ତାତିଲେ ମିଶନ ଶକ୍ତି ମାଆ ମାନେ I ଯଦି ଦମ୍ ଅଛି ଆମର ସାମ୍ନା କରନ୍ତୁ

Поділитися
Вставка
  • Опубліковано 17 лис 2024

КОМЕНТАРІ • 101

  • @sudarsanmallick6250
    @sudarsanmallick6250 Місяць тому +16

    ଖୁବ୍ ଶିଘ୍ର ବିଜେଡି ସରକାର ଆସିବ ଟିକେ ଅପେକ୍ଷା କରନ୍ତୁ ମା ମାନେ

  • @manaranjanmishra5134
    @manaranjanmishra5134 Місяць тому +2

    ତିନିବର୍ଷ ରେ ଥରେ ନୁଆଁ ମେମ୍ବର ବଛାଜାଉ । ଆଉ ଦଳରେ କୌଣସି ସଭ୍ଯା ନାହିଁ କି ।। ବ୍ଲକର ବିଏଲଏଫ କମିଟି ଭାଙ୍ଗି ନୁଆ କମିଟି କରାଯାଉ। ପୁରୁଣାବାଲେ ଟଙ୍କା ମାରି ମସ୍ତି କରୁଛନ୍ତି ।

  • @BibhuTips
    @BibhuTips Місяць тому +3

    ଏମାନେ କଣ କରୁଛନ୍ତି ତାଙ୍କୁ ସବୁ ଦରମା ଦିଆଯିବ ଏମାନଙ୍କ ର କୌଣସି କାମ ନାହିଁ ଏମାନେ ସରକାରକୁ ମନୁ ନାହାନ୍ତି କି ଘଟେ

  • @BibhuTips
    @BibhuTips Місяць тому +4

    ଏମାନେ BJP ସରକାରକୁ ଭୋଟ ଦେଇ ନାହାନ୍ତି

  • @AjaykumarMallick-f7h
    @AjaykumarMallick-f7h Місяць тому +15

    ଖୁବ୍ ଶୀଘ୍ର BJD ସରକାର ଆସିବ ଅପେକ୍ଷା କର

    • @SKumar-rb1tz
      @SKumar-rb1tz Місяць тому +1

      Panduu sabha re nacha dekhibaku miliba.

    • @indramanisahu4595
      @indramanisahu4595 Місяць тому

      ଲାଜନାହ୍ଈ ବିଜେଡ଼ି ବାଲା ଶାସନ କରିବା କୁ ପୁଣି ଆସିବେ। ମୁହଁ ଦେଖେଇ ପାରିବେ।

  • @sadhumukut148
    @sadhumukut148 Місяць тому +7

    ସେ ମହିଳା ଜଣକ କହୁଛନ୍ତି ସରକାର ପରିବର୍ତ୍ତନ ହଉ। ଆମର କିଛି ନାହି। ଏ ମାନେ ନବୀନ ପଟ୍ଟନାୟକଙ୍କ ହରାଇଛନ୍ତି। ନାମ ନିଅ

  • @SibaRamreddy-x455s
    @SibaRamreddy-x455s Місяць тому +3

    ବିଜେପି କୁ ଭୋଟ କ'ଣ ପାଇଁ ଦେଇଥିଲେ କୀ

  • @lobhalohar4314
    @lobhalohar4314 Місяць тому +13

    ଭଲ ହେବ ଭାଙ୍ଗିଲେ

  • @dharanidhrasatapathy1491
    @dharanidhrasatapathy1491 Місяць тому +5

    ମା ମାନଙ୍କୁ ମିଶନ ଶକ୍ତି କଣ କହିଥିଲା ଶଙ୍ଖ ଚିହ୍ନ ମାରିବା ପାଇଁ। ଯଦି ପୂର୍ବ ସରକାର ସ୍କୁଟି ଦେଇଥିଲେ ତାଙ୍କର ପ୍ଲାନି କଣ ଥିଲା। ବର୍ତ୍ତମାନ ସରକାର ସୁଭଦ୍ରା ପ୍ରତ୍ୟେକ ମହିଳାଙ୍କୁ ଦେବାପରେ e c ମାନଙ୍କର କାମ କଣ। ଅପେକ୍ଷା କରାଯାଉ guide line ଆସିବା ପର୍ଯ୍ୟନ୍ତ।

  • @HaraprasadRana-fm1uu
    @HaraprasadRana-fm1uu Місяць тому +2

    ଏ ମାଆ ମାନଙ୍କ SHG ମିଶନ ଶକ୍ତି ଏସବୁ ବନ୍ଦ କରାଯାଉ କିଛି କାମରେ ନୁହନ୍ତି ଏସବୁ bjd ର ଭୋଟ ପାଇ ଶସ୍ତା ଅଟେ

  • @punrnachandrapanda6715
    @punrnachandrapanda6715 Місяць тому +1

    ଅପେକ୍ଷା କାରନ୍ତୁ ବିଜେଡ଼ି ଆସୁ

  • @MukeshSwain-gv6co
    @MukeshSwain-gv6co Місяць тому +3

    ଏହି ମହିଳା ଜଣକ କିଏ ଯିଏ କହୁଛି ସବୁ ଖାଇଦବ ଚ୍ଛଅ ମାସର ଦରମା ମିଳିନାହିଁ । ତା ପାଇଁ ଦାୟୀ କିଏ ଏ ମହିଳାଟା ସବୁ ଖାଇଦବ

  • @RanBansita7235
    @RanBansita7235 Місяць тому +9

    ଝୁଲା ବେଗ ଧରି ଘୀରି ଘୀରୀ ବୁଲୁଥାଆ ଶାଶୁ ଭାତ୍ ରାନ୍ଧି ଦଉଥାଉ ପରିବାରକୁ

    • @SKumar-rb1tz
      @SKumar-rb1tz Місяць тому

      Madam Mane au sabha samiti ku Jaie paru nahanti, kimba sabha re nacha Gita ra manoranjana hoi parunahi. Magana re buliba hoie paru nahi. Ghare Rahi ki boring laguchhi.

    • @KalpataruPalei-pe3zl
      @KalpataruPalei-pe3zl Місяць тому

      Ok

    • @Rashmi66643
      @Rashmi66643 Місяць тому

      Amne ghara ki Bala pariposhana karuchanti

  • @lobhalohar4314
    @lobhalohar4314 Місяць тому +4

    ଯେଉଁ ମାନେ ଦରମା ପାଉଛନ୍ତି ସେ ମାନଙ୍କୁ ବାଧୁଛି ବାକି ସାଧାରଣ shg ମା କଣ ପାଇଁ ଏ ମାନଙ୍କ ପଛରେ ଅଛ

  • @sarojrout6421
    @sarojrout6421 Місяць тому +6

    ଅଧ୍ୟକ୍ଷ ମହୋଦୟ ଙ୍କୁ ପ୍ରଶ୍ନ ନିଆଳି ବ୍ଲକ ରେ କେତୋଟି ସ୍ୱୟଂ ସହାୟକ ଗୋଷ୍ଠୀ ରୋଜଗାର ର ସଂସ୍ଥା କରି ଆଗକୁ ବଢ଼ିଛନ୍ତି ନା ବ୍ୟାଙ୍କ ରୁ ଋଣ ନେଇ କେବଳ ନିଜ ଭିତରେ ବାଣ୍ଟି ନେଉଛନ୍ତି

    • @SKumar-rb1tz
      @SKumar-rb1tz Місяць тому

      Nachha ,Gita, bula buli re samaya bitu thila. Madam Mane ebey karibe kana???

  • @mithunkumarnayak8231
    @mithunkumarnayak8231 Місяць тому +7

    ଏମାନେ ଆଉ ମା ହେଈ ନାହାନ୍ତି

  • @santoshinaik3120
    @santoshinaik3120 Місяць тому +1

    BJD କୁ ଭୋଟ ନାହିଁ ତେଣୁ ସ୍କୁଟି ପଇସା କଣ BJP ଵାଲା ଦେବେ କି ?
    ଭଉଣୀ ମିଶନ ଶକ୍ତି ଏବେ ପାଞ୍ଚ ବର୍ଷ ପାଇଁ ଭୁଲି ଯାଅ ...

  • @champamalik2033
    @champamalik2033 Місяць тому +1

    ଠିକ୍ କହିଲେ ବ୍ଲସ୍ତରୀୟ oficer , ତୁମ ମାନଙ୍କର କିଛି ଆବଶ୍ୟକତା ନାହିଁ । ଘରେ ରୁହ , ଛୁଆ ପିଲା ଙ୍କ ଖବର ବୁଝ। ଆଉ କାମ କରନା , କି ଟଙ୍କା ନେଇ ଭୋଟ ପାଇଁ ମହିଳାମାନଙ୍କୁ ଏକାଠି କରନା । ଯାହାର ଯେଉଁଠି ଇଚ୍ଛା ସି ଏ। ସେଇଠି ଭୋଟ ଦେଉ।

  • @santoshinaik3120
    @santoshinaik3120 Місяць тому +2

    ଵବି ଏତେ ଖାଇ ଗଲେ ତାଙ୍କ ର ଦେଖା ନାହିଁ ... ନବୀନ ସରକାର ଙ୍କ ମିଶନ ଶକ୍ତି ନିଜ ସମ୍ପତ୍ତି ତେଣୁ ଏଠି କାହାର ଭାଗ ନାହିଁ .

  • @BibhuTips
    @BibhuTips Місяць тому +1

    ନିଜର ସ୍ବାର୍ଥ ଚିନ୍ତା କରୁଛନ୍ତି କିନ୍ତୁ ଦେଶ ଭାସି ଯାଉ

  • @H.bhai_Reshma_Miku_creations
    @H.bhai_Reshma_Miku_creations Місяць тому +13

    ମିଶନ ଶକ୍ତି ଟୋଟାଲ ବନ୍ଦ୍ ହେଇ ଯାଉ

    • @SKumar-rb1tz
      @SKumar-rb1tz Місяць тому +2

      BJD vote bank,

    • @khiramanimajhi
      @khiramanimajhi Місяць тому

      Tu kn ta bapa ra tanka douchu ki​@@SKumar-rb1tz

  • @diptisatpathy2799
    @diptisatpathy2799 Місяць тому +3

    ମିଶିକି ମାଡ଼ ମାର ମୋହନ ମାଝୀ କୁ

  • @bidyabhusanmohanty387
    @bidyabhusanmohanty387 Місяць тому +6

    ଶୁଭଦ୍ରା ଯୋଜନା ରେ ଟଙ୍କା ମିଳିଲା ସେଥିରେ ଖାଇକି ଚଳିବାକୁ ପଡ଼ିବ

    • @SKumar-rb1tz
      @SKumar-rb1tz Місяць тому

      Emane tanka paie sari 5 Barsha bhitare sabu BJP ku vote debe.

  • @RojinaDas-g1e
    @RojinaDas-g1e День тому

    Thik katha

  • @BibhuTips
    @BibhuTips Місяць тому +1

    ଆପଣ କଣ ସରକାରୀ intervirw ଦେଇ ଚାକିରି ପାଇଥିଲେ ବିନା interview ରେ BJP sarkar ଚାକିରି ଦେବେ

  • @MukeshSwain-gv6co
    @MukeshSwain-gv6co Місяць тому +2

    ମାଧବ ଜିଜାବାଦ

  • @kaushikanaik583
    @kaushikanaik583 Місяць тому

    ମିଶନ ଶକ୍ତି BJD ର ଏକ ଅଙ୍ଗ, ସେମାନେ BJDକୁ ଛାଡ଼ିଦେଲେ ଅନ୍ୟ କୌଣସି ଜଳିୟ ସରକାର ପସନ୍ଦ କରିବେନାହିଁ

  • @binayaswain5425
    @binayaswain5425 Місяць тому +10

    BJD ପାଇଁ କାମ କରୁଥିଲ ଭଲ ଲାଗୁଥିଲା

  • @PrativaParamanik-mj4yz
    @PrativaParamanik-mj4yz Місяць тому

    ❤️🌹jay Jagannath jay nabin babu🌹❤️

  • @sakarsansarafsankar9235
    @sakarsansarafsankar9235 Місяць тому

    ଭଲ ହେଇଏଛେ ଲୋଭ ୫୦୦୦

  • @amrutamahaling2751
    @amrutamahaling2751 Місяць тому

    Thank you sister right katha

  • @banamalipanigrahi9104
    @banamalipanigrahi9104 Місяць тому

    Bjp ku vote delabele bhalalaguthila

  • @qxztr
    @qxztr Місяць тому

    ଏଇଟା ବିଜେପି ସରକାର ର ଜୁମଲା। ବନ୍ଦ ବୋଲି ଖୋଲାଖୋଲି କହି ପାରୁନି ସରକାର ।

  • @kalandisahoo9661
    @kalandisahoo9661 Місяць тому

    Jay nabeen

  • @parshuramsahoo6912
    @parshuramsahoo6912 Місяць тому +2

    ତୁମେମାନେ 24 ବର୍ଷ ଖାଇଲ, ଅନ୍ୟ ମାନେ କଣ ଭକୁଆ, 😢😢😢😢

  • @deeptipratihari4692
    @deeptipratihari4692 Місяць тому

    ଯେଉଁ ମହିଳାମାନେ ଦୁଃଖ କଷ୍ଟ ସହି ଦୀର୍ଘ ସମୟ ଧରି ସମାଜ ପାଇଁ ସେବା ଦେଇ ଆସୁଛନ୍ତି, ପୂର୍ବ ସରକାରଙ୍କ ମହିଳା ସଶକ୍ତିକରଣର ଯୋଜନାକୁ ଆହୁରି ଆଗକୁ ନେବା ପାଇଁ ସେଥିପ୍ରତି ସରକାର ଦାୟିତ୍ୱବାନ୍ ହେବା ଉଚିତ୍ ଓ ମାଆ ମାନଂକର ଭବିଷ୍ଯତ ପ୍ରତି ମଧ୍ଯ ନିଘା ରଖିବା ଦରକାର। ନହେଲେ ନିଆଳିରେ ଅଶାନ୍ତମୟ ପରିସ୍ଥିତି ଉପୁଜିବ। ଦରକାର ପଡିଲେ ସାଧାରଣ ଜନତାଙ୍କର ସ୍ବର ଉଗ୍ରରୂପ ନେବ।

  • @subhalaxmisahu4845
    @subhalaxmisahu4845 Місяць тому +3

    BJD saraka ku kuha

  • @sweetysahu8208
    @sweetysahu8208 Місяць тому +9

    ଆରେ ମାଈପି ମାନେ ଯାଉନା ନଵିନା କୁ ଦରମା ମାଗୀବ

    • @SKumar-rb1tz
      @SKumar-rb1tz Місяць тому

      Panduu pakhaku jiba katha. Karana pandian sir emanankara guru thila.

  • @shibanikhamari1022
    @shibanikhamari1022 Місяць тому +1

    ବହୁତ୍ ସାହାସୀ ମହିଳା,very good

  • @baikunthamajhi6101
    @baikunthamajhi6101 Місяць тому

    Bhal hebabhangi jai

  • @licbhagirathidasretirement8892
    @licbhagirathidasretirement8892 Місяць тому +2

    ବିଜେଡି ର ଆଉ ବାଳ ଅଛି ଜେ ଶୁନୁ ପାମ୍ପୁଡ଼ି ଖାଇବ 😅😂

  • @dallydhala4796
    @dallydhala4796 Місяць тому

    କଣ ପାଇଁ 2ବର୍ଷ ରେ ପରିବର୍ତନ ହେଇନି ତୁମର

  • @sanjaykhamari2627
    @sanjaykhamari2627 Місяць тому

    Right

  • @SilipBharati
    @SilipBharati Місяць тому

    Jay Shree Ram

  • @chaitanyamahanta2057
    @chaitanyamahanta2057 Місяць тому

    Total chenge karajao grup pain kichi karunahathi

  • @BibhuTips
    @BibhuTips Місяць тому +2

    Crp ec member ଙ୍କର କୌଣସି କାମ ନାହିଁ

  • @biswamohanswain9069
    @biswamohanswain9069 Місяць тому

    ଚୋର ମୁହଁ ଟାଣ
    ଚୋର କଣ କହେ ମୁଁ ଚୋରି କରିଛି ବୋଲି
    ଏ ଠିକ ଖାଇଛି
    ଭାରି ଫୁଟାଣି

  • @parsuramnayak4093
    @parsuramnayak4093 Місяць тому

    2 barrsia chakirithila Naveen deithila .ta gharakuja a darama deba .

  • @PrasannaNayak-ox4nl
    @PrasannaNayak-ox4nl Місяць тому

    Jeun mananka pain BJP sarkar ku asichhi sei manaku hak ru banchit karuchhanti ,Tara uchit jabab debe panchayat election bele

  • @NarsinghPujari-b9t
    @NarsinghPujari-b9t Місяць тому

    Jay jagarnath

  • @susmita0
    @susmita0 Місяць тому

    ❤❤❤

  • @parsuramnayak4093
    @parsuramnayak4093 Місяць тому

    Naveen bhariba scooty Paisa .

  • @parsuramnayak4093
    @parsuramnayak4093 Місяць тому

    Naveen chakiri deba ta pakhaku ja a .

  • @Shivap644
    @Shivap644 Місяць тому +1

    ପ୍ରବଳ ପୋ ଡ଼ା ଆରମ୍ଭ କି ଚିତ୍କାର ବେ

    • @MANOJKUMAR-l6q4e
      @MANOJKUMAR-l6q4e Місяць тому

      ଏ ପୋଡ଼ାରେ ବିଜେପି ପାଉଁଶ ହେଇଯିବ 😂😂🤣👈

    • @Rashmi66643
      @Rashmi66643 Місяць тому

      Tama mana samman darkar nahi paesha darkar au bula buli darkar, tama ghare tamaku kete samman paucha tk kahiba

  • @PrasannaNayak-ox4nl
    @PrasannaNayak-ox4nl Місяць тому

    BJD sarkar period re samasta Mahilanku sAG re njucti deithibaru
    A manankar katha BJP sarkar abahela karuchhanti

  • @pravatimajhi5245
    @pravatimajhi5245 Місяць тому +1

    S HG fast anganwadi didi gathana kari thile tume nuhe

    • @lellachinmayee3571
      @lellachinmayee3571 Місяць тому

      Kebala gathana karidele heijibani kama sabu gatha pare tankara saving deposit loan repayment cif loan dabaa vrf loqn daba mahasangha sanchay rf kou shg painathiba sabu kqma crp karuchanti khali gathana karidele kama heijibani

  • @pravatimajhi5245
    @pravatimajhi5245 Місяць тому

    Kisti paisa BJD sarkar ku maga

  • @ajitakar4373
    @ajitakar4373 Місяць тому

    Industry khola jau.sabu mahila manku nijukti karajau.sabu SHG nku saman valia dekha jau. group re vari smart dekhai heu chhanti.sabu mahila saman. group re smart tautar mananka ra kebala Paisa darkar.au mahila mane vakua.😮😮😮😮😮

  • @HarapriyaJena-n7p
    @HarapriyaJena-n7p Місяць тому +5

    Nveenakuhare.tatuchhanti..bogibe.odishasarabhoguchhanti

  • @saitagolory-jl9zc
    @saitagolory-jl9zc 18 днів тому

    tikh kaouchanti jou sarakar jia asu taha pai kam karibe na

  • @PakhirajBishi-e9y
    @PakhirajBishi-e9y Місяць тому

    Paisa dia votenia setebele mishan Shakti kamre asithile bhalheithita

  • @pramodkumardas4277
    @pramodkumardas4277 Місяць тому

    Darma nabina daba

  • @parikhitabarik554
    @parikhitabarik554 Місяць тому +6

    ମାଡିଚାଲ

  • @sishirkarna9418
    @sishirkarna9418 Місяць тому

    Pita bjp loka ku

  • @gorachandmurmu8597
    @gorachandmurmu8597 Місяць тому

    Bjp jatra pati

  • @lellachinmayee3571
    @lellachinmayee3571 Місяць тому

    Paisa jie b khau mission shakti maa mane bi ta pauthile jetiki paiba katha au jie khaile ama maa manankra kn achhi

  • @JaminikantaNayak-xc1mu
    @JaminikantaNayak-xc1mu Місяць тому +1

    Chorani

  • @aswinientertainment9957
    @aswinientertainment9957 Місяць тому +2

    ଏବେ ପୋଡୁଛି ବୋଧେ

  • @pinkuswain8145
    @pinkuswain8145 Місяць тому

    AC chora

  • @paramanandamohanty-i5o
    @paramanandamohanty-i5o Місяць тому

    😂😂😂😂😂😂😂

  • @rakeshnayak744
    @rakeshnayak744 Місяць тому

    Tame kan cm ke sabu thire khoja haba cm ku ta khoja jauni tame keia ke

  • @SKumar-rb1tz
    @SKumar-rb1tz Місяць тому

    Tuma madam sujata kartikyan gala kuadey,??? BJD ra tume vote bank thila. Panduu sabha re magana bula, nacha ,gita chaluthila. Ebey 5 barsha parjanta au nacha, bula buli hoie pariba nahi. Tume 6 masha hela kahiki darama paila nahi,??? Tumara service rule kichhi acchi na nahi????

  • @mithunkumarnayak8231
    @mithunkumarnayak8231 Місяць тому

    Au Gote gote care kina sarkar kisti sujhibe

  • @ranjitmohanty9893
    @ranjitmohanty9893 Місяць тому +1

    Tame thale khaicha

  • @Prajnaparamita1977
    @Prajnaparamita1977 Місяць тому

    Tumamanaka tekila buli bjd harila
    Tuma kama kana kahuna

  • @AjaySethy-s9j
    @AjaySethy-s9j Місяць тому +1

    Bhai bodhe aka media bala. Aau media kehi nahanti. 😂😂.
    Tume bhai kana daka hei aasichha.

  • @saitagolory-jl9zc
    @saitagolory-jl9zc 18 днів тому

    bhot deichanti ki nahi tame janicho ki taha choda odisha sarakaro kn mahila manku nei saso no karibaku chauchanti ki amane toh mahila manku nei rajo niti karuchanti

  • @LilabatiLuha
    @LilabatiLuha Місяць тому

    Stai nijukti karajau

  • @ajitakar4373
    @ajitakar4373 Місяць тому

    Pandit gudak.rajniti kari post ing heichhanti.shg group failure. Loan anu chhanti Banti kari neijauchhanti.ghara kharchaa karu chhanti.😮😮😮

  • @PKPuspalak
    @PKPuspalak Місяць тому

    😂😂😂😂😂

  • @JaminikantaNayak-xc1mu
    @JaminikantaNayak-xc1mu Місяць тому

    😂

  • @mithunkumarnayak8231
    @mithunkumarnayak8231 Місяць тому

    ,kafe ta bhala jaga re heichi basiki
    . mada piebae

  • @chandanbhai1575
    @chandanbhai1575 Місяць тому

    a̤m̤b̤k̤ c̤r̤p̤ 2y̤ b̤a̤d̤a̤l̤i̤ k̤a̤r̤a̤j̤a̤ṳ

  • @padminibankara8222
    @padminibankara8222 8 днів тому

    Right

  • @LilabatiLuha
    @LilabatiLuha Місяць тому +1

    Stai nijukti karajau

  • @AjaySethy-s9j
    @AjaySethy-s9j Місяць тому

    😂😂😂😂😂