ପଶ୍ଚିମବଙ୍ଗକୁ ଯିବନି ଖାଦ୍ୟ ଗାଡି || Hundreds Of West-Bengal Bound Trucks Stopped In Cuttack

Поділитися
Вставка
  • Опубліковано 9 вер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
    For latest Odisha News Follow Kanak News:
    Visit: kanaknews.com/
    Watch Live: www.youtube.co...
    UA-cam: / kanaknewsdigital
    Twitter: / kanak_news
    Facebook: / kanaknews
    #KanakNewsDigital #PotatoCrisis #MamataBanerjee

КОМЕНТАРІ • 547

  • @laxmidhardas6096
    @laxmidhardas6096 Місяць тому +177

    ପଶ୍ଚିମବଙ୍ଗ କୁ କିଛିବି ଚଡାହବନି ମମତା ବାନାର୍ଜୀ କୁ ଉଚିତ୍ ଜବାବ ଦିଆଯିବ

  • @stuluachary
    @stuluachary Місяць тому +152

    ପଶ୍ଚିମବଙ୍ଗ ବେପାରୀ ମାନଙ୍କୁ ଓଡ଼ିଶାରୁ ବାହାର କରିବା ଦରକାର

  • @kapileswarnayak3393
    @kapileswarnayak3393 Місяць тому +133

    ଓଡ଼ିଶା ରେ ଯେତେ ମେଦିନୀପୁର ର ବେପାରି ଅଛନ୍ତି ସେମାନଙ୍କୁ ଜଲଦି ପଠେଇ ଦିଅ ପଶ୍ଚିମ ବଙ୍ଗ

    • @rajendradey4255
      @rajendradey4255 Місяць тому +7

      ଠିକ୍ କହିଚ👍👍

    • @dibyaranjanbehera7927
      @dibyaranjanbehera7927 Місяць тому +4

      👍👍

    • @hariharasethy1819
      @hariharasethy1819 Місяць тому +3

      Semane jadi sabu odisha lokanku sethu bida karanti kan kariba odisha re ta kama nahi

    • @RanjanKumar-bo1ul
      @RanjanKumar-bo1ul Місяць тому +3

      To gandi re ate bala acchi ki be pelei pua, abe mg parivartan chahun thila ta parivartan hauchi, ebe Bengal alu ku parivartan kari UP alu khao

    • @GaneshNayakNayak-t6b
      @GaneshNayakNayak-t6b Місяць тому +2

      ମୁର୍ଖ ଙ୍କର ପରିଚୟ

  • @seshadevojha3794
    @seshadevojha3794 Місяць тому +12

    ଏଭଳି ପ୍ରତିବାଦକୁ ଆମେ ସ୍ବାଗତ ଜଣାଉଛୁ । ବନ୍ଦେ ଉତ୍କଳ ଜନନୀ 🙏🙏🙏🙏

  • @ssahu2140
    @ssahu2140 Місяць тому +53

    ଅନ୍ୟ ରାଜ୍ୟକୁ ଦୋଷ ଦେଇ ଖସିଗଲେ କଣ ହେବ ନିଜ ରାଜ୍ୟରେ ଆଳୁ ଉତ୍ପାଦନ କେମିତି ହେବ ସେ ଉପରେ କାହିଁକି ଧ୍ୟାନ ଦିଆ ଯାଉନାହିଁ

    • @frompureindiansvillagers7607
      @frompureindiansvillagers7607 Місяць тому +6

      ନବୀନ୍ କୁ କହିଲେ ଭଲ ହେବ

    • @bashudebrana1911
      @bashudebrana1911 Місяць тому +6

      ତୁ ଆଳୁ ଚାଷ କର ତା ପରେ ମୁ କରିବି

    • @amjadsk.2469
      @amjadsk.2469 Місяць тому

      ​@@bashudebrana1911 😂😂 👍

    • @amjadsk.2469
      @amjadsk.2469 Місяць тому +3

      Baah ki chamatkar comment....raata raati aalu chasa kariba ra formula tikke dia 😂
      Bhatta nei Loka kodhia hela pare aalu chasa kahin ki karibe...
      Gulf, gujrat, Maharashtra, south india ru labourgiri kara remittences paisa aasuchhi....sabu khoos...

    • @ashokbhuyan8404
      @ashokbhuyan8404 Місяць тому +2

      ପୁଅ ଟିକେ ଆଳୁ ଚାଷ କରି ଦେଖା ଦେଖିବା

  • @rabindrakumarmohanty9415
    @rabindrakumarmohanty9415 Місяць тому +28

    ଛି ଛି ହିନ ରାଜନୀତି କରୁଛି ମମତା ବାନାର୍ଜୀ, ପଶ୍ଚିମ କୁ ପାନେ ଦେବା ଦରକାର। ଗୋଟିଏ ଗଣତନ୍ତ୍ର ରାଷ୍ଟ୍ର ରେ ସ°ଘିୟ ବ୍ୟବସ୍ଥା ମଧ୍ୟରେ ସଵୁ ରାଜ୍ୟ ସଵୁ ରାଜ୍ୟ ଉପରେ ନିର୍ଭର ଶୀଳ ହିନ ରାଜନୀତି କରୁଛି ମମତା ବାନାର୍ଜୀ। ନବୀନ ଵାଵୁ ଯଦି ପଚିଶ ବର୍ଷ ରେ ଶୀତଳ ଭଣ୍ଡାର କରି ଥାଆନ୍ତେ ଆଜି ଆମେ ଏତେ ଅସୁବିଧା ର ସମୁଖୀନ ହୋଇ ନ ଥାଆନ୍ତେ।

  • @RAJESHpradhan01994
    @RAJESHpradhan01994 Місяць тому +31

    ଯେଶା କୁ ତେଶା

  • @managobindapatra4764
    @managobindapatra4764 Місяць тому +119

    ସଵୁ ଭୁଲ୍ ଦିଦିଙ୍କର ଦିଦି ଭୁଲ୍ ମାଗନ୍ତୁ। ସବୁ ଠାରୁ ବଡ଼ ଭୁଲ ନବୀନ ବାବୁଙ୍କ ୨୫ବରଷ ଭିତରେ ଆଳୁର ସମାଧାନ କଲେ ନାହିଁ

    • @deepakbehera1880
      @deepakbehera1880 Місяць тому +3

      Ha ba nabin ghare chasa kari thanta aau tu jaai ta gharu aani thantu😅

    • @pritampolei7087
      @pritampolei7087 Місяць тому

      Ganjada Naveen mamita bano ku phone au letter lekhi mana karichi alu odisha ku na deba pain.alu pain bjp sarkar ku badnam karibaku

    • @brajakishorepadhi4022
      @brajakishorepadhi4022 Місяць тому +1

      ​@@deepakbehera1880ନବୀନ ମାଗିହା ମୁଖମନ୍ତ୍ରୀ ହେଇଥିଲା କଣ ମମତା ରାଣ୍ଡି ର ଚଡି ଶୁଘିଂବା ପାଇଁ। ମା ଗିହା ଅଲକ୍ଷଣା ନବୀନ

    • @gopumotivator
      @gopumotivator Місяць тому

      ​@@deepakbehera1880ନବୀନ ର ପୁଅକୁ ଵାଧିଗଲାରେ😂😂😂😂😂

    • @sunilkumarpatnaik6953
      @sunilkumarpatnaik6953 Місяць тому +2

      Didi nka BENGALI ASMITA Vs Double Engine Jumla Asmita....

  • @Rohitphotography-dv6
    @Rohitphotography-dv6 Місяць тому +11

    ଏଇଟା ବହୁତ ଆଗରୁ କରିଥିଲେ ଭଲ ହୋଇଥାନ୍ତା

  • @smnayak3396
    @smnayak3396 Місяць тому +4

    ଓଡ଼ିଶାରେ ପ୍ରଥମେ ସଂରକ୍ଷିତ ରଖିବାର ବ୍ୟବସ୍ଥା କରନ୍ତୁ ଏବଂ କୃଷି ପାଇଁ କୃଷକଙ୍କୁ ପ୍ରୋତ୍ସାହନ ଦିଅନ୍ତୁ

  • @chinmaysamal372
    @chinmaysamal372 Місяць тому +46

    ରୋଗ ଜ୍ଵଳା ରେ ତାଟିଆ କାମୁଡ଼ା ୨୫ ବର୍ଷ ସରକାର ଏ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ଥିଲା

    • @Mrddbaska7815
      @Mrddbaska7815 Місяць тому

      25 year ra sarkar paiii aji odisha re amithi abasta ...sabu BJD chora neta mananka paiii amithi sabu odisha re abasta heuchhi...Nabin ku kuha au thare chithi lekhebe mamata didi nku alu deba paiii ...
      Sala BJD chora 😅😅😅😅

    • @anandamohakuda4943
      @anandamohakuda4943 Місяць тому

      Hass Sola pagola ta ki re 😅😅

    • @debashishswain486
      @debashishswain486 Місяць тому +1

      Bhai pura thik,kuade gole (u p) ru alu Ane baa balaa aano alu.swabhimani odiya adhiko dam re kino kini ki kahu.

    • @tanmay_vlogs.102
      @tanmay_vlogs.102 Місяць тому

      To bou ku gehiba abasyaka thila 😅

    • @akdehuryakdehury8489
      @akdehuryakdehury8489 Місяць тому

      ତ ମା କୁ ମୁଁ ଗେହିଁବି​@@tanmay_vlogs.102

  • @mukeshkumarsahoo3511
    @mukeshkumarsahoo3511 Місяць тому +45

    ଏକଦମ ଏଇଆ କରିବା ଠିକ 👌👌👌.. ସେ ମମତା ଏକ ନମ୍ବର ରାଣ୍ଡି କାମ ରେ ପରିପୂର୍ଣ ସେ ମୋ ସାମ୍ନା କୁ ଆସେ ଜୋତାରେ ସେକିବି ତାକୁ 👌👌

    • @aatish6769
      @aatish6769 Місяць тому +1

      ମତେ ବି ଡାକିବ
      ତା ସାୟାରେ ବମ୍ୱ ଲଗେଇଦେବି

    • @obeyr8232
      @obeyr8232 Місяць тому

      Sei Bangladeshi mananku aama desh re pravesh karuchi

    • @Jalba111
      @Jalba111 Місяць тому

      Tu ta balaku sorry na be

  • @smartcollection..3098
    @smartcollection..3098 Місяць тому +30

    ଠିକକ କରିଛନ୍ତି ଆଜ୍ଞା ଏମିତି ଦରକାର 👍🏻👍🏻👍🏻

    • @anandamohakuda4943
      @anandamohakuda4943 Місяць тому +1

      Kichi b thik nuha au kichi b habani , Khali light camera action 😅😅

  • @frompureindiansvillagers7607
    @frompureindiansvillagers7607 Місяць тому +19

    ସ୍ଵାଗତ.. Wow କଟକ ବାସୀ ଭାରି ସାହସୀ

  • @purnachandra1694
    @purnachandra1694 Місяць тому +5

    ବେଧୀ ମମତା ନବୀନ ର ଘଇତା ସେଥି ପାଇଁ ଦେଉନି ଆଳୁ

  • @Amiya.ranjan.palai709
    @Amiya.ranjan.palai709 Місяць тому +15

    BJD DAI

  • @sarojnaik3521
    @sarojnaik3521 Місяць тому +42

    ନବୀନ ବାବୁ
    ଚିଠି କୁଆଡେ ଗଲା
    ପ୍ରଚାର କରୁ ଥିବା ବାବୁ
    ମାନଙ୍କୁ ସାଙ୍ଗରେ ଡାକନ୍ତୁ

    • @sushilnanda6868
      @sushilnanda6868 Місяць тому +2

      Tamil Pandu kuade luchichhi ?

    • @petlover8195
      @petlover8195 Місяць тому +1

      Kie pachare ta letter ku.
      Just gote Hawa kala patnaik

    • @bhalanathhansdah3012
      @bhalanathhansdah3012 Місяць тому

      ମୋ

    • @brajakishorepadhi4022
      @brajakishorepadhi4022 Місяць тому +1

      କି ବାଳ ଚିଠି ହୋ ନବୀନ ଭଳି କେତେ ବୁଢା ନେତା କୁଂ ମମତା ରାଣ୍ଡି ତା ବିଆ ଭିତରେ ପୂରେଇ ପଚେଇ ଦେବ। ବୁଢୀ ମମତା ତାର କଣ ଗରଜ ପଡିଛି ହାରା ଘୋଡା ଅପଦାର୍ଥ ନବୀନ କଥା ଶୁଣିବ।

    • @hariharasethy1819
      @hariharasethy1819 Місяць тому +2

      Mohan babu mitting kan hela up panjab kuade gale

  • @sachidanandamishra4778
    @sachidanandamishra4778 Місяць тому +10

    ପୁରା ମଞ୍ଜି କଥା କହିଲେ ମାଡାମ୍ ।

  • @ଗ୍ରହାଚାର୍ଯ୍ୟ
    @ଗ୍ରହାଚାର୍ଯ୍ୟ Місяць тому +11

    ପଶ୍ଚିମ ବଙ୍ଗ ଲୋକଙ୍କୁ ଓଡ଼ିସା ରୁ କିଛି ନ ଦେଲେ ସବୁ ବା ବିଷ ଖାଇ ମରିଯିବେ ବା

    • @anandamohakuda4943
      @anandamohakuda4943 Місяць тому +1

      😅😅

    • @obeyr8232
      @obeyr8232 Місяць тому

      Mamta Sei Bangladeshi mananku aama desh re pravesh karuchi

  • @chakrasahoo4868
    @chakrasahoo4868 Місяць тому +3

    ସବୁଡୋଷ ପୂର୍ବ ମୁଖ୍ୟମନ୍ତ୍ରୀ

  • @niranjanpradhan6763
    @niranjanpradhan6763 Місяць тому +34

    ଆରେ ନିଜ ରାଜ୍ୟରୁ କ'ଣ ଯାଉଛି ତାହାକୁ ଅଟକାଅ ଆମ ରାଜ୍ୟ ଦେଇ ଜଉ ଥିବା ଗାଡ଼ିକୁ ଯଦି ଅଟକାଇବ ତାହାଲେ ଆନ୍ଧ୍ର ପ୍ରଦେଶ ବି ଓଡ଼ିଶାକୁ ଦେବେନି ।

    • @susantpanda5
      @susantpanda5 Місяць тому +1

      ଆନ୍ଧ୍ର ସରକାର ମମତା ସହିତ କଥା ହୁଅନ୍ତୁ।

    • @bishnucharanbiswal
      @bishnucharanbiswal Місяць тому

      Andra gadi west bengal pate kahi jiba se ta barhampur dei jiba

  • @MithunNaik-ju3tb
    @MithunNaik-ju3tb Місяць тому +6

    ପଶ୍ଚିମ ବଙ୍ଗ କୁ କୌଣସି ଗାଡି ଛାଡ଼ନ୍ତୁ ନାହିଁ ଏବଂ ପଶ୍ଚିମ ବଙ୍ଗ ବେପାରୀ ମାନଙ୍କୁ ଓଡିଶାରୁ ତଡିଦିଅ

  • @sudamsahoo6104
    @sudamsahoo6104 Місяць тому +2

    କେତେ ଦିନ ର ସରକାର ତଥାପି ମୂଳ ନ ଖୋଜି ଡାଳରେ ପତ୍ର ଗଣୁଛନ୍ତି ବିରୋଧୀ... ଆଳୁ ମିଶନ ରେ କେତେ ଟଙ୍କା ଖର୍ଚ କରିଛନ୍ତି ପୂର୍ବ ସରକାର ଟିକେ ଉତ୍ତର ଦେଇଦେଲେ ଭଲ ହୁଅନ୍ତା... କାହିଁକିନା ଆଳୁ ମହଙ୍ଗା...

  • @dayasagarsahu6360
    @dayasagarsahu6360 Місяць тому +4

    ବାକି ପନିପରିବା ଠାରୁ ଶସ୍ତା ଅଛି ଆଳୁ ପିଆଜ । ଆଳୁ 35 ,ପିଆଜ 40 ଥବାବେଲେ , 🍆80,🍅60,🥒40,🥦80, ଝୁଣଗ 80, ପୁଟଲ 80 ,ଭେଣ୍ଡି 80, କୁନ୍ଦୁରି 60 ।

  • @sarojsahoo1077
    @sarojsahoo1077 Місяць тому +3

    ଗୋଟେ ଟ୍ରକ୍ ପିଛା ଲକ୍ଷେ ଟଙ୍କା ଅର୍ଦେ କରନ୍ତୁ। ଗେଟ୍ ପାସ୍ ପାଇଁ। ଆଳୁ ଆମେ 50ରେ ଖାଇବା ସେ ଦେବେ ପଇସା

  • @gyanaveena349
    @gyanaveena349 Місяць тому +5

    Result of ,25 years of bjd govt.

  • @dharanisahoo4741
    @dharanisahoo4741 Місяць тому +3

    ଓଡ଼ିଶା ଲୋକ ଏକ ହୁଏ

  • @timepassnews5471
    @timepassnews5471 Місяць тому +14

    Khali Cuttack nuha sabu jila ru pratibad kariba darkar

  • @OP_ALEKHA
    @OP_ALEKHA Місяць тому +5

    ଓଡ଼ିଶାରେ ଜାତୀୟ ଫଳ କଣ ? ଆଳୁ କି ଆଳୁ ପାଇଁ ମହାଭାରତ 😂😂😂
    ଆଳୁ ପରିବର୍ତେ ମାଟି ଆଳୁ ଖାଅ । ଅମୃତ ଭଣ୍ଡା ଖାଅ କାହିଁ ମିଛୁଟାରେ ଏମିତି ହଉଛ। ପରବର୍ତ୍ତୀ ସମୟରେ ଓଡ଼ିଶାରେ ଆଳୁ ଚାଷ ହବ ଆଉ ଆଳୁର ସମସ୍ୟା ଦୂର ହେବ।
    ଜୟ ଜଗନ୍ନାଥ 🙏

  • @prabhasmoharana3494
    @prabhasmoharana3494 Місяць тому

    ଆପଣ ଙ୍କୁ ବହୁତ ଧନ୍ୟବାଦ ଭାଇ

  • @StatusKing-uw4um
    @StatusKing-uw4um Місяць тому +1

    ଓଡିଶା AIIMS ରୁ ମଧ୍ୟ ବଙ୍ଗାଳୀ ମାନଙ୍କୁ ତଡାଯାଉ।

  • @malayajenamuna5872
    @malayajenamuna5872 Місяць тому

    Thanks Odisha government, right action against West Bengal We are filling proud.

  • @timepassnews5471
    @timepassnews5471 Місяць тому +7

    Sabu gadi ru preser kholi dia

  • @sasanksekharaswain9208
    @sasanksekharaswain9208 Місяць тому +3

    Beautiful decision ,

  • @Dalai143
    @Dalai143 Місяць тому +1

    ଏ ବର୍ଷ ମୂଲ୍ୟ ବୃଦ୍ଧି ହେଲେବି ଚଳେଇ ଦିଅ ଏବଂ ଭବିଷ୍ୟତରେ ଆଳୁ ପାଇଁ ଯେମିତି ତାଙ୍କ ପାଖରେ ଆଉ ନିର୍ଭର ହେବାକୁ ପଡ଼ିବନି ସେଥିପ୍ରତି ଚେଷ୍ଟା କର, ଆଳୁ ସହ ମାଛ ଏବଂ ବିଭିନ୍ନ ପନିପରିବା ଅମଳ ଅଧିକ କର, ବର୍ତ୍ତମାନ ଗୋଟିଏ କାମ କର ଅଣ୍ଡା ଆଉ ମାଛ ଗାଡିକୁ ଟୋଟାଲ ଛାଡ଼ ନାହିଁ, ଏ ବନ୍ଦ ଭୁବନେଶ୍ୱର ପାଖରେ ନାହିଁ ଆନ୍ଧ୍ର ଓଡିଶା ବୋର୍ଡର ପାଖରେ ଆରମ୍ଭ କର, ସପ୍ତାହ ଏମିତି କର ତାପରେ ବଙ୍ଗାଳୀ ଶକ୍ତି କେତେ ଆମେ ଜାଣିବୁ.

  • @iswarchandralenka2608
    @iswarchandralenka2608 Місяць тому +1

    ମାଛ ଗାଡି ଚାରି ପାଞ୍ଚ ଦିନ ଅଟକ ରଖି ଛାଡ଼ିଦିଅନ୍ତୁ,ସେମାନେ ପଚା ମାଛ ଖାଆନ୍ତୁ

  • @chhabindramansingh73
    @chhabindramansingh73 Місяць тому +18

    ସାରା ଓଡ଼ିଶା ଦେଇ ଯାଉଥିବା କଲିକତା ପ୍ରତେକ ଗାଡିକୁ ବନ୍ଦ କରିବା, ବଙ୍ଗାଳୀଙ୍କୁ ତଡିବା ଜାଗ ଓଡ଼ିଆ ଜାଗ ହିନ୍ଦୁ, ହାରାମି bjd 25ବର୍ଷ ଶାସନରେ ଓଡ଼ିଆ ଙ୍କୁ ଭିକାରି ସଜେଇଦେଇଛି ଲୁଟେରାସଳେ, ଆମରବି ରକ୍ତଅଛି ଜବାବଦବା

  • @prachi.1818
    @prachi.1818 Місяць тому +2

    Thanku madam

  • @Khamania02
    @Khamania02 Місяць тому

    ବା ଉଚିତ୍ ଜବାବ୍ 😅👏🙌🚩

  • @biswaranjanmohapatra2518
    @biswaranjanmohapatra2518 Місяць тому +1

    ୨୫ ବର୍ଷ ରେ ଏ ସମସ୍ୟା ଟି ସମାଧାନ ହୋଇପାରିଲା ନାହିଁ 🎉 🎉
    ଏକାଧିକ ବାର ଶାସନ ରେ ଆସିଲେ ଏମିତି ଅକର୍ମ। 🎉ହେଇଯାଆନ୍ତି ଶାସନ କର୍ତ୍ତା।🎉 ଓଡ଼ିଶା ବାସୀ ସଜାଗ ହୁଅ 🎉

  • @kartikasandh870
    @kartikasandh870 Місяць тому +1

    Very good cuttack

  • @nirmalrwiibehuria6543
    @nirmalrwiibehuria6543 27 днів тому

    ବହୁତ୍ ବଢିଆ

  • @sri1047
    @sri1047 Місяць тому

    Perfect decision 👍 by Odisha

  • @Nishi5555
    @Nishi5555 Місяць тому +13

    ଅନ୍ୟ ରାଜ୍ୟରୁ ଯାଉଥିବା ଜିନିଷକୁ ଅଟକ ରଖିବା ନିନ୍ଦନୀୟ.

    • @manasnayak750
      @manasnayak750 Місяць тому +1

      Daba amaku alu

    • @Nishi5555
      @Nishi5555 Місяць тому +4

      @@manasnayak750 ଆଳୁ ପଶ୍ଚିମ ବଙ୍ଗର ସେ କାହାକୁ ଦବ ନଦେବ ତା ଇଛା.
      ସରକାର କହୁଥିଲେ UP ଆଉ ପଂଜାବ ରୁ ଆଳୁ ଆସିବ, କୁଏଡ଼େଗଲା

    • @NayakRakesh-i5g
      @NayakRakesh-i5g Місяць тому +1

      Gadar West Bengal😂😂😂😂😂😅

    • @AjayakumarGochhi
      @AjayakumarGochhi Місяць тому +2

      ଗୋଟେ ବି ଗାଡି ଛାଡ଼ ନାହିଁ ଆମେ ତୁମ ପାଖ ରେ ପହଁଚିବୁ

    • @debendrasahoo2452
      @debendrasahoo2452 Місяць тому +1

      ​@@Nishi5555Bhai Road Is on Odisha Soil, It is Odiya To look Out Which Vehicle Will Travel in this Adverse Situations on OdishaRoad .This is One Negative Answer applicable on this Potatoes Issue Only.

  • @Odiaranjan848
    @Odiaranjan848 Місяць тому

    Good step odisha sarkar🎉🎉🎉

  • @laxmankumarsala9086
    @laxmankumarsala9086 Місяць тому

    ସରକାରଙ୍କ ଆନ୍ତରିକ ଉଦ୍ୟମ ଅଭାବ ଯୋଗୁଁ ଆଜି ଏ ଅବସ୍ତା, ଗରିବ ଖଟିଖିଆଙ୍କୁ ହଇରାଣ କରିବା କଥା

  • @satyabrataparida1925
    @satyabrataparida1925 Місяць тому

    ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।କିନ୍ତୁ ଏଥିରେ ମମତା ଦିଦି ର କଣ ଅସୁବିଧା ହେବ ।କ୍ଷତି ହେବ ଆନ୍ଦ୍ର ବେପାରୀ ମାନଙ୍କର ।
    ଗୋଟିଏ ଅନୁରୋଧ ଆନ୍ଦ୍ର ର ବେପାରୀ ମାନକୁ ପ୍ରଥମେ ଜଣାଇ ଦିଅନ୍ତୁ ସେମାନେ ବଙ୍ଗଳା ପାଇଁ ଗାଡି ପଠାଇବେ ନାହିଁ ।
    ସରକାର ମଧ୍ୟ କୃଷି ଉପରେ ଦୃଷ୍ଟି ଦିଅନ୍ତୁ ।

  • @ATULSADBOY
    @ATULSADBOY Місяць тому

    Odisha ru kichi chadani wb ku Jay Jagannath 🙏🏿🙏🏿

  • @babudash1336
    @babudash1336 Місяць тому

    କୁଆଡେ ଗଲେ ଯୋଗା ଣ ମନ୍ତ୍ରୀ କୁଆଡେ ଗଲା ତାଙ୍କ ସ୍ୱାଭିମାନ ଆରେ ଢମଣା ବୁଲିବାଲି କରି ସେଇ ଅଗଣା ବୁଝିବା ଦରକାର ଆଳୁ ପାଇଁ ପଶ୍ଚିମ ବଙ୍ଗ ହିଁ ଭରସା

  • @user-he4vq8oo7f
    @user-he4vq8oo7f Місяць тому

    Good steps by social worker.....🙏🙏🙏🙏🙏

  • @anantamallick3634
    @anantamallick3634 Місяць тому

    Right action against West Bengal

  • @SanjayKumar-cu8hg
    @SanjayKumar-cu8hg Місяць тому

    Right Jay Jagannath 🙏🙏🙏

  • @debendrasahoo2452
    @debendrasahoo2452 Місяць тому +1

    Even Train From Howrah to Southern States Should be Blocked Which (1) Enable Hon Mamata Madam To Remember India's Federal Concept (2) Block Bangladeshi Migrants to Flow to Southern States.

  • @dkmallik2297
    @dkmallik2297 Місяць тому +6

    Aji manguli re heichhi kintu kali ku Sara odisha re ebhali andolana heba

  • @jagannathnarasingh1204
    @jagannathnarasingh1204 Місяць тому +2

    right

  • @sadanandmohanty3537
    @sadanandmohanty3537 Місяць тому

    Best work 🙏🙏🙏🙏🙏🙏💐

  • @niranjanbhr73
    @niranjanbhr73 Місяць тому

    ଓଡ଼ିଶା ଆଜି ନମ୍ବର ୱାନ ହେଇଗଲା

  • @commonman0143
    @commonman0143 Місяць тому

    Good decision jay jagannath ❤

  • @aatish6769
    @aatish6769 Місяць тому +1

    ଘର ମୋ କୋଉଠି କଟକ
    ଆଛା ଖାସା ଙ୍କୁ କରିଛୁ ଅଟକ

  • @Satyanandagaming
    @Satyanandagaming Місяць тому

    Good sir aise hi karna chahie 🤫🤫🤫🤫

  • @santanudas8871
    @santanudas8871 Місяць тому

    Very good We are with you

  • @Zamzamm8973
    @Zamzamm8973 Місяць тому +9

    ମାଦୁର ଚୋଦ ନବୀନ କୁ ରାସ୍ତା ରେ ବସାଅ

  • @Bittu163
    @Bittu163 Місяць тому

    Very good decision ❤❤❤

  • @sridharkhatua
    @sridharkhatua Місяць тому +1

    Yes

  • @sanjaybaral9376
    @sanjaybaral9376 Місяць тому

    ମମତା ଗୋଟେ ନାରୀ ରୂପୀ ରାକ୍ଷସୀ ତାହାର ମାନବିକତା କିପରି ଆସିବ

  • @upendraparida2450
    @upendraparida2450 Місяць тому

    Right action 👍

  • @TRINATHSATAPATHY-qw4pp
    @TRINATHSATAPATHY-qw4pp Місяць тому

    ଲଢେଇ ହେଇଯାଉ

  • @santoshnath5151
    @santoshnath5151 Місяць тому

    Bahut vala
    Hela

  • @ajaykumardash9999
    @ajaykumardash9999 Місяць тому +1

    Right

  • @PintuMahapatra-r1d
    @PintuMahapatra-r1d Місяць тому

    Right bhai mane

  • @Global-uj7oh
    @Global-uj7oh Місяць тому +1

    Good

  • @indianvlogs9341
    @indianvlogs9341 Місяць тому +1

    Good step

  • @user-pl8yl9uj1t
    @user-pl8yl9uj1t Місяць тому

    😊west bengal be care ful

  • @Google.entertainmentclips
    @Google.entertainmentclips Місяць тому

    ଚାରି ଦିନ ରଖି ଥାନ୍ତ ଏ କଣ ସକାଳୁ ବନ୍ଦ କରି ସନ୍ଧ୍ୟା ରେ ଛାଡି ଦେଲ କାହିଁକି ଆମେ ଆଳୁ 2 ସପ୍ତାହ ହବ ପାଉନେ

  • @ChandanKumarSingh-fu1fi
    @ChandanKumarSingh-fu1fi Місяць тому

    Very nice step

  • @user-rl2xq4dj2o
    @user-rl2xq4dj2o Місяць тому

    very good work

  • @khusimazza
    @khusimazza Місяць тому

    ମାତା ସତ କହୁଛନ୍ତି, ଆମକୁ ବଙ୍ଗଳା ବିଷୟରେ ସମାନ ପଦକ୍ଷେପ ନେବାକୁ ପଡିବ |

  • @RajeshDas-ym4xp
    @RajeshDas-ym4xp Місяць тому

    Right decision

  • @DanduPradeeppatra
    @DanduPradeeppatra Місяць тому +1

    Right bhai kichi bi chadani

  • @dillipkumarkumar1959
    @dillipkumarkumar1959 Місяць тому

    Thank you Kanak news

  • @mks5547
    @mks5547 Місяць тому

    Baleshwar ସୀମା ରେ ବନ୍ଦ କରାଯାଉ

  • @UdayaNarayan-ur6tb
    @UdayaNarayan-ur6tb Місяць тому

    Very good decision

  • @Liger0999
    @Liger0999 Місяць тому

    Good step ❤❤❤❤❤❤

  • @user-xr6zk8be1z
    @user-xr6zk8be1z Місяць тому

    Very good 👏👏👏👏

  • @niranjanbhr73
    @niranjanbhr73 Місяць тому +1

    UP ରୁ ଆଳୁ ଆସିବାର ଥିଲା ଆସୁନାହିଁ UP ଗାଡ଼ି ବି ରଖ

    • @sushilnanda6868
      @sushilnanda6868 Місяць тому

      BJD alu bikri karuthiba lokoku sikhei kuha karauchhi j uttarpradesh alu pita laguchhi,sighra pachi jauchhi😅😅😅

    • @niranjanbhr73
      @niranjanbhr73 Місяць тому

      @@sushilnanda6868 ପଞ୍ଜାବ ଆଳୁ କୁଆଡେ ଗଲା

  • @SantoshkumarPatra-se8wi
    @SantoshkumarPatra-se8wi Місяць тому

    100.right

  • @user-yy3zl2yh1e
    @user-yy3zl2yh1e Місяць тому

    BestdesitionMerebhai&Sister❤❤❤

  • @niranjankarjee3105
    @niranjankarjee3105 Місяць тому

    Right bro good

  • @sadanandmohanty3537
    @sadanandmohanty3537 Місяць тому +1

    Odia jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad 🙏🙏🙏🙏🙏🙏🙏

  • @stupidkabi4413
    @stupidkabi4413 Місяць тому

    Joumane pratibad karuchanti semananku Mora koti koti pranam🙏🙏🙏🙏🙏🙏....Tit for Tat🙏🙏🙏🙏🙏

  • @asutosh501
    @asutosh501 Місяць тому

    ଭଲ ପଦକ୍ଷେପ କୌଣସି ପ୍ରକାରର ଗାଡି ଛଡା ନ ଯାଉ.

  • @user-mk1nv3ci6t
    @user-mk1nv3ci6t Місяць тому

    Thank you bhai

  • @asit_vlogs
    @asit_vlogs Місяць тому

    badhia heichi....tit for taught

  • @udhuramsoren
    @udhuramsoren Місяць тому

    Very good job odisha basi❤❤❤

  • @soumyabvu2377
    @soumyabvu2377 Місяць тому +1

    ମୁଖ୍ୟ କଥା ରାଜନୈତିକ ସୂତ୍ର ରୁ ଏ ଘୋଟଲା ଆରମ୍ଭ ହେଇଚି।25 ବର୍ଷ ହେଲା ଏମିତି ହେଇନଥିଲା କାରଣ କ୍ଷମତା ରେ ବିଜେଡ଼ି ଥିଲା ଆଉ ଏବେ ଭାଜପା ଆସିବାରୁ ଏ ଘଟଣା ହେଲା।କାରଣ ନବନିର୍ବାଚିତ ମନ୍ତ୍ରୀମଣ୍ଡଳ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଶାସନ ରେ ଆନ୍ତଃରାଜ୍ୟ ସମସ୍ୟା ସମାଧାନ ରେ ଅନଭିଜ୍ଞ। ଏମିତି ରେ ଆଉଏକ କାରଣ ଭାଜପା ସରକାର ର କଠୋର ବିରୋଧୀ ତୃଣମୂଳ କଂଗ୍ରେସ ମାନେ ବଙ୍ଗୀୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କର ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କ ଥିଲା ଯେବେ ସେ ଚିଠି ଲେଖିଲେ ସେବେ ଅଟକିଥିବାଆ ଆଳୁ ଗାଡ଼ି ଓଡ଼ିଶା ଆସିଥିଲା ଆଉ ସେବେ ରାଜ୍ୟ ବିଜେପି ଏଥିରେ ଅସନ୍ତୋଷ ପ୍ରକାଶ କରିବାରୁ ପ.ବ ସରକାର କ୍ଷ୍ୟୁବ୍ଧ ହେଇ ଏଭଳି ପଦକ୍ଷେପ ନେଲେ ଏଥିରେ ମୁଖ୍ୟ କାରଣ ଓଡ଼ିଶା ସରକାର ଦାୟୀ।ରାଜ୍ୟର ସ୍ବାର୍ଥ ଲାଗି ଯଦି ନବୀନ ବିନମ୍ର ତେବେ ଏ ନୂଆ ସରକାର ମଧ୍ୟ ନମ୍ରତା ର ସହ ଆଲୋଚନା କରିବା ଦରକାର୍।ଆଉ ଏମିତି ରେ ବି ରାଜ୍ୟ ରେ ସରକାର ଗୁଣଗାନ କରୁଥିବା ଟିଭି ମିଡିଆ ଟା କମ ନାହାନ୍ତି ନା ଯଥା ଓଟିଭି , ଅର୍ଗସ୍। ବାସ୍ତବିକ କାରଣ ବୁଝନ୍ତୁ ସଭିଏଁ।

    • @pratapchandramahanand1405
      @pratapchandramahanand1405 Місяць тому

      Bhai jane jane nisthur thaanti. Mamta semiti. Karan BJP sarkar boli ate drama. Kahiki alu band kale prathame. Kn bhul karithila odisha. Odisha sarkar sasta re alu magile ki. Na anta rajya bibada kichhi hela. Kichhi nuha Bhai.

  • @sanjaynanda992
    @sanjaynanda992 Місяць тому +1

    ସେମାନଙ୍କ ଆଳୁ ସିଏ ଚାଷ କଲେ ଦେବା ନଦେବା ତାଙ୍କ ଇଛା, ଓଡ଼ିଆ କୋଡ଼ିଆ ନିଜେ ଚାଷ କର. ଓଡିଶା ନିଜ ଜିନିଷ ତାକୁନ ଦେଇ ପରେ. ଗାଡି କଣ ଭାରତ ବାହାରେ ଯାଉଛି ତମେ ଅଟକେଇବ. ଓଡିଶା ସରକାର କଣ ପିଲା ଖେଳ ଖେଳୁଛି ନାଁ କଣ.

  • @raznsamantaray4833
    @raznsamantaray4833 Місяць тому

    R8 bhala heichi

  • @kanhucharanbasa7349
    @kanhucharanbasa7349 Місяць тому

    Right 👍....a km aagaru karibar thila

  • @ramaniranjanswain711
    @ramaniranjanswain711 Місяць тому +1

    AIIMS, ର Bhubaneswar Branch କୁ ଆସି Treatment ହେଉଥିବା ସମସ୍ତ West Bengal ର Adar Card ଧାରୀ ମାନଙ୍କୁ ମଧ୍ୟ ଧକ୍କା ଦେଇ ଏଠୁ ବିଦାକରିଦେବା କଥା,
    ସମସ୍ତଙ୍କୁ ମମତା ବାନୋ ନିଜ ଦରମାରୁ Treatment କରୁ ,
    Modi ସାଙ୍ଗରେ ଝଗଡ଼ା କରି କଲିକତା ରେ AIIMS ତିଆରି କରୁ ।

  • @user-ih1fn2pl6t
    @user-ih1fn2pl6t Місяць тому

    Bahut bhala katha kahichhanti bhai