ଏଭଳି ବାପାଙ୍କୁ ସାଲୁଟ | Odisha Reporter
Вставка
- Опубліковано 26 вер 2024
- ଭିନ୍ନକ୍ଷମ ବାପାଙ୍କୁ ସାଲୁଟ୍ । ଆମେ ଏମିତି ଜଣେ ବାପାଙ୍କ ବିଷୟରେ କହୁଛୁ ଯିଏ ଜନ୍ମରୁ ଜଣେ ଶାରୀରିକ ଭିନ୍ନକ୍ଷମ। ହେଲେ ଶିକ୍ଷାର ମହତ କଣ ତା ସେ ଭଲ ଭାବେ ବୁଝିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
UA-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#Odisha #OdishaReporter #Baleswar #father
ଏ ବାପାଙ୍କୁ ମୋ କୋଟି କୋଟି ପ୍ରଣାମ (ହେ ଜଗନ୍ନାଥ ) କୁନି ଝିଅ ଉପରେ ଆଶ୍ରୀବାଦ ରଖନ୍ତୁ ଭଲ ମଣିଷ ହେବା ଯାଏଁ
Jhio bholose podhibu Bapanko sapno purono koribu....Jay hind💖💖💖
ଏହି ମହାନ ବ୍ୟକ୍ତି ବିକଳାଙ୍ଗ ହୋଇ ମଧ୍ୟ ନିଜର ଘର
ପରିବାର ଚଳାଇବା ପାଇଁ ସକ୍ଷମ କିନ୍ତୁ ପ୍ରଶାସନ ସାଧାରଣ ଲୋକଙ୍କ ପାଇଁ ଯଜନା ଉପରେ ଯଜନା କରି ମଧ୍ୟ ସାଧାରଣ ଲୋକ ଅକ୍ଷମ ନିଜର ପିଲାଙ୍କୁ
ପଢ଼ାଇବା ପାଇଁ ଅକ୍ଷମ । Great father ❣️
ବାପା ଉଅନ୍ତୁ ଏମିତି ଜୟଜଗନ୍ନାଥ 🙏🙏🙏
Love you baba ଏମିତି ବାବା ସମସ୍ତିଙ୍କୁ ମିଳୁ ହେ ଜଗନ୍ନାଥ ଏଭଉଣୀ କୁ ଭଲ ମଣିଷ କରନ୍ତୁ
Jay jagannath,dill se salute sir 🙏
ନେତା ମନ୍ତ୍ରୀ ସରକାର ଦେଖିପାରୁ ନାହିଁ ଆଉ କେତେ ଟଙ୍କା ମାସିକ ପାଇଲେ ଦୁଃଖୀ ଦରିଦ୍ର ଙ୍କୁ ଦେଖିପାରିବ ଲାଜ ଲାଗୁନି AC ଭିତରେ ରହି
Har papa ke lia uske beti Rajkumari hoti he or papa Raja...eslia papa apni betiki koi v komi bardasht nahi karpate hen....chahe wo Amir ho ya Garib.....God bless you both papa or beti....
ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ ସ୍କୁଲ ବସରେ ସେ ଝିଅଙ୍କୁ ମାଗଣାରେ ଆଣିବାକୁ ବ୍ୟବସ୍ଥା କରନ୍ତୁ
Bhai ଓଡ଼ିଶା re e ସବୁ pai time nahni , ଏଇଟା କଳି ଯୁଗ ଭାଇ 😭😭😭😭
Mora bi Ae bapa nku koti koti pranama...god bless you 🙏
Ur great papa
Tumar bagil bapa bhagya ra thila milay , bapa ku 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏👌
Great Father
Great father......God bless you
ଏଭଳି ପିଲାଙ୍କ ପାଇଁ ପ୍ରଶାସନ ସହଯୋଗର ହାତ ବଢ଼ାଇବା ଉଚିତ୍ । ଏ ଦୃଶ୍ୟ ଦେଖିଲେ ଆଖିରେ ଲୁହ ଆସି ଯାଉଛି ।
ଜୟ ମା ସମଲେଶ୍ଵରୀ ସେ ଝିଅ କୁ ତୁମର ଆଶିର୍ବାଦ ରହୁ ଜୟ ମା ସମଲେଶ୍ଵରୀ ଯେତେ ଦୁଃଖ କଷ୍ଟ ଆସିଲେ ବି ତାକୁ ଶାହା ହୁଅ ମା ସମଲେଶ୍ଵରୀ କୀ ଜୟ ହଉ
You are Great Father
ଭଉତ ଭଲ କଥା ଆଙ୍କଠୁ କିଛି ସିକିବା କଥା
Great
I have no word to praise the familyMay god bless the bless the family
God bless you bhai
ଆରେ ନବୀନ ପଟ୍ଟନାୟକ ପରା ଗୋଟେ ଦୁର୍ନୀତି ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମଡର ବୀର ଗୁଣ୍ଡା ବୀର ମାନଙ୍କ ଫେକଟିରୀ ବସେଇଚି ଏକଥା ଶୁଣି ପାରିବ କଣ
ତାଙ୍କୁ ଉତ୍ସାହିତ କରନ୍ତୁ ଓ ଧନ୍ୟବାଦ୍ ଦିଅନ୍ତୁ କିନ୍ତୁ ତାଙ୍କ ଆଗରେ ଅନ୍ୟ ବାପା ମା ଙ୍କ ଉଦାହରଣ ଦିଅନ୍ତୁ ନାହିଁ। ତାଙ୍କୁ କଷ୍ଟ ଲାଗିବ। ସେ ନିଜେ ଜଣେ ଉଦାହରଣ ଅନ୍ୟ ମାନଙ୍କ ପାଇଁ।
ସେ ସବୁଜ shirt ପିନ୍ଧା ଭାଈ ମଧ୍ୟ ଜଣେ ଦରଦୀ ମଣିଷ। କହୁ କହୁ ନିଜ କୋହ ସମ୍ଭାଳି ପାରୁ ନାହାଁନ୍ତି। ଏମାନଙ୍କୁ ଦେଖିଲେ ଲାଗେ ଯେ ସତରେ ଆଜି ବି ମଣିଷ ପଣିଆ ବଞ୍ଚିଛି
Bapanku pranam🙏
Verygood
ବାପା ଙ୍କୁ ସହେ 🙏🙏🙏🙏🙏🙏🙏💯
Ta bapa nku 🙏🙏🙏🙏🙏🙏🙏
କୋଟି କୋଟି ପ୍ରଣାମ।
I respect to that parson. God bless tu thair family.this is example to our community.learn more.
ଏ ସବୁ ଖେତ୍ରର ସରକାରଙ୍କ ସହଯୋଗ ନିହାତି ଦରକାର।
Apananku pranam🙏🙏🙏
Great papa love you😘😘😘😘😘❤🤟
Great father, god bless him
I love you bapa
O my God bless you father's
From I am New Delhi
You are great sir
Thanks Midia balaku Sabu News Amapakha ku Pahanhuchhanti
Great father 🙏🙏
Excellent bapa🙏
May mother give him moral courage
You are great father I salute you🙏🙏🙏👍👍👍👌👌👌❤
Love you bapa ❤❤❤❤❤
Salute.this.father
Jay jagannath
God bless u beti
Jay Jagannath ❤🙏💐
Salute for both
ବାପା ମହାନ
ବା:ବାୟୁ
ପା:ପାଣି
Right ....
ଏମିତି ବାପା କୁଁ 🙏
Abhali bapa nku thakure bhalare rakhantu
The Father of power
Pranam......mahasaya..
🙏🙏
She is no less than a princess
🙏🙏🙏🙏🙏
Good father
Examplery,must be encouraged.
🙏🙏🙏🙏🙏 great
Great bro
Jay jagarnath swami nayana patagami bhabotume🙏🙏🙏🙏🙏
ସେ ବାପା ଯେ କି ଛୁଆ କୁ ମଣିଷ କରିବ 👍👍🙏🙏🙏
💪❤️
❤️❤️❤️❤️❤️❤️❤️❤️❤️
😪😪😪ସରକାର ଟିକିଏ ଦୃଷ୍ଟିପାତ କରନ୍ତୁ
Great father ❤️
Govt ahi jhia pai gadi bebasta karantu, Baba is great
BAHUT DUKHHAR KATHHA, ODISSA SARKAAR ETHHI PRATIBDHYANA DEBA DARKAAR. AAU KICHHI GOTE SUBIDHHA KARIBA UCHIT.
BHAGWAN BHALA RE RAKHANTU TANKA PARIWAENKU.
JAI JAGANNATH.JAI SHREE RAM.OM SAI RAM.
🙏🙏🙏🙏🙏🙏🙏
ଏମିତି ସିଖିତ ବାପା ଙ୍କୁ ମୋର କୋଟି କୋଟି ସେଲୁଟ
i salute sir
God bless you family
Ideal father.Govt, help the chield.
🙏🙏🙏🙏🙏🙏🙏🙏❤️🙏❤️
Kotikoti. Pranam
❤❤❤❤
good job
This is not new case. In Bolangir one Father alsotake his daughter to school by a Tricycle who was a handicaft.Thanks to all parents like tbis.
🙏🙏🙏🙏
Bapa hebo to emiti 🙏🙏
🙏
ହେ ପ୍ରଭୁ ସେ ବାପା କୁ ଆର୍ଶବାଦ ଦିଅ ତାଙ୍କ ଝିଅ କୁ ସମାଜସେବୀ କର ଏ ଗାଁ କଣ ଦେଶ ର ସେବା କରୁ ଦୁନିଆ ଦେଖୁ
nice
Abhali bapa jagate nahi
Mor bhut nmskar
Namaskar.You are the great father.
School bus re free re pila tiku aniba bebastha karajau
🙏🙏🙏🙏🙏🙏🙏🙏😭😭😭😭🥰🥰🥰🥰
SARKAR a JHIA KU PADIBA pai byabasta karantu
did
dd
Jhia tote bhagban bahut agaku nebe
Help kar ma samaste misikari online re phone pay no please
Nouty sorker kechi dekhuni
Bjd hatao Odisha banchaooo 🌅
BJD ra eita 5T sabu chora neta bjd re😂😂😂😂
Mada pani ete daradda to Jane manisa heba chi a saarkarr
Great father 🙏🙏🙏
Great Father
Jay jagannath
Great
❤❤❤❤❤
🙏🙏