Dhanyabada bhai ehi reciep pai. Emiti odisha ra authentic reciepi ku apan mananka dwara lokanka nanjar ku asuchi bhai apan prayas jari rakhantu. Jay jagannath🙏🙏🙏
Jay Jagannath 🙏🙏🙏. You people are doing a great job . Feed people, making delicious recipes in every part . Thanks a lot . Keep continue. We are with you . 🙏🙏🙏.
Mo odia Bhai,mausa mane bahut bhala kahuchhanti gariba loka nku deichhanti bahut bhala laguchi please chicken biriyani recepe try karantu samsatnku dihantu good luck
Bhai ata gote badhia kama karuchanti apana mane...... Ama odisha ra kete gude haji jaithiba byanjana manankara prastuti pranali dekhiki bahut khusi anubhav karuchi Jay Jagannath 🙏🙏🙏
Eia video dekhila pare mote ଲାଗୁଚି ଆମ #ଓଡ଼ିଶା ସରକାର ଏମାନଙ୍କ ପାଖରେ ପହଞ୍ଚିବ ଆଉ। ଏମାନଙ୍କ ଘର ବି ଠିକ ସେ ନାହିଁ please 🥺 to #Naveenpattanaik sir apan please help us that true our odisha people please #odishasarakar 🙏🏿🤍🌼
Special thanks to all team members. You are distributing food. Keep growing. Lord Jagannath bless you. You are Prouds of Odisha. Words are not sufficient to praise you.
ଭୋଗ ଖାଇବେନି ମାନେ କଣ? i am curious, please let me know, if anybody knows?
ମଣିଷ ଜୀବନ ରେ ଏମିତି ଗୋଟେ ସମୟ ଆସେ , ଆମ ଓଡ଼ିଆ ରୀତି ନୀତି ପରମ୍ପରା ଅନୁସାରେ 10 ଦିନ ପର୍ଯ୍ୟନ୍ତ ମନ୍ଦିର କୁ ଯିବା ତଥା ଭୋଗ ପ୍ରସାଦ ଇତ୍ୟାଦି ଖାଇବା ବରଣ କରାଯାଇଥାଏ। ଏବେ ଆପଣ ଚିନ୍ତା କରି comment କରନ୍ତୁ ସେ ସମୟ ଟା କଣ।
ଭାଇ ଅଣସୁଧିଆ
During Periods (ଋତୁସ୍ରାବ)
ଅଣ ଶୁଦ୍ଧିଆ ସମୟରେ ଏବଂ ଋତୁସ୍ରାବ ସମୟରେ ସମସ୍ତ ଧାର୍ମିକ କାର୍ଯ୍ୟ ବାରଣ ହୋଇ ଥାଏ। ସେ ସମୟରେ ପ୍ରସାଦ ଗ୍ରହଣ କରା ଯାଏନି।
Chutika and murtika
ଭାଇ ମାନେ ତୁମେ ସବୁ ବହୁତ ସୁନ୍ଦର ଭାବରେ ଖାଦ୍ୟ ବନେଇକି ଛୋଟ ପିଲା ଓ ଗରିବ ଲୋକ ମାନଙ୍କୁ ଖାଦ୍ୟ ଖୁଆଉଚ୍ଚ ବହୁତ ସୁନ୍ଦର କାମ କରୁଛ ଭାଇ... ଭଗବାନ୍ ତୁମ ମାନକୁ ସଦା ସର୍ବଦା ଖୁସି ରେ ରକ୍ଷୀତଃlଥୁ ଜୟ ଜଗନ୍ନାଥ.....🙏🙏🙏
Bahut badhia bahut badhia bahut badhia
Right
"ସୁନ୍ଦର ତୃପ୍ତି ର ଅବସାଦ ନାହିଁ
ଯେତେ ଦେଖୁଥିଲେ ନୂଆ ଦିଶୁଥାଇ" 🙌
ଛେନା ପୋଡ଼ ପିଠା ର ପ୍ରସ୍ତୁତ ପ୍ରଣାଳୀ ସତରେ କେଡେ ସୁନ୍ଦର 💚 ଓ ସମସ୍ତ ଙ୍କ ର ମୁହଁରେ ହସ ଦେଖି ଆମ୍ଭେମାନେ ବି ସତେ ବହୁତ୍ ଖୁସି ଓ ଆନନ୍ଦ ଅନୁଭବ କଲୁ 🤩 ଆଗମନ ମା ଦୁର୍ଗା ଙ୍କ ପବିତ୍ର ଦଶହରା ଉପଲକ୍ଷେ ଅନେକ ଶୁଭେଛା ଓ ଶୁଭକାମନା ❤️
thanks for your valuable comment. ମା ଦୁର୍ଗା ଙ୍କ ପବିତ୍ର ଦଶହରା ଉପଲକ୍ଷେ ଅନେକ ଶୁଭେଛା ଓ ଶୁଭକାମନା
ୟା ଠାରୁ ଖୁସି ର ଖବର ଆଉ କଣ ବା ହୋଇପାରେ,,,
ଆଞ୍ଚ ଲାଗିଯିବ। Santa bhai always awesome 🙏🔥🔥🔥🔥
yes you are 100% right. jwell of our team.
thanks for your support.
Congratulations 🎉🎉🎉 for 100k Subscribers ..... This channel Deserve more than 1 million Subscribers ....
Thank you so much
This vid is already a classic I can't wait to tell my grandkids this was the greatest youtuber of my time.❤️❤️❤️❤️❤️❤️❤️❤️❤️❤️❤️❤️
Karwa li bejati apni 🤣🤣 Like nehi Mila na ..koi na apne pota poti ko bol Dena ki mein ese like ke liye comment kar raha tha par nehi mil raha tha 🌝🤣
Really proud of you 😍😍😍as a khanti odia pua
ଭାଇ ମାନେ ସତରେ ହୃଦୟ କିଣି ନେଲା ତମ ଏ ଭିଡିଓ ଟି ତମ ଅଜାଣତରେ ତମେ ମାନେ ବହୁତ ବଡ଼ ପରିବାର ବନେଇ ସାରିଲାଣି 🙏😢🙏
Jai Jagannath!
ନୂତନ ଚିନ୍ତାଧାରା କୁ ନେଇ ଆପଣଙ୍କ ଭିଡ଼ିଓ ଗୁଡିକ ହୃଦୟସ୍ପର୍ଶି ଓ ଶିଖିବାଯୋଗ୍ୟ, ଏହା ସହିତ ଓଡିଶାର ପାରମ୍ପରିକ ଖାଦ୍ୟ ଓ ରୋଷଇ ଶୈଳୀ ଦେଖି ଆମେ ଓଡ଼ିଆ ବୋଲି ଗର୍ବ କରୁଛୁ, କୋଟି ଓଡ଼ିଆର ମଉଡମଣୀ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା ଏମିତି ଆଗେଇ ଚାଲ 🙏🙏🙏ଜୟ ଜଗନ୍ନାଥ
Delicious sweet chhena poda😋
"କୋରାପୁଟ ର ପାହାଡ, ନୟାଗଡ଼ର ଛେନାପୋଡ଼
ସମ୍ବଲପୁର ର ହୀରାକୁଦ, ଏଥିପାଇଁ ଓଡ଼ିଶା ପ୍ରସିଦ୍ଧ।"
ଆହା କେଡେ ସୁନ୍ଦର ପାରମ୍ପାରିକ ଖାଦ୍ୟ ଛେନାପୋଡ଼। ବହୁତ ସୁନ୍ଦର ହେଇଛି। ଗରିବ ମୁହଁରେ ଆହାର ଦେଇ ଯେଉଁ ମହାନତାର ପରିଚୟ ଦେଇଛ, ସତରେ ଆପଣମାନେ ବହୁତ ମହାନ୍। ମୁଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଆପଣମାନେ ସବୁବେଳେ ଖୁସିରେ ରୁହନ୍ତୁ। ଏବଂ ଆପଣମାନଙ୍କ ଚ୍ୟାନେଲ ବିରଳ ସଫଳତା ପାଉ। 🙏💞❤❣️
dhnyabad bhai
Nayaghard prasidha chena poda 👌👌👌👌👌
Thanks!
made in odia style bhai love u all emiti loka mananka seba Kara bahut badhiya
ବହୁତ ସୁନ୍ଦର, ସନ୍ମାନର ସହ କହୁଛି ମୁଁ ଓଡ଼ିଆ, ଆମ ରୋଷେଇ ସବୁଠୁ ବଢିଆ❤️❤️❤️❤️❤️❤️❤️❤️❤️❤️❤️❤️❤️❤️
ବହୁତ ଖୁସି ଲାଗୁଚି ଆପଣ ମାନଙ୍କ ର ଏମିତି ଗୋଟେ ମହତ ପୂର୍ଣ୍ଣ କାମ ଦେଖିକି ମୁଁ ଭଗବାନ ଙ୍କ ପାଖରେ ଏହା ପାର୍ଥନା କରୁଛି କି ଆପଣ ମାନଙ୍କୁ ଭଗବାନ ବହୁତ ଶକ୍ତି ଓ ସାହସ ଦିଅନ୍ତୁ ଏବଂ ଆପଣ ମାନେ ଆଗକୁ ଏ ପ୍ରୟାସ ଜାରି ରଖନ୍ତୁ
ଜୟ ଜଗନ୍ନାଥ 🙏🙏🙏
Vedio sesare mausa nka hasa dekhi bohut khusi lagila... 🙂
ଜୟ ଜଗନ୍ନାଥ 🙏🏻 ମଉସା ଓ ଭାଇମାନ ଙ୍କ ରାନ୍ଧି କି ସମସ୍ତ ଙ୍କୁ ଖାଇବା କୁ ଦେବା ଦେଖି ବହୁତ ଭଲ ଲାଗିଲା ଆମ ଓଡ଼ିଆ ରେ ଏମିତି ବିଡ଼ିଓ ଦେଖିବାକୁ ମିଳିଲା ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ 🙏🏻👍
Great to see the preparation of Nayagarh Famous Chhenapoda.
Wow।।।।
Really you are great ।।
Thank you for this help for poor
Thanks and welcome, need your support dear......
Baneiba bahut dekhichhi kintu baneiki garib pila nku bantiba, really hruday sparsh kaari. U all are doing great job
Finally the best food of Odisha.
Down to Earth....Lov u Surya bhai & team.
Proud of u #Bosians
Thank you so much
Bahut sundar 🔥🔥🔥
Aapn samstnku mora hrudya ru subecha aau subha kamna jay jagannath 🙏🏻
Bahut khushi laguchi video dekhiki....we r proud of
Bahut badhiaa ☺️☺️
Hi support my channel watch my video kemiti laguchhi bhala na au bhala hei pariba
Dhanyabada bhai ehi reciep pai. Emiti odisha ra authentic reciepi ku apan mananka dwara lokanka nanjar ku asuchi bhai apan prayas jari rakhantu. Jay jagannath🙏🙏🙏
Great job... 👌👍
Stay connected
Service to Mankind is service to God....Jay Jagannath SWAMIJI..May God BLESS you.
Great ଭାଇମାନେତୁମେ ମାନେ, ଛେନା ପୋଡ଼ ପ୍ରସ୍ତୁତ କରିଚି ପ୍ରଥମେ ନୟାଗଡ଼
ସତରେ ଆମେ ଓଡିଆ ଭାରି ବଢିଆ🌹🌷
Village cooking channel ku follow karuchnti... Good
ହର ହର ମହାଦେବ ଶୁଣି ମନ ଖୁସି ହୋଇଗଲା 🙏🙏🙏🙏ଆମେ ଓଡିଆ ଭାରି ବଢିଆ 💕💕💕💕
You are making smile on the face ,🤗🤗🤗🤗🤗🤗🤗
🤗thank you so much. need your support
🌺 ଆମେ ଓଡ଼ିଆ ଭାରି ବଢିଆ 🌺 THIS IS THE BEST LINE EVER FOR THE ODIA💓👍💓
Bahut vl lagila ❤️
Jay Jagannath 🙏🙏🙏. You people are doing a great job . Feed people, making delicious recipes in every part . Thanks a lot . Keep continue. We are with you . 🙏🙏🙏.
ହରପାର୍ବତୀ କି ଜୟ 🕉️❤🙏🏽🚩
Bahut bhala kama karucha
Love from chandikhol
Good job 👌
Satare bahut bhala laguchi last jeje nku dekhi ahuri besi khusi lagila 😊😊 love you ❤️ all 😍& keep it up 👍👌👌👌👌👌
Mo Odia vari Badhia❤
ବହୁତ୍ ସୁନ୍ଦର୍ ହୋଇଛି l ଜୟ ଜଗନ୍ନାଥ 🙏
ଭାଇ ସତ କହୁଛି ମୋର ପାଟିରୁ ଲାଳ ବୋହିଯାଉଛି👌👌👌♥️♥️♥️
ଜୟ ଜଗନ୍ନାଥ, ବହୁତ ଭଲ ଲାଗିଲା ଆପଣମାନଙ୍କ ଏ ବ୍ଲଗ ଟି.
Madichala Bhaina
Bahut sundar heichhi ❤️❤️❤️❤️❤️❤️
Jay jagannath 🙏... Bahut bhala kama karucha apana mane 😁
Super chhena poda 🤤🤤🤗🤗
The Best Dialogues...🤣😅🥳
#Hathi aamara Sathi
#Bayasa helani Asi , Tathapi Mana ta Kasi.
#Aancha Lagijiba aau...
thanks
You are real hero of Odisha
Proud of you
Very beautiful bro keep it upp👌👌👌👌
Thank you so much 😀
Thank you for this novel service towards the Odisha society
Nayagarh femous ଛେନାପୋଡ଼
ବହୁତ ବଢିଆ ହେଇଛି,ଜୟ ଜଗନ୍ନାଥ🙏
Ama odia bhari badhia love from khordha 🎉
हर हर महादेव🤞💝💫
Bahut bhala heichi👌👌👌
Bhai madi chala ❤️
ame.odia..vari.badia..bahut.badia.sabu.karuchha..jay.jagarnnath..dhanyabad❤❤❤❤
Jay Jagannath
Bhai bahuta badhia tumar sabu video💗💕💕💕
Jay 🌼 Jagannath 🙏💖🌼🙏🏻
Ayila re odia toka... Aji Mailare chheena poda peethaa... Yuumyyy tasty
Maadichala nice video....
So nice
Bahutu bhala 👍 video 📸 mind-blowing
Wow I love chhena poda ..nice vdo madichala
Thank you so much bijan bhai and Suresh Bhai
Bhari khusi lagila ❤️ jay Jagannath
❤️❤️❤️
Mausa pura active baki preparation ta mast thila gud vry gud vdo guys
ବହୁତ ଭଲ ଲାଗିଲା ତମ ମାନଙ୍କୁ ଦେଖି
ଲୋକଙ୍କୁ ସାହାଯ୍ୟ କରୁଥିବାରୁ❤️🙏🏻🙏🏻
ଓଡ଼ିଶା ରେ ପ୍ରଥମଥର ଏମିତି ଚ୍ୟାନେଲ ଗୋଟିଏ ଖୋଲାଯାଇ ଏ ସବୁ କାର୍ଯ୍ୟକ୍ରମ କରୁଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ 🙏🏻
ଭଗବାନ କରନ୍ତୁ ଆପଣ ସଫଳତାର ଶୀର୍ଷର ପହଞ୍ଚନ୍ତୁ| ଜୟ ଜଗନ୍ନାଥ|
Outstanding guys . Go ahead
Nice👍👏
Thanks ✌
Bhai love form nayagarh 👍👍👍
Desi chhunka ...
Mu odia...
Great👍 work
Jay Jagannath 🙏🙏🙏
please mo vlog ku support karantu😞😞😞😞😞 I am loss my confidence
Jay shree jaggantha 🙏🙏 Bhai super hai chi
You are excellent
Thank you so much 😀
oh beautiful madechala
ଆପଣଙ୍କ ଭିଡିଓ ଦେଖି ବହୁତ ଖୁସି ଲାଗିଲା ଆଜି କାଲି You Tube ର ମାନେ ନିଜ କଥା ଚିନ୍ତା କଲା ବେଳେ ତମେ ମାନେ ଭିଡିଓ ବନାଇ ଗରିବ ଲୋକଙ୍କ ମନକୁ ଖାଇବା ପାଇଁ ଦଉଛ ସେଥି ପାଇଁ ତୁମ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
Wow... delicious food.... 👍👍👍
ଆମ ପାଇଁ ବଡ଼ ଆମ ନୟାଗଡ ଛେନା ପୋଡ଼
The ingredients are very fresh and the food looks really delicious
So sweet
Thanks
ବହୁତ ଭଲ ଛେନା ପୋଡ୍ ସୁପର
Nice
Thanks
So Beautiful odisha no-1 rosgolla 🥰😋
ମୁହଁ ରେ ପାଣି ଆସିଗଲା ଭାଇ 😛 ସତରେ ପୋଡ଼ ମୋର ବହୁତ ପସନ୍ଦ
Ase kebe bhubaneswara kahiba tuma ku best chena poda khueibi 😁👍👍
@@suryakantadas4978 ମୁଁ mancheswar re ଅଛି kebe daba kuha
Odia khaiba ki odia ra sundara gaon kebe bhi dunia agaku thik se asipari nathila, thank you team, aei effort auu sundara kama pai. 🙏
ଲକ୍ଷେ ସବସ୍କାକ୍ରବର୍ ପାଇଁ ବହୁତ୍ ବହୁତ୍ ଅଭିନନ୍ଦନ
Mo odia Bhai,mausa mane bahut bhala kahuchhanti gariba loka nku deichhanti bahut bhala laguchi please chicken biriyani recepe try karantu samsatnku dihantu good luck
Check our previous videos
Good job
Bhai ata gote badhia kama karuchanti apana mane...... Ama odisha ra kete gude haji jaithiba byanjana manankara prastuti pranali dekhiki bahut khusi anubhav karuchi
Jay Jagannath 🙏🙏🙏
Eia video dekhila pare mote ଲାଗୁଚି ଆମ #ଓଡ଼ିଶା ସରକାର ଏମାନଙ୍କ ପାଖରେ ପହଞ୍ଚିବ ଆଉ। ଏମାନଙ୍କ ଘର ବି ଠିକ ସେ ନାହିଁ please 🥺 to #Naveenpattanaik sir apan please help us that true our odisha people please #odishasarakar 🙏🏿🤍🌼
Special thanks to all team members.
You are distributing food.
Keep growing.
Lord Jagannath bless you.
You are Prouds of Odisha.
Words are not sufficient to praise you.
Please all odia brother and sisters share like and comment karantu 🙏🙏
Really Heart touching video
ବହୁତ୍ ଭଲ ଜୟ ଜଗନ୍ନାଥ 🙏 13:40 ମଉସା ଟିକେ ଭଲସେ ଧୀରେ ହାତ କୁ ବଢ଼ାଇଦିଅ ଭୋଗ ତରବର ହୁଅନାହି। ସେଇ ମଉସାଙ୍କୁ ଭୋଗ ଦେଲ ଭୋଗ ତଳେ ପଡ଼ିଥନ୍ତ।
Bahuta khusi laguchi asabu dekhile nice jeje