolute power corrupts absolutely. But we the people don't understand that.

    • @santoshpraharaj1836
      @santoshpraharaj1836 10 місяців тому +10

      We want UP, CG,RJ,AS govt in Odisha

    • @thoughtsofshaan
      @thoughtsofshaan 10 місяців тому +3

      Have you ever been to Karnataka and Tamilnadu? We have been staying there more than decades and witnessed the real face their police officers. I would say they are the licenced rowdies under the Khakee Uniforms. Ask anyone staying in Southern India they will explain their experiences very well. There could be a misunderstanding behind this incident. I'm not accepting that our police department is taking shower under milk but far better than South Indian Police. There are many brave and honest officers in Odisha Police who are doing their duties selflessly. Do you think citizens of our state are pure? I would say the most diplomatic and crooked people are from Odisha. So everywhere there are bad and good people around us. We have to be wise before get into any problematic situations.

    • @anshumanpattanaik3405
      @anshumanpattanaik3405 10 місяців тому

      U have to understand the situation

    • @anshumanpattanaik3405
      @anshumanpattanaik3405 10 місяців тому

      Some people are good in the department

  • @alokjena2974
    @alokjena2974 10 місяців тому +7

    ଓଡ଼ିଶା ପୋଲିସ୍ ବହୁତ ଉଦ୍ଧତ୍ ହେଲେ ନି

  • @Kartikmajhi-q6i
    @Kartikmajhi-q6i 18 днів тому +1

    Goo ପୋଲିସ

  • @OmmprakashRoutray-bw1jq
    @OmmprakashRoutray-bw1jq 21 день тому +1

    ପୋଲିସ ଆଉ ପବିଲିକ ଲଢେଇହେଲେ ଗୋଟିଏଥରରେ ସମାଧାନ

  • @kamalakantapanda8822
    @kamalakantapanda8822 10 місяців тому +163

    ପ୍ରତିଦିନ ଟିଭି ପାଣ୍ଡୁ ତାମିଲ ର, ତେଣୁ ଓଡିଶା ବାସି ସଜାଗ ହୁଅନ୍ତୁ.2024 ରେ ମଦୁଆ ନବୀନା କୁ ହଟାଓ. ନ ହେଲେ ଓଡିଶା ବାସି ଏହିପରି ଭୋଗିବା

  • @karmajibi6193
    @karmajibi6193 10 місяців тому +30

    DG ସାହେବ ଏ କଣ ଆପଣଙ୍କ ପୋଲିସ ପବ୍ଲିକ ସମ୍ପର୍କ ବନ୍ଧୁତା? ଛିଃ ଛିଃ ଏହିମାନେ ଜନତା ଙ୍କ ବନ୍ଧୁ ନା ଜନତା ଙ୍କ ପାଇଁ ବନ୍ଧୁକ। ଦୟାକରି ଉତ୍ତର ରଖିବାକୁ ଅନୁରୋଧ।

  • @SureshKumar-xg3qw
    @SureshKumar-xg3qw 10 місяців тому +85

    ଭୁବନେଶ୍ବର ଲୋକ ଛାଡିବେନି ସିଏ police ହେଉ ଥାଉ କି ଯିଏ ହେଉ

    • @subhamsubhrajyotibehera708
      @subhamsubhrajyotibehera708 10 місяців тому +2

      Au bhai last re kn hela...😂😂😂😂

    • @ganeshnaik8833
      @ganeshnaik8833 10 місяців тому +2

      Line ku asigole 😂😂😂😂

    • @soumyaranjanmoharana8793
      @soumyaranjanmoharana8793 4 місяці тому

      Bhai etiki jagatsinghpur re heithile police bhi madarchod khaithanta ebe nhele bi kebe bt sure Amar ethi emti hele chance paile na loka kichi rakhibeni Jia bi heu iic bhi ethi madarchod khaichi , si goda bhangideichanti , bbsre sabu bahara loka so ....

  • @premanandamohanty7931
    @premanandamohanty7931 10 місяців тому +14

    Salute the police man for his patience.

    • @riteshnayak6498
      @riteshnayak6498 10 місяців тому

      Police silent now because the public is speaking in one voice! Else these policemen are the real criminals! Drinking on duty? are these the ones who are deputed to protect rights of civilians! They should be suspended at once for misconduct and gross negligence of duty.

  • @entertainmentmovie9448
    @entertainmentmovie9448 10 місяців тому +1

    ପୋଲିସ୍ ଲୋକମାନଙ୍କୁ ସେବା କରିବା ପାଇଁ ଏଇ ବର୍ଦି ପିନ୍ଧିଛନ୍ତି ନା ପବଲ୍ଲିକ କୁ ହଇରାଣ କରିବା ପାଇଁ ଛି ଛି ରେ ନବୀନ Odisha police protection .........

  • @RupNarayanMajhi
    @RupNarayanMajhi 10 місяців тому +9

    ଯେତେ ଚିଲ୍ଲେଇଲେ କିଛି ଲାଭ ନାହିଁ,because ସେ ସରକାର ରେ ଅଛନ୍ତି, ଗୋଟେ କଥା ହେଉଛି ପୋଲିସ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ୍ ଥାନା ହିଁ ଯିବାକୁ ପଡ଼େ, ଯାହା ଦ୍ଵାରା ନିରପେକ୍ଷତାର ସମ୍ଭାବନା ବହୁତ୍ କମ୍ ।
    ସମାଧାନ
    #RightToRecallPoliceCommisioner
    #JuryCourt

  • @kb6202
    @kb6202 10 місяців тому +144

    ଚୋର ସରକାର କହିବା କାହାକୁ

  • @ahammadrajaking2749
    @ahammadrajaking2749 10 місяців тому +16

    ଜଣେ ଲେଡିସ ଲୋକ ର ଦୁଃଖ ବୁଝିବା ଦରକାର ପୋଲିସ ନାରୀ ମାନଙ୍କ ପ୍ରତି ଏ କି ଅବହେଳା କହିଲି ପୋଲିସ ପ୍ରଶାସନ ତା କଥା ବୁଝୁନି

  • @laxmipanda19
    @laxmipanda19 10 місяців тому +1

    ପୋଲିସ୍ ବାଲାଙ୍କୁ ସମୟ ଆସିବ ଜନତା ଗୋଡେଇ ଗୋଡେଇ ମାରିବା ଦରକାର

  • @Bayley-b2z
    @Bayley-b2z 3 місяці тому +2

    ପୋଲିସ ମାନଙ୍କୁ ଯେଉଁଠି ଦେଖିବ ହାଣି ଦିଅ - ପୋଲିସ କେବେ ଭଲ ନୁହଁ ।

  • @ranjannayak8948
    @ranjannayak8948 10 місяців тому +168

    Thanks to these ladies for raising voice. Jungle raj in Odisha.

  • @BALARAMJENA-b7i
    @BALARAMJENA-b7i 10 місяців тому +26

    🌹ବ୍ୟଙ୍ଗ ବାଣ 🌹
    ଜୋତାରେ ଦିଅ
    ପୋଲିସି ଙ୍କୁ 👌👌👌
    🙏🙏🙏

  • @formalfootage24
    @formalfootage24 10 місяців тому +9

    ଧନ୍ୟବାଦ ପ୍ରତିଦିନ tv

  • @dibyajitsamal9935
    @dibyajitsamal9935 7 місяців тому

    ଦୁଇ ପକ୍ଷ ର କଥା ସବୁବେଳେ ଶୁଣିବା ଦରକାର,ଖାଲି ପାଟି କଲେ ହବନି।ପୋଲିସ ର ବି patience ଏତେ ଅଛି ବୋଲି କିଛି କହିଲାନି ନହେଲେ କଣ ନା କଣ ହେଇସାରନ୍ତନି।

  • @VikramAdityababubsnsman
    @VikramAdityababubsnsman 3 місяці тому +2

    ଶଳା ପୋଲିସ୍ ମାନଙ୍କର ଭାଉ ବଡ଼ି ଯାଉଚି କିଛି ନ କହିବାକୁ ଯୋଉ ପୋଲିସ୍ ଆପଣଙ୍କ ପୁଅକୁ ମାରିଚି ତାକୁ ଛାଡ଼ ନାହିଁ ଦିଦୀ କିଛି ନାହିଁ ତା ନା ରେ afire ଦେଇ ଦିଅନ୍ତୁ ଦିଦି

  • @mohammedkhursidalamkhan1142
    @mohammedkhursidalamkhan1142 10 місяців тому +13

    ଯେତେ ହେଲେ ବି ଜନସାଧାରଣ ଙ୍କୁ ଏପରି ବ୍ୟବହାର କଲେ ନିଶ୍ଚିତ ଭାବରେ ଏମିତି ପରିସ୍ଥିତି ଉପୁଜିବ ଆଗକୁ ଏମିତି ଘଟିଚାଳିବା ।

  • @niranjanpradhan4800
    @niranjanpradhan4800 10 місяців тому +41

    ହଇରେ ସଳା ପୋଲିସି ଟିକେ ମାନବିକତା ରଖ

  • @nareshnayak165
    @nareshnayak165 10 місяців тому +64

    This is the Power of odisha govt where police babu was doing duty by drinking alcohol

    • @ldm2570
      @ldm2570 10 місяців тому

      Kon bola tujhe

    • @bevabmanjul7428
      @bevabmanjul7428 10 місяців тому +1

      Why the government police is there private event

    • @bevabmanjul7428
      @bevabmanjul7428 10 місяців тому

      They know whatever odisha police do no one can do anything

  • @prabinnaik5032
    @prabinnaik5032 9 місяців тому +1

    ଓଡିଶା ପୋଲିସ ଏମାନଙ୍କ ପାଇ ଖରାପ ହେଉଛି ଦୟାକରି ଏମିତି ପୋଲିସ କୁ ବାହାର କର 🙏

  • @sanudefenceanalysis
    @sanudefenceanalysis 21 день тому +1

    ହାରାମି ଦୀନକୃଷ୍ଣ ଅଛି 😂😂

  • @sahilfilms2523
    @sahilfilms2523 10 місяців тому +17

    Jago odisa basi jago 🙏

  • @g.duryodhanreddy5030
    @g.duryodhanreddy5030 10 місяців тому +54

    ଏଥି ଦରିଦ୍ର ଶାସନ ଚାଲିଛି

  • @sudhakarkada7438
    @sudhakarkada7438 10 місяців тому +41

    I request Advocates Association to step out during such incidents voluntarily

  • @ashokpati4792
    @ashokpati4792 9 місяців тому +1

    ଶୃଙ୍ଖଳା ରକ୍ଷା ନାମରେ ଅଯଥା ପରିସ୍ଥିତି ସୃଷ୍ଟିକରନ୍ତୁ ନାହିଁ !

  • @prasannadutta9170
    @prasannadutta9170 27 днів тому

    ଜାଗୋ ଜନତା ଜାଗୋ

  • @CreationOdia1234
    @CreationOdia1234 10 місяців тому +11

    ପୋଲିସ ର ସବୁ ଭୁଲ୍

  • @dsmbharat9668
    @dsmbharat9668 10 місяців тому +75

    ଖାଲି ବିଧା ଗଇଁଠା ଦରକାର ଏମାନଙ୍କୁ😡

  • @shrikantapatra7864
    @shrikantapatra7864 10 місяців тому +17

    ମଦୁଆ ସରକାର ମଦୁଆ ସା ସନ

  • @jumikumari4983
    @jumikumari4983 5 місяців тому +1

    Good sister god bless you

  • @satyajitsamal323
    @satyajitsamal323 9 місяців тому +1

    Right madam

  • @namitasahu1436
    @namitasahu1436 10 місяців тому +20

    Fight for your Rights 💪

  • @SanuKumar-fm7bl
    @SanuKumar-fm7bl 10 місяців тому +56

    U r great sister 🙏🏻

  • @biprapriya
    @biprapriya 10 місяців тому +53

    This is the time of President's rule in Odisha.

  • @BabuKumar-rd5mw
    @BabuKumar-rd5mw 3 місяці тому +2

    ପଲିସି ତାକ ପୁଅକୁ ନେଇ ଅତେଗରମ୍ କାନପାଇ ଦେଖାଉଛି ଇ ଏ ହେଉଛି ନୂଆ ମୁଖ୍ୟ ମତ୍ରିର ନୁଅନିଆମ୍ ଆରେ ସଲ ପଲିସି ତକ ପୁଅକୁ ଦେଇ ଦଉନ କାହିଁକି ଏ ତେ ଭଦ୍ର ତ ଦେଇ ଦଉନ

  • @manaskumarsahoo6315
    @manaskumarsahoo6315 10 місяців тому +1

    ବାଳ ବହୁତ ଛୋଡ଼ି ହଉଥିଲେ ଏକା ଥରେ ଔକାତ କୁ ଆସିଗଲେ,,, ଶଳା ଠିକ ରେ କଥା ହେଇଥିଲେ ଭଲରେ ଭଲରେ ସବୁ ହେଇଯାଇଥାନ୍ତା...

  • @sushantabhuyan2810
    @sushantabhuyan2810 10 місяців тому +4

    Bahut khusi lagilla public unite heichhanti

  • @studyverseofficial
    @studyverseofficial 10 місяців тому +45

    Odisha police sabu chora

  • @Sanjaysir0D
    @Sanjaysir0D 10 місяців тому +10

    Without uniform ରେ ଜଣେ ସାଧାରଣ ଲୋକ.. ଉଚ୍ଚ ନ୍ୟାୟଲୟରେ କେଶ କରନ୍ତୁ ସବୁଯାକ suspend ହେବେ

  • @gobindobehera9764
    @gobindobehera9764 9 місяців тому

    God bless uuu didi👌🙏👌🙏

  • @dusmantaBiswal-q3u
    @dusmantaBiswal-q3u 9 місяців тому

    Right point madam ❤

  • @santosinimishra5167
    @santosinimishra5167 10 місяців тому +8

    Very nice madam.

  • @chandansenapati2248
    @chandansenapati2248 10 місяців тому +8

    ବଢିଆ ହେଇଚି ନବୀନ ପଟ୍ଟନାୟକ କୁ ଭୋଟ ଦିୟ ମାନେ ବିଜେଡି ସରକାର ଯେତେ ଦିନ ରହିବ ସେତେ ଦିନ ଏମିତି ହେବ

  • @ChandrasekharSenapati-v1b
    @ChandrasekharSenapati-v1b 10 місяців тому +10

    Salute madam . You are right madam

  • @sumivlogs8156
    @sumivlogs8156 10 місяців тому +2

    I'm proud the both ladies how courageous of them and fight against police in their justice 🥰

  • @mami6057
    @mami6057 10 місяців тому

    Government should change.

  • @Rameshpatel19383
    @Rameshpatel19383 10 місяців тому +12

    Police should respect public .........DCP Sir, Plz suspend these officers ....

  • @sidharthadas124
    @sidharthadas124 10 місяців тому +53

    ଏହି ମାଘିଆ ଆରାମୀ ପୋଲିସ କୁ suspend କରିଦିଅ

    • @rashmiranjan286
      @rashmiranjan286 10 місяців тому

      ବିଜେଡି ଜୟ ହୋ

    • @BiswajitPradhan-pj8cv
      @BiswajitPradhan-pj8cv 10 місяців тому +2

      Pura chakiri ru bahiskaar kraajaau se peleipua police ku 😡😡😡😡😡😡😡😡😡

    • @gdriderop524
      @gdriderop524 10 місяців тому +1

      Yes bro right

    • @sidharthadas124
      @sidharthadas124 10 місяців тому

      @@rashmiranjan286 ମୁଁ ନବୀନ ପଟ୍ଟନାୟକଙ୍କୁ କେବେ ଭୋଟ୍ ଦିଏ ନାହିଁ। କିନ୍ତୁ ଭବିଷ୍ୟତ ରେ ବି ଦେବି ନାହିଁ।

  • @sampleauto9751
    @sampleauto9751 10 місяців тому +8

    Apana mane khusita 🇮🇳🇮🇳🇮🇳🇮🇳

  • @saneevkumardas8659
    @saneevkumardas8659 3 місяці тому

    Excellent work.

  • @BidhanSahoo-x3q
    @BidhanSahoo-x3q 26 днів тому

    Jay Jagannath 🙏 right didi

  • @NarendraKumar-yh5tp
    @NarendraKumar-yh5tp 10 місяців тому +10

    Beautiful sister

  • @vabanisankar8016
    @vabanisankar8016 10 місяців тому +8

    Salute to these ladies

  • @ChandrakantaDas-fq6pp
    @ChandrakantaDas-fq6pp 10 місяців тому +37

    Police pura badmas

    • @padma_lochan355
      @padma_lochan355 10 місяців тому +1

      Ache bache dr. Aur engineer bante hain.. per bure banche police aur army bante hain taki ache bache safe reh sakein

  • @rohitkumarmurgan1453
    @rohitkumarmurgan1453 9 місяців тому +1

    Good public

  • @newtrend2558
    @newtrend2558 23 дні тому +1

    ପୁଅ କୁ ମାରିଲେ ମା କେମିତି ସାହିବ

  • @bhagabatabehera332
    @bhagabatabehera332 10 місяців тому +44

    Without uniform duty, means they r Gunda.

  • @sarojde9808
    @sarojde9808 10 місяців тому +17

    Dhik dhik..police..

  • @chinmayakumarrout4088
    @chinmayakumarrout4088 10 місяців тому +4

    ଏଇଭଳି ଗୁଣପାଇଁ ପୋଲିସ ଜନସାଧାରଣଙ୍କ ଆକ୍ରୋଶର ଶିକାର ହଉଛି

  • @AbhishekSatpathy-y5t
    @AbhishekSatpathy-y5t 8 місяців тому

    ❤❤❤❤❤public ebe thik bujhuchi❤❤❤❤

  • @prakashsahoo6854
    @prakashsahoo6854 7 місяців тому

    Any update

  • @motivate-007
    @motivate-007 10 місяців тому +19

    Hats off to the brave ladies

  • @sanjeetp77
    @sanjeetp77 10 місяців тому +14

    Govt change must need to be adopted in ODISHA..same govt ruling never good..unless this thing happen,no solution..

  • @pradipkumardasdas7184
    @pradipkumardasdas7184 10 місяців тому +5

    This is changed voice of Odisha public.... Navin Babu we are worried about this

  • @rasanandasethy
    @rasanandasethy 3 місяці тому +1

    Jersey ଗାଈ କୁ ନେଇ ଖାଇବାକୁ ଦିଅ

  • @herambusenapati844
    @herambusenapati844 24 дні тому

    Jagannath Bharosa.....

  • @puja2696
    @puja2696 10 місяців тому +8

    I salute this lady

  • @krushnapradhan1819
    @krushnapradhan1819 10 місяців тому +5

    ଏଠି ସାମ୍ବାଦିକ ଭାଇ ଓ ଭଉଣୀ ମାନଙ୍କର କ'ଣ ସହଯୋଗ ଅଛି ମୁଁ କିଛି ବୁଝିପାରୁନାହିଁ

  • @CreationOdia1234
    @CreationOdia1234 10 місяців тому +9

    ମଦୁଆ ପୋଲିସ୍ କୁ ସମ୍ମାନ କର😂😂😂😂😂😂 ଲଜ୍ୟା ଲଜ୍ୟା ଓଡ଼ିଶା ର ପୋଲିସ୍ ମଦ ପିଇ ଲୋକ ଙ୍କୁ ଖରାପ୍ ବ୍ୟବହାର ଅତି ନିନ୍ଦନୀୟ

  • @bhagyadharanayak
    @bhagyadharanayak 20 днів тому

    ଜନତା ଜିନ୍ଦାବାଦ୍

  • @ajit382
    @ajit382 10 місяців тому

    Excellent job madam