Expiry date of BJD is on June 4: BJP Kendrapara MP candidate Baijayant Panda

Поділитися
Вставка
  • Опубліковано 21 тра 2024
  • #ରାଜ୍ୟ_ସରକାରଙ୍କ_ଉପରେ_ବର୍ଷିଲେ_ବୈଜୟନ୍ତ_ପଣ୍ଡା
    କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଓସ୍ତପୁରରେ ବିଜେପିର ବିଶାଳ ମହିଳା ସମାବେଶ। ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସମ୍ବୋଧନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
    #BJP #Campaign #Kendrapara #Election2024 #OTV #OdishaTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 164

  • @Purna-GaonTOKA
    @Purna-GaonTOKA 27 днів тому +6

    ନବୀନ ଙ୍କ ଜିଲ୍ଲା ବିକାଶରେ bjp ଦଳ ବାଧକ ହେଉଛିନ୍ତି. ତଥାପି ନବୀନ ପଟ୍ଟନାୟକ ବିକାଶ ପରେ ବିକାଶ କରୁଛନ୍ତି l

  • @user-gs4zd2ww7w
    @user-gs4zd2ww7w 27 днів тому +5

    ଓଡିଶାର ବିକାଶ ଏବଂ ରୂପାନ୍ତର ଆରମ୍ଭରୁ ରାଜ୍ୟ ବିଜେପି ଦଳ ସବୁବେଳେ ବାଧା ସୃଷ୍ଟି କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ନାଟକୀୟ ବିଜେପିକୁ ଉପଯୁକ୍ତ ଉତ୍ତର ଦେବାକୁ ରାଜ୍ୟବାସୀ ପ୍ରସ୍ତୁତ, ତେଣୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

  • @user-wg7ql5bg5x
    @user-wg7ql5bg5x 27 днів тому +1

    ବିଜେପି ଦଳ ର କର୍ମୀ ମାନେ ସର୍ବଦା ନିଜ ସ୍ଵାର୍ଥରେ ଅନ୍ଧ, ସେମାନଙ୍କୁ ନିଜ ସ୍ଵାର୍ଥ ଛଡ଼ା ଅନ୍ୟ କିଛି ଦେଖାଯାଏ ନାହିଁ ।

  • @user-zm9co3jn7e
    @user-zm9co3jn7e 27 днів тому +5

    ଓଡିଶାର BJP ଦଳ କେବେବି ଉନ୍ନତି ଚାହିଁନାହାନ୍ତି କିମ୍ଵା କିଛି କାର୍ଯ୍ୟ କରି ନାହାନ୍ତି କିନ୍ତୁ ରାଜ୍ୟର ବିଜୁ ଜନତା ଦଳ ଲୋକଙ୍କ କଲ୍ୟାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଉଚିତ ପଦକ୍ଷେପ ନେଇଛନ୍ତି।

  • @user-pv9yi1td6h
    @user-pv9yi1td6h 27 днів тому +5

    ଓଡିଶା ବାସୀ ଆଜି ଗର୍ବିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ନବୀନ ଅଧ୍ୟକ୍ଷଙ୍କ ତତ୍ୱlବଧାନ ଫଳରେ ଓଡିଶା ଆଜି ଏକ ବିକଶିତ ରାଜ୍ୟ ରୂପେ ଗଢି ଉଠିଛି l

  • @user-el5gg8tg
    @user-el5gg8tg 27 днів тому +5

    ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସୁବିଧା ପାଇଁ ରାସ୍ତା ଘାଟ ସ୍ୱାସ୍ଥ୍ୟ ଶିକ୍ଷା ବିଜୁଳି ଏବଂ ଗମନାଗମନର ବିକାଶ କରିବା ସହିତ ଓଡିଶାର ପ୍ରତିଘରକୁ ପାଇପଯୋଗେ ପିଇବା ପାଣି ଯୋଗାଇ ଦେଇଛନ୍ତି।

  • @user-bh9vn9ex2r
    @user-bh9vn9ex2r 26 днів тому

    ଓଡିଶାକୁ ପ୍ରଗତି ପଥରେ ଆଗକୁ ନେବାପାଇଁ ରାଜ୍ୟ ସରକାରଙ୍କ ସହିତ ଭିକେ ପାଣ୍ଡିଆନ ସାରଙ୍କ ବହୁ ସାହାଯ୍ୟ ଆଉ ସହଯୋଗ ରହିଛି l

  • @RaviPatel-187
    @RaviPatel-187 27 днів тому +5

    ଅନ୍ୟାୟ, ଭାବରେ ଷଡ଼ଯନ୍ତ୍ର ଓ ଛଳନା ପ୍ରଦର୍ଶନ କରି ବିଜେପି ଆଗାମୀ ନିର୍ବାଚନରେ ପରିଣାମ ନିଶ୍ଚୟ ଭୋଗିବ ରାଜ୍ୟ ବିଜେପି ଦଳ

  • @user-bh9vn9ex2r
    @user-bh9vn9ex2r 26 днів тому

    ଓଡିଶାର ବିକାଶକୁ ବାଧା ଦେଉଥିବା ଦଳ କେବେବି ରାଜ୍ୟବାସୀଙ୍କ ମଙ୍ଗଳ ଚାହିଁବେନି ତାଙ୍କ ପାଖରୁ ଓଡିଶାର କ୍ଷମତାକୁ ଦୁରେଇ ରଖିବା ଭଲ l

  • @SONALIN-PRSAD.-DAS
    @SONALIN-PRSAD.-DAS 27 днів тому

    ବୈଜୟନ୍ତ ବାବୁଙ୍କ ଷଡ଼ଯନ୍ତ୍ର ମୋଦି ଲହର ସୁନାମି ଝଡ଼ ଭଳି ଆସି ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥକୁ ଭାଗ୍ୟକୁ ଉଜାଡ଼ି ଦେଇଯିବ। ଏହା ଓଡ଼ିଶାବାସୀ ହୃଦୟଙ୍ଗମ କରି ସାରିଲେଣି।

  • @balarampatra8103
    @balarampatra8103 27 днів тому

    ଓଡ଼ିଶାର ପ୍ରତ୍ୟକ ନାଗରିକ ଜାଣିଛନ୍ତି ଯେ ଓଡ଼ିଶାର କିଏ ମଙ୍ଗଳ ଚାହେଁ ଓ କିଏ ହାନି ଚାହେଁ,ତେଣୁ ଆଜି ପର୍ଯ୍ୟନ୍ତ ପାଞ୍ଚ ପାଞ୍ଚ ଥର ନିର୍ବାଚନରେ ଓଡ଼ିଶା ବାସୀ BJD କୁ ଜିତାଈଛନ୍ତି। ଆଉ ଆଗକୁ ମଧ୍ୟ ଜିତାଉଥିବେ।

  • @SONALIN-PRSAD.-DAS
    @SONALIN-PRSAD.-DAS 27 днів тому

    ବୈଜୟନ୍ତ ବାବୁ ଆପଣ ଓ ଆପଣଙ୍କ ଭଳି ଯେତକ ଦଳ ଡିଆଁ ଦେଇଥିବା ନେତା ମାନଙ୍କର ଚାଲ୍ କୁ ଓଡ଼ିଶାବାସୀ କେବେ ସଫଳ ହେବାକୁ ଦେବେ ନାହିଁଁ।

  • @KamallochanDas-cj4nr
    @KamallochanDas-cj4nr 27 днів тому

    ବିଜେଡି ସରକାର ଙ୍କର ଏକ୍ସପାୟେରିଡେଟ ଜୁନ ୪ ତାରିଖରେ ହେବ କିମ୍ବା ଆପଣଙ୍କର ଓଡ଼ିଶାରୁ ଏକ୍ସପାୟେରିଡେଟ ହେବ ସେ କଥା ପ୍ରଭୁ ଜଗନ୍ନାଥ ଜାଣନ୍ତି । ବୈଜୟନ୍ତ ବାବୁ '

  • @KamallochanDas-cj4nr
    @KamallochanDas-cj4nr 27 днів тому

    ଏମାଡାମ ଗୀତାଞ୍ଜଳି ସେଠି ମହଦୟା ।ମିଶନ ଶକ୍ତି ରାଜ୍ୟ ସରକାର ଙ୍କ ର | SHG ଗୃପ ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିଛନ୍ତି ' ରାଜ୍ୟସରକାର 'ଆପଣ ଯଦି ରାଜ୍ୟସରକାରଙ୍କୁ ସହଯୋଗ ନକରିବେ ରାଜ୍ୟସରକାର ଙ୍କର ସହାୟତା ରାଶି କାହିଁକି ନେବେ |

  • @SONALIN-PRSAD.-DAS
    @SONALIN-PRSAD.-DAS 27 днів тому

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଛ, ବାହାସ୍ପଟ ଟାଉଟରି ଭାଷଣର ପର୍ଦ୍ଦାଫାଶ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଓଡ଼ିଶାବାସୀଙ୍କ ସମ୍ମୁଖରେ କରି ଦେବାରୁ ରାଜ୍ୟ BJP ଦଳର ସବୁ ଚୋର ଅଣନିଃଶ୍ବାସୀ ହୋଇ ଗାତରୁ ବାହାରି ଏକାଠି ମେଳି ବାନ୍ଧିଛନ୍ତି।

  • @minatisahoo642
    @minatisahoo642 27 днів тому

    ବୈଜୟନ୍ତ ବାବୁ ଆପଣ ବିଜେଡି ଦଳ ରେ ରହି ଯେଉଁଭଳି ପଛରୁ ଛୁରାଘାତ କଲେ ତାହା କଣ ବିଜୁ ବାବୁଙ୍କୁ ବାଧି ନ ଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ଅସୁସ୍ଥ କହି ମିଛ ପ୍ରଚାର କରିଷଡଯନ୍ତ୍ର କରିଥିଲେ ତାହାମୁଖ୍ୟମନ୍ତ୍ରୀ ଙ୍କୁ ବାଧିଥିଲା l

  • @user-bh9vn9ex2r
    @user-bh9vn9ex2r 26 днів тому

    ଓଡିଶାର ଆଗକୁ ବିକାଶ ଦେଖିବାକୁ ହେଲେ ନବୀନ ବାବୁଙ୍କ ସ୍ୱଚ୍ଛ ଆଉ ନିର୍ମଳ ଶାସନ ଆବଶ୍ୟକ ରହିଛି l

  • @KamallochanDas-cj4nr
    @KamallochanDas-cj4nr 27 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଓଡିଶାକୁ ସଶକ୍ତ ରାଜ୍ୟ ଭାବେ ପରିଗଣିତ କରିବା ପାଇ 5 ଟି ମାଧ୍ୟମରେ ସମସ୍ତ ସ୍କୁଲ କଲେଜ ରାସ୍ତାଘାଟ ମଠ ମନ୍ଦିର ମସଜିଦ ଚର୍ଚ୍ଚ ଗୁଡ଼ିକର ରୂପାନ୍ତରଣ କରିଛନ୍ତିି ।

  • @KamallochanDas-cj4nr
    @KamallochanDas-cj4nr 27 днів тому

    ପର୍ଯ୍ୟଟନଠାରୁ ଆରମ୍ଭ କରି ପ୍ରାକୃତିୟ ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିକାଶ କରି ଓଡ଼ିଶାକୁ ଆଜି ବିକଶିତ ଓଡ଼ିଶାରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

  • @minatisahoo642
    @minatisahoo642 27 днів тому

    କେନ୍ଦ୍ରରେ ଆର୍ଥିକ କମିଟିର ମୁଖ୍ୟ ହେବାପାଇଁ ଚାପ ପକାଇଥିଲେ ବୈଜୟନ୍ତ।
    ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜି ନହେବାରୁ ପ୍ରତିଶୋଧ ନେବା ପାଇଁ ମିଛ ପ୍ରଚାର ପ୍ରସାର ଆରମ୍ଭ କରିଥିଲେ ବୋଲି 5t ଅଧକ୍ଷ ଗଣ ମାଧ୍ୟମରେ କହିଛନ୍ତି l

  • @user-bh9vn9ex2r
    @user-bh9vn9ex2r 26 днів тому

    ଓଡିଶାରେ ପୁଣିଥରେ ଷଷ୍ଠଥର ପାଇଁ ବିଜୟୀ ହୋଇ ଇତିହାସ ରଚିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁଠି ନବୀନ ବାବୁ ସେଇଠି ବିକାଶ l

  • @balarampatra8103
    @balarampatra8103 27 днів тому

    ଓଡ଼ିଶାରେ ଯେଉଁଭଳି ବିକାଶ ନବୀନ ବାବୁ କରିଚାଲିଛନ୍ତି ତାହା ଦେଖିକି ଜଣାପଡୁଛି କି ଏଥରକ ୯୦ପ୍ରତିଶତ ଭୋଟରେ ବିଜେଡି ଜୟ ଲାଭ କରିବା ।

  • @KamallochanDas-cj4nr
    @KamallochanDas-cj4nr 27 днів тому

    BJP ସରକାର କହୁଛନ୍ତି ଓଡିଶା କୁ ୧ ନମ୍ବର କରିବେ
    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ବିକାଶ କରି ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇ ରହିଛନ୍ତି '

  • @user-bh9vn9ex2r
    @user-bh9vn9ex2r 26 днів тому

    କେବଳ ପାଣ୍ଡିଆନ କହିବା ଅନୁସାରେ ନୁହେଁ ଓଡ଼ିଶାବାସୀଙ୍କ କହିବା ଅନୁସାରେ ନବୀନ ବାବୁ ଯାହା କୁହନ୍ତି ତାହା କରିକି ଦେଖାନ୍ତି, ତାଙ୍କ କଥା ଯେମିତି କାମରେ ମଧ୍ୟ୍ୟ ସେମିତି।

  • @SONALIN-PRSAD.-DAS
    @SONALIN-PRSAD.-DAS 27 днів тому

    BJP ଦଳକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏମିତି ମାଡ଼ ଦେଲେ ଯେ ବୈଜୟନ୍ତ ବାବୁ ହସ୍ପିଟାଲ ବେଡ୍ ରୁ ଗୋଟିଏ ଆଖି ଛାଡ଼ି ଦେଇ ଆସି ଏଠି ସଭାର ଆୟୋଜନ କରି ନିଜ ଦଳର ଛିଦ୍ର ଡଙ୍ଗାରୁ ପାଣି କାଢ଼ି BJP ଦଳକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

  • @KamallochanDas-cj4nr
    @KamallochanDas-cj4nr 27 днів тому

    କଳାପାହାଡ଼ ଭଳି ନରେ ନ୍ଦ୍ର ମୋଦି ଙ୍କର ଲୋଲୁପୋ ଦୃଷ୍ଟି ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଉପରେ ପଡ଼ିଲାଣି । ସେଥିପାଇଁ ନରେନ୍ଦ୍ର ମୋଦି ବାରମ୍ଵାର ଓଡ଼ିଶା ଆସୁଛନ୍ତି ଏବଂ ଜଗନ୍ନାଥ.ଙ୍କ ରତ୍ନଭଣ୍ଡାର ଖୋଲି ବାପାଇଁ ଧମକ ଦେଉଛନ୍ତି ।

  • @user-bh9vn9ex2r
    @user-bh9vn9ex2r 26 днів тому

    ଓଡିଶା ଗୋଟିଏ ଶାନ୍ତିପୂର୍ଣ୍ଣ ରାଜ୍ୟ ଥିବା ସମୟରେ ବିଜେପି ଭଳି ଅଶାନ୍ତି କୁ କେହି କେବେବି ଚାହିଁବେନି ଓଡିଶାର କ୍ଷମତା ଦେବାକୁ l

  • @minatisahoo642
    @minatisahoo642 27 днів тому

    ମୋଦିଜୀ ଆପଣ ବଡ ବଡ ଭାଷଣ ଦେଇପାରନ୍ତି କିନ୍ତୁ ଓଡିଶା ନବୀନ ବାବୁଙ୍କ ଉପରେ ବହୁ ଖୁସି ଅଛନ୍ତି ଆମେ ଆପଣଙ୍କୁ ଚାହୁଁନୁ ଆମର ନବୀନ ବାବୁ ଆମ ପାଇଁ ଠିକ୍ ଅଛନ୍ତି 2024 ରେ ସଙ୍ଖ ଆସିବ ଆପଣ ଲୋକଙ୍କୁ ଭକୁଆ ଭକୁଆ ବନାନ୍ତିନି ଆପଣ ଓଡିଶା ପାଇଁ ଯାହା ନକରି ପାରିବେ ତା ଠାରୁ ନବୀନ ବାବୁ ବହୁତ ଅଧିକ୍ କରିଛନ୍ତି ଜୟ ବିଜେଡି

  • @user-bh9vn9ex2r
    @user-bh9vn9ex2r 26 днів тому

    ଜନ ବିରୋଧୀ ଦଳ କହିଲେ ରାଜ୍ୟବାସୀ ବିଜେପି ଦଳକୁ ବୁଝନ୍ତି ହେଲେ ଓଡିଶାର ବିକାଶ କହିଲେ ଶଙ୍ଖ ଚିହ୍ନି ଆଉ ନବୀନ ବାବୁଙ୍କୁ ବୁଝାଏ

  • @minatisahoo642
    @minatisahoo642 27 днів тому

    ଓଡିଶା ରେ ବିରିଧି ମାନେ ନିଜର କ୍ଷମତା ହାସଲ ଉଦ୍ଦେଶ୍ୟ ରେ ରାଜ୍ୟ ବାସୀ ଙ୍କ ମନରେ ବିଦ୍ବେଷ ଭାବ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି ହେଲେ ଏବରସ ବିଜେଡି ଆସିବ

  • @SONALIN-PRSAD.-DAS
    @SONALIN-PRSAD.-DAS 27 днів тому

    ଏତେ ଭଦ୍ର ଲୋକ ବୋଲି ଦେଖେଇ ହୁଅନ୍ତୁ ନାହିଁ ବୈଜୟନ୍ତ ବାବୁ। ଆପଣଙ୍କ କଳାକାରନାମା ସବୁ କେନ୍ଦ୍ରାପଡ଼ାବାସୀଙ୍କ ସମେତ ସାରା ଓଡ଼ିଶାବାସୀ କେହି ଭୁଲି ନାହାଁନ୍ତି।

  • @balarampatra8103
    @balarampatra8103 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାବୁ ନିଜ ବାପା ଶ୍ରୀ ବିଜୁ ପଟ୍ଟନାୟକଙ୍କ ଭଳି ନିଜ ଜୀବନର ଅଧିକାଂଶ ସମୟ ଓଡ଼ିଶା ମାଟି ପାଇଁ ଉତ୍ସ୍ରଗିକୃତ କରିଛନ୍ତି ତେଣୁ ଓଡ଼ିଶାରେ ପୁଣି ଥରେ ଓଡ଼ିଶାରେ BJD ଆସିବ।

  • @minatisahoo642
    @minatisahoo642 27 днів тому

    ବୈଜୟନ୍ତ ପଣ୍ଡା ଙ୍କର ମିଛ ଷଡ଼ ଯନ୍ତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ବହୁତ ବାଧି ଥିଲା ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗଣ ମାଧ୍ୟମରେ କହିଛନ୍ତି!

  • @SONALIN-PRSAD.-DAS
    @SONALIN-PRSAD.-DAS 27 днів тому

    ବିଜେପି ଦଳର ନେତା ମାନେ ଯେତେ ବାଡେଇ ଛାଟେଇ ଷଡ଼ଯନ୍ତ୍ର ରଚିଲେ ମଧ୍ୟ କିଛି ଲାଭ ହେବ ନାହିଁ ଏଥର ପୁଣି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟର ମୁକୁଟ ପିନ୍ଧିବେ ୧୦୦% ଦେଇଛନ୍ତି ଓଡିଶା ବାସୀ ।

  • @KamallochanDas-cj4nr
    @KamallochanDas-cj4nr 27 днів тому

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ କହିଥିଲେ ବିଜେପି ସରକାର ହେଲେ ୧. କଳାଧନ ଆସିବ ଓ ୧୫ ଲକ୍ଷ ମିଳିବ।
    ୨. ବର୍ଷକୁ ୨ କୋଟି ଚାକିରି ମିଳିବ।
    ୩. ୨୦୨୨ ସୁଦ୍ଧା ସମସ୍ତଙ୍କର ପକ୍କା ଘର ଥିବ।
    ୪. ବୁଲେଟ ଟ୍ରେନ ଚାଲୁ ଥିବ।
    ୫. ପେଟ୍ରୋଲ ଓ ଡିଜେଲ୍ ପ୍ରାଇସ ଅଧା ହେଇଥିବ।
    ୬. ଦରଦାମ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରେ ଥିବ।
    ଆହୁରି ଏମିତି କେତେ କଣ। ମନେ ଅଛି ତ?
    ମୋଦି ଯାହା ଗ୍ୟାରେଣ୍ଟି ଦିଅନ୍ତି ତାକୁ ପୂରଣ କରିବାର କ୍ଷମତା ରଖନ୍ତି ନାହିଁ ସବୁ ଧୂଆଁ ବାଣ ।

  • @balarampatra8103
    @balarampatra8103 27 днів тому

    ଓଡ଼ିଶା ରେ କେବେବି ଡବଲ ଇଞ୍ଜିନ ସରକାର ଆସିବ ନାହିଁ ।ଓଡ଼ିଶା ବାସୀ ଜାଣିଛନ୍ତି ଓଡ଼ିଶାରେ ବିଜେପି ଆସିଲେ ଓଡ଼ିଶା ବୁଡ଼ିଯିବ।

  • @jibardhangahir8279
    @jibardhangahir8279 27 днів тому +1

    Jay shree ram Jay bjp

  • @nimaicharandeheri9064
    @nimaicharandeheri9064 27 днів тому +1

    Joy Ho panda ji

  • @SONALIN-PRSAD.-DAS
    @SONALIN-PRSAD.-DAS 27 днів тому

    ଅପାରଗ, ଅକର୍ମା ବୈଜୟନ୍ତ ବାବୁ କେନ୍ଦ୍ରାପଡ଼ାରେ ସାଂସଦ ଥାଇ ନିଜ ନିର୍ବାଚନ ମଣ୍ଡଳୀ ରେ ଗୋଟିଏ ଘାସ ମଧ୍ୟ କଅଁଳେଇ ପାରିଲେ ନାହିଁ।ସିଏ ପୁଣି ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ମିଛ ବିଭ୍ରାନ୍ତିକର ଟିପ୍ପଣୀ ଦେବା ହାସ୍ୟାସ୍ପଦ ର ବିଷୟ।

    • @subhamkar631
      @subhamkar631 27 днів тому

      Kete Paisa neichu Tamil pandu thu😂😂

  • @user-tl6sq6dy1y
    @user-tl6sq6dy1y 27 днів тому

    Mam sata Katha kahuchanti Amar ethi bi chalichi ei sabu

  • @kishorchsrichandan307
    @kishorchsrichandan307 27 днів тому +1

    This time double engine double bikash

    • @mahimaalekha8168
      @mahimaalekha8168 27 днів тому

      Jou jou rajyare BJP sarkaar achhi sethi kete vikas heichhi kahiba ki

  • @manashchandrarana979
    @manashchandrarana979 27 днів тому

    From tourism to natural disaster management, women empowerment, agriculture, education, health and transport, Chief Minister Naveen Patnaik has made Odisha the developed Odisha it is today

  • @manashchandrarana979
    @manashchandrarana979 27 днів тому

    Prime Minister Narendra Modi will not do any magic in front of Chief Minister Naveen Patnaik's popularity.

  • @gayatrinayakgayatrinayak5640
    @gayatrinayakgayatrinayak5640 27 днів тому

    Rajya re Naveen lahari jari rahichi June 9 re punarbar mukhya mantri shapath grahana karebe Naveen Pattnayak mahodaya

  • @gayatrinayakgayatrinayak5640
    @gayatrinayakgayatrinayak5640 27 днів тому

    Aji jadi mission Shakti jojana karajaechi taha kebala O kebala ama Priya mukhya mantri Naveen Pattnayak nka pai sambhav hoi parechi

  • @minatisahoo642
    @minatisahoo642 27 днів тому

    Kintu Baijaynta jou sadajantra rachithile taha mukhya mantri Naveen babu nka mana re bahut kasta deichi boli Dachiba kahichanti. Evali Naveen babu nka bisayare micha kahi apana thik kari nahanti Baijayanta bhai.

  • @gayatrinayakgayatrinayak5640
    @gayatrinayakgayatrinayak5640 27 днів тому

    Rajya Bjp neta huantu ki kendra mantri mane odisha ra mahila mana nka pai kan karechhanti

  • @manashchandrarana979
    @manashchandrarana979 27 днів тому

    We all are greatful towards Naveen pattnaik sir for bringing such facilities for odisha and odisha's people

  • @manashchandrarana979
    @manashchandrarana979 27 днів тому

    Naveen pattnaik sir always think of his own people before taking any decision

  • @minatisahoo642
    @minatisahoo642 27 днів тому

    Our Hon'ble Chief Minister Naveen Patnaik and 5t Secretary Karthik Pandian decorated Odisha with new look and new colors.
    The discussion of this transformation
    The country is famous abroad

  • @alokkumarbehera3561
    @alokkumarbehera3561 27 днів тому

    Jadi sata katha hoithiba prakash behera aau sarada pradhan ticket katibare tuma hata thae vagaban nischinta tara bichara karibe

  • @RSgoodlif
    @RSgoodlif 26 днів тому

    The opposition party said that the people of the state understood the BJP party, while the development of Odisha said Shankh recognized it and Naveen Babu explained it.

  • @manashchandrarana979
    @manashchandrarana979 27 днів тому

    As a result of defeating Odisha Chief Minister Naveen Patnaik, who is popular with the people of Odisha, Vijayan Ripanda will leave Odisha without losing his seat in this election.

  • @RSgoodlif
    @RSgoodlif 26 днів тому

    When Odisha is a peaceful state, no one would ever want to give power to a riot like BJP

  • @sadanandamohapatra1281
    @sadanandamohapatra1281 27 днів тому

    Nabina Utubre prachar Karuchhi Mu Sacho Sabudeuchhi 2ti Phulare Batam Dabantu.Nabina Utubrebi Tankadeichhi Mote Vote Debalagi Advatise Karuchhi. Janata Sabu Akhua 2ti Padmre Batam Dabantu.Pandu Nabina jeljibe.

  • @manashchandrarana979
    @manashchandrarana979 27 днів тому

    Naveen pattnaik sir will surely make odishaa a better version of itself

  • @minatisahoo642
    @minatisahoo642 27 днів тому

    Opposition leaders are always keeping an eye on the health of Hon'ble Chief Minister Naveen Patnaik during elections.
    They are trying too hard to lose.

  • @RSgoodlif
    @RSgoodlif 27 днів тому

    The front line policy of Bharatiya Janata Party has come in front of the people. It's not a gang, it's a den of criminals. This time BJ will come again in Odisha.

  • @RSgoodlif
    @RSgoodlif 27 днів тому

    Don't pretend to be such a gentleman, Beyjayant baby. Your artistry has not been forgotten by all the people of Kendrapara and all over Odisha.

  • @RSgoodlif
    @RSgoodlif 26 днів тому

    If the BJP comes to Odisha, corruption will continue to increase and women will be at risk of leaving their homes.

  • @gayatrinayakgayatrinayak5640
    @gayatrinayakgayatrinayak5640 27 днів тому

    Bjp neta mane kete swachha tara pramana pradeep panigrahi O prashanta jagdeb nka bhali neta mana nku nei rajya bjp party re samile karechha taha jana paduchi

  • @RSgoodlif
    @RSgoodlif 26 днів тому

    VK Pandian sir has a lot of help and cooperation with the state government to take Odisha on the path of progress

  • @gayatrinayakgayatrinayak5640
    @gayatrinayakgayatrinayak5640 27 днів тому

    Aparaga neta bjp party re prabala hoigaleni khali gapa adhika au kichhi nahin

  • @manashchandrarana979
    @manashchandrarana979 27 днів тому

    Emadam Gitanjali is the chief mission of the state government 'State Govt' empowers women through SHG groups Why take State Govt assistance if you don't support State Govt.

  • @gayatrinayakgayatrinayak5640
    @gayatrinayakgayatrinayak5640 27 днів тому

    Athra double sankha bajiba pura odisha re birodhi dekhiba

  • @manashchandrarana979
    @manashchandrarana979 27 днів тому

    All the selfish, corrupt, corrupt, corrupt leaders from all over the country and from all the states are kicked out by other regional parties. BJP embraces those leaders. This is Modi's guarantee.

  • @minatisahoo642
    @minatisahoo642 27 днів тому

    5t Secretary Karthik Pandian Sir said that I am not expecting any post but I am continuing my efforts to see how the honorable Chief Minister can become the Chief Minister for 6 times.

  • @gayatrinayakgayatrinayak5640
    @gayatrinayakgayatrinayak5640 27 днів тому

    Ahi nirbachon re hariba thaya baijayanta panda nkar

  • @RSgoodlif
    @RSgoodlif 26 днів тому

    Not only according to Pandian but also according to the people of Odisha, Naveen Babu does what he says and shows as if his words are mean.

  • @RSgoodlif
    @RSgoodlif 27 днів тому

    There will never be a double engine government in Odisha. The people of Odisha know that if BJP comes to Odisha, Odisha will sink.

  • @gayatrinayakgayatrinayak5640
    @gayatrinayakgayatrinayak5640 27 днів тому

    Bjp neta, mantri mana nkar ama rajya ra mahila mana nka pai kichhi be abadana nahin vote pai bisal samabesh dekhuchhanti bjp

  • @RSgoodlif
    @RSgoodlif 27 днів тому

    Incompetent, incompetent Baijayant Babu was an MP in Kendrapara and could not pluck a single grass in his constituency. It is ridiculous for the CA to make false and misleading comments on the Hon'ble Chief Minister to hide his weakness.

  • @RSgoodlif
    @RSgoodlif 26 днів тому

    The party that is hindering the development of Odisha will never want the welfare of the people of the state, it is better to keep the power of Odisha away from him.

  • @gayatrinayakgayatrinayak5640
    @gayatrinayakgayatrinayak5640 27 днів тому +1

    Jay BJD Jay Naveen 💕

  • @RSgoodlif
    @RSgoodlif 27 днів тому

    Gitanjali is the chief mission of the state government 'State Govt' empowers women through SHG groups Why take State Govt assistance if you are not going to support State Govt.

  • @RSgoodlif
    @RSgoodlif 27 днів тому

    Every citizen of Odisha knows that who wants good and who wants harm in Odisha, so till date the people of Odisha have won BJD in five elections. And will continue to win.

  • @manashchandrarana979
    @manashchandrarana979 27 днів тому

    Baijayanti Babu, the people of Odisha will never allow the tactics of leaders like you and your party to succeed.

  • @RSgoodlif
    @RSgoodlif 26 днів тому

    Biju Babu did not stop Biju Babu when he was in the BJJ party and stabbed him from behind, but the chief minister's conspiracy by saying that he was ill was stopped by the Chief Minister.

  • @minatisahoo642
    @minatisahoo642 27 днів тому

    Hon'ble Chief Minister has always taken appropriate steps for the people of Odisha.
    And in this election too, he will transform Odisha

  • @manashchandrarana979
    @manashchandrarana979 27 днів тому

    Thnkuful for having such supporter and responsible cm in our state

  • @manashchandrarana979
    @manashchandrarana979 27 днів тому

    Like a black mountain, Narendra Modi's greedy eyes have fallen on Jagannath's run treasure. For this reason, Narendra Modi is repeatedly coming to Odisha and threatening Jagannath.

  • @RSgoodlif
    @RSgoodlif 27 днів тому

    Honorable Chief Minister Shri Naveen Patnaik Babu like his father Shri Biju Patnaik has dedicated most of his life for the soil of Odisha so once again BJD will come in Odisha.

  • @RSgoodlif
    @RSgoodlif 27 днів тому

    Today, Naveen Babu has won the hearts of the people of Odisha, and Naveen Babu will definitely get the Chief Minister's seat.

  • @RSgoodlif
    @RSgoodlif 26 днів тому

    5T Chairman Karthik Pandian said through the media that Baijayant Panda's lying scheme was very difficult for the Chief Minister.

  • @gayatrinayakgayatrinayak5640
    @gayatrinayakgayatrinayak5640 27 днів тому

    Jete druniti grasta neta rajya re thile se samasta nku nei rajya bjp tanka party re samile karechhanti

  • @RSgoodlif
    @RSgoodlif 27 днів тому

    BJP workers who have not done any good work for Odisha in the last ten years are pointing fingers at the state government.

  • @RSgoodlif
    @RSgoodlif 27 днів тому

    Looking at the way Naveen Babu has been developing in Odisha, it seems that BJ will win with 90 percent votes this time.

  • @manashchandrarana979
    @manashchandrarana979 27 днів тому

    Lord Jagannath knows that BJD government will expire on June 4th or you will expire from Odisha. Baijant Babu'

  • @tapankumarswain8930
    @tapankumarswain8930 27 днів тому

    Jay Shree Ram

  • @RSgoodlif
    @RSgoodlif 27 днів тому

    By criticizing the state government, Baijayant Panda is repeatedly behaving in a reprehensible manner to take political advantage

  • @RSgoodlif
    @RSgoodlif 27 днів тому

    As a result of defeating Hon'ble Chief Minister Naveen Patnaik, the beloved hero of 4.5 crore people of Odisha, the state BJP will lose its support in this election.

  • @RSgoodlif
    @RSgoodlif 27 днів тому

    The BJP government is saying that it will make Odisha number 1
    Chief Minister Naveen Patnaik has developed Odisha and has become the number one Chief Minister.

  • @RSgoodlif
    @RSgoodlif 26 днів тому

    Hon'ble Chief Minister will create history by winning again in Odisha for the sixth time, where Naveen Babu is developing there

  • @gayatrinayakgayatrinayak5640
    @gayatrinayakgayatrinayak5640 27 днів тому

    Bjp neta mana nkar jete pralapa kareba katha karantu kintu athara be BJD sarakara gadhiba

  • @RSgoodlif
    @RSgoodlif 27 днів тому

    Since Honorable Chief Minister Naveen Patnaik has exposed Prime Minister Narendra Modi's lies and outlandish speech in front of the people of Odisha, all the thieves of the state BJP party have come out of the hole and joined together.

  • @SujataRani-rh6lp
    @SujataRani-rh6lp 27 днів тому +1

    ଓଡ଼ିଶାର ବିରୋଧୀ ବିଜେପି ଦଳ ସବୁବେଳେ ଲୋକଙ୍କୁ ମିଛ ପ୍ରତିଶୃତି ଦେବାର ଅଭ୍ୟାସ କରି ଚାଲିଛନ୍ତି , କିନ୍ତୁ ଭୋଟ ସମୟ ଆସିଲେ ଲୋକଙ୍କ ପାଖରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି ଏବଂ ଭୋଟ ସରିଗଲେ ସବୁ ପ୍ରତିଶୃତି ଭୁଲିଯାଆନ୍ତି।

  • @RSgoodlif
    @RSgoodlif 27 днів тому

    Beyjayant Babu, the people of Odisha will never allow the tactics of leaders like you and your party to be successful.

  • @manashchandrarana979
    @manashchandrarana979 27 днів тому

    Modi guarantee card has expired. Everyone has already thrown it in the trash. No matter how much Baijayant Babu screamed, nothing would be done.

  • @RSgoodlif
    @RSgoodlif 26 днів тому

    The leaders of the BJP party in the state, giving shelter to a criminal in Odisha is the same as calling Odisha sad

  • @liku3369
    @liku3369 27 днів тому

    God nku dakuchi hay prabhu hay hariram baijaynta panda jete garju sete vote re haru 😂😂😂😂kete thara aou harile garjiba 😂