ଧୀରେ ଧୀରେ ସରିଆସୁଛି ସମୟ, ରାଜବୀରଙ୍କ ସହାୟତା ପାଇଁ ଆଗେଇ ଆସିଛି ଗଞ୍ଜାମ

Поділитися
Вставка
  • Опубліковано 25 лис 2024

КОМЕНТАРІ • 1,3 тис.

  • @bapibarik236
    @bapibarik236 2 роки тому +81

    ଜୟ ଜଗନ୍ନାଥ ପ୍ରଭୁ ଏ କୋମଳ ମତି ଶିଶୁ ଟିକୁ ରଖା karantu

  • @hrushikeshrath1815
    @hrushikeshrath1815 2 роки тому +66

    ଜୟ ଜଗନ୍ନାଥ 🙏 🙏 🙏
    ହେ ପ୍ରଭୁ ଏ ଶିଶୁଟି କୁ ରକ୍ଷା କରନ୍ତୁ ।

  • @dilipkumarpradhan4029
    @dilipkumarpradhan4029 2 роки тому +116

    ମୁଁ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରୁଛି ଏ ପିଲାଟିକୁ ଭଲକରିଦେ ସବୁ ଓଡ଼ିଆ ଭାଇ ମାନେ କିଛି ସାହାଯ୍ୟ କରନ୍ତୁ ଭଗବାନ ଆପଣ ଙ୍କ ମଙ୍ଗଳ କରିବେ 🙏🙏🙏🙏🙏🙏ଜୟ ଜଗନ୍ନାଥ ମୋର ଓଡ଼ିଶା ବାଶି 🙏🙏🙏🙏🙏

  • @surajmurmu2972
    @surajmurmu2972 2 роки тому +43

    ଭଲ ହେଇଯିବ ନିଶ୍ଚୟ Odisha ଵାସୀ ଆମେ ତା ସହିତ ଅଛୁ😥😥😥🙏🙏🙏⭕❗⭕🙏🙏🙏

  • @subashchandranayak6357
    @subashchandranayak6357 2 роки тому +114

    ଜନମ ତୋ ହାତେ ମରଣ ତୋ ହାତେ, ଚାହିଁଲେ କରିବୁ ରକ୍ଷା..ଏ ବିପଦ କାଳେ ତୁ ଏକା ଭରଷା,ଗିରି ଗୋବର୍ଦ୍ଧନ ଟେକା।

  • @anneytimenewscheck5536
    @anneytimenewscheck5536 2 роки тому +39

    ସତରେ କଣ ପ୍ରଭୁ ଜଗନ୍ନାଥ ଏତେ ନିଷ୍ଠୁର
    ହେଇଯିବେ 🙏🚩
    ପ୍ରଭୁ ତୁମ କରୁଣା ସାଗର ଖୋଲିଦିଅ 🙏🚩
    🙏🙏🙏🙏🙏🙏🙏🙏🙏🙏🙏🙏

  • @tophanjena2568
    @tophanjena2568 2 роки тому +60

    ଜୟ ଶ୍ରୀ ସୀତା ରାମ ହେପ୍ରଭୁ ତାଙ୍କୁ ବାଛଇଦିଅ ତୁମଙ୍କୁ କୋଟି କୋଟି ପ୍ରଣାମ କରୁଚି 🙏🙏🙏🙏🙏

  • @rkdas8711
    @rkdas8711 2 роки тому +31

    ହେ ପ୍ରଭୁ ଜଗନ୍ନାଥ ନିରିଅ ପିଲାଟା ଜୀବନ ବଞ୍ଚାୟ ଦିଅ ଏତିକି ପ୍ରାର୍ଥନା କରୁଚି 🙏🙏🙏

    • @ritaranimallik603
      @ritaranimallik603 2 роки тому

      Dayakari donete karantu 🙏

    • @rkdas8711
      @rkdas8711 2 роки тому

      @@ritaranimallik603 କରିଛୁ ଆପଣ କରନ୍ତୁ

  • @priyanshibehera1277
    @priyanshibehera1277 2 роки тому +72

    ହେ ପ୍ରଭୁ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ସବୁ ତୁମରି ଦୟା ପ୍ରଭୁ ଜଗନ୍ନାଥ🙏🙏🙏

  • @mrutunjayasamal7531
    @mrutunjayasamal7531 2 роки тому +132

    ଭଗବାନଙ୍କ ଅସୀମ କୃପାରୁ ଶୀଘ୍ର ଆରୋଗ୍ୟ ହୋଇଯାଉ

    • @sanusethy5249
      @sanusethy5249 2 роки тому +2

      Bhagabana sahahuantu tumaku ,mo aiusa bhagabana tumaku diantu

    • @prakasrout2636
      @prakasrout2636 2 роки тому +1

      God bless u

  • @sn.status3545
    @sn.status3545 2 роки тому +22

    ଭଗବାନ ଙ୍କ କୃପା ରୁ ରାଜବୀର ଭଲ ହଇ ଯିବ ମର ଓଡିଶା ବାସି ଙ୍କୁ ଅନୁରୋଧ ଆମେ ସମସ୍ତେ ମିସି ରାଜ ବୀର ଙ୍କୁ ଭଲ କରିଦେବା 😭🙏🙏😭

  • @bijayakumar4947
    @bijayakumar4947 2 роки тому +25

    ପ୍ରଭୁଙ୍କ ଆଶୀର୍ବାଦ ରୁ ନିଶ୍ଚୟ ଭଲ ହେବ
    ଜୟ ଜଗନ୍ନାଥ 🙏🙏🙏

  • @jyoshnavillagelifestylevlo1958
    @jyoshnavillagelifestylevlo1958 2 роки тому +39

    ହେ ଭଗବାନ ସାହା ହୁଅ ପ୍ରଭୁ ଜଗନ୍ନାଥ 🙏🙏😥😭😭😢😢

  • @butusmart
    @butusmart 2 роки тому +65

    ଓଡ଼ିଶା ରେ ୪.୩୭ କୋଟି ଲୋକ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ୩.୦୫ କୋଟି ଲୋକ ରୋଜଗାର କରୁଛନ୍ତି। ସେହି ରୋଜଗାର କରୁଥିବା ଲୋକ ଯଦି ମାତ୍ର ୭/- ଟଙ୍କା ଲେଖା ଦିଅନ୍ତି ତେବେ ଏହି ପିଲାଟି ପାଇଁ ଇଞ୍ଜେକ୍ସନ ର ବ୍ୟବସ୍ଥା ହେଇପାରିବ।

  • @akhayabehera1437
    @akhayabehera1437 2 роки тому +103

    Odisha govt ..... election re ଖର୍ଚ୍ଚ କରିବେ , ଆଉ MLA,MP ମାନକୁ ପେନ୍ସନ ଯୋଗେଇ ଦୋଉଛ କିନ୍ତୁ ଏହି ପିଲା ପ୍ରତି କଣ ସହାନୁ ଭୂତି ନାହିଁ।।।।

    • @ritaranimallik603
      @ritaranimallik603 2 роки тому

      Dayakari donete karantu 🙏

    • @studywithgirishkumar8271
      @studywithgirishkumar8271 2 роки тому

      Idot nabin ra kichi Jaye ase nahi

    • @abinashdas2530
      @abinashdas2530 2 роки тому +2

      Ama system ete kharap na . election re modo khaiba paai paisa achi .but gate jibana bancheaiba pai paisa nahi ..

  • @barsharanipradhan4622
    @barsharanipradhan4622 2 роки тому +14

    Really appreciable.......thank u so much to all people stayed in ganjam

  • @manoranjandas8272
    @manoranjandas8272 2 роки тому +29

    ହେ ଭଗବାନ ପିଲା ଟିକୁ ଭଲ କରି ଦିଅ🙏🙏🙏

  • @pujarout5454
    @pujarout5454 2 роки тому +5

    ଭାଇ,ମାନେ,ଆପଣମାନଙ୍କୁ, ଧନ୍ୟବାଦ🙏🙏🙏🙏

  • @manasikhatua3129
    @manasikhatua3129 2 роки тому +28

    God bless you beta.bhagawan valakaridiantu jay jagannath..🙏😭

  • @muktimarga7771
    @muktimarga7771 2 роки тому +3

    ଭଗବାନ ଙ୍କ ଆଶୀର୍ବାଦ ରୁ ରାଜଭୀର୍ ର ଦେହ ସୁସ୍ଥ ହେଇଯାଉ,🙏🙏🙏

  • @desifishaervlog5075
    @desifishaervlog5075 2 роки тому +53

    ଭଗବାନଙ୍କ ପାଖରେ ପୁଜକରୁଚି ଭଲ ହେଇଯାଉ

  • @prafulladas9168
    @prafulladas9168 2 роки тому

    ଧନ୍ୟବାଦ ବଦାନ୍ୟ ସାହାଯ୍ୟକାରୀ । ଭଗବାନଙ୍କ ଆଶୀର୍ବାଦରୁ ରାଜ ବୀର ଜୀବନ ନିଶ୍ଚିତ ଫେରିବ ।

  • @santoshreddy9073
    @santoshreddy9073 2 роки тому +25

    ମୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ମୋ ରାଜ୍ ବିର୍ ଙ୍କୁ ଭଲ କରି ଦିଅ

  • @hemantakumbhar2372
    @hemantakumbhar2372 2 роки тому +12

    ପରେମଶ୍ବର ଏହି ଶିଶୁଟିକୁ ଆଶୀର୍ବାଦ କରନ୍ତୁ ଏବଂ ଠିକ୍ ସମୟରେ ସୁସ୍ଥ କରନ୍ତୁ ଏହା ମୋର ପରେମଶ୍ବରଙ୍କ ନିକଟେର ପ୍ରାର୍ଥନା

  • @adarshajeevan1315
    @adarshajeevan1315 2 роки тому +4

    ଜଗା ରେ🙏 ତୋତେ ଲାଗିଲା ମୋ ଧନ ରାଜବୀରର ଦାୟିତ୍ଵ🙏

  • @manshtarai498
    @manshtarai498 2 роки тому

    ମୋର ସମସ୍ତଙ୍କୁ ଅନୁରୋଧ ଆପଣମାନେ ପିଲାକୁ ସମସ୍ତେ କିଛି ଦାନ କରନ୍ତୁ
    ତା ସହିତ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ
    ଭଗବାନଙ୍କୁ ମୋରୋ 🙏🙏🙏🙏🙏🙏🙏 ସମସ୍ତଙ୍କୁ ଭଲ ରଖିଥାନ୍ତୁ

  • @goavlogswithkrishna55
    @goavlogswithkrishna55 2 роки тому +48

    I pray to God that your health condition will be healed very soon .
    plzz God help him 🙏 🙏🙏🙏🙏

    • @nikunahak2997
      @nikunahak2997 2 роки тому +1

      Kete tanka rajveer ku sahajya karicha

    • @ritaranimallik603
      @ritaranimallik603 2 роки тому

      Dayakari donete karantu 🙏

    • @kadambininaik6267
      @kadambininaik6267 2 роки тому

      🙏 bhagaban ku atiki prathanakaruchhi rajbir ku jaldi bhalo karidio😭😭

  • @sn.status3545
    @sn.status3545 2 роки тому +5

    ରାଜବୀର ଙ୍କୁ ବଞ୍ଚାଇ ଦିଅ ଜଗତର ଜଗନ୍ନାଥ ତୁମୋ ପାଦ ତଳେ ରାଜ ବୀର ପାଇଁ କଟି କଟି ପ୍ରଣାମ ଜଣାଉ ଚି 😭🙏🙏🙏😭

  • @lilacreation6748
    @lilacreation6748 2 роки тому +1

    🙏he bhagaban

  • @subasinikusumalia3149
    @subasinikusumalia3149 2 роки тому +5

    ଧନ୍ୟବାଦ ଭାସ୍କର Chenel

  • @papudjdas1791
    @papudjdas1791 2 роки тому

    ଜୟ ଜଗନ୍ନାଥ ମୁ ପ୍ରାର୍ଥନା କରୁଛି ରାଜବିରୀ କୁ ଭଲ କରୀ ଦୀ ଅ ଜୟ ଜଗନ୍ନାଥ

  • @sanjibsamal8099
    @sanjibsamal8099 2 роки тому +31

    Request to Our honorable CM kindly help Rajbir

  • @snayak7837
    @snayak7837 2 роки тому +5

    ଜୟ ଜଗନ୍ନାଥ 🙏🏻❤️🙏🏻କୃପା ରୁ ରଜବିର ନିଚୟ ଭଲ ହୋଇଯିବ

  • @suniltakriofficial
    @suniltakriofficial 2 роки тому +1

    ହେ ପ୍ରଭୁ ମୁଁ ଏଥିକି ପ୍ରାଥନା କରେ ଯେ ଏ ଛୋଟ ଶିଶୁର ଜୀବନକୁ ଭଲ କରି ଦିଅ ତୁମେ ତାହାର ସାହା ଭରସା ହୁଅ 🙏🙏🙏🙏

  • @lipiray7013
    @lipiray7013 2 роки тому +60

    God please help Rajveer🙏🏼😪

    • @rakeshrajesh9674
      @rakeshrajesh9674 2 роки тому

      au god nahi ki kie nahi mariba marile sina jibana mulya bujhiba jou dina mariba mu god pakhare nadia bhangibi

    • @mrjayjaganatha5582
      @mrjayjaganatha5582 2 роки тому

      😭🙏😭😭😭

    • @sonalisonali7936
      @sonalisonali7936 2 роки тому

      ସାଇ ବାବା ସାହା ହୁଓ om sai ram 🙏🙏🙏🙏🙏🙏🙏🙏🙏

    • @marndirupedra705
      @marndirupedra705 2 роки тому

      @@rakeshrajesh9674 sabas beta

    • @rakeshrajesh9674
      @rakeshrajesh9674 2 роки тому

      @@sonalisonali7936 😸😸😸😸😸😸😸😸😸😜😜😜😜😜😜😜😛😛😛😛😛😛😛😁😁😁😁😁😁😁😁😁😁

  • @jagannathbala6056
    @jagannathbala6056 2 роки тому

    ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ମା 🙏🙏🙏😭😭

  • @santoshraula6846
    @santoshraula6846 2 роки тому +14

    Jay Jaganath swami....

  • @chiki_123
    @chiki_123 22 дні тому

    ଜୟ ଜଗନ୍ନାଥ ଲୀଳାମୟ ମହାପ୍ରଭୂ ଶୁଭ ଦୃଷ୍ଟି ଦେଇ ଭଲ କରିଦିଅନ୍ତୁ କୁନି ଛୁଆଟିକୁ

  • @MAANVIsworld
    @MAANVIsworld 2 роки тому +46

    Maa durga bless rajveer 🙏

  • @princesameer82
    @princesameer82 2 роки тому

    ହେ ଓଡ଼ିଶା ବାସୀ ସାହାଯ୍ୟ କର 🙏🙏🙏🙏🙏

  • @Ahbpinku
    @Ahbpinku 2 роки тому +25

    ଏ ଭାଇ ମାନଙ୍କୁ ଅନୁରୋଧ ଦୟାକରି ସାହଯ୍ୟ କରୁଛ ଫଟ ନ ଉଠେଇ ସାହଯ୍ୟ କରିପାରିବା

  • @upendramallick9598
    @upendramallick9598 2 роки тому

    ଜୟ ଜଗନ୍ନାଥ ତୁମେ ସାହା ଭରସା

  • @anandsmohapatra5816
    @anandsmohapatra5816 2 роки тому +8

    Jay jaganath god bless this child

  • @sarojbehera2993
    @sarojbehera2993 2 роки тому

    Good Ganjam Basi thanks for you 👍

  • @BapiVlogs22
    @BapiVlogs22 2 роки тому +15

    ଆରେ କେତେ ଟଙ୍କା ସଂଗ୍ରହ ହେଲାଣି କୁହ
    ଆଉ କେତେ ଦରକାର ଅଛି କହିଲେ ସିନା କିଏ ଜାଣିବ

  • @sushreereadingchanel3435
    @sushreereadingchanel3435 2 роки тому

    ଶିବ ନିଶ୍ଚୟ ରାଜବୀର କୁ ବଞ୍ଚେଇ ଦେବେ

  • @sameekhyamishra4180
    @sameekhyamishra4180 2 роки тому +23

    God bless this child 🙏🙏🥺

  • @aswinikumarnayak2587
    @aswinikumarnayak2587 2 роки тому

    ହେ ପ୍ରଭୁ ଜଗନ୍ନାଥ ଏ ଛୁଆ ଟିକୁ ଭଲ କରିଦିଅ

  • @manojmallick4904
    @manojmallick4904 2 роки тому +58

    It is humble request to honorable chief minister, kindly help this family

  • @arabindagochhayat2851
    @arabindagochhayat2851 2 роки тому

    ସାହା ହୁଅ ପ୍ରଭୁ ଜଗନ୍ନାଥ

  • @diptiranjandash159
    @diptiranjandash159 2 роки тому +7

    He jagannath🙏🙏🙏.Daya kara he jagatara nath🙏🙏

  • @Smrutirekasharma07
    @Smrutirekasharma07 2 роки тому

    ହେ ଜଗନ୍ନାଥ 🙏🙏🙏 ଏ ପିଲାଟିକୁ ଭଲ କରିଦିଅନ୍ତୁ 🙏🙏

  • @upendranahak5857
    @upendranahak5857 2 роки тому +9

    Jai jaganath 🙏🙏🙏🙏🙏🙏🙏😭😭😭😭😭😭

  • @priyacharandas7352
    @priyacharandas7352 2 роки тому

    ଜୟଶ୍ରୀ ଜଗନ୍ନାଥ
    ଜୟଶ୍ରୀ ରାମ

  • @sonalishanayak2098
    @sonalishanayak2098 2 роки тому +22

    Bhagwan bhala karidiantu🙏🙏

  • @Jignyasapriyadarsiniswain7837
    @Jignyasapriyadarsiniswain7837 2 роки тому

    ହେ ପ୍ରଭୁ ଜଗନ୍ନାଥ ଏ ଛୋଟ ସିସୁକୁ ବଞ୍ଚାଇ ଦିଅ ମୁ ପ୍ରାର୍ଥନା କରୁଛି।

  • @joshanadevi4001
    @joshanadevi4001 2 роки тому +8

    God bless you beta 😭

  • @sushilnayak8551
    @sushilnayak8551 2 роки тому +1

    Bahut bahut dhaniya bad 🙏🙏🙏

  • @sangramkesharibiswal9313
    @sangramkesharibiswal9313 2 роки тому +21

    Don't depends upon govt, everyone help a little little, all we can

  • @tuneshnisika2266
    @tuneshnisika2266 2 роки тому +1

    🙏🙏🙏🙏 samastanku thanks 🙏🙏🙏🙏

  • @proudtobeaindian5096
    @proudtobeaindian5096 2 роки тому +18

    I request to honorable chief minister please help this family 🙏 it's my humble request to u

    • @rakeshrajesh9674
      @rakeshrajesh9674 2 роки тому +1

      aeimiti gote rajveer nahanti o babu chief minister gacha lageini amathu nei amaku dauchi 16cr kana cm bapa rakhiki jaichi ki Odisha nuhe sabu stead re aeimiti kete rajveer maruchanti daya dekheiba bhulu nuha kintu ete bi nuha

    • @mrbabula1632
      @mrbabula1632 2 роки тому +1

      Jay Jagnnath

  • @bipinbiharidas7957
    @bipinbiharidas7957 2 роки тому

    ହେ ସଙ୍କଟ ମୋଚନ ହନୁମାନ ତାକୁ ରକ୍ଷାକର

  • @manashchhatar7056
    @manashchhatar7056 2 роки тому +4

    Jai jagannath 🙏🙏🙏🙏🙏🙏

  • @pinkuprusty7607
    @pinkuprusty7607 2 роки тому +17

    I request bhaskar tv to give 2-3 phone pe no that's why more people can send money to him..bcs the a/c doesn't accept money ..due to so many upi transaction..also my transaction is failed.. please and I also request you that you coverage the news in Hindi language..so that other state people's can help to rajvir we don't need any support from our hounrable cm.. please telecast in Hind language..

  • @santoshdakua821
    @santoshdakua821 2 роки тому

    He bhagaban 🙏 Tam ku koti ,, pranam bhal karidia 🙏😭🙏

  • @mahibmahi6561
    @mahibmahi6561 2 роки тому +4

    God is with him,.... Jesus please recover him from him difficult moments...

  • @nilanchalkumar6555
    @nilanchalkumar6555 2 роки тому

    ଜୟଶ୍ରୀ ରମ୍ ଆମେତମଶାଥିରେଅଛୁରଜ ବିର୍ ବଜ୍ର ଙ୍ଗିଦଳ

  • @bideshikumargouda7406
    @bideshikumargouda7406 2 роки тому +11

    Please Help all odisha people as possible to Rajveer.

  • @kalpanakalpana9581
    @kalpanakalpana9581 2 роки тому

    Prabhu jagannath tumaku sighra bhala karidiantu 🙏🙏🙏🙏🙏🙏

  • @minatijena2788
    @minatijena2788 2 роки тому +5

    God bless you beta🙏🙏

  • @bikashmuduli599
    @bikashmuduli599 2 роки тому

    ଜୟ ଜଗନ୍ନାଥ
    ମୁଁ ଅନୁରୋଧ କରୁଛି ଓଡ଼ିଶା ସରକାରଙ୍କୁ
    ସହାୟତା କରିବା ପାଇଁ

  • @anitadigal4577
    @anitadigal4577 2 роки тому +4

    Rajbir mu tarari pai jishunanka nikatare prarthana karuchi prabhu jishu tamaku susta karantu eha mora prarthana jishunanka nikatare ,Amen

  • @trilochanlenka1748
    @trilochanlenka1748 2 роки тому

    ହେ ଜଗନ୍ନାଥ ତମେ ହିଁ ସହା ଭରସା ଛୋଟୋ ପିଲାକୁ ରକ୍ଷା କର ପ୍ରଭୁ

  • @dilusatapathy7264
    @dilusatapathy7264 2 роки тому +6

    Honorable chief minister please help Rajbeer

  • @Raja-tw9wm
    @Raja-tw9wm 2 роки тому

    He... Prabhu Jay Jagannath 🙏🙏🙏🙏Prabhu Bala... Karideantu🙏

  • @santoshbehera1648
    @santoshbehera1648 2 роки тому +4

    Jai gajanath🙏🙏🙏

  • @kadambinitripathy3240
    @kadambinitripathy3240 2 роки тому

    🙏🙏🙏🙏🙏🙏🙏🙏🙏
    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ରାଜଵୀର ଭଲ ହେଇଯାଉ 🙏🙏🙏🙏🙏🙏🙏🙏🙏

  • @tunapanda347
    @tunapanda347 2 роки тому +11

    Kindly let us fight together as far as possible, show the humanity , the so called govt should also take necessary steps , they have the duty to serve the people. It may be very late to open their eyes.It is high time to prove so far as ruler has the duty to serve the rulling class is concerned .

    • @vennilclasses9446
      @vennilclasses9446 2 роки тому

      I donated a little to Rajveer... And i wish everyone kindly donate an amount, which can save Rajveer's life.

  • @Smrutirekasharma07
    @Smrutirekasharma07 2 роки тому

    ଆମେ ଓଡ଼ିଆ ବାସୀ ଅଛୁ ତା ସହିତ ସେ ଶୀଘ୍ର ଭଲ ହେଇଯିବ ହେ ପ୍ରଭୁ ଦୟା କରନ୍ତୁ ପ୍ରଭୁ ଦୟା କରନ୍ତୁ🙏🙏🙏🙏🙏🙏🙏🙏

  • @tapanmohanty712
    @tapanmohanty712 2 роки тому +8

    You must share the fund raiser details. So that people can help instantly

    • @sunilkumarpatnaik6953
      @sunilkumarpatnaik6953 2 роки тому

      If anyone type in utube " Rajbir Account Number ". ...all the Bank details are showing. . Otv already declared.

    • @tapanmohanty712
      @tapanmohanty712 2 роки тому

      @@sunilkumarpatnaik6953 I am talking about fund raiser like kitto, milaap. This would be more authentic way than account pay.

  • @piyushrajkumar15
    @piyushrajkumar15 2 роки тому +1

    ରାଜବୀର ନିଶ୍ଚିତ ଭଲ ହେବ

  • @diptiranjandas7419
    @diptiranjandas7419 2 роки тому +11

    ଯୋଉ ମାନେ god bless you ଲେଖୁଛନ୍ତି,,ତାଙ୍କୁ ମୋର କୋଟି ପ୍ରଣାମ,,ଆରେ ଭାଇ ବନ୍ଧୁ ମାନେ,,ପଇସା ପଠାଅ ଟିକେ,,5 ଟଙ୍କା ବି ହଉ,,ଆଉ ଖାଲି ମାଗଣା ମାଖୁନା ରେ ମେସେଜ କାଇଁ କରୁଛ।
    ଫୋନ ଉଠାଅ,, ଫୋନ ପେ ରେ 5,10 କରିକି ପଠାଅ,,

  • @RRRockybyRohit
    @RRRockybyRohit 2 роки тому

    Thanks gonjam district u r god

  • @jayantkumarnayak136
    @jayantkumarnayak136 2 роки тому +6

    Bhai gote phonepe ,Gpay, Paytm,Bhim emti kichi no. Dia. Sabu patheibe

  • @jibanjyoti8328
    @jibanjyoti8328 2 роки тому

    God blees u beta... Sighra bhala hei ja🙏

  • @monishapradhan8012
    @monishapradhan8012 2 роки тому +4

    If we help per person only 4rupees.it will be 16crs.after rajveer's life will be alive. Plz help him.

  • @rowdykpsuvam2550
    @rowdykpsuvam2550 2 роки тому +1

    He pravu please help this child 😔🙏🙏
    And also I will play for this child 🙏🙏😔😔😔🙏🙏🙏🙏😔😔😔🙏🙏😔😔

  • @swaroopasen9465
    @swaroopasen9465 2 роки тому +5

    Ebe jae 1 crore 70 lakh heichi ahuri 15 crore darkar 🥺

    • @rinkuacharyanuapada2706
      @rinkuacharyanuapada2706 2 роки тому

      ସମ୍ଭବ ନୁହେଁ ଏତେ ଯୋଗାଡ଼ କରିବା

    • @hk7154
      @hk7154 2 роки тому

      Kana Pain Sambhaba Nuhen Samste chesta kale nischaya sambhaba heba prathame tama adu chesta arambha kara.

  • @sarbeswardas8885
    @sarbeswardas8885 2 роки тому

    Thank you bhaskar news 🙏🙏🙏

  • @aloksamal001
    @aloksamal001 2 роки тому

    ଜୟ ଜଗନ୍ନାଥ ପିଲାଟିକୁ ସାହା ହୁଅ

  • @ajayabishoyi597
    @ajayabishoyi597 2 роки тому

    Thank you Bhaskar news

  • @gelibehera9432
    @gelibehera9432 2 роки тому

    Very very proud of you ganjm district

  • @kaliasahoo902
    @kaliasahoo902 2 роки тому +1

    ହେ ପ୍ରଭୁ ଜଗନ୍ନାଥ ତମେ Rajbir baba ଙ୍କୁ
    ଠିକ କରିଦିଅ

  • @roopeshpashayat8519
    @roopeshpashayat8519 2 роки тому

    Jai jagannath chuata ku bhal Kari diya mor koti koti prathan karuchi

  • @gayatrimishra3869
    @gayatrimishra3869 2 роки тому +1

    He prabhu jagannatha mo bhai ku bhala Kari Dia mu tama agare daya maguchi

  • @aswinikumarnayak2587
    @aswinikumarnayak2587 2 роки тому

    ହେ ଭଗବାନ

  • @sibaprasaddas796
    @sibaprasaddas796 2 роки тому

    ପ୍ଲସ ଭଗବାନ୍

  • @saritamohapatra6698
    @saritamohapatra6698 2 роки тому

    ହେ ପ୍ରଭୁ ବିଚରା ନିରୀହ ପିଲାଟି ର ଜୀବନ ବଞ୍ଚାଇ ଦିଅ 🙏🏻

  • @pankajkumarthakur6320
    @pankajkumarthakur6320 2 роки тому

    He bhagoban raj bir ku bhalo kari diya,,,,🙏🙏🙏🙏🙏🙏🙏🙏

  • @shishirajena7970
    @shishirajena7970 2 роки тому +1

    I pray to god please god help to rajbir